Vigilance Raid On Luxurious Athagarh Farmhouse Of Dhenkanal Ranger

แชร์
ฝัง
  • เผยแพร่เมื่อ 4 ก.พ. 2025

ความคิดเห็น • 306

  • @aloksamal7948
    @aloksamal7948 5 หลายเดือนก่อน +146

    ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ..... ନୀତି ନିୟମ ସବୁ ଗରିବ ଙ୍କ ପାଇଁ....

  • @Swastik215
    @Swastik215 5 หลายเดือนก่อน +77

    ଦୟାକରି ନେତାମାନଙ୍କର ସମ୍ପତି ଯାଞ୍ଚ କରାଯାଉ !

    • @Isra1992
      @Isra1992 5 หลายเดือนก่อน

      Right sir

    • @harprasadsenapati3945
      @harprasadsenapati3945 5 หลายเดือนก่อน

      bjd neta

    • @laxmansahoo4681
      @laxmansahoo4681 5 หลายเดือนก่อน +1

      , 90/ ଭୁବନେଶ୍ୱରରେ ଅବସ୍ଥାନ କରୁଥିବା ବହୁତଳ ପସାଦ ଯେତେଅଫିସର, ନେତା, ମାଫିଆ କେବଳ କଳା ଟଙ୍କାର ଘର ରେ ଅୟସ 🎉

  • @pradeepkumarsenapaty6060
    @pradeepkumarsenapaty6060 5 หลายเดือนก่อน +49

    Perfect action but one question Advocate, retired judge ଙ୍କ ଘରେ କେବେ ରେଡ୍ ହେବ ନା ସେମାନେ ସବୁ ସାଧୁ

  • @anilkumarbehera8151
    @anilkumarbehera8151 5 หลายเดือนก่อน +38

    ହେ ପ୍ରଭୁ ଇଏ ସବୁ କଅଣ ହେଉଛି । ରକ୍ଷକ ହେଉଛି ଭକ୍ଷକ ।

  • @prakashmahapatra2182
    @prakashmahapatra2182 5 หลายเดือนก่อน +29

    ଏହାଠାରୁ ଆହୁରି କୁବେର ଅଛନ୍ତି ନେତା ମନ୍ତ୍ରୀ ମାନଂକୁ କେବେ ଧରିବେ.

  • @himansusekhar566
    @himansusekhar566 5 หลายเดือนก่อน +84

    ପଶୁ ପକ୍ଷୀଙ୍କୁ ସୁରକ୍ଷା ଦେବା ବଦଳରେ ରେଞ୍ଜର ନିଜେ ଆବଦ୍ଧ କରି ରଖିଛନ୍ତି| ଧନ୍ୟ ଧନ୍ୟ🤦🏻‍♂️

    • @Yediwqtydete
      @Yediwqtydete 5 หลายเดือนก่อน +3

      Mg ku fasi deba darkar...

    • @prabinpadhan4046
      @prabinpadhan4046 5 หลายเดือนก่อน

      sabu ranger enta karuchan jaha asuche paisa hadap karuchan ..

    • @aymuoss1885
      @aymuoss1885 5 หลายเดือนก่อน

      Se indian animal rakhi nahanti . Bideshi breed ra pasupakhi rakhichanti.

  • @sewanayak945
    @sewanayak945 5 หลายเดือนก่อน +64

    ସରକାରଙ୍କୁ ଅନୁରୋଧ ଯେତେ ଆୟଭଈରୀଭୂତ ସମ୍ପତି ନିଲାମ କରାଯାଉ 🙏🙏

  • @bikashbehera4936
    @bikashbehera4936 5 หลายเดือนก่อน +24

    ଶଳାର ସବୁ ସମ୍ପତ୍ତିକୁ ବ୍ୟାଜାପ୍ତି କରାଯାଉ ।

  • @SuklalMarndi-hf9db
    @SuklalMarndi-hf9db 5 หลายเดือนก่อน +12

    କେଉଁ ଆବାହନ ଯୁଗରୁ କଥା ଅଛି କି ରାଜା ପାଡ଼ିଲେ ପ୍ରଜା ମାନେ ଅତର ବାସ୍ନା ବୋଲି ସୁଙ୍ଘିବେ ଆଉ ପ୍ରଜା ପାଡିଲେ ମୁଣ୍ଡ କାଟ ହେଉଥିଲା। ଏହି ନିୟମ କୁ ରେଞ୍ଜର ସାର୍ ବିଲକୁଲ ଅବମାନନା କରି ନାହାନ୍ତି। ଧନ୍ୟ ଆମ ରାଜ୍ୟ ଧୃତରାଷ୍ଟ୍ର ସରକାର......

  • @brinnovative6835
    @brinnovative6835 5 หลายเดือนก่อน +30

    ରକ୍ଷକ ହୋଇ ଭକ୍ଷକ ସାଜିଥିବା ହେତୁ ବନବିଭାଗ ଅଫିସରଙ୍କ ଉପରେ ଦବେଇ କାର୍ଯ୍ୟାନୁଷ୍ଠାନ ନିଆଯାଉ l

  • @madhabdash985
    @madhabdash985 5 หลายเดือนก่อน +26

    ଉପରି ଆସୁଥିଲା ଟଙ୍କା ଆଉ କଣ କରିବେ ବାବୁ ଏମିତି ବିଳାସ ଉପଭୋଗ କରୁଥିଲେ

  • @STOCK593
    @STOCK593 5 หลายเดือนก่อน +27

    ଇଏ ସମସ୍ତଙ୍କୁ ଟପିଗଲା....ଅଫିସର ରାଜ ର ନମୁନା ଥିଲା...

  • @prasantapattanaik862
    @prasantapattanaik862 5 หลายเดือนก่อน +8

    ବନ୍ୟ ଜୀବଜନ୍ତୁ ବେଆଇନ ରଖିବା ଦଫା ଲଗାଯାଉ।

  • @sarojkumardas4918
    @sarojkumardas4918 5 หลายเดือนก่อน +4

    ପ୍ରଶାସନିକ ଅଫିସର ମାନେ ଆଗରୁ କଣ କରୁଥିଲେ ଯେଉଁ ନେତା ମନ୍ତ୍ରୀ ମାନେ ଥିଲେ କଣ କଣାଥିଲେ ନା ଅନ୍ଧ ଥିଲେ ଅଵିକା ସଵୁ ଧରା ହେଉଛି ଧନ୍ୟ ଧନ୍ୟ
    ନେତା ମନ୍ତ୍ରୀ ମାନଙ୍କ ଘର ରେଡ୍ କଲେ ସୁନାର ଓଡ଼ିଶା ହେବ ❤

  • @jadabanandadas473
    @jadabanandadas473 5 หลายเดือนก่อน +23

    A sabu pain BJD Sarakara dai.

  • @dibyalochanbehera3012
    @dibyalochanbehera3012 5 หลายเดือนก่อน +13

    ଜଙ୍ଗଲ ବିଭାଗ ପାଇଁ କୋଟି କୋଟି ଅର୍ଥ ବୋରାଦ ହେଲେ ଅଧିକାରୀ ବାବୁ ମାନେ କରୁଛଅନ୍ତି ଆରାମ ଓଏସ ଜୀବନ ଯାପନ ଭିଜୁଆଲ କୁ ଆହୁରି ଦେଖନ୍ତୁ

    • @prabinpadhan4046
      @prabinpadhan4046 5 หลายเดือนก่อน

      sata katha ...Sabu thi emiti corruption jaha asuchi paisa sabu chalu karuchanti Debrigarh ranger v semiti

  • @GaneswarKamar
    @GaneswarKamar 5 หลายเดือนก่อน +4

    ମୂର୍ତ୍ତିକା ସରକ୍ଷଣ ଭଲ ହେଇଛି

  • @sarojpradhan5509
    @sarojpradhan5509 5 หลายเดือนก่อน +1

    ନବୀନ ପଟ୍ଟନାୟକ ର ପୋଷା ଅଧିକାରୀ ଶଳେ..... ନବୀନ ଆଉ ତା ରାତିର ସାଥି ପାଣ୍ଡୁ ପୁରା ଓଡିଶା କୁ ଖୋଳ କରିଦେଇଛନ୍ତି 😡

  • @amitakar94
    @amitakar94 5 หลายเดือนก่อน +16

    ଅନ୍ୟୟ ଧନ ବଢ଼େ ବହୁତ ଗଲା ବେଳେ ଯାଏ ମୂଳ ସହିତ ଗୋଟେ ଚାକିରିଆ ଏତେ ପଇସା ଆସିଲା କୋଉଠୁ

    • @Yediwqtydete
      @Yediwqtydete 5 หลายเดือนก่อน +1

      Salary tar only 60k ....Lutichi 20 crore....

