ବିବାହ ପାଇଁ ନିଜ ଜାତିର କନ୍ୟା ନ ମିଳିଲେ ? NandighoshaTV

แชร์
ฝัง
  • เผยแพร่เมื่อ 10 ม.ค. 2025

ความคิดเห็น • 1.1K

  • @Nandancreation913
    @Nandancreation913 3 ปีที่แล้ว +67

    ସାର୍ ଦୟାକରି ଏହି ଜାତି ପ୍ରଥା କୁ ବାରଣ କରନ୍ତୁ, ଯିଏ ଯାହା ବି କହୁନା କାହିଁକି ଜାତି ପ୍ରଥା ପାଇଁ ନିରୀହ ପ୍ରେମୀ ଯୁଗଳ ଜୀବନ୍ ହାରି ଦେଇଛନ୍ତି, କେତେ ଯେ ବଳି ଦେଇଛନ୍ତି ସାମାନ୍ୟ ଜାତି ପାଇଁ

  • @rishikesh4340
    @rishikesh4340 3 ปีที่แล้ว +216

    ମଣିଷ ଭାରି ସୁବିଧାବାଦି , ବିବାହ ବେଳେ ଜାତି ଖୋଜୁଛି କିନ୍ତୁ ଯେତେବେଳେ ଜୀବନ ବଞ୍ଚିବାପାଇଁ ରକ୍ତ ଦରକାର ପଡୁଛି କାଇଁ ତ କଉ ଜାତିର ରକ୍ତ ଦେଉଛ ବୋଲି ପଚାରୁନି ? blood Bank ର ପାଉଚ୍ ରେ ଜାତି ଲେଖାହେଉଛି କି ?
    ଜାତି ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ହେବା ଦରକାର୍
    ଯାହାର ଯାହାକୁ ପସନ୍ଦ ହେଲା ସେ ତାକୁ ବିବାହ ହେବା ଦରକାର । ଜୟ ଜଗନ୍ନାଥ

  • @prakrutiradana6373
    @prakrutiradana6373 3 ปีที่แล้ว +230

    ଶ୍ରୀମଦ ଭାଗବତ ଗୀତା ରେ ଅଛି ଆଜ୍ଞା... ବର୍ଣ୍ଣ ଶନ୍କର ତାଙ୍କୁ କୁହାଯାଏ ଯୋଉ ସ୍ତ୍ରୀ ଲୋକ ର ସ୍ୱାମୀ ଥାଇ ପର ପୁରୁଷ ସହ ସମ୍ପର୍କ ରଖନ୍ତି ଏବଂ ଗର୍ଭ ଧାରଣ କରି ପିଲା ଜନ୍ମ କରନ୍ତି ସେଇ ପିଲା କୁ ବର୍ଣ୍ଣ ଶନ୍କର କୁହାଯାଏ ଯାହା ଫଳରେ ସେଇ ସ୍ତ୍ରୀ ର ସ୍ୱାମୀ ଙ୍କ ମୃତ୍ୟୁ ହେଲେ ଯଦି ଏଇ ପିଲାଟି ପିଣ୍ଡଦାନ କରେ ତାହାହେଲେ ସେ ଲୋକ ଟି ତାହା ପାଇବ ନାହିଁ...ଆଉ ଜାତି ବୋଲି କିଛି ଗୀତା ରେ ଲେଖା ହେଇନି ଯଦି ଅଛି ତେବେ ଭଗବାନ କହିଛନ୍ତି କି ଜାତି ମୋ ଦ୍ୱାରା ସୃଷ୍ଟି ନୁହେ ଜାତି ତାକୁ କୁହାଯାଇଛି ଏହା ନିଜର ଜନ୍ମରୁ ନୁହେ ନିଜର କର୍ମ ରୁ ସୂଚୀତ କରାଯାଏ...ଆଉ ଯିଏ ଯେଉଁଟା ନିଜର ବୃତ୍ତି ଆପଣେଇଲା ସେଇଟା ତାର ଜାତି...ଆପଣ ବିଚାର କରନ୍ତୁ ଜଣେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରି saloon ଖୋଲିକି ଅନ୍ୟର ସେବା କରୁଛି ତାହାହେଲେ ଯଦି ଜାତି ଅଛି ତେବେ ସବୁ ଜାତିର ସେବା ସେ କଲା ତେବେ ସେ କଣ ଶୂଦ୍ର? ନାହିଁ ସେ ଯେତେବେଳେ ବିବାହ କରିବ ସେତେବେଳେ ବ୍ରାହ୍ମଣ ଝିଅ ଖୋଜିବ ତାହାହେଲେ ତାଙ୍କ ଛୁଆ କଣ ବର୍ଣ୍ଣ ଶନ୍କର... ସାରା ପୃଥିବୀ ଅନ୍ଧବିଶ୍ଵାସ ରେ ଭରା... ଶ୍ରୀମଦ୍ ଭଗବତ୍ ଗୀତା ସାରା ପୃଥିବୀ ର ଶ୍ରେଷ୍ଠ ଗ୍ରନ୍ଥ ହେଲେ ଅସଲ ମହତ୍ତ୍ୱ କେବଳ ଅର୍ଜୁନ ଙ୍କ ଛଡା କେହି ବୁଝି ହିଁ ନାହାନ୍ତି ଯଦି ବୁଝି ଥାନ୍ତେ ତେବେ ଗୋଟେ ଗଣମାଧ୍ୟମ ରେ କେତେଜଣ ଲୋକ ଙ୍କର ଭିନ୍ନ ଭିନ୍ନ ମତକୁ ନେଇ ଲୋକ ଦ୍ୱନ୍ଦର ଶିକାର ହଉ ନଥାନ୍ତେ... ପ୍ରଥମେ ଜଗନ୍ନାଥ ସସ୍କୃତି ର ସାରମର୍ମ କୁ ବୁଝ ତାପରେ ସନାତନ ହିନ୍ଦୁ ଧର୍ମ ଓ ଭଗବତ୍ ଗୀତା...

    • @sibaprasaddalabehera9294
      @sibaprasaddalabehera9294 3 ปีที่แล้ว +3

      Aji Kali bahuta upadeshabadi au sashtranjya loka abirbhava heuchhanti nija yukti sathik bhabe upsthapana Kariba pain sastra purana ku Madhya nija ichha anusare artha katibe. Agaru bi kahichhi yukti Kari michha ku Madhya satya bhabe parinata kara jai pare.

    • @Manasteacher
      @Manasteacher 3 ปีที่แล้ว +3

      ବହୁତ୍ ଦଳିତ ବିଭିନ୍ନ ପ୍ରକାରର ସେମାନେ ନିଜ ନିଜ ଭିତରେ ବିବାହ ନାହିଁ।ଆଦିବାସୀ ବିଭିନ୍ନ ପ୍ରକାର ର

    • @Manasteacher
      @Manasteacher 3 ปีที่แล้ว +4

      Santhal କୁଲାହ ଙ୍କ ଵହ ହୁଅନ୍ତିନି ।ହରିଜନ ଲୋକ ଜଣେ ଧିବର୍ ଜାତି ଙ୍କ ଵହ ହୁଆନ୍ତିନି ଏମିତି କାହିଁକି

    • @sibaprasaddalabehera9294
      @sibaprasaddalabehera9294 3 ปีที่แล้ว

      @@Manasteacher Right

    • @pratapdas1496
      @pratapdas1496 3 ปีที่แล้ว +1

      Good suggestion ❤️❤️❤️

  • @ajaysagaria5056
    @ajaysagaria5056 3 ปีที่แล้ว +381

    ଜାତି ଦୁଇଟା ପୁରୁଷ ଜାତି ଓ ସ୍ତ୍ରୀ ଜାତି( ହସ୍ପିଟାଲରେ ରକ୍ତ ନେଲା ବେଳେ ଜାତି ଖଜୁନ ତ)

  • @BJena-wn7rr
    @BJena-wn7rr 3 ปีที่แล้ว +107

    ନିଜ ଗୁଣ,ଆଚାର ବିଚାର ସହିତ ମିଶୁଥିବା ଯେ କୌଣସି ଜାତିରେ ବା ଅଜାତିରେ ବିବାହ କରାଗଲେ କିଛି ଅସୁବିଧା ନାହିଁ।ଜାତି ପ୍ରଥା ଧରି ବସିଲେ ପ୍ରଗତିର ରଥ ଗଡିବ ନାହିଁ।ବିଭିନ୍ନ ବର୍ଗ ବା ଜାତିର ଲୋକଙ୍କୁ ଡାକି ଆଲୋଚନା କରିଥିଲେ ଭଲ ହୋଇଥାଆନ୍ତା।

    • @rinkinial5826
      @rinkinial5826 3 ปีที่แล้ว +2

      Right agyan

    • @binilatamajhi6073
      @binilatamajhi6073 3 ปีที่แล้ว +2

      Right

    • @rajendranaik3953
      @rajendranaik3953 3 ปีที่แล้ว +2

      ଠିକ୍ କଥା କହିଛନ୍ତି

    • @akshyabarik2466
      @akshyabarik2466 3 ปีที่แล้ว

      Sir service re sc pila 30 ,% re pai ba au obc . general pila 80% re chakre pau naha te au apana jate re kechi ashu bidha ni kahu chante kana pai ee au ae pare systam kale samaj aga ku bade ba ta?

    • @akshyabarik2466
      @akshyabarik2466 3 ปีที่แล้ว

      Sama tanku saman kale jate aga ku bade ba

  • @monalisasahu5627
    @monalisasahu5627 3 ปีที่แล้ว +159

    ମୁଁ ଗୋଟିଏ କଥାରେ ବିଶ୍ୱାସ କଲି କି ଜାତି ମଣିଷର ସଂସ୍କାର ରେ ତିଆରୀ ହୋଇଥାଏ । ଯଦି ଜଣେ ନିଚ କୂଳରେ ଜନ୍ମ ହୋଇ ଉଚ୍ଚ ସଂସ୍କାର ପାଇଛି ଭଲ ବୁଦ୍ଧି ଭଲ ଜ୍ଞାନ ଅଛି । ତାହେଲେ ସେ କେଉଁ ବ୍ରହ୍ମଣ ସନ୍ତାନ ଠାରୁ କମ୍ ନୁହେଁ । ଯଦି ଜଣେ ବ୍ରାହ୍ମଣ ହୋଇ ସଂସ୍କାର ବିହିନ ଅଛି ତେବେ ସେ ଉଚ୍ଚ ଜାତିର ହେଲେ ମଧ୍ୟ କୌଣସି ମୂଲ୍ୟ ନାହିଁ । ଆଉ ରହିଲା ବିବାହ ସେଠି କେବଳ ମନ ମିଶିବା ଟା କୁ ଗୁରୁତ୍ଵ ଦେବା ଉଚିତ୍ । ପରିବାର ବନ୍ଧୁ ମିଶଲେ କଣ ହେବ ଯଦି ବର କନ୍ୟାର ମନ ନ ମିଶିବ । ପ୍ରତିଲିପି ଆପ୍ ରେ ମୋ କାହାଣୀ ପ୍ରଢ଼ନ୍ତୁ ସେ କାହାଣୀରେ ଜାଣିପାରିବେ ଜାତି ବଡ଼ ନୁହେଁ । ପ୍ରେମ ବଡ଼ ମଣିଷ ଭଲ କର୍ମ ବଡ଼ । ସେ କାହାଣୀର ନା (ଆଜି ବି ଅପେକ୍ଷା ତୁମକୁ ) ଅନାବିଳ ଭଲ ପାଇବାର କଥା । ଲେଖକ Monali sahu ନିଶ୍ଚୟ ପଢ଼ିବେ 🙏 ।

  • @mr.prabhat1
    @mr.prabhat1 3 ปีที่แล้ว +44

    ରକ୍ତ ନେଲା ବେଳେ ଜାତି ଭେଦ ନାଇଁ ହେଲେ ଆଉ ସବୁ ସମୟ ରେ ଜାତି ଭେଦ ବା ବା ଧନ୍ୟ ଏ ମଣିଷ

    • @ChandanSah0o-z3p
      @ChandanSah0o-z3p ปีที่แล้ว

      Ri8

    • @stylishmanas1991
      @stylishmanas1991 ปีที่แล้ว

      ଏକଦମ

    • @umasankarnayak7407
      @umasankarnayak7407 ปีที่แล้ว

      ରକ୍ତ ତ ମୁସଲିମ ଭାଇମାନେ ବି ଦେଉଛନ୍ତି ।।
      ଆପଣ ମୁସଲିମ ସମ୍ପ୍ରଦାୟର ବାହା ହେବେ ତ , ପ୍ରଥମେ ନିଜକୁ ପଚାରନ୍ତୁ ଉତ୍ତର ପାଇଯିବେ।।

  • @bijayakumarjena4874
    @bijayakumarjena4874 3 ปีที่แล้ว +52

    ମୋ ମତରେ ମନ ମିଳିଲା ବାହା ହୁଅ ରାଜା ପୁଅ ହ‌ଉ କି ରାଜା ଝିଅ ହ‌ଉ ଜାତିର କ'ଣ ବାଳ ମିଳିବ ସମସ୍ତେ ସମାନ କିଛି ଗଧ ଅଛନ୍ତି ଜାତି ଭେଦ ଭାବ କରନ୍ତି ଯେତେବେଳେ ଇଂରାଜୀ ମାନେ ଭାରତର କୁକୁର ଭଳି ସାସନ କରୁଥିଲେ ସେତେବେଳେ ତମେ କାହିଁ କହୁନଥିଲ ତମେ କ‌ଉ ଜାତିର ଆମକୁ ଶାସନ କରୁଚ ଦେଶ ଯିମିତି ସ୍ବାଧିନ ହେଇଗଲା ନଳୀରୁ ବୁଦ୍ଧି ବାହାରୁଚି ଜାତି ଗୁତ୍ର ବାଳ ଜାତି ମଣିଷ ସବୁ ସମାନ

    • @ARCREATION2021
      @ARCREATION2021 3 ปีที่แล้ว +1

      U speaking write bro

    • @nirashakumar5418
      @nirashakumar5418 3 ปีที่แล้ว +1

      👍👍👍👍👍👍👍👍👍👍

    • @prakashghose7518
      @prakashghose7518 3 ปีที่แล้ว +1

      ଆଜିକାଲି status match ହେଉଛି..ଜାତି କିଛି ନାହିଁ..

    • @hibikash2860
      @hibikash2860 3 ปีที่แล้ว

      Right

    • @Justchillldarling43
      @Justchillldarling43 3 ปีที่แล้ว

      @@prakashghose7518 nai bhai bhaut loka achanti sabu jati pain pagala sala

  • @bhabanishankarsethi8478
    @bhabanishankarsethi8478 3 ปีที่แล้ว +13

    ବ୍ରାହ୍ମଣ ମାନେ ଜାତି ଛାଡ଼ି ପାରିବେନି । ଏହା ବାସ୍ତବ ସତ୍ୟ ।

  • @Sushil-o8z
    @Sushil-o8z 3 ปีที่แล้ว +36

    ବ୍ରାହ୍ମଣ ମାନେ ଏଇ ଜାତିପ୍ରଥା ସୃଷ୍ଟି କରିଛନ୍ତି।

  • @mr.prabhat1
    @mr.prabhat1 3 ปีที่แล้ว +43

    ଏ ସଂସାରରେ ଜାତି ଭେଦ ହଟେଇବାକୁ ପଡ଼ିବ ଏ ସବୁ ଏ ମଣିଷ ହିଁ ସୁର୍ଷ୍ଟି କରିଛି ଯାହା ଆମ ଭବିଷ୍ୟତ ପାଇଁ ଖରାପ ଏ ଜାତି ଭେଦ ପାଇଁ କେତେ ପୁଅ ଝିଅଙ୍କ ଜୀବନ ନଷ୍ଟ ହେଉଛି କେତେ ଜୀବନ ଯାଉଚି ଏହା ପାଇଁ ଦାୟୀ କିଏ ଏ ସମାଜ ହିଁ ଦାୟୀ ଦୟା କରି ଏ ଜାତି ଭେଦ ହଟେଇବା ପାଇଁ ପ୍ରୟାସ କରନ୍ତୁ ଏ ସବୁ ଆମ ଓଡ଼ିଶାରେ ରେ ବହୁତ୍ ଅଧିକା ପ୍ରଚଳନ ହେଉଛି ଏହାକୁ ବନ୍ଦ କରିବାକୁ ହେବ ଗୋଟେ ପୁଅ ଝିଅଙ୍କ ମିଳନ ପାଇଁ ସବୁଠୁ ଅଧିକ ମୂଲ୍ୟବାନ ହେଉଛି ହୁର୍ଦୟ ଚୟନ ନହେଲେ ଆଉ କିଛି ନୁହେଁ ହେଲେ ଏ ସମାଜ ଜାତି ପଛରେ ପଡି ଆଜି ର ଭବିଷ୍ୟତ ଖରାପ୍ କରୁଛି ଏ ସବୁ ବନ୍ଦ୍ କରିବାକୁ ସହମତ କରନ୍ତୁ କାହାର ଜୀବନ ଯିବା ଆଗରୁ ତାକୁ ବଞ୍ଚେଇବା ଉଚିତ୍🙏🙏🙏🙏 ଗୋଟେ ବଢେଇ କାଠ କାମ କରିବ ,ଗୋଟେ କେଉଟ ମାଛ ଧରିବ,ଗୋଟେ ବାରିକ୍ ଚୁଟି କାଟିବା ଏମିତି ନିଜର ଦାୟିତ୍ଵ ବହନ କରି ପେଟ ପୋଷିବା ପାଇଁ ଗଢା ହେଉଛି ଏହାର ମାନେ ନୁହେଁ ଯେ ସେ କେବଳ ନିଜ ଜାତିରେ ହିଁ ବିବାହ କରିବ ଦୟାକରି ଏମିତି କରନ୍ତୁ ନାହିଁ ଜାତି- ଅଜାତି, ଧର୍ମ , ନିର୍ବିଶେଷରେ ଭାଇ ଭଉଣୀ ଦୟାକରି ଜାତି ଅଜାତି ବନ୍ଦ୍ କରନ୍ତୁ🙏🙏🙏

  • @giridharikisan6563
    @giridharikisan6563 3 ปีที่แล้ว +18

    Pray for God open your eye
    ଅନ୍ଧ ଜଗତ ରେ ଅନ୍ଧ ନୀତି

  • @Sadhanvlog2003
    @Sadhanvlog2003 3 ปีที่แล้ว +18

    ମୋର ଅନୁରୋଧ ଜାତି ଖୋଜନି ସୁନ୍ଦର ହୃଦୟ ଖୋଜିକି ବିବାହ କରିବାର ଅଛି

  • @OnlyMasti2.0
    @OnlyMasti2.0 3 ปีที่แล้ว +58

    ଜାତକ ରେ ଛେନା ଗୁଡ଼ ଲେଖା ଯାଇଛି ।😄😀😃😄 Ramachandra sir u r great .

  • @samalsingh522
    @samalsingh522 3 ปีที่แล้ว +24

    ଜାତି ପ୍ରଥା କିଏ ସୃଷ୍ଟି କରିଛନ୍ତି ? ଭଗବାନ ନା ମଣିଷ ? ଭଗବାନ ଯେତେବେଳେ ମଣିଷ ସୃଷ୍ଠି କଲେ ସେତେବେଳେ ଦୁଇ ଜଣଙ୍କୁ, ପୁରୁଷ ଏବଂ ନାରୀ, ମନରେ ପ୍ରଶ୍ନ ଉଠେ ଜାତି ପ୍ରଥା କଣ୍ ଏବଂ କାହିଁକି? ସବୁ ମଣିଷର ରକ୍ତ ମାଂସ ସମାନ

    • @prakashghose7518
      @prakashghose7518 3 ปีที่แล้ว +1

      ମନୁଷ୍ୟ କୃତ...କେବଳ ଜିବିକା କୁ ନେଇ...ପର ମୁହୂର୍ତ୍ତରେ ଉଚ୍ଚ ନୀଚ କରାଗଲା. ସବର୍ଣ୍ଣ ଅସବର୍ଣ୍ଣ କରାଗଲା..sprusya ଅସ୍ପୃଶ୍ୟ କରାଗଲା..ଏହା ଏକ ସାମାଜିକ କୁସଂସ୍କାର..

    • @lukeswarkishan134
      @lukeswarkishan134 2 ปีที่แล้ว

      𝙲𝚘𝚛𝚛𝚎𝚌𝚝

  • @phulandevi2603
    @phulandevi2603 3 ปีที่แล้ว +70

    Blood pocket ରେ ଜାତିର ନାମ ଲେଖାଯାଉ 😎😎😎😎😎😎😎😎😎😎😎😎

  • @user-un7mz5tq7q
    @user-un7mz5tq7q 3 ปีที่แล้ว +16

    ବହୁତ ଭଲ କଥାଟିଏ ଉପସ୍ତାପନା କରିଛନ୍ତି ବହୁତ୍ ଭଲ ଲାଗିଲା ଆଉ ଗୋଟିଏ ଥର ଆଲୋଚନା କରାଗଲେ ଭଲ ହୁଅନ୍ତା

  • @ganeshsamal8002
    @ganeshsamal8002 3 ปีที่แล้ว +15

    I like your topic. Thank you.nandighosa TV

  • @subashchandra7563
    @subashchandra7563 3 ปีที่แล้ว +54

    ଜାତି ସୃଷ୍ଟି ଆରମ୍ଭ ରୁ ନାହିଁ ସାର୍।
    ଇତିହାସ ପଢନ୍ତୁ ସାର୍।
    ଗୁପ୍ତ ଯୁଗ ରୁ ବ୍ରାହ୍ମଣ ଗୋଷ୍ଠୀ ର ଆରମ୍ଭ ବେଳେ ଜାତି ପ୍ରଥା ର ଶୃଷ୍ଟି ହେଇଛି

    • @smiletapinayak8387
      @smiletapinayak8387 3 ปีที่แล้ว +1

      Ri8

    • @kamalakantapanda304
      @kamalakantapanda304 3 ปีที่แล้ว +2

      Bhagwan rama Chandra kan bhagwan bolie manucha ki jadi manuca bhagwan nije bi Ravana ku dakithile setu puja kariba ku kan pai sia ta nije bhagwan thile sabu kama re kichhi achhi semite nuha kali kia kan kahie daba ta katha bada hie jiba

    • @hemantanayakz4809
      @hemantanayakz4809 3 ปีที่แล้ว +1

      Reality kathata kahila bhai thanks

    • @sibaprasaddalabehera9294
      @sibaprasaddalabehera9294 3 ปีที่แล้ว +1

      @@kamalakantapanda304 Ati sundara katha Tia kahila

    • @competitivecenter826
      @competitivecenter826 3 ปีที่แล้ว +2

      @@kamalakantapanda304 sei Ramayan gote brahman lekhichanti sethipain

  • @narannaik876
    @narannaik876 3 ปีที่แล้ว +15

    ସମୟ କାହାକୁ ଅପେକ୍ଷା କରେ ନାହିଁ, ରାଜ୍ୟ, ଭାରତ, ଜିଲ୍ଲା , ଗ୍ରାମ ରେ ଦାଇତ୍ୱ ନେବା ବୟସ୍କ ଲୋକଙ୍କର ଅଉ ସରକାର ଙ୍କ ଦାୟିତ୍ୱ ଅଟେ |ସଂସ୍କାର ସଂସାର ରୁ ମିଳେ | ଯାହା କି ବିବାହ କେନ୍ଦ୍ର ରହିବା ଦରକାର |ଧନ୍ୟବାଦ!

  • @ashokkumarnayak3300
    @ashokkumarnayak3300 3 ปีที่แล้ว +16

    ଜାତି ପ୍ରଥା ବ୍ରାହ୍ମଣ ର ଏକ ଷଡ଼ଯନ୍ତ୍ର ।ରୁକ଼ ବେଦ ରେ ଉଲ୍ଲେଖ ଜାତି କର୍ମ ଅନୁସାରେ ବ୍ରାହ୍ମଣ ପରେ ଜନ୍ମ ଅନୁସାରେ କରିଛି ।। ନିଜ କୁ ଶ୍ରେଷ୍ଠ ରେ ରଖିବା ପାଇଁ ।।

  • @bikaskandi5622
    @bikaskandi5622 3 ปีที่แล้ว +19

    ମାଡମ ସତ କହିଲେ, କିନ୍ତୁ 🙏🙏🙏🙏,ସମାଜର ଲୋକ କୁ ତାଙ୍କ ଚିନ୍ତା ଧାରା ବଦଳେଇବାକୁ ପଡ଼ିବ,

  • @prakashghose7518
    @prakashghose7518 3 ปีที่แล้ว +5

    ମୁଁ ସ୍କୁଲ ରେ ପଢୁଥିଲା ବେଳେ ମୋର ସବୁଠୁ ଘନିଷ୍ଠ ବନ୍ଧୁକୁ ଘରକୁ ଡାକି ଆଣିଥିଲି..ଆମେ ଦୁଇଜଣ ଖାଇସାରିବା ଉଠିଗଲା ପରେ ଘର ଲୋକ ବନ୍ଧୁର ବାସନଟିକୁ ଉଠେଇ ନଥିଲେ..ମୁଁ ପଚାରିବାରୁ ଉତ୍ତର ଆସିଲା ଯେ ଆସନ୍ତା କାଲି କାମବାଲି ତାକୁ ସେଇଠୁ ଉଠାଇନେଇ ସଫା କରିଦେବ..କାରଣ ଥିଲା ବନ୍ଧୁ ଜଣକ ତଥାକଥିତ ତଳ ଜାତିର ଥିଲା..ଏ ଘଟଣା ମତେ ବହୁତ ବାଧିଲା....ମତେ ଲଗିଲା କି ମତେ ଅପମାନିତ କରାଗଲା..ସେହିଦିନଠାରୁ ଜାତିପ୍ରଥା ପ୍ରତି ପ୍ରବଳ ଘୃଣା ଜାତ ହେଲା ...କିଛିଦିନ ପରେ ଜାତିପ୍ରଥା ନେଇ ବାପାଙ୍କ ସଙ୍ଗେ ଥରେ ଆଲୋଚନା କଲି ଏବଂ କହିଲି ଯେ ଭବିଷ୍ୟତରେ ମୁଁ ଖ୍ରୀଷ୍ଟ ଧର୍ମାବଲମ୍ବୀ ହେବାକୁ ଯାଉଛି..ଅବଶ୍ୟ ସେତେବେଳେ ଛୋଟ ଥିଲି..ବଡ ହେବାପରେ ଜାଣିଲି ଯେ ଦୁନିଆରେ ଯୁଆଡେ ଯିବ ଭେଦଭାବ..କୋଉଠି କଳା ଗୋରା ତ କୋଉଠି ଉଚ୍ଚ ନୀଚ୍ଚ ଜାତି ତ କୋଉଠି ଧନୀ ଗରିବ ଆହୁରି ଅନେକ..କାରଣ ଅନ୍ୟଠୁ ନିଜକୁ ବଡ଼ ବୋଲି ପରିଚୟ ଦେବା ମଣିଷର ସହଜIତ ପ୍ରବୃତ୍ତି....ଉଦାହରଣ ସ୍ଵରୁପ ବ୍ରାହ୍ମଣ କହିବେ ଆମେ ସବୁଠୁ ବଡ଼,, Christian କହିବେ ଆମ ଧର୍ମ ସବୁଠାରୁ ମହାନ୍, German କହିବେ ଆମେ ସବୁଠୁ ବୁଦ୍ଧିମାନ ଇତ୍ୟାଦି.. ସେ ଯାହାବି ହେଉ ଭାରତୀୟ ସମାଜରେ ଜାତିପ୍ରଥା ହେଉଛି ସର୍ବବୃହତ ସାମାଜିକ କଳଙ୍କ..ଏହାର ଅନ୍ତ ଯେତେ ଶୀଘ୍ର ହେବ ଆମ ସମାଜ ପାଇଁ ସେତେ ଶୁଭଙ୍କର ହେବ... ହିନ୍ଦୁଧର୍ମ ବହୁବାଦରେ ବିଶ୍ବାସ କରେ...ସମୟ ଅନୁସାରେ ଅନେକ କୁସଂସ୍କାର ଆମ ଧର୍ମରେ ଯୋଡି ହେଇଯାଇଛି. ତା ମଧ୍ୟରୁ କୋଠର ଜାତିପ୍ରଥା ଗୋଟିଏ.. ସମୟରେ ଅନେକ କୁସଂସ୍କାର ଲୋପ ମଧ୍ୟ ପାଇଛି...ମୋତେ ଅନୁଭବ ହେଉଛି ଜାତିପ୍ରଥା ଲୋପ ହେବାର ପ୍ରାରମ୍ଭ ହୋଇଯାଇଛି..କିନ୍ତୁ ସମୟ ଲାଗିବ. .ଆମକୁ ଧୌର୍ଯ୍ୟ ର ସହିତ ଅପେକ୍ଷା କରିବାକୁ ପଡିବ.

