Odisha Revenue Minister Suresh Pujari Surprises with Visit to Sambalpur Tehsil Office

แชร์
ฝัง
  • เผยแพร่เมื่อ 16 ก.ย. 2024
  • ଆମ ରାଜ୍ୟରେ ସରକାରୀ ବାବୁ ଏମିତି କୋହଳିଆ ହୋଇଯାଇଛନ୍ତି ଯେ, ମନ୍ତ୍ରୀ ଯେଉଁଠିକୁ ଯାଉଛନ୍ତି, ସେଠି ଗୋଳମାଳ ସବୁ ଧରାପଡୁଛି। ଆଜି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଅଚାନକ ସମ୍ବଲପୁର ସଦର ତହସିଲ ଅଫିସ ପରିଦର୍ଶନ କରିଛନ୍ତି । ଅଫିସରେ ପହଞ୍ଚିବା ପରେ ଯାହା ଦେଖିଲେ, ତହସିଲଦାରଙ୍କ ଚ୍ୟାମ୍ବର୍ କୋଉ କାଳୁ ଖୋଲିନି !!! #Odisha #OTV #Sambalpur
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 285

  • @ratnakarbarik7186
    @ratnakarbarik7186 หลายเดือนก่อน +63

    ଓଡିଶା ସାରା ସବୁ ତହସିଲ ଅଫିସର ର ଅବସ୍ଥା ଏଇଭଳି ll ସଧାରଣ ଜନତା ହନ୍ତସନ୍ତ ll

  • @ramaojha1074
    @ramaojha1074 หลายเดือนก่อน +11

    ଧନ୍ୟବାଦ ସାର୍ ଓ ମିଡିଆ, ଏଭଳି ଅନ୍ୟ ସବୁ ବିଭାଗ ରେ ଅଚାନକ ପରିଦର୍ଶନ କରିବା ଦରକାର

  • @maniramsabar4263
    @maniramsabar4263 28 วันที่ผ่านมา +5

    ଏମିତି ନିରୀକ୍ଷଣ ହେଉ l ଧନ୍ୟବାଦ ମନ୍ତ୍ରୀ ସାର୍

  • @NiryasNayak
    @NiryasNayak หลายเดือนก่อน +82

    କେନ୍ଦ୍ରାପଡ଼ା ଡେରାବିଶ ତହସିଲ ଅଫିସ ଏମିତି ଚାଲିଛି. କାଷ୍ଟ ସାର୍ଟିଫିକେଟ ପାଇଁ ମାସ ମାସ ହେଇ ଯାଉଛି ତଥାପି ଦେଇପାରୁନାହାନ୍ତି

    • @babuldas7071
      @babuldas7071 หลายเดือนก่อน +1

      Tu bjp balaki

    • @Cool_boy_Deepak5005
      @Cool_boy_Deepak5005 หลายเดือนก่อน

      Boom 💥 pakei dia

    • @Cool_boy_Deepak5005
      @Cool_boy_Deepak5005 หลายเดือนก่อน +1

      ​@@babuldas7071BJD chelaa😂

    • @NiryasNayak
      @NiryasNayak หลายเดือนก่อน

      ତୁ ତୋର ବିଜେଡି ଵାଲା ଚୋର ଓଡିଶା କୁ ଖାଇ ଦେଇଛ

    • @NiryasNayak
      @NiryasNayak 29 วันที่ผ่านมา

      ତୁ ଆଉ ତୋର ବିଜେଡି ଵାଲା ସବୁ ଚୋର ଓଡିଶା କୁ ଲୁଟି ଖାଇଦେଇଛ.

  • @prasantapattanaik862
    @prasantapattanaik862 หลายเดือนก่อน +63

    ଠିକ୍ କାର୍ଯ୍ୟ।ମି ସୁରେଶ ପୂଜାରୀ। ଏହିପରି ଚାଲୁ। ରାଜସ୍ବ ବିଭାଗରେ ଏପରି ୯୯ ପ୍ରତିଶତ ହେଉଛି।

  • @rajendrakumardas9739
    @rajendrakumardas9739 หลายเดือนก่อน +12

    Honble Suresh pujari sir is very positive and gentle in his approach.Worth to be respected by every one.Thank you sir for your example of Newton's first law.BJP Jilla sabhapati of Jajpur should learn from this.