  • @chaturbhujamahakuda3301
    @chaturbhujamahakuda3301 5 หลายเดือนก่อน +14

    Bahut badhia forester jahaku kahanti.

  • @aktutorial1179
    @aktutorial1179 5 หลายเดือนก่อน +10

    ସେ ରେଞ୍ଜର କୁ ଜେଲ ରେ ରଖାଯାଉ

  • @soumyashreebehera5612
    @soumyashreebehera5612 5 หลายเดือนก่อน +6

    ରେଞ୍ଜର ଭଳି ଅନେକ ସରକାରୀ ଅଧିକାରୀଙ୍କ ସମ୍ପତ୍ତି ତଦନ୍ତ କରାଯାଉ । ଦେଖନ୍ତୁ କ'ଣ ସବୁ ଘଟିବ ।

  • @SapanSankar
    @SapanSankar 5 หลายเดือนก่อน

    କନକ ଟିଭି ସାର୍ ଗଂଜାମ ଜିଲ୍ଲା ଆସନ୍ତୁ ଅଧିକ ଚୋର ଗିରଫ କରିବା

  • @sabitadash8140
    @sabitadash8140 5 หลายเดือนก่อน +5

    Baa baa ama deshara rakshak

  • @sshelp9731
    @sshelp9731 5 หลายเดือนก่อน +5

    ନେଜେ କଲେ ଲୀଳା ଅନ୍ୟ କଲେ ରେଞ୍ଜର ଦେବେ କିଳା

  • @jashobantamallik101
    @jashobantamallik101 5 หลายเดือนก่อน +3

    ବାବୁ ଙ୍କ ବାଳ ଗୋଟେ ବି ରଖନି ଏମତି ଦଫା ଲଗାଯାଏ ଆଉ ଗୋଟେ ଦୁବ ଯେମିତି ନ ଉଠେ। ଲଜ୍ଜ୍ୟା ନାହିଁ ।ନିର୍ଲଜ କୁ।

  • @saratkumarpanda7007
    @saratkumarpanda7007 5 หลายเดือนก่อน +2

    ବଢିଆ କରିଛନ୍ତି।

  • @shinquanone8714
    @shinquanone8714 5 หลายเดือนก่อน +10

    ଲୁଟିଚି ପୁରା 😅😅😅 ମସ୍ତି ରେ।

  • @Binodkumarpanigrahi2187
    @Binodkumarpanigrahi2187 5 หลายเดือนก่อน +1

    ଏ ସବୁ ପଶୁ ଓ ପକ୍ଷୀ ମାନଙ୍କୁ ନନ୍ଦନ ନନ୍ଦନକାନନରେ ରଖନ୍ତୁ, ରେଞ୍ଜର କୁ Jail ପଠାଯାଉ

  • @sanjaykumarnayak5143
    @sanjaykumarnayak5143 5 หลายเดือนก่อน +1

    ତାର ପୁଅ ଝିଅ କୁ ରେଫ କରିଦିଅ ସେ ଜାଣିବ କଷ୍ଟ କଣ

  • @abhimanyurout4574
    @abhimanyurout4574 5 หลายเดือนก่อน +4

    ସେଶଳାଟୀ,ସାରା,ଓଡ଼ିଶା, ନେଇଗଲାଣୀ,

  • @prasantapattanaik862
    @prasantapattanaik862 5 หลายเดือนก่อน +6

    ଗରିବ ଲୋକଟିଏ ଘର କରି ରହିବା ପାଇଁ ଦୁଇ ଡିସିମିଲ ଜାଗାରେ ଥିଲେ ଜଁଗଲ୍ ଜମି କହି ଉଛେଦ ହେଉଛି,ଆଉ ଇଏ କଣ?

    • @samsonsingh1086
      @samsonsingh1086 5 หลายเดือนก่อน +1

      କଣ କରିବା ଭାଇ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ,

  • @sasanksekharaswain9208
    @sasanksekharaswain9208 5 หลายเดือนก่อน +14

    ରାମ ରାଜ୍ୟ ପ୍ରତିଷ୍ଠା ହେବ,

  • @jayadevsahoo9916
    @jayadevsahoo9916 5 หลายเดือนก่อน +7

    Gotie sarkar rahile aeia hue

  • @duryodhanmahanta7766
    @duryodhanmahanta7766 5 หลายเดือนก่อน

    ଏ ବାବୁ ପାଣ୍ଡିଆନ ବାବୁ ଙ୍କ ଗେଲ୍ହା ପୁଅ। ୟାଙ୍କୁ ଭଲ ଭାବରେ ଧୋଲେଇ କର। ସତକୁ ସର୍ବସାଧାରଣରେ ପ୍ରକାଶ କରାଯାଉ।

  • @laxmansahoo4681
    @laxmansahoo4681 5 หลายเดือนก่อน

    ସବୁ ଧଳା ଜହର ବଗର କାରନାମା ମଦ ପିଇ ଘରେ ଶୋଇଲା,, ମହାରାଜା ଉଵାଚ ---ମୋର ସିଂହାସନ ଦରକାର,, ତମେ ଯେତେ ଅଛ ଓଡ଼ିଶାର ସରକାରୀ କର୍ମଚାରୀ ତମେ ଯାହା ଇଛା ଯାହା ପାରୁଛ କର 🎉

  • @pradhancreation8025
    @pradhancreation8025 5 หลายเดือนก่อน +3

    ୩୦% ୪୦%ପିସି ନେଉଥିବ।ଏ ରେଞ୍ଜର

  • @akshayapanda7446
    @akshayapanda7446 5 หลายเดือนก่อน +4

    Nandankanan incharge pakhare koti koti black money achi arrest him

  • @ajitnayak5890
    @ajitnayak5890 5 หลายเดือนก่อน

    ଏ ଶଳାଟା ଉପରେ କେତେଟା ନେତା ମନ୍ତ୍ରୀ ଙ୍କ ହାତ ଥିଲା ଟିକେ ସେ ଶଳାକୁ ପଚାରିବ ନବୀନ ବାବୁ କୁଆଡେ ଯାଇଥିଲେ 5 ଟି କୁଆଡେ ଯାଇଥିଲେ କେଇ ଜାଣିପାରିଲେନି ସବୁ ଜାଗା କୁ ବସ୍ତି ବାସିନ୍ଦା ଙ୍କୁ ଦିଆ ଯାଉ 👍👍

  • @Binodkumarpanigrahi2187
    @Binodkumarpanigrahi2187 5 หลายเดือนก่อน +1

    ଇଏ କଣ ସ୍ଵର୍ଗର ଇନ୍ଦ୍ର ରାଜା ଥିଲା କି?ଏହି ଅଭଦ୍ର ରେଞ୍ଜର କୁ ଗିରଫ କରାଯାଉ, କାହା ବାପା ପଇସା ଖର୍ଚ କରିଛି?

    • @tnanda1432
      @tnanda1432 5 หลายเดือนก่อน

      ନବୀନ ପଇସା ରେ

  • @SuniGah
    @SuniGah 5 หลายเดือนก่อน

    Thanks bhai

  • @TrueIndian66
    @TrueIndian66 5 หลายเดือนก่อน

    ତମର ସବୁ ମାଗିହା ହୋସ ଉଡି ଯାଉଛି ମାଗିହା....
    କନକ ନିୟୁଜ ର ମାଲିକ ନିର୍ବାଚନ ରେ ଯେତେବେଳେ 5-10 ହଜାର ଲେଖା ଗୋଟେ ମୁଣ୍ଡ ପିଛା ବାଂଟୁଛି ସେତେବେଳେ ମାଗିହା ତମର ହୋସ ଉଡ଼ୁନି

  • @sanmaylenka
    @sanmaylenka 5 หลายเดือนก่อน

    ରାଜସୁନାଖଳା ର କୋଟଗଡ଼ ରେ ଥିବା ପାର୍କ ର ଦୁର୍ନୀତି କେବେ ଉଜାଗର କରିବେ ଯାହାକି jungle ଜମି ସହ ପାହାଡ଼ କଟା ଯାଇ ବନାହେଇଛି. କିଏ କେମିତି କୋଉ ଆଇନ ରେ permission ଦେଇଛି. ଏ ଦିଗରେ jungle ଜମି ଆଇନ କଣ କହୁଛି.

