Bahut Dina pare asila tua Tue Dekhi ki mana gad gad hei uthila thanks for utkal da episode bahut sunder hoi thila Utkal da cyclone Dana ku nei gotia episode karantu au logo ko bujantu j kemiti cyclone ru surkhya rahiba please please I request for utkal da
Tuan ଓ tuin comedy ରେ ମିଛୁଆ ରାଧୁଆ ଗପଟି ବହୁତ ସୁନ୍ଦର ଲାଗିଲା। ବେଶୀ ଭଲ କୁମ୍ଭୀର ମଉସା ଙ୍କ dailog 😂 ଲା ଲା ଲଚକ୍ ମଣି
Thik kahicha😅
ଜୟ ଶ୍ରୀ ରାମ 🚩 ହର ହର ମହାଦେବ 🚩 ଜୟ ⚫‼️⚫ ସମସ୍ତ ବିଶ୍ଵର ମଙ୍ଗଳ ହେଉ ପ୍ରଭୁ ❤
Good morning everyone ❤❤ ଛୋଟ ବେଳ କଥା ମନେ ପଡିଗଲା ❤ଶୋଇଲା ବେଳେ ଜେଜେମା କୁହେ tuan ଓ ଟୁଇଁ ଗପ ଆଜି ଦେଖିକି ମଜା ଆସିଗଲା❤❤❤କାହାକୁ ଭଲ ଲାଗିଲା ❤❤❤କର
@@Lifeofbarsa ଓଡ଼ିଶା ର ବେଷ୍ଟ୍ ଶୋ ତୁମର ପସନ୍ଦ ???
Bhauja tamar cooking video karuchha ki 😃
@@akhilkumar6129 hmm
❤❤❤
ଶୁଭ ସକାଳ 🌞
ମେଢ଼ ଉଠିବ ପୁରା ଲାଲା ଲଚକ୍ ମଣୀ 😅
ଟୁଆଁ ଟୁଇଁ କମେଡି❤ Episode ବହୁତ ଭଲ ଲାଗେ ❤ଜୟ ଶ୍ରୀ ଜଗନ୍ନାଥ❤🎉🎉❤❤❤
Nice...... ଟୁଆଁ ଟୁଇଁ..... ଯିଏ ଯିଏ..କଟକ ଡିଷ୍ଟି ରୁ ଦେଖିଚ..କମେଣ୍ଟ କର.. ଏମିତି ମନ ଛୁଆଁ.. ଟୁଆଁ ଟୁଇଁ ଙ୍କ ର... କାହାଣୀ... ଆସିଯିବ... 👍
ଜୟ ଶ୍ରୀଜଗନ୍ନାଥ*🙏
💐 ଶୁଭ ସକାଳ 🌞
Mind blowing😂👌 episode.
Thanks to UCW team.......👍
ମିଛୁଆ ରାଧୁଆ ବହୁତ ଭଲ ହୋଇଛି । ଅତି ସୁନ୍ଦର ଧନ୍ୟବାଦ୍ ସାର୍ 🎉🎉🎉
କୁମ୍ଭିର ମଉସା ଡ଼ାଇଲଗ୍ best 😂😂😂
ଜଗତର ନାଥ ଙ୍କ ଦୟାରୁ ସମତେ ଭଲରେ ଥାଏ❤❤
sgdhknnn😅❤
Jay Jagannath ❤🎉
ଜୟ ଜଗନ୍ନାଥ ଶୁଭ ସକାଳ 😊😊😊😊
ବଡ଼ି ଚୁରା 🤤🤤my favourite 😅
ମିଛୁଆ ରାଧୁଆ ଗପ କିଏ କିଏ ଶୁଣିଛ ସେ ଗୋଟେ like ❤
ମିଛୁଆ ରାଧୁଆ ଗପ ବହୁତ ଭଲ ଲାଗିଲା ଭେରୀ nice ଭିଡ଼ିଓ
ମିଛୁଆ ରାଧୁଆ ଗପ ଟି ଛୋଟ ବେଳେ ଶୁଣୁଥିଲୁ ଓ ଗପ ଟି ବହୁତ ସୁନ୍ଦର ହେଇଛି ବହୁତ ଦିନ ପରେ tuan tuin ଭିଡିଓ ଆସିଲା । କୁମ୍ଭୀର ମଉସା ଙ୍କ Dailog ଲା ଲା ଲଚକୋ ମଣି Super ..
