Bhai..bhala kama karucha....keep going ahead...4 month heba apanka video re apanka talking style observe karuchi 💐❤ wishing you all the best for future journey
I have a few questions for you bro ...why they request Naveen to take the charge of BJD? Why not Perm Pattanaik or Geeta Mehta? My next question is why Biju babu stayed in Dillip Ray's house in the last period of his life though he has a residence in New Delhi and all his family members live there? Who admitted Biju babu in hospital?
Jay.biju.babu
ବିଜୁ ବାବୁ ଅମର ରହେ ❤
Biju babu was one of the best chief minister in odisha till now.
Bhai..bhala kama karucha....keep going ahead...4 month heba apanka video re apanka talking style observe karuchi 💐❤ wishing you all the best for future journey
Right
Old wine new bottle
Debasish ଆଜ୍ଞା ପ୍ରଥମେ ବିଜେଡି କେତେ ମସିହା ରେ ବିଜୁବାବୁ BJD ଦଳ ଘଟନ କରିଥିଲେ ଆଉ ସେ ବିଜୁବାବୁ ତା ପୂର୍ବରୁ କେଉଁ ଦଳ ପାଇଁ କାମ କରୁଥିଲେ ତା ସହିତ ସୁକର୍ଣ୍ଣ ବିଷୟରେ ଟିକେ ଭିଡିଓ କରନ୍ତୁ
ଏଇ ଭଳି ଭିଡିଓ ଆଗକୁ ଜାରି ରହୁ.. ବିଜୁ ବାବୁ ଙ୍କ ଦାୟାଦ ନବୀନ ବାବୁ ବି ଆଜି ଓଡିଶା ରାଜ୍ୟ ରାଜନୀତି ଓ ଓଡିଶା ର ଗର୍ବ ପ୍ରତି ଟି ଓଡ଼ିଆ ର ହୂରଦ୍ୱୟ ରେ ନବୀନ ବାବୁ...
ବିଜୟ ମହାପାତ୍ର ଙ୍କୁ କେମିତି ଦଳରୁ ବାହାର କରାଗଲା ବାହାର କରାଗଲା ସେଇଟା ଟିକେ ଭିଡ଼ିଓ କରନ୍ତୁ
I have a few questions for you bro ...why they request Naveen to take the charge of BJD? Why not Perm Pattanaik or Geeta Mehta? My next question is why Biju babu stayed in Dillip Ray's house in the last period of his life though he has a residence in New Delhi and all his family members live there? Who admitted Biju babu in hospital?
ଆଂଶିକ ସତ୍ୟ
Kouta ansika satya?
ଆଂଶିକ ତଥ୍ୟ,ପୋଥି ଭଳି ରହସ୍ୟ କୁ ଧାଡି କିଆ ବାକ୍ୟରେ ପ୍ରକାଶ କରା ଯାଇ ପାରେନା | ଏହା ଏକ ଲମ୍ବା ଇତିହାସ ଏବଂ ତାହା ସହ ଓଡିଶା ରାଜନୀତିର ଭାଗ୍ୟ ପରିବର୍ତ୍ତନର ମୂଳ ଦୁଆ ମଧ୍ଯ | ନବୀନ ସେତେବେଳେ ଜନତା ଦଳରେ ମିଶିବାକୁ ଆସିଥିଲେ, ଯଦି ବିଜୁ ଜନତା ଦଳ ଗଢ଼ା ନ ହୋଇ କେବଳ ଜନତା ଦଳର ନେତା ହୋଇ ଥାନ୍ତେ ନବୀନ ତେବେ କଣ ସେ 24 ବର୍ଷ ଶାସନ କରିପାରିଥାନ୍ତେ?
ଓଡିଶା ରାଜନୀତି ଆଜି କେଉଁ ମୋଡ଼ରେ ଥାନ୍ତା? ଏହା ଆଜି ମଧ୍ଯ ଏକ ଯକ୍ଷ୍ୟ ପ୍ରଶ୍ନ
ଇତିହାସ ଭବିଷ୍ୟତରେ ଏହାର ଉତ୍ତର ନିଶ୍ଚିନ୍ତ ଖୋଜିବ
ଆପଣ ଙ୍କ ର ତ ଜନ୍ମ ହେଏଇନଥିଲା ଜାଣିଲେ କେମିତି ଶୁଣିକି 😂😂
ନାହିଁ ଆଜ୍ଞା ପଢିକି
@debasisstory2032 Good 👍
KICHI KEHI MANDIRA RA DIPA JALI NA THILA BIJU BABA PAIN SABU MICHA
Ankaring bhalaki kantu
So Naveen has not formed BJD. It was formed by Bijoy,Dillip A.U and few others. Then why Naveen will take all credits as founder of BJD ?
bhai tike odishara gariba lokanka bisayare discussion karantu jaha pakhare bhata pakhare dali nahi. joumane khaibaku paunahanti , jahar achhi se disscussion karuchhanti
ପୁଅ ଆ ପରେ ନୂଆ content କଣ ଆଣିବ idea ଲଗା ରେ😂