ଖୋକା ଭାଇଙ୍କ ଜୀବନର ଶେଷ ସମୟର ବିସ୍ମୟକର ଲୀଳା | Jagannath Mahima | Dr. Srikanta Parija | Odisha365

แชร์
ฝัง
  • เผยแพร่เมื่อ 25 ต.ค. 2024

ความคิดเห็น • 245

  • @srikantaparija2054
    @srikantaparija2054 ปีที่แล้ว +44

    ମୋ ମହାପ୍ରଭୁ ହେ..
    ସେ ଅକ୍ଷୟ, ଅଜୟ, ଅପ୍ରତିମ..
    ପ୍ରଚଣ୍ଡ ସ୍ଵାଭିମାନୀ,
    ମହାପ୍ରଭୁଙ୍କୁ ହୃଦୟରେ ପୁଲା ପୁଳା ଭଲ ପାଇବାର ନିଶା ରେ ମସଗୁଲର ସେ ବେତାଜ୍ ବାଦସାହା,
    ଟୋପାଏ ଲୁହରେ, ବଡ ଦେଉଳକୁ ଭସାଇ ଦେବା
    ହେଉ କି,
    କାଣେ କୈବଲ୍ୟ ଖାଇ, ଷାଠିଏ ପଉଠି ଭୋଗ ଖାଇ ଦେବାର ପ୍ରଚଣ୍ଡ ଅଭିମାନ କେବଳ ଖୋକା ଭାଇ ହିଁ କରି ପାରନ୍ତି,
    ସବୁରି ସବୁ ଅଛି, ମୋହର କେହି ନାହିଁ,
    ଏକା ତୁ ଜଗନ୍ନାଥ ଭାବ ର ଲୁହରେ ମୋ ମହାପ୍ରଭୁଙ୍କୁ ଅନ୍ତର ରେ ବାନ୍ଧି ରଖିବାର ଆବେଗ କେବଳ ମୋ ଖୋକା ଭାଈଙ୍କର..
    ମୋ ମହାପ୍ରଭୁ ଙ୍କ କୋଳ ରେ ମୋ ଖୋକା ଭାଇ,
    ମୋ ଅନ୍ତର ର କୋହ,
    ମୋ ଖୋକା ଭାଇ ପ୍ରତି ଶ୍ରଦ୍ଧାଞ୍ଜଳି....

    • @swagatika5954
      @swagatika5954 ปีที่แล้ว +3

      Mahaprabhu 🙏Sir apananka deha bhalaheijau 🙏

    • @panchananasethi2613
      @panchananasethi2613 ปีที่แล้ว +1

      Mahaprabhu nka apara karuna ru apana shighra sustha heijantu🙏🙏🙏🙏🙏

    • @monalisarout2207
      @monalisarout2207 ปีที่แล้ว +1

      Mahabahu sir nku Bhala rakhantu 🙏🏻🙏🏻

    • @kaibalyatripathy6037
      @kaibalyatripathy6037 ปีที่แล้ว +1

      Jay Jagannath 💕🙏 Mahaprabhu ta achantina 💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️🙏

    • @kaibalyatripathy6037
      @kaibalyatripathy6037 ปีที่แล้ว +1

      Jay Jagannath 🙏❤️❤️❤️💕💕💕❤️❤️❤️💕💕💕❤️❤️❤️💕💕💕🙏

  • @jyotsnamahapatra6349
    @jyotsnamahapatra6349 ปีที่แล้ว +2

    ଶ୍ରୀକାନ୍ତ ଭାଇ ଏହି ଖୋକା ଭାଇଙ୍କ କଥା ବହୁତ ଭଲ ଲାଗିଲା । ମହାପ୍ରଭୁ ଉକ୍ତ ମାନଙ୍କ ମନର କଥା ସବୁ ଜାଣନ୍ତି । କିନ୍ତୁ ଦରବ ହାତରେ ସମସ୍ତେ ବନ୍ଧା ଜନ୍ମ ମାତ୍ରେ ମୃତ୍ୟୁ ନିଶ୍ଚିତ । ତାଙ୍କ ଭକ୍ତ ପାଇଁ ସମସ୍ତେ ଦୁଃଖୀ ।

  • @gopinathlodgingpattanaikfa2494
    @gopinathlodgingpattanaikfa2494 ปีที่แล้ว +1

