Misu Mora Deha Srikhetra Matire | Umakanta Das | Rabi Kumar | Ratha jatra Bhajan ||

แชร์
ฝัง
  • เผยแพร่เมื่อ 17 ต.ค. 2024
  • ♫ CREDITS ♫
    ♫ Song Name - Misu Mora Deha Srikhetra Matire
    Tani paribini tuma nandighosa ratha
    ♫ Singer - Umakanta Das
    ♫ Lyrics & Music - Rabi Kumar
    ♫ Poster designer by Karan
    ♫ Recording & Mixing - Survibration (BBSR)
    for recording new song call 7008940396
    ପବିତ୍ର ରଥଯାତ୍ରା ଉପଲକ୍ଷେ ସୁନ୍ଦର ଭାବ ପୂର୍ଣ୍ଣ ଭଜନ
    survibration ପରିବାର ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ
    Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
    Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର TH-cam Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    !! *ANTI PIRACY WARNING * !!
    This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
    #UmakantaDas
    #RabiKumar
    #NewJagannathBhajan
    #TaniParibiniTumaNandiGhoshaRatha
    #RathaJatraSong
    #NewRathaJatraBhajan
    #NewOdiaBhajan
    #MisuMoraDehaSrikhetraMatire
    #taniparibinituma
    #blindsinger
    #jayashreedhal
    #viralbhajan

    ✽ Subscribe our Official TH-cam Channel -
    www.youtube.co....
    ✽ Like us on Facebook -
    h​ / drjayashreed. .
    / sur-vibratio​​​. .
    LIKE ◆ COMMENT ◆ SHARE ◆ SUBSCRIBE

ความคิดเห็น • 4.9K

  • @santanukumarsahoo7589
    @santanukumarsahoo7589 3 ปีที่แล้ว +149

    ପିଲାଟିର ଭାବପୂର୍ଣ୍ଣ କଣ୍ଠରେ ଆଖିରୁ ଲୁହ ବାହାରି ପଡ଼ୁଚି।ହେ ମଣିମା ୟେ ପିଲା ର ଚକ୍ଷୁ ଭଲ କରି ଦିଅନ୍ତୁ।

    • @prakashmuduli9596
      @prakashmuduli9596 3 ปีที่แล้ว

      So beautiful ❤️😘😘😘😘 song jay jagannath 🙏❤️😘😘😘😘😘😘😘😘😘😘😘😘😘😘😘😘😘 mo bhai ku jagannath vala kari dia

  • @himanshupuhan7218
    @himanshupuhan7218 3 ปีที่แล้ว +47

    ହେ ମହାପ୍ରଭୁ କେତେ ସୁନ୍ଦର କଣ୍ଠ ରେ କେତେ ଭାବରେ ଆଖିରେ ଲୁହଧାର ସତରେ ପ୍ରଭୁ ଉମାକାନ୍ତ କୁ ଟିକେ ଦର୍ଶନ ଦିଅନ୍ତୁ ପ୍ରଭୁ 🙏🙏🙏

  • @jayjagannath2456
    @jayjagannath2456 3 ปีที่แล้ว +96

    ଉମାକାନ୍ତ ତୁମେ ଚିନ୍ତା କରନି ତୁମେ ମୋ ମହାପ୍ରଭୁଙ୍କୁ ଦେଖିପାରୁନ ବୋଲି କିନ୍ତୁ ସେ ତୁମକୁ ଦେଖୁଛନ୍ତି। ଜୟ ଜଗନ୍ନାଥ।

  • @RK-xe4qq
    @RK-xe4qq 3 ปีที่แล้ว +8

    ବହୁତ ସୁନ୍ଦର ଗାଇଛ ଭାଇ 🚩🚩ଜୟ ଜଗନ୍ନାଥ 🚩🚩

  • @sushreeparida
    @sushreeparida 3 ปีที่แล้ว +43

    ଭାବରେ ବନ୍ଧା ମୋ କଳା ଠାକୁର 🙏🏼.... ଭଜନ ଟି ଅତ୍ୟନ୍ତ ହୃଦୟସ୍ପର୍ଶୀ 🥰🙏🏼

  • @subashpandajsm1229
    @subashpandajsm1229 3 ปีที่แล้ว +93

    ବହୁତ ସୁନ୍ଦର ଭାବରେ ଭଜନ ପରିବେଷଣ କରିଛନ୍ତି ଭାଇ ବହୁତ ସୁନ୍ଦର କଣ୍ଠ ଭାଇ ଭଗବାନ ତୁମକୁ କୋଟି ପରମାୟୁ ଦିଅନ୍ତୁ । ଜୟ ଜଗନ୍ନାଥ

    • @rahulpanigrahi4652
      @rahulpanigrahi4652 3 ปีที่แล้ว

      Ahuri uparaku jao bhai,bhagaban tumara mangala karantu

  • @sunilcollection
    @sunilcollection 3 ปีที่แล้ว +57

    ସାଧାରଣ ଲୋକଙ୍କୁ ଏହା ସଂଗୀତ କିନ୍ତୁ ବାସ୍ତବରେ ପିଲାଟିର ଦ୍ରୁଦୟର କଥା ଆଶା କରୁଛି ଏହି ଗୀତଟି ପ୍ରଭୁଙ୍କୁ ନିଶ୍ଚିତ ସ୍ପର୍ଶ କରିଥିବ ଜୟ ଜଗନ୍ନାଥ ମହାପ୍ରଭୁ

  • @simaraninayak1991
    @simaraninayak1991 ปีที่แล้ว +2

    Jay jagannatha mohapravu 🙏🙏🙏,very very thankyou Umakanta Tume sabubele khusi re ruha & jagannatha nka pakhare prathana 🙏🙏🙏❤️❤️❤️

  • @rockyxd3344
    @rockyxd3344 3 ปีที่แล้ว +218

    ଲୋମ ଟାଙ୍କୁରି ଉଠିଲା ଗୀତ ଶୁଣି, ମହାପ୍ରଭୁ ଜଗନ୍ନାଥ ଙ୍କ ଅପାର କୃପା ତୁମ ପ୍ରତି ଥାଉ, ଜୟ ଜଗନ୍ନାଥ 🚩🙏🏻

  • @debashishnanda4363
    @debashishnanda4363 3 ปีที่แล้ว +174

    ଉମାକାନ୍ତ ଙ୍କ ଏ ଭଜନ ଶୁଣି ଆଖିରୁ ଲୁହ ଅସିଗଲା 😭, ଜୟ ଜଗନ୍ନାଥ 🙏

  • @TheKsrikanta
    @TheKsrikanta 3 ปีที่แล้ว +54

    ଗୀତ ଗାଉଥିବା ସମୟରେ ଆଖିରେ ଲୁହ, ଧନ୍ୟ ଗାୟକ

  • @GobindajenaBabuli
    @GobindajenaBabuli 10 หลายเดือนก่อน +1

    ଅତି ସୁନ୍ଦର ଜୟଜଗନ୍ନାଥ

  • @experiment6104
    @experiment6104 3 ปีที่แล้ว +48

    ହେ ଭଗବାନ 👍👍ଏମିତିକା କଣ୍ଠଶିଳ୍ପୀ କୁ କୋଟି ପ୍ରଣାମ 😭😭😭😭😭😭

  • @MYNAMEIS-zv9zb
    @MYNAMEIS-zv9zb 3 ปีที่แล้ว +17

    ଆଖିରେ ଲୁହ ପଳି ଆସିଲା। ଭଜନ ଏମିତି ହେବା ଦରକାର।ଭାବ ଭରା।very good voice...

  • @sanjayakumartripathy2910
    @sanjayakumartripathy2910 3 ปีที่แล้ว +111

    ସତରେ ଆଖିର ଲୁହ , ମନର କୋହ ସମ୍ଭାଳି ପାରିଲିନି। ଅତି ସୁନ୍ଦର ଗୀତ । ଧନ୍ୟବାଦ।

  • @sagarroutray6949
    @sagarroutray6949 2 ปีที่แล้ว +2

    ଉମାକାନ୍ତ ତୁମର ଏ ଗୀତ ଶୁଣିବା ବେଳେ ମୋ ଆଖିର ଲୁହ କୁ ମୁ ରୋକି ପରିରିଲି। ବହୁତ୍ ସୁନ୍ଦର୍ କଣ୍ଠ ତୁମର। ଜଗନ୍ନାଥଙ୍କ କୃପା ଏମିତି ତୁମ ଉପରେ ଥାଉ।

  • @pradeepdas9234
    @pradeepdas9234 3 ปีที่แล้ว +69

    ହୃଦୟ ସ୍ପର୍ଶୀ କଣ୍ଠ ତୁମର ❤️, ଆଖିରେ ଲୁହ ଆସିଗଲା 👍 ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ 🙏

  • @manasbehera9732
    @manasbehera9732 3 ปีที่แล้ว +70

    ଜୟ ଜଗନ୍ନାଥ ଜୟଶ୍ରୀ ମାଡାମ ମୁଁ ଚାହୁଁଛି ମୋର ଆକ୍ଷି କୁ ମୋର ମୃତ୍ୟୁ ପରେ ମୋର ସାନ ଭାଇ ଉମାକାନ୍ତ ଙ୍କୁ ଦାନ କରିବା ପାଇଁ 🙏🙏🙏 ଜୟ ପ୍ରଭୁ କାଳିଆ ସାଆନ୍ତ ଜୟ ଜଗନ୍ନାଥ 🙏🙏

  • @shridharpradhan2255
    @shridharpradhan2255 3 ปีที่แล้ว +40

    ଏହି ଗିତଟି ହୃଦୟ ସ୍ପର୍ଶୀ....ଏହି ପିଲାଟି କଣ୍ଠ ମଧ୍ୟ ଅତି ସୁନ୍ଦର... ଜଗନ୍ନାଥ ଙ୍କ ଆର୍ଶିବାଦ ତୁମ ଉପରେ ଥାଉ...

