ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଅତି ସୁନ୍ଦର ଉପସ୍ଥାପନା ଶଚି ବାବୁ 🎉🎉🎉ଦୁଇ ସମୁଦୀ ଙ୍କ କୁହାବୁଲା ବହୁତ ସୁନ୍ଦର ହେଇଛି 😅😅😅ଧନ୍ୟବାଦ ସାର୍ ❤❤❤
ପୁରୀ ସଂସ୍କୃତି ବିଷୟରେ ଅଜ୍ଞ। ଆଦ୍ୟ ହନୁମାନ। ଶିରୁଳୀ ହନୁମାନ । ତାଳବଣିଆ ରେ ସିଦ୍ଧ ମହାବୀର, ପେଣ୍ଠ କଣ୍ଟା ସମୁଦ୍ର କୂଳରେ ବେଡି ହନୁମାନ , ବାଲିସାହି ରେ ଏକ ଆଖି ବିଶିଷ୍ଟ କୁମୁଦ ହନୁମାନ ବା ମସାଣି ହନୁମାନ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ , ପୂର୍ବ ଦିଗରେ ଫତେ ହନୁମାନ, ଦକ୍ଷିଣ ଦିଗରେ ବୀର ହନୁମାନ, ବାରଭାଇ ହନୁମାନ , ପଶ୍ଚିମ ଦିଗ ରେ ଶବ୍ଦ ଭେଦୀ ବା କାନପତା ହନୁମାନ , ଉତ୍ତର ଦିଗରେ ଆଠ ହାତ ବିଶିଷ୍ଟ ଗର୍ବଗଞ୍ଜନ ହନୁମାନ। ଅଁଳା ବେଢ଼ାରେ ଉଡନ୍ତା ହନୁମାନ। ଅଛନ୍ତି। ଏହାଛଡା ପୁରୀରେ ପଞ୍ଚମୁଖୀ ହନୁମାନ ବିଭିନ୍ନ ସାହିରେ ହନୁମାନ।ରୋଷଘରେ ହନୁମାନ ଆଦି ଅଛନ୍ତି। ମକରଧ୍ଵଜ ହନୁମାନ ପୁରୀ ସହରରେ ପୂଜା ପାଉଛନ୍ତି।
ଜୟ ଜଗନ୍ନାଥ 🙏 ଅପୂର୍ବ ଲିଳା ମୟ ହରି 🙏 ଉଦ୍ଧାର କର ମହାବାହୁ 🙏
ଶ୍ରୀକ୍ଷେତ୍ରରେ କେତେ ହନୁମାନ ତୁମ ଦୁଇଜଣଙ୍କ ଭିତରୁ କେହି ଜାଣିନ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏
Bedhi hanuman boli ame janichhu sir🙏
Satya
Thik katha
Very nice
Next
BEDI HANUMANA
ସାରେ ସେ ହେଉଛନ୍ତି ବେଡି ହନୁମାନ ହେବେ ବୋଧେ
Bedi hanumana
ଅତି ସୁନ୍ଦର ପରିବେଷଣ ଗୋଟିଏ କଥା କହିବି ଚ୍ୟାନେଲ ପ୍ରସାରିତ କରୁଛ ଉଭୟ ପାଲା ପ୍ରସାରଣ କର❤❤❤❤❤
ALL Right
ହନୁମାନ କେତେଜଣ ଥିଲେ?
ଦୟାକରି ସମ୍ପୁ୍ନ କରନ୍ତୁ
ବେଡି ହନୁମାନ...
Bada hanuman nuhe bedi hanuman.
Fst laxmidhar routnka pakhru shikhiki ash pala
Pala Karucha na Gahaniganthi Bharatlola karuchha ??
Bada hanuman na bedi hanuman ?
Jagannath Hanuman nku badhiba kn darakar thila she ta adesha deithile Hanuman Sethi jagithante luha janjir kn darakar thila tme 2 jan janka pala shikhina
ଅତି ସୁନ୍ଦର ଉପସ୍ଥାପନା ଶଚି ବାବୁ 🎉🎉🎉
ଦୁଇ ସମୁଦୀ ଙ୍କ କୁହାବୁଲା ବହୁତ ସୁନ୍ଦର ହେଇଛି 😅😅😅
ଧନ୍ୟବାଦ ସାର୍ ❤❤❤