V. K. Pandian ଦେଲେ ଚ୍ୟାଲେଞ୍ଜ, Dharmendra Pradhan କହିଲେ | Genera Election 2024 | Odia News

แชร์
ฝัง
  • เผยแพร่เมื่อ 15 พ.ย. 2024

ความคิดเห็น • 805

  • @GouriSahoo1106
    @GouriSahoo1106 6 หลายเดือนก่อน +91

    ହାରିଗଲେ ପାଣ୍ଡିଆନ ରାଜନିତୀ ଛାଡିଦବ କାହିକି ସବୁ ଖାଇଛି ବୋଲି କି....ଜାହା ଖାଇଛି ସବୁ ହଗିବ ତାପରେ ଛାଡିବ....

    • @AmrjitDas-qq2ep
      @AmrjitDas-qq2ep 6 หลายเดือนก่อน +3

      Muku tinipanjiru gala

    • @Being-Odia-Being-Proud
      @Being-Odia-Being-Proud 6 หลายเดือนก่อน +6

      ତିହାର ଜେଲ୍ ରୁମ୍ ନଂ 420 ପାଣ୍ଡୁକୁ ଅପେକ୍ଷା କରିଛି |

    • @somusir-lt8ho
      @somusir-lt8ho 6 หลายเดือนก่อน +2

      ​panigrahi pain😂

    • @SASADHARAMOHANTY
      @SASADHARAMOHANTY 6 หลายเดือนก่อน

      V.K. Tamil Dog 🐶🐶,, ତେଲିଆ ଟା ., ର।ଜନିତ୍ ରେ ହାରି ଓ ଜିତିବା ଅଛି, ତାମିଲ କୁକୁର, ତୋ ତେ ଛି ଛି

    • @amarendrabehera1592
      @amarendrabehera1592 6 หลายเดือนก่อน

      Right

  • @dibakarpanda1352
    @dibakarpanda1352 6 หลายเดือนก่อน +203

    ପାଣ୍ଡିଆ ଓଡ଼ିଶା ରାଜ୍ୟର ନେତା ନୁହେଁ , ହାରିଲେ ତାମିଲନାଡୁ ପଲେଇବୁ, ଏତ ସାଧାରଣ କଥା,

    • @silunayak6482
      @silunayak6482 6 หลายเดือนก่อน +12

      Dharama Bihar

    • @GouriSahoo1106
      @GouriSahoo1106 6 หลายเดือนก่อน

      ଜାହା ଗାଣ୍ଡି ମାରିଛି ସବୁ ଓଡିଶାରେ ଦବ ତାପରେ ଓଡିଶା ଛାଡିବ. ..

    • @bhubaneswarvlogger8533
      @bhubaneswarvlogger8533 6 หลายเดือนก่อน +4

      Love you mo bhai kn kahila ree 🙏🙏🙏😍😍🙌

    • @ajitkumarsamal7202
      @ajitkumarsamal7202 6 หลายเดือนก่อน

      ​@@silunayak6482tame golami karibaku bhala pauchha aau tame nirvachit neta bhi golami karibe Pandu ra aau eita bhi bhala laguchhi tamaku

    • @p2stockmarket
      @p2stockmarket 6 หลายเดือนก่อน +2

      ​@@silunayak6482 right

  • @biswajit8329
    @biswajit8329 6 หลายเดือนก่อน +16

    ନବୀନ ବାବୁ ଏଥେ କଥ କହୁଛନ୍ତି,
    ତାଙ୍କୁ କୁହ ଏକ ସେ ନିଜେ ଆସି ଥରେ ମିଡ଼ିଆ ଆଗରେ କହିବେ ଓଡିଶାକୁ କେତେ ଭଲ ପାନ୍ତି ବୋଲି |

  • @udayanathswain1569
    @udayanathswain1569 6 หลายเดือนก่อน +70

    ତୁ କେବେ ରାଜନୀତି ରେ ଥିଲୁ ଯେ ସନ୍ନ୍ୟାସ ନେବୁ.............ଆଜି ନହେଲେ କାଲି ପଳାଇବୁ..........

    • @Being-Odia-Being-Proud
      @Being-Odia-Being-Proud 6 หลายเดือนก่อน +5

      ତିହାର ଜେଲ୍ ରୁମ୍ ନଂ 420 ପାଣ୍ଡୁକୁ ଅପେକ୍ଷା କରିଛି |

    • @dinabandhunaik7332
      @dinabandhunaik7332 6 หลายเดือนก่อน +1

      କେଉଁ ବିଧାନସଭା, ଲୋକସଭା ଆସନରୁ ପ୍ରାଥୀ ହୋଇଛନ୍ତି, ତୁମେ ନେତା ନୁହଁ ଚାଟୁକାର

    • @samratdash3015
      @samratdash3015 6 หลายเดือนก่อน

      Saat katha😂

  • @ommshree444
    @ommshree444 6 หลายเดือนก่อน +68

    ତୁ ମାରିବୁ ବୋଲି ସମସ୍ତେ ମାରିବେ କି, ବିଜେଡି ହାରିଲେ ତୁ ତାମିଲନାଡୁ ଯିବୁ କି ଓଡିଶା ରହିବୁ, ଟିକେ ଜନତାଙ୍କୁ କହିଦିଅ ଉତ୍ତର, ଦମ ଅଛି ଯଦି ଉତ୍ତର debu🙏

    • @jagansahu1284
      @jagansahu1284 6 หลายเดือนก่อน +4

      ବିହାରୀ ଅପରାଜିତା କେଉଁଠି ରହିବ

    • @CuteAnimals-pb1xp
      @CuteAnimals-pb1xp 6 หลายเดือนก่อน

      ​@@jagansahu1284Pura right bhai a maghiya kun seiya darkar

    • @_mr___rajput
      @_mr___rajput 6 หลายเดือนก่อน +2

      ​@@jagansahu1284tame hindu na other ? Hindu re jhia mrg pare bapa ghara nuha sasu ghara Naa re parichita huanti

    • @jagansahu1284
      @jagansahu1284 6 หลายเดือนก่อน

      @@_mr___rajput ତୁ ପୁରୁଷ ଶ୍ରେଷ୍ଠ ସମାଜ ର ଲୋକ
      ଯଦି ଅପରାଜିତା ଓଡ଼ିଆ ବହୁ ହୁଏ, ପାଣ୍ଡିଆନ ମଧ୍ୟ ଓଡ଼ିଆ ଜ୍ବାଇଁ
      ପାଣ୍ଡିଆନ ତାମିଲ ପୁଅ ହେଲେ ଅପରାଜିତା ବିହାରୀ ଝିଅ
      ମୋ ମତରେ ଝିଅ ପୁଅ ସବୁ ସମାନ

    • @_mr___rajput
      @_mr___rajput 6 หลายเดือนก่อน

      @@jagansahu1284 hee mor purusa bandu Ame pua jhia ku kebhe alaga najar re dekhinu samaste samana 👍 kintu hindu rininiti re jhia mrg kala pare kebhe bhi bapa ghara nuha sasu ghara Naa re parichita hue
      Thik semiti puaa mrg kala pare sasu ghara nuha bapa ghara Naa re parichita huanti jemiti tame hauchha tama bapa jeje bapa hauchhanti 👍👍
      Sei jaga re pua sasu ghara na re parichita haba jauthe sasu ghare pua nathiba aba ajogya pua thiba 🤔 kintu amar Odisha re jogya pua & jhia nka abhaba achhi mu bhebeni 👍 tame bhabuchha bodhe 👍.
      Pua ku sasu ghara & jhia ku bapa ghara Naa re parichita Kariba khali social media re hoipare reality re kebhe nuha tame kebhe emiti tama bhauni tama mama & baba & tama nija wife ku emiti parachaya re saman kariki dekhaa samaja re tame adarsha hoijiba 👍👍. Jadi karibi ta prove ta patheiba apanka apekhya re rahili 👍
      Amara jogya odia pua jhia nhi cm Hebe 👍👍 jogya pua jhia ra abhaba nanhi Odisha re 👍👍

  • @stylishmaahi
    @stylishmaahi 6 หลายเดือนก่อน +83

    ତୁ କେବେଠୁ ନେତା ହେଲୁ ଯେ ସନ୍ୟାସୀ ନବୁ

    • @satyajitswain6994
      @satyajitswain6994 6 หลายเดือนก่อน +1

      Se jaha hou Tamil toka ra dum achhi hele yaku jabab dela valia odisha re gote bi toka dekha jauni

    • @chittaranjanbarik1681
      @chittaranjanbarik1681 6 หลายเดือนก่อน +1

      Pua gas pua kete thila kire gst kia pua kala kire

    • @SailaPradhan-cp6wb
      @SailaPradhan-cp6wb 6 หลายเดือนก่อน

      ​@@satyajitswain6994😊

    • @s.smohanty2648
      @s.smohanty2648 6 หลายเดือนก่อน

      ତୋ ବୋଉ ଉପରେ ପାଣ୍ଡିଆ ଚଢ଼ୁ ତାହା ଭଳି ଛୁଆ ହେବ​@@satyajitswain6994

    • @MaheshKumar-og9vf
      @MaheshKumar-og9vf 6 หลายเดือนก่อน

      ଆଉ କେତେ ଦିନ ଓଡ଼ିଆ ଅଲଗା ଲୁକ ମାନଙ୍କୁ ଦେବ ଆମେ ମାନେ ଏତେ ଦୁରକୁ କାମ କରିବା କାମକରିବାରୁ ଆସୁଛୁ କଣ ପାଇଁ ନବିନି ଏଥର ନୁହେଁ ଆମ ମାନଙ୍କୁ ଜିଏ ଓଡ଼ିଆ କୁ ଆଗକୁ ନବ ତାକୁ ଆମେ ଭୁଟ ଦେବା ଭାଇ ଓ ଭଉଣୀ ମାନେ 🇮🇳🇮🇳🇮🇳🇮🇳🇮🇳

  • @ashokkumarbehura6372
    @ashokkumarbehura6372 6 หลายเดือนก่อน +52

    ପଣ୍ଡିଆଆନ ତାମିଲୀନାଡୁ ଯିବା ଦରକାର

    • @Healthin2791
      @Healthin2791 6 หลายเดือนก่อน +7

      ପାଣ୍ଡିଆନ ଓଡିଶା ମୁଖ୍ୟ ମନ୍ତ୍ରୀ ହେବ ତମେ ମାନେ ଜଳି କି ମରିବ

    • @turnonage
      @turnonage 6 หลายเดือนก่อน +1

      @@Healthin2791 tu gote tamil bedha kukura

    • @Sambalpur955
      @Sambalpur955 6 หลายเดือนก่อน +3

      ଆଉ ତମେ ମାନେ ତା ଗୁଲାମୀ କରିବ

    • @RavindeaRout
      @RavindeaRout 6 หลายเดือนก่อน +1

      Bjd

    • @Being-Odia-Being-Proud
      @Being-Odia-Being-Proud 6 หลายเดือนก่อน +3

      ତିହାର ଜେଲ୍ ରୁମ୍ ନଂ 420 ପାଣ୍ଡୁକୁ ଅପେକ୍ଷା କରିଛି |

  • @bhagabanrana4898
    @bhagabanrana4898 6 หลายเดือนก่อน +27

    ତାମିଲକୁହ, ଓଡ଼ିଶାରକୁ ଆଉ କେତେ ଲୁଣ୍ଠନ କେଲେ ଆପଣ ଭାରତର ନଂ 1 ଧନୀ ହେବ,ଓଡ଼ିଶା ନଂ 1ଗରିବ ହେବ 🙏🙏

    • @Being-Odia-Being-Proud
      @Being-Odia-Being-Proud 6 หลายเดือนก่อน +2

      ତିହାର ଜେଲ୍ ରୁମ୍ ନଂ 420 ପାଣ୍ଡୁକୁ ଅପେକ୍ଷା କରିଛି |

  • @bijayashankartripathy8748
    @bijayashankartripathy8748 6 หลายเดือนก่อน +14

    Padian ଯେତେ ପ୍ରଚାର କରିବେ ବିଜେଡି ର ଭୋଟ ସେତିକି ମାଇନସ ହେବା । ବିଜୁ ଜନତା ଦଳରେ ଅନ୍ୟ ନେତା କାହିଁକି ଦେଖାଯାଉନାହିଁ ? ବହୁତ ଭଲ ନେତା ତ୍ ଅଛନ୍ତି । ସେମାନେ ଆଗକୁ ଆସନ୍ତୁ । ଆଉ ପ୍ରଚାର କାମ ରେ ଯୋଗ ଦିଅନ୍ତୁ।

  • @MilanBagarti-cy7kw
    @MilanBagarti-cy7kw 6 หลายเดือนก่อน +15

    ଜୟ କଂଗ୍ରେସ

  • @generalknowledge4173
    @generalknowledge4173 6 หลายเดือนก่อน +18

    ପାଣ୍ଡିଆନ ନିଜକୁ ରାଜ ନେତା ଭାବୁଛି କି l ସେ କେବେ ନିର୍ବାଚନ ଲଢ଼ିଛନ୍ତି କି

  • @ashokkumarpal596
    @ashokkumarpal596 6 หลายเดือนก่อน +5

    ଆରେ ତୁମେ ତ ଏବେ ଏବେ ରାଜନୀତି ଆସିଛ ,ରାଜନୀତି କଣ ,କିପରି କରାଯାଏ ଜଣାନାହିଁ ,କେତେଦିନ ରାଜନୀତି କରିଛ ଯେ ଛାଡିବ.

  • @mutapan7
    @mutapan7 6 หลายเดือนก่อน +6

    ହଁ ସନ୍ୟାସ ନେଇ ତ ଗାଁ କୁ ପଳେଇବୁ ସେଠି ଯାହା ସାଙ୍ଗରେ ନେଇଥିବୁ ସେଇ ଟଙ୍କାରେ ଚଳିବୁ😅

  • @subalkumarswain1457
    @subalkumarswain1457 6 หลายเดือนก่อน +6

    Right

  • @alekhabehera3259
    @alekhabehera3259 6 หลายเดือนก่อน

    କେନ୍ଦ୍ରୀୟ ନେତାମାନଙ୍କୁ ଛାଡିଆପଣ ପ୍ରଚାର କରନ୍ତୁ ଓଡ଼ିଶା ଲୋକମାନେ ଆପଣଙ୍କର ଭୂମିକା ପରଖନତୁ ଆପଣ କଦାପି ଜୟଲାଭ କରିପାରିବେ ନାହିଁ ବିଜେପି ଦଳ ସବୁ କର୍ମ କର୍ତ୍ତା କେବଳ ମିଡ଼ିଆ ସେଲ କୁଆସିଫୁଟାଣିମାରିବାଏହିଘନଗୁଣ ଅଛି ନିଜର ବାହାଦୁର ନାହିଁ

  • @KanhaDas-qd6pv
    @KanhaDas-qd6pv 6 หลายเดือนก่อน +1

    ବିଜୁ ବାବୁ କେତେଥର ହାରିଥିଲେ ଟିକେ ଚେକ କର
    ହଁ ଅବଶ୍ୟ ଏ ବିଜେଡି ଆଉ କୋଉ ବିଜୁ ବାବୁ ଆଦର୍ଶ ରେ ଚାଲୁଚି ଯେ

  • @sareetasasmal1080
    @sareetasasmal1080 6 หลายเดือนก่อน +6

    Job ରୁ ଇସ୍ତଫା ଦେଲା ପରେ ଆଉ ଗୋଟିଏ way BJD r chamcha, ଦଳ ହାରିଲା ପରେ ଆଉ ଓଡ଼ିଶା ରେ ସ୍ଥାନ ନାହିଁ, ତାମିଲ ନାଡୁ ଚାଲିଯିବା। ଖାଲି ଜିତିବା ପାଇଁ ରାଜନୀତି କରା ଯାଏ କି..... ଏ କୋଉ ରାଜନେତା ???? ଯାହା ରକ୍ତ ରେ ରାଜନୀତି ର ସୁଅ ଥିବ ସେ barbar harile ବି ରାଜନୀତି କୁ ଛାଡି ପାରିବନି

  • @MadanMohan-g7b
    @MadanMohan-g7b 6 หลายเดือนก่อน +3

    ଓଡିଶା ଲୋକ କେବେ ସୁଧୀରେ ରିବେ ନାଇଁ ସେତି ପାଇ ତ ଓଡିଶା ରେ ଯିଏ ଆସି ସିଏ ଶାସନ କରୁଛି ଓଡିଶା ଲୋକ ଦାଦାନ ଜାଉ ଛି

  • @karunakarkisan1143
    @karunakarkisan1143 6 หลายเดือนก่อน +5

    ନିଷ୍କପଟ କାମ କିଏ କରି ପାରିବ, ସେ ଗ୍ୟାରେଣ୍ଟି ସହିତ କାମରେ କରି ଦେଖାନ୍ତୁ l

  • @happynewyear901
    @happynewyear901 6 หลายเดือนก่อน

    ସନ୍ନ୍ୟାସୀ ହେବା ଦରକାର ଆପଣଙ୍କୁ v k padian sir କାରଣ ପାପରେ ଭାଗ ନେଇଛନ୍ତି

  • @chulbulirimiworld4496
    @chulbulirimiworld4496 6 หลายเดือนก่อน +1

    Yes ୟାକୁ ହିଁ କହନ୍ତି ଦମ ଯୁଧକ୍ଷେତ୍ର ର 👌👌

  • @rameshchandranayak7768
    @rameshchandranayak7768 6 หลายเดือนก่อน

    ଆମର ଓଡ଼ିଶାରେ କଣ କେହି ନେତା ନାହାନ୍ତି ଏ ଅଣଓଡିଆ ଦୁହିଁଙ୍କୁ ଓଡିଶା ରାଜନିତୀ ରୁ ବିଦାୟ ନେବା ସମୟ ଉପନୀତ

  • @MaheshKumar-og9vf
    @MaheshKumar-og9vf 6 หลายเดือนก่อน

    ତମେ ତାମିଲ ହେଇକି ଏଠି କଣ କରୁଛ ତମ ତାମିଲି ଜାଗାକୁ ଜାଅ ଓଡ଼ିଆ ଆସୁନାହିଁ ତମେ ଆମ ଓଡ଼ିଆ ଭାଷା କହିବ ଏଥିର ମୁଦି କୁ ଆଣିବୁ ଆଉ ନୁହେଁ ନବିନି ଏଥର ସରକାର ଏବେ ମୁଦି କଣ କରୁଛ ଭାଇ ଓ ଭଉଣୀ ମାନେ ମୁଦି ଆସିବ ଏଥିର bjp❤️❤️❤️

  • @prakashgartia719
    @prakashgartia719 6 หลายเดือนก่อน

    ଧର୍ମେନ୍ଦ୍ର ପଧାନ କୁ ଯଦି ଓଡ଼ିଶାର ରାଜନୀତି ଜଣା ଥାନ୍ତା ତେବେ ବିହାର ଏମ ପି ରୁ ରାଜ୍ୟସଭାକୁ ଜାଇ ମନ୍ତ୍ରୀ ହୋଇନଥାନ୍ତେ, କହିବାକୁ ଟିକେ ଲାଜ ଲାଗିବାର କଥା,.

  • @kananbiharipattanayak6602
    @kananbiharipattanayak6602 6 หลายเดือนก่อน

    ଓଡିଶା ତୋ ବୋପାର ନୁହେଁ। ପ୍ରାର୍ଥୀ ହେବାକୁ ଭୟ କଲୁ। ହିନ୍ଜଡା ସହିତ ଚ୍ୟାଲେଞ୍ଜ କରାଯାଏନା।

  • @BaisakhiSahoo-bo1kx
    @BaisakhiSahoo-bo1kx 6 หลายเดือนก่อน

    ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବାସୀଙ୍କ ଦ୍ଵାରା ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି କିନ୍ତୁ ଓଡ଼ିଶା ବାସୀପାଇଁ କୌଣସି କାର୍ଯ୍ୟ କରି ନାହାନ୍ତି। ଓଡ଼ିଶାବାସୀ ଆପଣଙ୍କୁ ଉଚିତ୍ ଜବାବ୍ ଦେବେ ।

  • @prakashswain8674
    @prakashswain8674 6 หลายเดือนก่อน

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାବୁ ନାଗ ସାପ ମାନଙ୍କୁ ଗାଇ ଦୁଧ ଦେଇ ପାଳି ପୋଷୁଥିବା ଜଣେ ବାହାଦୁରିଆ ନେତା ।ସେଥିପାଇଁ ଏବକୁ 5T ଅଧ୍ଯକ୍ଷ ପାଣ୍ଡିଆନ ବାବୁଙ୍କ ହାତରୁ ଚାପୁଡା ଖାଇବା ନ୍ୟାୟରେ ଧର୍ମେନ୍ଦ୍ର ପ୍ରଧାନ ବାବୁଙ୍କୁ ଚାଲେଞ୍ଜ ଦେଉଛନ୍ତି ।ଏଥିପାଇଁ ଆମକୁ ବହୁତ ଭଲ ହେଇଛି ଓ ଖୁସୀ ଲାଗୁଛି। ଯଦି ଧର୍ମେନ୍ଦ୍ର ବାବୁଙ୍କ ଦେହରେ ଟିକିଏ ବୋଲି ନାଁକୁ ଓଡିଆ ଜାତିର ରିପୁର ରକତ ରହିଛି,ତାହେଲେ ଜଣେ ଅଣ ଓଡିଆ ଏକ୍ସ ସରକାରୀ ଚାକିରିଆ ପାଣ୍ଡିଆନ ବାବୁଙ୍କର ଏପରି ଅସମ୍ମାନିତ ଚାଲେଞ୍ଜର କଟୂ ଶବ୍ଦବାଣ ଶୁଣି ବଞ୍ଚି ରହିବା ଠାରୁ, ପାଣ୍ଡିଆନ ବାବୁଙ୍କ ବାସଭବନ ଆଗରେ ଧର୍ମେନ୍ଦ୍ର ବାବୁ ଆତ୍ମହତ୍ଯା କରିଦେବା ଉଚିତ ହୁଅନ୍ତା ।କାରଣ ଧର୍ମେନ୍ଦ୍ର ପ୍ରଧାନ ବାବୁ ନିଜେ ଓଡିଶା ପାଇଁ କରିଥିବାର କର୍ମଦୋଷରୁ, ସେ ନିଜେ ସୃଷ୍ଟି କରିଥିବା ଜଣଙ୍କ ଠାରୁ ଏମିତିକା କଟୁ ଶବ୍ଦ ଶୁଣୁଛନ୍ତି ।

  • @goriiamsorry5757
    @goriiamsorry5757 6 หลายเดือนก่อน +1

    Pandu ଏବେଠୁ ସନ୍ନ୍ୟାସ ନେଇଯାଅ ଆଉ ମଧ୍ୟ ବେଡିଙ୍ଗ ପତ୍ର ଦରିକି ତାମିଲ ପଳା ନଚେତ୍ ବହୁତ୍ ଖାଇବୁ😅😅😅

  • @BaisakhiSahoo-bo1kx
    @BaisakhiSahoo-bo1kx 6 หลายเดือนก่อน

    ଧର୍ମେନ୍ଦ୍ର ଓଡ଼ିଶା ରୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀ ହେଲେ ସତ କିନ୍ତୁ ଓଡ଼ିଶା ର ବିକାଶ ପାଇଁ ଆଜିଯାଏଁ କୌଣସି ବିକାଶମୂଳକ କାର୍ଯ୍ୟ କରି ନାହାନ୍ତି ।

  • @wiseracademy5032
    @wiseracademy5032 6 หลายเดือนก่อน +3

    Odisha has been suffering for 25 years. Shame on you our current Odisha Govt.

  • @MaheshKumar-og9vf
    @MaheshKumar-og9vf 6 หลายเดือนก่อน

    ତମେ ମାନେ ଜେତିକି ଅଛି bdj ରେ ଆଗେ ଭଲସେ ଓଡ଼ିଆ ଭାଷା କୁହ ତା ହେଲେ ତମକୁ ଭଟ ତବୁ ତମେ ମାନେ ତାମିଲ ହେଲେ ଆମ ରାଜିରେ କଣ କରୁଛ ତମ ପାଇଁ ଆମେ ବାଇରେ କାମ କରୁଛୁ ନବିନି ସରକାର 25 ସାଲ ରେ କଣ କରିଛି ମତେ ଏଇ ମେସେଜ କୁହ 😔😔😔😔😔😔

  • @mr.rakesh342
    @mr.rakesh342 6 หลายเดือนก่อน +39

    ଧରମା ଡରି ଗଲା।😂😂😂

    • @allinoneentertainment2767
      @allinoneentertainment2767 6 หลายเดือนก่อน +6

      Tamil... 2 dinia neta😂😂

    • @Being-Odia-Being-Proud
      @Being-Odia-Being-Proud 6 หลายเดือนก่อน +4

      ତିହାର ଜେଲ୍ ରୁମ୍ ନଂ 420 ପାଣ୍ଡୁକୁ ଅପେକ୍ଷା କରିଛି |

    • @Being-Odia-Being-Proud
      @Being-Odia-Being-Proud 6 หลายเดือนก่อน +3

      ତାମିଲ ପାଣ୍ଡ ତତେ କେତେ ପେଲିଛି | କାହିଁକି ଏପରି ଖାଇବା ପାଇଁ ରାସ୍ତାର କୁକୁର ହୋଇଯାଉଛନ୍ତି |

    • @ommnamahshivay2084
      @ommnamahshivay2084 5 หลายเดือนก่อน

      Pandu asiki bjd ki mulapochh karidela

  • @tapu329
    @tapu329 6 หลายเดือนก่อน

    ସମ୍ବଲପୁର ବାସୀ ପ୍ରକୃତରେ ଓଡ଼ିଶାର ସମ୍ମାନ ରକ୍ଷା କରନ୍ତୁ....ଜଣେ ଅଣଓଡିଆ ଆସି ଓଡ଼ିଶା ମାଟିରେ ଆମର ଜଣେ ଓଡ଼ିଆ ଭାଇଙ୍କୁ ରଣ ହୁଙ୍କର ଦେଉଛି.... ସମ୍ବଲପୁର ବାସୀ ଏହାର ଜବାବ ଭୋଟ ରେ ଦେଖେଇବେ...