  • @tapubarik2227
    @tapubarik2227 2 ปีที่แล้ว +1

    nyc singara hat teaching song Prabhu Jaganath bahutu agaku neijantu🌻🌻

  • @sipunkumarnayak6815
    @sipunkumarnayak6815 3 ปีที่แล้ว +75

    ଦେହ ଥରି ଗଲା ତୁମ ଗୀତ ଶୁଣି। ବହୁତ ସୁନ୍ଦର କଣ୍ଠ ସ୍ୱର। ଗୀତରେ ମୁଁ ହଜି ଯାଇଛି।

  • @satyanarayanrath1344
    @satyanarayanrath1344 3 ปีที่แล้ว +20

    ଚମତ୍କାର ଓ ହୃଦୟସ୍ପର୍ଶୀ ।ରଚୟିତା ଓ ଗାୟକ ଉଭୟଙ୍କୁ ଧନ୍ୟବାଦ

  • @Satyanandanayak1748
    @Satyanandanayak1748 3 ปีที่แล้ว +19

    ବହୁତ ସୁନ୍ଦର ଭଜନ, ବହୁତ ସୁନ୍ଦର ଗାଉଛନ୍ତି,🙏🌷ଜୟ ଜୟ ଜଗନ୍ନାଥ ମହାପ୍ରଭୁଙ୍କର ଜୟ 🌷🙏

  • @anilmishra7544
    @anilmishra7544 2 ปีที่แล้ว +12

    Mahaprabhu, ete sundara shrusti apana nkara 🙏
    What a gifted child !!!
    JAY JAGANNATH 🙏 🙏🙏

  • @Mail2raja111
    @Mail2raja111 3 ปีที่แล้ว +32

    ସତରେ ଚମତ୍କାର , ଆତ୍ମା କୁ ଶାନ୍ତି ମିଳିଲା । ❤❤❤❤❤❤❤❤🏅🏅🏅🏅🏅🏅🏅🏅🏅🏅🏅🏅🏅🏅🏅

  • @trilochansahumuna8060
    @trilochansahumuna8060 3 ปีที่แล้ว +170

    ଅତ୍ୟନ୍ତ ଭାବ ଦେଇ ଗୀତ ଗାଇଛନ୍ତି ଉମାକାନ୍ତ ଭାଇ ଗୀତ ଟିି ଅତ୍ୟନ୍ତ ଭାବପୂର୍ଣ୍ଣ ।ଗୀତ ଶୁଣି ମୋର ଆଖିରେ ପାଣି ଆସିଗଲା ।।ତୁମେ ଦେଖି ସିନା ପରୁନ କିନ୍ତୁ ତୁମ ସୁମଧୁର କଣ୍ଠ ସ୍ୱର ପାଇଁ ଦିନେ ସୁଖ୍ୟାତ ଅର୍ଜନ କରିବ ଏହା ମୋର ଆଶିଷ ।🙌🙌🙌🙌

  • @arabindabiswal1808
    @arabindabiswal1808 3 ปีที่แล้ว +13

    ବହୁତ ସୁନ୍ଦଏ ଗୀତ ଓ ସଂଗୀତ । ଆଉ ତା ସହିତ ଉମାଙ୍କ କଣ୍ଠସ୍ୱର .....
    ବହୁତ ଭଲ ହେଇଛି ଭଜନଟି । ସଭିଙ୍କୁ ଶୁଭକାମନା

  • @bikashchandrapradhan9448
    @bikashchandrapradhan9448 2 ปีที่แล้ว +7

    Excellent voice... beautifull...tuma gita suni akhiru luha 😭😭😭😭 asijauchi....bhabapurana gita...wow beautifull song..... amazing singing ❤️❤️❤️❤️❤️❤️❤️love you umakant das God bless you 🙏❤️👍👍👍👍👍

  • @sangramk.tripathy3449
    @sangramk.tripathy3449 3 ปีที่แล้ว +12

    ଭଗବାନ୍ ତୁମକୁ ଦିବ୍ଯ ଦ୍ରୁଷ୍ଟି ପ୍ରଦାନ କରନ୍ତ, ତାଙ୍କ ନିକଟରେ ତୁମ ପାଇଁ ମୋର ଏତିକି ଗୁହାରୀ, ଜୟ ଜଗନ୍ନାଥ ।

  • @goutamjena99
    @goutamjena99 3 ปีที่แล้ว +421

    ପ୍ରଭୁ ଭାବଗ୍ରାହୀ ଏ ପିଲାର ତାଙ୍କପ୍ରତି ଭାବବିହ୍ବଳତା ପୁର୍ନ ଜଣାଣ ଙ୍କୁ ଗ୍ରହଣ କରନ୍ତୁ ।ଶାରୀରିକ ବିକଳାଙ୍ଗ ହୋଇ ମଧ୍ୟ ଏତେ ପ୍ରତିଭା ପ୍ରଭୁ ତାକୁ ଦେଇଛନ୍ତି ।ଏ ପିଲା ଯେଉଁ ଅନୁରୋଧ କରୁଛି ଶ୍ରୋତାମାନଙ୍କୁ ତାକୁ ଲୋକପ୍ରିୟ କରିବା ପାଇଁ ମୋର ମଧ୍ୟ ଅନୁରୋଧ ଶ୍ରୋତାମାନଙ୍କୁ ପିଲାଟିକୁ ଆଗକୁ ନେବା ପାଇଁ ।

  • @nabhaswaticreations8132
    @nabhaswaticreations8132 3 ปีที่แล้ว +492

    ଜୟ ଜଗନ୍ନାଥ ଦିଦି ଏମିତି ଗୀତ ଆଣତୁ ଉମାକାନ୍ତ କୁ ଅଧିକରୁ ଅଧିକ ଗାଇବା ପାଇଁ ସୁଯୋଗ ମିଳୁ।

  • @jyotirmayisahoo8325
    @jyotirmayisahoo8325 ปีที่แล้ว +1

    Satare mu apanka Bhajan sabubele sunu thae . Aau mo akhire luha bi asijae . Bhai apana bahut agaku jantu ❤❤

  • @jayaprakashmohapatra5644
    @jayaprakashmohapatra5644 3 ปีที่แล้ว +10

    ସୁନ୍ଦର କଣ୍ଠ ସ୍ବର ପ୍ରକୃତ ରେ vibration କରୁଛି ହୃଦୟକୁ survibration ଉମାକାନ୍ତ ଙ୍କ କଣ୍ଠ

  • @arunbhoi4836
    @arunbhoi4836 3 ปีที่แล้ว +33

    Wow Very sweet voice
    ସତରେ ହୃଦୟ ମନ ଛୁଆଁ ଗୀତ
    God bless you

  • @asanabhai4199
    @asanabhai4199 3 ปีที่แล้ว +39

    ତୁମକୁ ଆଉ କେହି ରଖି ପାରୀବେନାହି
    କାରଣ ତୁମେ ଆଗ କୁ ବଢ଼ିବାରେ
    ସଫଳ ହୋଇଛି

  • @cookingwithchandrika790
    @cookingwithchandrika790 2 ปีที่แล้ว +1

    ବହୁତ୍ ହୃଦୟ ସ୍ପର୍ଶି...ବହୁତ୍ ବହୁତ୍ ଆଶୀର୍ବାଦ ..ପ୍ରଭୁ ଜଗନ୍ନାଥ ତୁମକୁ ବହୁତ୍ ଆଗକୁ ନିଅନ୍ତୁ

  • @extraordinarygroup8959
    @extraordinarygroup8959 3 ปีที่แล้ว +39

    ଅତି ସୁନ୍ଦର ଭଜନ............. ଶୁଭେଚ୍ଛା ସହ ଏକ୍ସଟ୍ରା adinari ଗ୍ରୁପ

  • @durgaprasadmoharana2511
    @durgaprasadmoharana2511 3 ปีที่แล้ว +11

    🙏ଜୟ ଜଗନ୍ନାଥ 🙏
    ଭଜନଟି ହୃଦୟ ସ୍ପର୍ଷୀ ହୋଇଛି।
    ଆହୁରି ଏପରି ଭଜନ ଆଶା କରୁଛୁ।
    🙏ଜୟ ଜଗନ୍ନାଥ 🙏

  • @SR-fr5zr
    @SR-fr5zr 3 ปีที่แล้ว +19

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ❤🙏ବହୁତ ଚମତ୍କାର ସୋର ❤

  • @alekhatripathy812
    @alekhatripathy812 2 ปีที่แล้ว +8

    Thank you all the directors and producers those provided unconditional help and support to this singer...SRI JAGANNATHA APANA SAMASTA NKARA MANGALA KARANTU

  • @uniquedev5266
    @uniquedev5266 3 ปีที่แล้ว +20

    ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଏଇ ପିଲା କୁ ନିଶ୍ଚୟ ଆଗକୁ ନେବେ ଜୟ ଜଗନ୍ନାଥ ସ୍ୱାମୀ

  • @bikrammuduli1669
    @bikrammuduli1669 3 ปีที่แล้ว +37

    ରେ କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା
    ⚫❗⚫🙏🕉️ଜୟ ଜଗନ୍ନାଥ 🕉️🙏⚫❗⚫

  • @balarambehera8111
    @balarambehera8111 3 ปีที่แล้ว +9

    ଅତି ସୁନ୍ଦର କଣ୍ଠ ରେ ପରିବେଷଣ ହୋଇଥିବାରୁ..... ଧନ୍ୟବାଦ

    • @arabindasahoo2042
      @arabindasahoo2042 3 ปีที่แล้ว

      ବହୁତ ସୁନ୍ଦର ଲେଖା ଏବଂ ବହୁତ ସୁନ୍ଦର ସ୍ୱର 💐🙏ଜୟ ଜଗନ୍ନାଥ

  • @chandanbadatya9827
    @chandanbadatya9827 2 ปีที่แล้ว +5

    ବହୁତ ସୁନ୍ଦର ଗୀତ ଓ ଭାବ ପୁର୍ଣ୍ଣ ଭଜନ 👌👌👌

  • @sscreations3073
    @sscreations3073 3 ปีที่แล้ว +9

    ବହୁତ ସୁନ୍ଦର ଭଜନଟି ହୃଦୟକୁ ଛୁଇଁଲା।ଭାବର ଭଜନ, ଭଗବାନ ବହୁତ ଆଗକୁ ନିଅନ୍ତୁ

  • @purnachandrabehera720
    @purnachandrabehera720 3 ปีที่แล้ว +15

    ସତରେ ଗୀତ ଟି ଶୁଣୁ ଶୁଣୁ ଆଖିରେ ଲୁହ ଆସିଯାଉଛି ,ଜୟ ଜଗନ୍ନାଥ

  • @jayachandramuni359
    @jayachandramuni359 3 ปีที่แล้ว +4

    ହୃଦୟ ସ୍ପର୍ଷୀ ହୋଇଛି। tears in my eyes too.. touched brother

  • @binatanaik5411
    @binatanaik5411 ปีที่แล้ว +1

    Jay shree Mam..So Sweet Heart Apnakar... love you Mam....❤...Au . Apnakar Team.. best 👍....

  • @chinmayasahu9781
    @chinmayasahu9781 3 ปีที่แล้ว +23

    ଅତି ସୁନ୍ଦର ଭଜନ ଜୟ ଜଗନ୍ନାଥ 🙏🙏🙏

  • @santoshpradhan2151
    @santoshpradhan2151 3 ปีที่แล้ว +28

    अति सुंदर भाई। आपकी आवाज में जादू है। भगवान जगन्नाथ जी आप कि सभी मनोकामनाएं पूर्ण करें।

  • @sdcreation6501
    @sdcreation6501 3 ปีที่แล้ว +6

    ପ୍ରଭୁ ଜଗନ୍ନାଥ ତୁମକୁ ବହୁତ ଆଗକୁ ନେବେ 🙏🙏🙏🙏ଏତେ ସୁନ୍ଦର voice ଏମିତି ଆଗକୁ ଯାନ୍ତୁ ଭାଇ 🙏🙏🙏🙏👌👌👌🎶🎶🙏🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏

  • @binatanaik5411
    @binatanaik5411 ปีที่แล้ว +1

    Rabi sir.. Thank you so much beautiful haichii ❤❤.And Thank you so much..Jay shree Mam.....so nice Bhajan....

  • @rakeshjena8718
    @rakeshjena8718 3 ปีที่แล้ว +5

    ଭଜନଟି ବହୁତ ଭଲ ଲାଗିଲା ।
    କିନ୍ତୁ ବାସ୍ତବରେ ଏହା ତାଙ୍କର ହୃଦୟର ଭାବନା ।
    ପ୍ରଭୁ ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ ।

  • @poojasamal6601
    @poojasamal6601 3 ปีที่แล้ว +12

    🙏🙏🙏🙏🙏🙏🙏 ହରି ବୋଲ।।।।।
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ।।

  • @susanta-swain
    @susanta-swain 3 ปีที่แล้ว +8

    ହେ ଜଗନ୍ନାଥ ତମେ କଣ ସତରେ ଦାରୁଭୂତ ମୁରାରୀ ।ଉମାର ଏହି ଭାବ କଣ ତମ କାନରେ ପଡୁନି ?

  • @lipunilipu8425
    @lipunilipu8425 2 ปีที่แล้ว +18

    My eyes are full of tear..after listening this adorable song....god bless you beta

  • @architasenapati683
    @architasenapati683 3 ปีที่แล้ว +38

    Why someone dislikes this heart touching song .Ete beautiful song ku please dislikes karantu nahi 🙏🙏🙏.Jay Jagannath

    • @bikashnayak8986
      @bikashnayak8986 3 ปีที่แล้ว +2

      Bhai life re jau mane kichhi b kari paribeni semane amt dislike kari chalibe ..harami bhai sabu ...god bless u umakanta bhai ....

    • @deepakdash4112
      @deepakdash4112 3 ปีที่แล้ว

      Dislike karuthiba mahan kalakarmane, mahapurush mane nischita bhabe 'survibration' channel ra birodhi hoithibe. Otherwise no body could have dared criticizing/disliking such a singer.

    • @Hriday375
      @Hriday375 3 ปีที่แล้ว +1

      ସେମାନେ ବିଧର୍ମି ମାନେ ଆମ ସନାତନ ଧର୍ମ ର ନୁହନ୍ତି ସେଥିପାଇଁ ।

  • @rameshdas5581
    @rameshdas5581 3 ปีที่แล้ว +29

    ଏପରି ଉମାକାନ୍ତ କଥା କୁହ ନାହିଁ, ଯାହା ତୁମେ ଦେଖି ପାରିବ ନାହିଁ ଏବଂ ଚାଲିବ ନାହିଁ କିନ୍ତୁ ସେ (ପ୍ରଭୁ ଜଗନ୍ନାଥ) ତୁମର ପ୍ରତ୍ୟେକ କାର୍ଯ୍ୟରେ ତୁମକୁ ଦେଖୁଛନ୍ତି ଏବଂ ଶୁଣୁଛନ୍ତି |

  • @debiprasaddas1576
    @debiprasaddas1576 3 ปีที่แล้ว +17

    ଏ ହୃଦୟ ସ୍ପର୍ଶୀ ଭଜନ ଶୁଣି ଆଖିରୁ ଲୁହ ଆପେ ଝରୁଛି। ଏ ଭାବପୂର୍ଣ୍ଣ ଭଜନ ଶୁଣି ମୋ ଜୀବନ ଧନ୍ୟ । ମୋର ପ୍ରଭୁ ଙ୍କ ଉପରେ ପୁରା ବିଶ୍ୱାସ ସେ ନିଶ୍ଚିତ ତୁମ ନୟନରେ ଆଲୋକ ପ୍ରଦାନ କରିବେ ଓ ତାଙ୍କ ଦିବ୍ୟ ରୂପ ଦର୍ଶନ ଦେବେ। ଜୟ ଜଗନ୍ନାଥ 🙏🙏🙏

  • @sushiljjena6216
    @sushiljjena6216 3 ปีที่แล้ว +20

    Bohut badhia voice....excellent very beautiful...prabhu tumaku tuma chalapathare ageii niantu,,,,,so beautiful 💤👌🙏

  • @rashmikantapalai5083
    @rashmikantapalai5083 3 ปีที่แล้ว +36

    May Jagannath bless to Umakanta immediate. He will go ahead. He is a proud of Odisha. I appreciated to see and listen this video.

