BJD Leader VK Pandian Forces Odisha CM Naveen Patnaik to Apologize in Public For His Own Mistake

แชร์
ฝัง
  • เผยแพร่เมื่อ 14 ต.ค. 2024
  • ଖୋଲା ମଂଚରେ, ସମସ୍ତଙ୍କ ସାମ୍ନାରେ ନବୀନଙ୍କୁ କ୍ଷମା ମଗାଇଲେ ପାଣ୍ଡିଆନ । କହିଲେ , ଭୁଲ ପାଇଁ ...ଦେଖନ୍ତୁ ଏହି ଭିଡିଓ
    #ArgusDigital #Naveenpatnaik #VKPandian #election2024 #OdishaPolitics
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    BJD Leader VK Pandian Forces Odisha CM Naveen Patnaik to Apologize in Public For His Own Mistake
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    TH-cam- / @argusdigital.official
    Instagram: / argustvdigital

ความคิดเห็น • 532

  • @samirnayak3768
    @samirnayak3768 4 หลายเดือนก่อน +54

    ହେ ଭଗବାନ ଏମାନଙ୍କୁ ସଦବୁଦ୍ଧି ଦିଅ ,ହେ ମୋର ପ୍ରିୟ ଓଡିଶାବାସୀ ଏହା ଦେଖ, ଶୁଣ ,ଓବିଚାର କର

  • @Shripatitapabana
    @Shripatitapabana 4 หลายเดือนก่อน +179

    ଜୁନ ୪ ନବୀନ ଯୁଗର ଅବସାନ 🙏

    • @pabitranath5075
      @pabitranath5075 4 หลายเดือนก่อน +10

      4 jun bjd 0

    • @anshumanjena534
      @anshumanjena534 4 หลายเดือนก่อน +6

      Naveen nuha 5 pandu nka abasana

    • @jiteshbehera6752
      @jiteshbehera6752 4 หลายเดือนก่อน +3

      Tame sai loka jia bsky jojana re lava paicha😂😂 chi jahara khaila taku amti kahucha

    • @SupportIndia-b1d
      @SupportIndia-b1d 4 หลายเดือนก่อน +1

      @@jiteshbehera6752 Naveen Patnaik ra maa gehiba loka aame 😆

    • @baidyanathsamal5431
      @baidyanathsamal5431 4 หลายเดือนก่อน +1

      Tamaku kemiti janagala bhul lekhathila ki cm bhul kahidele word slip karigala thik katha praman saha dekhao argus news ... Jaha karucha tame media hei .. bhuan buleiba kama .. public asabu ku grahana kRibe tA

  • @chitraguptadas2921
    @chitraguptadas2921 4 หลายเดือนก่อน +132

    ନବୀନ ଶାସନ ଚଳାଇବା ପାଇଁ ଅଯୋଗ୍ୟ ପ୍ରମାଣିତ କଲାପରେ ପାଣ୍ଡିଆନଙ୍କୁ ନବୀନଙ୍କ ଆସନଟି ମିଳିପାରିବ, ସେଥିପାଇଁ ନବୀନଙ୍କ ଚାରିପଟେ ଚକ୍ରବ୍ୟୁହ ରଚନା କରାଯାଇଛି ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଅପାରଗତାକୁ ଉନ୍ମୋଚନ କରାଯାଉଛି I

  • @Shripatitapabana
    @Shripatitapabana 4 หลายเดือนก่อน +44

    ଓଡ଼ିଆଲୋକଙ୍କୁ ଭଣ୍ଡେଇବା ପାଇଁ ଗୋଟେ ସୁନ୍ଦର ପ୍ଲାନ୍ , କିନ୍ତୁ ଆମେ ଜାଣିପାରୁନେ, ସେଇଟା ବଡ଼ ଦୁଃଖ 😢

  • @aiamoodisha
    @aiamoodisha 4 หลายเดือนก่อน +65

    ହେ ଭଗବାନ ନବୀନ ର କିଛି ମୁଣ୍ଡ କାମ କରୁନି । ପାଗଳ ହୋଇ ଗଲେଣି । ସେ କେମିତି ନିର୍ବାଚନ ଲଢ଼ୁଛନ୍ତି । ଏହା ତଦନ୍ତ ସାପେକ୍ଷ

    • @ashoktripathy6180
      @ashoktripathy6180 4 หลายเดือนก่อน +1

      Jitu bi chhanti.

    • @rishikesh4340
      @rishikesh4340 4 หลายเดือนก่อน +4

      ଆମ ମୁଣ୍ତ ଖରାପ

  • @rajjena4219
    @rajjena4219 4 หลายเดือนก่อน +46

    ଆଉ ଅବସ୍ଥା ରେ ନାହିଁ 😂

    • @ganeshprasad4946
      @ganeshprasad4946 4 หลายเดือนก่อน +4

      😂😂😂😂😂😂😂

    • @Kyahuaajaj
      @Kyahuaajaj 4 หลายเดือนก่อน +1

      Pura Ghaila heigaleni 😂😂😂

  • @pravkakarnayak9117
    @pravkakarnayak9117 4 หลายเดือนก่อน +62

    2024ରେ ନବିନ ବାବୁ ତୁମେ ଆଉ ନୁହଁ, ମରିବା ପର୍ଯ୍ୟନ୍ତ ଓଡ଼ିଆ ପଦେ ଅଧେ କଥା କହି ପାରିଲନି , କେତେ ଦିନ ଲେଖା ଦେଖି କହିବ ଏ ପାଣ୍ଡୁ ପାଇଁ, ଓଡିଶାକୁ ଟେକି ଦିଅ ପାଣ୍ଡୁ ହାତରେ ତା ମନ ଶାନ୍ତି ହେଇଯିବ,,,,

    • @lopamudradas8705
      @lopamudradas8705 4 หลายเดือนก่อน

      Ek dum theek kahile ichha thile etebelaku 24 ta akhyara sikhi parithanta.... Ichha thila sampurna odia sikhi sarantani... Odisha ra CM heiki eha ama odia matru bhasa ku apamaan dia hauchi... Aaji jae scripted bhassana dauchanti....

