ଭାରତପୁର ଥାନା ଅଧିକାରୀ ମୋ ଠୁ ଟଙ୍କା ଖାଇଲେ ହେଲେ ନ୍ୟାୟ ଦେଲେନି : ଅଭିଯୋଗକାରୀ | Bharatpur Police Station

แชร์
ฝัง
  • เผยแพร่เมื่อ 11 พ.ย. 2024

ความคิดเห็น • 213

  • @srikanta671
    @srikanta671 หลายเดือนก่อน +145

    ସସପେଣ୍ଡ କରାଯାଉ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ବୁଲୁଛନ୍ତି,, ନୂଆ ପିଲାଙ୍କୁ ଚାକିରୀ ଦିଅ

    • @niharranjannayak5458
      @niharranjannayak5458 หลายเดือนก่อน

      Nuapila nku tume pini chora kahiba

    • @narendrabehera3671
      @narendrabehera3671 หลายเดือนก่อน

      Bada Chora police 🚔
      2nd British shasan karucha public ku

    • @rushibehera771
      @rushibehera771 หลายเดือนก่อน

      Se jaga seya ....kete bhala hele b choro boli kahibe

    • @kailashnayak7643
      @kailashnayak7643 หลายเดือนก่อน

      Right

    • @niharranjannayak5458
      @niharranjannayak5458 หลายเดือนก่อน

      @@kailashnayak7643 ame mane semananku ghare basi chora kahiba

  • @jaydhanraj8864
    @jaydhanraj8864 หลายเดือนก่อน +86

    ପୋଲିସ୍ ତ pcr ଭ୍ୟାନ ରେ ତେଲ ପକେଇବାକୁ ଲୋକ ଙ୍କ ଠାରୁ ପଇସା ନଉଛନ୍ତି । ସରକାର ଦେଇଥିବା ପଇସା ଯାଉଚି କୁଆଡେ ? ୟେ କଥା ସରକାର ଶୁଣି ପାରୁନାହାନ୍ତି ?

    • @m.santoshkumar2504
      @m.santoshkumar2504 หลายเดือนก่อน +1

      Jete darama paile Kan haba.
      Loka mane ta muhare chhepa pakau chhanti.

    • @srsmedia6672
      @srsmedia6672 หลายเดือนก่อน +1

      5T ସରକାର ର matter ବୋଧେ।
      ସେ ସମୟ ର। ଭଲ ଭାବରେ ତଦନ୍ତ କରି ଶଳା ସବୁ ଇନଭୋଲ୍ଭ ପୋଲିସ କୁ ଚାକିରି ରୁ parmaent ଚାକିରି ବହିଷ୍କାର କରା ଯାଉ। ପିଲା ବେକାରୀ ଅଛନ୍ତି, ନିକଲୋ ସାଲେ କୋ।

    • @RosnaBibi-o5e
      @RosnaBibi-o5e หลายเดือนก่อน

      A sarkar kahichi public ku magi ki chala

    • @prasantmaharana722
      @prasantmaharana722 หลายเดือนก่อน

      laguchi tame bodhe jaiki pcr gadi re tanki re jaiki tela pakaucha daily daily😂😂

  • @kishorchandra2531
    @kishorchandra2531 หลายเดือนก่อน +30

    ଯଦି ମେଜର ଓ ତାଙ୍କ ବାନ୍ଧବୀ ଭୁଲ କଲେ ତେବେ ଏତେ ଲୋକ ଯେଉଁ ଅଭିଯୋଗ କରୁଛନ୍ତି ତାହା କଣ ମିଛ?ଏପରି କିଛି ଅଫିସର ଙ୍କ ପାଇଁ ପୋଲିସ ବିଭାଗ ବଦନାମ ହେଉଛି।ତଥାପି କେତେ ଦୁର୍ନୀତିଗ୍ରସ୍ତ ପୋଲିସ ନିଲମ୍ବନ ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି।ଏହା ହାସ୍ୟାସ୍ପଦ।

