ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Bhala information
Good sir
Very good sir ok
Very informative & well explained.
Vedio bahut bhala heichhi au chhatubi bahut heichhi
Aati sundar bandhu.
Bahut sundar
Very nice video ❤
Thanks Brother Bahut Bhal lagila.....
Good
Good idia
Nice information
Bhai
Very good
Shree shivay Namastubhyam🙏🙏🙏🌺🌺🌺🌺🌺
ଓଁ ନମଃ ଶିବାୟ 🙏
Vary good sir sai baba volore rakhantu
ଆପଣଙ୍କୁ ମଧ୍ୟ
Volo sikhya deithabaru aponku bahut dhanyavad sir
Nice👍
dhnybad apanka shikhya gat upay to parikhya kari dekhibu❤🎉😊❤
Bahut bhal lagila sir
Bhai Sita dine kemiti kn chhatu chasa kariba
Nice
Shita dinare chhatu chasa hai pariba ki nahi tike kohibe
Dhanyabad
Sir palithini kholi dele machhi heijauchhanti kan karibu janiparunu
Chhatu manji darakar
ସାର୍ ଆପଣଙ୍କ ମୋବାଇଲ୍ ନମ୍ବର ମିଳି ପାରିବ
Bhae chattu mangi online link send karo
Bhai chatu khula jagare huchi jadi barsa haba kan kichi kharap habaki chatu
Surai.Handdah.Mayurbanj
Bhai manji more darkar
ବେଡ଼ ର ତଳ ଭାଗ ବି ପଲିଥିନ ଘଡ଼ାଇ ରୁହେ କି
Es type ka Vedio banate rahiye ga sr
Very nice.but I want it in Bengali and from the seeds would be found.
বাংলা তে আমার একটা চেনাল আছে ( AD GARDENING) আপনি দেখতে পারেন same video আছে।
ବାଇ ଛତୁ ମଂଜି କୁଟି ମିଳିବ
Chhatu mangi Balasor re kouthi miliba address kahibe ki sir
7008384489
Thare chatu phutila pare nada re authare chatu chasa karihebaki
କେବଳ ଥରେ
Sir apanankw
Chhotu monji kouthi paiba
Temperature required for paddy straw mushroom
Gate bed ru kete thara chasi kariparibu
Monji kouthi paiba
Apananka. mobile number Miliba. ki.Bhala Chatu manji Kouthi. Miliba
11ବିଡା ନଡା 11x5=50ବେସନ 50gam 5ଛତୁ ମଞ୍ଜି 20ନଡା 50ଟଙ୍କା ବେସନ 5 ଟଙ୍କା ଆଉ ଛତୁ ମଞ୍ଜି 20ଲେବର 10 ଟଙ୍କା ସମୁଦାୟ 85ଛତୁ kg 120 ଲାଭ 45 ଟଙ୍କା tq 😊
ଫୁଟା ଛତୁ 80
Bhai chatu monji upare kichi tathya diontu
ନିଶ୍ଚିତ ଭାବରେ ଚେଷ୍ଟା କରିବି
Bhai chhotu monji kuthi midi bo
Bhai tamara kete year ra experience please reply me
Hloo
Asbestos ghare kale kichhi asubidha ki? Light asuchi sethaku. Gote Varendah type ra jaga ta?
ହେଇ ପାରିବ
Bhai masaku jane chasa kale kete tanka in come paipariba plese bhai reply debe apana nka video bahut bhala dod apankanku bhala re rakhantu
ଯଦି ଆପଣ ଦିନକୁ 5/6ଟି ମଞ୍ଜି ର ବେଡ୍ ପକେଇବେ ମାସକୁ 18ରୁ 20ହଜାର ଟଙ୍କା ରୋଜଗାର କରି ପାରିବେ
ପାଣି ଚିଞ୍ଚ କେବେ କରିବା କୁ ପଡ଼ିବ
Bhai 12dina ra sakalu jou kadha hei thila au opora oli full futichi.ta majhi re mane sakalu opora oli jaye plastic dhanki ki rakhibi na khaola rahiba ?.plz reply
ଦିନବେଳା କିଛି ସମୟ ଜରି ଖୋଲି ଦିଅନ୍ତୁ ପରେ ଢାଙ୍କି ଦିଅନ୍ତୁ । ଯେମିତି ଛତୁ ବେଡ୍ ଗରମ୍ ନ ହୁଏ ।
Chatu manji kouti miliba bhai
Follow comment or description
Chata ghere heipariba bhai
ଛାତ ଘରେ ଭଲ ହେବ ନାହିଁ
Chhatu gote bad re kete thara tuli hebo ki bhai??
ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଛତୁ ବାହାରେ ପୁଣି ପନ୍ଦର କୋଡ଼ିଏ ଦିନ ପରେ ଆଉ ଥରେ ଛତୁ ହୁଏ
Phuta chatu and kadha chatu market ratekana achhi
କଢ ଛତୁ 300 ଟଙ୍କା, ଫୁଟା ଛତୁ 240 ଟଙ୍କା
Thare chasha kale kete Dina phutiba please Answer
ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ
Aap bataye iska manjury Kahn se mile ga.plz
जो लोग मशरूम उगाते हैं या मशरूम बेचते हैं आप उनसे संपर्क कीजिए, Flipkart amazan se bhi seed mil jaega
ନଡା ଟିକୁ ଖାଲି ପାଣି ରଖିବା ନା ଚୁନ ପାଣି ରେ ରଖିବା
Chuna Pani bhai ,mu bi aji chhatu chasa karichhi
Manji kouthi milibo
କୋମେଣ୍ଟ ପଢନ୍ତୁ
ଯଦି ଛାତ ଉପରଘର ଭିତରେ ବେଡ଼ ପକାଯାଏ ଜରି ସାତ ଦିନ ପରେ କେମିତି ଘୋଡେଇବା ଜରି ପୁରା ବାହାରିବ ନା ସେମିତି ଦୁଇ ପଟରୁ ଅଧା ଖୋଲା ରହିବ ।ରାତିରେ କଣ୍ କରିବା ।
ମଞ୍ଜି କଉଠୁ ପାଇବା
ଯେଉଁ ମାନେ ଛତୁ ଚାଷ କରନ୍ତି ବା ବ୍ଲକ hoticulture ସେଣ୍ଟର ରୁ ମଞ୍ଜିର ଠିକଣା ପାଇ ପାରିବେ। flipcart, amazan ରୁ ମଞ୍ଜି ପାଇ ପାରିବେ
ଥରେ ବାହାରି କରିବା ପରେ ପୁଣି କଣ ପଲିଥିନ୍ ଆବରଣ ଦେବାକୁ ପଡେ?
ନା
ଗୋଟିଏ ବେଡରୁ କଣ କେବଳ ୨ରୁ ୩ଥର ଅମଳ କରିହେବ 😮
Jadi nada sukhi jae tebe kan kariba?
ସ୍ପ୍ରେ ମେସିନ ଦ୍ଵାରା ଅଳ୍ପ ପାଣି ସ୍ପ୍ରେ କରିବେ ଅଧିକ ପାଣି ଦେବେ ନାହିଁ କାରଣ ପାଣି ଅଧିକ ଦେଲେ ଛତୁ ହେବ ନାହିଁ
Chhatu manji kouthu milibo
ଯେଉଁ ମାନେ ଛତୁ ଚାଷ କରନ୍ତି ବା ଛତୁ ବିକ୍ରୀ କରନ୍ତି ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ ପାଇପାରିବେ ବ୍ଲକ କୃଷି ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରନ୍ତୁ ପାଇପାରିବେ Flipkart amazan ରୁ ମଞ୍ଜି ପାଇ ପାରିବେ
Alag alag Desh mein kaise milega iski minzy
Flipkart, amazan se bhi sead mil jaega
Monji kiniba address ta tike kuhantu
Manji kauthi milib
ଯେଉଁ ମାନେ ଛତୁ ଚାଷ କରନ୍ତି ବା ଛତୁ ବିକ୍ରୀ କରନ୍ତି ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ ପାଇପାରିବେ flipcart, amazan ରୁ ମଞ୍ଜି ଅର୍ଡର୍ କରି ମଞ୍ଜି ପାଇ ପାରିବେ
Bhai mu bi chhatu ra bed pakaichi aji ku 12 dina helani kintu ajaye gote bi kadha asinahi karan kn bhai ,thik ahi method re mu chhatu bed pakai thili
ଜରି ଖୋଲି ଦିଅନ୍ତୁ ଦୁଇ ରୁ ତିନି ଘଣ୍ଟା ପର୍ଯ୍ୟନ୍ତ ପୁଣି ଘୋଡେ଼ଇ ଦେବେ ଦେଖିବେ ସେଥିରେ ଛତୁ ହେବ। ଯଦି ରେକ୍ ରେ ବେଡ୍ ପକେଇ ଥିବେ ତାହାଲେ ବେଡ୍ ର ତଳ ପଟେ ଛତୁ ବାହାରେ।
Alag dish se kaise milega ya
Bhai barsha hele kn kariba ku padiba
ସେହି ପଲିଥିନ୍ ଟିକୁ ତା ଉପରେ ଢାଙ୍କି ଦେବେ
Chhatu bija kauthimile
ଯେଉଁ ମାନେ ଛତୁ ଚାଷ କରନ୍ତି ବା ଛତୁ ବିକ୍ରୀ କରନ୍ତି ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ ପାଇପାରିବେ flipcart, amazan ରୁ ମଞ୍ଜି ପାଇ ପାରିବେ
I need mashroom seeds
You find seed from seed maker, mushroom farmer,Flipkart, amazan
अगर 4-5 घंटे बाद भी पैरा बण्डल में नमी रहे तो क्या करे, उसे लगाए या और सूखने दें?
बेड डालने से पहले हाथों से दबाकर पानी निचोड़ दीजीए फिर बेड डालिये नहीं तो और कुछ देर बाद डालें।
@@debanjanagardening3636 Thankyou☺️
ଛତୁ ମଞ୍ଜି ନାମ କଣ
ପାଳ ଛତୁ ମଞ୍ଜି (paddy straw mushroom spawn)
Kemiti machin kata kutaru chatu Kari herba.
ହେଇ ପାରିବ ମୁଁ କିଛି ଦିନ ମଧ୍ୟରେ ଏକ ଭିଡିଓ uploaded କରିବି ନିଶ୍ଚିତ ଭାବରେ ଦେଖିବେ
ଛତୁ ମଞ୍ଜି କେଉଁଠି ମିଳୁଛି ଏବଂ କେତେ ଦାମ।ବାଲେଶ୍ଵର କିମ୍ବା ବାଲିଆପାଳ ପାଇଁ ମଞ୍ଜି ସୁଲଭ ମୂଲ୍ୟରେ କେଉଁଠି ମିଳିବ।
7008384489 ବାଲେଶ୍ୱର
chatu.munji.keuthimiliba
ଯେଉଁ ମାନେ ଛତୁ ଚାଷ କରନ୍ତି ବା ଛତୁ ବିକ୍ରୀ କରନ୍ତି ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ ମଞ୍ଜି ପାଇ ପାରିବେ କିମ୍ବା ବ୍ଲକ agriculture centre ରୁ ମଞ୍ଜି ପାଇ ପାରିବେ Flipcart, amazan ରୁ ମଞ୍ଜି ଅର୍ଡର୍ କରି ମଞ୍ଜି ପାଇ ପାରିବେ
ତୋଲିବା ପରେ ପୁଣି ପଲିଥିନ ଘୋଡେଇ ଦିଆଯିବ କି
ଘୋଡେ଼ଇ ରଖିଲେ ପନ୍ଦର କୋଡ଼ିଏ ଦିନ ପରେ ଆଉ ଥରେ ଛତୁ ହୁଏ
ବର୍ଷା ଦିନରେ କେମିତି କରାଯାଏ ଟିକେ କହିବେ please
Video ଅଛି ଦେଖନ୍ତୁ ଜାଣିପାରିବେ। କିଛି ଦିନ ତଳେ video ଅଛି ଦେଖନ୍ତୁ
Call no miliba ki bhia😢
7381217904
Sehi kuta ku ame punithare dei pariba ki agyan
କେବଳ ଥରେ ବ୍ୟବହାର ହୁଏ
ପ୍ରଥମ ଛତୁ ତୋଳିଲା ପରେ ଆଉ ଜରି ଘୋଦେଇବା ନା ନାହିଁ
ନ ଘୋଡାଇଲେ ଚାଲିବ
ବିକ୍ରି ପାଇଁ ଫୁଟି ଯାଇଥିବା ଛତୁ ଭଲ ନାଁ କଣ ଛତୁ ? ମୁଁ ତ ସବୁବେଳେ ଦେଖେ ଵଜାରରେ କଢଛତୁ ହିଁ ଗ୍ରାହକ ମାନେ ପସନ୍ଦ କରିଥାନ୍ତି ।
ଫୁଟି ନ ଥିବା ଛତୁକଢ଼ ର ଦାମ ଅଧିକ। କଢ ଛତୁ ର ସ୍ଵାଦ ଅଲଗା ଓ ଫୁଟା ଛତୁ ର ସ୍ଵାଦ ଅଲଗା। କଢ ଛତୁ ଅଧିକ ସମୟ ପର୍ଯ୍ୟନ୍ତ ରଖାଯାଇ ପାରେ କିନ୍ତୁ ଫୁଟା ଛତୁ ଅଧିକ ସମୟ ପର୍ଯ୍ୟନ୍ତ ରଖାଯାଇ ପାରେ ନାହିଁ। କଢ ଛତୁ ଅଧିକ ଦାମ ହେଇ ଥିବାରୁ ସମସ୍ତେ କିଣି ପାରନ୍ତି ନାହିଁ
Thank you
ଏହି ଅମଳ ହୋଇ ସାରିଥିବା ଜିତୁକୁ ଆମେ କେଉଁ ଋତୁରେ କେତେ ସମୟ ରଖ ପାରିବା ଓ କିପରି ?
ଏହାକୁ ଆପଣ 12 ଘଣ୍ଟା ପର୍ଯ୍ୟନ୍ତ ରଖି ପରିବେ
Contact number milega unka
କେଉ ଋତୁରୁ keu ଋତୁ ପର୍ଯ୍ୟନ୍ତ ଅମଳ କରିହେବ ।
ମାର୍ଚ୍ଚ ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ
ଆଉ ଥରେ ଏଇ ବେଡ ବ୍ୟବହାର କରି ହେବ କି ନାହିଁ । ଦୟା କରି କୁହନ୍ତୁ 🙏🏻🙏🏻🙏🏻🙏🏻🙏🏻
Video ଅଛି ଦେଖନ୍ତୁ ଜାଣିପାରିବେ
କୁଠା କୁ କେଓ ପାଣି ରେ ଗିଲା କରି ବା କୁ ପ ଡି ବ
ଚୂନ ପାଣିରେ, ବ୍ଲିଚିଂ ପାଣିରେ କୁଟା ଗିଲା କରିପାରିବେ
Bhai eta clear polythin😅😅
ସଫା ଧଳା ରଙ୍ଗର ପଲିଥିନ ଦରକାର ହୁଏ
Chatu manji gote paket kete tanka
15 ରୁ 20ଟଙ୍କା
Thanks
Contact no dia
ଗୋଟିଏ ବେଡ ରୁ 2ରୁ 3ଦିନରେ ମୋଟ କେତେ ଛତୁ ଅମଳ ହେବ ?
ଗୋଟିଏ ପକେଟ୍ ମଞ୍ଜି ରୁ 800 ଗ୍ରାମ ରୁ 1kg ପର୍ଯ୍ୟନ୍ତ ଛତୁ ବାହାରେ
@@debanjanagardening3636thiki katha
@@debanjanagardening3636😊😊 by ji
@@debanjanagardening36360
Gute dina re 1 kg haba @@debanjanagardening3636
Hello mam kuta ku kou panire budeila
Bhadrak re manji paket 120 tanka kahuchanti
କେବଳ 15 ରୁ 20 ଟଙ୍କା ଏହାର ଦାମ
@@debanjanagardening3636kouthi milibo
Contact number diantu.
Bhai ph number plz
Nua kuta re heba ki a e rabi season ra
ତିନି ରୁ ଚାରି ମାସର ପୁରୁଣା କୁଟା ହେଲେ ଚଳିବ
Sir contact number ଦିଅନ୍ତୁ ମୁଁ ଛତୁ ମଞ୍ଜି ନେବାକୁ ଚାହୁଛି
ମୋ ଘର ବାଲେଶ୍ବର 7381217904
Aapka phone number dijiye
Bhala information
Good sir
Very good sir ok
Very informative & well explained.
Vedio bahut bhala heichhi au chhatubi bahut heichhi
Aati sundar bandhu.
Bahut sundar
Very nice video ❤
Thanks Brother Bahut Bhal lagila.....
Good
Good idia
Nice information
Bhai
Very good
Shree shivay Namastubhyam🙏🙏🙏🌺🌺🌺🌺🌺
ଓଁ ନମଃ ଶିବାୟ 🙏
Vary good sir sai baba volore rakhantu
ଆପଣଙ୍କୁ ମଧ୍ୟ
Volo sikhya deithabaru aponku bahut dhanyavad sir
Nice👍
dhnybad apanka shikhya gat upay to parikhya kari dekhibu❤🎉😊❤
Bahut bhal lagila sir
Bhai Sita dine kemiti kn chhatu chasa kariba
Nice
Shita dinare chhatu chasa hai pariba ki nahi tike kohibe
Dhanyabad
Sir palithini kholi dele machhi heijauchhanti kan karibu janiparunu
Chhatu manji darakar
ସାର୍ ଆପଣଙ୍କ ମୋବାଇଲ୍ ନମ୍ବର ମିଳି ପାରିବ
Bhae chattu mangi online link send karo
Bhai chatu khula jagare huchi jadi barsa haba kan kichi kharap habaki chatu
Surai.Handdah.Mayurbanj
Bhai manji more darkar
ବେଡ଼ ର ତଳ ଭାଗ ବି ପଲିଥିନ ଘଡ଼ାଇ ରୁହେ କି
Es type ka Vedio banate rahiye ga sr
Very nice.but I want it in Bengali and from the seeds would be found.
বাংলা তে আমার একটা চেনাল আছে ( AD GARDENING) আপনি দেখতে পারেন same video আছে।
ବାଇ ଛତୁ ମଂଜି କୁଟି ମିଳିବ
Chhatu mangi Balasor re kouthi miliba address kahibe ki sir
7008384489
Thare chatu phutila pare nada re authare chatu chasa karihebaki
କେବଳ ଥରେ
Sir apanankw
Chhotu monji kouthi paiba
Temperature required for paddy straw mushroom
Gate bed ru kete thara chasi kariparibu
Monji kouthi paiba
Apananka. mobile number Miliba. ki.Bhala Chatu manji Kouthi. Miliba
11ବିଡା ନଡା 11x5=50
ବେସନ 50gam 5
ଛତୁ ମଞ୍ଜି 20
ନଡା 50ଟଙ୍କା ବେସନ 5 ଟଙ୍କା ଆଉ ଛତୁ ମଞ୍ଜି 20
ଲେବର 10 ଟଙ୍କା ସମୁଦାୟ 85
ଛତୁ kg 120 ଲାଭ 45 ଟଙ୍କା tq 😊
ଫୁଟା ଛତୁ 80
Bhai chatu monji upare kichi tathya diontu
ନିଶ୍ଚିତ ଭାବରେ ଚେଷ୍ଟା କରିବି
Bhai chhotu monji kuthi midi bo
Bhai tamara kete year ra experience please reply me
Hloo
Asbestos ghare kale kichhi asubidha ki? Light asuchi sethaku. Gote Varendah type ra jaga ta?
ହେଇ ପାରିବ
Bhai masaku jane chasa kale kete tanka in come paipariba plese bhai reply debe apana nka video bahut bhala dod apankanku bhala re rakhantu
ଯଦି ଆପଣ ଦିନକୁ 5/6ଟି ମଞ୍ଜି ର ବେଡ୍ ପକେଇବେ ମାସକୁ 18ରୁ 20ହଜାର ଟଙ୍କା ରୋଜଗାର କରି ପାରିବେ
ପାଣି ଚିଞ୍ଚ କେବେ କରିବା କୁ ପଡ଼ିବ
Bhai 12dina ra sakalu jou kadha hei thila au opora oli full futichi.ta majhi re mane sakalu opora oli jaye plastic dhanki ki rakhibi na khaola rahiba ?.plz reply
ଦିନବେଳା କିଛି ସମୟ ଜରି ଖୋଲି ଦିଅନ୍ତୁ ପରେ ଢାଙ୍କି ଦିଅନ୍ତୁ । ଯେମିତି ଛତୁ ବେଡ୍ ଗରମ୍ ନ ହୁଏ ।
Chatu manji kouti miliba bhai
Follow comment or description
Chata ghere heipariba bhai
ଛାତ ଘରେ ଭଲ ହେବ ନାହିଁ
Chhatu gote bad re kete thara tuli hebo ki bhai??
ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଛତୁ ବାହାରେ ପୁଣି ପନ୍ଦର କୋଡ଼ିଏ ଦିନ ପରେ ଆଉ ଥରେ ଛତୁ ହୁଏ
Phuta chatu and kadha chatu market ratekana achhi
କଢ ଛତୁ 300 ଟଙ୍କା, ଫୁଟା ଛତୁ 240 ଟଙ୍କା
Thare chasha kale kete Dina phutiba please Answer
ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ
Aap bataye iska manjury Kahn se mile ga.plz
जो लोग मशरूम उगाते हैं या मशरूम बेचते हैं आप उनसे संपर्क कीजिए, Flipkart amazan se bhi seed mil jaega
ନଡା ଟିକୁ ଖାଲି ପାଣି ରଖିବା ନା ଚୁନ ପାଣି ରେ ରଖିବା
Chuna Pani bhai ,mu bi aji chhatu chasa karichhi
Manji kouthi milibo
କୋମେଣ୍ଟ ପଢନ୍ତୁ
ଯଦି ଛାତ ଉପରଘର ଭିତରେ ବେଡ଼ ପକାଯାଏ ଜରି ସାତ ଦିନ ପରେ କେମିତି ଘୋଡେଇବା ଜରି ପୁରା ବାହାରିବ ନା ସେମିତି ଦୁଇ ପଟରୁ ଅଧା ଖୋଲା ରହିବ ।ରାତିରେ କଣ୍ କରିବା ।
ମଞ୍ଜି କଉଠୁ ପାଇବା
ଯେଉଁ ମାନେ ଛତୁ ଚାଷ କରନ୍ତି ବା ବ୍ଲକ hoticulture ସେଣ୍ଟର ରୁ ମଞ୍ଜିର ଠିକଣା ପାଇ ପାରିବେ। flipcart, amazan ରୁ ମଞ୍ଜି ପାଇ ପାରିବେ
ଥରେ ବାହାରି କରିବା ପରେ ପୁଣି କଣ ପଲିଥିନ୍ ଆବରଣ ଦେବାକୁ ପଡେ?
ନା
ଗୋଟିଏ ବେଡରୁ କଣ କେବଳ ୨ରୁ ୩ଥର ଅମଳ କରିହେବ 😮
Jadi nada sukhi jae tebe kan kariba?
ସ୍ପ୍ରେ ମେସିନ ଦ୍ଵାରା ଅଳ୍ପ ପାଣି ସ୍ପ୍ରେ କରିବେ ଅଧିକ ପାଣି ଦେବେ ନାହିଁ କାରଣ ପାଣି ଅଧିକ ଦେଲେ ଛତୁ ହେବ ନାହିଁ
Chhatu manji kouthu milibo
ଯେଉଁ ମାନେ ଛତୁ ଚାଷ କରନ୍ତି ବା ଛତୁ ବିକ୍ରୀ କରନ୍ତି ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ ପାଇପାରିବେ ବ୍ଲକ କୃଷି ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରନ୍ତୁ ପାଇପାରିବେ Flipkart amazan ରୁ ମଞ୍ଜି ପାଇ ପାରିବେ
Alag alag Desh mein kaise milega iski minzy
Flipkart, amazan se bhi sead mil jaega
Monji kiniba address ta tike kuhantu
Manji kauthi milib
ଯେଉଁ ମାନେ ଛତୁ ଚାଷ କରନ୍ତି ବା ଛତୁ ବିକ୍ରୀ କରନ୍ତି ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ ପାଇପାରିବେ flipcart, amazan ରୁ ମଞ୍ଜି ଅର୍ଡର୍ କରି ମଞ୍ଜି ପାଇ ପାରିବେ
Bhai mu bi chhatu ra bed pakaichi aji ku 12 dina helani kintu ajaye gote bi kadha asinahi karan kn bhai ,thik ahi method re mu chhatu bed pakai thili
ଜରି ଖୋଲି ଦିଅନ୍ତୁ ଦୁଇ ରୁ ତିନି ଘଣ୍ଟା ପର୍ଯ୍ୟନ୍ତ ପୁଣି ଘୋଡେ଼ଇ ଦେବେ ଦେଖିବେ ସେଥିରେ ଛତୁ ହେବ। ଯଦି ରେକ୍ ରେ ବେଡ୍ ପକେଇ ଥିବେ ତାହାଲେ ବେଡ୍ ର ତଳ ପଟେ ଛତୁ ବାହାରେ।
Alag dish se kaise milega ya
Flipkart, amazan se bhi sead mil jaega
Bhai barsha hele kn kariba ku padiba
ସେହି ପଲିଥିନ୍ ଟିକୁ ତା ଉପରେ ଢାଙ୍କି ଦେବେ
Chhatu bija kauthimile
ଯେଉଁ ମାନେ ଛତୁ ଚାଷ କରନ୍ତି ବା ଛତୁ ବିକ୍ରୀ କରନ୍ତି ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ ପାଇପାରିବେ flipcart, amazan ରୁ ମଞ୍ଜି ପାଇ ପାରିବେ
I need mashroom seeds
You find seed from seed maker, mushroom farmer,Flipkart, amazan
अगर 4-5 घंटे बाद भी पैरा बण्डल में नमी रहे तो क्या करे, उसे लगाए या और सूखने दें?
बेड डालने से पहले हाथों से दबाकर पानी निचोड़ दीजीए फिर बेड डालिये नहीं तो और कुछ देर बाद डालें।
@@debanjanagardening3636 Thankyou☺️
ଛତୁ ମଞ୍ଜି ନାମ କଣ
ପାଳ ଛତୁ ମଞ୍ଜି (paddy straw mushroom spawn)
Kemiti machin kata kutaru chatu Kari herba.
ହେଇ ପାରିବ ମୁଁ କିଛି ଦିନ ମଧ୍ୟରେ ଏକ ଭିଡିଓ uploaded କରିବି ନିଶ୍ଚିତ ଭାବରେ ଦେଖିବେ
ଛତୁ ମଞ୍ଜି କେଉଁଠି ମିଳୁଛି ଏବଂ କେତେ ଦାମ।ବାଲେଶ୍ଵର କିମ୍ବା ବାଲିଆପାଳ ପାଇଁ ମଞ୍ଜି ସୁଲଭ ମୂଲ୍ୟରେ କେଉଁଠି ମିଳିବ।
7008384489 ବାଲେଶ୍ୱର
chatu.munji.keuthimiliba
ଯେଉଁ ମାନେ ଛତୁ ଚାଷ କରନ୍ତି ବା ଛତୁ ବିକ୍ରୀ କରନ୍ତି ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ ମଞ୍ଜି ପାଇ ପାରିବେ କିମ୍ବା ବ୍ଲକ agriculture centre ରୁ ମଞ୍ଜି ପାଇ ପାରିବେ Flipcart, amazan ରୁ ମଞ୍ଜି ଅର୍ଡର୍ କରି ମଞ୍ଜି ପାଇ ପାରିବେ
ତୋଲିବା ପରେ ପୁଣି ପଲିଥିନ ଘୋଡେଇ ଦିଆଯିବ କି
ଘୋଡେ଼ଇ ରଖିଲେ ପନ୍ଦର କୋଡ଼ିଏ ଦିନ ପରେ ଆଉ ଥରେ ଛତୁ ହୁଏ
ବର୍ଷା ଦିନରେ କେମିତି କରାଯାଏ ଟିକେ କହିବେ please
Video ଅଛି ଦେଖନ୍ତୁ ଜାଣିପାରିବେ। କିଛି ଦିନ ତଳେ video ଅଛି ଦେଖନ୍ତୁ
Call no miliba ki bhia😢
7381217904
Sehi kuta ku ame punithare dei pariba ki agyan
କେବଳ ଥରେ ବ୍ୟବହାର ହୁଏ
ପ୍ରଥମ ଛତୁ ତୋଳିଲା ପରେ ଆଉ ଜରି ଘୋଦେଇବା ନା ନାହିଁ
ନ ଘୋଡାଇଲେ ଚାଲିବ
ବିକ୍ରି ପାଇଁ ଫୁଟି ଯାଇଥିବା ଛତୁ ଭଲ ନାଁ କଣ ଛତୁ ?
ମୁଁ ତ ସବୁବେଳେ ଦେଖେ ଵଜାରରେ କଢଛତୁ ହିଁ ଗ୍ରାହକ ମାନେ ପସନ୍ଦ କରିଥାନ୍ତି ।