    ପ୍ରଭୁ ତୁମ ଶ୍ରୀଚରଣ ବିନା

  • @sandhyapattnaik2817
    @sandhyapattnaik2817 ปีที่แล้ว +2

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏
    ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️.
    ମହାପ୍ରଭୁ ମହାବାହୁ ହେ , ମୋ ଏ ପୁଅ ଟିର ଦେହ କୁ ଶୀଘ୍ର ସୁସ୍ଥ କରି ଦିଅ ଏତିକି ଗୁହାରୀ ଶ୍ରୀପୟର ରେ 🙏😭..
    ଚିର ଅମର ଚିର ସବୁଜ ଆମ ଖୋକା ଭାଇ ଙ୍କୁ ହୃଦୟଭରା ଆଞ୍ଜୁଳା ଆଞ୍ଜୁଳା ଗଭୀର ଶ୍ରଦ୍ଧାଞ୍ଜଳି 🙏❤️..ତାଙ୍କ ବିଷୟରେ ତୋ ମୁଖରୁ ତାଙ୍କ ଅନ୍ତିମ ଶଯ୍ୟା ର ମୋ ମଣିମା ଙ୍କ ଉଦେଶ୍ୟ ରେ କଥା କେଇପଦ ଶୁଣି ଝରିଗଲା ଆଖିରୁ ଧାର ଧାର ଲୁହ , ସତରେ ମହାପ୍ରଭୁ ଙ୍କୁ କେତେ ନିବିଡ ଭାବରେ ଭଲପାଇବା ଥିଲା ତାଙ୍କର ଆଉ ଆମ ମହାପ୍ରଭୁଙ୍କର ତାଙ୍କ ପ୍ରତି .

  • @someshawarachary4490
    @someshawarachary4490 ปีที่แล้ว +9

    ଜୟ ଜଗନ୍ନାଥ
    ଆପଣ ଆଉ ରବୀନ୍ଦ୍ର ଆଜ୍ଞା ଙ୍କ କଥା ଶୁଣିବା ପାଇଁ ଭଲ ଲାଗେ।
    ଜୟ ଜଗନ୍ନାଥ

  • @keshabnayak9038
    @keshabnayak9038 ปีที่แล้ว +6

    ଲୀଳାମୟ ମହାପ୍ରଭୁ, ଆପଣଙ୍କୁ ଭଲରେ ରଖନ୍ତୁ
    ନବବର୍ଷ ର ଅଭିନନ୍ଦନ। ଜୟ ଜଗନ୍ନାଥ🙏🙏🙏

  • @sandhyapattnaik2817
    @sandhyapattnaik2817 ปีที่แล้ว +5

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏..
    ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️
    ମହାପ୍ରଭୁ ମହାବାହୁ ହେ , ତୁମ ପାଦରେ ପଡି ରହିଥିବା ଏ ମୋ ପୁଅଟି ର ଦେହକୁ ଭଲ କରି

