Natia Comedy Part 495 || Bhima Ra Natuni
ฝัง
- เผยแพร่เมื่อ 7 ก.พ. 2025
- Cinema hall re bhuta - • CINEMA HALL RE BHUTA |...
Bagha kahinki ghasa khaeini - • ବାଘ କାହିଁକି ଖାଲି ମାଂସ ...
Danda balunga - Musa godare joka - • Danda Balunga Part 09...
DJ wala Bhuta - • DJ wala bhuta || Natia...
Natia New T-shirt - www.sofikart.c...
Order new Women saree collections - www.sofikart.c...
Order more T-shirt - www.sofikart.c...
Mail us at - utkalcartoonworld18@gmail.com
For brand promotion mail us at - utkalcartoonworld18@gmail.com
ଭୀମା ଅଜା ପୁଅ ହବ କି ଝିଅ ହବ ସେଟା ଛୁଆ ର ବାପା ଉପରେ depend କରେ। ଏଥିରେ ସେ ଛୁଆ କି ତା ମାଆ ର କିଛି ଭୁଲ ନ ଥାଏ । କିନ୍ତୁ ସମାଜ ସେଇ ନାରୀ କୁ ଏଥିପାଇଁ ଭୁଲ୍ ଦେଇ ଚାଲିଥାଏ 😢😢😢😢
First time dekhili mo comments re ete Sara reply asichi 😊😊😊 thank you everyone 🥰🥰
Right medam
Chromosome comes from xx and xy father and chromosome xx gives birth to a girl and chromosome xy gives birth to a boy
Kemiti tike kuha mam
Kemiti kuha ta bapa upare depend kare
@@AnilKumarBarik-u2e କ୍ରମୋଜମ xx and xy . ଯାହା father ଙ୍କ ଠାରୁ ଆସିଥାଏ କ୍ରୋମୋଜମ xx ଆସିଲେ ଝିଅ ଜନ୍ମ ହୁଏ ଏବଂ xy ଆସିଲେ ପୁଅ ଜନ୍ମ ହୁଏ ମୁଁ ରିପ୍ଲାୟ ଦେଇଛି ତୁମେ ପୁଣି ପଚରୁଛ
Di tome thik kahicha
କିଏ କିଏ parallel universe ପାର୍ଟ 4 ଦେଖିବାକୁ excited ଅଛ like କର 👍👍utkal cartoon world my favourite channel ♥️♥️♥️♥️♥️
Happy Birthday sanga
@@lifeofsambit kn karucha aji tama birthday party re
@@akshayakumarnath7786 thank you 😊😊😊😊😊
@@akshayakumarnath7786 cake 🎂🍰🎂🍰 katiba
ପୁରା କାହାଣି ଟି ଦେଖିଲା ପରେ ,କାହିଁ ଅତି ନିଜର ନିଜର ଲାଗିଲା ,ମୋ ବଡ଼ ଭାଇଙ୍କର ଝିଅ ଟିଏ ହେଲା ପରେ ମୋର ମମି ବି ବହୁତ୍ ମନ ଦୁଃଖ କରୁଥିଲେ, ଆଉ ମୁଁ ମଧ୍ୟ ,କାହିଁକି ର ଘର ର ବଡ଼ ପୁଅର ପୁଅଟିଏ ହେଇଥିଲେ ବଂଶ ଉଦ୍ଧାର ହେଇଥାନ୍ତା ସେଥିଲାଗି ମନରେ ଟିକେ ଦୁଃଖ ରହୁଥିଲା, ହେଲେ ଏବେ ଆମ ଝିଅ ଆମ ଘର ଲୋକଙ୍କର ଜୀବନ ତାକୁ 1 ଦିନ ନ ଦେଖିଲେ ଆମେ ରହିପାରୁନା କେହି, ସେ ଆସିବା ପରଠୁ ଆମ ଘର ହସି ଉଠିଛି, ଝିଅ ମାନେ ଘରର ଲକ୍ଷ୍ମୀ ବୋଲି ଆମ ଝିଅ ପ୍ରମାଣ କରିଦେଇଛି।
ଯେଉଁ ମାନେ ଝିଅ ଭଲ ପାଆନ୍ତିନି ଅପେକ୍ଷା କରିବେ ପୁଅ ବଦଳରେ ଘରେ ଝିଅ ଟିଏ ହେଲେ ଘର ର ପରିସ୍ଥିତି ବଦଳିଯିବ, so Save Girls child❤❤❤❤❤❤
Jaha kahila thik katha
Samasta nkar Maa darker bhauni darkar stri darkar kintu jhia darkar nahin.lokamane change haba darkar
କାହିଁକି ନା ଲେଖିବା ଜାଗାରେ କାହିଁକି ର ଲେଖିଦେଇଛ ।
Aji jai bhi loka nka chinta dhara ate tale achi...mu jani naithili.....pua jhia bhitare ate different dekhuchanti.....😢😢😢😢
Jia bhal
@@chandramanibehera7777 ebe janilu ta
କେନ୍ଦ୍ରାପଡା ରୁ କୋଉ ମାନେ ଦେଖୁଛ ଲାଇକ କର 👍
ଝିଅ ତ ଭାଗ୍ୟରେ ଥିଲେ ମିଳେ 🥰
😂😂
ପୁଅ କଣ ଦୁର୍ଭାଗ୍ୟ 😅😅
Cute sister ❤🥰🥰
Budha ta raji hauni
💯
ହେ ମଣିମା ଏ ବାତ୍ୟା ରେ କାହାରି ଖେତି ନ ହଉ ଜୟ ଜଗନ୍ନାଥ ⭕‼️⭕🌼🌸🪷🙏
ଜୟ ଜଗନ୍ନାଥ 🙏🥀
❤❤❤❤❤❤❤❤😂❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
🤘
Hmm Bhai mane surokhito ruha😢😢😊
Tuma daka bhagban sunile
ବାତ୍ୟା ଦାନା ପାଇଁ ଗୋଟେ ଭିଡିଓ ଆଉ ❤❤ କେଉଁମାନେ ଚାହୁଁଛ ❤❤କର
Hi
😢😢😢😢
You are beautiful basti
Kana karibi
Hm video gote hou
ଝିଅ ହେଉ କି ପୁଅ ସବୁ ଭଗବାନ ଇଚ୍ଛା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Are sabu sperm
😮
😊
Tumara keteta pilapili
@@statusmakerakash179bhai pili mane kn jhia ki 😂
Jagannath mahaprabhu ama sh achhanti Amara kichhib habani ❤samaste bhagawan nku daka❤🙏
କାହାଣୀ ଟା ବହୁତ୍ ସୁନ୍ଦର ହେଇଚି 😊
ବାତ୍ୟରେ କାହାରି କିଛି କ୍ଷତି ହେବନାହିଁ ଆମ ଉପରେ ପ୍ରଭୁ ଜଗନ୍ନାଥଙ୍କ କୃପା ଅଛି JAY JAGANATH 🙏🙏🙏
Lol 😆 🤣 😂 😹
Jay jagannath
Sabu bele kn ma Khali batya be batya na mo Bala haba Khali batya tate khaijauchi
Jay jagnnth
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏
ଆଜି ଭିମା ଜେଜେ ଙ୍କ ଅଭିନୟ ବହୁତ ସୁନ୍ଦର ଲାଗିଲା ପ୍ରଥମ ଥର ଆଜି ଜିରୋ ରୁ ହେରୋ ହୋଇଛନ୍ତି।😮
Hii
ହଁ
Hii
Shivangi josi nka fan??
Yes Boss.....😂😂😂
ଝିଅ ଜନ୍ମ ହେବ କୋଟି ପୁଣ୍ୟ ର ଫଳ କାରଣ କନ୍ୟା ଦାନ ମହପୁନ୍ୟ ସବୁଠାରୁ ବଡ଼ ଦାନ ଯାହାକି ଜଣେ ମା ତା ନିଜ ଦେହର ଅଂଶ କୁ ଅନ୍ୟ କୁ ଦାନ କରୁଚି ଭାବ ସେ ମା କୁ କେତେ କଷ୍ଟ ହେବ 😢😢
ବଡମ୍ବା ନରସିଂହପୁର କିଏ କିଏ ଦେଖୁଛ ଲାଇକ ଗୋଟେ ହେଉ 👍👍👍👍
ନଟିଆ ପାଇଁ ଗୋଟେ👍କର❤❤❤
ଝିଅକୁ ଦିଅ ଶିକ୍ଷା ଓ ସମ୍ମାନ ନିଶ୍ଚୟ ବଢ଼ାଇବ ତୁମର ମାନ ଭୀମ ଅଜା 🙏
He Prabhu Jagannath 🙏
Batya Dana Dauru Samastanku Rakshya Karantu ❤🎉😊
ବହୁତ ସୁନ୍ଦର ଷ୍ଟୋରୀ, ବହୁତ ଭଲ ଲାଗିଲା, ଝୀଅ ହେଉ କୀ ପୁଅ ହେଉ ସମସ୍ତଙ୍କ ସମାନ ଅଧିକାର ଅଛି ଏଣୁ ବାଛ ବିଚାର କରିବା ଉଚିତ ନୁହେଁ l
99% old man of village real story thank you natia community👥👥👥
ଜୟ ଜଗନ୍ନାଥ ❤❤
ଆଜି ମୋ ଜନ୍ମିନ କେହି, like କରିବନି 😢🎉
No
Nai😂😂😂
Na
Happy birthday to you dear 🎂🎈🎂 God bless you always ❤️
Happy Birthday bhai
ଅତି ସୁନ୍ଦର କାହାଣୀ ❤
Batya ra gote video hauuu😂😂❤❤❤❤
ଠିକ୍ କହିଲ ଝିଅ ହେଲେ ଭଲ ପୁଅ ହେଲେ ବି ଭଲ ଝିଅ ନଥିଲେ ସୃଷ୍ଟି ନଷ୍ଟ ଆଜି ର ସମୟ ରେ ପୁଅ ପାଇଁ ଝିଅ ମିଳୁନି ବାହାଘର କରିବାକୁ ଖାଲି ପୁଅ ମାଳ ମାଳ ଏମିତି ସମୟ ନ ଆସୁ ଖାଲି ପୁଅ ଥିବେ ଝିଅ ନ ଥିବେ ସେମିତି ସମୟ ଆସିବ ଯଦି ସୃଷ୍ଟି ବିନାଶ ହେବ
Nice sesare bhima ajara natuni te hela
I love utkal Cartoon
ଝିଅ ତୋ ଭାଗ୍ୟରେ ଥିଲେ ମିଳେ 🥰😍☺️😘🙏
ସତରେ ଆଜି ଭିମା ଅଜା ପୁରା ଜିରୋ ରୁ ହିରୋ ହେଇ ଗଲେ 😅।ଯେତେ କଞ୍ଜୁଶ ହେଲେ ବି ସେ ପ୍ରଥମ ଥର ପାଇଁ ଏତେ ଟଙ୍କା ଖର୍ଚ୍ଚ କଲେ ଓ ଶେଷରେ ନିଜେ ଖଣ୍ଡିଆ ହେଇକି ତାଙ୍କ ନାତୁଣୀକୁ ବଞ୍ଚାଇଲେ। ପୁଅ ଝିଅ ଦୁହେଁ ସମାନ ବୋଲି ଲାଷ୍ଟ କୁ ଜାଣିବି ଗଲେ।
ଆଜି କାହା ଆଡେ ବାତ୍ୟା ଦାନା ହେଉଛି ସେ comedy କର ଲାଇକ୍ କର ❤
OTV and Kanak News re hi batya hauchi
ଆମ ଗାଁ ରେ ହେଉ ନି
ଆମ ଯାଜପୁର ଜିଲ୍ଲାରେ 😢😢
Baleswar rei 😢😢
Help me bro
ବାତ୍ୟା ଦାନା ଉପରେ ଗୋଟିଏ ଭିଡିଓ ହେଇଥିଲେ ଭଲ ହୋଇଥାନ୍ତା ❤ଜୟ ଜଗନ୍ନାଥ 🙏⭕❗⭕🎉
Jay Jagannath 🙏🙏🙏
କେଉଁ ମାନେ ରାଜନଗର ରୁ ଦେଖୁଛ 👍👍👍
ମହାପ୍ରଭୁ ଆପଣ ମାନଙ୍କୁ ସୁରକ୍ଷିତରେ ରଖନ୍ତୁ 🙏🙏🙏
😢
@@MonalisaPradhan-q2l ସୁରକ୍ଷିତ ରେ ରୁହନ୍ତୁ 👍👍👍
R@@Radhekrushna999
Jay jagannath
Mnu bi rajnagar pila
ଝିଅ ହଉ କି ପୁଅ ଭଗବାନ ଯାହା ତମ ଝୋଲିରେ ଦେବେ l ସଦା ଭଗବାନ ଙ୍କ ଆସ୍ରିବାଦ୍ ଭାବି ଗ୍ରହଣ କରିବା ଉଚିତ୍ 🥰 ଭିଡିଓ ଟି ମନକୁ ଛୁଇଁଲା
ଜୟ ମା ଦକ୍ଷିଣ କାଳୀ 🙏🙏🙏🙏
ମୋ ମନକୁ ଛୁଇଁଲା ଭାଇ ..... ଝିଅ କୁ କେବେବି ନିଚ ଦୃଷ୍ଟିରେ ଦେଖିବା କଥା ନୁହେଁ ...... respect for girls....❤️❤️❤️❤️
ଆଜି ଭୀମ ଅଜାଙ୍କ ରୋଲ ବହୁତ ଭଲ ଲାଗିଲା ❤❤❤❤❤❤❤❤❤❤❤❤❤
Sabita Happy Diwali 🪔🎆
ଭିମା ଦାଦି ବାହାରରୁ ବହୁତ ରାଗି ହେଲେ ଆଜି ମୁଁ ଦେଖିଲି ସେ ଭିତରୁ ଭି ବହୁତ ଭଲ 👍
ହୃଦୟ ରେ କରିଥିଲେ ମଧ୍ୟ ସେ ଆମ ଘର 🏠 ରେ ଅବସ୍ଥିତ ହୋଇ ଥାଏ ❤❤❤❤
Jajpur ru koumane dekhuchha natia comedy❤❤
Mu jajpur mate natia comedy bohut pasad mu dekhuchi sabu bele 😊😊😊
ହେ ପ୍ରଭୁ ବାତ୍ୟା ରୁ ସମସ୍ତ ଙ୍କୁ ମୁକ୍ତି କରନ୍ତୁ
TH-cam channel ku Prabhu nue brother 😢 tike bhalore babe kouta Prabhu
ଝିଅ ଜନ୍ମ କରିବା କଣ ଭୁଲ୍ ସମସ୍ତେ ଝିଅଙ୍କୁ କାଇଁ ଘୃଣା କରନ୍ତି 😢😢😢😢😢
Jhia hila Laxmi puya vi narina 2 Jana pila Laxmi o narina 2 Jana nku bhala paiba ku auchit bhala ❤❤❤❤❤❤❤❤❤❤
Super 🥰🥰bhima jaje is Hero 🥰🥰🥰 🎉
ଭିମା ଅଜା ଅଭିନନ୍ଦନ ❤️❤️❤️❤️❤️❤️
Good news 👏 👍 ❤
ଭିମା ଦଦୀ ଆଜି caiclon bathya ଦାନା ତ ତମ ନାତୁଣୀ ନା ଦୀପା ରହିଲା ଆଜିଠୁ 🎉❤
😃😃😃
ଦାନା ଆସୁଛି 😅😅vote for batya
Thanks aji 1st time milila natia taraf ru like 🤣🤣
ଜୟ ଜଗନ୍ନାଥ 🥰😍🙏☺️🥹
Jete chua janma huantu but khushi, Natia, Gendu danga emane jemiti bada na huantu nahale bhala lagibani, amiti re bhala laguchanti chua mane❤❤❤I love Natia Comedy
ହରପାର୍ବତୀ କି ଜୟ 🕉️❤🙏🏽🚩🚩🚩
ଆଜି batya ଜେଉଁ ଜିଲ୍ଲା ମାନକ ରେ batya ହେବ ସେମାନେ ସଜାଗ ରୁହନ୍ତୁ🙏🙏🙏🙏 ଜଗତର ନାଥ ଜଗନ୍ନାଥ🙏 ସମସ୍ତ କୁ ସୁରକ୍ଷିତ ରଖନ୍ତୁ 🙏⭕❗⭕
ଧନ୍ୟବାଦ
@@kalingamilk 🙏
Tamar odia majhire faaltu english kouthu asila
ବାତ୍ୟl ଦାନା ପାଇଁ ସୁରକ୍ଷିତ ରୁହ 🌬️🌬️🌬️ 🍃
ହେ ପ୍ରଭୁ ଜଗତର ନାଥ ଏ ସଙ୍କଟ ପୂର୍ଣ୍ଣ ବାତ୍ୟା ରୁ ଓଡିଶା କୁ ଉଦ୍ଧାର କର
ଜଗନ୍ନାଥ ଙ୍କୁ ମାନୁଥିଲେ ଲାଇକ କରନ୍ତୁ
ଜୟ ଜଗନ୍ନାଥ 🙏🚩🙏🚩🙏🚩🙏🚩🙏🚩
Ati sundar ❤❤❤
Jay Jagannath ❤❤❤
Very nice ❤❤❤
କାହା ଆଡେ ବାତ୍ୟା ହଉଛି 😂😂😂😂😂😂
Hello
Baleswar ri /"/.
🎉🎉
ଝିଅ ହଉ କି ପୁଅ ହଉ ସବୁ ଭଗବାନ❤
ଓଁ ନମଃ ଶିବାୟ 🙏🙏🙏🙏
Natia ❤❤❤❤❤ is best comedy everyday
ଆଜିର episode ବହୁତ ଭଲ ଥିଲା ❤
ଆଜି ଭିମା ଦାଦି ର ରୋଲ ବହୁତ ଭଲ ଲାଗିଲା ❤
Story ta bahut vala lagila .. Ei samaj pain gote lesson thanks utkal cartoon 🙏🙏🙏
@_Mr__Somu happy diwali u and ur family 🙏
ମୟୁରଭଞ୍ଜ ରୁ କେଉଁ ମାନେ ଦେଖୁଚ👍
Baleswar .
Mu mo mobile ru dekhuchhi😂
Mo mayurbhanj ru
Khiching,parbati pur
@@Pritisirmath hn ki😅
ଭାଇ ଛୋଟ ଭୁଲ ହେଇଗଲା
ଆମ୍ବୁଲାନ୍ସ ରେ ସାଇରନ୍ ନାଇ🤭
ଜୟ ଜଗନ୍ନାଥ ବାତ୍ୟା ଦାନା ଆସୁଛି ସମସ୍ତେ ସଜାଗ ରୁହନ୍ତୁ ଜୟ ଜଗନ୍ନାଥ ଭୀମା ଅଜା ମିଠା କେବେ ଦବ ପାଲା ନା ପୋଥି ପୂଜା କରିବ କହିଲେ ଆମେ ମାନେ ଡ୍ରେସ୍ ଆଉ ମିଠା ନେଇକିରି ଜିବୁ କଂଗ୍ରାଚୁଲେସନ ଝିଅ ମାନ ଙ୍କ ସଂଖ୍ୟା ବହୁତ କମ୍ ହେଲାଣି ତେଣୁ ଝିଅ ହେଉ କି ପୁଅ ସମସ୍ତ ଙ୍କୁ ଆପଣାର କର ⭕‼️⭕👌👌👌👌👍👍👍👍👍👍⭕‼️⭕🥰🥰🥰🥰🥰🥰
ଝିଅ ନା ମୁଁ ଦଉଛି ଲକ୍ଷ୍ମୀ 🥰🥰❤️❤️🥰❤️
ବାତ୍ୟା ନା ଅନୁସାରେ ଦାନି
ବାତ୍ୟା ସମୟରେ ସମସ୍ତେ ସଚେତନ ରୁହନ୍ତୁ ସଜାଗ ରୁହନ୍ତୁ ଜୟ ଜଗନ୍ନାଥ 🙏
ଆଛା ମୁ ଗୋଟେ କଥା ବୁଝି ପାରୁନି ଆମ ଯାଜପୁର ଜିଲ୍ଲା ରେ କଣ ବାତ୍ୟା ନାହିଁ 😂😂😂
Congratulations Sona 🎉🎉🎉
ପାରାଲାଲ୍ ୟୁନିଭର୍ସ ପାର୍ଟ 4 କେବେ ଆସିବ ପାର୍ଟ 4 ରେ କଣ ନଟିଆ ଆଉ ତା ସାଗଁ ମାନେ ତାଙ୍କ ଘରକୁ ଜାଇପାରିବେ ନା ପାର୍ଟ 5 ବାହାରିବ ମୁଁ ଦେଖିବାକୁ ବହୁତ excited ଅଛି
Batya ଜିଲ୍ଲା ପଭାବିତ ଲୋକ କ ସୁରକ୍ଷିତ ପାଇଁ ସମସ୍ତେ ଲେଖ ଜୟ ଜଗନ୍ନାଥ🙏 ⭕❗⭕
Woow Beautiful video Thank you
i love natia comedy❤❤❤❤❤❤❤😊😊😊😊😊😊😊😊😊
ସମସ୍ତେ ଏକ ଭଲ ବୋହୂ ଚାହାନ୍ତି ହେଲେ କେହି ଗୋଟେ ଝିଅ ଜନ୍ମ କରିବା ପାଇଁ ଚାହାନ୍ତି ନାହିଁ 😢❤
nana nana nananananana...bahut dinapare aitune sunibaku milila samastanku thankyou
Nice video 😮😮😮😮😮
Dharma part 8 asibaku kia apekhya karichha like kara
ଏ ନଟିଆ କମେଡି ମୋର ମନ କୁ ଖୁ ସି କରି ଦେଲା 👍 ମୁଁ ଖୁସି ରେ 😭
ଯେଉଁ ମାନେ ଯାଜପୁର (jajpur) ରୁ ଦେଖୁଛ like, comment କର....👍👍aji bhima ajaa zero ru hero hei gale