  • @amentertainment6998
    @amentertainment6998 6 หลายเดือนก่อน

    B j d ହଟାଓ ଓଡ଼ିଶା ବଞ୍ଚାଅ 🙏🏽🙏🏽🙏🏽🙏🏽🙏🏽❤️

  • @RockStar-zb9jb
    @RockStar-zb9jb 6 หลายเดือนก่อน +3

    BJD ପୁଣି ଥରେ ବିପୁଳ ସଂଖ୍ୟା ରେ ଭୋଟ ପାଇ ଜିତିବ 🎉🎉🎉🎉

  • @BaisakhiSahoo-bo1kx
    @BaisakhiSahoo-bo1kx 6 หลายเดือนก่อน

    ଧର୍ମେନ୍ଦ୍ର ବାବୁ କେବେ ଓଡିଶାର ବିକାଶ କଥା ଚିନ୍ତାନକରି ବିନାଶ କଥା ଭଲ ଚିନ୍ତା କରିଥାନ୍ତି l

  • @BaisakhiSahoo-bo1kx
    @BaisakhiSahoo-bo1kx 6 หลายเดือนก่อน

    30ମାର୍ଚ୍ଚ ରେ ଯେଉଁ ଅର୍ଥ କେନ୍ଦ୍ର ସରକାର ଦେଛନ୍ତି ତାହା ITDC ଜରିଆରେ 10କୋଟି ଟଙ୍କା ଆସିଥିଲା, କାହିଁକି ମହାପ୍ରଭୁଙ୍କ ନାଁରେ ମିଛ କହୁଛ l

  • @prasantagouda8277
    @prasantagouda8277 6 หลายเดือนก่อน

    ବିଜେପି ହିଁ ଓଡ଼ିଶାରେ ସରକାର ଗଢିବ........

  • @trilochanswain3201
    @trilochanswain3201 6 หลายเดือนก่อน +4

    ବିଦେଶରୁ କଳା ଟଙ୍କା ଫେରିଲା କି ?
    ଦେଶରେ ଦର ଦାମ କମିଲା କି ?
    ଆଛାଦିନ ଆସିଲା କି?
    ପେଟ୍ରୋଲ ଦାମ କମିଲା କି ?

    • @deepakpatra8151
      @deepakpatra8151 6 หลายเดือนก่อน

      ଏହିରେ ମାଗଣା ଖିଆ

  • @sunitapatra339
    @sunitapatra339 6 หลายเดือนก่อน

    ପାଣ୍ଡିଆନ ଟଙ୍କା ଦେଇକି ଭୋଟ ପାଇ ଯିବ ଏଥିରେ ନୁଆ କଥା କଣ

  • @BaisakhiSahoo-bo1kx
    @BaisakhiSahoo-bo1kx 6 หลายเดือนก่อน

    ଧର୍ମେନ୍ଦ୍ର ପ୍ରଧାନ ବାବୁ ନିଜ ମାଟି ପାଇଁ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିପାରିଲେ ନାହିଁ । ସେ ଯେ ରାଜ୍ୟ ପାଇଁ କଣ କରିବେ ।

  • @BaisakhiSahoo-bo1kx
    @BaisakhiSahoo-bo1kx 6 หลายเดือนก่อน

    ଧର୍ମେନ୍ଦ୍ର ଙ୍କ ଚାନେଲ ରେ ବିଜେଡି ନେତ ମାନଙ୍କ ବିଷୟରେ ଏମିତି ମିଥ୍ୟ ଖବର ଆଗରୁ ମଧ୍ୟ ଆସୁଥିଲା ଓ ଏବେ ମଧ୍ୟ ଆସୁଛି l

    • @mahaveer4410
      @mahaveer4410 6 หลายเดือนก่อน

      Bjp bhua bulai lotibar janichhu

  • @Educationpoint100
    @Educationpoint100 6 หลายเดือนก่อน

    ମଧୁ ବାବୁ କଣ ଏଇ ଦିନ ଦେଖିବା ପାଇଁ ଓଡ଼ିଶା ରାଜ୍ୟ ଗଠନ କରିଥିଲେ। ଆଜି ଏଠି ଜଣେ ତାମିଲ ଲୋକ ପୁରା ଓଡ଼ିଶା କୁ ଶାସନ କରୁଚି ଆଉ ଆମ ଓଡ଼ିଆ ଲୋକ କେଇଟା ଟଙ୍କା ଆଉ ମଦ ମାଂସ ଲାଗି ଏଇ ତାମିଲ officer କୁ vote ଦେଉଛନ୍ତି। ଆଜି ମଧୁ ବାବୁ ସ୍ଵର୍ଗରେ ଥାଇ ହୁଏତ ବହୁତ୍ ମନ ଦୁଃଖ କରୁଥିବେ। ବେଳ ଥାଉ ଥାଉ ସୁଧୁରି ଯାଓ ଓଡ଼ିଶା ବାସି। ଏଥର ସରକାର ପରିବର୍ତ୍ତନ ହେବ

  • @amentertainment6998
    @amentertainment6998 6 หลายเดือนก่อน

    ପାଣ୍ଡିଆନ କୁ ଓଡ଼ିଶା ମାଟିରେ କବର୍ ଦିଅ

  • @prasantakumarswain3419
    @prasantakumarswain3419 6 หลายเดือนก่อน +1

    ପାଣ୍ଡିଆନ୍ କେଇଦିନ ହେଲା ରାଜନୀତି କଲେ ଯେ ସିଏ ଛାଡ଼ି ଦେଲେ ବିଜେଡ଼ି ପାଇଁ ଢୋ ହୋଇ ପାରେ, ଓଡିଶା ପାଇଁ ନୁହେଁ ।

  • @kabitamohapatra5530
    @kabitamohapatra5530 6 หลายเดือนก่อน

    ଓଡ଼ିଶା ଲୋକ ସମସ୍ତଙ୍କର ଇତିହାସ ଜାଣିଛନ୍ତି,ସେଇ ଅନୁସାରେ ପ୍ରତିନିଧି ବଛିବେ।

  • @jagabandhusahoo5188
    @jagabandhusahoo5188 6 หลายเดือนก่อน +1

    sir good decision b j d

  • @renubalamohapatra7437
    @renubalamohapatra7437 6 หลายเดือนก่อน +4

    ଧର୍ମେନ୍ଦ୍ର ବାବୁ ଙ୍କୁ ଓଡିଶା ଇତିହାସ ବୋହୁତ ଜଣା କଥା କହିବାର ଶିଳୀନତା ଜଣାନାହିଁ।

    • @gourishankarparida6937
      @gourishankarparida6937 6 หลายเดือนก่อน +1

      Dharmendra babu ku Jana achhi pandian ku Jana nahin 10tarikhre Pandiya Tamilnadu chalijhobu

    • @BabyViralClips7923
      @BabyViralClips7923 6 หลายเดือนก่อน

      Pandian ku pachar be, tamil pada chata

  • @Diamond.supar.
    @Diamond.supar. 6 หลายเดือนก่อน

    ଧର୍ମେନ୍ଦ୍ର ପ୍ରଧାନ ଠିକ୍ କହିଲେ ❤

  • @JagamohanJena-l3p
    @JagamohanJena-l3p 6 หลายเดือนก่อน +2

    ଓଡ଼ିଶାରେ ବିଜେଡି ଆସିବ....
    ଭାରତରେ ବିଜେପି ଆସିବ.... ଏହା ସାଧାରଣ ହେବ ତିଳେ ମାତ୍ର ସନ୍ଦେହ ନାହିଁ ଜୟ ଜଗନ୍ନାଥ 🚩🕉️🙏

  • @Sambalpur955
    @Sambalpur955 6 หลายเดือนก่อน +1

    ପାଣ୍ଡିଆନ ସନ୍ୟାସ ନେବନି ତାର ଚାପ୍ଟର କ୍ଲୋଜ ହେବ ଏଥର ❤️❤️❤️

  • @rameshbiswal1372
    @rameshbiswal1372 6 หลายเดือนก่อน

    ନବୀନ ଗୋଟେ ରବଟ୍। ରିମୋଟ୍ ଧରିଛି ପଣ୍ଡୁଆ।
    କେବଳ ବିଜେପି ଦରକାର

  • @BaisakhiSahoo-bo1kx
    @BaisakhiSahoo-bo1kx 6 หลายเดือนก่อน

    10କୁ 50କରି କହିବା ପାଞ୍ଚ ଗୁଣା ଅଧିକ ମିଛ କହିବାର ସବୁ ସୀମା ଟପି ଯାଇଛନ୍ତି, ଧର୍ମ ଛଡା ଠାକୁରଙ୍କନାଁରେ ଏମିତି ମିଛ କୁହନି l

  • @alekhabehera3259
    @alekhabehera3259 6 หลายเดือนก่อน

    ପାଣଡିୟାନ ବାବୁ ଠିକ୍ ଆପଣଙ୍କ କଥା ଅନୁସାରେ କହୁଛନ୍ତି ଆପଣ ଓଡ଼ିଶା ଇତିହାସବିଷୟରେ ଜାଣି ନାହାନ୍ତି

  • @mihirranjan5004
    @mihirranjan5004 6 หลายเดือนก่อน +2

    କଂଗ୍ରେସକୁ ଭୋଟ ଦିଅନ୍ତୁ ଏବଂ କେନ୍ଦ୍ରରେ ଥିବା ଗୋଟିଏ ଏକଛତ୍ରବାଦୀ ସରକାରକୁ ପରିବର୍ତ୍ତନ କରନ୍ତୁ ।

  • @Dipunkumar1279
    @Dipunkumar1279 5 หลายเดือนก่อน

    ମାଘିଆ କେନ୍ଦ୍ର ମନ୍ତ୍ରୀ ତତେ ଓଡ଼ିଶା ଇତହାସ ଜଣା ଅଛି

  • @amiyaprasadnayak7542
    @amiyaprasadnayak7542 6 หลายเดือนก่อน

    ହଇରେ ଧର୍ମେନ୍ଦ୍ର ଯଦି ତୋର ବଳ ଅଛି ତେବେ ଚାଲେଞ୍ଜ ନଉନୁ

  • @dusupadhan8446
    @dusupadhan8446 6 หลายเดือนก่อน

    ଆମ ମୁଖ୍ୟ ମନ୍ତ୍ରୀ ଙ୍କ ଗୋଡ଼ ହାତ ଅଚଳ ହୋଇ ଯାଇଛି,, ତେଣୁ ତାର ଫାଇଦା ଉଠାଇ ବାକୁ ଚାହୁଁଛନ୍ତି ତାମିଲ୍ ଭି. କେ. ପ।ଣ୍ଡିଆନ,,
    ତେଣୁ ଓଡ଼ିଶା ର ଲୋକମାନଙ୍କୁ ମୋର ଅନୁରୋଧ, ଓଡ଼ିଶାର ଶାସନ ଗାଦି କୁ ତାମିଲ୍
    ହାତରେ ଟେକି ଦିଅନ୍ତୁ ନାହିଁ । ସେଥି ପାଇଁ ଆପଣ ମାନେ ଅଲଗା ଦଳ କୁ ଭୋଟ ଦେଇ ଜିତାନ୍ତୁ।
    । ଜୟ ଜଗନ୍ନାଥ।

  • @ChutkiPapaFun
    @ChutkiPapaFun 6 หลายเดือนก่อน

    ଏକ ବିରାଟ ଷଡଯନ୍ତ୍ର ଚାଲିଛି , ଓଡିଶା ଲୋକମାନେ ବୁଝିବାକୁ ଚେଷ୍ଟା କର , ଏଠି କେହି ଗାନ୍ଧୀ ଗୋପନ୍ଧୁ ନାହାନ୍ତି , କେବଳ ନିଜର ସ୍ୱାର୍ଥ ପାଇଁ ନିରୀହ ଓଡିଶା ଲୋକଙ୍କୁ ଭୁଆଁ ବୁଲଉଛନ୍ତି . ଯିଏ ପାଟି ଖୋଲିଲା ତାକୁ ଏମିତି ଚାପି ଦିଆଯାଉଛି , ବିଚରା କ୍ରୀତଦାସ ମାନେ କ୍ଷମତା ପାଇଁ ପାଟିରେ ବିଣ୍ଡା ଦେଇକି ବସୁଛନ୍ତି . ୟେ ଲୋକ ଭଲକି ଜାଣିଛି , ଓଡ଼ିଆ ଲୋକଙ୍କୁ କେମିତି ବୋକା ବନାଯାଏ କାରଣ ଆପଣଙ୍କ ପରି ସମସ୍ତେ ଶିକ୍ଷିତ ନୁହନ୍ତି
    ଓଡିଶା ଲୁଟ ଚାଲିଛି, ଆପଣ ବିକଳ୍ପ ଚିହ୍ନ ରେ ଭୋଟ ଦିୟନ୍ତୁ ( ସେ କଂଗ୍ରେସ ହଉ କି ବିଜେପି )

  • @BaisakhiSahoo-bo1kx
    @BaisakhiSahoo-bo1kx 6 หลายเดือนก่อน

    ଓଡ଼ିଆର ଭାଷା ସଂସ୍କୃତି ର ବିକାଶ ଓ ଉନ୍ନତିକୁ ଧର୍ମେନ୍ଦ୍ର ବାବୁଙ୍କ ଆଖିରେ ଯାଉନି କାରଣ ସେ ଲୋକଙ୍କ ସେବା କରିବା ଜାଣି ନାହାନ୍ତି କେବଳ ଓଡ଼ିଶାର ଲୋକଙ୍କୁ କଷ୍ଟ ଦେବାକୁ ଜାଣିଛନ୍ତି ।

  • @MINIMOTIVATION6242
    @MINIMOTIVATION6242 6 หลายเดือนก่อน

    ପାଣ୍ଡୁ ଠିକ୍ କହିଛି କାରଣ ସେ ଏଠି ବେପାର କରୁଛି, ଏଠି ନହେଲେ ସିଏ ଆଉ କୁଆଡେ଼ ଚାଲିଯିବ। ରାଜନୀତି ରେ ଯିଏ ଥାଏ ହାରିଗଲେ ମଇଦାନ ଛାଡି ଯାଏନି।।

  • @priyaranjankhuntia
    @priyaranjankhuntia 6 หลายเดือนก่อน

    ଓଡ଼ିଶା ରେ ଆଉ ଲୁଟିବାର chance ନଥିବ, ତାମିଲନାଡୁ ର ରାଜନେତା ୟାକୁ ରାଜନୀତିରେ ପୁରେଇବେ ନାହିଁ। ରାଜନୀତି ଛାଡ଼ିବୁ ନାହିଁ କଣ କରିବୁ।
    ଶୁଣା ଯାଉଛି କୁଆଡେ ୧୦,୦୦୦ କୋଟି ଖାଇଚି

  • @AbhayRout-xi5te
    @AbhayRout-xi5te 6 หลายเดือนก่อน

    ହଇରେ ଧରମା,,, ନବିନିପାଇବିଜେପି

  • @madhabapatra8919
    @madhabapatra8919 6 หลายเดือนก่อน +2

    Jay BJD Jay Naveen 🌹🙏💐

  • @sanjayakumarpatra1476
    @sanjayakumarpatra1476 6 หลายเดือนก่อน

    News18 ଓଡ଼ିଆ ସାମ୍ବାଦିକ ପଚାରିବ କି ଓଡ଼ିଶାରୁ କେତେ ରାଜସ୍ଵ ସମ୍ପତ୍ତି ନେଇ ପାଣ୍ଡିଆନ ତାମିଲନାଡୁରେ ଠୁଳ କଲାଣି

  • @ashokkumarmoharana7946
    @ashokkumarmoharana7946 6 หลายเดือนก่อน +5

    ଜୁନ 4, 400 ପାର ! ତମେ କହିବ ! ଗ୍ୟାରେଣ୍ଟି ଦେବ ! ଆଉ ସେମାନେ challenge ଦେଲେ , ତମର ଫାଟିଲା ? Ur and ur master education, what ? He is a IAS but don't know the history of Odisha ! U know ? ଦମ ଅଛିତ accept challenge. ନା , କାରଣ u know ur political life is to be ended on 4 June.

    • @somyadas5485
      @somyadas5485 6 หลายเดือนก่อน

      Eia bjd karmi heithiba so amiti kahucchi , nahele aji jou prakara. Paristiki jt pilankara se hi janati 3 no dhani pandian

  • @jagannathsabar9588
    @jagannathsabar9588 6 หลายเดือนก่อน

    ତ ଭାଗ୍ୟ ଏତେ ଟାଣ ଯେ ଓଡିଶା ବୋଲି ତିଷ୍ଠି ଯାଉଛୁ ତୁମ ତାମିନାଡୁରେ ତର ଅତପଟା ରହିବିନାହିଁ

  • @bulupradhan79
    @bulupradhan79 6 หลายเดือนก่อน

    Good answer

  • @abhimanyurout4574
    @abhimanyurout4574 6 หลายเดือนก่อน

    ପାଣ୍ଡିଆନ, ବେଳଖରାପ,,ରାଜନୀତିରୁ,ସନ୍ୟାସୀ ନବନୀ,ଜେଲଜିବ,ଅପେକ୍ଷା କର

  • @RockStar-zb9jb
    @RockStar-zb9jb 6 หลายเดือนก่อน +1

    ନବୀନ ପଟ୍ଟନାୟକ ଥିବା ଯାଏ ଓଡ଼ିଶା ରେ କେହି ଜିତି ପାରିବେ ନାହିଁ only BJD 🎉🎉🎉🎉🎉

  • @CreationOdia1234
    @CreationOdia1234 6 หลายเดือนก่อน +1

    ତୁମେ ଜିତିକି Comments ଦଉଛ କେତେ ଜଣ Vote ଦଉଛ

  • @edvigeantoniaalbinamaino0786
    @edvigeantoniaalbinamaino0786 6 หลายเดือนก่อน +1

    ପ୍ରଥମେ 4200 କୋଟି ବଜେଟ ରେ ପୁରୀ ରେ କଣ୍ ସବୁ କାମ କରିଛନ୍ତି ତା ର ହିସାବ ଦିଅନ୍ତୁ
    ତାମିଲନାଡୁ ଫେରି ଯିବା ର ବେଳ ପଳେଇଲା
    ଏବେତ ed ପାଖକୁ ଯିବା ଆସିବା ଲାଗି ରହିବ

    • @chittaranjandas6051
      @chittaranjandas6051 6 หลายเดือนก่อน

      Tame bjp Bala bandasani tamaku hisab diajiba

    • @edvigeantoniaalbinamaino0786
      @edvigeantoniaalbinamaino0786 6 หลายเดือนก่อน

      @@chittaranjandas6051 ନା ରେ ବୋଉଗିଁହା ଏଠି ଓଡିଶା ଲୋକ ଙ୍କୁ ହିସାବ ଦେବା କୁ କୁହା ହଉଛି କୋଉ ବାଲା ମାନେ ହିସାବ ମାଗୁନାହାନ୍ତି

  • @bhadweshbarik8691
    @bhadweshbarik8691 6 หลายเดือนก่อน +6

    Bahara loka odisha re politics

    • @devidsibanew7964
      @devidsibanew7964 6 หลายเดือนก่อน

      ଅପରାଜିତା ଷଡ଼ଙ୍ଗୀ କୁ ତ ବାହାର କର

  • @KanhaDas-qd6pv
    @KanhaDas-qd6pv 6 หลายเดือนก่อน

    ହଇହୋ ପାଣ୍ଡିଆନ ବାବୁ ଖୋଲା chalenge ମୋର
    Vote ପିଛା ପଇସା ନ ବାଣ୍ଟି ଗୋଟେ ଆସନ ଜିତିପାରିବ
    ସାକ୍ଷୀ -4 କୋଟି ଓଡ଼ିଶାର ଜନତା

  • @kamalochandharua5338
    @kamalochandharua5338 6 หลายเดือนก่อน

    ମୋର ଜାଗାରେ ପାଣ୍ଡିଆନ ଭେଟ ପଡନ୍ତିତ ଉଛିଚିତ ଜବାବ ଦିଆଯିବ

  • @ullasachandrasahu5660
    @ullasachandrasahu5660 6 หลายเดือนก่อน

    ଏକା ଥରକେ dharama ra ଇତିହାସ ମନେପଡ଼ିଗଲା

  • @nabakishorelenka1915
    @nabakishorelenka1915 6 หลายเดือนก่อน

    ଭାଲ ଭାବରେ ଭାଷଣ ଦୀୟାନ୍ତୁ l

  • @himanshusekharumapatipanda5169
    @himanshusekharumapatipanda5169 6 หลายเดือนก่อน

    ନବିନ ସରକାର ରେ କହୀ ମନ୍ତ୍ରୀ ନାହାନ୍ତି ପାଣ୍ଡୁ ସବୁ କହିବ...

  • @devranjandang8021
    @devranjandang8021 6 หลายเดือนก่อน

    BJD ହାରିଲେ ତୁ ତାମିଲ ପାଲେଇବୁ ଓଡ଼ିଶା ରେ ଆଉ ତୋ ପାଇଁ ଜାଗା ନାହିଁ ଆଉ ତୁ କଣ ସନ୍ନ୍ୟାସ ନେବୁ

  • @KanhaDas-qd6pv
    @KanhaDas-qd6pv 6 หลายเดือนก่อน

    ତୁ କହିଁନିକି କହିବୁନି
    ଆରାମ ରେ ଆସିଲୁ ପଟେଇ ପାଟେଇ power ରେ ରହିଲୁ ରେ ପାଣ୍ଡିଆନ
    ଭଲ କେବେ ନିର୍ବାଚନ ନ ଲଢ଼ି ବି ପାଣ୍ଡିଆନ ସବୁ ଠୁ powerful ଲୋକ
    ଧନ୍ୟ ଓଡିଶା ର ଲୋକେ

  • @Diamond.supar.
    @Diamond.supar. 5 หลายเดือนก่อน

    ମଦ ବିକିବା ରେ ନବୀନ ଏକ ନମ୍ବର

  • @josephchoudhury2929
    @josephchoudhury2929 6 หลายเดือนก่อน

    ଚାମ୍ଚା ତୋର କଣ ଅଛି ରାଜନୀତି ଚଡ଼ିବୁ

  • @BibhutiDalai-t7l
    @BibhutiDalai-t7l 6 หลายเดือนก่อน

    Sri super👍👍👍👍

  • @deepakpatra8151
    @deepakpatra8151 6 หลายเดือนก่อน

    Odissa ବାସି ସୁଣ odissa ରେ cyclone ହେଲେ ପଧାନମନ୍ତ୍ରୀ ରିଲିଫ fund ରୁ ଟଙ୍କା ଆସେ, ଏହି ତାମିଲ ଜେପରି ହଉଛି ଆଉ କିଛି ମିଳିବନି

  • @KanhaDas-qd6pv
    @KanhaDas-qd6pv 6 หลายเดือนก่อน

    ଏଠର କେବଳ ବିଜେପି
    କେବଳ ମୋଦି ସରକାର

  • @Kumaruditnarayan
    @Kumaruditnarayan 6 หลายเดือนก่อน +1

    ସବୁ ଲୋକ ଦେଖାଣିଆ ଜଣେ center Re ଖାଉଜି au ଜଣେ state re

  • @bibhutiparida7565
    @bibhutiparida7565 6 หลายเดือนก่อน +7

    ଜଣା ଯାଉଛି ଦୁଇ ସାଙ୍ଗ ଯେମିତି ପରସ୍ପର କୁ କଟାକ୍ଷ କରନ୍ତି ସେଇ ଭଳି ୟେ ଦୁଇ ଜଣଙ୍କ ବକ୍ତବ୍ୟ ।

  • @chaindramani1025
    @chaindramani1025 6 หลายเดือนก่อน

    ଜଣଙ୍କ ପଛରେ all ଭାରତ ଲାଗିଛି
    ତମର ଅକାତ କେତେ ଜଣାପଡୁଛି

  • @Dipunkumar1279
    @Dipunkumar1279 5 หลายเดือนก่อน

    ଯଦି ଜଣା ଅଛି ତେବେ 24 year ରେ ତୋ bjp sarkar kouthi thila

  • @bipinbiharipatra9480
    @bipinbiharipatra9480 6 หลายเดือนก่อน

    ଏ ସରକାରୀ କର୍ମଚାରୀ ହେଇକି ଥିଲେ।ଇଏ କେତେଦିନ ର ରାଜନେତା?

  • @rashmiranjannayak2728
    @rashmiranjannayak2728 6 หลายเดือนก่อน

    ବିଜେପି ଜିନ୍ଦାବାଦ 🪷

  • @KanhaDas-qd6pv
    @KanhaDas-qd6pv 6 หลายเดือนก่อน

    ହଇହୋ ପାଣ୍ଡିଆନ ବାବୁ
    ପିଠା ଯୋଜନା ରେ କଣ ହେଲା
    ବିଜୁ ଯୁବା ବାହିନୀ କୁଆଡେ ଗଲା

  • @arunamajhi4831
    @arunamajhi4831 6 หลายเดือนก่อน

    ପାଣ୍ଡୁ 10ବର୍ଷ ରେ କଣ କରିଛି ବଳି କାଉଛ ହେଲେ ତମେ 25 ବର୍ଷ ହେଲା ଯେ ଜିଲ୍ଲା ଭିତ୍ତି କା ନିଯୁକ୍ତି କାଇଁକି କରୁନ ତମେ ପରା 25 ବର୍ଷ ହେଲା ଶାସନ କରୁଛ କଣ କରୁଛ କାଇଲ ଟିକେ ଶୁଣିବା

  • @prasantapradhan2719
    @prasantapradhan2719 6 หลายเดือนก่อน +1

    ହାରିଲେ ବି, ନାଲକୋ, ଏନ. ଟି.. ପି ସି, ଏମ. ସି ଏଲ ଅଛି ଲୋକଙ୍କ ଠାରୁ ଲୁଟିବି.

  • @PintuMallik-yc7ow
    @PintuMallik-yc7ow 6 หลายเดือนก่อน

    ❤❤❤❤

  • @dinabandhunaik7332
    @dinabandhunaik7332 6 หลายเดือนก่อน

    ତୁମ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲରେ, କଲେଜରେ, ଶିକ୍ଷକ ନାହାନ୍ତି, ପିଲାଙ୍କୁ ନେଇ ନାଚ, ଗୀତ କରିବାକୁ କହିଥିଲେ

  • @Prem-bz3tr
    @Prem-bz3tr 6 หลายเดือนก่อน

    ତାମିଲ୍ ଗୁଟେ ଆସି ଓଡ଼ିଶା ରେ ତାମିଲ୍ ଶାସନ ଚାଲେଇଛେ ଆପଣ ମାନେ ଖୁସି ତ

  • @kalpanaranibhol8920
    @kalpanaranibhol8920 6 หลายเดือนก่อน

    ଡରିଗଲା

  • @duryodhanmahanta7766
    @duryodhanmahanta7766 6 หลายเดือนก่อน

    ବିଜେଡି ହାରିବା ଥୟ।

  • @bimalcharanmishra3002
    @bimalcharanmishra3002 6 หลายเดือนก่อน +1

    Where's development in Odisha.
    Maximum educated people are unemployed in Odisha.Are you not ashamed of it Mr Pandian?