  • @manojnaik9310
    @manojnaik9310 3 ปีที่แล้ว +12

    Ramachandra sir u r great👍

  • @kaliabehera4487
    @kaliabehera4487 3 ปีที่แล้ว +66

    Excellent programme special for me.thank you bcz I went to marry in inter caste 🥰

  • @HR_motivation341
    @HR_motivation341 3 ปีที่แล้ว +18

    ବିବାହ କରିବାକୁ ପୁଅ ଝିଅଙ୍କର ମନ ହୃଦୟ ମିଶିବା ଦରକାର। ଜାତି ଜାତକ ର ଆବଶ୍ୟକତା ନାହିଁ

  • @sunitapanda7839
    @sunitapanda7839 3 ปีที่แล้ว +18

    ଏ କଳିଯୁଗରେ ସର୍ବେ ହୋଇବେ ଏକାକାର
    ନ ଥିବ ଭେଦ ଭାବର ବିଚାର ( ମାଳିକା )
    Oh my god😟,,,,ଏହା ସତ ହେବାକୁ ଯାଉଛି

    • @daringboymalayaforhelppubl9838
      @daringboymalayaforhelppubl9838 3 ปีที่แล้ว

      Satere call kara mote tike-8480154586

    • @goldeneye1897
      @goldeneye1897 3 ปีที่แล้ว

      ତମେ ବୋଧେ କଉ ଅଜାତି ଟୋକାକୁ ମନ ଦେଇସାରିଛ... ତାକୁ ବାହା ହବ 👍🤣🤣🤣🤣

    • @CHANDRASUBASH-j1o
      @CHANDRASUBASH-j1o ปีที่แล้ว

      Really it is correct tolk❤❤❤

  • @Install_toka
    @Install_toka 3 ปีที่แล้ว +54

    ସର୍ବେ ହୋଇବେ ଏକକାର ନଥିବ ବେଦ ର ବିଚାର 🙏🙏🙏 ମହାପ୍ରଭୁ ଅଚ୍ୟୁତାନନ୍ଦ ଙ୍କ ବାଣୀ

  • @nitishkumardash4199
    @nitishkumardash4199 3 ปีที่แล้ว +24

    Excellent programme, thanks to Nandighosh Tv.

  • @santoshtripathy490
    @santoshtripathy490 3 ปีที่แล้ว +14

    ସବୁତ ସମାନ ହେଇଛି । ହେଲେ ଚାକିରି ରେ କୋଟା କାଟି ଦେଉ ନାହାନ୍ତି। ସବୁ ସାମାନ କରନ୍ତୁ

    • @Ramakant-vb2tw
      @Ramakant-vb2tw 4 หลายเดือนก่อน

      Alochana namare anya ra dharma dharanaku aghat debara adhikaar aapananku adhikaar dela kie

  • @srikantbastaray5932
    @srikantbastaray5932 3 ปีที่แล้ว +31

    Sir... this is our thinking only, so there's not written in same cast only we will get married.if we feel good matching with our life partner then, definitely we will marry by other cast.

  • @udayalima9094
    @udayalima9094 ปีที่แล้ว +2

    ବାହ୍ମଣ ମାନେ ମଦ ପିଉଛନ୍ତି ସୋମବାର ଗୁରୁ ବାର ଆମିଷ ଖାଉଛନ୍ତି. ବାହ୍ମଣ ଆଉ ନାହିଁ ପୁଜା ପାଠ ବି କରୁ ନାହାଁନ୍ତି. ଖାଲି ବାହ୍ମଣ ବାହ୍ମଣ ହେଲେ କଣ ହେବ?

  • @samalentertainment8312
    @samalentertainment8312 3 ปีที่แล้ว +5

    ଜାତିପ୍ରଥା ଉଚ୍ଚନୀଚ ଭେଦଭାବ କଥା ଯଦି ପଡୁଛି ପ୍ରଥମେ ସରକାରୀ ବ୍ୟବସ୍ଥା ରୁ ଉଚ୍ଛେଦ କରା ଯାଉ ।SC ST OBC GENERAL ଏସବୁ କୁ ଆଗ ବନ୍ଦ କରା ଯାଉ ।

    • @Sushil-o8z
      @Sushil-o8z 3 ปีที่แล้ว +1

      First caste system stop କରନ୍ତୁ।

  • @dilsebiju
    @dilsebiju 3 ปีที่แล้ว +7

    A wonderful topic by nandighosa tv👍

  • @smarttech8072
    @smarttech8072 3 ปีที่แล้ว +20

    Aaji ka date re caste past kichi nhi all is equal...❤️🔥🔥caste re kn ochii..?. blood equal caste b equal..all is well 💚💚😍😍

  • @SurprisedDonuts-pj4wx
    @SurprisedDonuts-pj4wx 6 หลายเดือนก่อน +2

    ଜୟ ଜଗନ୍ନାଥ 🕉️🕉️🕉️ 🚩🚩🚩

  • @renubalamalik26
    @renubalamalik26 3 ปีที่แล้ว +7

    Ramachandra sir is great 👍

  • @Deepakkumar_-4309
    @Deepakkumar_-4309 3 ปีที่แล้ว +33

    ୟେ ଭବାନୀ ଆଉ ପ୍ରଫୁଲ ବୁଢା କୁ ଲୁହା ଚେଙ୍କ ଦିଅ ମୋ ବାଳ ଭାଷଣ ଦେଉଛନ୍ତି l madam ବହୁତ ବଢିଆ କହିଲେ l Ramachandra sir is right ଜାତକ ଗାଲୁଆ ଲୋକ ଲେଖିଛନ୍ତି 👌👌👌ବ୍ରାହ୍ମଣ କୁ ଆଦିବାସୀ ବାହା ହେବା ଦରକାର ତାହେଲେ ଜାତି ପ୍ରଥା କମିବ l ବ୍ରାହ୍ମଣ କ୍ଷତ୍ରିୟ ମାନେ ଅଜବ ପ୍ରାଣୀ ଅଟନ୍ତି ବିବାହ ବେଳେ ଜାତି ପଚାରୁଛ ରକ୍ତ ନେଲେ ଜାତି କାହିଁକି ପଚାରୁନ ? ଆଉ ତମକୁ ଭଗବାନ 4 ଟା ହାତ 8 ଗୋଡ଼ ଦେଲେନି କଣପାଇଁ ?

  • @rupudharharijan7889
    @rupudharharijan7889 3 ปีที่แล้ว +10

    ଅନ୍ୟକୁ କହୁଛନ୍ତି ଆପଣ ମାନେ କରୁ ନାହାନ୍ତି. ଏହାତ ଆପଣ ମାନଙ୍କର ଦୁଇଟି ନୀତି.

