ଜୀବନ୍ତ ଠାକୁର , ବାବା କପିଳେଶ୍ୱର ମହାଦେବ 🙏🙏🙏

แชร์
ฝัง
  • เผยแพร่เมื่อ 25 พ.ย. 2024

ความคิดเห็น • 11

  • @santoshkumarnayak6782
    @santoshkumarnayak6782 2 หลายเดือนก่อน

    କେତେବେଳେ ଓ କାହିଁକି ଜନେ ମଣିଷ ଭିତରେ ଆଧ୍ୟାତ୍ମିକ ପିଠ ମାନଙ୍କୁ ଦର୍ଶନ କରିବାକୁ ଇଚ୍ଛା ଜାଗ୍ରତ ହୁଏ

    • @aasantukichinuasikhiba9085
      @aasantukichinuasikhiba9085  2 หลายเดือนก่อน

      ଜୟ ଜଗନ୍ନାଥ 🙏.....ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ. .....ଆପଣଙ୍କ ପ୍ରଶ୍ନ ଟି ବହୁତ ଉଚ୍ଚ କୋଟିର. ....ମୁଁ ତ ସାମାନ୍ୟ ମାତ୍ର. ....ତଥାପି ମୁଁ ଉତ୍ତର ଦେବାକୁ ଚେଷ୍ଟା କରିବି. ....ପ୍ରଥମତଃ ଆଧ୍ୟାତ୍ମିକ ପୀଠ ମାନଙ୍କୁ କେବଳ ଇଚ୍ଛା ଦ୍ୱାରା ଯାଇ ହୁଏନି. ....ପ୍ରଭୁଙ୍କ ଦର୍ଶନ କଣ ପ୍ରଭୁଙ୍କ ବିନା କୃପାରେ ହୁଏ. ....ପ୍ରଭୁଙ୍କ କୃପାରୁ ସେଠାରୁ ଡାକରା ଆସେ. ....ଆଉ ସେତେବେଳେ ଆସେ ଯେତେବେଳେ ଜଣେ ମଣିଷ ଭିତରୁ ଖାଲି ହେଇଯାଏ. ....ଆଉ ସେତେବେଳେ ହି ସେ ପ୍ରଭୁଙ୍କର ସାନିଧ୍ୟ ଲୋଡ଼େ. ....କାରଣ ଏତେ ବଡ ଦୁନିଆ ଭିତରେ ସେ ନିଜର କାହାକୁ ପାଏନି. ...ସେତେବେଳେ ପ୍ରଭୁ ହି କୋଳେଇ ନିଅନ୍ତି. ....ତା ଛଡା ପ୍ରଭୁ ଦର୍ଶନ ର ପିପାସୁ ଙ୍କ ଠାରେ ଏମିତି ସବୁ ଘଟେ. ....କେତେବେଳେ ସେ ମାୟା ଜାଲରେ ଛନ୍ଦି ଦିଅନ୍ତି ତ କେତେବେଳେ ସେ ଜାଲକୁ ସେ ନିଜେ ଛିଣ୍ଡେଇ ଦିଅନ୍ତି. ...ତାପରେ ଆମେ ତାଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଇଯାଆନ୍ତି. ...ତାପରେ ପ୍ରଭୁ କିଛି ବି ବାହାନା କରିକି ନିଜ ପାଖକୁ ଡାକି ନିଅନ୍ତି. ....କାମ ତ ମାଧ୍ୟମ ମାତ୍ର. ....ସବୁ ତ ସେଇ ପ୍ରଭୁଙ୍କର ଲୀଳା 🙏

    • @santoshkumarnayak6782
      @santoshkumarnayak6782 2 หลายเดือนก่อน

      ମୁଁ ବା ପ୍ରଶ୍ନ ପଚାରିବା କୁ କିଏ? କେବଳ ଅନୁସନ୍ଧିତ୍ସl ଟିଏ ଯାହା ମୋ ଭିତରେ ମଧ୍ଯ ଅଛି ,ମୁଁ ବି ଖୋଜୁଛି ଦୌଡୁଛି ଆପଣ ଙ୍କ ଉତ୍ତର ନିଶ୍ଚିତ ଭବରେ ଏକ ଆଧ୍ୟାତ୍ମିକ ପଥରେ ଚାଲୁଥିବା ଝିଣ୍ଟୁ ଥିବା ହୃଦୟ ର ଭାବ ର ଅଭି ବ୍ୟକ୍ତି ବୋଧହୁଏ ସେଥିରେ ଏକ ନିଆରା ଆନନ୍ଦ ଅଛି ଏକ ଅଦ୍ଭୁତ ଆକର୍ଷଣ ଅଛି

  • @sanjuktabiswal1569
    @sanjuktabiswal1569 หลายเดือนก่อน

    ଜୟ ଜୟ କପିଳେଶ୍ୱର ବାବା 🌿🌺🌺🙏🏽🛐ଜଗତବାସୀଙ୍କୁ ଭଲରେ ରଖ ପ୍ରଭୁ 🙏🏽🛐❤️❤️❤️

  • @ommdas4745
    @ommdas4745 2 หลายเดือนก่อน

    ଜୟ ଜଗନ୍ନାଥ ❤❤❤
    ହେ ମା ତୁମକୁ କୋଟି କୋଟି ପ୍ରଣାମ ହୃଦୟରୁ

  • @jit3438
    @jit3438 2 หลายเดือนก่อน

    Jay kapileswar Mahadev 🙏🙏🙏

  • @SHREEKIKHUSHIYAN
    @SHREEKIKHUSHIYAN 2 หลายเดือนก่อน

    Ati chamatkar 🙏🏻

  • @SanjuktaBirat-st2kh
    @SanjuktaBirat-st2kh 2 หลายเดือนก่อน

  • @ommdas4745
    @ommdas4745 2 หลายเดือนก่อน

    ମା ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଚାହେଁ