Ati Nijara || ଅତି ନିଜର || Jagan Mohan Nag Latest New || Odiya devotional Song || Full HD Video
ฝัง
- เผยแพร่เมื่อ 5 ก.พ. 2025
- Ati Nijara || ଅତି ନିଜର || Jagan Mohan Nag Latest New || Odiya devotional Song || Full HD Video
Track link :08
• |Top Ten It Karoake Tr...
Please Subscribe For More Song
/ @jaganmohannagoffcial6527
🙏🙏 ଦୟାକରି ଆମ ସେବା କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ
🙏🙏 ଦୟାକରି ଆମ ଏହି TH-cam Jagan Mohan Nag Official ଚେନାଲ କୁ ବହୁ ମାତ୍ରାରେ subscribe କରନ୍ତୁ ।
🙏🙏 ଗୀତର ଲିଂକ କୁ ଅନ୍ୟ ମାନଙ୍କ ନିକଟରେ ସେୟାର କରନ୍ତୁ ।
CONTACT DETAILS
Whatssap: 09777874138 , 8637205771
Spotify ,Jiosawan & Other platforms link:
open.spotify.c...
Jagan Mohan Nag Official page link :
fb.watch/qHX6G...
Instagram link :
...
#atinijara
#jaganmohannagchristiansong
#latestchristiandevotionalsongs
#newodiyachristiansong
#odiyastatussong
#odiyassadsongs
#jaganmohannagbestodiyasong
#jaganmohannagofficial
#batoi
#jaganmohannagsuperhitsong
#bestodiyasong
#humanesagarchristiansongs
#amitpanichristiansong
#bidyutbhatrachristiansong
#amitbadanayakchristiansongs
#odiyajesussongs
#odiyaaradhanagito
#2023bestodiyasong
#2023bestodiyadevotionalsong
#odiyaviralsong
#odiyatredingsongs
#jisugito
"ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ?
ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ। " ( ଯିଶାୟ 49:15 ) ବାସ୍ତବରେ ଦୁନିଆର ଅନେକ ବିଷୟ ଅତି ସ୍ୱଳ୍ପ ସମୟ ପାଇଁ ନିଜର କରିଥାଏ କିନ୍ତୁ ପରବର୍ତ୍ତୀ ସମୟରେ ନିଜ ଠାରୁ ଅଲଗା ହୋଇଯାଏ। କିନ୍ତୁ ଯୀଶୁ କେବେ ମଧ୍ୟ ଆପଣଙ୍କ ଠାରୁ ଏବଂ ମୋ ଠାରୁ ଅଲଗା ରୁହନ୍ତି ନାହିଁ ।ସେ ଆମ୍ଭମାନଙ୍କର ଅତି ନିଜର ଅଟନ୍ତି ।
ପ୍ରଭୁ ଯୀଶୁଙ୍କ ବହୁ ମୂଲ୍ୟ ନାମରେ ଆପଣ ମାନଙ୍କୁ ମୋର ଆନ୍ତରିକ ଖ୍ରୀଷ୍ଟୀୟ ନମସ୍କାର 🙏🙏🙏। ବହୁ ଦିନର ବ୍ୟବଧାନ ପରେ ପ୍ରଭୁ ଗୋଟିଏ ସୁନ୍ଦର ଗୀତ ପ୍ରସ୍ତୁତ କରିବାର ସୁଯୋଗ ଦେଲେ । ବିଶେଷ କରି ଆପଣ ମାନଙ୍କ ପ୍ରାର୍ଥନା ଏବଂ ସହଯୋଗ ନିମନ୍ତେ ହୃଦୟର ସହିତ କୃତଜ୍ଞତା ଜଣାଏ ,ଯାହା ଦ୍ଵାରା କି 100 K SUBSCRIBER ହୋଇପାରିଛି ଆମ ୟୁଟୁବ ଚାନେଲ । ମୁଁ ଆଶାକରୁଛି ଏହି ଗୀତ ମାଧ୍ୟମରେ ପ୍ରଭୁ ଅନେକଙ୍କୁ ସ୍ପର୍ଶ କରନ୍ତୁ ।
**ଦୟାକରି ଆପଣମାନେ ଆମ ଏହି ଚେନାଲକୁ subscrib କରିବାକୁ ଭୁଲିବେ ନାହିଁ ।ଆପଣ ମାନଙ୍କ ପ୍ରାର୍ଥନା ରେ ସ୍ମରଣ କରିବେ । 🙏🙏🙏🙏🙏🙏🙏🙏
SONG CREDITS
Song Title : Ati Nijara
Lyrics ,Music & Voice : Jagan Mohan Nag
Music Arrangement : Bapi Samal
Camera : Swastik
Edit : Sakti Prasad Mishra
Thumbnail : Umesh & Parsuram Sagaria
Recordist : Soubhagya Panda
Mixsing & Mastering : Milon Studio Cuttack
FULL LYRICS
ଏଠି କେହି ନୁହନ୍ତି ମୋ ଆପଣାର
ଯୀଶୁ ଏକା ଅଟନ୍ତି ଅତି ନିଜର
ଭରସା କରି ଅନେକଙ୍କୁ
ଦୁଖଃ ପାଇଲି ନିରାଶ ହେଲି
ଏଠି ଠକି ଚାଲନ୍ତି ସବୁ ବାରମ୍ବାର
ଯୀଶୁ ଏକା ଅଟନ୍ତି ସତ୍ୟ ଈଶ୍ୱର !! ୦ !!
ଜୀବନ ତୋ ଏଠି ