Jibana Emiti Natakate Bandhu || Jayashree Dhal || Omkar Lenka || Survibration || New Odia Song ||
ฝัง
- เผยแพร่เมื่อ 18 ก.ย. 2024
- ♫ CREDITS ♫
♫ Song Name - Jibana Emiti Natakate Bandhu
♫ Singer - Jayashree Dhal
♫ Lyrics - Omkar Lenka
♫ Music - Jayashree Dhal
♫ Studio - Survibration
♫ Banner - Survibration
♫ EDITING - Sandy
♫ Recording & Mixing - Survibration (BBSR)
for recording new song call 7008940396
Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
#Jibanaemitinatakatebandhu
#JayashreeDhal
#OmkarLenka
#Survibration
#NewOdiaSong
Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର TH-cam Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
***********
✽ Subscribe our Official TH-cam Channel -
www.youtube.co....
✽ Like us on Facebook -
h / drjayashreed. .
/ sur-vibratio. .
LIKE ◆ COMMENT ◆ SHARE ◆ SUBSCRIBE
ସମାଜର ବାର୍ତା କୁ ସଂଗୀତ ମାଧ୍ୟମରେ ଦେଇ ଥିବାରୁ ହୃଦୟରୁ ଧନ୍ୟବାଦ
ଅତି ସୁନ୍ଦର ଗୀତ ହୃଦୟସ୍ପର୍ଶୀ ମନ ମୁଗ୍ଧ କର ଗୀତ 🙏
ଜୀବନ ର ବାସ୍ତବିକ ଚିତ୍ର କୁ ଗୀତ ମାଧ୍ୟମ ରେ ଏତେ ସୁନ୍ଦର ଉପସ୍ଥାପନା କରିଛନ୍ତି, ଦିଦି ଆପଣଂକୁ ବହୁତ ଧନ୍ୟବାଦ 🙏🙏🙏 ଜୟ ଜଗନ୍ନାଥ
ପ୍ରସଂଶା କରିବା ପଇଁ ଶବ୍ଦ ନାହି...
ବହୁତ ବହୁତ ବହୁତ.... ସୁନ୍ଦର ହେଇଛି.....
ଜୀବନର ମାନେ ଅତି ସରଳ ଭାବରେ ବୁଝେଇଥିବାରୁ ବହୁତ ବହୁତ ଧନ୍ୟବାଦ
ସତରେ ଏ ଜୀବନ ନାଟକ ଟା ଭାରି ଅବୁଝା, ଯେତେ ବୁଝିବାକୁ ଚେଷ୍ଟା କଲେ ବି କାହିଁକି କେଜାଣି କାହିଁକି ସବୁ ଓଲଟ ପାଲଟ ହୋଇ ଯାଏ, ଏଠି ଅଭିନୟ କରୁଥିବା ମଣିଷ ମାନଙ୍କୁ ଦେଖିଲେ, ଲାଗେ ଯେମିତି ମୁଁ ମୋ ଅଭିନୟ ଭୁଲି ଯାଇଛି, ହେ ମହା ନିର୍ଦେଶକ, ମୋତେ ମୋ ଅଭିନୟ ର ପଂକ୍ତି ସବୁ ମନେ ପକେଇଦିଅ ପ୍ରଭୁ
ମ ଜୀବନରେ ପ୍ରଥମ ଥର ଏମିତି ଗିତଟିଏ ଯାହାକି ଆଖିରୁ ଲୁହ ଝରି ଗଲା
ମାମ୍ 🙏 ଖୁବ୍ ସୁନ୍ଦର lyrics
ଆପଣ ମଧ୍ୟ ଖୁବ୍ ସୁନ୍ଦର ଗାଇଛନ୍ତି
ଶୁଭେଚ୍ଛା ଏବଂ ଶୁଭକାମନା 👍
Shantilatadidi gaichhanti🎉 Jay jagannath
Many many thanks mam.... Pravu jagannath nka pakhare atiki prathana apanka deha sabu bele vala rahu........ Apana amiti sabu bele sundar gita chalantu......
ସତରେ ଜୀବନ ନାଟକ ଭାରି ଅବୁଝା.
ବୁଝିବା ଭାରି କଷ୍ଟ 😢😢
ଅତି ଉଚ୍ଚ କୋଟି ର ସଙ୍ଗିତ ମନ ମୁଗ୍ଧ ହୋଇଗଲା...