  • @mr.dibyaranjan13
    @mr.dibyaranjan13 3 ปีที่แล้ว +14

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤️🙏 ସାହା ହେଇଥାଅ ପ୍ରଭୁ 😭😭🙏 ହରି ବୋଲ 🙏🙏💛

  • @priyankalenka2127
    @priyankalenka2127 3 ปีที่แล้ว +17

    I am speachless.
    My eyes are filled with water😭😭

  • @saranpatra7297
    @saranpatra7297 2 ปีที่แล้ว

    ଅତି ସୁନ୍ଦର ଭଜନ ଅତି ସୁନ୍ଦର କଣ୍ଠ ରେ ଯେତେ ଶୁଣିଲେ ମନ ପୁରୁନି ଅହୁରୀ. ଉମାକାନ୍ତ ଙ୍କ ପାଇଁ ଆମେ ଓଡ଼ିଆ ହିସାବରେ ଗର୍ବିତ ଏବଂ ଆମ ଓଡିଶା ର ଗୌରବ. ଜୟ ଜଗନ୍ନାଥ 🙏

  • @blvlogsodisha
    @blvlogsodisha 3 ปีที่แล้ว +43

    Unbelievable voice government should be take action and give opportunity to go top ❤❤❤❤

  • @purnanandajal1482
    @purnanandajal1482 3 ปีที่แล้ว +16

    ଜୟ ଜଗନ୍ନାଥ ପ୍ରଭୂ ତୁମକୁ ଆଶିର୍ବାଦ କରନ୍ତୁ ଉମାକାନ୍ତ ଭାଇ ତୁମ କଣ୍ଠ ସ୍ୱର ସୁନ୍ଦର ହେଉ ଏବଂ ବିକାଶ ହେଉ

  • @jnanaranjanbehera555
    @jnanaranjanbehera555 3 ปีที่แล้ว +746

    ମୁଁ ମରିଗଲା ପରେ ମୋ ଆଖି ଦାନ କରି ଦେବି।ଆଉ ତୁମପରି ଭଲ ପିଲା ମାନେ ଜଗନ୍ନାଥ ଙ୍କୁ ଦେଖି ପାରିବେ। Jay jagannath

  • @dillipbehera1988
    @dillipbehera1988 24 วันที่ผ่านมา

    🙏🏻👌🏻ମହାନ କଣ୍ଠ ଶିଳ୍ପୀ.... ଭାବ ପୂର୍ଣ୍ଣ ସ୍ୱର ମହାପ୍ରଭୁ ଆପଣ ଙ୍କର ମଙ୍ଗଳ କରନ୍ତୁ ମୋର ଏତିକି ପାର୍ଥନା

  • @runamallick2946
    @runamallick2946 3 ปีที่แล้ว +5

    ଓଃ କି ଭାବ ଭକ୍ତି ଏ ଗୀତ ରେ 😭🙏ଜୟ ଜଗନ୍ନାଥ ପ୍ରଭୁ

  • @sreegovinda6016
    @sreegovinda6016 3 ปีที่แล้ว +13

    Jaya Jagarnatha...
    Wow...what a straight and clarity full voice with loads of emotions. I am teared here by hearing you.
    God bless you.

  • @jibansharma2271
    @jibansharma2271 3 ปีที่แล้ว +5

    ଭାଇ ତମେ ମୋତେ kandeidela 😞😭ତମକୁ ମୋର କୋଟି କୋଟି ପ୍ରଣାମ ❤🙏🏻।।।

  • @meenubera2319
    @meenubera2319 2 ปีที่แล้ว +1

    ହେ ଭଗବାନ ମୁଁ ତ ଏତେ ବଡ଼ ନୁହେଁ କିଛି ଦବାର ମୋ ପାଖରେ କିଛି ନାହିଁ ମୁଁ ମୋ ଆଖି କୁ ଦାନ କରିଛି ମୁଁ ଯାଣିନି ମୋ ଆଖି କୁ ନେଇ କିଏ ନେବ ମୁଁ ତୁମକୁ ଭଲପାଏ ଉମାକାନ୍ତ ଭାଇ ସାନ ଭାଇ ତୁମେ ବହୁତ ଆଗକୁ ଯାଅ ମୋର ଭଗବାନ କୁ ମାଗୁଛି

  • @chiranjeebmohapatra4709
    @chiranjeebmohapatra4709 3 ปีที่แล้ว +10

    Bahut Sundar...May lord Jagannath Bless u..
    Jay Jagannath🙏🏻

  • @bishnupriyamohapatra7740
    @bishnupriyamohapatra7740 3 ปีที่แล้ว +204

    Excellent voice., ଅତ୍ୟନ୍ତ ହୃୟସ୍ପର୍ଶୀ ଭଜନ ପ୍ରଭୁ ଜଗନ୍ନାଥ ତୁମକୁ ବହୁତ ଆଗକୁ ନେଇଯିବେ।

  • @birkishoredev29
    @birkishoredev29 3 ปีที่แล้ว +25

    ଜୟ ଜଗନ୍ନାଥ ମହାପ୍ରଭୁ
    ଉମାକାନ୍ତ ମୁଁ ତୁମକୁ ଆଶୀର୍ବାଦ ଜଣାଉଛି l
    ଆହୁରି ଆଗକୁ ଯାଅ l

  • @Tulasi.Dash_Bonaigarh
    @Tulasi.Dash_Bonaigarh 3 ปีที่แล้ว

    God bless u beta.... ଭଗବାନ କରନ୍ତୁ ତୁମେ ବହୁତ୍ ଆଗକୁ ଯାଅ.... ଆଉ ଗୋଟେ କଥା , କିଏ ବେ ଏମାନେ ଯିଏ ଶଳା dislike କରୁଛ... ନିଜେ ତ ଶଳା କିଛି କରି ପାରିବ ନି କି ଦେଖି ସହି ପାରିବେ ନି ..

  • @pihucreationj.b8574
    @pihucreationj.b8574 3 ปีที่แล้ว +8

    ବହୁତ ସୁନ୍ଦର ଗାଇଛ ଭାଇ, ପ୍ରଭୁ ତୁମ ଚଲାପଥ ସର୍ବଦା କୁସୁମିତ କରନ୍ତୁ 🙏👍🌼🌹💐🌷❤👌

  • @p.screationwithsanvi833
    @p.screationwithsanvi833 3 ปีที่แล้ว +4

    ବହୁତ୍ ସୁନ୍ଦର 👌👌🥰🥰 ଠାକୁର ତମ ଚଲା ପଥ କୁସୁମିତ କରନ୍ତୁ ଆହୁରି ଆଗକୁ ଏମିତି ଗୀତ ଗାଇଚାଲ । ଜୟ ଜଗନ୍ନାଥ 🙏🙏🙏🙏

  • @shiprapriyadarsini3408
    @shiprapriyadarsini3408 3 ปีที่แล้ว +4

    ❤❤❤... bohut sundar lyrics au singer kara voice v... ufff ... no words fr such a soulful song. Jai jagannath ⭕❗⭕❤❤❤😍

  • @pradiptakumarmishra768
    @pradiptakumarmishra768 2 ปีที่แล้ว +1

    He Bhagaban...!!! Abhinaba Tumara Srusti...ASCHARJYA...NO WORDS... 🙏🙏🙏

  • @rajalaxmidalei2819
    @rajalaxmidalei2819 3 ปีที่แล้ว +4

    ଉମାକାନ୍ତ ଙ୍କୁ ମୋର ବହୁତ ଧନ୍ୟବାଦ୍ ଅତି ସୁନ୍ଦର କଣ୍ଠରେ ଗୀତ ଗାଇ ମନ ମୋହିତ ହୋଇଯାଉଛି
    ଜଗନ୍ନାଥ ତାଙ୍କୁ ଏ ସଂସାରରେ ଘଣ୍ଟ ଘଡେଇ ରଖିଥାନ୍ତୁ

  • @priyameher8852
    @priyameher8852 3 ปีที่แล้ว +13

    When I listene it. Automatic tears are coming for this child. U r great brother

  • @dhanudn1771
    @dhanudn1771 3 ปีที่แล้ว +4

    Wow Amazing beautiful voice rula diya yar😭😭😭😭 Jay JAGANNTHA 🙏🙏🙏🙏🙏

  • @kartikaswainjhadabhumicomm2060
    @kartikaswainjhadabhumicomm2060 2 ปีที่แล้ว +5

    ସୁନ୍ଦର ଗୀତ ଉମାକାନ୍ତ 😭😭😭😭 jagannath maha ପ୍ରଭୁ ଜଗନ୍ନାଥଙ୍କ ନିକଟରୁ ନମସ୍କାର

  • @learningwithjayanta9750
    @learningwithjayanta9750 3 ปีที่แล้ว +20

    This song literally made me cry 😢🙏🙏Jay Jagannatha, stay blessed beta 🙏❤

  • @NrushinghaChPanda
    @NrushinghaChPanda 3 ปีที่แล้ว +8

    Such a wonderful voice . Jai Jagannath ❤️🙏❤️🙏

  • @chandrasekharpatnaik3301
    @chandrasekharpatnaik3301 2 ปีที่แล้ว +3

    ହୃଦୟ ସ୍ପର୍ଶୀ କଣ୍ଠ ଶୁଣିଲେ ଲାଗୁଛି ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ତମ ଉପରେ ଅଛି ଜୟ ଜଗନ୍ନାଥ 🙏🙏🙏

  • @santoshmeher4754
    @santoshmeher4754 2 ปีที่แล้ว

    🙏🙏 ବହୁତ ବହୁତ ବଢିଆ ଭାବ ପୂର୍ଣ୍ଣ ଗୀତ...

  • @bighnarajjal5548
    @bighnarajjal5548 3 ปีที่แล้ว +27

    Highly appreciated voice and God has given him unique voice, God bless him for his betterment future.

  • @LifeTipsWithPriyanka1432
    @LifeTipsWithPriyanka1432 3 ปีที่แล้ว +7

    Awesome voice 🥰🥰
    May Lord Jagannath Bless you in every step of your life..

  • @jaybababholenath3582
    @jaybababholenath3582 3 ปีที่แล้ว +13

    ଜଗନ୍ନାଥ ଆପଣ ଙ୍କୁ ଭଲ ରେ ରଖିଥାନ୍ତୁ

  • @ramakrushnadas8884
    @ramakrushnadas8884 2 ปีที่แล้ว

    ହେ ସ୍ରୋତା ଭାଇ ଏତେ ସୁନ୍ଦର ଭଜନ ଗାଇ ସମସ୍ତ ଙ୍କୁ ଖୁସି କରୁ ଥିବା ଭାଇ ପାଇଁ ସହାୟତା ର ହାତ ବଢ଼ାନ୍ତୁ ଯେମିତି ସେ ତାଙ୍କ ଚକ୍ଷୁ ଫେରି ପାଇବେ 🙏

  • @mr.perfect5406
    @mr.perfect5406 2 ปีที่แล้ว +3

    Umakanta is not a blind one....
    Lord jagannath is in his heart and he is leading him.....jay jagannath🙏🙏🙏🙏

  • @myselfmund
    @myselfmund 3 ปีที่แล้ว +101

    ଏଭଳି ଭଜନ କୁ ମଧ୍ୟ dislike କରିବା ଲୋକ ଅଛନ୍ତି , ଆଶ୍ଚର୍ଯ୍ୟ କଥା !!

    • @anilpattanayak7187
      @anilpattanayak7187 3 ปีที่แล้ว +2

      Hmm para sir🙏

    • @myselfmund
      @myselfmund 3 ปีที่แล้ว +4

      @@anilpattanayak7187 ସତରେ କହୁଛି , ଏହି ଭଜନ ଶୁଣିଲେ ଯାହାର ବି ଆଖିରୁ ଲୁହ ବାହାରିବ । Really heart touching..

    • @g.shankardalai1339
      @g.shankardalai1339 3 ปีที่แล้ว +4

      କୁକୁରମାନେ dislike କରୁଛନ୍ତି ଭାଇ ଯାହାକୁ ଭାବ ଓ ହୃଦୟର ମହତ୍ଵ ଜଣାନାହିଁ ସେମାନେ ଏମିତି କରିବେ

    • @krishnatruthwins7097
      @krishnatruthwins7097 3 ปีที่แล้ว +4

      Eita କଳିଯୁଗ Bhaina Ethi Sabu Olta Hue

    • @itsUmacreations
      @itsUmacreations 3 ปีที่แล้ว +2

      Kn କରିବା ଭାଇ ...ୟେ କଳି ଯୁଗ 😰

  • @natureslov7795
    @natureslov7795 3 ปีที่แล้ว +10

    ପ୍ରଭୁ ଉମାକାନ୍ତ ର ଚଲାପଥ କୁସୁମିତ କରନ୍ତୁ ।
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ।

  • @mansipattanaik4503
    @mansipattanaik4503 3 ปีที่แล้ว +1

    ସୁନ୍ଦର ଅତି ସୁନ୍ଦର ଗୀତ ତୁମ ଭଳି ହିଁ ମୁଁ ଭଲ ପିଲା ହେବି. 😊

  • @kumudini6717
    @kumudini6717 3 ปีที่แล้ว +51

    ଦୟାକରି ଏମିତି ଭିଡ଼ିଓକୁ dislike କରନ୍ତୁନି 🙏🙏🙏🙏

    • @ommsairam5967
      @ommsairam5967 3 ปีที่แล้ว

      Different types of people are living in this world brother what to do

  • @debansusekharhazra4469
    @debansusekharhazra4469 3 ปีที่แล้ว +7

    My best wishes to you. Really you are a best singer in my knowledge. You must be seen to allover world in future. Stay blessed and safety always.
    Jay Shree Jagannath Swami.
    🙏🙏🙏🙏❤️❤️🙏🙏🙏🙏

  • @ODIAJATRALOVER
    @ODIAJATRALOVER 3 ปีที่แล้ว +5

    ଓଡ଼ିଆ ଯାତ୍ରା ଲଭର ଗ୍ରୁପ୍ ତରଫରୁ ଅନେକ ଅନେକ ଶୁଭେଚ୍ଛା ଉମାକାନ୍ତ

  • @bansidharkabi7436
    @bansidharkabi7436 ปีที่แล้ว

    ଏହି ଗିତଟି ହୃଦୟସ୍ପର୍ଶୀ ଏହି ପିଲାଟି କଣ୍ଟୁ ମଧ୍ୟ ଅତି ସୁନ୍ଧର ଜଗନ୍ନାଥଙ୍କ ଆଶିବାଦ ତୁମ ଉପରେ ଥାଉ