  • @SmashEnough
    @SmashEnough 4 หลายเดือนก่อน +15

    ପ୍ରମାଣିତ ହୋଇ ଗଲା ନବୀନ ପଟ୍ଟନାୟକ ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ

  • @swadhikarbetaj3768
    @swadhikarbetaj3768 4 หลายเดือนก่อน +24

    ନା ମୂଖ୍ଯମନ୍ତ୍ରୀ ଓଡ଼ିଆ ନା ତାଙ୍କର ଶିକ୍ଷକ ଓଡିଆ? ତବେ ତ ଶହେ ଶହେରେ ଭୁଲ୍ ହେବ।ନା କ'ଣ କରୁଛନ୍ତି??

  • @kkarunakaramahanandia9980
    @kkarunakaramahanandia9980 4 หลายเดือนก่อน +38

    ବାସ୍ତବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦ୍ରୋପତୀ ମୁର୍ମୁ ଭାରତର ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରପତି ଯଦି ଜାଣିପାରୁ ନାହାନ୍ତି ଏଥିରୁ ଲଜ୍ୟା ଆଉ କଣ ହୋଇପାରେ

    • @pujaraninayak5041
      @pujaraninayak5041 4 หลายเดือนก่อน

      MANISHA DWARA BHUL HUA ANEK SAMAYARE AME B BHUL KARUCHHU

    • @bhanupratapsingh6406
      @bhanupratapsingh6406 4 หลายเดือนก่อน +7

      ତା ମାନେ ନୁହଁ j ଅତି ସାଧାରଣ କଥା ବି ଭୁଲ କହିବା, କେତେ ଥର ଯିବା ଆସିବା କରିଲେ ବାରିପଦା କୁ ରାଷ୍ଟ୍ରପତି

    • @bhanupratapsingh6406
      @bhanupratapsingh6406 4 หลายเดือนก่อน +9

      ଆରେ ସେ ମାନ ଙ୍କୁ ଠିକ ଜଣା କୋଉଠି ଖଣି ଖାଦାନ ଅଛି ସେ ମାନ ଙ୍କୁ କଣ ଜଣା ନା ଓଡ଼ିଶା ଲୋକ କୋଉଠି କଣ ଅଛନ୍ତି ବୋଲି

    • @Lucky-m8o
      @Lucky-m8o 4 หลายเดือนก่อน +1

      Pm jau 30 district ra Raja dhani Katha kahu thile sete bele kauthi thila kn district ra Raja dhani thae eita kn thik au modinkara bhakta jagannath eita kn thik

    • @Advocate12374
      @Advocate12374 4 หลายเดือนก่อน

      Right answer bhai thik kahichhanti

  • @srikanta671
    @srikanta671 4 หลายเดือนก่อน +15

    ମଲା କଙ୍କଡା,,, ସିଏ କିଛି ଜାଣି ପାରୁନାହୁଁ

  • @SangramBeuria
    @SangramBeuria 4 หลายเดือนก่อน +8

    ନବିନ ଶାସନ କରିବା ପାଇଁ ଅଯୋଗ୍ୟ ସତ ପ୍ରମାଣ ହୋଇଗଲା।

  • @BrahmanandaPradhan-y7j
    @BrahmanandaPradhan-y7j 4 หลายเดือนก่อน +30

    ପାଣ୍ଡିଆନ ଯାହା ଲେଖିକି ଦେଉଛି ତାହା ପଢ଼ି କହୁଛି
    ନିଜେ ଭୁଲୁ ଲେଖିକି ଦେଇଛି ଏବେ ପାଣ୍ଡୁ ଜି ଫସିଲେ।

  • @prasantasahoo9450
    @prasantasahoo9450 4 หลายเดือนก่อน +22

    🙏ଜୟ ଜଗନ୍ନାଥ ଓଡ଼ିଶା ଜନ ସାଧାରଣଙ୍କୁ ଅନୁରୋଧ ଓଡ଼ିଶାର ଶାସନ ଜଣେ ଓଡ଼ିଆ ଲୋକ ହାତରେ ଓଡ଼ିଶା କ୍ଷମତା ଦିଅନ୍ତୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏ତାମିଲିନାଡୁ ପାଣ୍ଡୁ ହଟାଓ ଓଡ଼ିଶା ସ୍ୱଭିମାନ ବଞ୍ଚାଓ

    • @narendrajenanaru476
      @narendrajenanaru476 4 หลายเดือนก่อน

      ଜୟ ଜଗନ୍ନାଥ 🙏 ପାଣ୍ଡୁ ହଟାଓ ଓଡ଼ିଶା ବଞ୍ଚାଅ

  • @motivationalmukesh6383
    @motivationalmukesh6383 4 หลายเดือนก่อน +3

    ମଣିଷ ମାତ୍ରେ କିଛି ଭୁଲ ଅଛି, ଏଇଟା କିଛି ବଡ କଥା ନୁହଁ. ତମେ ଯେମିତ କହୁଛ ସତେ ଯେମିତି ସେ ବଡ ଭୁଲ କରିଦେଲେ. ତମେ news ରିପୋର୍ଟର ବହୁତ ବଡ କଥା କହୁଛ