ଅନ୍ତରା ଟି ମନ କୁ ଛୁଇଁ ଗଲା👌
ସତରେ ଜୀବନର ଗୁଢ଼ ରହସ୍ୟ କୁ ବୁଝିବା ବହୁତ ମୁସ୍କିଲ, କିନ୍ତୁ ବେଳେ ବେଳେ ଜୀବନ ବହୁତ ଯନ୍ତ୍ରଣା ଦାୟକ ହୋଇଯାଏ, ପରନ୍ତୁ ଜୀବନ ଅଛି ତ ଯନ୍ତ୍ରଣା ବି ଅଛି ବାସ ବଞ୍ଚିବାକୁ ପଡ଼ିବ ସଂଘର୍ଷ କରିକି ବାକି ଜୀବନତକ, ଖୁବ ସୁନ୍ଦର ଲେଖା, ଆଉ ଗୀତରେ ସଜେଇଥିବା ଜୟଶ୍ରୀ ଦିଦି ଙ୍କୁ ହୃଦୟ ରୁ ଧନ୍ୟବାଦ, ପ୍ରଣାମ ଗ୍ରହଣ କରିବେ ଦିଦି
Sreemad bhagbat Gita padhantu jibanara mulya janiparibe
Heart touching song, Madam Namaste 🙏 May god bless you and your family
Heart touch bhajan 🙏🙏🙏
ହୃଦୟସ୍ପର୍ଶୀ ,ଅନ୍ତରରୁ ଲେଖକ ,ଓ ଆପଣଙ୍କୁ ଅଜସ୍ର ଅଭିନନ୍ଦନ ଓ ଶୁଭକାମନା ଜଣାଉଛି।
ହୃଦୟ ସ୍ପର୍ଶୀ, ବହୁତ ସୁନ୍ଦର। ଗାୟିକା ମହାଶୟାଙ୍କୁ ଅଶେଷ ଧନ୍ଯବାଦ ଅର୍ପଣ କରୁଛି। ଗିତୀକାର ମହାଶୟ ଙ୍କୁ ହୃଦୟ ର ଗଭୀରତମ ପ୍ରଦେଶ ରୁ ଧନ୍ଯବାଦ ଅର୍ପଣ କରୁଛି।ଜୀବନ ର ବାସ୍ତବିକ ସତ୍ଯ କୁ ଗୀତ ରେ ବର୍ଣ୍ଣନା କରାଯାଇଛି।
Satare heart touching song ....
Dhanyabad bhauni gitara marma jetiki kantha tatharu madhura setiki authare dhanyabad.
ହୃଦୟକୁ ଛୁଇଁଗଲା. Mam🙏
Suniba dina tharu aji jaen favourite hei achhi, Jeebana jatrara nichhaka chitra banana, khub hrudaya sparsi heichhi. 🙏🙏🙏
ସତରେ ମେମ କେତେ ସୁନ୍ଦର ଭାବରେ ଗାଇଛନ୍ତି ଆପଣ ❤❤🙏🙏ଅତି ସୁନ୍ଦର ଲେଖା 👏👏👏
Apa pranam apanka Bhajan ti prati Manisha ra Hrudayaku chuinba
🙏🌷🙏 Jay Sri Jagannath 🙏🌷🙏 Bahuta Sundar Upastapana ❤️❤️❤️
Very nice many many thanks for singer
ନିଛକ ସତ କଥା କୁ ଗୀତ ମାଧ୍ୟମରେ ପରିପ୍ରକାଶ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ।।।। ଜୟ ଜଗନ୍ନାଥ
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🌺🏵️🌸🌺🌷🌷🙏🌸🏵️🌺🌷🌷🙏🌸🏵️🌺🌷🌷
Bahut sundar lagichhi ❤❤❤
Nice lyrics and so sweet voice also
So Nice 👍👍 song lyrics 👌👌👍👍
ସତରେ, ଜୀବନ କେଡେ ମୂଲ୍ୟବାନ 🙏🌹🙏
Jaya Jaya Jay jagannath thanks for everybody
Jiban ta satre gote natak nija ra abhinya sarile bahudi jibaku haba😢😢😢
ଖୁବ୍ ସୁନ୍ଦର ଗୀତ ଓ ଗାଏକା ମା ଙ୍କ ସୋର ଅତି ସୁନ୍ଦର/ମୋର ଇଛା ପୁରୁଷ ସୋର ଟିକେ ହେବକି, ଯଥା ସୌରଭ sir
Jayshree mam, always best, It delights me always that you are behind Umashankar and what a voice(Umashankar) you discovered mam 👌👌
Really excellent song mam.... Heart touching ❤❤🙏🙏
ଆପଣଙ୍କ ଗୀତ ପୁରା ସ୍ପଟ ଅତି ମନ ଛୁଆଁ ହୃଦୟସ୍ପର୍ଶୀ
🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏
Life re Aneka katha sabu 😢kouchi. Apare song ahure aseba darkara. Tebe monusya sabu. Song sune chance hebe
ଖୁବ୍ ସୁନ୍ଦର ହୋଇଚି ❤❤❤❤
ଆପଣ ଙ୍କ ଷ୍ଟୁଡିଓ ଉପରେ ଆମ ଅଫିସ ବହୁତ ସୁନ୍ଦର ଗୀତ ହେଇଛି ଆତ୍ମା କୁ ସ୍ପର୍ଶ କଲା ପରି ଗୀତ ଟେ ❤
Bahut sundar didi 🙏🙏🙏🙏🙏🙏🙏🙏🙏
Very nice voice heart touching meaningful song.