  • @ashokkumarDas-e4x
    @ashokkumarDas-e4x หลายเดือนก่อน +41

    ଆମୂଳ ଚୂଳ ପରିବର୍ତ୍ତନ ଦରକାର,ଏଇ ସବୁ ଅଭ୍ୟାସ ପୋଲିସ ମାନଙ୍କର ରକ୍ତ ରେ ମିଶିଯାଇଚି

  • @ArunDas-hc5zz
    @ArunDas-hc5zz หลายเดือนก่อน +22

    ଜନତାଙ୍କ ପାଇଁ ଶାସନ ବ୍ୟବସ୍ଥା , ସ୍ଵଛ ,ନିରପେକ୍ଷ,ଅନୁଶାସନ ଲୋକଙ୍କୁ ଗୋଗେଇବା କାର୍ଯ ନିର୍ବାହୀ ର କର୍ତ୍ତବ୍ୟ, ଯେଉଁମାନେ ଭରତପୁର ଥାନାରେ ପ୍ରତାଡିତ ହୋଇଛନ୍ତି ତାହାର ତଦନ୍ତ ହେଉ। ଏ ହା ଲୋକଙ୍କର ସୁରକ୍ଷ,ନ୍ୟାୟ,ଅଧିକାର କୁ କ୍ଷୁର୍ଣ୍ଣ କରୁଛି।ବ୍ୟତିକ୍ରମ କରିଥିବା ଅଧିକାରୀ ଙ୍କୁ ଅଗୋଗ୍ୟ ବିବେଚନା କରି ଚକିରି ରୁ ବହିସ୍କାର କରାଯାଉ ।

  • @manaromaswain9328
    @manaromaswain9328 หลายเดือนก่อน +15

    ହେ ଭଗବାନ, ଧର୍ମ ସାହିବ ନାହିଁ ରେ , ଭଗବାନ କୁ ଡର

  • @ShriramEnterprises-mn6qf
    @ShriramEnterprises-mn6qf หลายเดือนก่อน +38

    IIC must be punished

  • @pradyumnakanhar1380
    @pradyumnakanhar1380 หลายเดือนก่อน +15

    ସବୁ ଭୁଲ୍ ପୋଲିସ ଅଧିକାରୀ ମାନଙ୍କର

  • @prasantapattanaik862
    @prasantapattanaik862 หลายเดือนก่อน +12

    ଥାନା ବାବୁ ତ ମୋହନ ମାଝି ବିଧାୟକଂକୁ ନ ମାନି ଜୋର୍ ଧମକେଇ ଥିଲା,କେଆର୍ କରି ନ ଥିଲା,ଆଉ କୋଉ ଗାଈ ର ଗୋବର? ସବୁଠାରୁ ଲୋକେ ଵେଶୀ ସବୁ ବିଭାଗ ଦ୍ଵାରା ବହୁତ୍ ହଇରାଣ ହେଉଛନ୍ତି। ତେବେ ପୋଲିସର ମାତ୍ରାଧିକ ଅତ୍ୟାଚାରରେ ଏପରିକି ଲୋକେ ମରିଯାଉଛନ୍ତି। ସରକାର ଚୁପ୍।

