Special Story: ସଂସ୍କୃତି ସଂଚାର / ଶ୍ରୀ ଜଗନ୍ନାଥ ଅଚଳ ଠାକୁର!/ Chaitanya / Sanskruti Sanchar / Episode -1

แชร์
ฝัง
  • เผยแพร่เมื่อ 19 พ.ย. 2024

ความคิดเห็น • 290

  • @jaishreejajannathsharanam2468
    @jaishreejajannathsharanam2468 หลายเดือนก่อน +8

    ନା ସେ ଅଚଳ, ନା ତ ସଚଳ । ସେ ତ ସଚରାଚର, ଜୟ ଶ୍ରୀ ଜଗନ୍ନାଥ

  • @subashmishra5616
    @subashmishra5616 22 วันที่ผ่านมา +3

    ନିର୍ବୋଧ ମୂର୍ଖ ନାରୀ କିପରି ଜାଣିବ ଜଗନ୍ନାଥ ମହିମା ଏପରି ବ୍ୟକ୍ତିଙ୍କ ସହିତ ଜଗନ୍ନାଥ ସଂସ୍କୃତି ଆଲୋଚନା ଉଦ୍ଭାଟ ଜୟ ଜଗନ୍ନାଥ

  • @kumarkhirod8690
    @kumarkhirod8690 9 วันที่ผ่านมา +2

    ମାଡ଼ମ ଙ୍କୁ ଜଣା ଅଛି କି ନାହିଁ ଯେ ଯେତେବେଳେ ଶ୍ରୀ ଚୈତନ୍ୟ ଦେବ ଦୁନିଆ କୁ ଆସି ନଥିଲେ ଏଇ ଜଗନ୍ନାଥ ପ୍ରଭୁ ଥିଲେ ଆଉ ଯେତେବେଳେ ଶ୍ରୀ ଚୈତନ୍ୟ ଦେବ ଚାଲି ଗଲେ ଏଇ ଜଗନ୍ନାଥ ପ୍ରଭୁ ସେମିତି ବସିଛନ୍ତି ଆଉ ଲୀଳା କରିଆସୁଛନ୍ତି। ସେ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତୀ।
    ଆମ ଓଡ଼ିଆ ମାନେ ଜଗନ୍ନାଥଙ୍କ ପାଇଁ ପାଗଳ ସେ ପୁଣି ଅଲଗା ପ୍ରକାର ତାହା ତୁମେ ବୁଝି ପାରିବନି। ଜଗନ୍ନାଥ ଙ୍କୁ ଦର୍ଶନ ମାତ୍ରେ ଆମେ ଓଡ଼ିଆ ଭକ୍ତ ମାନେ ନିଜର କୋହ ସମ୍ଭାଳି ନ ପାରି କାନ୍ଦି😭 ପକାଉ କିନ୍ତୁ କେବେ ଶ୍ରୀ ଚୈତନ୍ୟ ଦେବ ଙ୍କ ପ୍ରତି ଏଭଳି ଅନୁଭୂତି ହେଇ ପାରି ନାହିଁ । ତେଣୁ ନିଶ୍ଚିତ ଭାବେ ସେ ଜଗନ୍ନାଥ ନୁହନ୍ତି। ସେ ଜଣେ ମହାନ୍ ଭକ୍ତ ଆଉ ପ୍ରଚାରକ ଜଗନାଥଙ୍କ ର 🙏🙏🙏
    ଯଦି ଏପରି କହିବେ ତାହେଲେ କଣ ଭକ୍ତ ସାଲବେଗ କୁ ବି ଜଗନ୍ନାଥ ଭାବିବୁ ଆଉ ଦାସିଆ ବାଉରୀ କୁ ବି ଜଗନ୍ନାଥ ଭାବିବୁ..??? ପ୍ରଶ୍ନ ଆପଣଙ୍କୁ🙏
    ମୋ ଜଗନ୍ନାଥ ଭଳି କେହି ହେଇ ପାରିବେନି...
    କେହି ବି ନୁହେଁ...😭😭😭🙏🙏🙏
    🙏🚩🚩‼️⭕❗⭕‼️🚩🚩🙏

  • @lokanathmaharana8842
    @lokanathmaharana8842 หลายเดือนก่อน +25

    ଏ ସବୁ ନିଜ ମନର ଭାବନା କିନ୍ତୁ ଭଗବାନ ସବୁ ଠାରେ ବିଦ୍ୟମାନ ତ ସେଥିପାହିଁ ଯିଏ କୃଷ୍ଣ ସିଏ ରାମ ସେଇ ଜଗନ୍ନାଥ