  • @samajmusicofficial2458
    @samajmusicofficial2458 4 หลายเดือนก่อน +29

    ମୂର୍ଖ ଅଇଁଠା ଖିଆ ଓଡ଼ିଆ କେବେ ଚେତିବେ,,ବିଜେଡି ହଟାଅ ଓଡିଶା ବଞ୍ଚାଅ

    • @BhaktabandhuSenapati
      @BhaktabandhuSenapati 4 หลายเดือนก่อน +2

      ନବିନବାବୁ🙏 ଆପଣ୮୦+ରେ,
      ତେଣୁକରି,,,🌹🌹🌹🌹🌹,,, ବିଦାୟ୨୦୨୪

    • @sritamparida4207
      @sritamparida4207 4 หลายเดือนก่อน +1

      Congratulations 🎉 ଏ ଅଇଁଠା ଖିଆ ଓଡ଼ିଆ ଯୋଉ କହିଲେ...ସେଥିମଧ୍ୟରୁ ଆପଣ ବି ଜଣେ 😂😂 ଓଡ଼ିଆ ମାନେ 👉 total odisha..ତେଣୁ ଦେଖି ଚାହିଁ କୁହନ୍ତୁ ଟିକେ 😂

    • @kumarprahllada6197
      @kumarprahllada6197 4 หลายเดือนก่อน +2

      ସମସ୍ତେ ନୁହଁରେ ଭାଇ ଖାଲି ବିଜେଡ଼ି ନେତା ଓ ସମର୍ଥକ ମାନେ 😂😂

    • @jiteshbehera6752
      @jiteshbehera6752 4 หลายเดือนก่อน

      Bsky jindabad mo family ku jia surakhya daichnti sia mo sarkar

    • @kumarprahllada6197
      @kumarprahllada6197 4 หลายเดือนก่อน +1

      @@jiteshbehera6752 Narendra Modi bi ta Ayushman yojana re maganaa swasthya seva jogauchhanti . Naveen kahinki Ayushman yojana Lagu karunahanti Answer Dia

  • @khageswarbehera4962
    @khageswarbehera4962 4 หลายเดือนก่อน +18

    ଏହା କୁହାଯାଏ ଭାଷାରେ ଅସ୍ମିତା
    ଜାଣି ହେଉଛି ତ ତୁମର ଓଡ଼ିଆ ଭାଷାରେ ଜ୍ଞାନ .... କେତେ ସ୍ପଷ୍ଟ

  • @dillipnaik2556
    @dillipnaik2556 4 หลายเดือนก่อน +15

    ପାଣ୍ଡୁ ପାଖରେ ଥାଇବି ଭୁଲ ହେଉଛି ।

    • @kumarprahllada6197
      @kumarprahllada6197 4 หลายเดือนก่อน +1

      ପାଣ୍ଡୁ ଆଉ କୋଉ କାମକୁ ନୁହଁ 😂

  • @binayakmishra4017
    @binayakmishra4017 4 หลายเดือนก่อน +2

    ୨୫ ବର୍ଷର ମୁଖ୍ୟମନ୍ତ୍ରୀ ଙ୍କ ଭାଷଣ ଶୁଣି ଲେ ଆମକୁ ଲଜ୍ୟା ଲାଗୁଛି ।

  • @KukuaryVibhar
    @KukuaryVibhar 4 หลายเดือนก่อน +6

    କାର୍ତ୍ତିକ କୁ ଭୁଲରେ କାର୍ଟୁନ କହିଦେବ

  • @NameTital-mm1sv
    @NameTital-mm1sv 4 หลายเดือนก่อน +2

    ଜରା ଜ଼ିର୍ଣ୍ଣ ଅବସ୍ଥା ନବୀନ ତା ପରେ ବି ଆଶନ ଲୋଭ କେତେ ଛି ରେ ନବୀନ

  • @jayantanayak5293
    @jayantanayak5293 4 หลายเดือนก่อน

    ବୟସରେ ଦୋଷ ବୟସ ହେଲେ ପ୍ରତେକ ମଣିଷର ସାରିରୀକ ମାନଷୀକ ଠିକ୍ ରୁହେ ନାହିଁ ଜୟ ଜଗନ୍ନାଥ ଜୟ ବାବା ସାଇ ନାଥ

  • @KukuaryVibhar
    @KukuaryVibhar 4 หลายเดือนก่อน +4

    ତଥାପି ତ ଲୋକ ୫୦୦ ଆଉ ମାଂସ ପାଇଁ ବ୍ୟଗ

  • @mandakini625
    @mandakini625 4 หลายเดือนก่อน

    ଏକଣ ମୁଖ୍ୟମନ୍ତ୍ରୀ ମାନନୀୟ ରାଷ୍ଟ୍ରପତିଙ୍କ ଜନ୍ମମାଟିର😢 ମୟୂରଭଞ୍ଜରେ ଅପମାନିତ କରୁଛନ୍ତି।

  • @Papunthevlogs
    @Papunthevlogs 4 หลายเดือนก่อน +1

    ଏଇ ମାଟିର ଝିଅ ମୋ ଭଇନି 😂😂😂😂😂

  • @BailochnNayak
    @BailochnNayak 4 หลายเดือนก่อน +2

    ତମ ଦଳର ବିଧାୟକ କଣ ନଥିଲେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବୁଝିବା ପାହିଁ ତମେ ଗୋଟେ ଅଣ ଓଡିଆକୁ ଦେଇଦେଲ ଓଡିଶାକୁ ତମେ ପ୍ରକୃତରେ ଦେଶ ଦ୍ରୋହି

  • @SreekantaPanigrahi
    @SreekantaPanigrahi 4 หลายเดือนก่อน

    ❤ ଭୁଲ ପଢିଦେବା ବା ଲେଖାଥିବା ଅବା ଲେଖିଥିବା ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିରୋଧ କରିବା ଠିକ୍ ନୁହଁ ଯେହେତୁ ଆପଣମାନେ ସମସ୍ତେ ଜାଣନ୍ତି କଣ କହିବାକୁ ଚାହୁଁଛନ୍ତି ।
    ଆପଣଙ୍କ ମତରେ ଏହାର ଅର୍ଥ ଏହା ନ ହେଉ ଆମ ମୁଖ୍ୟ ମନ୍ତ୍ରୀ ........।
    😊😅❤ସେ ଆପଣମାନେ ସମସ୍ତେ ଖୁସି ତ।l

  • @Balaramdas7400
    @Balaramdas7400 4 หลายเดือนก่อน

    ବେକାର ଖବର , ସମସ୍ତଙ୍କର କହିବା ବେଳେ ଏମିତି ଭୁଲ୍ ହୁଏ ।ମୋଦି ଜି ବି ବହୁତ୍ ଭୁଲ୍ ଏମିତି କରିଛନ୍ତି ।

  • @GautamP49
    @GautamP49 4 หลายเดือนก่อน +2

    More Power to you Naveen babu and very Dynamic Mr Pandian.❤Love and respect for both of you. ଯିଏ ଯାହା କହିଲେ ବି ସଚେତନ ଓଡିଆ ଜାଣିଛି ଆପଣ ଆମ ରାଜ୍ୟର ଉନ୍ନତି ପାଇଁ କେତେ dedicatedly କାମ କରୁଛନ୍ତି।ପ୍ରଭୁ ଜଗନ୍ନାଥ ଆପଣ ଙ୍କ ସହ ଅଛନ୍ତି । ରାମ ନାମ କହୁଥିବା ଛଦ୍ମ ବେଶୀ ରାବଣ ମାନେ କିଛି ବି କରିପାରିବେନି ଆପଣ ଙ୍କର।
    ଜୟ ଶ୍ରୀ ଜଗନ୍ନାଥ 🙏

    • @lalupradhan3427
      @lalupradhan3427 4 หลายเดือนก่อน

      Bjp

    • @Bidisha7809
      @Bidisha7809 4 หลายเดือนก่อน +1

      Jai Shree Jagannath 🙏Only Naveebabu❤ and BJD❤ in Odisha.

    • @afla_toon
      @afla_toon 4 หลายเดือนก่อน

      Dynamic na choro ba

  • @BasantaBasantaNag
    @BasantaBasantaNag 4 หลายเดือนก่อน +70

    ହଇରେ କୁକୁର ତୁଇ କାଣା ତାମିଲନାଡୁର କି

    • @SupportIndia-b1d
      @SupportIndia-b1d 4 หลายเดือนก่อน

      ତୋର ମା ର ପୁଦି ଆୟେ 😂

    • @akshyabhaisal9536
      @akshyabhaisal9536 4 หลายเดือนก่อน

      😀😀😀😀😃😃

  • @sankarsanbarik2767
    @sankarsanbarik2767 4 หลายเดือนก่อน +14

    ପାଣ୍ଡୁ ପାଇଁ ଆଜି ନବୀନ୍ ର ନାକ କଟିଗଲା ସାରା ଓଡ଼ିଶାବାସୀ ଙ୍କ ଆଗରେ, ତଥାପି ଏ ନବୀନ ସେ ଚୋରକୁ ବୁଝି ପାରୁନି। ସର୍ବସ୍ବ ଲୁଟି ନେବରେ ନବିନା

    • @Ambulrai
      @Ambulrai 4 หลายเดือนก่อน

      Gay manaka Prema bhari Maratmaka.

  • @kaliapremibhajanbhandara8515
    @kaliapremibhajanbhandara8515 4 หลายเดือนก่อน +8

    ଗର୍ଵ ଗଞ୍ଜନ ନରହରି ଗର୍ବ ନସହନ୍ତି କାହାରି ସେଦିନ ଠିକ ଏମିତି ସମ୍ବିତ ପାତ୍ରଙ୍କ ତୁଣ୍ଡରେ ବାହାରି ଯାଇଥିଲା,ମାନ୍ୟବର ମୁଖ୍ୟମନ୍ତ୍ରୀ ଟୁଇଟ କରି ଦେଇଥିଲେ ଆଉ ସମ୍ବିତ ପାତ୍ର ମହାପ୍ରଭୁଙ୍କୁ କ୍ଷମା ପ୍ରାଥନା କରିଥିଲେ, ଆଜି ଆଜି ଲକ୍ଷଲକ୍ଷ ଲୋକଙ୍କ ଆଗରେ ଆମ ମଣିମା କ୍ଷମା ମାଗିବାକୁ ବାଧ୍ୟ କରିଦେଲେ,ତାଙ୍କ ଦ୍ୱାରରେ ସର୍ବଦା ନ୍ୟାୟ ବିଚାର ହିଁ ହୋଇଥାଏ ସିଏ ଯିଏ ହୁଅନ୍ତୁନା କାହିଁକି

    • @parameswarmallik1325
      @parameswarmallik1325 4 หลายเดือนก่อน +1

      ଆଗରୁ ଭୁଲ୍ ହୋଇଥିବା ବେଳେ କାହିଁକି ନବୀନ ଚୁପ୍?

    • @kaliapremibhajanbhandara8515
      @kaliapremibhajanbhandara8515 4 หลายเดือนก่อน

      @@parameswarmallik1325 ଆପଣ ଠିକ କହିଛନ୍ତି

  • @niharpalai3774
    @niharpalai3774 4 หลายเดือนก่อน

    ଲଜ୍ୟା ନାହିଁ ସେ ମୁର୍ଖ ଗୋଟେ ମୁଖ୍ୟମନ୍ତ୍ରୀ କୁଆଡେ, ଛି ଛି

  • @lakhantudu5792
    @lakhantudu5792 4 หลายเดือนก่อน

    ମୁଁ ଏମାନଙ୍କୁ ଭୋଟ ଦେବିନି ଆମ ଓଡ଼ିଶାରେ କଣ ଉନ୍ନତି ହେଇଛି ନବୀନ ସରକାର ଏତେ ଦିନ ସାଶନ କଲାଣି

  • @Soumaya.124
    @Soumaya.124 4 หลายเดือนก่อน

    Jai ho🎉🎉

  • @a___bikash
    @a___bikash 4 หลายเดือนก่อน

    ନବୀନ କୁ ମଦ ନିସା ହୋଇଛି ।

  • @Kiskubabu-143
    @Kiskubabu-143 4 หลายเดือนก่อน

    ତିଳ କୁ ତାଳ ପରି କାହିଁକି କହୁଛ news ଵାଲା
    ମଣିଷ ମାତ୍ରକେ ଭୁଲ . ମୁଖ୍ୟମନ୍ତ୍ରୀ ହେଲେବଲି ସେ କଣ ମଣିଷ ନୁହନ୍ତି ତାଙ୍କର କଣ ଭୁଲ ହେବନାହିଁ l ଆପଣ ମାନେ କଣ ସବୁବେଳେ ଠିକ କହୁଛନ୍ତି l ମୁଁ bjp ଦଳର ଲୋକ କିନ୍ତୁ ଏଇଟା ଦେଖୀ ମତେ ବୋହୁତ ଖରାପ ଲାଗିଲା. ନବୀନଙ୍କୁ ଏମିତି ଅପମାନ କରନ୍ତୁ ନାହିଁ 😢

  • @binayakmishra4017
    @binayakmishra4017 4 หลายเดือนก่อน +1

    ଓଡ଼ିଶାରାଜ୍ୟରେ ଯାହାର ଓଡ଼ିଆ ଜ୍ଞାନ, ଦକ୍ଷତା, ସର୍ବନିମ୍ନ ଓଡ଼ିଆ ଶିକ୍ଷା ରେ ପାସ୍ କରି ନାହିଁ ସେ ଅଯୋଗ୍ୟ ,ଯେହେତୁ ସରକାରୀ ଚାକିରୀ ପାଇଁ ଏହି ବ୍ୟବସ୍ଥା ଅଛି ।

  • @skezaz1726
    @skezaz1726 4 หลายเดือนก่อน

    Bhul heichi na sorry kahiba katha great

  • @Nabingouda-
    @Nabingouda- 4 หลายเดือนก่อน

    ଶଳା pandian କୁ ମାଡ଼ ମାରି ନବୀନ ବାବୁ ଠାରୁ ଅଲଗା କରିବା ଉଚିତ୍,

  • @SatrughanBehera-ut5ol
    @SatrughanBehera-ut5ol 4 หลายเดือนก่อน

    ୯ ରେ ନବୀନ

  • @padmini_mishra
    @padmini_mishra 4 หลายเดือนก่อน

    He Bhagawan🙏🏽

  • @KukuaryVibhar
    @KukuaryVibhar 4 หลายเดือนก่อน +2

    ଦେଶୀ ର କମାଳ

  • @daitariharijan4792
    @daitariharijan4792 4 หลายเดือนก่อน

    ସବୁ ମାୟା ରେ ବାୟା

  • @swadhikarbetaj3768
    @swadhikarbetaj3768 4 หลายเดือนก่อน +1

    ଏଇଟାର ଆଉ କାମ ନୁହଁ।

  • @Bindas100
    @Bindas100 4 หลายเดือนก่อน

    Dhanyabad pandian

  • @indiakefarmer1752
    @indiakefarmer1752 4 หลายเดือนก่อน

    ମସ୍ତିଷ୍କ କାମ କରୁନି ନବୀନ ପଟ୍ଟନାୟକଙ୍କ ର

  • @satyabratasethi444
    @satyabratasethi444 4 หลายเดือนก่อน +2

    ହଁ ରେ ପୁଅ ତୋର ଭହୀଣୀ, ଓଡ଼ିଆ ଠିକରେ କହି ପାରୁନି ମୂର୍ଖମନ୍ତ୍ରୀ
    ଶଳା ନବୀନ ଫଟାନାୟିକ କପି କରିକି କହୁଛି ଭାଷଣ

  • @Shriharipatra-ws9ke
    @Shriharipatra-ws9ke 4 หลายเดือนก่อน

    ମାଗିହା ନବିନା ପାଗଳ ହେଇ ଗଲାଣି

  • @bmn2568
    @bmn2568 4 หลายเดือนก่อน +4

    କୁକୁର କୁ ତା ମାଲିକ ଯାହା କହିବ ଯେମିତି କହିବ କୁକୁର ସେମିତି କରିବ ଛି.... କି ଲଜ୍ୟା

  • @purnendubehera2661
    @purnendubehera2661 4 หลายเดือนก่อน

    ମରଣ କାଳେ ବିପରୀତ ବୁଦ୍ଧି।
    ଆଉ ମୁଣ୍ଡ କାମ କରୁନି।

    • @ganeshprasad4946
      @ganeshprasad4946 4 หลายเดือนก่อน

      😂😂😂😂😂😂😂😂😂

  • @indiaknowledgemotivation8972
    @indiaknowledgemotivation8972 4 หลายเดือนก่อน +1

    vote for BJD JAY NABIN PATNAYAK

    • @prafullachandrabeura8672
      @prafullachandrabeura8672 4 หลายเดือนก่อน

      ତୁମେ ପ୍ରକୃତ ରେ ଓଡିଆ ନୁହେଁ

  • @taktome3340
    @taktome3340 4 หลายเดือนก่อน

    ଯେତେବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଜିଲାର ରାଜଧାନୀ କଥା କହୁଥିଲେ ସେଟା ଟିକେ ଦେଖେଇଲନି..

    • @prafullachandrabeura8672
      @prafullachandrabeura8672 4 หลายเดือนก่อน

      ତୁମ ମଣିଷ ନା କଣ?

    • @Lucky-m8o
      @Lucky-m8o 4 หลายเดือนก่อน

      Ei channel ta faltu channel pm nkara bhul ta dekheibani jetiki fake news chaduchi

  • @DulalSingh-m5k
    @DulalSingh-m5k 4 หลายเดือนก่อน

    ଭାଇ ଆମେ ଆମର ନେତା ନବୀନ ପଟ୍ଟନାୟକଙ୍କୁ ଭଳପାଉ ତାଙ୍କ ବିଷୟରେ ଯେଉ ମାନେ ଖରାପ ମନ୍ତବ୍ୟ ଦେଉଛ ମନେରଖ ପଣ୍ଡିୟନ୍ ଆମର ଓଡ଼ିଆ ପାଇଁ ଭୁଲ୍ କରୁନାହାନ୍ତି ତାମିଲ୍ ହେଲେବି ସେ ଜଣେ ଭାରୀୟ ଆପଣ ମାନେ ଜାଣିଥିବେ ଭାରତୀୟ ହଇ ବାରକ୍ ଓବାମା ଆମେରିକାର ରାଷ୍ଟ୍ରପତି ହୋଇଥିଲା କାହିଁ ଆମେିକୀୟବସି କହୁ ନଥିଲେ ପଣ୍ଡିଆନ ଭଲ କରୁଚି ଭଲୋକରୁଚି ତୁମଦେହରେ ଯାଉନି B.j.p.ମିଛୁଆଦଳ ମଦି ତାନସା ବାତ୍ସା ହବାକୁ ଚାହେଁ ଉତରକରିଆ କିଙ୍ଗ ଜମ ପରି ଇଶ୍ଵର କେବେ ହେବାକୁ ଦବେନି ଜୟ ଜନ୍ନାଥ ଜୟ B.J.D. ଜୟ ନବୀନ

  • @SanjayBasumati8055
    @SanjayBasumati8055 4 หลายเดือนก่อน

    ଏଥର ମୋଦି ସରକାର 🙏🙏🙏🙏

  • @PurnimaPradhani-e1s
    @PurnimaPradhani-e1s 4 หลายเดือนก่อน

    To khela khatam bjp sarkar jindabad bjp❤❤❤

  • @ithishreebiswal2009
    @ithishreebiswal2009 4 หลายเดือนก่อน

    😢😢

  • @CREATER-UMESH-2.0
    @CREATER-UMESH-2.0 4 หลายเดือนก่อน

    Jete jaha hou Navin babu ❤

  • @RaniPradhan-qw7dz
    @RaniPradhan-qw7dz 4 หลายเดือนก่อน

    ଓଡ଼ିଆ ଭାଷା କହି ଆମ ମାତୃଭାଷା କୁ ଅସମ୍ମାନ କରୁଛି ନବୀନ....😢 ତାକୁ ଓଡ଼ିଆ କହିବା ଆସୁନି ସେ କଣ ଓଡିଶା ର ଉନ୍ନତି କରିବ ?

  • @AbiMandika
    @AbiMandika 4 หลายเดือนก่อน

    ଏଇଟା ଭୁଲ୍ ଭାଲ କିଛି ହିଁ ନାହିଁ,,,,,
    ପାଣ୍ଡିଆନ ଆସିଥିଲା ନବୀନ ପଟ୍ଟନାୟକଙ୍କୁ
    ମୁଖ୍ୟମନ୍ତ୍ରୀ ପଦରୁ ହଟେଇବା ପାଇଁ।
    ମୁଁ bjd support ନୁହଁ କି bjp support ନୁହଁ।।।
    ସରକାର ତ ଆସୁଥିବ, ଯାଉଥିବ
    ନିଜେ ବଞ୍ଚ,,,
    ଆପେ ବଞ୍ଚିଲେ ବାପର ନାଁ,,,
    ଏଇଠି କିଏ ସରକାର କୁ ଅନେଇକି ବଞ୍ଚି ନାହିଁ ।।।।।😊😊😊😊😊😊

  • @krutibashmohanta968
    @krutibashmohanta968 4 หลายเดือนก่อน

    ଘୋଷା ପାଠ ଦିନ ଆଠ ନବୀନବାବୁ ୨୫ବର୍ଷରେ ୫ଟି କଥା ଘୋଷିକି ଶିଖି ଛନ୍ତି
    ୧,ଆପଣମାନେ ଖୁଶିତ
    ୨ବିରୋଧୀ ର କୁମ୍ଭୀର କାନ୍ଦଣା
    ୩,ବିରୋଧ ର ଦିବା ସପ୍ନ
    ୪,ଯୋଜନା ଭଲକି ନବୀନ ଭଲକି
    ୫, ଜୁଲାଇ ରୁ ଆଉ ବିଜୁଳି ବିଲ ଆସିବ ନି

  • @babunudas3996
    @babunudas3996 4 หลายเดือนก่อน

    ବିଜେପି ଚ୍ୟାନେଲ ମିଛ କଥା |

  • @pitamberboitai5638
    @pitamberboitai5638 4 หลายเดือนก่อน

    ଆଉ କତେ ବର୍ଷ ମୁଖ୍ୟମନ୍ତ୍ରୀ ହେଲେ କଥା କହିବା ଶିଖିବେ ଆମ ମୁଖ୍ୟମନ୍ତ୍ରୀ

  • @swastiprasaddas5508
    @swastiprasaddas5508 4 หลายเดือนก่อน

    ହେ, ପ୍ରଭୁ ଆଉ କେତେ ଦିନ ଚାଲିବ!

  • @bijayanayak4802
    @bijayanayak4802 4 หลายเดือนก่อน

    😭😭😭😭😭😭

  • @subhransudalai8360
    @subhransudalai8360 4 หลายเดือนก่อน

    ଚାମ ଚା ଗିରି ର ସୀମା ରଖ

  • @kalicharanpanda4079
    @kalicharanpanda4079 4 หลายเดือนก่อน

    Odisha re NAVEEN ku pai ambhara DURBAGHYA. ❤❤❤

  • @LaxmiPriya-mf2iv
    @LaxmiPriya-mf2iv 4 หลายเดือนก่อน

    Se pandian nku badei jail pathaa. Navin sir great cm 🙏🙏🙏🙏Jay jagannath

  • @debarajnanda7130
    @debarajnanda7130 4 หลายเดือนก่อน

    ମତି ଭ୍ରମ କଣ୍ଢେଇ ପରି ନବୀନ ଙ୍କୁ ନାଚାଉଛନ୍ତି ନବୀନ ମୁଣ୍ଡ ଖରାପ ହୋଇଗଲେଣି

  • @upendrakumardas5650
    @upendrakumardas5650 4 หลายเดือนก่อน +2

    Excellent,Paandian.good job.odisha ra cm Ku Bhi chhaduluni.

  • @npcreation4373
    @npcreation4373 4 หลายเดือนก่อน

    ମୟୁରଭଞ୍ଜବାସୀ ପାଇଁ ଲଜ୍ୟା

  • @sudhansusekharsahoo815
    @sudhansusekharsahoo815 4 หลายเดือนก่อน

    ମାଗିଆ ପାଗଳ ହୋଇ ଯାଇଛି ମରିବ ଶଳା

  • @Mr_Bijuan_Hacker
    @Mr_Bijuan_Hacker 4 หลายเดือนก่อน

    ସବୁ ଭୁଲ୍ ପାଣ୍ଡୁ ର ଭୁଲ୍ ବାର୍ତ୍ତା ଦେବା ପାଇଁ କହୁଛନ୍ତି ଆମ ପ୍ରିୟ ନବୀନ ଜେଜେ ଙ୍କୁ😒🤦🏻‍♂️

  • @uttamkhatei6099
    @uttamkhatei6099 4 หลายเดือนก่อน +1

    ଓଡିଶାରେ କଣ ହେବ, ଯଦି ବିଜେଡି କ୍ଷମତାକୁ ଆସେ
    1. ସମସ୍ତ ଓଡିଶା ସାମଗ୍ରୀ ତାମିଲନାଡୁକୁ ରପ୍ତାନି କରିବ ଏବଂ ତାମିଲନାଡୁରୁ ଶ୍ରମ ଆମଦାନୀ କରିବ |
    ୨, ତାମିଲନାଡୁ ସରକାରଙ୍କ ଅନୁଯାୟୀ ଓଡ଼ିଶା ଶାସିତ ହେବ,
    3. ଓଡିଶା ସଂସ୍କୃତି ନଷ୍ଟ ହୋଇଯିବ, କାରଣ ତାମିଲନାଡୁ ଉତ୍ତର ପୂର୍ବ ସଂସ୍କୃତିକୁ ପସନ୍ଦ କରେ ନାହିଁ |
    4. ଯୁବକମାନେ ଓଡିଶାରେ କଣସି ଚାକିରି ପାଇବେ ନାହିଁ, ଚାକିରି ପାଇଁ ବାହାରକୁ ଯିବେ |
    5. ଓଡିଶାର ସବୁ ସ୍ଥାନରେ ଦୁର୍ନୀତି, ସାମାଜିକ ହିଂସା ବୃଦ୍ଧି ପାଇବ |
    6. ଯଦି ବିଜେଡି କ୍ଷମତାକୁ ଆସେ ତେବେ ଓଡିଶା କଦାପି ଅଗ୍ରଗତି କରିବ ନାହିଁ
    7. ମୁସଲମାନମାନେ ଭୋଟ୍ ବ୍ୟାଙ୍କିଂ ପାଇଁ ବାହାରୁ ଆସିବେ ଏବଂ ମୁସଲମାନମାନଙ୍କୁ ମୁଖ୍ୟ ମୂଲ୍ୟ ସହିତ ସମସ୍ତ ଜମି ବିକ୍ରି କରିବେ |
    8. ିଅମାନେ ସମ୍ମାନ ପାଇବେ ନାହିଁ ଏବଂ ଓଡ଼ିଶାରେ ିଅମାନଙ୍କର ଶୋଷଣ ବୃଦ୍ଧି ପାଇବ |
    9. ସରକାରୀ କର୍ମଚାରୀ, ରାଜନେତାମାନେ ଓଡିଶାର ଜନସାଧାରଣଙ୍କଠାରୁ ଟଙ୍କା ଲୁଟିବେ

  • @niranjanpanda8574
    @niranjanpanda8574 4 หลายเดือนก่อน

    ୨୫ ବର୍ଷ ଶାସନ କଲ , ଏବେ ବିଶ୍ରାମ ଦରକାର।

  • @cleardirect6673
    @cleardirect6673 4 หลายเดือนก่อน

    26 ତାରିଖ ବାତ୍ୟା ଆସୁଛି

  • @anantakumarsahoo7899
    @anantakumarsahoo7899 4 หลายเดือนก่อน +1

    ବାବୁ ରେ ତୁମେ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ କହିବା ଶୁଣୁଥିଲ ନା ଶୁଣିବା ସହିତ ଭିଡିଓ ଦେଖୁଥିଲ, ଯେତେ ବେଳେ ପ୍ରଧାନମନ୍ତ୍ରୀ କହିଲେ ସେତେ ବେଳେ ସ୍କ୍ରିପ୍ଟ ଦେଖୁନଥିଲେ ବରଂ ଜନତା ଙ୍କ ଆଡ଼କୁ ଚାହିଁଥିଲେ। ତେଣୁ ଏହି ଭୁଲଟା ସ୍ଲିପ ଅଫ ଟଙ୍ଗ ଏହାକୁ ନେ଼ଇ ଏତେ ରାଜନୀତି କଣ ?

