Ollywood Fraternity Reacts Over Anubhav Mohanty's New Video About His Marital Discord || KalingaTV

แชร์
ฝัง
  • เผยแพร่เมื่อ 4 ก.พ. 2025

ความคิดเห็น • 532

  • @prashantasahoo9349
    @prashantasahoo9349 2 ปีที่แล้ว +60

    ସମସ୍ୟା ଅଛି ତ ସମାଧାନ ଅଛି। ଠାକୁରଙ୍କ ଦୟାରୁ ଆପଣ ମିଶିଜାନ୍ତୁ।

  • @PkbOdiaTips
    @PkbOdiaTips 2 ปีที่แล้ว +147

    ଗୋଟେ ମିନିଟ୍ ବି ଲାଗି ନ ଥାଏ ସମ୍ପର୍କ ଭାଙ୍ଗିଦେବା ପାଇଁ...କିନ୍ତୁ ସାରା ଜୀବନ ବିତି ଯାଇଥାଏ ସେହି ସମ୍ପର୍କକୁ ପୁଣି ଥରେ ଯୋଡିବା ପାଇଁ
    #OdiaSmartMotivation

  • @saraswatimishra9543
    @saraswatimishra9543 2 ปีที่แล้ว +97

    ସମସ୍ତେ ଆଶା ରଖିଛନ୍ତି ବର୍ଷା ଓ ଅନୁଭବ ବୁଝାମଣା କରି ସମ୍ପର୍କ ଭାଙ୍ଗନ୍ତୁ ନାହିଁ। ଆପଣ ମାନଙ୍କ ତରଫରୁ ବି ଚେଷ୍ଟା କରନ୍ତୁ ଏମାନଙ୍କୁ ଯୋଡିବା ପାଇଁ

  • @puspanjaliparida2505
    @puspanjaliparida2505 ปีที่แล้ว +6

    Thanks Sidhanta sir and Sabya Sir,

  • @biswabhusanswain2598
    @biswabhusanswain2598 2 ปีที่แล้ว +134

    ଦୁଇ ଜଣ ତାଙ୍କ ନିଜର ପୁରୁଣା ଫିଲ୍ମ ନେଇ ଯା ରେ ମେଘ ମୋତେ ଦେଖନ୍ତୁ ସବୁ ଠିକ୍ ହୋଇଯିବ

  • @rajibkumarmohanty8617
    @rajibkumarmohanty8617 2 ปีที่แล้ว +67

    କିଛି ନାହିଁ ବର୍ଷା ମାଡାମ ଙ୍କ ଲିଙ୍ଗ ନିରୂପଣ କରାଯାଉ,ଯଦି ସେ ପୂର୍ଣ୍ଣାଙ୍ଗ ନାରୀ ତେବେ ତାଙ୍କ ଡର ଛଡାଇବା ପାଇଁ counseling କରାଯାଉ.

    • @lipi...9256
      @lipi...9256 2 ปีที่แล้ว +6

      Yes

    • @gangadharpatra4340
      @gangadharpatra4340 2 ปีที่แล้ว

      And who the f**k are you supposed to be?

    • @anandinimishra9984
      @anandinimishra9984 2 ปีที่แล้ว

      Ebe gote vala Katha kahile
      Kichhi gote nistaya thiba
      Nahele kahinki dariba
      Loke Sina kharap kahuchhanti
      Aajibi Anuvabku bahahabaku jhia line lageibe

    • @hakunamatata4792
      @hakunamatata4792 2 ปีที่แล้ว

      😂😂😂

    • @srr4745
      @srr4745 2 ปีที่แล้ว +1

      Agreed.

  • @mr_chaudhiry34
    @mr_chaudhiry34 2 ปีที่แล้ว +9

    ଭଲ ପାଇବା ରେ ସୁନ୍ଦର ଚେହେରା,paisa ଦରକାର ନି କେବଳ ପ୍ରକୁତ ଭଲ ପାଉଥିବା ମଣିଷ ଟିଏ ଦରକାର ,ଅନୁଭବ ଭାଇ really great .so sad .ଆଜି ର ଦୁନିଆରେ ନାରୀ ଜାତି ଅପେକ୍ଷା ପୁରୁଷ ଜାତି ପାଇଁ ବହୁତ ଅନ୍ୟାୟ ହଉଛି 😭😭😭😭😭,ଅନୁଭବ ଭାଇ କୁ ନ୍ୟାୟ ମିଳିବ ଦରକାର.plz support for anubhaba bhai

  • @nithinkumarrn5669
    @nithinkumarrn5669 2 ปีที่แล้ว +13

    You are right Siddhant sir ସେମାନେ ଏକାଠି ଉଅନ୍ତୁ

  • @kununayak7898
    @kununayak7898 2 ปีที่แล้ว +156

    I salute our Odisha’s Muna Bhai MBBS comment. Good advice to all. Bhalapaiba pai sabu kichi chalichi

    • @gayatrimohapatra656
      @gayatrimohapatra656 2 ปีที่แล้ว +3

      Bff

    • @sameerpattanaik7622
      @sameerpattanaik7622 2 ปีที่แล้ว +1

      Siddhant Mohapatra MBBS koudina pass kale? tk date ta janantu history book re lekha haba ,...LoL

    • @kumari5378
      @kumari5378 2 ปีที่แล้ว

      Yes he is right well said 🥰

    • @kumari5378
      @kumari5378 2 ปีที่แล้ว

      @@sameerpattanaik7622 lol se kana kahile suna OK mbbs hua ki Nahi tanka answer dekha way of thinking OK don't behave like cheap it's a life and a life is depend on reality OK not like a imaginary movie story or fairy tales lol

    • @sameerpattanaik7622
      @sameerpattanaik7622 2 ปีที่แล้ว

      @@kumari5378 I know what he actually meant to say......you don't need to say anything 😏

  • @abcreation6308
    @abcreation6308 2 ปีที่แล้ว +112

    ଦୁଇ ଜଣ ଯାକ ପ୍ରଥମ ମାଈପ ଛଡା , ଏମାନେ କଣ ବାଳ ଟା କହିବେ ? ପ୍ରଥମେ ନିଜର ପ୍ରଥମ ମାଈପକୁ କାହିଁକି ଛାଡିଛନ୍ତି ତା'ର ଜବାବ ରଖନ୍ତୁ ।

  • @kulamanidas1870
    @kulamanidas1870 2 ปีที่แล้ว +63

    Sidhant sir is the legend ❤️❤️

  • @bholanathbarik9721
    @bholanathbarik9721 2 ปีที่แล้ว +110

    Munna bhai is the best.There is no alternative mega superstar in ollywood industry like Munna bhai.I like Munna bhai

  • @snayak7837
    @snayak7837 2 ปีที่แล้ว +12

    ବର୍ଷା ବହୁତ ଭଲ ନାମ,ସୁନ୍ଦର ନାମ ,ଓ ବର୍ଷା ବି ବହୁତ୍ ସୁନ୍ଦର ,କିନ୍ତୁ ସେଇ ସୁନ୍ଦର ଚେହେରା ପାଇଁ ସେ ବହୁତ , ଗର୍ବି ଓ ଅଂହଙ୍କରି,ସେ ବର୍ଷା ଜାଣିନି ଯେ , ଏ ଯୌବନ ସବୁ ବେଳେ ରହିବ ନାହିଁ ,ଧନ ଟଙ୍କା ଓ କୋଠା ଦାମୀ ,ଗାଡ଼ି କେବେ ,ସୁଖ ଦେବନି, ଆମେ ସମସ୍ତେ ,ଦିନେ ଦିନେ ଯିବା,ଅନୁଭବ ବହୁତ୍ ଭଲ ମଣିଷ ଓ ଅଭିନେତା, ତାଙ୍କ ଆଖି ରେ 😭ଲୁହ ଦେଇ , ବର୍ଷା କେବେ ଖୁସି ରେ ରହି ପାରିବ ନାହିଁ, ବର୍ଷା ହେଉଛି , ନାରୀ ମାମଜ ପାଇଁ କଳଙ୍କ ,ଗୋଟେ ଗୋଟେ ବେଶ୍ୟା ର ,ବିଚାର ,ଶକ୍ତି ଅଛି ,କିନ୍ତୁ ବର୍ଷା ର ନାହିଁ, ବର୍ଷା ର ଏ ଗର୍ବ ରହିବ ନାହିଁ,ଏମିତି ,ରୋଗ ଧରିବ ,ଡାକ୍ତର ବଞ୍ଚେଇ ପାରିବେ ନାହିଁ😭

    • @Lionelmessi-zu4pq
      @Lionelmessi-zu4pq 2 ปีที่แล้ว +1

      Gote hatare bodhe tale baje

    • @raghunathhembram5881
      @raghunathhembram5881 2 ปีที่แล้ว

      Right

    • @ankitasahu9723
      @ankitasahu9723 2 ปีที่แล้ว

      Makeup kariki camera samna re sabu sundar hni dekha jibe... Ya thu bahut sundar jhia achhanti... Paisa paen drama karuchi e toki

  • @priyanathroutray3716
    @priyanathroutray3716 2 ปีที่แล้ว +27

    My heartly favourite brother Muna vai & sabya vai 🌹❤️🌹🙏 God bless you always your life 🌹🙏 Jay Jagannath Mahaprabhu 🌹🙏🙏