  • @ChaitanyaBag-y4j
    @ChaitanyaBag-y4j หลายเดือนก่อน +11

    ଜଗନ୍ନାଥ ଚଳନ୍ତି ଠାକୁର ❤ସେ ନୟନ ❤️ପଥରେ ❤ଚାଲନ୍ତି ❤ଦେଖନ୍ତି ❤

  • @SantoshSahu-lw8jn
    @SantoshSahu-lw8jn 12 วันที่ผ่านมา

    ଯିଏ ଯେମିତି ଭାବେ ପ୍ରଭୁ ତାକୁ ସେମିତି ଦେଖା ଯାଏ ଏଥିରେ ଭୁଲ କୋଉଠି. ଜଗନ୍ନାଥ ଯେ ଷୋଳ କଳା. ତଂହୁ କଳାଏ ନନ୍ଦ ବଳା. ତମକୁ ଶହେ ଜୁହାର ତମ ପ୍ରେମ କୁ ଜୁହାର. ପାଗଳାମି ଭଲ ଜୟ ଜଗନ୍ନାଥ ❤❤❤❤❤❤❤❤❤

  • @jyotirmayeetripathy9067
    @jyotirmayeetripathy9067 หลายเดือนก่อน +4

    ଚୈତନ୍ୟ ଠାକୁର ଯାଜପୁର ରେ ଜନ୍ମ
    ପିତାଙ୍କ ସହ ବଙ୍ଗଳା ନଦୀୟା ରେ ବାସ ପରେ ପ୍ରେମ ମାର୍ଗ ର ସ୍ଥାପନ
    ଜୟ ଜଗନ୍ନାଥ ❤❤

  • @Bajrangipapu
    @Bajrangipapu หลายเดือนก่อน +11

    ମିଡ଼ିଆଵାଲା ଆଉ ତତେ ମାଡ଼ ଅଭାବ 😔😔

    • @vikaridash6743
      @vikaridash6743 หลายเดือนก่อน

      EMANE AAMA SANSKRUTI RA MAJAK UDAUCHHANTY,,

    • @ratnakarsethi8403
      @ratnakarsethi8403 หลายเดือนก่อน

      Right

  • @narayanPrasada
    @narayanPrasada หลายเดือนก่อน +8

    ମା ଜଣକ ସାଇକୋ ରୋଗୀ ନହେଲେ ଏମିତି କଥାବାର୍ତ୍ତା ଚିତ୍ତ ଚେତନାର ଜାଗ୍ରତ ବ୍ୟକ୍ତି କହିବା ଦୂର କଥା ଭାବିବେ ନାହିଁ

  • @gopalsamall8365
    @gopalsamall8365 หลายเดือนก่อน +7

    ଜଗନ୍ନାଥ ଙ୍କ ବିଷୟରେ ଏ ଦୁଷ୍ଟl କିଛି ଜାଣିନାହିଁ l

  • @dasbabu6552
    @dasbabu6552 5 วันที่ผ่านมา

    ଟା ମାଆ _______

  • @NabaghanaKar-jj5xw
    @NabaghanaKar-jj5xw หลายเดือนก่อน +10

    ଏଇଟା ଗୋଟେ ମହା ମୂର୍ଖ

  • @sibendraprusty2716
    @sibendraprusty2716 25 วันที่ผ่านมา +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏ହରେ କୃଷ୍ଣ 🙏

  • @hiramotikanhar609
    @hiramotikanhar609 หลายเดือนก่อน +2

    ମୋ ପାଇଁ ସେ ଜୀବନ୍ତ ଚଳନ୍ତି ଠାକୁର । ଶ୍ରୀ ଚୈତନ୍ୟ ଶ୍ରୀ ରାଧାଙ୍କ ଅଂଶ ବିଶେଷ ବୋଲି ଶୁଣି ଥିଲି।

  • @ManasDas-rv4mc
    @ManasDas-rv4mc 7 วันที่ผ่านมา

    Jay shree jagannath 🙏🙏🙏♥️

  • @NamitaMohanty-i2h
    @NamitaMohanty-i2h หลายเดือนก่อน +5

    Kete sunder katha kahuchhu maa,Aame dhanya manekalu ନିଜକୁ, ବହୁତ୍ ବହୁତ୍ ଧନ୍ୟବାଦ୍ ❤,Hare Krishna 🙏

  • @pradipkumarbehera7086
    @pradipkumarbehera7086 20 วันที่ผ่านมา

    କିଛି ଜାଣି ନାହିଁ 🙏 ତୁମେ ଭକ୍ତି କର କି ନ କର କିନ୍ତୁ କାହା ଆସ୍ତା ବିଶ୍ୱାସ ଭରଷା କୁ ଅପମାନ କର ନାହିଁ 🙏 ଆମ କୋଟି ଓଡିଆ ଙ୍କ ମଉଡ ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ଆମ ଚଲନ୍ତି ଠାକୁର 🙏

  • @DhadubandhuLenka
    @DhadubandhuLenka หลายเดือนก่อน +3

    ଆପଣଙ୍କ ମତରେ ଜଗନ୍ନାଥ ପ୍ରଭୁ ଅଚଳ ଭଲ ତୁମେତମକଥରେ ରୁହ ପ୍ରଚାର କରନି ପ୍ରଭୁ ଙ୍କ କଥା ବିସୋଜାଣିଚି ପ୍ରଭୁ କଣ ତୁମେସିମିତରେ ରୁହ ଜୟ୍ ଜଗନ୍ନାଥ ପ୍ରଭୁ

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ମୋ ସ୍ୱାମୀ ମୋ ପତି ମୋ ପିଣ୍ଡରେ ପ୍ରାଣ ହେଉଛନ୍ତି ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🙏🙏🙏

  • @Abhimanyu-fy3dz
    @Abhimanyu-fy3dz 15 ชั่วโมงที่ผ่านมา

    ସାରା ଶଂସାର ଏପରିଜନ୍ତ କେହି ଭଗବାନ ଙ୍କୁ ବୁଝି ନାହାନ୍ତି ଭଗବାନ ଙ୍କୁ ପାଇବା ଲୋକ ବହୁତ କମ ବହୁ କଷ୍ଟ ରେ ନାରାଇୟାଣ ଙ୍କ ଆଶୀର୍ବାଦ ମିଳେ

  • @mamatamishra7988
    @mamatamishra7988 หลายเดือนก่อน +4

    ବହୁତ ବହୁତ ଧନ୍ୟବାଦ ଭଉଣୀ ନିଜକୁ ନିଜେ ବହୁତ ଲୋକ ଧନ୍ୟବାଦ 15:01 ଦିଅନ୍ତି କିନ୍ତୁ ତୁମେ ଭଉଣୀ ଭଗବାନଙ୍କୁ ଧନ୍ୟ ବାଦ୍ ଦେଇ ଥିବାରୁ❤❤❤

  • @Chir4g
    @Chir4g หลายเดือนก่อน +3

    ପ୍ରକୃତ ରେ କଳିଯୁଗର ଜଗନ୍ନାଥ ଅଚଳ, ଯଦି ଚାଲିବୁଲି ପାରନ୍ତେ ତାହେଲେ କଳିଯୁଗ ଆଗକୁ ବଢି ପାରିନଥାନ୍ତା ଜୟ ଜଗନ୍ନାଥ

  • @gaganbiharibehera7369
    @gaganbiharibehera7369 หลายเดือนก่อน +4

    ଜୟ ଜଗନ୍ନାଥ ହେଉଛନ୍ତି ଚଳନ୍ତି ଠାକୁର ତାଙ୍କର ଗୋଡ଼ ହାତ କାନ ସବୁ ଅଛି ବିଶ୍ୱାସ ଭକ୍ତିରେ ଡାକନ୍ତୁ ଜୟ ଜଗନ୍ନାଥ

  • @bijayanayak1713
    @bijayanayak1713 หลายเดือนก่อน +4

    ସମୟ ଆସିବ ତୁମେ ନିଜେ କହିବ ପ୍ରଭୁ ମୁଁ ଯାହା କହିଛି ମୋର ଭୁଲ ହୋଇଚି ମୋତେ କ୍ଷମା କରିଦିଅନ୍ତୁ।

  • @Viral_thoughts_returns
    @Viral_thoughts_returns 20 วันที่ผ่านมา

    Tu eka duniya re ....