Love from #Cuttack
👍
ଲା ଲା ଲଚକୋ ମଣି
Rathua
Very nice
❤
Mora first comments 😂
ମିଛ କଥା କୁହ ନାହିଁ 😂😂😂😂
Jai jagannath 🎉🎉
Good morning 🌅🌄
Like 👍 please 🥺🥺
Thank ucw team ❤🎉
ଜୟ ଜଗନ୍ନାଥ ❤❤
Jay Jagannath
Bahut Dina pare asila tua Tue
Dekhi ki mana gad gad hei uthila thanks for utkal da episode bahut sunder hoi thila
Utkal da cyclone Dana ku nei gotia episode karantu au logo ko bujantu j kemiti cyclone ru surkhya rahiba please please I request for utkal da
My Fevrigh story❤❤❤
Nice kahani
ବହୁତ ସୁନ୍ଦର ହେଇଚି 😍😍😍
ଛୋଟ ବେଳେ କିଏ କିଏ ନିଜ ନିଜ ଆଇ ମା ଠାରୁ ଏହି ଗପ ଶୁଣିଥିଲ 👍👍👍
ଶୁଭ ସକାଳ 😍ଜୟ ଜଗନ୍ନାଥ 🙏 ଟୁଆଁ ଟୁଇଁ ଭିଡ଼ିଓ ଟି ବହୁତ ସୁନ୍ଦର ହେଇଚି ❤️
ଶୁଭ ସକାଳ ସାଙ୍ଗ ମାନେ 🌄 🙂 🌄
ଜୟ ଜଗନ୍ନାଥ ସାଙ୍ଗ ମାନେ ⭕‼️⭕🙏🙏🙏
Nice nice very nice bhai amiti nua nua part aana bahuta Bhala laguchi story guda❤❤❤❤❤❤❤❤❤❤❤❤❤❤
Jay Jagannath ❤
Ete dino pore mo favorites cartun asila 😊😊😊😊
Fast comment mara like karidia😢😢😢
Good morning all of you 🌅🌅🌅🌅🌅🌅🌅🌅🌅
nice❤❤😊😊
ଟୁଆଁ ଟୁଇଁ episode ସତରେ ବହୁତ୍ ମଜା ଲାଗେ ପିଲାଦିନର ଗପ ସବୁ ଏବେ ଦେଖିବାକୁ ମିଳୁଛି ମୋର ତ ବହୁତ ପସନ୍ଦ ଯେଉଁ ମାନଙ୍କୁ ପସନ୍ଦ 100% comments ❤❤❤❤
❤❤❤
Story bahut badhiya heichhi. Lajawab maja asigala 😂😂😂😂😂 love you ❤️❤️❤️❤️❤️❤️
Finally ଏଇ ମିଛୁଆ ରଧୁଆ ଗପଟା ଆସିଲା।
ପିଲା ବେଳେ ଜେଜେ ଜେଜେମାଙ୍କ ପାଖରୁ ଶୁଣୁଥିଲି ଆଉ ଆଜି animation ମାଧ୍ୟମରେ ଦେଖୁଛି😀🤞ସତରେ ବହୁତ ବଢିଆ ଲାଗୁଛି 😀😍🔥
ଜୟ ଜଗନ୍ନାଥ 🙏 ସୁଭ ସକାଳ ❤❤❤
ବହୁତ୍ ଦିନ ପାରେ ଆସିଚି ମୁଁ ଯାଉଛି ଦେଖିବି ❤❤❤❤
Such a wonderful voice of kumbhira.... 🎉😎
Wow ପୁରା super ହୋଇଛି 👍
କୁମ୍ଭୀର acting ବହୁତ ବଢିଆ 😊
ମୋ ବାପା ଆଜି ପର୍ୟ୍ଯନ୍ତ କହୁଛନ୍ତି ମିଛର ଆୟୁଷ ନାହିଁ, ସବୁ ଯୁଗରେ ଧର୍ମ ର ହେବ ଜୟ........ ଜୟ ଜଗନ୍ନାଥ🙏🙏🙏🙏
🎉🎉🎉🎉❤ full mast heichi ❤❤❤🎉🎉
ବହୁତ୍ ଦିନ ପରେ ଆଜି ଟୁଆ ଟୁଇଁ ଦେଖିବା କୁ ମିଳିଲା ଏମିତି ନୂଆ ନୂଆ ଭିଡ଼ିଓ ଶୀଘ୍ର ଶୀଘ୍ର ଆଣନ୍ତୁ 😊
Beautiful Episode ❤Good morning All of you very nice comedy
ବହୁତ ଭଲ ଗପ❤❤❤ମିଛୁଆ ମାନେ ଏଥିରୁ କିଛି ଶିଖନ୍ତୁ😂😂😂😂😂😂😂😂😂❤❤❤❤❤❤
Video bahuta badhia heichi 😊😊😊😅
Aji video ta pura la la lachakamani pari heithila👌👌
The animations r really world class.. Really talented group of people.
Like fst❤
ବହୁତ ଭଲ ଲାଗିଲା 👍
ପିଲା ବେଳ କଥା ମାନେ ପଡ଼ିଗଲା ଭାଈ ବହୁତ୍ ମଜା ଲାଗିଲା ❤🙏🙏🙏💙💚
ଲା... ଲା.. ଲଚକ ମଣି ଖୁମ୍ବା ଡାଇଲଗ ଫେମୂସ
❤️❤️❤️❤️❤️❤️
ମିଛୁଆ ରାଧୁଆ ର ନୀତିଶିକ୍ଷା-ମିଛ କହିବାର ଗୋଟେ ସୀମା ଥାଏ । ଆଉ ଯେତେବେଳେ ମିଛ ର ସୀମା ପାର୍ ହୋଇଯାଏ ରାଧୁଆ ପରି ଆମ ଜୀବନ ବି ମୃତ୍ୟୁ ମୁଖକୁ ଟାଣିନେଇପାରେ......
ମିଥ୍ୟା ଅଟଇ ମହା ପାପ
ବାଳକେ କର ଉପାର୍ଜନ
ଜୟ ଜଗନ୍ନାଥ 🙏🙏🙏
ମିଛୁଆ ରାଧୁଆ ଗପ ଟି ଛୋଟ ବେଳେ ଶୁଣିଥିଲି ଏବେ utkal cartoon team ଜରିଆ ରେ ଦେଖିଲି ।ଗପ ଟି ବୋହୁତ ସୁନ୍ଦର ହେଇଚି😊 ବୋହୁତ ଦିନ ପରେ tuan tuin ଭିଡ଼ିଓ ଆସିଲା ❤ ବୋହୁତ ଭଲ ଲାଗିଲା😊 କୁମ୍ଭୀର ମଉସା ଙ୍କ dialogue ବୋହୁତ ବଢିଆ ଲାଗୁଚି😂😂 ଲା ଲା ଲଛକ ମଣି😅❤
Jay jaganath ❤️
Jay jagannath Jay jagannath
ମିଛର ପରିଣାମ ବହୁତ ଭୟଙ୍କର ହୁଏ
Ete Dina pare fainaly asigala❤❤❤❤❤
Really ✅Great Story Of Michuaa Radhua ,!! ଛୋଟ ବେଳେ ବହୁତ ଥର ବହିରେ ପଢ଼ିଥିଲି , ହେଲେ ଆଜି Utkal cartoon world Ytube Channel ରେ ଦେଖିବାକୁ ମିଳିଲା ... କାହାଣୀ ଟି ବହୁତ ଭଲ ଲାଗିଲା ❤ଜୟ ଜଗନ୍ନାଥ ⭕❗⭕ ବାତ୍ୟା ଦାନା ଯେଉଁମାନଙ୍କ ପଟରେ ହୋଇଛି 👍👍👍✅
Best acting kumbhira mausa😂
Wow mast acting
Ei gapa tii kahaku kahaku bhala lagila like kara❤❤😊😊
Utkal Babu - ଏହି ବର୍ଷର ଦିପାବଳୀ ଉପଲକ୍ଷେ ନଟିଆର କମେଡି ଆସିବ ନା ନାହିଁ????? 👍👍👍✅✅✅✅✅
Hm asiba advance diwali and happy diwali natia comedy asiba
😮😢
Emotional କୁମ୍ଭୀର ଆଉ ବିଲୁଆ😂😂😂😂😂😂😂
Marvelous story ❤🔥😍..
ମୋ ତରଫରୁ ସମସ୍ତ utkal teamଙ୍କୁ Advance happy diwali 🎇🪔❤😮
ଛୋଟ ଥିଲାବେଳେ ଟିଭି ରେ ଆଇ ମା କାହାଣୀ ରେ ମିଛୁଆ ରାଧୁଆ ଗପ ଦେଖିଥିଲି ଆଜି ଟୁଆଁ ଟୁଇଁ ଗପ ଦେଖିକି ପିଲାବେଳ କଥା ମନେ ପଡିଗଲା ହେଲେ ଆଇ ମା କାହାଣୀ ରେ ରାଧୁଆ ଥରେ କହିଥିଲା ବଘ ଖାଇଗଲା ବୋଲି ଏଥିରେ ଦି ଥର କହୁଛି ବାଘ ଖାଇଗଲା ବୋଲି
ଗପ ଟି ବହୁତ ଭଲଲାଗିଲା 😊 ପୁରା ଲାଲା ଲଚକ ମଣି 🤭🤭🤭
Micho darakar samaya re kohile seita micho nuhe😢❤
Mor 2nooo comment
Good morning all friend 🎉🎉🎉😊
ଦାନା ବାତ୍ୟା କୁଆଡେ କୁଆଡେ ଅତିକ୍ରମ କଲାଣି 😂😂
How many people from ODISHA 🙏😊
LOOLY 😅
I am from west bengal
Ys me also🥳🥳
I am from kalahandi odisha
Apana satha vi ak ff match ho jaaye 😊
LA LA... LACHHKAMANI😅
Good morning jay jagannath
ଲା ଲା ଲଚକ୍ ମନି super
Super 👍
🌻🌞Good Morning Everyone 🌄🐓🙏
Jay Shree Jagannath Swamy 📿⭕❗⭕🚩🛕🔔🙇🙏
❤Lot Of Love From PuriDham 🚩🛕🔔🙇🙏
My fast comments ❤❤❤❤
ବର୍ଷା ପାଗରେ ମୋ ଭଳିଆ ସୁଇକି କିଏ କିଏ ଟୁଆଁ ଟୁଇଁ ଭିଡିଓ ଦେଖୁଛ ଲାଇକ କର
Mora first cmt
ମିଛୁଆ ରାଧୁଆ ଗପ କିଏ କିଏ ଦେଖୁଛନ୍ତି
ଜୟ ଜଗନ୍ନାଥ 🙏⭕❗⭕🙏
ପିଲା ଦିନ ରେ ଏହି ଗୋପ ଶୁଣିଥିଲି
Nice story 👌👌👍👍.
Mora bahut icha achi tuan tuni kebe 60 mint haba ❤❤😢😢
Keonjhar❤
Kumbhira mausa is the best 😅
Crocodile 🐊 act awesome 👍🏻
Jay jagannath ❤
Good morning 🎉l❤
Gd morning baral
Good morning all of you 😘 😊😊
ବହୁତ୍ ଡେରି ହେଉଛି ଭିଡିଓ ଆସିବାକୁ
Modan michhua radhua story😢😢😢
Beauty full story ❤❤
❤❤❤❤
Dharma episode kebe asiba kie kie wait karicha like kara
Good Morning All 💕💕
ପାରାଲାଲ ୟୁନିଭେର୍ସିଟି 4କେବେ ଆସିବ