  • @upendraparida2450
    @upendraparida2450 หลายเดือนก่อน +50

    ଜୟ ବିଜେପି ଜୟ ଜଗନ୍ନାଥ 👍

  • @santoshkumarsahoo8671
    @santoshkumarsahoo8671 หลายเดือนก่อน +11

    ରାଜ୍ୟର ବହୁ ସରକାରୀ ଅଫିସରେ ଏଭଳି ଅବ୍ୟବସ୍ଥା, ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

  • @RanjanKumar-mx1ki
    @RanjanKumar-mx1ki หลายเดือนก่อน +59

    ଦିଅ ଘାଣ୍ଟି ଦିଅ ଲୋକେ ଉପକୃତ ହୁଅନ୍ତୁ ବନ୍ଦୋବସ୍ତ ମଧ୍ୟ କରନ୍ତୁ

  • @swarnalatabehera8905
    @swarnalatabehera8905 หลายเดือนก่อน +49

    ଏମିତି ଶାସନ ଦରକାର, ବିଜେଡିର ଚୋର ନେତା ଦେଖ

  • @rajkishordash9055
    @rajkishordash9055 หลายเดือนก่อน +9

    ଦାଦା ଏନ୍ତା ପଦଖ୍ୟପ ସବୁ ତହସିଲ ପ୍ରତି ନିଆଗଲେ ବହୂତ ଭଲ ହେବ ......🙏🙏🙏🙏

  • @purnapradhan9553
    @purnapradhan9553 18 วันที่ผ่านมา +1

    ❤ ରାଜ୍ୟର ପ୍ରତି ଅଫିସର ଅବସ୍ଥା ଏକା ପରି❤

  • @sunilkumarpradhan9739
    @sunilkumarpradhan9739 26 วันที่ผ่านมา

    Sir ଦାରିଙ୍ଗବାଡି ଓ କଠୋଗଡ ରେ ବହୁତ ଅବ୍ୟବସ୍ଥା, ଅନ୍ୟାୟ ଓ ଅନୀତି କାର୍ଯ୍ୟ ହେଉଛି, ବହୁତ ଲାଞ୍ଚ କରବାର କାର୍ଯ୍ୟ ହେଉଛି l

  • @user-fq5gb9ep9e
    @user-fq5gb9ep9e หลายเดือนก่อน +4

    ସେ ତହସିଲଦାରଙ୍କୁ ଅତି ଶିଘ୍ର ଛଟେଇ କରାଯାଋ । କିମ୍ବା ଦରମା ଅଧା ଦିଆଯାଉ ।

  • @subashkatam7453
    @subashkatam7453 หลายเดือนก่อน +3

    ବହୁତ ଭଲ ପଦକ୍ଷେପ ସାର ମାଲକାନଗିରିର ଜିଲ୍ଲାର କେମିତି ସାରିଛି ଠିକେ ସତର୍କ କରାଇ ଦିଆଯାଉ।

  • @brajakishorepadhi4022
    @brajakishorepadhi4022 หลายเดือนก่อน +7

    ନବୀନ ପଟ୍ଟନାୟକ ୨୪ ବରଷ ରେ ତହସିଲଦାର, ବିଡିଓ, କଲେକ୍ଟର କୁଂ ହାତରେ ରଖି ନିଜ ପକେଟ ନିଜ ଦଳର ନେତା ମନ୍ତ୍ରୀ କଂ ପକେଟ ଭରୁ ଥିଲା।

  • @ratikantajenarn2209
    @ratikantajenarn2209 หลายเดือนก่อน +11

    Good work sir ❤❤

  • @NiranjanMatha-vv8pd
    @NiranjanMatha-vv8pd หลายเดือนก่อน +24

    ଅତାବିରା ତହସିଲ ରେ ଅତି ମାତ୍ରା ରେ ଲାଞ୍ଚ କାରବାର ଚାଲିଛି ଲୋକଙ୍କ ବର୍ଷ ବର୍ଷ ଧରି କାଗଜ ପତ୍ର ପଡ଼ିରହିଛି ଦୁର୍ନୀତି ହେଉଛି ଲୋକମାନେ ଓ ଚାଷୀ ମାନେ ହଇରାଣ ହୋଇ ମନ ଦୁଃଖ କରି ଚିନ୍ତାରେ ପଡୁଛନ୍ତି ମେଡ଼ିଆ ଭାଇ ଙ୍କୁ ଅନୁରୋଧ ଯେ ମନ୍ତ୍ରୀଙ୍କୁ ଅବଗତ ଏ ବିଷୟରେ କରାନ୍ତୁ