  • @ajitkumardasadhikari5583
    @ajitkumardasadhikari5583 23 วันที่ผ่านมา

    Good video

  • @bichitranandasahoo841
    @bichitranandasahoo841 หลายเดือนก่อน +3

    ସ୍ବାଗତ

  • @PrasantKumar-b9r
    @PrasantKumar-b9r 21 วันที่ผ่านมา

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ

  • @Raja.Arya.1959
    @Raja.Arya.1959 หลายเดือนก่อน +1

    ଯାହା କହିଛନ୍ତି ଠିକ୍ କହିଛନ୍ତି କାରଣ କେବଳ ଓଡିଶା ପାଇଁ ଜଗତର ନାଥ ଜଗନ୍ନାଥ

  • @sukantapradhan8818
    @sukantapradhan8818 หลายเดือนก่อน +2

    ଭଗବାନ ତୁମେ ଙ୍କୁ ଶଧ ବୁଧ dentu jay jagannath 🙏🙏🙏🙏😭😭😭😭

  • @GopasundarSamarth
    @GopasundarSamarth หลายเดือนก่อน

    ହଁରେକୃଷ୍ଣ ରାଧେରାଧେ ମାତାଜୀ ଦୟାକରିସମତା ଦଖନ୍ତୁ 🙏🕉️🙏💐

  • @HareKrushna-f3d
    @HareKrushna-f3d หลายเดือนก่อน +3

    ତାଂକର ପ୍ତଥମ୍ ସବ୍ଦ ଶୁଣିଲା ପରେ କର୍ତ୍ତବ୍ୟ ନିଉଜ ଉପରେ ମୋର ଘୃଣା ଭାବ ହେଲା ସେ କେଡ଼େ ବଡ଼ କଥା କହି ଦେଲେ ଜଗନ୍ନାଥ ଅଚଳ ,ତାଂକର ସେତିକି ୱାନ ସେ କହିଥିବା କଥା ଲାଗି ଆଗକ୍ଷମା ମାଗନ୍ତ

    • @lalitsahoo4976
      @lalitsahoo4976 หลายเดือนก่อน

      ମାନସିକ ବିକୃତ ସମ୍ପନ୍ନ ଚରିତ୍ର l ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପାଇଁ କଳଙ୍କ l ପ୍ରଭୁ ଶ୍ରୀକୃଷ୍ଣଙ୍କର ଅପପ୍ରଚାକର l ଜଣେ ନିଛ ଚାଲାକ୍ ଚରିତ୍ର....

  • @ShankarMalik-c2z
    @ShankarMalik-c2z 17 วันที่ผ่านมา

    Jagannath heuchhanti adibaashi harijanakar thaakura nilamadhaba sabu jaatira Brahma na pujaak rahibaa darakar

  • @PandabaPrusty
    @PandabaPrusty 20 วันที่ผ่านมา

    Maa mor thiki kahucanti

  • @chrishdeepnayak
    @chrishdeepnayak หลายเดือนก่อน +2

    Chaitanya mahaprabhu nkara bisare bohut jinsa jani khusii lagila ❤❤

  • @rakhijha783
    @rakhijha783 หลายเดือนก่อน +6

    It is mesmerizing to hear such miraculous acts of god. Thank you for sharing these divine mysteries. Jay jagannath, jay shri krishna❤

  • @SumantDehury-939
    @SumantDehury-939 หลายเดือนก่อน +4

    କର୍ତଵ୍ୟ ନ୍ଯୁଜକୁ ଧନ୍ୟବାଦ ।କିନ୍ତୁ ଭଊଣୀ ଙ୍କୁ ନୁହେଁ ।କାରଣ ତାଙ୍କର କହିବାରେ ଅନେକ ତୃଟି ରହିଛି ମହାପ୍ରଭୁ ଜଗନ୍ନାଥଙ୍କୁ ଅଚଳ ଠାକୁର କହିଥିବାରୁ ।ଆଛା,ଶ୍ରୀକ୍ରିଷ୍ଣ ହେଲେ ଶ୍ରୀ ଜଗନ୍ନାଥ ।ପୁଣି ହେଲେ
    ଚୈତନ୍ୟ ।କିନ୍ତୁ ସେ ନିଜେ ସଚଳ ଠାକୁର ହେଇ ଅଚଳ ଠାକୁର ପାଖେ ନୃତ୍ୟ କଲେ କାହିଁକି ।ନିଜେ ପୁଣି ନିଜ ପାଖେ ନୃତ୍ୟ କରିବା ଠିକ୍ ଲାଗୁ ନାହିଁ ।କେବଳ ମୁଇଂ ଏତିକି ଜାଣିଛି,ଜଗନ୍ନାଥ ଯେ ଶୋଳ କଳା ତହିଁରୁ ଗୋଟିଏ ନନ୍ଦର ବାଳା।

    • @gunadharabehera521
      @gunadharabehera521 หลายเดือนก่อน

      ଇତିହାସ କୁହେ, ଶ୍ରୀ ଚୈତନ୍ୟ ଙ୍କ ପାଇଁ ଓଡିଶାର ପୁରୁଷୋତ୍ତମ ଦେବ ଙ୍କ ପତନ ହେଇଛି।

  • @sanjibkumarpanda6752
    @sanjibkumarpanda6752 หลายเดือนก่อน +1

    ଧନ୍ୟବାଦ୍ ଉପସ୍ଥାପନା ପାଇଁ
    ସନାତନ ଧର୍ମ ର ❤

  • @samabaral3524
    @samabaral3524 หลายเดือนก่อน +3

    କର୍ତ୍ତବ୍ୟ ନିୟୁ ଜ ,ଜଗନ୍ନାଥଙ୍କ ଅପ ପ୍ରଚାର କରି ଆଜିଠୁ ବୁଡିଗଲା

  • @pratapbhai8603
    @pratapbhai8603 หลายเดือนก่อน

    🌹ଜୟ ଜଗନ୍ନାଥ 🌹ହରେ କୃଷ୍ଣ 🌹🙏🙏🙏🌹

  • @udayabmohapatra845
    @udayabmohapatra845 หลายเดือนก่อน +1

    You are absolutely right sister

  • @alokkundu5077
    @alokkundu5077 27 วันที่ผ่านมา

    Jay jagannath

  • @sushmamohanty2393
    @sushmamohanty2393 26 วันที่ผ่านมา

    Aeta hin thik...thakura nku thakura bhabile se thakura heijibe...so se thik kahuchanti

  • @nibassahoo4101
    @nibassahoo4101 หลายเดือนก่อน +2

    Hare Krishna hare Krishna Jay Jagannath Jay Jagannath

  • @geetanjalinayak2540
    @geetanjalinayak2540 หลายเดือนก่อน +3

    It's really amazing to know about Chaitanya Mahaprabhu. God bless🤲

  • @My_life_my_fathear
    @My_life_my_fathear 20 วันที่ผ่านมา +1

    Tu achhala jagannath nuha❤ jay jagannath ❤

  • @Sukantamaharana-yb6sc
    @Sukantamaharana-yb6sc หลายเดือนก่อน

    ଏ ସାରା ଜଗତରେ ବିଦ୍ୟମାନ ସବୁ ଜାଗାରେ ସବୁ ସମୟରେ କାଳିଆ ସାଆନ୍ତ ମାୟା କିଏ ବା କହିପାରିବେ ନାହିଁ ମନର ଭାବ ଭନ୍ତି ଏସବୁ କଥା ମୋ ପ୍ରଭୁ ସେତିକି ଜଣାତି ସେତିକି ଜାଣେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ରାମ ତୁମେ ନାୟଣ 🙏🙏🙏🙏💕💕

  • @udayabmohapatra845
    @udayabmohapatra845 หลายเดือนก่อน

    Hat's off to you

  • @omofficial7788
    @omofficial7788 หลายเดือนก่อน

    ଜଗନ୍ନାଥ ଯଦି ଚଳିବଦେଖିବେ ତାହାହେଲେ କଳିଯୁଗ ଶେଷ ହେଇଯିବ ଜୟ ଜଗନ୍ନାଥ

  • @SanatKumarGouda-v2e
    @SanatKumarGouda-v2e หลายเดือนก่อน +1

    Chaetaniya mahaprabhu❤

  • @sonalibehera6720
    @sonalibehera6720 หลายเดือนก่อน +3

    Jai jagannath 🙏🙏🙏

  • @minatimajhee8127
    @minatimajhee8127 หลายเดือนก่อน +8

    God bless u nd thank u for sharing such beautiful facts ,Hare krishna, Radhe Radhe, ❤❤❤❤❤

  • @Raja.Arya.1959
    @Raja.Arya.1959 หลายเดือนก่อน

    ଭଗବାନଙ୍କର ସେବା ଆବଶ୍ୟକ ନାହିଁତୁଭଉଣୀଭକ୍ତିରେ ପାଗାଳାମି ଏପରି କହୁଛି।ବହୁତ ଲୋକ ତୋ ଭଳି ଶୀତ ଦିନରେ ସୁଇଟର ଲଗାଇ ଦିଅନ୍ତି ।

  • @surathachandrajena9514
    @surathachandrajena9514 9 วันที่ผ่านมา

    ଝିଅଟି କିଛି କିଛି ଜାଣିଛି ।ଜାଣିନି ବୋଲି କହିବା ଠିକ୍ ହେବନାହିଁ। କିନ୍ତୁ ତା'ର କଥା ଶୁଣି ଲାଗୁଛି ଯେ ତା'ର ନିହାତି ସତ୍ୟ ମାର୍ଗର
    ପ୍ରକୃତ ଦର୍ଶନ ଉଚିତ ସଦ ଗୁରୁଙ୍କଠାରୁ ଗ୍ରହଣ କରିବା ଉଚିତ ହେବ ।। ମଣିଷର ଜ୍ଞାନ ପରିସୀମା ଭିତରେ ସୀମିତ।ଅସୀମ ତାକୁ ପ୍ରାପ୍ତ କରିବା ଅସମ୍ଭବ ଅଟେ । ଜଗନ୍ନାଥ ଙ୍କୁ ଭେଦ କରିବା ଅର୍ଥ ଜଗତର ନାଥ ଯିଏ- ଜାଣିବା । ଜଗତ ଅର୍ଥ କ'ଣ।ଜାଣିବା । ମାୟା ଯୁକ୍ତ ମହେଶ୍ୱର ଓ ତ୍ରିଗୁଣାତୀତ ମାୟାତୀତ ପରମାତ୍ମା ଙ୍କ ଭିତରେ ପ୍ରଭେଦ ଜ୍ଞାନ ଠାବ କରିବା।
    ପାଇବା ଏବଂ ଧାରଣ କରିବା ଏକାକଥା ନୁହେଁ । ସାମାନ୍ୟ ମାୟାର ଉପସ୍ଥିତିରେ
    ବ୍ରହ୍ମ ଜ୍ଞାନ ବା ବ୍ରହ୍ମ ତତ୍ତ୍ଵ ଧାରଣ ହେବା ସମ୍ଭବ ନୁହେଁ ।***"ଏ କ୍ଷେତ୍ରରେ ମୋର ଏହା ହିଁ ଅନୁଭବ ହେଉଛି ।🎉❤🎉

  • @AadimulThapa
    @AadimulThapa หลายเดือนก่อน

    Jay Shiri Ram jay Hanuman jay radhe Radhe Jay Jagannath odissa ❤❤❤❤❤❤❤❤

  • @banamalibagh
    @banamalibagh หลายเดือนก่อน

    Jaejaganath dhanyabad jhia paramatmaku paichhanti

  • @ashishcreation194
    @ashishcreation194 23 วันที่ผ่านมา

    ଦିଦି ମୁଁ ଖ୍ରୀଷ୍ଟ ଯୀଶୁ ବିଶ୍ୱାସ କରେ ଏବଂ ଯୀଶୁ ମୋର ରକ୍ଷାକର୍ତ୍ତା ବୋଲି ଗ୍ରହଣ କରିଛି କିନ୍ତୁ ଆପଣ ଜଗନ୍ନାଥ ଠାକୁର ବିଶୋୟ ରେ କଣ କୋହୁ6ନ୍ତି😢😮

  • @pralinamuduli2913
    @pralinamuduli2913 หลายเดือนก่อน +1

    Such beautiful facts. ଜୟ sri radhe krishna

  • @pabitraojha4397
    @pabitraojha4397 หลายเดือนก่อน

    Jay jay sri Jagannath Swami Nayan patha gami vava tume manimaanka jay hau mo mahaprabhu nka jay hau 🙏🙏🪴🌺🌼🪴🌹🌾🙏🪴🌼

  • @jitenlenka5205
    @jitenlenka5205 หลายเดือนก่อน

    ସର୍ବ ରହସ୍ୟ ପୁରୁଷତ୍ତମସ୍ୟ ଦେବୋ ନଯାନତି କୃତୋ ମନୁଷ୍ୟ ଯାହାଙ୍କର ରହସ୍ୟ ଦେବତା ମଧ୍ୟ ଜାଣିପାରନ୍ତି ନାହିଁ ତମେ ସାମାନ୍ୟ ମନୁଷ୍ୟ ହୋଇକି କେମିତି ତାଙ୍କୁ ଅଚଳ ବୋଲି କହୁଛ ସେ ଅବତାର ନୁହେଁ ସେ ହେଲେ ଅବତାରୀ କଳିଯୁଗର ପ୍ରତ୍ୟକ୍ଷ ଠାକୁର ଚାଲନ୍ତି ବ୍ରହ୍ମ 🙏🏻

  • @Debendradas-z9h
    @Debendradas-z9h หลายเดือนก่อน

    Sri Chaitanya mahaprabhu

  • @sushmamohanty2393
    @sushmamohanty2393 26 วันที่ผ่านมา

    Correct...I also feel..like this .bt Jagannath hin real

  • @kabitadash7695
    @kabitadash7695 หลายเดือนก่อน

    Bhakti re bhagaban

  • @BijaykumarSahoo-mx5tc
    @BijaykumarSahoo-mx5tc หลายเดือนก่อน +1

    ତୋ ପାଖରେ ଗାତଟା ଅଛି କଣା ଅଛି ପ୍ରତିମାସରେ ପାଟି ରକ୍ତସ୍ରାବ ହୁଏ ଦୁଇଟି ପାହାଡ଼ ଅଛି ଦୁରକୁ ଦେଖିଲେ ବା ପାଖରୁ ଦେଖିଲେ ଲୋକମାନେ ମରୁଛନ୍ତି ପାଇବାକୁ ଖାଇବାକୁ, ତୁ ଜଗନ୍ନାଥଙ୍କୁ ଚିହ୍ନିବା ସମ୍ଭବ ନୁହେଁ ତୋ ଭଳିଆ ଯେତେ ଅଛନ୍ତି ବେଶ୍ୟା ଠାରୁ ହୀନ ବୁଦ୍ଧି

  • @rashmitasethi9535
    @rashmitasethi9535 หลายเดือนก่อน +1

    Mo jaga sabuthi achhi se duniya aku dekhauchi je hata, goda adha he e a duniyaa chalauchi jay jaganath🙏

  • @MadhabPrusty-jg9fw
    @MadhabPrusty-jg9fw หลายเดือนก่อน +1

    Radhe radhe krishna krishna ❤❤❤❤❤❤❤❤❤❤❤

  • @BijayDas-y2i
    @BijayDas-y2i 18 วันที่ผ่านมา

    ଏହି ମାଆଙ୍କର କିଛି ଜ୍ଞାନ ନାହଁ। ଜଗନ୍ନାଥଙ୍କର ବିଷୟରେ କିଛି ଜାଣିନାହାନ୍ତି

  • @sbhukta940
    @sbhukta940 หลายเดือนก่อน

    ଏଇଟା ଗୋଟେରେଡି

  • @PitambarSahoo-pm7eg
    @PitambarSahoo-pm7eg หลายเดือนก่อน

    Jai shree Radhey

  • @khusirajalaxmidiptiexpress5041
    @khusirajalaxmidiptiexpress5041 หลายเดือนก่อน

    🙌ଜୟ ଜଗନ୍ନାଥ 🚩🙏🙇‍♂️

  • @NiranjanNiranjanThapa
    @NiranjanNiranjanThapa หลายเดือนก่อน

    ନିରଞ୍ଜନ ନିରାକାର ଅଲେଖ ନିରଞ୍ଜନ👏

  • @TANKADHARJENA-f6j
    @TANKADHARJENA-f6j หลายเดือนก่อน

    Bahut bahut badhia, prakruta re jagannath nka bisaya re janiba bahut kastha.chitanya jaganatha nka ra abatar thile .

  • @LaxmipriyaMohanty-wp6xy
    @LaxmipriyaMohanty-wp6xy หลายเดือนก่อน

    Duty is god, god is duty. Jai jagannath Swami Nayan patha gami ❤❤❤

  • @bibhuti3629
    @bibhuti3629 หลายเดือนก่อน

    Jay shree krishna

  • @abhishegsatapathy4921
    @abhishegsatapathy4921 หลายเดือนก่อน +1

    Jay jay shree Radhekrishna 🙏🙏

  • @swarnalatasahoo8760
    @swarnalatasahoo8760 หลายเดือนก่อน +2

    Ama pain ama maha prabhu achhanti. Nirasrya mam jagadisa rakhya

  • @dibakarbehera1857
    @dibakarbehera1857 หลายเดือนก่อน

    Apann Nichhalthukur Pravu jagnnath.Nku vul kahibeni ,calanti thakur Kallia, Jay jagnnath,,,,,,

  • @SanatKumarGouda-v2e
    @SanatKumarGouda-v2e หลายเดือนก่อน +1

    Jay Jagannath Swami

  • @SantanuDash-ge1jf
    @SantanuDash-ge1jf หลายเดือนก่อน

    Jagannatha.nka.agsha.cayitanya.mohapravu.e.katha.sastra.re.achi

  • @TituPradhan-vp5ki
    @TituPradhan-vp5ki หลายเดือนก่อน +1

    He Krishna

  • @deepakkumarrath8828
    @deepakkumarrath8828 หลายเดือนก่อน +1

    Jiye Jagannathanku mananty nahi semane jaaniba uchit tanka bhitare bi Jagannatha achhanty.

  • @BhagyabantaAdbang
    @BhagyabantaAdbang หลายเดือนก่อน +2

    ଏ ମୋଟୀ ଗୋଟେ କିଏ ସେ କାହିଁକି ଏମିତିକହୁଛି 😂😂😂😂😂😂😂😂😂😂😂😂😢😢😢😢😢😢😢😊😊😊😊😊😅😅😅

  • @urmilatripathy6826
    @urmilatripathy6826 หลายเดือนก่อน

    Many Many thanks for your valuable discussion with Tota Gopinath topic. ❤❤❤❤❤

  • @pabitraojha4397
    @pabitraojha4397 หลายเดือนก่อน +2

    Hare Krishna Radhe Radhe 🌾💐🙏🌾💐🙏🌾💐🌹🌾🙏🪴🌼

  • @goutamparida326
    @goutamparida326 หลายเดือนก่อน +1

    Jay Jagannath 🙏 hare Krishna 🙏 Radha Krishna 🙏 Jay Jagannath 🙏🌹🕉️🙏

  • @ti2ki272
    @ti2ki272 หลายเดือนก่อน +1

    Hare Krishna Krishna Krishna hare hare hare Ramo Ramo Ramo hare hare ❤

  • @bandanamoharana4344
    @bandanamoharana4344 หลายเดือนก่อน +3

    👍👍👍

  • @aninspiringsoulpd293
    @aninspiringsoulpd293 หลายเดือนก่อน +2

    Jay jay shree Radhe jay Jaganath ❤

  • @MeghaJehd
    @MeghaJehd หลายเดือนก่อน

    ❤❤❤

  • @NarayanChandra-l8u
    @NarayanChandra-l8u หลายเดือนก่อน

    Jaya jagannath nku parihasha karuchsnti valahebani

  • @bababaneswar
    @bababaneswar หลายเดือนก่อน

    ଜୟ ଜଗନ୍ନାଥ

  • @Foodcraft756
    @Foodcraft756 หลายเดือนก่อน

    Jagannath chalanti thakura 🙏🙏🙏

  • @nishabaghwar2698
    @nishabaghwar2698 หลายเดือนก่อน +2

    Radhe Radhe ❤❤❤❤❤❤❤❤❤❤❤❤❤❤❤❤

  • @SANTOSHMohanty-o9n
    @SANTOSHMohanty-o9n หลายเดือนก่อน

    Bhagaban jadi achala hoithante tebe tame ethi nathanta

  • @sonalibehera6720
    @sonalibehera6720 หลายเดือนก่อน +2

    God bless us

  • @hiramotikanhar609
    @hiramotikanhar609 หลายเดือนก่อน

    ତାଙ୍କ ର ସବୁ ଅଛି । ଭକ୍ତ ଘର କୁ ଯେକୌଣସି ରୂପ ରେ ଯାଇ ପାରନ୍ତି। ନିଜ ଇଛାରେ କିଛି ମାଗନ୍ତି । ଏହା ମୋର ଅନୁଭୂତି।

  • @Funnyasish18
    @Funnyasish18 หลายเดือนก่อน +3

    Jay Jagannath

  • @bijayakumarpanda7902
    @bijayakumarpanda7902 หลายเดือนก่อน +1

    ଚଉଦ ବ୍ରହ୍ମାଣ୍ଡ କୁ ଚଳାଉ ଥିବା ଶ୍ରୀ ଜଗନ୍ନାଥ 🙏 କିପରି ଅଚଳ ହୋଇପାରିବେ?
    ସ୍ଥୁଳ ଚକ୍ଷୁ ରେ ଆମେ ଶ୍ରୀ ଜଗନ୍ନାଥ 🙏 ଙ୍କୁ ଦେଖି କିଛି ଜାଣିବା ଅସମ୍ଭବ.

  • @rashmitasethi9535
    @rashmitasethi9535 หลายเดือนก่อน +1

    Mo jaga achal nuhe chalanti thakura🙏❤

  • @romeojeet9839
    @romeojeet9839 หลายเดือนก่อน +1

    Sri chaitanya mahaprabhu nkara ahuri story achhi se sabu alochona karajau