Aau sadharan lok nku b jetebele jekaunasi kaaran ru thana ku dakaa jaae.........semane prathame gote kuji neta, tautor, chana khia okil ku contact karanti kintu thana ku aasanti nahi😅😅. Nije bhul kari thibe...... Bhal se jani thibe but Police daakile, unnecessary questions karanti. Ye bi ta sata
ମୋର ମତ ଯେଉଁ ଆଇଆଇସି ତାର ପ୍ରାଇଭେଟ୍ ପାର୍ଟ ପିଡିତା ମହିଳାଙ୍କୁ ଦେଖାଇଥିଲା ତାର ସେହି ପ୍ରାଇଭେଟ୍ ପାର୍ଟଟିକୁ କାଟି ଦିଆଯାଉ। ଜୟ ଜଗନ୍ନାଥ
Kn pai...only punishment diajau...jouthi jhia bhul karuchi ta private part katucha ki ??
A bo dada antha coment nai kar bo odisha, r Dada mane
ମୁଖ୍ୟମନ୍ତ୍ରମୋଟ୧୦୦ ଦିନ ରେଏତେଗର୍ବ୨୪ ବର୍ଷ ରାଜୁତି କଲେକେତେଗର୍ବକରିବ😮
ମୋହନ ମାଝି ସରକାର ଭାରି ନରମା। ଏମାନଙ୍କ ଦ୍ବାରା ଶାସନ ହବନି। ଭୂବନେଶ୍ବର ଦେଶର ସବୁଠୁ ଅସୁରକ୍ଷିତ ସହର ।
Right
Right
Right
Right
Right madam
ଲୋକଙ୍କ ଟ୍ୟାକ୍ସ ପଇସାରେ ଦରମା ନେବେ। ଚୋରଠୁ ବଟି ନେବେ। କାମ ନକରି ଶୋଇବେ। ଓଡ଼ିଶା ଲୋକଙ୍କୁ କେବଳ ଜଗନ୍ନାଥ ସାହା ।
Absolutely correct
He bhai pura sata katha kahicha🙏
Police ku badao
Right
ସମସ୍ତେ କାନ୍ଦୁଛନ୍ତି... କିନ୍ତୁ କାହା ଆଖିରେ ଲୁହ ନାହିଁ
ଥାନାରେ cctv camera ନାହିଁ
ହେଲେ ରାସ୍ତା ରେ ମାଳ ମାଳ😂😂
Wow❤
Bahut Dhanyawad Sofia Mamdam 🌹🌹🌹
Right speech MLA madam kichhi karantu youth Congress kariba athipain jay Jagannath🙏🙏
ଏମିତି ସବୁ ଥାନା ରେ ହଉଚି କିନ୍ତୁ ସାଧାରଣ ଲୋକ ଆଗକୁ ବଢ଼ିବାକୁ ସାହସ କରୁନାହାନ୍ତି।
ଚୋର ଗୁଣ୍ଡାଠୁ ଆପଣ ବଞ୍ଚି ଯିବେ ଓଡ଼ିଶା ପୋଲିସ ପାଖକୁ ଗଲେ ଜିବନ ଯିବ। ପୋଲିସ ପାଖକୁ କେହି ଯିବନି ।
loka jibeni se rahibe kahin ki.be rojgar ku dele se bhala se jagibe
ଆଇଆଇସିଙ୍କୁ ତୁରନ୍ତ ଗିରଫ କରାଯାଉ
ଥାନାରେ cctv କାମ କରୁଛି କି ନାହିଁ ସରକାର କେବେ ଚିନ୍ତା କରିଥିଲେ କି ?