  • @DigambarSingh-ir5no
    @DigambarSingh-ir5no หลายเดือนก่อน +15

    ଭାଇ କଣ କରିବା ଏଠି ସମସ୍ତେ ଭୁଲ ଏକା ତାଙ୍କ ପରିବାର ଆଉ ସେ ନାରୀ ନେତ୍ରୀ ଠୀକ 😂😂😂

  • @pramodjhankar9720
    @pramodjhankar9720 หลายเดือนก่อน +7

    ଏମିତି ହିନସ୍ଥା କୋୖଣସି department ହୋଇନାହାନ୍ତି । ପୋଲିସ ବାଲା ଗୋଟିଏ ଗୋଟିଏ ଡକାୟତ

  • @Biswajit2019-n3y
    @Biswajit2019-n3y หลายเดือนก่อน +6

    ଓଡିଶା ପୋଲିସ ଚୋର ଡକାୟତ ସହ ସାଥ ଦେଇ କମିଶନ ପାଏ ଆଓ ସାଧାରଣ ଲୋକ FIR ଦେଇ ଗଲେ ତାକୁ ଦୁର୍ବ୍ୟବହାର କରେ ଡରାଏ ଧମକାୟେ l କୋ ପୋଲିସ ଷ୍ଟେସନ ରେ ପୋଲିସ FIR ରଖୁ ହିଁ ନାହିଁ l ଓଡିଶା ର ସବୁ ପୋଲିସ ଷ୍ଟେସନ ର review ହବା ଦରକାର l

  • @jaydevsahoo1812
    @jaydevsahoo1812 หลายเดือนก่อน +8

    ବିଜେଡି ସମୟରେ ଟଙ୍କା ଖାଇଲେ
    ବିଜେପି ସମୟରେ ନ୍ୟାୟ ମିଳିବ

    • @Rajbeta-y8d
      @Rajbeta-y8d หลายเดือนก่อน

      Jaha to hei sarichhi bhai ..Ebe jodi nyaya semanku mile tebe nihati joy joy karibe Standing election party upore

  • @asa_janiba
    @asa_janiba หลายเดือนก่อน +3

    ତୁରନ୍ତ ସବୁ ଦିନ ପାଇଁ ବହିଷ୍କାର କରାଯାଉ ସେ IIC କୁ

  • @trailoknathkhatua6995
    @trailoknathkhatua6995 หลายเดือนก่อน +3

    ଏହି ଭଳି ହିନ ଚରିତ୍ର ଆଉ ଲାଞ୍ଚୁଆ ପୋଲିସ ଅଫିସରଙ୍କ ସାମ୍ନାରେ ତାଙ୍କ ପରିବାର ସହିତ ଦୁଷ୍କର୍ମ ଏବଂ ବଳାତ୍କାର ହେବା ନିହାତି ଆବଶ୍ୟକ, ନଚେତ କାର୍ଯ୍ୟ ରତ ସମୟରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବା ଆବଶ୍ୟକ

  • @shriramhansdah3659
    @shriramhansdah3659 หลายเดือนก่อน +8

    ମିଶ୍ର ବାବୁ... ଏ କଣ କଲ.....
    ନିଜ ଜାତି ବନ୍ଧୁ ଙ୍କୁ ବି ବଦନାମ କରିଦେଲ.....

    • @imshree99
      @imshree99 หลายเดือนก่อน +1

      କୋଉଠି ଲେଖା ଅଛି କି ନିଜ ଜାତି ର ଲୋକ ଭୁଲ୍ କୁ ଅଣଦେଖା କରିବା ଆବଶ୍ୟକ?

    • @shriramhansdah3659
      @shriramhansdah3659 หลายเดือนก่อน

      @@imshree99
      ପୁଲିସ ର ଜାତି, ବନ୍ଧୁ କେବଳ ପୁଲିସ ହିଁ ହେଇ ପାରିବେ....
      ସର୍ବ ସାଧାରଣ ଲୋକ ତ କେବେ ବି ନୁହ l

  • @pradiptarout4070
    @pradiptarout4070 หลายเดือนก่อน +1

    ୟେ ମଗୀଆ ଆଇଆଇସି କିଛି କାମ କରୁନାହାନ୍ତି ୟେ ସଲଙ୍କୁ କାମ ହିସାବରେ ମଜୁରୀ ମିଲୁ ପ୍ରତି ଥାନାରେ ଲୋକ ଅଦାଲତ ହେଲେ ପୋଲିସ ର କେତେ ଦକ୍ଷତା ଜଣାଯିବ

  • @sujitbisi7185
    @sujitbisi7185 หลายเดือนก่อน +12

    Bharatpur re aau bhi emiti case thiba inquary hau

  • @Tapan16928
    @Tapan16928 หลายเดือนก่อน +17

    Sunila belaku kharap laguchi, Gadi re Tela nahi 😂😂😂

  • @Gyana0018
    @Gyana0018 หลายเดือนก่อน +9

    Ete dina NEWS channel thile kouthi.....ebe ta bhala Sabu loka nka CASE anuchanti ! 👍👍👍Good job
    But REMEMBER
    Dharmo Rakshita Rakshitah 🙏