  • @SatrughanNayak-qf1rt
    @SatrughanNayak-qf1rt หลายเดือนก่อน +5

    ବିଜେପି ଦଳର MLA,MP ନିଜ ନିଜ ନିର୍ବାଚନ ମଣ୍ଡଳୀ ରେ ଯେତେ ସରକାରୀ ଅଫିସ୍ ଅଛି ଠିକ୍ ଏହି ପରି ଅଚାନକ ଚେକ୍ କରି ଯେଉଁ ଅଫିସର୍ ମାନେ ଦୋଷୀ ସେମାନଂକୁ ଚାକିରିରୁ ବିଦା କର

  • @khageswarpratap8563
    @khageswarpratap8563 หลายเดือนก่อน

    ଏହା ଅତି ସୁନ୍ଦର ଏବଂ ସ୍ବାଗତଯୋଗ୍ୟ ପଦକ୍ଷେପ ସାର୍, ଯଦି ଆଗକୁ ଏହିଭଳି କାର୍ଯ୍ୟ ଜାରି ରହିବ ତାହାହେଲେ ବହୁତ ସରକାରୀ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇପାରିବ ବୋଲି ମୁଁ ଭାବୁଛି।
    Good job 👍 Sir...
    Thank you...

  • @musicon5982
    @musicon5982 หลายเดือนก่อน +3

    Very good Decision Sir ji.Jai Bharat

  • @banditabarik2872
    @banditabarik2872 หลายเดือนก่อน +8

    Rajaswa Mantri Suresh Pujari sir is the best minister of Odisha.State ra prati tehasil re emiti surprise visit karantu sir.Tehsil re ebe bahut lanch karbar heuchhi.Lanch na dele kam kichhi heu nahin.Jadi prati Tehsil & Block re toll-free number government diante tahele public lunch neba bissy re janei parante immediate.

  • @Laxmikanta897
    @Laxmikanta897 หลายเดือนก่อน +15

    Good minister ❤

  • @bajunath3828
    @bajunath3828 หลายเดือนก่อน +2

    ସରକାର ହେବତ ଏମିତି ଜୟ ବିଜେପି

  • @upendraparida2450
    @upendraparida2450 หลายเดือนก่อน +11

    🙏👍Right action Amiti hele officer thik kama karibe

  • @girisiputhal466
    @girisiputhal466 หลายเดือนก่อน +9

    ଭଦ୍ରକ ଜିଲ୍ଲା ବାସୁଦେବ ପୂର୍ ରେ ହେବା ଦରକାର , ଏଠି ଖୁଲମ୍ ଖୁଲ୍ଲା ଚାଲିଛି

    • @chandrapanda7222
      @chandrapanda7222 หลายเดือนก่อน

      ଆପଣଙ୍କ ବାସୁଦେବପୁରୁ BDO ସଂଜୀବ ବାବୁ ଙ୍କୁ ତ ଦେଲେ ହେଲା, ତାଙ୍କୁ ଦେଇ ଦେଲେ ସରି ତୁମେ ଯାହା ଚାହିଁବ ତାହା କରି ଦେବେ.

  • @user-ii4gk2bs1e
    @user-ii4gk2bs1e หลายเดือนก่อน +2

    Thankyou Revenue minister Odisha 🙏🏻🙏🏻🙏🏻🙏🏻👍🏻👍🏻

  • @MayadharaPatra-r3x
    @MayadharaPatra-r3x 16 วันที่ผ่านมา

    ଧନ୍ୟବାଦ ମନ୍ତ୍ରୀ ମହୋଦୟ

  • @SushilMahakud-qo3vs
    @SushilMahakud-qo3vs หลายเดือนก่อน +12

    ସମ୍ବଲପୁର ରେ ଲାଞ୍ଚ ନ ଦେଲେ କିଛି କାମ ହେବନି

  • @BidyadharKanhar-l8i
    @BidyadharKanhar-l8i หลายเดือนก่อน +7

    Good Minister ...Take action

  • @SarojKumarMishra-gc1tl
    @SarojKumarMishra-gc1tl หลายเดือนก่อน +2

    Bahut sundar step ନିଆ ଯାଇଛି l bahut କାରନାମା chalichhi l staff ମାନଙ୍କୁ ଉଚିତ ଶିକ୍ଷା ଦିଆଯାଉ l action କଡାକଡି କରାଯାଉ l

  • @bijayakumaragrawal4976
    @bijayakumaragrawal4976 20 วันที่ผ่านมา

    Bahut badhia sir
    Nayak The Real Hero

  • @pradyumnasidarjaihindjaibh3198
    @pradyumnasidarjaihindjaibh3198 หลายเดือนก่อน +1

    Bhal କାମ କରନ୍ତୁ ସୁରେଶ୍ ଆଜ୍ଞା❤

  • @Rkm12379
    @Rkm12379 หลายเดือนก่อน +1

    ଏମିତି ନେତା ଦରକାର ପଶ୍ଚିମାଞ୍ଚଲ ପାଈଁ

  • @kumardeepak4402
    @kumardeepak4402 21 วันที่ผ่านมา

    କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ତହସିଲ ଅଫିସିରେ ସର୍ବସାଧାରଣ ଜନତା ଏ ପରି ହନ୍ତସନ୍ତ ହେଉଛନ୍ତି, ସରକାରଙ୍କୁ ଅନୁରୋଧ ଏହା ଉପରେ ତଦାରଖ କରିବେ

  • @hansuhati2003
    @hansuhati2003 27 วันที่ผ่านมา

    ATI SUNDAR PADAKSHYEP NEI CHHANTI SIR BAHUT BAHUT DHANYABAD

  • @susilsahu5858
    @susilsahu5858 29 วันที่ผ่านมา

    Excellent job Respected Suresh Pujari sir jee.

  • @skb8493
    @skb8493 หลายเดือนก่อน +1

    ସାର୍ ସୁନ୍ଦର ନିଷ୍ପତ୍ତି

  • @sasadharbehera8507
    @sasadharbehera8507 26 วันที่ผ่านมา

    Thank u Suresh Pujari sir . Sabu office re amiti heba darakar .

  • @TanayaSahu-c9w
    @TanayaSahu-c9w หลายเดือนก่อน +5

    Suresh pujari is avery good minister

  • @Tuludas-d6b
    @Tuludas-d6b หลายเดือนก่อน +3

    ସେ କର୍ମଚାରୀଙ୍କୁ ବିଦା କରାଯାଉ ନୂଆ ପିଲା ନିଯୁକ୍ତି ଦିଅନ୍ତୁ

  • @madhusudanmohanty4319
    @madhusudanmohanty4319 23 วันที่ผ่านมา

    Very good action by honorable Pujari sir..

  • @akshayakumarrath4296
    @akshayakumarrath4296 23 วันที่ผ่านมา

    Excellent person of Odisha. Please take charge of Chief Minister

  • @user-jo1zy9vm2f
    @user-jo1zy9vm2f หลายเดือนก่อน +1

    ଖଜୁରୀ ଗଛର କି ଗୁଣ ଗାଇବି ମୁଲୁ ପାହାଚ ପାହାଚ ଧନ୍ୟବାଦ ସାର୍ ଏହା ଜାରି ରହୁ

  • @rameshjena8993
    @rameshjena8993 หลายเดือนก่อน +1

    MANY MANY THANKS SIR, PLEASE MAKE A SURPRISE VISIT TO "BARI TAHASIL OFFICE (JAJPUR DISTRICT) A LOT OF IRREGULARITIES WILL COME TO NOTICE. THANKS ONCE AGAIN.

  • @hrudanandasahuofficial
    @hrudanandasahuofficial หลายเดือนก่อน +2

    VERY GOOD MINISTER THANKS 🙏

  • @kalyanmeher9495
    @kalyanmeher9495 หลายเดือนก่อน

    You are great sir

  • @kkmarndi
    @kkmarndi 25 วันที่ผ่านมา

    Thqnk u sir❤❤❤

  • @aradhya8044
    @aradhya8044 27 วันที่ผ่านมา

    Dhanyabad manyabar mantri SURESH PUJHARI

  • @sarbeswarsahoo4151
    @sarbeswarsahoo4151 หลายเดือนก่อน +7

    ଭାରତ ଲେଖୀ ପରୁଥିଲେନି ସେ ମନ୍ତ୍ରୀ

    • @Mrgrup143
      @Mrgrup143 หลายเดือนก่อน

      କମେଣ୍ଟ ରେ କଣ ଲେଖିଛ ତୁମେ

  • @madamskitchen4518
    @madamskitchen4518 28 วันที่ผ่านมา

    Bahut badhiya right sir

  • @NarayanDas-x7f
    @NarayanDas-x7f หลายเดือนก่อน +3

    If it is True then Tahasildar should be punished

  • @gandhibisoyi8723
    @gandhibisoyi8723 หลายเดือนก่อน +3

    Baki jila nku bi visit karantu..