Madam କଂଗ୍ରେସ କେବେ ରାସ୍ତାକୁ ଓଲ୍ଲାଇବ
Se iic jadi emiti criminal activity karicchanti tanku kan pain gote model thanaku incharge karile tanku koraput pathei deithante
2028 re
90% police chora. Police criminals କଂ ସହିତ ବନ୍ଧୁତା ରଖୁଛି । ସାଧାରଣ ଲୋକକୁଂ ଡରଉଛନ୍ତି । କାରଣ କୁଜି ନେତା ମାନେ and police ମନେ criminal କଂ ଠୁ ହିଁ ଟକାଂ ପାଆନ୍ତି ।
Aau sadharan lok nku b jetebele jekaunasi kaaran ru thana ku dakaa jaae.........semane prathame gote kuji neta, tautor, chana khia okil ku contact karanti kintu thana ku aasanti nahi😅😅. Nije bhul kari thibe...... Bhal se jani thibe but Police daakile, unnecessary questions karanti. Ye bi ta sata
ଏମିତି କିଛି ଉଦାହରଣ ନିଆ ଯାଉ ଯାହା ଚିର ଦିନ ପାଇଁ ସ୍ପଷ୍ଟ ରହିବ କି ଥାନା କେବଳ ନ୍ୟାୟ ପାଇବା ପାଇଁ,ନ୍ୟାୟ ଦବା ପାଇଁ ହିଁ ପୋଲିସ ଦରମା ନଉଚି ମାଗଣା କାମ କରୁ ନାହାନ୍ତି କି vip ଭଳି କଥା ବାର୍ତ୍ତା କରିବେ
Such a Brave lady
Thanks to Madam Firdosh
Madam ଫାଲତୁ କଥା ନକହି କିଛି କରନ୍ତୁ। Preser କରନ୍ତୁ iic କୁ ଆରେଷ୍ଟ କରନ୍ତୁ ଆଉ SP କୁ suspend କରାନ୍ତୁ।
Pressure full achhi
But bjp chanhunahin
Why ?
Brilliant leader in the making. Very nice suggestions for ensuring women's safety.
Thanks to Hon'ble M L A Sofia for valuable suggestions.
ମୋଦି ଲୁଟିଲା ଓଡିଶା କୁ, ଓଡିଶା ରେ ଏଥର କଂଗ୍ରେସ ଶାସନ ଦରକାର 🙏,ପୋଲିସ ସବୁ ଶାବାର୍ଡ ହେବେ ମାଘିଆ
Modi to gharaku luti dela....na kire....Modi jai to ghara ku jagiba,na ki...
ଯେତେ ସବୁ ମାଫିଆ Congress re ଅଛନ୍ତି
🎉🎉🎉
Jay congress jay sofia
Thank s❤❤❤
ଧନ୍ୟବାଦ, ସୋଫିଆ ମାଡାମ 👍
Absolutely right mam
You are right madam
Madam,
As a new and young minister, your opinion is very strong for all issue. Thanks for your bright future.
Sofia Madam apanku dhanyawad
ସୋଫିଆ ମାଡାମ୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଓଡ଼ିଶା ବାସିଙ୍କ ତରଫରୁ ଶ୍ରଦ୍ଧାଞ୍ଜଳୀ, ଆପଣ ଠିକ୍ ନ୍ୟାୟ କହିଛନ୍ତି । ଜୟ ଜଗନ୍ନାଥ
ଯୋଉ iic ନିଜ private part ସେ ମହିଳା ଙ୍କୁ ଦେଖେଇଥିଲେ, ସେ ଆଇଆଇସି ଙ୍କ private part କଟା ଯାଉ ।
🙏
Obsolutly Right
Madam sat katha very good
Next ଇଲେକ୍ସନ ରେ vote sofia didi ଙ୍କୁ 🙏✅
ଧନ୍ୟବାଦ ସୋଫିଆ ମାଡାମ୍,
ତୁମେ ଏପରି ସେ IIC କୁ arrest କେମିତି ହେବେ l
Thank you sister
Right ଆରେଷ୍ଟ କରାଯାଉ
Total Failure of Law Order Situation of Odisha
ମୋହନ ସରକାର ଆୟତ୍ତ ରେ ପ୍ରଶାସନ ନାହିଁ
ପୋଲିସ କୁ , ହାରାମି ମାନଙ୍କୁ ଗୁଳିମାଡ଼ ଦରକାର।
Corrupt police must be dismissed.
ଓଡ଼ିଶାରେ କଲିକତା ଭଳି ବିକ୍ଷପ ହେବା ଦରକାର
Right 👍
ଏ ପ୍ରକାର ଘଟଣା ଘଟିଲା ।ଥାନା କଣ ବାପାର ଯେତେ ଶୀଘ୍ର ଜେଲ ଯିବା ଧରକାର ।
Iic ku chakeriru hata jau
Exactly mam ... absolutely right 👍👍👍👍👍
ଆମେ ସାଧାରଣ ଲୋକ ଆପଣଙ୍କ ସହିତ ଅଛନ୍ତି
ଜୟ ଶ୍ରୀ ରାମ
Yes mam absolutely right.
