AAINA SAMNARE SRASTA...AKSKAY MOHANTY

แชร์
ฝัง
  • เผยแพร่เมื่อ 26 ม.ค. 2022
  • Interview of Akshay Mohanty as a Literary Person.

ความคิดเห็น • 18

  • @dilipkumarmohanty6741
    @dilipkumarmohanty6741 หลายเดือนก่อน +1

    THE GREATEST LEGEND OF INDIAN MUSIC......AKHAYA MOHANTY

  • @gangadharbeura3159
    @gangadharbeura3159 ปีที่แล้ว +7

    ଓଡ଼ିଆ ସଂଗୀତ ଜଗତର ବେତାଜ ବାଦଶାହା ଖୋକା ଭାଇଙ୍କୁ କୋଟି କୋଟି ପ୍ରଣାମ।

  • @mishrabisudhananda3551
    @mishrabisudhananda3551 ปีที่แล้ว +4

    ରତି ବାବୁ ବହୁତ୍ ଦିନ ହେଲା ସ୍ୱର୍ଗୀୟ,ମାତ୍ର ସେ ମଧ୍ୟ ଆଜି ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ।

  • @sanhitamallick1764
    @sanhitamallick1764 2 ปีที่แล้ว +5

    ଦେବାନନ୍ଦ ବାବୁ ନମସ୍କାର ।
    ଅକ୍ଷୟ ମହାନ୍ତି ଙ୍କ ସାକ୍ଷାତ କାର ଟି ଭାରି ଭଲ ଲାଗିଲା । ହଜି ଯାଇଥିବା ଜଣେ ସାହିତ୍ୟିକ ଙ୍କ ବିଷୟ ରେ ବହୁତ କିଛି ଜାଣିବାକୁ ମିଳିଲା ପୁଣି ତାଙ୍କରି ମୁହଁ ରୁ । ଆପଣଙ୍କର
    ଏହି ପ୍ରୟାସ ଟି ପ୍ରଶଂସନୀୟ ।

  • @rabinarayansahoo7708
    @rabinarayansahoo7708 ปีที่แล้ว +5

    କଟକ ଆକାଶବାଣୀ ର ଦୁଇ ଶ୍ରେଷ୍ଠ କଳ।କ।ର, ଶ୍ରୀଯୁକ୍ତ ରତିରଞ୍ଜନ ମିଶ୍ର ଓ ଅକ୍ଷୟ ମହାନ୍ତି ଙ୍କୁ ଅଶେଷ ଅଶେଷ ପ୍ରଣାମ ।

  • @cscreativeworld300
    @cscreativeworld300 ปีที่แล้ว +2

    Jay sri Jagannath
    Multitalented musician
    I adore Him
    I am the great follower of Akshya mohanty.
    Every word philosophical
    Listened
    Pleasurable

  • @suchetabhanja
    @suchetabhanja 3 หลายเดือนก่อน

    ଜାୟା ନୁହେଁ ଜୟା ରେ ନାୟକ "ଆର୍ଯ୍ୟଦାସ" ଙ୍କ ଉପସ୍ଥାପନା ଖୁବ ସୁନ୍ଦର । ପାଠିକା ହିସାବରେ ବେଳେବେଳେ "ଆର୍ଯ୍ୟଦାସ" ଆଉ କେହି ନୁହେଁ "ଆକ୍ଷୟ ମହାନ୍ତି"ଙ୍କ ଆତ୍ମଜୀବନୀ ପଢିଲା ପରି ବୋଧହୁଏ।

  • @premkumarmohanty2444
    @premkumarmohanty2444 6 หลายเดือนก่อน

    Akshay Kumar Mohanty is a multifaceted person , great playback singer, writer, music director and an intellectual and a great personality.

  • @pranatimohapatra136
    @pranatimohapatra136 3 หลายเดือนก่อน

    🙏

  • @binoyacharya8429
    @binoyacharya8429 ปีที่แล้ว +2

    Miss you Khoka Bhai

  • @pramilabehera7798
    @pramilabehera7798 ปีที่แล้ว

    Bahuta bhala lagila

  • @whatisthis1900
    @whatisthis1900 ปีที่แล้ว +1

    🙂🙂

  • @atozodiastudy9458
    @atozodiastudy9458 2 ปีที่แล้ว +2

    Thank you so much sir

  • @sanjuktapadhi7789
    @sanjuktapadhi7789 11 หลายเดือนก่อน

    🙏🏻

  • @JAYJAGANNATHSumi224
    @JAYJAGANNATHSumi224 11 หลายเดือนก่อน

    Hoooo

  • @bindusagarojha689
    @bindusagarojha689 ปีที่แล้ว

    🙏