  • @malaysenapati2981
    @malaysenapati2981 หลายเดือนก่อน

    ଓଡ଼ିଶା ବାସୀ ଦେଖ ଓଡ଼ିଶା ରେ ପୁଲିସ ବାବୁ ମାନେ ଏମିତି କରୁଛନ୍ତି ଗରିବ ଲୋକଙ୍କୁ ହଇରାଣ,କଣ ନା ପୁଲିସ ବାବୁ ମାନେ ହରତାଳ କରୁଛନ୍ତି ଆମେ ଚାକିରୀ ଛାଡ଼ିଦେବୁ ହେଲେ ଆମେ ବଦନାମ୍ ସହିବୁ ନାହିଁ,ତମ ଇଚ୍ଛାର ଯାହା କରିବ ପୁଲିସ ଚାକିରୀ

  • @hadibandhusamal3924
    @hadibandhusamal3924 หลายเดือนก่อน +1

    ହାରାମି

  • @bhabanemallick1801
    @bhabanemallick1801 หลายเดือนก่อน +3

    Police. Mane. Meli. Karuthile. E. Mousanka. Kathare. Jabab. Diantu

  • @subhransubindhani8996
    @subhransubindhani8996 หลายเดือนก่อน +1

    Police Ku Army Bhalia Dipicpline ra sikhya dia jau... ଦେଶ ର ସୈନିକ ଶେଷ ବିନ୍ଦୁ ରକ୍ତ ଯାଏ ଦେଶ ସେବା ପାଇଁ ସମର୍ପିତ ହେଲେ ଆମ police ଲୋକ ଙ୍କୁ ଲୁଟିବା ଶକ୍ତି ନିରୀହ ଲୋକ ଙ୍କ ପ୍ରତି ବ୍ୟବହାର କରିବା ପାଇଁ ସମର୍ପିତ

  • @NarsinghPujari-b9t
    @NarsinghPujari-b9t หลายเดือนก่อน +2

    Apana jagichanti dhanyabad

  • @pradiptadas1726
    @pradiptadas1726 หลายเดือนก่อน +1

    ଆପଣ ମାନଙ୍କ ନିଶ୍ୱାସ ର ଫଳ ଫଳିଲା

  • @rabihota6973
    @rabihota6973 หลายเดือนก่อน +3

    Kitne cases h bhai inke khilaaf, roz naye log awaaz utha rahe hain. Sahi h. Jantaa jaag rahi h🙏

  • @viralvideosfun382
    @viralvideosfun382 หลายเดือนก่อน +6

    Police ta power dekhauchi... Niriha lokanku hairan kariba ta mukhya kana

  • @frafulanayaknayak6970
    @frafulanayaknayak6970 หลายเดือนก่อน +4

    This police officer must dismiss

  • @maakitchenette
    @maakitchenette หลายเดือนก่อน

    ଖଜୁରି ଗଛର କେ ଗୁଣ ରହିଛି ମୂଳ ରୁ ପାହୁଚ ପହୁଚ୍ ସବୁ ସରକାର ଏକ

  • @BINDUMATINAYAK-uu8cl
    @BINDUMATINAYAK-uu8cl หลายเดือนก่อน +4

    Iic ku jail

  • @pravatkumarmishra9760
    @pravatkumarmishra9760 หลายเดือนก่อน +1

    ଓଡ଼ିଶା ପୋଲିସ।ବହୁତ୍ ଉଦ୍ଧତା ଚାକିରି ଖଣ୍ଡେ ପାଇଗଲେ ସମସ୍ତଙ୍କୁ ଅଭଦ୍ରମୀ କରିବୁ ଲାଞ୍ଚ ନବୁ ଏ ପ୍ରଥା ବନ୍ଦ।ହେଉ ଲୋକଙ୍କ ସେବା କରିବା ପାଇଁ ଶପଥ ନିଅ ଯିଏ ଅନିତି କରିବ ତାକୁ ଚାକିରୀରୁ ବିଦାୟ ଦିଆଯାଉ ଅହଙ୍କାର ଭାଙ୍ଗି ଯିବ