Thankyou
ଛୋଟ ଏରିଆ ଥାନାରେ cctv ଅଛି ହେଲେ ରାଜଧାନୀର ନାହିଁ ଏ police officer କ କାମ
Respected Madam
ଆପଣ ଙ୍କ rally ରେ ଆପଣ ଙ୍କ ଘର୍ ପାଖର ଛୁଆ ମାନେ ପାକିସ୍ଥାନ ଜିନ୍ଦାବାଦ ନାରା ଦେଉଥିଲେ ସେ ଘଟଣା କଣ ହେଲା
ଗିରଫ କରା ଯାଉ
Right mam Jay jaganntha 🙏
ଯେଉଁ ପୁଲିସ ନାରୀ ରଇଜତନେଉଛିଓମହିଳାପୁଲିସମହିଳାସୁରଖ୍ୟାଦଉନିସେମାନଙ୍କୁଫାସିଦିଆଯାଉ🎉ତାହେଲେପୁଲିସିରଇଜତରହିଯିବ🎉
You are 100% right madam...go on
ଜୟ ଶ୍ରୀ କୃଷ୍ଣ
ଏମିତି ପୋଲିସ କୁ ଫାସୀ ଦିଆଯାଉ।
ମୁଖ୍ୟମନ୍ତ୍ରୀ ନଜର ଦେବକୀ
ପୋଲିସ ଥାନାରେ କ୍ୟାମେରା ଲଗା ଯାଉ
Right speech mam
All MLA should see this
ବିଜେପି ସରକାର ଙ୍କୁ ଅନୁରୋଧ ଦୟାକରି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ଦସୀ କୁ ଦଣ୍ଡ ଦିଅନ୍ତୁ
good
shame... shame... shame.. to Odisha Police... they had blackned the Clean image of Odisha.. .. full support to Army officer and family...
You are right mam
ବେଙ୍ଗାଲୁରୁ ରେ ସିକୁରିଟି ଗାର୍ଡ ର ପାୱାର ଯେତିକି ଓଡ଼ିଶାରେ ଗଟେ ପଲିସ ଅଫିସର ର ପାୱାର ନାହିଁ ଏମାନେ କଣ khhaki ଵାଲା
ଆଇଆଇସି ଗିରଫ କରାଯାଉ
ଯିଏ. ଭୁଲ୍ କରିବ ସେ.ଯିଏ ବି ହେଉ। ଆଇନ୍. ସମସ୍ତ ଙ୍କର ପାଇଁ ସମାନ।ଧରି ପାରୁ ନାହାନ୍ତି ନୁହେଁ, ସେ ମାନଙ୍କୁ ଖସେଇ ଦି ଆ, ଯାଉ ଛି। ଧନ୍ଯ ରେ ଆମର ରାଜ୍ୟର ଆଇନ୍ ର କଳା କାରନାମା।
ପୋଲିସ ସମ୍ବିଧାନ ର ଗେଲା ପୁଅ.
ସୁନ୍ଦର ମତାମତ
Thank you mem
Right katha
Right ❤
ତୁମର ଦାୟିତ୍ୱ ଜ୍ଞାନ ଅତି ଉତ୍ତମ.
ଦେଖା ଯାଉ ମୋହନ ସରକାର କଣ କରୁଛି.
ଏ ସବୁ ନବୀନ ସରକାର ଙ୍କର ଢିଲା ଶାସନ ର ଫଳ....
Thanks you so much Sofia madam right speach
ସତ କେହି ଜାଣି ନାହାନ୍ତି। ଆଡ଼ୁ ସାଡୁ ଗପନି, ଏଥିରେ ସମସ୍ତଙ୍କର ଭୁଲ୍ ଅଛି
Sabu ଜାଗାରେ ରାଜନୀତି କଥା କହୁଛି
ନାଇଟି ପିନ୍ଧିକି ବସିଛି ବିଉଟି😊
It is right.
Strong legal action should be taken against cruelty of the police
Mo experience କହୁଛି । ପୁରୀ ଚନ୍ଦ୍ରଭାଗା ଥାନା ର police ମାନେ ୧ ବର୍ଷ ଧରି ଗୋଟେ criminal କୁ (ତା ନାଁ ରେ attempted murder, 307 ଲାଗିଥିଲା) ଲୁଚେଇ ରଖିଲେ। ତାପରେ high court order ରେ ତାକୁ ଧରିଲା। ତାପରେ ସେ bail ହେଲା। ଏହିପରି ଏ police ମାନେ ନିଜକୁ ଇନ୍ଦ୍ର ଭାବୁଛନ୍ତି ।
ଚପାଇ ବାକୁ ସାହସ କାହାର ହେବ? ଯେଉଁ ସାମ୍ବାଦିକ ମାନେ ଓଡ଼ିଶାରେ ଅଛନ୍ତି ସେମାନେ କଣ ସୋଇଥିଲେ?
Right Speech madam
Sofia Firdous, Voice of Odisha Now. Salute Sofia Ji.
ତୁରନ୍ତ ଗିରଫ କରାଯାଉ...
ଓଡ଼ିଶା ରେ ତାଲିବାନ ଶାସନ ଦରକାର, ଏମାନେ କିଛି କି ନୁହଁ,😂😂😂😂😂😂😄😄😆😆😆🤭🤭🤭🤭🤭🤭🤭
ଆଗ ସଳା କୁ ନଗଳା କରି ବାଡାଇ ବା ଦରକାର, ଝାରପଡା ଜେଲ୍ ପଠାଇ ବା ଦରକାର
You are absolutely right Madam.
ମୁର୍ଖ ମାନଙ୍କୁ ପଇସା ନେଇ ପୋଲିସ job ଦେଲେ ସେ କୋଉଠି English ବୁଝିବ
Police କଣ ରୋବୋଟ କି ? ସେମାନେ ସବୁ ଛୁଟି ଦିନ ରେ କାମ କରିବେ। ନିଦିଷ୍ଟ ଗୋଟେ duty ସମୟ ନାହିଁ। ସେମାନେ ୧୪ ଘଣ୍ଟା ରୁ ୧୮ ଘଣ୍ଟା କାମ କରିବେ। ଆଉ ଅନ୍ୟ କର୍ମଚାରୀ ମାନେ ୮ ଘଣ୍ଟା କାମ କରିବେ। ୟେ କୋଉ ପ୍ରକାର ନ୍ୟାୟ? ସିଷ୍ଟମ୍ ବଦଳାଇବେ ତ ଏସବୁ ବି ବଦଳିବା ଦରକାର। ନହେଲେ ପୋଲିସ ହେଲେ ବି ସେମାନେ ମଣିଷ। ଏତେ ଘଣ୍ଟା କାମ କଲେ ସେମାନେ psycho ହୋଇ ଯିବେ।
ରାତିରେ ଶୋଇ ଥିବା ଡାହାଳ କୁକୁର ମାନଙ୍କୁ ଉଠେଇ ଘର ଜଗିବାକୁ କହିଲେ ସେମାନେ ଜୀବନ ନେଇଯିବେ। ସେ ଭଉଣୀ ରାତିରେ ଥାନାକୁ ଯିବା ଜିବନର ସବୁଠୁ ଭୁଲ ।
ପେଟୁଆ ପୋଲିସ ଚୋର ଶଳା 😮😮
❤❤ right 👍👍
ଚୋର ସହିତ ପୋଲିସ ଭଲ ସମ୍ପର୍କ ଚୋର ର ସେଏ ଆଣିଲେ ଏମାନେ ବଣ୍ଟନ୍ତି
ଥାନାରେ ପଲଙ୍କ ସେବା ଚାଲିଥିଲା,
Sofia mem jindabad cm hebar katha
ମାଡାମ୍ ଆପଣ ଠିକ୍ କହୁଛନ୍ତି କିନ୍ତୁ କଣ କରିବା ? ଆମ ଶାସନ ବ୍ଯବସ୍ଥା ର ଏ ହେଉଛି ସ୍ବଛ ନମୂନା. ଯଦି ଆପଣ ଏ IIC କୁ ଥାପଡ ମାରି ପାରିବେ ତାହେଲେ ସେ ଠିକ୍ ବୁଝିବ.
ଦିଦିଠିକକହୁଛ❤❤❤❤❤❤
Right ✅
ଖାଲି ରାଜନୀତି କୁମ୍ଭୀର କାନ୍ଦଣା
Shame on Government still silent...no stringent action on culprit police 😢
Mohan ମାଝୀ to taken strong action.
ଏପଟେ MLA ମାଡାମ ଜଣକ କହୁଛନ୍ତି..... ତଦନ୍ତ ସହ ଦୋଷୀକୁ ଦଣ୍ଡ ପ୍ରଦାନ କରାଯାଉ କିନ୍ତୁ ସେପଟେ ତଦନ୍ତ ସରିବା ପୂର୍ବରୁ ନିଜର ନିଜେ judge ହେଇକି ପୋଲିସ କର୍ମଚାରୀଙ୍କୁ arrest କରିବା ପାଇଁ ବି କହିଲେଣି
doshi police, arrest kana army officer ku karibe