  • @ibhanchandrath9297
    @ibhanchandrath9297 ปีที่แล้ว +2

    JAI JAGANNATH SWAMI NAYANAPATHA GAMMI BHAVA TUME

  • @smitapattnaik3000
    @smitapattnaik3000 ปีที่แล้ว +8

    ମହାପ୍ରଭୁ ହେ🙏❤️🙏
    ଭାଈ ପ୍ରଣାମ🙏🥰🙏
    ଶ୍ରୀ ଅକ୍ଷୟ ମହାନ୍ତି ଏକ କିମ୍ବଦନ୍ତୀ ପୁରୁଷ🙏🙏🥰

  • @asishkumarmahapatra975
    @asishkumarmahapatra975 ปีที่แล้ว +2

    Mahaprabhu

  • @swarnalatasahoo8760
    @swarnalatasahoo8760 ปีที่แล้ว +2

    Mo prabhu jagannath

  • @maamangalaodia9113
    @maamangalaodia9113 ปีที่แล้ว +2

    ପ୍ରଭୁ ହେ🙏🙏🙏 ହେ ମୋର ମହାପ୍ରଭୁ 😭😭😭😭😭😭😭😭🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️ ଆପଣ ହିଁ ତ ଅଛନ୍ତି । ଆପଣଙ୍କ ଛଡା ଆଉ କିଏ ଅଛି ଯେ । ଆପଣଙ୍କୁ ସ୍ପର୍ଶ ନ କରିବି ସ୍ପର୍ଶ କରିବାର ଅନୁଭବ ହୁଏ, ଆପଣଙ୍କ ସହ କଥା ହେଲେ ଆପଣ ଓଠ ଖୋଲି କିଛି ନ କହିଲେବି ଅନ୍ତର ଭିତରେ ରହି ବହୁତ୍ କିଛି କହିଦିଅନ୍ତି । ଆପଣଙ୍କ ସହ କଥା ହେଲା ବେଳେ ଆଖିରୁ ଲୁହ ଦୁଇଟୋପା ଝରିପଡ଼ିଲେ ସେ ଯେଉଁ ଆତ୍ମତୃପ୍ତି ଆଉ କେଉଁଥିରୁ ମିଳିବ ପ୍ରଭୁ ? ଆପଣଙ୍କ ଛଡା ଆପଣାର ଆଉ କିଏ ଅଛି ଯେ ମୋର ପ୍ରଭୁ 🙏🙏❤️❤️❤️🙏🙏

  • @HarapriyaNayak078
    @HarapriyaNayak078 ปีที่แล้ว +2

    ସେ ଏବେବି ଚିର ଅକ୍ଷୟ ଚିର ସବୁଜ ନୀଳ ଆକାଶର ସେଇ ଭସା ବଉଦ ଭିତରେ ଚାଲୁ ଛନ୍ତି ସେଈ ଜହ୍ନର ଆଲୁଅରେ ତାଙ୍କର ସୁନ୍ଦର ସ୍ୱର ଜହ୍ନର ହୃଦୟରେ କହି ଚାଲିଛି ମୁଁ ସେଇ ଆମର ଅକ୍ଷୟ 🙏🏼🙏🏼🙏🏼🙏🏼🙏🏼

  • @ashokkumarsahoo7707
    @ashokkumarsahoo7707 ปีที่แล้ว +1

    ଅତି ସୁନ୍ଦର ପ୍ରସଙ୍ଗ ।

  • @uttamchandramithra4471
    @uttamchandramithra4471 ปีที่แล้ว +2

    Sir jay jagarnnath

  • @manaskumarmaharana24
    @manaskumarmaharana24 ปีที่แล้ว +6

    ମଣିମା 🙏🙏🙏
    ତୁମ ଲୀଳା ସିନା ତୁମକୁ ଜଣା ମହାପ୍ରଭୁ 😭😭

  • @bikashrrj
    @bikashrrj ปีที่แล้ว +2

    Jai jagannath swami nayanpath gami bhaba tume

  • @jayantipattnaik4255
    @jayantipattnaik4255 ปีที่แล้ว +3

    Jay jagannath swami nayan pathgami bhaba tume

  • @Subhrasweta234
    @Subhrasweta234 ปีที่แล้ว +10

    ଭାଇନା ଆପଣ ଙ୍କୁ ବଡ ଦିନର ଅନେକ ଅନେକ ଶୁଭକାମନା 💙💚💛❤🙇🙏ମହାପ୍ରଭୁ ଆପଣଙ୍କ ଶରୀର ସୁସ୍ଥ ରଖନ୍ତୁ ଏତିକି କାମନା ଏଇ ସାନ ଭଉଣୀ ଟିର🌻🌸🙇🙇🌻🌹

  • @prakasinidas8188
    @prakasinidas8188 ปีที่แล้ว +12

    ମହାପ୍ରଭୁ ହେ,ତୁମ କୋମଳ ଶ୍ରୀ ଚରଣ କମଳ ରେ ଅନନ୍ତ କୋଟି ପ୍ରଣାମ ମଣିମା..🙏💕🙏

  • @HarapriyaNayak078
    @HarapriyaNayak078 ปีที่แล้ว +2

    🙏🏼🙏🏼🙏🏼🙏🏼prabhu🙏🏼🙏🏼🙏🏼🙏🏼 sir

  • @shreeyapriyadarshi2298
    @shreeyapriyadarshi2298 ปีที่แล้ว

    ଜୟ ଜଗନ୍ନାଥ ବାବା , ଚରଣରେ କେ।ଟି କୋଟି ପ୍ରଣାମ।

  • @bkbarik2322
    @bkbarik2322 ปีที่แล้ว +4

    ଜୟ ଜଗନ୍ନାଥ🙏🙏
    ଅକ୍ଷୟ ମହାନ୍ତି ଙ୍କ ବିଷୟରେ ଏମିତି ହୃଦୟ ସ୍ପର୍ଶୀ କଥା ଶୁଣିଲେ ଦ୍ରବିଭୁତ ହୋଇ ଗଲା।
    ମହାପ୍ରଭୁ ସବୁବେଳେ ଅଛନ୍ତି ସେମିତି ଆମ ପାଇଁ ସବୁବେଳେ ରହିଥିବେ।🙏🙏🙏🙏🙏🙏

  • @Gopabandhu91
    @Gopabandhu91 ปีที่แล้ว +3

    ମୋ ପ୍ରାଣପ୍ରିୟ ମୋ ମହାପ୍ରଭୁ
    ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @sabitaswain5513
    @sabitaswain5513 ปีที่แล้ว +7

    ପ୍ରଭୁ ମୋ ବାପା ସବୁବେଳେ କୃପା କରହେ🙏🙏🙏🙏

  • @anusayamohanty1775
    @anusayamohanty1775 ปีที่แล้ว +1

    Am mahaprabhu

  • @bbehera6256
    @bbehera6256 ปีที่แล้ว +2

    MooMahaprabhuHea🙏🏻🙏🏻🙏🏻🙏🏻

  • @tikitiki9646
    @tikitiki9646 ปีที่แล้ว +2

    Jay jaganatha swami nayana pathagami bhabatume

  • @nishikantapal6481
    @nishikantapal6481 ปีที่แล้ว +3

    ଆଜ୍ଞା ପ୍ରଣାମ 🙏 ବହୁତ ସୁନ୍ଦର ଉପସ୍ଥାପନା 🙏 ଜୟ ଜଗନ୍ନାଥ ସ୍ଵାମୀ 🙏⚫‼️⚫🙏🙏🙏🙏🙏

  • @prakasinidas8188
    @prakasinidas8188 ปีที่แล้ว +2

    ଯେଉଁ ସ୍ୱର ହୃଦୟତନ୍ତ୍ରୀ କୁ ଛୁଇଁଯାଏ,ଯେଉଁ ସ୍ୱର ତାଙ୍କ ତିରୋଧାନ ପରେ ମଧ୍ୟ ଆହୁରି ବେଶୀ ଆକର୍ଷଣ ସୃଷ୍ଟି କରିଛି ଓଡ଼ିଶାର ଜନ ମାନସରେ,ସେ ଏକ ବିରଳ ବ୍ୟକ୍ତିତ୍ଵ,ଚିର ସବୁଜ,ଦୀପ୍ତିମନ୍ତ ସଙ୍ଗୀତ ଶିଳ୍ପୀ ଅକ୍ଷୟ ମହାନ୍ତି।ତାଙ୍କ ଅନ୍ତିମ ସମୟରେ ମହାପ୍ରଭୁଙ୍କର ଏ ଅଲୌକିକ ଲୀଳା,ସମସ୍ତଙ୍କୁ ଭାବବିହ୍ୱଳ କରିବ ଏବଂ ଆଖିରେ ଲୁହ ଆଣିଦେବ ନିଶ୍ଚୟ..🙏💕🙏

  • @sarmisthamishra7202
    @sarmisthamishra7202 ปีที่แล้ว +3

    Mo maha Prabhu samastanka hrudayare bhaba bhari diantu srikant Bhai sighra susta how amaku jaganath mahaprabhu nka Prema rasa re bhasai dou thaantu 🙏

  • @gangadharbeura3159
    @gangadharbeura3159 ปีที่แล้ว +1

    ଆମ ପ୍ରିୟ ଖୋକା ଭାଇଙ୍କୁ ନେଇ ବହୁତ ସୁନ୍ଦର ଉପସ୍ଥାପନା। ମୁଁ ତ ପିଲାଦିନରୁ ଖୋକା ଭାଇଙ୍କର ବହୁତ ବଡ଼ ପ୍ରଶଂସକ। ସଙ୍ଗୀତ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ସେ କରିଥିଲେ। ମହାପ୍ରଭୁଙ୍କ ଜଣେ ପରମ ଭକ୍ତ ଥିଲେ। ତାଙ୍କର ପ୍ରତ୍ୟେକ ଗୀତ ହେଉଛି ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ।

  • @anupamasahoo5519
    @anupamasahoo5519 ปีที่แล้ว +1

    He mahaprabhu mo bhabar thakur

  • @satyanayak4271
    @satyanayak4271 ปีที่แล้ว +2

    ଜୟ ଜଗନ୍ନାଥ ମହାପ୍ରଭୁ 🙏କଳା ସାଆନ୍ତେ ଭାଇନା ଙ୍କୁ ଭଲ କରିଦିଅନ୍ତୁ ମଣିମା ! ସେ ତ ଆପଣଙ୍କ ର ନା !

  • @bijayakumarsahoo5832
    @bijayakumarsahoo5832 ปีที่แล้ว +1

    ଜୟ ଜଗନ୍ନାଥ

  • @sarojapatta9405
    @sarojapatta9405 ปีที่แล้ว +2

    Jai jagannath jai mohaprovu

  • @prasant6260
    @prasant6260 ปีที่แล้ว +2

    Thank you Sir.

  • @gaganbiharidas6382
    @gaganbiharidas6382 ปีที่แล้ว +6

    କୋଉଠି ତୁମେ ମୋ ମହାପ୍ରଭୁ 😭🙏

  • @satabdisahoo2463
    @satabdisahoo2463 ปีที่แล้ว +2

    Sir Jay jagannath

  • @ranjeetkumarpatnaik2468
    @ranjeetkumarpatnaik2468 ปีที่แล้ว +1

    ଜୟ ଜଗନ୍ନାଥ ମହାପ୍ରଭୁ

  • @MithunJagadala-sr8cd
    @MithunJagadala-sr8cd 2 หลายเดือนก่อน

    ମ ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🙏🏻ଜୟ ଜଗନ୍ନାଥ ⭕‼️⭕🙏🏻🙏🏻🙏🏻🙏🏻🌹🌹🌹❤️❤️❤️🌺🌺🌺🍎🍎🍎🍇🍇🍇🌷🌷🌷

  • @pramilabarik3626
    @pramilabarik3626 ปีที่แล้ว +1

    Jay Jagannath swami thanks sir

  • @divyashajena6941
    @divyashajena6941 ปีที่แล้ว

    ଜୟ ଜଗନ୍ନାଥ 🙏, ଭାଇ, ଭକ୍ତ ଓ ଭଗବାନ ଙ୍କ ବିଚିତ୍ର ଲୀଳା ସମ୍ବନ୍ଧରେ ଏତେ ସୁନ୍ଦର ପ୍ରସଙ୍ଗ ସବୁ ପରିବେଷଣ କରି ଆମ ମାନଙ୍କୁ ଜଗା ନିକଟତର କରାଉ ଥିବାରୁ, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ.ଆପଣଙ୍କ କାଳିଆ ପ୍ରେମରେ ଆହୁରି ଆହୁରି ବୃଦ୍ଧି ହେଉ, ଏମିତି ଆହୁରି ଆମ ମାନଙ୍କୁ ସେଇ ଲୀଳାମୟ ଙ୍କ ଅପୂର୍ବ ଲୀଳା ଶୁଣାଉ ଥାନ୍ତୁ. 🙏

  • @damodarmohanty9923
    @damodarmohanty9923 ปีที่แล้ว +1

    JAY JAGANNATH

  • @maheswarparida8745
    @maheswarparida8745 ปีที่แล้ว +2

    🙌🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @chitaranjansahoo9939
    @chitaranjansahoo9939 ปีที่แล้ว +2

    Bhai anant koti pranam dibya aatmnk paadpadmre🙏🙏🙏
    Mahaprabhunk amrut lilaku sunibar saubhaagya janmjanmantar milutthau aetiki bhikhya maguchhi Mahabahunk chhanda charanre bhrutya 🙏🙏🙏