  • @rubipriyabhoi4330
    @rubipriyabhoi4330 3 ปีที่แล้ว +6

    Really got an excellent topic 👌🏻👏🏼👏🏼

  • @sandeepdeepvlogs5032
    @sandeepdeepvlogs5032 3 ปีที่แล้ว +18

    Ramachandra sir you are a inteligent

  • @dinabandhumalik4884
    @dinabandhumalik4884 3 ปีที่แล้ว +7

    Rama chandra sir you are right decision

  • @NilamadhabBhoi-vy1qq
    @NilamadhabBhoi-vy1qq ปีที่แล้ว +1

    ମାନବ ସମାଜର ଜାତୀ ପ୍ରଥାକୁ ନେଇ ଯେଉଁ ତର୍କ ବିତର୍କ ଚାଲିଥିଲା, ସେଥିରେ ରାମଚନ୍ଦ୍ର ଭୋଲେଟେୟାର ସାର ସଠିକ୍ ନ୍ୟାୟ କଥୋପ କଥୋନ କରିଥିବାରୁ ମୁଁ ରାମଚନ୍ଦ୍ର ଭୋଲେଟେୟାର ସାର୍ ଆପଣଙ୍କୁ ମୋର ବହୁତ ଅଶେଷ ଅଶେଷ ଧନ୍ୟବାଦ କୃତ୍ତଞ୍ମ୍ପନା ଜଣାଉଛି। 👏👏👏👏👏👏👏👏👏👏👏👏👏👏👏👌👌👌👌👌👌👌👍👍👍👍👍👍👍

  • @amarkumarmallik7819
    @amarkumarmallik7819 3 ปีที่แล้ว +16

    Jetebele juga start hoiethila setebele jati na thila but bramana mane create karichhanti

  • @bhimasennayak8348
    @bhimasennayak8348 3 ปีที่แล้ว +2

    B. Ramachandra Sir very good gentilman🙏🙏🙏

  • @prabhatchhanda
    @prabhatchhanda 3 ปีที่แล้ว +49

    Thanks Ramchandara Sir, I do marriage in intercast. My husband is Bihari Brahmin but I am a typical khandayat girl. We have love marriage from 2013 ,wr have a blessed son. I support you.

    • @Suryanayak_
      @Suryanayak_ 3 ปีที่แล้ว +6

      Brahmono aau Khandayata Caste vitare Bahut duro ba bises kichhi distance nahi khandayat caste Pakha pakhi to Brahman caste Brahman mane to Lower caste ku chhua ochhua Vedo vabo besi rokhanti .aau Marriage to chado..

    • @gajarajbabu6771
      @gajarajbabu6771 3 ปีที่แล้ว

      Tume girl nuhan.

    • @Suryanayak_
      @Suryanayak_ 3 ปีที่แล้ว

      Prabhat to Male naa Aau my husband is Bihari Brahmin kemiti kohuchnti....

    • @gajarajbabu6771
      @gajarajbabu6771 3 ปีที่แล้ว

      @@Suryanayak_
      Seita hinjada.

    • @Suryanayak_
      @Suryanayak_ 3 ปีที่แล้ว

      @@gajarajbabu6771 Ohh my Gad 🤭🤭😂🤣😂🤭

  • @KaristonTandi
    @KaristonTandi 3 ปีที่แล้ว +4

    Ramchandra Sir Great Convenience 💞

  • @competitivecenter826
    @competitivecenter826 3 ปีที่แล้ว +6

    Ramachandra sir is great

  • @kabiprasadpradhan822
    @kabiprasadpradhan822 3 ปีที่แล้ว +7

    Thank you for this video.

  • @prafulla01su
    @prafulla01su 3 ปีที่แล้ว +59

    B.Ramachandra was our lecturer in Public Administration in G.M.College, Sambalpur. He is a fine gentleman, very liberal. He went to Bhubaneswar and there he established AMOFOI for the easy intercaste marriage.

  • @puspalatadash5664
    @puspalatadash5664 ปีที่แล้ว

    I am agree with you. Thanks a lot.

  • @nabi607
    @nabi607 3 ปีที่แล้ว +14

    Since now a days we are being educated, we should changed..a humanbeing has humanity.all are equal

  • @bijayakumarchhatria5428
    @bijayakumarchhatria5428 3 ปีที่แล้ว +5

    ramachandra sir you are great you are really educated others is not educated

  • @nilendrisahoovlogs312
    @nilendrisahoovlogs312 ปีที่แล้ว +1

    Status match kale ଜାତି କୁ କିଏ ପଚାରେ 😂.... ଆଊ ମନ ଭି ମିଶିବା ଦରକାର

  • @ramachandrajena8123
    @ramachandrajena8123 3 ปีที่แล้ว +18

    ପ୍ରଫୁଲ୍ଲ ତୁ ଶଳା ବାଳ ଜାଣିଛୁ । ଆର୍ଯ୍ୟମାନେ ଭାରତକୁ ଆସିବା ପୂର୍ବରୁ ଭାରତରେ କୌଣସି ଜାତିପ୍ରଥା ନଥିଲା ଏବଂ ସମସ୍ତେ ସବୁପ୍ରକାର କାର୍ଯ୍ୟ କରିପାରୁଥିଲେ । ଏଣୁ ଜାତିପ୍ରଥା ଆର୍ଯ୍ୟମାନେ ହିଁ ଗଢିଥିଲେ ଆଉ ବ୍ରାହ୍ମଣ ହିଁ ଏହାର ମୁଖ୍ୟୁ କାରଣ । ଆଉ ଗୋଟିଏ କଥା ରହିଲା SC,ST ର କୁଟା । ଆବେ ଶଳା 7000 ବର୍ଷ ପୂର୍ବରୁ ଏମାନଙ୍କୁ ପଶୁ ଭଳି ବ୍ୟବହାର କରୁଥିଲେ । ସେମାନଙ୍କୁ ଏବେ 7000 ବର୍ଷ ପର୍ଯ୍ୟନ୍ତ ସବୁ ସୁବିଧା ସୁଯୋଗ ଦିଆଯାଉ

  • @ashokkumarnayak3300
    @ashokkumarnayak3300 3 ปีที่แล้ว +12

    ପ୍ରଫୁଲ୍ଲ ରଥ ଜଣେ ଜାତି ବାଦୀ / ମନୁବାଦୀ ମାନସିକତା ର ବ୍ୟକ୍ତି ।। ଶେଷରେ ପ୍ରଶ୍ନ ଯଦି ଜଣେ obc,sc, St ବ୍ରହ୍ମତ୍ବ ତାକୁ ବ୍ରାହ୍ମଣ ବାହାଘର ହେଲେ ଅସୁବିଧା ନାହିଁ ସେ ଠାରୁ କ'ଣ ବର୍ଣ୍ଣସଙ୍କର ଜନ୍ମ ହେବନି ।।? ସେ ଭାବୁଛନ୍ତି ଆମେ ତ ବ୍ରାହ୍ମଣ ଯାହା କହିବୁ, କରିବୁ ସତ ।। ଗାଲୁଆ ଗୁଡାକ

    • @Sushil-o8z
      @Sushil-o8z 3 ปีที่แล้ว

      ଜୟ ଭୀମ୍।

  • @kunalrajsekhar8453
    @kunalrajsekhar8453 3 ปีที่แล้ว +7

    Ramachandra Voltare Sir Great.. I deeply Salute U 💐💐💐🙏

  • @smartcitybhubaneswar4269
    @smartcitybhubaneswar4269 3 ปีที่แล้ว +2

    Ramchandra sir more apanku koti koti mundia ur great sir

  • @sushreedevjani5320
    @sushreedevjani5320 3 ปีที่แล้ว +5

    Ei caste dekhiba plz band karantu...bahut relationship ei caste pain bhangi jauchi...