  • @gopalchandrapallai5200
    @gopalchandrapallai5200 หลายเดือนก่อน +4

    Live example of police harassment who will take action

  • @indianeedshimodiaenglish9505
    @indianeedshimodiaenglish9505 หลายเดือนก่อน

    ଦିନ କୃଷ୍ଣ ମିଶ୍ର ବିଦେଶୀ ବ୍ରାହ୍ମଣ , ଯେମିତି Police station ଲାଞ୍ଚ ଖାଉଛି , ସେଇ ବ୍ରାହ୍ମଣ ମନ୍ଦିରରେ ବି ରାଜ କରୁଛି , ଏଣୁ ଆମ ST,. SC, OBC, ହିନ୍ଦୁଧର୍ମ ଛାଡ, ଏଥିରେ ଶାନ୍ତି , ଦୟା, କ୍ଷମା, କିଛି ନାହିଁ। ବ୍ରାହ୍ମଣ ଆମଠୁ ଶଷଣ କରୁଛନ୍ତି।

  • @joshabantagarnayak
    @joshabantagarnayak หลายเดือนก่อน +2

    Case karantu, Judge ku writing re diantu

  • @atmaramdasatmaramdas3879
    @atmaramdasatmaramdas3879 หลายเดือนก่อน

    ପୋଲିସ ସଂଘକୁ ନିବେଦନ ଏ ଅଭିଯୋଗକାରିଙ୍କ କଥା ବୁଝନ୍ତୁ

  • @sunilkumarkaran4814
    @sunilkumarkaran4814 หลายเดือนก่อน +2

    ସଳା ପୋଲିସ କୁ ଲାଜ ନାହିଁ

  • @rabindrajati8272
    @rabindrajati8272 หลายเดือนก่อน

    Odisha people please realise the plight of common people. How helpful our Bharatpur Police Staff and IIC Dinakrushna Mishra. CM Sir please issue transfer order for complete Commissionerate police staff who have completed 3 years tenure to KBK for better police administration in BBSR and Cuttack.

  • @abhiabhi2511
    @abhiabhi2511 หลายเดือนก่อน

    ନାରୀ ନେତ୍ରୀ ମାନଙ୍କ ର କାଇଁ କିଛି କମେଣ୍ଟ ଆସୁନିତ

  • @adityasathua
    @adityasathua หลายเดือนก่อน +3

    Nayak film

  • @pramilabiswal942
    @pramilabiswal942 หลายเดือนก่อน +4

    Naveen sarkar, Mohan sarkar so differerent, Sabu thana re chor, Sr Citizen 100/- dele Card hsnover karuchhanti, chhi chihi Tama deptt

  • @nalajipradhan-rk3gb
    @nalajipradhan-rk3gb หลายเดือนก่อน +1

    Right

  • @prasantapattanaik862
    @prasantapattanaik862 หลายเดือนก่อน +1

    ସରକାର କହିଛି ଚା ପାଣି ପରା ଦେବ। ଯ ଯୋଉ ସରକାର କହିଛି ତାକୁ କହିବ ସେ ଦେବ ବୋଲି ସବୁ ବିଭାଗ କହୁଛନ୍ତି।

  • @satyasecret123
    @satyasecret123 หลายเดือนก่อน +2

    PCR van investigation re jib paen kou kou jagare paesa nauchanti comments karantu

  • @kalandimuduli
    @kalandimuduli หลายเดือนก่อน +2

    ଛି

  • @Banamalitripathy-qh4gj
    @Banamalitripathy-qh4gj หลายเดือนก่อน

    ଭିକ ମାଗୁନ ବଡ ଦାଣ୍ଡ ରେ ବହୁ ଟଙ୍କା ମିଳିବ ଚୋର ମାଗିହା ପୁରା ଜନତାଙ୍କୁ ଲୁଟିଛି ତା ପିଲା ମାନେ ଭିକ ମାଗିବେ ଦେଖିବ ରୁହ

  • @NilimaNayak-xw1vz
    @NilimaNayak-xw1vz หลายเดือนก่อน +1

    Iic. Ku. Dissmiss.karajau

  • @pravatsethy8647
    @pravatsethy8647 หลายเดือนก่อน +1

    ଇଏ ମିଶ୍ର iic ଦଣ୍ଡ ଦିଅନ୍ତୁ

  • @jitsingh5768
    @jitsingh5768 หลายเดือนก่อน +2

    Dino krushna mishro ro papo ro handi bhori gola

  • @rabindranathrout2937
    @rabindranathrout2937 หลายเดือนก่อน

    IIC ଘର ରେଡ୍ କରି ଆୟ ବହିର୍ଭୁତ ସମ୍ପତି ବାହାର କରାଯାଉ

  • @jagannathnayak7467
    @jagannathnayak7467 หลายเดือนก่อน

    Good 🎉

  • @LakshmipriyaBarik-sr8kl
    @LakshmipriyaBarik-sr8kl หลายเดือนก่อน

    ହଁ ପୋଲିସ ଏମିତି ବ୍ୟବହାର କରୁଛି
    ଯଦି ଝିଅ କିଏ ଯାଉଛି ପାରିବାରିକ ସମସ୍ୟା ନେଇ ତାର ସମାଧାନ ପାଇଁ କହୁଛି ଏମିତି ହେଲେ ଝିଅ ପିଲାଟି ତୋ ବାହାଘର ହେବାରେ ଅସୁବିଧା ହେବ
    ବା ରେ ପୋଲିସ ଏମାନଂକୁ କଣ କହିବ

  • @santoshsahoo7580
    @santoshsahoo7580 หลายเดือนก่อน

    This is the real face of that iic
    Please take strict action against that man.
    Papa bhara abhika hela. Bhagban nije asile

  • @SaniaPingua-t8d
    @SaniaPingua-t8d หลายเดือนก่อน

    Police Station 🚨 re ନ୍ୟାୟ ମିଲେନି court ରେ ମିଳିବ..... Police 🚨 station ରେ କଣ ପାଇଁ ପଇସା ଦେଉଛନ୍ତି।

  • @gelusahoo9430
    @gelusahoo9430 หลายเดือนก่อน

    ସବୁ department ରେ ପଇସା ନେଉଛନ୍ତି , BJP ସରକାର ପ୍ରଥମେ corruption କୁ zero କରୁ |

  • @jaydevsahoo1812
    @jaydevsahoo1812 หลายเดือนก่อน

    😊

  • @SatyaranjanSethy-u3l
    @SatyaranjanSethy-u3l หลายเดือนก่อน

    ଇଏ ମୋଉସା ଠିକ କଥା କୋଉଛନ୍ତି ଇଏ ମାଗିହା ପୋଲିସ ର ଅସଲ ପରିଚୟ

  • @MangalPande-y9b
    @MangalPande-y9b หลายเดือนก่อน

    ସବୁ ବାହାରି ଗଲା ଦୀନବନ୍ଧୁ ବାବୁର...

  • @studiokhushi9690
    @studiokhushi9690 หลายเดือนก่อน

    ଲାଞ୍ଚ ନେବା ଯେତିକି ଅପରାଧ ସେତିକି ଲାଞ୍ଚ ଦେବା

  • @murali3632
    @murali3632 หลายเดือนก่อน

    ଟଙ୍କା କଣ ପାଇଁ ଦଉଥିଲେ।।।ଉପରିସ୍ଥ sp dsp ଙ୍କୁ janeilani।।।କାମ ହେବା ପାଇଁ ଲୁଚାନିଆ ଲାଞ୍ଚ ଦେଇଦେଲ।।।ନିଜ କୁ ଲାଞ୍ଚ ଦେବାପାଇଁ ଅନ୍ୟକୁ ଯଦି ଲାଜ ଲାଗୁନି, ଯିଏ ନେଉଛି ତାକୁ କଣ ପାଇଁ ଲାଜ ଲାଗିବ, ଲାଞ୍ଚ ଦେବାବେଳେ ଭିଜିଲାନ୍ସ ରେ dhareilani।।।ଶିକ୍ଷିତ ସଚେତନ ନାଗରିକ ଲାଞ୍ଚ ଯାଚେନି, ପରନ୍ତୁ ଭିଜିଲାନ୍ସ ରେ ଧରାଏ

  • @itsmebiswajit91roul37
    @itsmebiswajit91roul37 หลายเดือนก่อน

    ମଉସା 😢

  • @ashwinikumarpanda2241
    @ashwinikumarpanda2241 หลายเดือนก่อน

    All police , please resign.

  • @sandipjena618
    @sandipjena618 หลายเดือนก่อน

    All victim must be jail

  • @SrihariSrihari-gt2hx
    @SrihariSrihari-gt2hx หลายเดือนก่อน +1

    Bjp jindabad 😂😂😂😂

  • @FREElancer3412
    @FREElancer3412 หลายเดือนก่อน +1

    Chakiri bikile police hin nije badnam hue🎉🎉

  • @bharatpradhan2462
    @bharatpradhan2462 หลายเดือนก่อน

    Onfit police ପ୍ରତିବର୍ଷ fitness cirtificate renu saha fitness test saha medical repot alcohal body test report lagu karibaku GOVT Modi ଙ୍କ 3CM ଅନୁରୋଧ.

  • @sarojdas5357
    @sarojdas5357 หลายเดือนก่อน +2

    Se sola misra ku jail dand milu

  • @padminikishan5886
    @padminikishan5886 หลายเดือนก่อน

    Jau police strike karuchhanti semanaku bahar karidiiaa nua police vacancy bahar kara.... police re adivasi mane v bahaut thibe semane kebe chakiri chadibe nahi ta...je strike re thia hoiche taku bahar kara...au je bhl re chakiri karibi kahiba taku rakha

  • @KanikaMusic
    @KanikaMusic หลายเดือนก่อน

    ମିଛ କହିବାର ଗୋଟେ ସୀମା ଥାଏ

  • @RanjanBehera-p4m
    @RanjanBehera-p4m หลายเดือนก่อน

    ❤❤bhai samastanka thu Paisa khaichhanti.sesare niriha mausa thu Paisa neichhanti.bhagaban sahebeni.❤

  • @kalpatarurout3073
    @kalpatarurout3073 หลายเดือนก่อน

    IIC fasi Diajau

  • @arjunsahoo7635
    @arjunsahoo7635 หลายเดือนก่อน

    Dosi/polisi

  • @narendrabehera3671
    @narendrabehera3671 หลายเดือนก่อน

    Bangladesh pari ama police 🚔 ku
    Ama public mada mariba arabha karajiba police uparaku

  • @rajkishordash8353
    @rajkishordash8353 หลายเดือนก่อน

    Jadi pcr ra petrol nahi Mohanamaje bichara karantu. Police Nija Gara kamara pcr use karu chanti. Oil koutu asuchi

  • @Bagun-97
    @Bagun-97 หลายเดือนก่อน

    Dino ku dino new new loka asiki complain karuchanti mane Eai bharatpur police station sabu police manoku job ru dismiss kara jau ...mahan sarkar

  • @MituRaika-l2e
    @MituRaika-l2e หลายเดือนก่อน

    ମଉସା ଟିକ କଇ ଛନ୍ତି

  • @ajitakar4373
    @ajitakar4373 หลายเดือนก่อน

    Au keteta prove darkar? ?😮😮😮😮😮

  • @kamallochannayak9660
    @kamallochannayak9660 หลายเดือนก่อน

    IIC Really Bad Officer,He Should be Arrest .

  • @sudarshanswain819
    @sudarshanswain819 หลายเดือนก่อน

    State ra sabu police station ra situation same

  • @Bapujipro
    @Bapujipro หลายเดือนก่อน

    ଠିକ୍ କଥା କହିଲ ମଉସା
    ମୁଣ୍ଡି ର ଚୁଟି ଟା କୁ ଧରିଲେ ଠିକ୍ ହେବ

  • @sanjaykumarnayak3521
    @sanjaykumarnayak3521 หลายเดือนก่อน

    Odisha Basi Dekhantu.Bharatpure Thana ra kala kahani.Jagrata hua Odisha Basi

  • @sulagnanarayanmishra9514
    @sulagnanarayanmishra9514 หลายเดือนก่อน +2

    This is the image of police

  • @ajitakar4373
    @ajitakar4373 หลายเดือนก่อน

    Red kara.

  • @RajendraBehera-i9j
    @RajendraBehera-i9j หลายเดือนก่อน

    JayJagannathPrvu

  • @AffectionateCoastline-ct4wu
    @AffectionateCoastline-ct4wu หลายเดือนก่อน

    iic ପରମ୍ ଚୁତିଆ ପବିଲିକ ଆଗ ତାକୁ ବିଚ୍ ରାସ୍ତାରେ ବାଢାଅ

  • @housekeepingwajba8781
    @housekeepingwajba8781 หลายเดือนก่อน

    Same problem happening with all people. Corrupted

  • @gayadharmtbehera7113
    @gayadharmtbehera7113 หลายเดือนก่อน

    Dismiss karajau

  • @priyankamohanta4452
    @priyankamohanta4452 หลายเดือนก่อน

    2 taru gate tanka patire panide

  • @hrasosethi2646
    @hrasosethi2646 หลายเดือนก่อน

    Police re nua posting Kari
    Amanku saspend kariba darakqr

  • @dinabandhu3491
    @dinabandhu3491 หลายเดือนก่อน +1

    Magiya ko public mara

  • @umeshmohanty3026
    @umeshmohanty3026 หลายเดือนก่อน

    Bharat pur BjD Thana

  • @RKB_1985
    @RKB_1985 หลายเดือนก่อน

    ଏହି ବୁଢ଼ା ତ ବହୁତ କେଷ କରି ପାରୁଛି। ତିନୋଟି case mane kana pakhare budha ra ki dosa thiba mo😂

  • @ashishkumarjena7248
    @ashishkumarjena7248 หลายเดือนก่อน

    System corrupted.

  • @ajitkumarsamal7202
    @ajitkumarsamal7202 หลายเดือนก่อน

    Dekha tike dinua iic ra bhala kama ku. Tathapi laja nanhi police nku ki tanka family members nku asiki strike karuchhanti 🤦🤦

  • @hrusikeshroutray3240
    @hrusikeshroutray3240 หลายเดือนก่อน

    Corrupted iic

  • @chittaranjanpatra8772
    @chittaranjanpatra8772 หลายเดือนก่อน

    Senior citizen ku police abhali byabahar kariba jadi kana pai senior citizen nka pai niyam kahiki karucha abhali police manku service ru bahar kar

  • @sambitprakashmohanty4103
    @sambitprakashmohanty4103 หลายเดือนก่อน

    Somoste media re complaint karantu jaldi case solve hae jibo police re khali complaint dae polae asontu 😂😂😂😂. Jou mane se lady ku bhul kohuthile dekhontu ebe.

  • @DeepakBehera-d6l
    @DeepakBehera-d6l หลายเดือนก่อน

    Kichi police achanti ta bapa ro job bhabuchanti sabuku bahar koro au lajo thile bholo officer ku appointment koro

  • @padminikishan5886
    @padminikishan5886 หลายเดือนก่อน +1

    Se police ta chor

  • @SurendraRout-e5g
    @SurendraRout-e5g หลายเดือนก่อน

    Subu durniti gasta police mananku bahara karajau