ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଭାଇଙ୍କର ଭଲ ଅଭିଜ୍ଞତା ଅଛି 🙏
Ok
very good information by KRUHSI SAMPADA.. salute you Sir....
Thank you
Video ti bohut bhala lagila Mousa and sir, Dhanyabad
ୟାଙ୍କୁ କୁହନ୍ତି ସଫଳ ଚାଷୀ ❤ କେତେ deeply ସେ ଚାଷ ତ ଟାକୁ ବୁଝିଛନ୍ତି ଖାଲି ଗଧ ଭଳିଆ ଖଟିଲେ କିଛି ମିଳେ ନାହିଁ ଅଧ୍ୟୟନ ବିଶ୍ଳେଷଣ କରିବାକୁ ପଡେ
Sundar video
Video ta bahut bhala lagila
Nyc
Time has come to start other kind of high value mushroom farming. Government has to take the initiative.
Ok thanks
Dhanyabad sir..... good 👍💯
Very good video
Thanks
Calcium power kete misi hua
Good information
All months re mashroom chaso heiparibo kii
Sar pana fashalaku khara tapa matra tharu tha nda rakhibara haro man ba cara daba pani kichi jyibik sar kuha
କ୍ୟାଲସିୟମ କେତେ ମିଶାଯାଇ ଥାଏ
Nice 👍👍
Sir ଲୁଣିଆ,ଆଇରନ ପାଣି ନ ହୋଇଥିଲେ ନର୍ମାଲ ପାଣିରେ କେତେ ଚୂନ ଲାଗିବ
Video ରେ details ରହିଛି
1000 liter /1 kg
Sar I ama prasad pradhan Stroberi chash kemiti karanti
Very good
Best
How to make vermi compost
Jai kisan💐💐💐 🙏🙏🙏🙏
ଜୟ କିଷାନ
ଭାଇ ଗୋଟେ kg କେମିତି ଆସୁଛି , ବିଶ୍ୱାସ ହଉନି ,
youtube.com/@farmergagan1?si=eFkJjCiSsiTMePyf.
Sir angul re kau jagare training diajauchhi
ସାର ୩ଟି ବେଡ୍ ପାଇଁ କେତେ ଚୂନ ଦରକାର?
ବର୍ତ୍ତମାନ ଚୂନ ବହୁତ୍ ଅଳ୍ପ ବ୍ୟବହାର କରନ୍ତୁ ବା ଆଦୌ ନକଲେ ଚାଲିବ।ଏଥିରୁ ଅଧିକ ତାପମାତ୍ରା ବାହାରି ଛତୁ bed ନଷ୍ଟ ହେବ ।
୧୫୦ଗ୍ରାମ୍
Sir gotay botal chatu mongi ray kaytoti bade karihaba
1 bed pai 1bottel manji
ବର୍ଷ କୁ କେତେ ଥର ଚାଷ ହୁଏ ଏବଂ କଉ କଉ ମାସରେ କରାଯିବ sir
12 month
Sir chatu chasa chata uparay kari haba
6 dina pare kete ghanta pain palithin kholiba. au pani kemiti dia heba sir .
Video ରେ ସମସ୍ତ ତଥ୍ୟ ରହିଛି
bhai nada kana sabu bele miliba ..dhana kata hele miliba
ଗୋଟିଏ ବର୍ଷ ପାଇଁ ନଡ଼ା କିଣି କରି ରଖ
Kete dina re bed ru palithin khula haba au pai spray haba ki
4/5 Din pare
ଛତୁ ମଞ୍ଜି କୋଉଠି ପାଇବୁ
Contact number ରେ ଯୋଗାଯୋଗ କରନ୍ତୁ
Sir ଭଲ ମଞ୍ଜି ଟିକେ କୁଓ
Sir ମଞ୍ଜି ବୋତଲ ର ମୂଲ୍ୟ କେତେ
30 tanka
Bhala ja bhai nkara. Phone laguni
Sir କାଲସିଅମ ପାଉଡର କେମିତି ମିଳିପାରିବ
ଚୂନ
Sar tara vuja chasha ra fala sukhi fala vita ra poka hija u cha kashi jhadipaduchi kayu haro mon spra kariba
ଫଳ ମାଛି ଲାଗୁଛି। ଆକ୍ରାନ୍ତ ଫଳ କୁ ତୋଳି ନଷ୍ଟ କରନ୍ତୁ।ଘାସ ସଫା କରନ୍ତୁ। Chloropyriphos 50% +Cypermethrin 5%EC lit ପ୍ରତି 2ml ବାChlorontraniliprole 18.5%SC drum ପ୍ରତି 5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଫଳ ମାଛି ଯନ୍ତା ଏକର ପ୍ରତି 8ଟି ବ୍ୟବହାର କରନ୍ତୁ।
Sir i am handicaped person. Please how I training mushrooms farming. Please help me...