  • @koshalview7152
    @koshalview7152 3 ปีที่แล้ว +1

    B.Ramachandra's right opinion

  • @SujitKumar-pd1mn
    @SujitKumar-pd1mn 3 ปีที่แล้ว +4

    Ramachandra sir u r right.....

  • @manasibehera8124
    @manasibehera8124 2 ปีที่แล้ว

    Jayashree mam right openion 👍tq mam 🙏

  • @mamalimuni2831
    @mamalimuni2831 3 ปีที่แล้ว +4

    Right medam

  • @sabirhial6513
    @sabirhial6513 3 ปีที่แล้ว

    B Ramachandra Sir is absolutely right thinking yours 🙏🙏🙏

  • @mamalimuni2831
    @mamalimuni2831 3 ปีที่แล้ว +4

    Thank you so much ram siir

  • @smrutirekhajena1343
    @smrutirekhajena1343 3 ปีที่แล้ว +2

    Ramachandra sir u r right

  • @sambhumukhi3922
    @sambhumukhi3922 3 ปีที่แล้ว +15

    Rama sir you are brave n best

  • @believescience6870
    @believescience6870 ปีที่แล้ว

    Very nice discussion all should agree with Voltair sir

  • @avai668
    @avai668 3 ปีที่แล้ว +5

    Rama sir tamo katha bohut vola lagi la

  • @jaijai6746
    @jaijai6746 3 ปีที่แล้ว +1

    Thanks Excellent programme special for me you bcz iwent to marry in inter caste

  • @goutampujari8929
    @goutampujari8929 3 ปีที่แล้ว +11

    ସମସ୍ତେ ଏଠି ବିବାହିତା ତେଣୁ ଅବିବାହିତ,ଅବିବାହିତା ମାନଙ୍କୁ ନେଇ ତର୍କ ଗୋଟେ କରାଯାଉ।

    • @jhansipradhan3112
      @jhansipradhan3112 3 ปีที่แล้ว

      😂😂😂ଅବିବାହିତ ମାନଂକୁ ନେଈ ଝଗଡା କରେଇବ କି😂😂😂😂😂😂

  • @mahansahu232
    @mahansahu232 3 ปีที่แล้ว +2

    O my god right bhabani sir

  • @mamalimuni2831
    @mamalimuni2831 3 ปีที่แล้ว +12

    Love marriage is a good marriage

    • @laxmidharmirror5500
      @laxmidharmirror5500 3 ปีที่แล้ว

      Nadigosh tv channel ku anurodh ei madam nk kan jogyta dekhi debate ku dakichanti? Kichi jana nahin murkhuni madam

    • @prakashghose7518
      @prakashghose7518 3 ปีที่แล้ว

      ଲାଗୁଛି ପ୍ରେମ କରୁଛ...hun...

    • @Lingarajnaikvlogs
      @Lingarajnaikvlogs 3 ปีที่แล้ว

      Hm hela aau

  • @ghasiamajhi2365
    @ghasiamajhi2365 ปีที่แล้ว +2

    ସମସ୍ତ ହିନ୍ଦୁ ଧର୍ମର ଲୋକ ଏକତା ହୁଅନ୍ତୁ ହିନ୍ଦୁ ହିନ୍ଦୁଭିତରେ ବାହାହୁଅନ୍ତୁ ସବୁଠୁ ବହୁତ୍ ବଢିଆ ହେବ ଏଠାରେ ବ୍ରାହ୍ମଣ କ୍ଷ୍ଷତ୍ରୀୟ ବୈଷ୍ୟ ଶୁଦ୍ର ଏ ସବୁ ବାଦ୍ ଦିଅନ୍ତ୍ କାହିଁକି ନା ମୁସ୍ଲି। ମୁସଲିମ ସମ୍ପ୍ରଦାୟର ଝିଓକୁ ବାହା ହେଉଛନ୍ତି ଖ୍ରୀଷ୍ଟିଆନ ଖ୍ରୀଷ୍ଟିଆନଙ୍କ ବାହା ହେଉଛନ୍ତି ସମସ୍ତ ହିନ୍ଦୁ କେବଳ ହିନ୍ଦୁ ଝିଅ କୁ ବାହା ହେବା ଉଚିତ୍

  • @akshyabiswal9515
    @akshyabiswal9515 3 ปีที่แล้ว +8

    No need of caste in marriage

  • @munathewriter1234
    @munathewriter1234 ปีที่แล้ว +1

    ହିନ୍ଦୁ ଭିତରେ ହିନ୍ଦୁ ବ୍ରାହ୍ମଣ ଝିଅ କି ପୁଅ ସେମାନେ ହେଲେ ଜାତିରେ ଶ୍ରେଷ୍ଟ ତେଣୁ ସେମାନେ ବ୍ରାହ୍ମଣ ମାନେ ବ୍ରାହ୍ମଣ ଜାତିରେ ବିବାହ କରିବା ଉଚିତ୍ ଆଉ ହିନ୍ଦୁ ସବୁ ବେଳେ ହିନ୍ଦୁ ବିବାହ କର ସବୁ ବେଳେ ମନେ ରଖ ମୁସଲିମ ଠୁଁ ଦୁରି ରୁହ ଆଉ ଜେ ମାଗିହା କହୁଛି ସେ ହେତୁ ବାଦୀ ନହେଲେ ସତ କଥା ହେଲା ଜାତି ଦେଖି ବିବାହ କରିବା ଦରକାର ରାଇଟ୍ କହିଲେ sir reservation କଣ ପାଇଁ ଅଛି ଉତ୍ତର ଦେଉ ସେ ମା ଗିହା ହେତୁ ବାଦି 😅😅😅😅😅

  • @prettysuna8178
    @prettysuna8178 3 ปีที่แล้ว

    First woman respect 👍👍👍👍👍

  • @akashkar2923
    @akashkar2923 3 ปีที่แล้ว +9

    I hate cast ...love jouthi jibana seithi..but God ku Biswas kariba Sabu thu important

  • @Amisha_Priyadarshini
    @Amisha_Priyadarshini ปีที่แล้ว +1

    ଯଦି ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ। ତାହାଲେ ବାହାଘର ପାଇଁ ଏତେ ନାଟକ କଣ ପାଇଁ?...dayakari a sabu uthajau..aau koti koti niriha jiban bancha jau...AMA INDIA KN ETE PACHARE!!!..Juga badaliba saha loka mana nka chintadhara badala jau..🙏🙏🙏