  • @HarishchandrabeheraHarishchand
    @HarishchandrabeheraHarishchand 4 หลายเดือนก่อน

    ତରଭାସାକଣଭୁଲହୁଏନୀ

  • @SwavimanOdia799
    @SwavimanOdia799 4 หลายเดือนก่อน

    ସେଇଥି ପାଇଁ ଲୋକ କହୁଛନ୍ତି ନବିନ ବାବୁ ଆରାମ କରନ୍ତୁ

  • @JudhistirSahu-z6v
    @JudhistirSahu-z6v 4 หลายเดือนก่อน

    Nabin ର ବାଳ କୁ ସରି ହେବନି

  • @babunudas3996
    @babunudas3996 4 หลายเดือนก่อน

    ଅଗସା ଚ୍ୟାନେଲ ଗୋଟିଏ ମିଛୁଆ ଓ ଟାଉଟର ଚ୍ୟାନେଲ |ଭିଡ଼ିଓ ଯୋଡି ମିଛ କଥା କହୁଛି |ବିଜେପି ଚ୍ୟାନେଲ |

  • @anandanayak8464
    @anandanayak8464 4 หลายเดือนก่อน

    ଦେଖାଯାଉ ଏହାପରେ କଣ ହଉଛି ।

  • @SahooTraveller07
    @SahooTraveller07 4 หลายเดือนก่อน

    ବିନାଶ କାଳେ ବିପରୀତ ବୁଦ୍ଧି ।

  • @abinashnayak8840
    @abinashnayak8840 4 หลายเดือนก่อน +2

    ଏଥର ଗେଣ୍ଡା ଫାଟିବ ଫୁଲ ଫୁଟିବ

    • @Lucky-m8o
      @Lucky-m8o 4 หลายเดือนก่อน

      Jahaku genda kahucha murkha daily Sandhya hele sei genda Tama ghare baje na bajile kete bada asubha hei thae re murkha

  • @depakmalick8115
    @depakmalick8115 4 หลายเดือนก่อน

    🙋🙋🙋

  • @FAKIRJENA-du2zs
    @FAKIRJENA-du2zs 4 หลายเดือนก่อน

    ପାଣ୍ଡୁ ନବିନ ଯୋଡି କୁଆଡେ ଯିବେନି l କାରଣ ଏହି ଦୁଇ ଆସାମୀ ଓଡ଼ିଶା ରାଜ କୋଶ ରୁ ହଜାର ହଜାର କୋଟି ଟଙ୍କା ବେଆଇନ ଭାବେ ହଡପ କରିଥିବା ଅଭିଯୋଗରେ ଇଡି ଦ୍ଵାରା ଗିରଫ ହୋଇ ଜେଲରେ ରହିବେ ଇଲେକ୍ସନ ପରେ l RTI ତଥ୍ୟ ସମ୍ବଳିତ l

  • @bhaskarbehera7873
    @bhaskarbehera7873 4 หลายเดือนก่อน

    ସେ ମାଧବ ଟା ଓଡ଼ିଆ ନୁହେଁ ତେଣୁ ବିଭିନ୍ନ ପ୍ରକାର ଡ୍ରାମା

  • @Dishri46
    @Dishri46 4 หลายเดือนก่อน

    ଏତେ ବର୍ଷ ହେଲା ଓଡ଼ିଆ କୁ ଆସିବା ଓଡ଼ିଆ ଶିକ୍ଷା ଲାଭ କରି ପାରିଲେ ନାହିଁ ଯି ଏ । ତ ଓଡ଼ିଆ ର ଗରୀବ ର ଦୁଃଖ କିପରୀ ଭୁଜି ପାରିବେ

  • @BhagabataBarik815
    @BhagabataBarik815 4 หลายเดือนก่อน +1

    Look at Pandu😂😂

    • @surajkumar66195
      @surajkumar66195 4 หลายเดือนก่อน +1

      😅😂😂😂😂

  • @ommshree444
    @ommshree444 4 หลายเดือนก่อน

    ନବୀନଙ୍କୁ ଲାଜ ଲାଗୁନି ଏ ମାଟିର ଭଉଣୀ କହି ଏ ଭଉଣୀ ଯେତେବେଳେ ଏ ମାଟିକୁ ଆସିଥିଲା ତୁମେ ମୁଖ୍ୟମନ୍ତ୍ରୀ ଯେଉଁ ସଂନମାନ ଦେଲ ଲାଇନି କାଟିକି ଲୋକ ଭୁଲିଗଲେ ବୋଧେ, ସେ ମୟୁରଭଞ୍ଜ ଲୋକ ଉଚିତ ଜବାବ ଭୋଟରେ ଉପଯୁକ୍ତ ଜବାବ ଦେବେ, ନବୀନ ବାବୁ ଅଲାଯୁକ ହେଲକି, ଖୁସି ତ

  • @depakmalick8115
    @depakmalick8115 4 หลายเดือนก่อน

    Ok

  • @IndraGouda-j6d
    @IndraGouda-j6d 4 หลายเดือนก่อน

    ଫାଣ୍ଡି ଆନ ଲେଖି କି ଖାତାରେ ଦେଇଥିଲା ଦେଖିକି ବି ଭୁଲ କହିଦେଲେ ନବୀନ ପଟ୍ଟନାୟକ

  • @sugyanjena2740
    @sugyanjena2740 4 หลายเดือนก่อน +1

    😂😂😂😂😂😂😂😂😂😂😂😂😂😂😂😂

  • @nksahoo4123
    @nksahoo4123 4 หลายเดือนก่อน

    ଭଇନି ନା ଭଉଣୀ ?😂😂😂 ଏଥିରୁ ଠିକ୍ କେଉଁଟା?

  • @prabinkumar3161
    @prabinkumar3161 4 หลายเดือนก่อน

    Wow Navin Pattnaik jindabad....

  • @iasbula5696
    @iasbula5696 4 หลายเดือนก่อน

    Change asiba au last phase achhi yehi alaia mananku dura kari newly odisha gathana kariba new age

  • @SibaReddy-t8f
    @SibaReddy-t8f 4 หลายเดือนก่อน

    ତମ ଘରେ ଗେଇଲେ

  • @ManguliDas-ux4ps
    @ManguliDas-ux4ps 4 หลายเดือนก่อน

    ଯଦି bjd ସରକାର ଆସେ ଆମ ମୁଖୟମନ୍ତ୍ରୀ ଶାସନ କରିବାକୁ ଆଖମ୍ ହୁଅନ୍ତି ତେବେ jnamnchhah ହେବ

  • @fakiradikhit848
    @fakiradikhit848 4 หลายเดือนก่อน +2

    Nabeen pandian ku guli kara.

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    କେତେବେଳେ ବିଷ ଦେଇ ମାରିବ ନବୀନକୁ