  • @p4hhh5
    @p4hhh5 ปีที่แล้ว

    ହେ ମହାପ୍ରଭୁ 🙏ହେ ଅନ୍ତର୍ଯ୍ୟାମୀ ଠାକୁର 🙏ହେ ଜ୍ୟେଷ୍ଠଭ୍ରାତଃ 🙏ଆପଣଙ୍କୁ ବା ମୋ ଜୀବନର କୋଉ କଥା ଅଛପା ? ତେଣୁ ବିହୀତ ବ୍ୟବସ୍ଥା କରି ଆପଣଙ୍କ ସାନ ଭାଇର ପରିବାରକୁ ଏ ବିଷମ ପରିସ୍ଥିତିରୁ ରକ୍ଷା କରନ୍ତୁ 🙏🙏🙏

  • @aratatarai2196
    @aratatarai2196 ปีที่แล้ว +1

    Jay sri. Jagannath sir🌹🙏🙏🙏🙏🙏🙏🙏🙏🙏🙏........

  • @adarshajeevan1315
    @adarshajeevan1315 ปีที่แล้ว

    ହେ ଅକ୍ଷୟ🙏
    ତୁମେ ଅକ୍ଷୟ, ତୁମେ ଅମ୍ଳାନ, ତୁମେ ଅମର🙏
    କୋଟି ଓଡ଼ିଆଙ୍କ ହୃଦୟରେ ତୁମେ ବିରାଜମାନ❤️
    ତୁମେ ହିଁ ଏକ ଅଦ୍ୱିତୀୟ 🙏
    ତୁମ ପୂର୍ବରୁ ନା କେହି ଥିଲେ ନା ତୁମ ପରେ କେହି ଆସିବେ ଠିକ୍ ତୁମ ପରି.......🙏❤️

  • @tilottamagahana1780
    @tilottamagahana1780 ปีที่แล้ว +2

    Jay jagannath swamee, sir pranam. Mu jani nathili khoka bhai ete mahaprabhunku antar bhari bhala paanti boli. Aapana janai thibaru aapananku ashesha ashesha dhanyabad. Mahaprabhu'nka kruparu aapan emiti sabubele tanka guna gana karutha'ntu aau mo pari adhama sunu thau. Jay jagannath.

  • @kanaikrushnadey1349
    @kanaikrushnadey1349 ปีที่แล้ว +2

    Jay jaganath
    Radhe radhe nitai gour haribal

  • @bisumohanty
    @bisumohanty ปีที่แล้ว +1

    Jai jagannath...bhumista pranam...

  • @MamiMami-lm3wk
    @MamiMami-lm3wk ปีที่แล้ว +1

    Mahaprabhu tumaku sabubele bhalre rakhantu.ama mahaprabhu achhanti na srikant bhai pranam.jay Jagannath 🙏🌼🙏🌼

  • @pratimamohanty9595
    @pratimamohanty9595 ปีที่แล้ว +1

    Jay jagannath

  • @dalabeherasasmita5192
    @dalabeherasasmita5192 ปีที่แล้ว

    ଜୟ ଜଗନ୍ନାଥ 🙏🙏🙏

  • @sushantakumarnayak7501
    @sushantakumarnayak7501 ปีที่แล้ว +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ

  • @jaijagannath8907
    @jaijagannath8907 ปีที่แล้ว +1

    Pranam prabhu

  • @mamatapanda7329
    @mamatapanda7329 ปีที่แล้ว +1

    true devotee

  • @matruashishpatra3550
    @matruashishpatra3550 ปีที่แล้ว +2

    🙏🙏🙏Jay Jagannath Mahaprabhu. Mo Mahaprabhu nka Shree Charana re koti koti pranam 🙏🙏🙏.Jay Shree Krishna Radhe Radhe maa Radhe Radhe .🙏🙏🙏. Maa Radha RANI.🙏🙏🙏..

  • @maheswarparida8745
    @maheswarparida8745 ปีที่แล้ว +1

    Jay jagannath swami nayana patha grami bhaba tume🙌🙏🙏🙏🙏🙏

  • @bisbupriyarath5746
    @bisbupriyarath5746 ปีที่แล้ว

    କାଳିଆର ବିସ୍ମୟକରଲୀଳା ଶ୍ରଵଣରେ ଗ୍ଲାନି ପୂର୍ଣ୍ଣହୃଦୟ ଟା ଦିଧାର ଲୋତକପ୍ରବାହରେ ହାଲୁକାହେବାସହ ତାପ୍ରତିଥିବା ଅଭିମାନ ହଜିଯାଏ।ତାନାମ ଶ୍ରଵଣରେ ଅଛି ଔଷଧୀୟ ଗୁଣ।ଜୟ ଶ୍ରୀଜଗନ୍ନାଥ।