ବାତ୍ୟା କାହା ଆଡେ ହୋଇଛି like କର ❤
Ama ade
Batya Sara odisha ku haba
@@sibapradhan7900 ni
ଆମ ଆଡେ ହବନି😂@@sibapradhan7900
ମତେ ଡାଗ ର acting ଭଲ ଲାଗେ ଜାହାକୁ ଡାଗ ର acting ଭଲଲାଗେ like kara👍
କିଏ କିଏ ଭଜି ଖାଇବା ପାଇଁ ଯିବ ଲାଈକ୍ କର👍👍🎉
Nice comedy ❤❤❤❤ i Love you natia comedy ❤❤❤
ଭଗବାନଙ୍କ ଇଚ୍ଛା କିଏ କହୁଛି ପୁଅର ଦେଷ ବୋଲି ସବୁ ଭଗବାନଙ୍କ ଇଚ୍ଛା 🙏
Day by day natia comedy ra visual bhala heu6i thanks Bhai mane
Kia kia Dana cyclone re dekhucha ❤
🖐️😬
Ama puri pate😢😢
Last re sad BGM ta bahuta bhala lagila ❤❤❤❤
Such an emotional episode 🤧🤧
ଆମ ଆଡେ ଖରା ହଉଛି ❤❤❤❤
Bhai ama pate bi
Bhai tumo gharo
Mor to gharo Baleshwar
@@b2k767 keonjhar bhai
Ram Ram hare Ram Jay shree Ram 🎉
I Love Natia ,,, ସତରେ ଝିଅ ହେଉଛି ଘର 🏘️ Laxmi ଲକ୍ଷ୍ମୀ ଦେବୀ ସେଥି panni ଝିଅ ମାନକୁ ସମ୍ମାନ ଦେବା ଉଚିତ୍,,,,କିଛି ଶିଖିବାକୁ ପାଇଲେ
Good message for society.. Thanks to the team❤
Very nice 😂😂❤🎉🎉🎉😊
Batya Dana pain gotiye video🎉
Jaldi jaldi coment karidia like miliba au😂😂
Jaje bapa nkar Acting super 😊
Deepika Happy Diwali 🪔🎆
I like this video 👍👍👌
Aji ହେଉଛି ମୋ happy birthday 🎈🎂 but 0 like 😢😢
Many many happy returns of the day happy birthday 🎂🎂🎂🍫🍫🍫💐💐💐🎂🎂🎂🎂🍬🍬🍬🍬
Many many happy returns of the day happy birthday🎂🎉🎁
ଯା ମନ୍ଦିର ଯା ବାଳ ଲାଇକ ଏଠି ଖୋଜିବାକୁ palaeasila
Like bhikari😂
Happy birthday dear 🍫🍫
Puja ra video gute asi jau aru😂😂😂😂
ବାତିଆ ପାଇଁ ଚୁଡା ଗୁଡ କିଏ କିଏ ରଖିଚ %80 କମେଣ୍ଟସ ଆସୁ 😰😰
ଆମ ଆଡ଼େ ଯୋରେ ବାତ୍ୟା ହେଉଛି ଆଉ ଜୋର୍ ପବନ ମଧ୍ୟ ହେଉଛି😭😭
Satara bhima aga aji giro ru hiro haijaichanti tanka pani gota 👍👍 hai jau ❤❤❤❤❤
ଅଛା କହିଲ ସାଙ୍ଗମାନେ❤ନଟିଆ କମେଡି ପ୍ରଥମ part 1 ରେ କଣ ଥିଲା🎉 କିଏ କହି ପାରିବ କି ନାହିଁ🎉❤😃😃😃😜