  • @abinashpandajajpur3689
    @abinashpandajajpur3689 หลายเดือนก่อน

    Great job sir

  • @niranjannaik8254
    @niranjannaik8254 29 วันที่ผ่านมา

    Good work sir

  • @BandanaCreationPresents
    @BandanaCreationPresents 18 วันที่ผ่านมา

    01 number minister of Odisha Government.🙏

  • @priyabratadalaipriyabratad7841
    @priyabratadalaipriyabratad7841 หลายเดือนก่อน +1

    Salute sir

  • @suryapadhee5668
    @suryapadhee5668 24 วันที่ผ่านมา

    CONGRATULATIONS SIR

  • @priyabratadalaipriyabratad7841
    @priyabratadalaipriyabratad7841 หลายเดือนก่อน +1

    Sir right katha

  • @GB-pz3th
    @GB-pz3th 29 วันที่ผ่านมา

    ଯେତେବେଳ ତହସିଲଦାର ଅଫିସ୍ ଯାଅ ସବୁବେଳେ ପିଅନ କହିବ ବାବୁ ଫିଲ୍ଡ କାମ ରେ ଯାଇଛନ୍ତି , ସରକାର ଙ୍କ କାମ ରେ meeting ଯାଇଛନ୍ତି ବାବୁ ଙ୍କୁ ଟିକେ ଟେଷ୍ଟ ବି ମିଳୁନି ।
    ମନ୍ତ୍ରୀ ସାହେବ୍ ଙ୍କୁ ଅନୁରୋଧ ସିଭିଲ କାମ କେମିତି ଶୀଘ୍ର ହେବ ରାଜସ୍ବ କାମ କୁ ସରଳି କରଣ କରନ୍ତୁ । ଏହି ଜଗାବାଡ଼ି କେସ ଏତେ ଧୀର ଯୋଗୁଁ ଆଜି ଆମେ ବେକାର ।

  • @debdaslima8451
    @debdaslima8451 29 วันที่ผ่านมา

    Excellent

  • @minaketansha5674
    @minaketansha5674 หลายเดือนก่อน +1

    Very good steps.

  • @bairagibiswal855
    @bairagibiswal855 27 วันที่ผ่านมา

    ବ୍ୟାସନଗର, ଯାଜପୁର ରୋଡ ତହସିଲ କୁ ଆସନ୍ତୁ, ବିଦ୍ୟୁତ ବିଭାଗ ଉପରେ ନଜର ଦିଅନ୍ତୁ

  • @PrasantaSwain-be5ik
    @PrasantaSwain-be5ik หลายเดือนก่อน

    Good decision sir

  • @arjunmaharana538
    @arjunmaharana538 28 วันที่ผ่านมา

    Good work

  • @birakarjee3799
    @birakarjee3799 หลายเดือนก่อน +1

    Sir ସବୁ ଜିଲ୍ଲା ହେବା ଦାରକା ପ୍ରାୟ sir

  • @user-uk9sj1nn3z
    @user-uk9sj1nn3z หลายเดือนก่อน

    Very good. Action 👍

  • @rajibpangi3821
    @rajibpangi3821 หลายเดือนก่อน +1

    Nice job sir

  • @paspureddypadmana6415
    @paspureddypadmana6415 หลายเดือนก่อน +2

    ଗଜପତି ଜିଲ୍ଲା, ଗୁମ୍ମା ତହସିଲ କାର୍ଯ୍ୟାଳୟ ଥରେ ଆସନ୍ତୁ sir । RI verification report ଦେଲା ବାଦେ ମଧ୍ୟ ତହସିଲ୍ ଦାର sir reject କରି ଆମକୁ ବୋଲାହୁଛନ୍ତୁ ।

  • @duryodhanmahanta7766
    @duryodhanmahanta7766 หลายเดือนก่อน

    ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

  • @KUNALVlog-hl7hq
    @KUNALVlog-hl7hq 26 วันที่ผ่านมา

    ❤❤❤🙏🙏🙏🙏 very good sir

  • @deepanjalisahoo2738
    @deepanjalisahoo2738 หลายเดือนก่อน +1

    GOOD WORK

  • @durgacharannayak1003
    @durgacharannayak1003 หลายเดือนก่อน

    You are real minister

  • @mahendrapuhan3238
    @mahendrapuhan3238 26 วันที่ผ่านมา

    Well done.