  • @NSTAR195
    @NSTAR195 5 หลายเดือนก่อน

    ଯାହା ହଉ ଯାହା ଭି କରିଲେ କିନ୍ତୁ ସେ ଜଣେ ପ୍ରାକୃତି ପ୍ରେମୀ ଯାହା ଭି ପଶୁ ପକ୍ଷୀ ରଖିଛନ୍ତି ସବୁ ଲିଗାଲ୍

  • @nabakishoresahu7684
    @nabakishoresahu7684 5 หลายเดือนก่อน

    ଅସୁବିଧା କୋଉଠି ରହିଲା? ସିଏ ଭଲ କାମ କରିଛନ୍ତି, ଆପଣମାନେ କରି ପାରିଵେନି ଅଥଚ ସମାଲୋଚ଼ନା କରିବେ ।

  • @kailashmohanta6476
    @kailashmohanta6476 5 หลายเดือนก่อน

    ଧନ୍ୟବାଦ ମୋହନ ମାଝି ସରକାର।
    ମାଡି ଚାଲନ୍ତୁ।
    ନବୀନ ପଟ୍ଟନାୟକ ଠାରୁ ମୋହନ ମାଝି ସରକାର ବ‌ହୁତ ଭଲ

  • @bijayapppradhan4563
    @bijayapppradhan4563 5 หลายเดือนก่อน +4

    ଉଚ୍ଚଶିକ୍ଷିତ

  • @JayShreeRam10905
    @JayShreeRam10905 5 หลายเดือนก่อน

    ଯଦି ଗୋଟିଏ ସରକାର ବହୁତ ବର୍ଷ ଶାସନ କରିଥାଏ, ତେବେ ଦୁଇଟା କଥା ହୋଇଥାଏ
    ୧ - ରାଜ୍ୟ ରାମରାଜ୍ୟ ହୋଇଥାଏ
    ୨ - ରାଜ୍ୟ ରେ ସମସ୍ତେ ଚୋର ହୋଇଯାଇଥାନ୍ତି
    ବିଜେଡି ସରକାର ଦୀର୍ଘ ୨୫ ବର୍ଷ ଶାସନ କାଳ ମଧ୍ୟରେ ଓଡିଶା ରାମରାଜ୍ୟ ତ ହେଲା ନାହିଁ ହଁ ତାଙ୍କର ସମସ୍ତ କର୍ମଚାରୀ ଚୋର ହେଇଗଲେ

  • @NataRajsing2364
    @NataRajsing2364 5 หลายเดือนก่อน

    BJD ପାବାର୍ ସରକାର

  • @kanhahomedecorating6602
    @kanhahomedecorating6602 5 หลายเดือนก่อน

    ମୋହନ ବାବୁ 5ବର୍ଷ ଭିତରେ ଏଇ ଭଳିଆ ଚୋର ମାନଙ୍କୁ ସାବାଡ କର

  • @tnanda1432
    @tnanda1432 5 หลายเดือนก่อน

    ତାକୁ ଏସବୁ କିଏ ଦେଲା ନବୀନ ନା ମୋହନ? ମିଡିଆ ଜନମତ ସଂଗ୍ରହ କରନ୍ତୁ।

  • @kanhahomedecorating6602
    @kanhahomedecorating6602 5 หลายเดือนก่อน

    ହଇରେ ନବୀନ 25 ବର୍ଷ ଭିତରେ ଏଗୁଡାକ ତତେ ଦେଖା ଗଲାନି ତୋ ଆଖିରେ କଣ ପେଳ ମଡ଼ାହେଇଥିଲା ?

  • @chittaranjanrout724
    @chittaranjanrout724 5 หลายเดือนก่อน +1

    ବହୁତଭଲ କିଛି ହେବ ନାହିଁ

  • @satyabehera9431
    @satyabehera9431 5 หลายเดือนก่อน

    ବାବୁ ଉପରେ ଗତ ସରକାର ଆଶୀର୍ବାଦ ଥିଲା

  • @Prior_Motivational
    @Prior_Motivational 5 หลายเดือนก่อน

    ଆଯି ପର୍ଯ୍ୟନ୍ତ କୈାଣସି ଦଳ ମନ୍ତ୍ରୀଙ୍କ ଘରେ କାହିଁକି ଭିଜିଲାନ୍ସ ଲାଗେ ନାହିଁ।ତାଙ୍କର ଘର ଗାଡି କୋଟି କୋଟି ଟଙ୍କାର କଉଠି ଆସୁଛି 😂😂

  • @SubashChandraSahu-bo5fm
    @SubashChandraSahu-bo5fm 5 หลายเดือนก่อน

    ଏଇଟା ମାଗିହା ବିଜେଡି ସରକାର ଲୋକ ହାଇଥିବା

  • @vasundharaofficial
    @vasundharaofficial 5 หลายเดือนก่อน +1

    Bjd = durnithi & modha re no-1

  • @khaladiherel404
    @khaladiherel404 5 หลายเดือนก่อน

    ଜଣା ନାହିଁ ଏଇ ବିଳାସ ବ୍ୟସନ ଫାର୍ମ ତିଆରିରେ କେତେ ହାତୀ, ବାଘ, ସମ୍ବର, ହରିଣ, ଝିଙ୍କ, ମୟୂର ଆଉ ଶାଳ,ପିଆଶାଳ,ଚନ୍ଦନ, ଶାଗୁଆନ ଆଦି ବଳି ଦେଇଥିବ 😢😢😢😢