  • @abinashmohanty4215
    @abinashmohanty4215 2 ปีที่แล้ว +28

    You both of you more diplomatic than realistic

  • @LaxmibeheraBehera-vl9zl
    @LaxmibeheraBehera-vl9zl 24 วันที่ผ่านมา

    ସିଦ୍ଧାନ୍ତ ସାରା ଆଉ ସବ୍ୟସଚୀ ଭାଇ ସତ କହୁଛନ୍ତି
    ଦୁହେଁ ମିଶି ଯାଆନ୍ତୁ ❤️❤️❤️❤️

  • @sambitmohapatra7278
    @sambitmohapatra7278 2 ปีที่แล้ว +27

    କେତେଦିନ ଏମିତି ମିଛ ଅଭିନୟ କରିବ ବର୍ଷା।ସ୍ୱାମୀ କୁ କଷ୍ଟ ଦେଇ କେମିତି ଖୁସି ରେ ରହୁଚ।ଏତେ ପାପ କରନା ଭଗବାନ ସହିବେନି।

    • @susilalkm7590
      @susilalkm7590 2 ปีที่แล้ว +2

      Tanka manare bi dukha achi sia sina prakas karunahanti

    • @KuKu-TV-comedies
      @KuKu-TV-comedies 2 ปีที่แล้ว +2

      Jia katha kahuchhi sia sabubele thk thiba ..chup rahauchhanti mane se b kastare thibe..one side hui word kuhani

  • @SabitaHaibru-kj4nz
    @SabitaHaibru-kj4nz 23 วันที่ผ่านมา +1

    Barsha and anubhav ❤❤ please

  • @mihirkumarmohanty9180
    @mihirkumarmohanty9180 2 ปีที่แล้ว +29

    ଭିତିରି ରହସ୍ୟ କେହି ବୁଝୁ ନାହାନ୍ତି । ଅନୁଭବ ଭଲ ପାଉଥିବା ଝିଅ ଟି କୁଆଡେ ଗଲା । ସେ ଝିଅ କୂ ଡାକ । ସେ ଝିଅ ହିଁ ଏହାର ସମାଧାନ କରିବ । ସେ ହିଁ ବର୍ଷା ର ଭୁଲ ମାଗି ଦୁଇ ଜଣକୁ misaib ଯେହେତୁ ସେ ଝିଅ ଟି ମଝିରେ ଧସେଇ ପଶିଥିଲା ।

  • @karuababu5383
    @karuababu5383 2 ปีที่แล้ว +13

    ମୋ ମତରେ ଅଲଗା ହେବା କିଛି ନୂଆ କଥା ନୁହେଁ। ଦୁନିଆରେ କଣ ଅନୁଭବ ଓ ବର୍ଷା ଅଲଗା
    ହେଇଛନ୍ତି କି।ଆଉ କେହି ହେଇ ନାହାନ୍ତି କି?
    🌈(ମୋ ମତରେ ସେମାନେ ଯାହା ବି ମତ ନେବେ ସେଇଠା ଠିକ୍)🌈

  • @goudarlo
    @goudarlo 2 ปีที่แล้ว +25

    ଏମାନଙ୍କ ଠୁ କଣ୍ ମତା ମତ ନଉଛ ମୁଁ କିଛି ବୁଝି ପାରୁନି....
    ଦୁଇଜଣ ଯାକ ତ ଗୋଟେ ନାଉ ର ଫଳ...
    ସବ୍ୟସଚୀ ଆଉ ସିଦ୍ଧାର୍ଥ ଭାଇ ତ ମାଇପ ଛଡା...
    ଥରେ ଲେଖା ଗୋଟେ ଗୋଟେ ମାଇପ ଛାଡି ଦ୍ୱିତୀୟ ବିବାହ କରିଛନ୍ତି☺️☺️☺️

    • @jeenacreations5643
      @jeenacreations5643 2 ปีที่แล้ว +2

      Jaha kahila bhai... Emane knn kahibe husband wife relationship kn... Nijara ta 2

    • @jeenacreations5643
      @jeenacreations5643 2 ปีที่แล้ว

      @Sweet boy only one for life time and death also.,.............. No end

    • @jeenacreations5643
      @jeenacreations5643 2 ปีที่แล้ว

      @Sweet boy thank you

    • @jeenacreations5643
      @jeenacreations5643 2 ปีที่แล้ว +1

      @Sweet boy angyan..... Don't msg me 🙏🙏🙏🔥

    • @iswajitmohanty8941
      @iswajitmohanty8941 2 ปีที่แล้ว

      Phati ganduchhi 🤣🤣

  • @anilkarjee8503
    @anilkarjee8503 2 ปีที่แล้ว +23

    ଏ ସବୁ ସମାଧାନ ହେଇଯିବ ବର୍ଷା ଯଦି ଅନୁଭବଙ୍କୁ ସ୍ୱାମୀ ର ଅଧିକା ଦେବେ ।ଯଦିବା ଦେଉ ନାନ୍ତି ଦେବେ ବର୍ଷା madam ନାରି କି ପୁରୁଷ ନୁହେଁ ଛକା ଗଟେ ହୁଇଥିବେ

    • @gangadharpatra4340
      @gangadharpatra4340 2 ปีที่แล้ว

      ତୁମର ମା ବାପା ତମର ସ୍କୁଲ ଫିସ ଭାରିନଥିଲେ କି?

    • @cricketunbelievable5262
      @cricketunbelievable5262 2 ปีที่แล้ว

      Hmm para gote jhia kb bi mrz heiki 8 barsa rahi paribani gote sange gote ghare rahiki gote 60 yr budhi ra ichha hau chhi au ye kana chhaka ta ki

    • @sukantcreation6691
      @sukantcreation6691 2 ปีที่แล้ว

      Yes there need be medical check up on Barsha

    • @gurupadhan9717
      @gurupadhan9717 2 ปีที่แล้ว

      Right

  • @odiatokapiku5192
    @odiatokapiku5192 2 ปีที่แล้ว +14

    Muna bhai great personality

  • @prasantkumardash5873
    @prasantkumardash5873 2 ปีที่แล้ว +32

    In this case I want to say, it's easy to say but difficult to tolerate.

  • @SabitaHaibru-kj4nz
    @SabitaHaibru-kj4nz 23 วันที่ผ่านมา +1

    Haa thik katha

  • @manishapatnaik6677
    @manishapatnaik6677 2 ปีที่แล้ว +170

    I think both Siddhant and Sabyasachi spoke well on this.

    • @ksrautaray
      @ksrautaray 2 ปีที่แล้ว +2

      Yes.

    • @rajumeher3970
      @rajumeher3970 2 ปีที่แล้ว +3

      Au kete barsa wait kariba bhai 8 barsha kaleni. Jane depressed re thile taku au thare kua ku dei pad bali kahi bara mane kana

    • @ajitpani1
      @ajitpani1 2 ปีที่แล้ว

      @@rajumeher3970 ya chada semane au kahithante. Bahara loka khali santwana hi debe

    • @yummyfood8589
      @yummyfood8589 2 ปีที่แล้ว

      They both HV done 2nd marriage...
      They can better understand the situation

  • @ishwarchandramahanta645
    @ishwarchandramahanta645 2 ปีที่แล้ว +2

    Big fan sabya bhaiiii ❤️❤️❤️❤️❤️

  • @chandrasekharkanhar7021
    @chandrasekharkanhar7021 2 ปีที่แล้ว +26

    ଯେତେ ସତର୍କତାର ସହ ବାଟ ଚାଲିଲେ ବି ଝୁଣ୍ଟି ବାକୁ ହୁଏ ।ତା ମାନେନୁହେ ଆମେ ବାଟ ଚାଲିବା ବନ୍ଦ କରିବା । ପ୍ରତିକାର ରହିଛି , ପ୍ରତ୍ୟକ ଭୁଲ ପାଇଁ ବି ସମସ୍ଯା ପାଇଁ ବି ସମାଧନ ନିଶ୍ଚିନ୍ତ ରହିଛି ।ତେଣୁ ଦୁହିଁଙ୍କ ମଧ୍ୟରେ ବୁଝାମଣା ହିଁ ଶେଷ ସମାଧନ ଅଛି ।ନା ଚାହିଁଲେ କୋର୍ଟ ପାରିବ ନା ଆମେ ପାରିବା । ସେ ମାନେ ନିଜେ ହିଁ ସମାଧନ କରି ପାରିବେ ।ଆମେ ସେମାନଙ୍କୁ ସପା ପକେଇ ଶୋଇ ବାକୁ କହିଲେ ଶୋଇବେ କି ? ନା....ସେମାନଙ୍କର ତ ସୁନାର ସେଜରେ ମନ ଥିବ ।

  • @sambavcreations9361
    @sambavcreations9361 ปีที่แล้ว +1

    Plz dui jana ekathi heijao
    Tama dui jana nku ekathi dekhibaku aamemane wait karichu🙏🙏🙏🙏🙏jay jagannath.. Lord Jagannath tama dui nku ekathi karidiantu.. 🙏🙏🙏moro etiki ପ୍ରାର୍ଥନା

  • @cookmastertaskin7930
    @cookmastertaskin7930 2 ปีที่แล้ว +1

    Very good👍👍❤️❤️

  • @swetangpattnaik
    @swetangpattnaik 2 ปีที่แล้ว

    ଆମେ ବାହାର ଲୋକ ହୋଇ ବି ସେମାନଙ୍କ ବିଛେଦ ତୁ ଗ୍ରହଣ କରି ପାରୁନୁ ଆପଣମାନେ ତ ଗୋଟେ ପରିବାର ର କହିଲେ ଅତ୍ୟୁକ୍ତି ହେବନାହିଁ। ଅତି ସୁନ୍ଦର ମତାମତ 🙏

  • @Ashoka_the_great
    @Ashoka_the_great 2 ปีที่แล้ว +12

    ଆଜିର ସମାଜ ରେ ସେ ସ୍ତ୍ରୀ ହଉ କି ପୁରୁଷ ସେମାନେ ଚାହାନ୍ତି ସ୍ଵାଧୀନ ଭାବରେ ଅଏସ୍‌ ଆରାମ୍ ରେ ଭଲ ଖାଇ ଭଲ ନାଇ ବଞ୍ଚିବା ଦରକାର କିଏ ଛୁଆ ଜନ୍ମ କରି ସଂସାର ବଢ଼ଉଛି ଏଇ ମନୋଭାବ ପାଇଁ ସଂସାର ଭାଙ୍ଗୁଛି ଆଉ ସବୁ ଦୋଷ ସ୍ତ୍ରୀ କି ପୁରୁଷ ର ନୁହ ସବୁ ଦୋଷ ଆଜିକା ସମୟର ଓ ଆଜିକାଲିକା କିଛି ରଙ୍କଫୁଲା ଛୁଆ ଙ୍କ ବୋପା ମାଆ ଙ୍କ ର ଯିଏ ନିଜ ଛୁଆଙ୍କ ସବୁ କଥା ଅନ୍ଧ ଭଳି ମାନୁଛନ୍ତି ଓ ସୁଶାସନ , ସୁଶିକ୍ଷା ନ ଦେବା ଯୋଗୁଁ ଭବିଷ୍ୟତ ରେ ପିଲା ଙ୍କ ର ବାହାହିକ ଜୀବନ ରେ ଏମିତି ଅସୁବିଧା ଦେଖାଯାଉଛି

  • @madhusmitajali7257
    @madhusmitajali7257 2 ปีที่แล้ว +4

    ଆମେ ସଠିକ୍ ଭାବେ ଜାଣିନୁ ଭୁଲ କାହାର ଠିକ୍ କାହାର ,ଆମ ମାନଙ୍କ ଦ୍ଵାରା ଭୁଲ ହେବ ସ୍ୱୋଭାବିକ,କିନ୍ତୁ ଭୁଲ ରୁ କିଛି ଶିଖିବା ,ସେ ଭୁଲ କୁ ଆଉ ଥରେ ନା ଦୋହୋରାଇବା ର ନିଷ୍ପତି ନେବା ହିଁ ବଡ କଥା,ଯଦି ଟିକେ ମୁଣ୍ଡ ନୁଆଇଁ ଦେଲେ ଗୋଟେ ପରିବାର ଯୋଡ଼ି ହୋଇ ଯାଏ,ଗୋଟେ ସଂସାର ଯୋଡ଼ି ହୋଇ ଯାଏ ତେବେ କ୍ଷତି କଣ ?ନିଜେ ନିଜର ଅହଙ୍କାର କୁ ନେଇକି କେତେ ଦିନ ଲଢ଼ିବେ,ଯଦି ଆପଣ ଦୁଇ ଜଣ ଦୁଇ ଜଣଙ୍କୁ ହୃଦୟରୁ ଭଲ ପାଆନ୍ତି ନିଜକୁ ଠିକ୍ ପ୍ରମାଣିତ କରିବା ଠାରୁ ଦୁଇ ଜଣ ଦୁଇ ଜଣଙ୍କ ପଛକଥା କୁ ପଛରେ ପକେଇ ଆଗକୁ ଏକ ହେବ ଦିଗରେ ଉଦ୍ୟମ କରନ୍ତୁ।ଦୟାକରି ନିଜର ପର୍ଶୋନାଲ ଜୀବନକୁ ଏମିତି ସମସ୍ତଙ୍କ ଆଗରେ ପକାନ୍ତୁନି,ଜଣେ ଓଡ଼ିଆ ଭଉଣୀ ଭାବରେ ଆପଣଙ୍କ ପାଖରେ ଏତିକି ଅନୁରୋଧ।🙏

  • @jitendramajhi9662
    @jitendramajhi9662 2 ปีที่แล้ว +2

    Very nice 👌👌👌👌

  • @mtvsahu
    @mtvsahu 2 ปีที่แล้ว +9

    ଏମାନେ ସବୁ ଆଗରୁ କୁଆଡେ଼ ଯାଇଥିଲେ କି ଆଜି ମନେ ପଡ଼ିଲା।।
    ଆଗରୁ ବୁଝାଇ ଲେ ନି।।

    • @sunilkumarrout1788
      @sunilkumarrout1788 2 ปีที่แล้ว +3

      Aagaru bujheichhanti....Tame news dekhiba nahi...seita tumara bhul

  • @manasdigalofficial
    @manasdigalofficial 2 ปีที่แล้ว +11

    ଅନୁଭବ ହେଉ କି ବର୍ଷା କିମ୍ବା ଆଉ କେହି ବି ହେଉ ଯଦି ପ୍ରକୃତ ବିବାହ କଣ ତାହା ବୁଝନ୍ତି ତେବେ ଏପରି ସମସ୍ୟା କେବେ ବି ହେବନାହିଁ?

  • @Laxmivlogs55
    @Laxmivlogs55 2 ปีที่แล้ว +1

    Super 👌 👍

  • @kabitasahoo1204
    @kabitasahoo1204 2 ปีที่แล้ว +5

    Anubhab is a right person .

  • @smrutirekhajena9359
    @smrutirekhajena9359 2 ปีที่แล้ว

    U r right siddhant bhai

  • @RjsCreation143
    @RjsCreation143 2 ปีที่แล้ว +6

    Very nice ❤️🙌🔥

  • @prabinakumarsahoo7513
    @prabinakumarsahoo7513 2 ปีที่แล้ว +1

    ବର୍ଷା ଗୋଟିଏ ଗର୍ବି ଅହଂକାରୀ ଝିଅ

  • @ManojMaharana1
    @ManojMaharana1 2 ปีที่แล้ว +25

    Anubhav bhai upcoming ravan movie pura ghantiba se barsha bi dekhiba .. kaling sandha asuchi 💥💥👍👍🐂🐂🐅🐅

    • @myhome3671
      @myhome3671 2 ปีที่แล้ว +2

      Odia film kia dekhuchi re bhai salaku thikheichi

    • @ManojMaharana1
      @ManojMaharana1 2 ปีที่แล้ว +2

      @@myhome3671 bhai ame odia tame odia heithile sina odia film drkhi thanta tame ta bangali gudako

    • @abinashbehera9530
      @abinashbehera9530 2 ปีที่แล้ว

      @@myhome3671 odia kain ki kahuchu bala

    • @manjulatasahu5588
      @manjulatasahu5588 2 ปีที่แล้ว +5

      Anubhab chopa ta kariba

    • @ManojMaharana1
      @ManojMaharana1 2 ปีที่แล้ว +1

      @@manjulatasahu5588 just wait and watch what happens next 😁😜😉

  • @jyotsnaraun1760
    @jyotsnaraun1760 2 ปีที่แล้ว +11

    Anubhav bhai be patience..Everything will be alright

  • @ChandanDas-sl3ld
    @ChandanDas-sl3ld 9 หลายเดือนก่อน

    Jay jagannath 🙏

  • @dipapandey4442
    @dipapandey4442 ปีที่แล้ว

    Very good Sir

  • @interestingbaat
    @interestingbaat 2 ปีที่แล้ว +7

    ଯୋଡ଼ି ଭଲ ଲାଗୁନଥିଲା ତେଣୁ ଅଲଗା ହୋଇଯିବା ନିଶ୍ଚିତ ଠିକ୍ ଅଛି

  • @susantakumarlucky221
    @susantakumarlucky221 2 ปีที่แล้ว

    ତମେ ସୋବୁ ମାଗିଆ✌️🔥

  • @pramilabarik1175
    @pramilabarik1175 2 ปีที่แล้ว

    Thik katha sidhu bhai

  • @subratpradhan8463
    @subratpradhan8463 2 ปีที่แล้ว +2

    Anubhav bhai right

  • @rasmitanayak1108
    @rasmitanayak1108 2 ปีที่แล้ว

    ସେମାନେ ବୁଝିଗଲେ ଭଲ ହେବ 👌👌👌

  • @biswanathbibhar9690
    @biswanathbibhar9690 2 ปีที่แล้ว

    Good bhai

  • @pinkysamal4947
    @pinkysamal4947 2 ปีที่แล้ว +4

    ଯଦି ସ୍ଵାମୀ କୁ ଗୋଟେ ସୁଖ ଦେଇ ପାରୁନି ସେଠି ବର୍ଷା ରହିବା କିଛି ଆବଶ୍ୟକ ନାହି,,ସେ ତ ଗୋଟିଏ ମଣିଷ ତା'ର କ'ଣ ଇଚ୍ଛା ନାହିଁ ସଂସାର କରିବା କୁ ତୁ ତ ସ୍ବାମୀର ଇଚ୍ଛା କୁ ପୁରଣ କରି ପାରିବୁନୁ

  • @BiswalGayatri
    @BiswalGayatri 2 ปีที่แล้ว +1

    Eita miss understanding hi hei thau jota ki Anubhav sir nd Varsha mam nka life ru sabu dina pain hati jau🙏plz God blessed them 🙏

  • @raznsamantaray4833
    @raznsamantaray4833 2 ปีที่แล้ว +57

    Anuvhab bhai always right person ❤❤

  • @LisaSahu-cy2js
    @LisaSahu-cy2js ปีที่แล้ว

    Barsha anubhab Jodi is best❤❤

  • @bpdkalakar.krishnadas8421
    @bpdkalakar.krishnadas8421 2 ปีที่แล้ว +1

    Sidhanto mohapatro sir mo guru Apono jaha kohile bohut bodhi i love you ❤️ muna bhai

  • @Eatingchallenge12
    @Eatingchallenge12 2 ปีที่แล้ว

    Right sabya sir mu bi bhagaban nka pakhare parthana karuchhi please Anubhav Barsha ekathi heijao🙏

  • @bcpradhan1991
    @bcpradhan1991 2 ปีที่แล้ว +1

    ବାଳୁଙ୍ଗା ଟୋକା ଜାଗୃତି ପ୍ରେମ ରେ ପାଗଳ ହୋଇଗଲା

  • @bhagabanpradhan4787
    @bhagabanpradhan4787 2 ปีที่แล้ว

    Jai jagannath

  • @chimpupatra2915
    @chimpupatra2915 2 ปีที่แล้ว

    Dui jono ekathi huantu jai jagannath🙏🙏🙏🙏

  • @rusavnath4934
    @rusavnath4934 2 ปีที่แล้ว

    Plz Anubhav Sir Tame Barsha Di Ku Divars Diani 🥺🥺🥺🥺🥺🥺🥺🥺🥺🥺

  • @sanjitmohanty9869
    @sanjitmohanty9869 2 ปีที่แล้ว +1

    Love you Anubhav bhai

  • @siddhantapradhan2119
    @siddhantapradhan2119 2 ปีที่แล้ว +2

    #Anubhav was right

  • @sibaprasaddas2358
    @sibaprasaddas2358 2 ปีที่แล้ว +2

    Olly wood badasaha Sabyasachi ❤️

  • @bijaymishra6797
    @bijaymishra6797 2 ปีที่แล้ว

    God blessed both thanks

  • @laxmipriyanayak7387
    @laxmipriyanayak7387 2 ปีที่แล้ว

    God bless you 🙏 Jay Jagannath

  • @barsa1233
    @barsa1233 2 ปีที่แล้ว

    He prabhu anubhab sir au barsa madam nku ekathi karidia 🤝🤝🤝🤝🤝

  • @dibyashreedas562
    @dibyashreedas562 2 ปีที่แล้ว

    Nice advice

  • @FunnyHammerheadShark-jk6il
    @FunnyHammerheadShark-jk6il 6 หลายเดือนก่อน

    Really miss you my favourite couple ❤❤❤❤

  • @brundabanajena5094
    @brundabanajena5094 2 ปีที่แล้ว +4

    ବହୁତ ଭଲ

    • @amitjagasamantara2015
      @amitjagasamantara2015 2 ปีที่แล้ว

      ତିନିଜଣ ଯାକ ଗୋଟିଏ ମଞ୍ଜିର ନାଉ

  • @mamatakhillo6781
    @mamatakhillo6781 2 ปีที่แล้ว +2

    Only one I love you too Anubab sir ❤️❤️❤️❤️❤️👑👑🥀🥀💐💐💐

  • @debajanibehera4345
    @debajanibehera4345 2 ปีที่แล้ว +1

    Plz god sindhanta sir & sabya sir nka Katha sata heu & anubhav bhai & Barsha didi ekathi hei jaantu

  • @lipupatra4666
    @lipupatra4666 2 ปีที่แล้ว +1

    Barsha,didi,manijaa,, please

  • @niranjantarai1698
    @niranjantarai1698 2 ปีที่แล้ว

    You are right

  • @jagannathsethi4014
    @jagannathsethi4014 2 ปีที่แล้ว

    କାଳ ବୈଶାଖୀ ବରଷା କୁ ସାମ୍ନା କରି ଶିଖ ସବୁ ଠିକ୍ ହେଇଯିବ

  • @Xsurya4668
    @Xsurya4668 2 ปีที่แล้ว

    Bohut kasta laguchi 😔😔😔

  • @manojbaliarsingh222
    @manojbaliarsingh222 2 ปีที่แล้ว

    Right sir🙏🙏🙏

  • @kartiknayak8808
    @kartiknayak8808 2 ปีที่แล้ว

    Plz anubhav Bhai au brasha did plz plz plz plz plz plz plz plz plz plz tame dijana misi jao mu tamara bahut bada fain

  • @jitendramohanty7870
    @jitendramohanty7870 2 ปีที่แล้ว +8

    We stand with anubhav mohanty

    • @AmitYooo
      @AmitYooo 2 ปีที่แล้ว

      Jao rhia hua...

  • @kandhei11
    @kandhei11 2 ปีที่แล้ว

    Plss duijana ekathi hoijaooo.... emiti ta mistake hueee au sei mistek gudaku duijana misiki samadhan karidia ....tuma duijana nka jodi ta pura best❤❤❤👌👌👌👌bahut lasts heuchhi amamanku passes akatha hei jaoooo🥰🥰🥰🥰

  • @Jharana-bt7bw
    @Jharana-bt7bw ปีที่แล้ว

    Priya love 🙏🙏🙏 nice 👌♥️

  • @maniramashabar773
    @maniramashabar773 2 ปีที่แล้ว

    ଆଗକଥା ଭୁଲି ଯାଇ ,ଏକାଠି ରହିବା ଉଚିତ,

  • @mamatabehera6593
    @mamatabehera6593 2 ปีที่แล้ว

    ତମେ ଯଦି ବନ୍ଧୁ ତାହେଲେ ଯାଇ ଦୁଇଜଣଙ୍କୁ ବୁଝେଇ ଶୁଝେଇ ଏକାଠି କରି ଦଉନ.

  • @prabhudas6641
    @prabhudas6641 2 ปีที่แล้ว

    Good..

  • @dibakarpatra4928
    @dibakarpatra4928 ปีที่แล้ว

    Ollywood king Siddhant Sir

  • @bijaykumarsamal9239
    @bijaykumarsamal9239 2 ปีที่แล้ว +1

    ରାଣ୍ଡିଆ, ଭଡୁଆ ଅନୁଭବ ଖାଲି ନୁଆ ନୁଆ ଗାତ ଖୋଜୁଛି,ସେଟକୁ mp ରୁ ବାହାର କର ନବୀନ ବାବୁ

  • @srikanta671
    @srikanta671 2 ปีที่แล้ว

    ବର୍ଷା ପ୍ରିୟଦର୍ଶିନୀ ପ୍ରେମ ରେ ବିଜେଡି ନେତା
    ବର୍ଷା ପ୍ରିୟଦର୍ଶିନୀ ମୂତି ଦେଲେ ବିଜେଡି
    ନେତା ପାଦୂକ କରି ପିଇବେ

  • @adityamishra4263
    @adityamishra4263 ปีที่แล้ว

    bhaijaan again au se bhul karantu nahi .......jay jagannath jay hind ..

  • @kalpanasahoo2316
    @kalpanasahoo2316 2 ปีที่แล้ว +2

    I think anuvhab is right 👍👍

  • @deepakbhoi3387
    @deepakbhoi3387 2 ปีที่แล้ว

    🙏ସିନ୍ଧାନ୍ତ ସାର ଯାହାବି କହୁଛନ୍ତି ଠିକ
    କିନ୍ତୁ ସବ୍ୟସାଚୀ ସାର ଆପଣ ଆପଣଙ୍କର ଅତୀତ ଆଉ ବର୍ତ୍ତମାନ କୁ ଭାବିକି କଥା କୁହନ୍ତୁ

  • @PrangyaParamita-sl3hd
    @PrangyaParamita-sl3hd 2 ปีที่แล้ว

    Bhai au didi best jodi

  • @pintumahanty3471
    @pintumahanty3471 2 ปีที่แล้ว +1

    Ollywood king siddhant

  • @sujitbehera1679
    @sujitbehera1679 2 ปีที่แล้ว +1

    ମିଶିଯାଅ. ଅନୁଭବ. Barsa

  • @lilabatimahanta8019
    @lilabatimahanta8019 2 ปีที่แล้ว

    Bhogoban korontu semana. A ekathi hei jantu. My favorite barsa dii Odisha qeen

  • @lilypatra9849
    @lilypatra9849 2 ปีที่แล้ว

    Mnu anubhab &barsa nku bahut vl pae , mnu etiki bagban pakhare pray karuchi 2 ekathi heijantu

  • @chilikano1odiamusic420
    @chilikano1odiamusic420 2 ปีที่แล้ว

    Good news thanks all hero

  • @dambarudharbehera3426
    @dambarudharbehera3426 2 ปีที่แล้ว +1

    Barsha ku chhadile anubhav bhala re rahiba

  • @Sanujena-i4m
    @Sanujena-i4m ปีที่แล้ว

    Barsha and anubhab ekathi heijantu❤❤

  • @mamatakhillo6781
    @mamatakhillo6781 2 ปีที่แล้ว +11

    Justice for Anubab sir best M P sir super hero number one Anubab sir

    • @luckycharm...2725
      @luckycharm...2725 2 ปีที่แล้ว +2

      Bala no one

    • @Odisha8943
      @Odisha8943 2 ปีที่แล้ว +2

      Justice for anuvab we agree....but not best Mp😂

    • @sujatasahoo3097
      @sujatasahoo3097 2 ปีที่แล้ว

      Hum kabhi jhuta log ka saath nehi denge

  • @sunilanahak7377
    @sunilanahak7377 2 ปีที่แล้ว

    God bless you say bless them both