  • @susah8982
    @susah8982 ปีที่แล้ว +1

    Jay Jagannath 🙏🙏

  • @priyansunayak9603
    @priyansunayak9603 ปีที่แล้ว

    Mahapravu krupa karantu Apananku emiti sarbada amakukahuthantu jai mahapravu 🙏🙏🙏🙏🙏

  • @welcome-to-you-all
    @welcome-to-you-all ปีที่แล้ว

    ସେ ତ ଭକତ ଭାବରେ ବନ୍ଧା 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🚩🚩🚩🚩🚩🚩🚩

  • @kalpanapadhi8709
    @kalpanapadhi8709 ปีที่แล้ว

    ମହାପ୍ରଭୁ 🙏🙏🙏🙏🙏🙏ଖୁବ ହୃଦୟସ୍ପର୍ଶୀ 🙏🙏🌹🌹

  • @leenasahu4070
    @leenasahu4070 ปีที่แล้ว +1

    Jay Jagannath swami 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Om namah Bhagavate vasudebay namah 🙏🙏🙏🙏🙏🙏🙏🙏 Om namah Bhagavate vasudebay namah 🙏🙏🙏🙏🙏🙏🙏 Om namah Bhagavate vasudebay namah 🙏🙏🙏🙏🙏🙏🙏

  • @deepakkumarsahoo5544
    @deepakkumarsahoo5544 3 หลายเดือนก่อน

    ଶତ ଶତ ପ୍ରଣାମ, ଅକ୍ଷୟ ମହାନ୍ତି ଆଜ୍ଞା

  • @reenamoharana378
    @reenamoharana378 ปีที่แล้ว +3

    Jay Jagannath Mahaprabhu Prabhu apana ta achhanti na apana hin achhanti 💗💗💗

  • @biswanathsamantra4075
    @biswanathsamantra4075 ปีที่แล้ว

    ହେ ଲୀଳାମୟ କି ଲୀଳା ତୋହର, ବୁଝି ପାରେ ନାହିଁ ଏ ମୁଢ଼ ପାମର, ମହାପ୍ରଭୁ, ସଂସାର ଡଙ୍ଗା କୁ ଚଳାଇ ନିଅ।

  • @dhaneswarparida9148
    @dhaneswarparida9148 ปีที่แล้ว +3

    🚩MAHAPRABHU🚩
    ⚫️‼️⚫️
    ତମେ ଦୟା କଲେ ସବୁ ହିଁ ସମ୍ଭବ
    ତମେ ତ ଭାଗ୍ୟ ବିଧାତା.
    ଭକ୍ତଙ୍କ ଗୁହାରୀ ଶୁଣ ମନ୍ଦିରରେ
    କୁହ ନାହିଁ ପଦେ କଥା...

  • @mamatahantal1386
    @mamatahantal1386 ปีที่แล้ว +1

    🙏🙏🙏 jai jagannathswami nayana pathagami bhabatume

  • @mamatamahapatra4552
    @mamatamahapatra4552 ปีที่แล้ว +1

    Jay Jagannath Swami, nayanpathagami bhaba tume 🙏

  • @sasadharnayak650
    @sasadharnayak650 ปีที่แล้ว +1

    Jay Jaganath Mahaprabhu Jay Jaganath Sir

  • @debiprasadjena9627
    @debiprasadjena9627 ปีที่แล้ว +1

    MAHAPRABHU🙏🙏🙏

  • @satishdas1248
    @satishdas1248 22 วันที่ผ่านมา

    Sundara abegabhara upasthapana❤😊

  • @lopamudrasamantaray3481
    @lopamudrasamantaray3481 ปีที่แล้ว +1

    ମହାପ୍ରଭୁ ହେ🙏🙏🙏🙏

  • @premalatasahoo1086
    @premalatasahoo1086 ปีที่แล้ว +1

    Mahaprabhu ! Tume Antaryami,Tume Sabu Jana.Ananta koti pranam tumaku.