  • @sabitaprusty8035
    @sabitaprusty8035 5 หลายเดือนก่อน

    ରଜ୍ୟକୁ କାଙ୍ଗାଳ କରି ସାରିଲେ, ମାଗଣା ଯୋଜନାରୁ କିଛି ଟା କମ୍ କରି ସଚ୍ଚୋଟ ଲୋକ ମାନଙ୍କୁ ନିଯୁକ୍ତିରେ ରଖିଲେ ଦରମା ନେଇ କଳା ବେପାରୀ ମାନେ ପ ଇ ସା ଖିଆ ଲୋଭି ମାନଙ୍କ ଉପରେ ଖିଆ ଲ ରଖନ୍ତେ। ଧର୍ମ ରେ ଚାଲୁ ଥିବା ଲୋକ ଦରକାର। ଏମାନେ ସବୁ ମାରି ପିଟି ଖାଇ ବା ଲୁଟେରା।

  • @PRUTHVIRAJ006
    @PRUTHVIRAJ006 5 หลายเดือนก่อน

    Nice farm I like it

  • @manoranjandhall8418
    @manoranjandhall8418 5 หลายเดือนก่อน

    ମଣିଷ ଚାକିରି କରିକି ଜୀବନ ରେ ଘର ଖଣ୍ଡେ କରିପାରୁନି ବାବୁ ଚିଡିଆଖାନା କରିଛନ୍ତି କି ଖେଳ କରିଛନ୍ତି ଜୀବନ ରେ

  • @kamakshyaprasadmallik1645
    @kamakshyaprasadmallik1645 5 หลายเดือนก่อน

    Bjd ସରକାର ର ଅବଦାନ, ଖୁଲମ୍ ଖୁଲା ଦୁର୍ନୀତି କରୁଥିଲେ ସରକାରୀ ଅଧିକାରୀ. ଏହା ହେଉଛି ଭାତ ହାଣ୍ଡିରୁ ଗୋଟିଏ.

  • @sujitsamal578
    @sujitsamal578 5 หลายเดือนก่อน

    ବନ ଅଧିାରୀଙ୍କ ନିଜର ଗୋଟେ ଅଭୟାରଣ୍ୟରେ ହରିଣ, ହାତୀ, ଘୋଡ଼ା, ବାଘ ନାହାଁନ୍ତି 😂😂

  • @rabindranathjena6052
    @rabindranathjena6052 5 หลายเดือนก่อน

    24 ବର୍ଷ ନିଜେ ଖାଇଲେ, ତା ସହିତ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଖାଇବାରେ ମାତିଲେ l ବିଜୁ ବାବୁଙ୍କ ପୁଅ ବୋଲି ଓଡ଼ିଆଙ୍କର ଭରଷା ଥିଲା l

  • @sushantsingh2166
    @sushantsingh2166 5 หลายเดือนก่อน

    E.miti sabu kale bahut sundar se sir prakuti premi tanku puraskar diajiba katha

  • @FAKIRJENA-du2zs
    @FAKIRJENA-du2zs 5 หลายเดือนก่อน

    ଆରେ ସବୁ ଧରା ହେବେ। ତୁମେ ଥୟ ଧର। ଏକା ଦିନେ କେମିତି କଣ କିଏ ଧରା ପଡିବ ?

  • @a.difficultresearch..boy.7729
    @a.difficultresearch..boy.7729 5 หลายเดือนก่อน

    ସବୁଠାରୁ ବଡ଼ କାଠ ମାଫିଆ ହଉଛି forest department... ର ବଡ଼ ବଡ଼ ଅଫିସର

  • @saraswataparija3
    @saraswataparija3 5 หลายเดือนก่อน

    ଏଁ ...ହଂସ ରଖା ଯାଇଚି ,ହଂସ କେମିତି ଏଁ ... କୁକୁଡା କୋଉଭଳି ଭାବେ... ଏଁ..ଏଠାରେ କୁକୁଡା ମଧ୍ଯ ରଖାଯାଇଚି...କ'ଣ କହିବ ମୁଁଡ ବାଉଳା 😅

  • @akshayapanda7446
    @akshayapanda7446 5 หลายเดือนก่อน +1

    Kya kehna chahate ho

  • @nabakishore4297
    @nabakishore4297 5 หลายเดือนก่อน

    ଚୋର ହରାମି କୁ ଖାଲି ମାଡ଼ ଦେଇ ସବୁ ଦିନ ପାଇଁ ଜେଲର ସଜା ଦିଆଯାଉ ।

  • @SanjaySingh-nb5me
    @SanjaySingh-nb5me 5 หลายเดือนก่อน

    ଜୟ କିଷାନ, ଏ ଫାର୍ମ ତ ପି. ମହାରଥୀ ଠାରୁ ବଳିଗଲା, ବିଜେଡ଼ି କୃଷି ମନ୍ତ୍ରୀ ରାଜା ସ୍ୱାଇଁ ଙ୍କ ର ସମ୍ପକୀୟ ହୋଇଥିବ, କଟକଜିଲ୍ଲା ର ଏକ ନମ୍ବର ଚାଷୀ ଙ୍କୁ ସମ୍ମାନିତ କରିବା ଦରକାର ???

  • @Satapathy-Odia-Vlogs
    @Satapathy-Odia-Vlogs 5 หลายเดือนก่อน

    ❤❤❤❤

  • @durgeshpatra4498
    @durgeshpatra4498 5 หลายเดือนก่อน +1

    କଣମଲା ବେଳେ ସେ ନେଇକି ଯିବ ଏଇଠି ଛାଡିକି ଯିବ ସରକାର ପାଇଁ

  • @NBHOSTUDIO
    @NBHOSTUDIO 5 หลายเดือนก่อน

    କଳା ଧନ ଲୋ ବୋଉ

  • @rajendrasahoo9363
    @rajendrasahoo9363 5 หลายเดือนก่อน

    Sabu ଜିଲ୍ଲା ର ଯୋଗାଣ ଅଫିସର ଆଉ ରଞ୍ଜର

  • @sanjayroutray9246
    @sanjayroutray9246 5 หลายเดือนก่อน

    Local m.l.A ଙ୍କ ଠାରୁ ରିପୋର୍ଟ ନେଇ ରେଡ୍ କରାଯାଉ

  • @prasantkudas3438
    @prasantkudas3438 5 หลายเดือนก่อน

    ମାଇଚିଆ ନବୀନା ଯୋଗୁଁ ଏ ମାହାଗିହାମାନେ ଉପର ମୁହାଁ

  • @niranjanbehera6142
    @niranjanbehera6142 5 หลายเดือนก่อน

    ଯେତେ level 1,2 officer ସମସ୍ତେ ସମାନ ସବୁ ତକନ୍ତ ହେବା ଦରକାର
    ଏମାନେ ରାଜକୋଷକୁ ଲୁଣ୍ଟନ କରିନ୍ତି

  • @sabitaprusty8035
    @sabitaprusty8035 5 หลายเดือนก่อน

    ଲୋକ ଯଦି ଗୋଟିଏ ଶୁ ଆ ,ପାଳିଲେ ଏହି ନିକଟ ରେ ଘଟଣା ଟି ଘଟିଥିଲା ପରିବାର ର ସମସ୍ତେ ଶୁ ଆ ଟି ର ମମତାରେ ବାନ୍ଧି ହୋଇ ଥିଲେ,.କିପରି, ଜବର୍ ଦସ୍ତି ନେଇ ସମସ୍ତ ଙ୍କର ଆଖିରେ ଲୁହ ଦେଇ ଥିଲେ।

  • @pandaprasant
    @pandaprasant 5 หลายเดือนก่อน

    Bhai sedha kauns se nandan kanan karithila

  • @sisirkumarsadangi5316
    @sisirkumarsadangi5316 5 หลายเดือนก่อน +1

    Ahuri anek lunthana kaari officer maney achhanti abhali karjyanustan hei chaliley khub sighra se sabu nka ra bi pardafash hei pariba.

  • @biranchinarayanmohanty331
    @biranchinarayanmohanty331 5 หลายเดือนก่อน

    Thanks, to vigilance department.
    .