  • @prasantabehera9593
    @prasantabehera9593 หลายเดือนก่อน

    Madi chala..👍 odisha loko apanaka saha achanti.

  • @ManitaBhatra-wr6wo
    @ManitaBhatra-wr6wo หลายเดือนก่อน +1

    Very good 👍👍👍👍👍

  • @tapasranjanpanda3456
    @tapasranjanpanda3456 28 วันที่ผ่านมา

    Sir please good step taken, thanks a lot please take step towards dismiss this type of government employees.

  • @jitenkumarbarik1005
    @jitenkumarbarik1005 หลายเดือนก่อน +2

    Sir aapan se officera manaku bahiskaar Kari paribe ki

  • @jogeshchampia6738
    @jogeshchampia6738 28 วันที่ผ่านมา +1

    ଏମିତି ହବା କଥା ଆପଣ ବି ସେମିତି ଦେଖନ୍ତୁ

  • @ranihaldar1941
    @ranihaldar1941 9 วันที่ผ่านมา

    Good job minister sir

  • @Rabivlogeenjoy
    @Rabivlogeenjoy 29 วันที่ผ่านมา

    Good sir

  • @sasadharbehera8507
    @sasadharbehera8507 26 วันที่ผ่านมา

    Suresh Pujari Amara cm heba darakar 🙏🙏🙏

  • @manoj123samal
    @manoj123samal หลายเดือนก่อน

    Kya baat hai sir

  • @bikramnayak5933
    @bikramnayak5933 หลายเดือนก่อน +1

    ଭଲ ପଦକ୍ଷେପ

  • @mukeshsahoo1408
    @mukeshsahoo1408 หลายเดือนก่อน +1

    V gd action 👍🏻

  • @jharindrarana1803
    @jharindrarana1803 หลายเดือนก่อน +1

    Very good sar

  • @ranjeetmajhi829
    @ranjeetmajhi829 หลายเดือนก่อน +1

    Very good suresh pujhari vsir

  • @satyanarayankar5781
    @satyanarayankar5781 25 วันที่ผ่านมา

    Jay Shree Jagannath❤

  • @SujitMohanty-oy4kr
    @SujitMohanty-oy4kr 25 วันที่ผ่านมา

    Right sir

  • @kumardeepak4402
    @kumardeepak4402 21 วันที่ผ่านมา

    ସେ ବାବୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ

  • @abhimanyunayak4246
    @abhimanyunayak4246 หลายเดือนก่อน

    ସାର ଗଞ୍ଜାମ ଦୃଷ୍ଟି ଦିଅନ୍ତୁ

  • @Screativ
    @Screativ 22 วันที่ผ่านมา

    ଅସ୍ତରଙ୍ଗ ତହସିଲ ଯାଆନ୍ତୁ, sir

  • @kulamanidash9863
    @kulamanidash9863 13 วันที่ผ่านมา

    Sir, Please visit Dhenkanal

  • @papunpradhan2.0
    @papunpradhan2.0 หลายเดือนก่อน +3

    ତହସିଲଦାରଙ୍କ ପ୍ରତିକ୍ରିୟା କାଇଁ??

  • @navimaanav
    @navimaanav หลายเดือนก่อน

    Odisha Government must focus on transparent system of all departments like Tahsil , block,govt. Medical, police station etc. then only people. of odisha can benefit

  • @srimatisahoo7534
    @srimatisahoo7534 28 วันที่ผ่านมา

    ବିନା ଲାଞ୍ଚ ରେ ତହସିଲ ଓ ଆର୍ ଆଇ ଅଫିସରେ କିଛି କାମ ହୁଏନା

  • @basantnayak2284
    @basantnayak2284 20 วันที่ผ่านมา

    Jay hind sir

  • @dibyalochangaigaria3510
    @dibyalochangaigaria3510 หลายเดือนก่อน

    Right thanku sir

  • @villagelifeinindiatrs7052
    @villagelifeinindiatrs7052 หลายเดือนก่อน

    Thank you sir..

  • @Quicklearner37
    @Quicklearner37 27 วันที่ผ่านมา +1

    Kendrapara tahsildar office asantu sir strict action nuhantu