  • @charulata6741
    @charulata6741 ปีที่แล้ว

    Jay Jagannath Swami

  • @bhaiteravlogbala
    @bhaiteravlogbala ปีที่แล้ว +2

    😥😥😥🙏🙏

  • @sriyashalinisahoo8402
    @sriyashalinisahoo8402 ปีที่แล้ว +1

    Jay jagannth🙏🙏🙏🙏

  • @jayshrijagannath1627
    @jayshrijagannath1627 ปีที่แล้ว +1

    Jay shree jaganath Swami ❤️🌺🙏🌺❤️

  • @lalatendulenka6315
    @lalatendulenka6315 ปีที่แล้ว +5

    ମହାପ୍ରଭୁଙ୍କ ଲୀଳା ର ତୁଳନା ନାହିଁ। ହେ ମହାପ୍ରଭୁ ତୂମେ ହଁ ସକଳ ଶକ୍ତି ର ଆଧାର।

    • @subasbehera3497
      @subasbehera3497 ปีที่แล้ว

      Jai Jagannath 🙏🙏🙏🙏 Apana nka upastapana khub Sundar..🙏🙏

  • @upamadas1137
    @upamadas1137 ปีที่แล้ว +4

    ଜୟ ଜଗନ୍ନାଥ 🙏❣️🙏

  • @archanamohapatra2705
    @archanamohapatra2705 ปีที่แล้ว +1

    Jai jagannath

  • @rashmijena1176
    @rashmijena1176 ปีที่แล้ว +1

    Jay Jagannath Swami🙏🙏🙏🙏🙏

  • @ranjansahoo6087
    @ranjansahoo6087 ปีที่แล้ว +1

    Jay jagarnath jay jagarnath jay jagarnath ❤❤❤❤⚫️❗️⚫️

  • @manushreedhal288
    @manushreedhal288 ปีที่แล้ว +1

    Jai jaganath 🙏🙏🙏🙏🙏🙏🙏

  • @pramodpattnaik5397
    @pramodpattnaik5397 ปีที่แล้ว

    Jay jaganath maha prabhu manimaa koti koti dandabata.

  • @sasankasekharpanigrahi7762
    @sasankasekharpanigrahi7762 ปีที่แล้ว +2

    Sir kindly send such vital experiences with the Legend Khoka Bhai।

  • @satyabratapanda3137
    @satyabratapanda3137 ปีที่แล้ว +2

    jai jagannatha swami nayana pathagami bhava tume ♥️♥️♥️♥️❤️❤️❤️❤️

  • @pradeshkumarsahoo1877
    @pradeshkumarsahoo1877 ปีที่แล้ว +1

    ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏

  • @asitrout7659
    @asitrout7659 ปีที่แล้ว +1

    🙏🙏😭😭ପ୍ରଣାମ. ଜୟ ଜଗନ୍ନାଥ

  • @AamaGaonAamaMati
    @AamaGaonAamaMati ปีที่แล้ว

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @kalyanimohanty1970
    @kalyanimohanty1970 ปีที่แล้ว +1

    Jay Jagannath Swami 🙏🏼🙏🏼🙏🏼🙏🏼🙏🏼❤️❤️

  • @bishnupriyasahoo1777
    @bishnupriyasahoo1777 ปีที่แล้ว +1

    Jay Jagannath mahaprabhu 🙏🙏🙏

  • @dasarathibaba9915
    @dasarathibaba9915 ปีที่แล้ว

    AGYA PRANAM APNA JAGNNTHA NK AMRUT MRUCHHANA ATE HRUDYBIDARAK APN JADIGOTIEA MRUHUTK PAE DASNDIANTE NIJAKU DHANY MANE KARNTI JAY JAGANNATHA

  • @bijaykumardas3013
    @bijaykumardas3013 ปีที่แล้ว +1

    Jay Prabhu Sri Mahabahu 🙏

  • @susantabehera2902
    @susantabehera2902 ปีที่แล้ว

    Jai jagannath Swami Nayana Patha Gami Vaba Tume Vaba Tume

  • @narayankhandual5720
    @narayankhandual5720 ปีที่แล้ว +1

    Jai jagannath jai jagannath jai jagannath

  • @matruashishpatra3550
    @matruashishpatra3550 ปีที่แล้ว

    🙏🙏🙏............
    ❤❤❤❤❤❤❤Tree 🌲 .. 🙏🙏🙏🙏