  • @akshayasahoo8251
    @akshayasahoo8251 5 หลายเดือนก่อน +1

    ମାଘିଆ କୁ ଫାଶୀ ଦିଆଯାଉ 👍👍🫵🫵

  • @BayijantiPingua-rf8sk
    @BayijantiPingua-rf8sk 5 หลายเดือนก่อน

    Sabu bada badia loka bahut pakhinku rakhichhanti

  • @MINIMOTIVATION6242
    @MINIMOTIVATION6242 5 หลายเดือนก่อน

    କିଛି ଦିନ ତଳେ କିଏ ଜଣେ ସୋସିଆଲ ମିଡିଆରେ ଛାଡିଥିଲେ ଗୋଟିଏ ଶୁଆ କୁ ନେଇକି, କିଛି ଘଣ୍ଟା ଯାଇଛି କି ନାହିଁ ତା ଘରେ ପୋଲିସ୍ ପହଞ୍ଚି ସେ ଶୁଆ କୁ ନେଇଆସିଲେ। ଆଉ ଏଠି ଫସି ରହିଥିବା ସବୁ ପକ୍ଷୀ ମାନଙ୍କୁ ଉଦ୍ଧାର କେବେ କରିବେ ପ୍ରଶାସନ ଅଧିକାରୀ ??

    • @bhabanisankar669
      @bhabanisankar669 5 หลายเดือนก่อน

      Desi Sua boli nei gale..But Forest officer nije Peacock 🦚 rakhi chhanti..!!.Jaha Gote Indian forest Bird ate..Indian Forest Animals and birds nku ghare rakhiba illegal ate..Kebala Domestic and foreign Birds au Animals hin rakhi heba ghare..

  • @GaneswarKamar
    @GaneswarKamar 5 หลายเดือนก่อน

    ଗଛ ଲଗେଇବା କଉ ସମ୍ଭିଧାନ ରେ ଲେଖା ହେଇଛି ଅପରାଧ

  • @RajeshSingh-ul9ff
    @RajeshSingh-ul9ff 5 หลายเดือนก่อน

    1:29 seta hangsa nuhan baga 😅

  • @sureshkumarsamal8314
    @sureshkumarsamal8314 5 หลายเดือนก่อน

    Tama news bala agaru kouthi thila

  • @tapanSWAIN-ks7fs
    @tapanSWAIN-ks7fs 5 หลายเดือนก่อน +1

    Good governance of BJD party.all officers fearless

  • @sabitaprusty8035
    @sabitaprusty8035 5 หลายเดือนก่อน

    ଏଠା

  • @surendra_19
    @surendra_19 5 หลายเดือนก่อน

    Ai ta odisha

  • @nrusinghcharanswain2501
    @nrusinghcharanswain2501 5 หลายเดือนก่อน

    ଦେଶୀ କୁକୁଡ଼ା ରଖିବା କଣ ଅପରାଧ, ଏ ମୂର୍ଖ reporter କେଉଁ jungle ରୁ ଧରାହୋଇ ଆସିଛି I

  • @SanjayKumar-zl1ib
    @SanjayKumar-zl1ib 5 หลายเดือนก่อน

    All Odisha re service koruthiba DFO, Renjar samastanko ghore red Koro,,

  • @PitabasaSenapati
    @PitabasaSenapati 5 หลายเดือนก่อน

    କାହାରିକୁ ଛାଡ ନାହିଁ 🎇🎇🎇🎇🎇🎇🎇

  • @Mmmttttiiii
    @Mmmttttiiii 5 หลายเดือนก่อน

    Mohan Sir nku request karuchhi sabu forest dept ra staff maximum staff jungle ku nasta Kari nija ra personal property bahut bada Kari loot karichhanti..tenu Kari Mohan Sir nku request je ai chora mana nku samasta nku jaldi a pari arrest karantu..

  • @prafullabarik7085
    @prafullabarik7085 5 หลายเดือนก่อน

    ଗଲା ଏବେ ସବୁ ବାଳ ଖାଇ ଗଲା ।

  • @bibhuprasaddash1552
    @bibhuprasaddash1552 5 หลายเดือนก่อน

    2nd Nandankanan.

  • @rabinaik7987
    @rabinaik7987 5 หลายเดือนก่อน

    Padha lekha maane neta mnanka officer ... Dhanya ho bjd sir ...

  • @rajneeshkumar1303
    @rajneeshkumar1303 5 หลายเดือนก่อน

    Forest guard chakiri pain ethara demand badhiba😄😂😂

  • @choudhuri99
    @choudhuri99 5 หลายเดือนก่อน +1

    Agaru kehi dekhi nathileki ?