Thanks a lot mam
🌹🌹🌹🌹କାଳିଆ ରେ କାଳିଆ 🌹🌹🌹🌹
So sweet and melodious voice in your philosophical song, Ma'am
ସତରେ ଜୀବନ ବଞ୍ଚିବା ବହୁତ କଷ୍ଟ 😢
Bahut bhala hei chhi . Sundar swara o swara sanjojana .lekha ati uchha kotira heichhi.jay jagannatha.
ହର୍ ହର୍ ମହାଦେବ 🙏🙏🙏👍👌
Heart touching song 🙏🙏🙏
ବହୁତ ବହୁତ ସୁନ୍ଦର ହୃଦୟସ୍ପର୍ଶୀ
ଜୀବନ ର ବାସ୍ତବିକ ଉପସ୍ଥାପନା।
ଭଗବାନ୍ ଆପଣ ଙ୍କ ର ବହୁତ ବହୁତ ମଙ୍ଗଳ କରନ୍ତୁ
Oh god😭😭😭...
Very heart touching and truth of life..🙏🙏
ହୃଦୟ ସ୍ପର୍ଶୀ.......
Song & voice both so sweet 💜 touching
Your voice is perfect for this song..
ଯେମିତି ଲାଗୁଚି ଶାନ୍ତିଲତା ବାରିକ ଏବେବି ଅଛନ୍ତି ,,,,
Mam bahut badhia hoichhi. Thanks
ବହୁତ ସୁନ୍ଦର 🙏🙏🙏👍👍👍👍
ବହୁତ ସୁନ୍ଦର ଗୀତ। ହୃଦୟ ସ୍ପର୍ଶୀ। ଗାୟିକା ମହାଶୟାଙ୍କୁ ଅଶେଷ ଧନ୍ଯବାଦ ଅର୍ପଣ କରୁଛି। ଗୀତିକାର ମହାଶୟ ଙ୍କୁ ହୃଦୟ ର ଗଭୀର ତମ ପ୍ରଦେଶ ରୁ ଧନ୍ଯବାଦ।
Marvelous poem by your life as well as to me ❤
Hrudaya ku chhuinla bhali gita tie,very nice song & very nice singing
Very heart touching lyrics with sweet voice.May God bless them.
Jay Shri Jagannath 🙏🙏🙏 Jivan ra Sundar vababega..... Sundar upasthapana 🙏
Nice presentation ma'am sup amazing
Superb voice and nice song
Beautiful beautiful
Jai jagannath Swami ji ki
Jay Jagannath....Gita ti direct heart ku touch karuchi,bahut bhala laguchi, Gita ti sunile aakhiru luha jhari aasuchi......🙏🏻🙏🏻🙏🏻🙏🏻
The song is so heart touching and melodious thanks to all participants
ଅତ୍ୟନ୍ତ ହୃଦୟସ୍ପର୍ସି ସଙ୍ଗୀତ
Jay shree madam bahut Sundar 🙏🙏🙏🙏🙏🙏
Incredible , Jayshree Ma'am. Love n blessings ❤❤
Heart touching song..
Bahut sundar sabda sanjajona,thanks
ବହୁତ ସୁନ୍ଦର ହେଇଛି ଏହା ଆମ ସଂପ୍ରଦାୟର ଲୋକଙ୍କ ପାଇଁ ଶୁଣି ବା ଏକ ପ୍ରଶାସନି ୟ
Nice voice mam ❤❤ heart touching song
Heart touching song
So beautiful sung my favorite 😢😢😢
ବହୁତ ସୁନ୍ଦର । ଲେଖକ ଓ କଣ୍ଠଦାନ କରିଥିବା ଭଉଣୀଙ୍କୁ ଅଶେଷ ଧନ୍ୟବାଦ୍ ।
👌 👏 wow hats off to writer
Heart ❤️ ly 💓 💖 💗 💕
ଖୁବ୍ ସୁନ୍ଦର୍ ଗୀତ ଟିଏ
Bahut sundar Gita mam so beautiful ❤️❤️❤️❤️❤️❤️❤️
Khub sundar❤❤kohibaku sanda nai...
Hrudya sparse sangita❤️🙏
Bahut sundar gita 😢
Very very very heart ❤️❤️❤️❤️❤️ touching song
Bahut bahut sundar bhajan Satre jibanr prakrut sat Katha gunthi hoi jaichi Jay Jagnnath
Ati sundar bhajan❤❤
Didi I love u very nice song
Most Underrated Song ❤️
Heart touching lyrics
Bahut sundar gita🙏🙏🙏
Really mam awsom voice
Bahut sunder gita
Really so heart touching
It is heart touching and sorrowful song
Jay jagannath🙏🙏🙏 🙌🙌🙌🙌
😍❤️😍❤️😍❤️
Verybeautifulsong❤👌🌹
wow so nice song
Very meaningful song
What a feeling mam
Ati sundar
ହୃଦୟସ୍ପର୍ଶୀ