  • @M.JAGANNATH
    @M.JAGANNATH 3 ปีที่แล้ว +8

    Sc,st,obc ମାନଙ୍କର reservation Govt. job ରେ‌ ।
    ବ୍ରାହ୍ମଣ ମାନଙ୍କର reservation ମନ୍ଦିର ରେ ।
    ଆମେ ରାଜି ଅଛୁ Govt. job ରେ reservation ଉଠିଲେ ବି ।
    ତୁମେ ମନ୍ଦିର ଆଉ ସାମାଜିକ କ୍ରିୟା କାର୍ଯ୍ୟ ରେ ଲୋକଙ୍କୁ ଠକିବା ଧନ୍ଦା ଛାଡ଼ି ପାରିବ ବୋଲି କିଛି ଭରସା ଲାଗୁନି।

    • @mnkerai6103
      @mnkerai6103 3 ปีที่แล้ว

      Ha ha ha😄😄

    • @meditationmusic3278
      @meditationmusic3278 8 หลายเดือนก่อน

      ଯୋଉ ମାନେ ବ୍ରାହ୍ମଣ କୁ ଡାକୁଛନ୍ତି ପୂଜା ପାଠ କରିବାକୁ ସେମାନଙ୍କୁ ମନା କର.. ବ୍ରାହ୍ମଣ ମାନେ କଣ ଜବରଦସ୍ତ ଯାଉଛନ୍ତି କାହା ଘର ଙ୍କୁ କି ମନ୍ଦିର ଙ୍କୁ ପୂଜା କରିବାକୁ l ବ୍ରାହ୍ମଣ ପାଇଁ ହିନ୍ଦୁ ଅଛନ୍ତି ନହଲେ ସବୁ ପଠାଣ ହେଇ ସାରନ୍ତେନି

    • @M.JAGANNATH
      @M.JAGANNATH 8 หลายเดือนก่อน

      ଚୁପ୍ ହେଇଯା ପାଗଳ ବ୍ରାହ୍ମଣ ମାନେ କ'ଣ ବାଳ ମୁଣ୍ଡି

  • @ranjanmahanta8729
    @ranjanmahanta8729 2 หลายเดือนก่อน

    I am proud because
    Iam daughters father

  • @AKANKSHYA04
    @AKANKSHYA04 3 ปีที่แล้ว +9

    Wow sir l have no words to explain actually just saying thank you thanks a lot

  • @jyotirmayeebehera4713
    @jyotirmayeebehera4713 3 ปีที่แล้ว +1

    Ramachandra sir great 🙏🙏

  • @twinklepatra1340
    @twinklepatra1340 3 ปีที่แล้ว +8

    I like intercast marriage💍

  • @justentertainment2215
    @justentertainment2215 3 ปีที่แล้ว

    Madam nka Katha bahut vala lagila👍

  • @bibhutibhusanbrahma1108
    @bibhutibhusanbrahma1108 3 ปีที่แล้ว +10

    ରାମଚନ୍ଦ୍ର ବାବୁ ବହୁତ ଜାଣି ଛନ୍ତି
    କିଛି ବୁଝି ନାହାନ୍ତି,ଭବାନୀ ବାବୁ
    ବଲାନ୍ସ ମେଣ୍ଟନ କରୁଛନ୍ତି,
    ଜୟ ଶ୍ରୀ ମ୍ୟାଡ଼ାମ ଏବୌ
    ପ୍ରଫେସର ସାର,ହେଉଛନ୍ତି
    ମୌଳବାଦି ସେମାନଙ୍କୁ
    ନମନ୍ୟ,,🙏🙏

  • @KhitiSuddha
    @KhitiSuddha 3 ปีที่แล้ว

    I totally agree with Ramachandra Sir.

  • @arunkumarmallick8373
    @arunkumarmallick8373 3 ปีที่แล้ว +7

    Ramachandra sir u r great

  • @BharatiBehera-e9s
    @BharatiBehera-e9s 10 หลายเดือนก่อน +1

    Atiki anuradha karuchi sir jati dharma karantu nai dayakari 2 janako jiban chalijauchi 😢

  • @jyotshnamohanty8083
    @jyotshnamohanty8083 3 ปีที่แล้ว +16

    Caste certificate band Kari deu hele. All ODIA caste ❤️

  • @alokbehera6612
    @alokbehera6612 3 ปีที่แล้ว +2

    Rama Chandra Sir good

  • @rleditsstatus8655
    @rleditsstatus8655 3 ปีที่แล้ว +5

    What is meaning of cast?

  • @kantikisalayabaral1483
    @kantikisalayabaral1483 10 หลายเดือนก่อน

    Mam 💯 correct

  • @sagarbehera6305
    @sagarbehera6305 3 ปีที่แล้ว +7

    ରାମ ବାବୁ ଜୟ ହୋ

  • @kameswarYouTubeExpress
    @kameswarYouTubeExpress 3 ปีที่แล้ว +1

    Ok new information report

  • @ashimpalak9974
    @ashimpalak9974 3 ปีที่แล้ว +12

    The problem is not that there are not enough women for men in the cast group or locality but rather men are looking for a wife and not a feminist woman. A wife who will take care of the home, parents, and children while they work outside of the home. Because Marriage by definition is a creation of a family, and it is possible when both man and woman cooperated with each other and play their given role. In other man goes out to work because he is the father, a provider and so he has to work outside while a woman being a wife has a mother role caring for home, parents and children. However, modern educated women have the feminist mindset that they are more carrier oriented. So, they want to work outside of the house and do not want to stay at home to keep home, children and care of the husband family is not their primary concern of married or relationship. So why should men marry women who cannot play their female role while men are expected to provide everything?

  • @sibanandapadhi2442
    @sibanandapadhi2442 20 วันที่ผ่านมา

    ମୁଁ ଜାଣିଛି ଜାତି ଦୁଇ ପ୍ରକାରର ମଣିଷ ଆଉ ଅମଣିଷ ଓ ପଶୁ। ମଣିଷ ମାନଙ୍କ ଭିତରେ ଜାତି ନଥାଏ। ଭଗବାନ ଜାତି ତିଆରି କରିଛନ୍ତି କର୍ମ ପାଇଁ ସବୁ ଜାତିରେ କିଛି ନାଁ କିଛି ସଂସାର ପାଇଁ କାମ ଅଛି। ସେ ତା ବୃତ୍ତି କରି ପେଟ ପୋଷିବେ। ଯେମିତି ବ୍ରାହ୍ମଣ ପୁଜା,ଗୁଡିଆ ମିଠା,ତେଲି ମୁଡି,ରାଢି ଚୁଡ଼ା,ଧୋବା କପଡ଼ା ସଫା କରିବା ଏମିତି ବହୁତ କିଛି। ଛୁଆଁ ଅଛୁଆଁ ଏସବୁ ଶାସ୍ତ୍ର ରେ କିଛି ନାହିଁ। ଏସବୁ କିଛି ଅମଣିଷ ତିଆରି କରିଛନ୍ତି।

  • @ashokbeherangrh
    @ashokbeherangrh 3 ปีที่แล้ว +6

    ଆଧୁନିକ ପୁଅ ଝିଅ ମାନେ ଆଗକୁ ଆସି ଘୁଣ୍ୟ ଜାତିପ୍ରଥା ଭାଙ୍ଗି ବିବାହ କରନ୍ତୁ......

  • @mamalimuni2831
    @mamalimuni2831 3 ปีที่แล้ว +1

    Sir pura right katha kahuchnti

  • @devchhura3409
    @devchhura3409 3 ปีที่แล้ว +4

    Ramachandra sir right