Block Horticulture officer ଙ୍କ ସହ ଯୋଗାଯୋଗ କରନ୍ତୁ
₹20 per bottle
ପାଳ ଛତୁ ପାଇଁ ବର୍ଷା ଦିନେ ନଡ଼ା ଭିଜେଇ ବାର 10 ଘଣ୍ଟା ପରେ ପାଣି ରୁ କାଢି 10ଘଣ୍ଟା ପରେ ମଧ୍ୟ ଚିପୁଡିଲେ ପାଣି ନିଗୁଡୁଛି । ବେଡ୍ ପଡ଼ି ପାରିବ ନା ନାହିଁ।
ନଡ଼ା କୁ ଛିଡ଼ା କରି ରଖନ୍ତୁ ପାଣି ନିଗିଡ଼ି ଯିବ
@@prasannachakra3708 ନଡ଼ା ର ଅଗ ତଳକୁ କରି ଛିଡ଼ା କରାଇ ରଖନ୍ତୁ ,ପାଣି ନିଗିଡ଼ି ଯିବ , ତାପରେ ଅଗରେ ପାଣି ରହିବ ତାକୁ ବେଡ ପକାଇ ଲା ବେଳେ ଚିପୁଡି ଦେବେ ,
Chhatu manji kauthu miliba
Contact numer ଦିଆଯାଇଛି
Sir ଭଲ ମଞ୍ଜି ମିଳିପାରିବ କି ?
❤
@@krushisampada😮😮
ଚକୋଡ ମାନେ କ'ଣ ଟିକେ ବୁଝିହେଲାନି
ଧାନ ରୁ ଚାଉଳ ବାହାରିବା ପରେ ଧାନ ଚୋପା ଗୁଣ୍ଡ କୁ ଚୋକଡ କହନ୍ତି
odia re kundha kuhajaye
Sar bihon kouthu milibo
Vedio ଶେଷରେ Contact number ରହିଛି
ସାର୍ ଛତୁ ମଂଜି କୁ ଟି ମିଳିବ
Description ରେ contact number ଅଛି
Sir seed mili pariba ta
Kete darkar bhai
@@biswajitmoharana3467 ghara pain minimum jaha
@@biswajitmoharana3467 jadi sucess heba business for re kariba
@@Chinmay-Behera ହଁ sure brother
@@biswajitmoharana3467 kemiti kn paiba kuha
Selling kouthi karibu
ବିକ୍ରି ର ସମସ୍ୟା ନାହିଁ
Besan Sahita kau chemical diagala jani hela nahin
ବେସନ ସହିତ ଚୋକଡ
Mangi jogeidebe
Bhai nka location koutha
Salepur block paga ବଜାର
ଭାଇ ତଳେ ଥିବା ଲିଙ୍କ କୁ ଖୋଲି subscribe କର. ଛତୁ ବିଷୟରେ ଅଧିକ ତଥ୍ୟ ଜାଣିପାରିବ.
Farmer gagan
Chahti manji drakra number diea
Vedio ରେ number ରହିଛି
Sir mu training nebi
Number ରେ ଯୋଗାଯୋଗ କରନ୍ତୁ।
ଭାଇଙ୍କର ଭଲ ଅଭିଜ୍ଞତା ଅଛି 🙏
Ok
very good information by KRUHSI SAMPADA.. salute you Sir....
Thank you
Video ti bohut bhala lagila Mousa and sir, Dhanyabad
Thank you
ୟାଙ୍କୁ କୁହନ୍ତି ସଫଳ ଚାଷୀ ❤ କେତେ deeply ସେ ଚାଷ ତ ଟାକୁ ବୁଝିଛନ୍ତି
ଖାଲି ଗଧ ଭଳିଆ ଖଟିଲେ କିଛି ମିଳେ ନାହିଁ
ଅଧ୍ୟୟନ ବିଶ୍ଳେଷଣ କରିବାକୁ ପଡେ
Sundar video
Video ta bahut bhala lagila
Nyc
Time has come to start other kind of high value mushroom farming. Government has to take the initiative.
Ok thanks
Dhanyabad sir..... good 👍💯
Thank you
Very good video
Thanks
Calcium power kete misi hua
Good information
Thanks
All months re mashroom chaso heiparibo kii
Sar pana fashalaku khara tapa matra tharu tha nda rakhibara haro man ba cara daba pani kichi jyibik sar kuha
କ୍ୟାଲସିୟମ କେତେ ମିଶାଯାଇ ଥାଏ
Nice 👍👍
Thank you
Sir ଲୁଣିଆ,ଆଇରନ ପାଣି ନ ହୋଇଥିଲେ ନର୍ମାଲ ପାଣିରେ କେତେ ଚୂନ ଲାଗିବ
Video ରେ details ରହିଛି
1000 liter /1 kg
Sar I ama prasad pradhan
Stroberi chash kemiti karanti
Very good
Thanks
Best
Thank you
How to make vermi compost
Jai kisan💐💐💐 🙏🙏🙏🙏
ଜୟ କିଷାନ
ଭାଇ ଗୋଟେ kg କେମିତି ଆସୁଛି , ବିଶ୍ୱାସ ହଉନି ,
youtube.com/@farmergagan1?si=eFkJjCiSsiTMePyf.
Sir angul re kau jagare training diajauchhi
ସାର ୩ଟି ବେଡ୍ ପାଇଁ କେତେ ଚୂନ ଦରକାର?
ବର୍ତ୍ତମାନ ଚୂନ ବହୁତ୍ ଅଳ୍ପ ବ୍ୟବହାର କରନ୍ତୁ ବା ଆଦୌ ନକଲେ ଚାଲିବ।ଏଥିରୁ ଅଧିକ ତାପମାତ୍ରା ବାହାରି ଛତୁ bed ନଷ୍ଟ ହେବ ।
୧୫୦ଗ୍ରାମ୍
Sir gotay botal chatu mongi ray kaytoti bade karihaba
1 bed pai 1bottel manji
ବର୍ଷ କୁ କେତେ ଥର ଚାଷ ହୁଏ ଏବଂ କଉ କଉ ମାସରେ କରାଯିବ sir
12 month
Sir chatu chasa chata uparay kari haba
6 dina pare kete ghanta pain palithin kholiba. au pani kemiti dia heba sir .
Video ରେ ସମସ୍ତ ତଥ୍ୟ ରହିଛି
bhai nada kana sabu bele miliba ..dhana kata hele miliba
ଗୋଟିଏ ବର୍ଷ ପାଇଁ ନଡ଼ା କିଣି କରି ରଖ
Kete dina re bed ru palithin khula haba au pai spray haba ki
4/5 Din pare
ଛତୁ ମଞ୍ଜି କୋଉଠି ପାଇବୁ
Contact number ରେ ଯୋଗାଯୋଗ କରନ୍ତୁ
Sir ଭଲ ମଞ୍ଜି ଟିକେ କୁଓ
Sir ମଞ୍ଜି ବୋତଲ ର ମୂଲ୍ୟ କେତେ
30 tanka
Bhala ja bhai nkara. Phone laguni
Sir କାଲସିଅମ ପାଉଡର କେମିତି ମିଳିପାରିବ
ଚୂନ
Sar tara vuja chasha ra fala sukhi fala vita ra poka hija u cha kashi jhadipaduchi kayu haro mon spra kariba
ଫଳ ମାଛି ଲାଗୁଛି। ଆକ୍ରାନ୍ତ ଫଳ କୁ ତୋଳି ନଷ୍ଟ କରନ୍ତୁ।ଘାସ ସଫା କରନ୍ତୁ। Chloropyriphos 50% +Cypermethrin 5%EC lit ପ୍ରତି 2ml ବା
Chlorontraniliprole 18.5%SC drum ପ୍ରତି 5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଫଳ ମାଛି ଯନ୍ତା ଏକର ପ୍ରତି 8ଟି ବ୍ୟବହାର କରନ୍ତୁ।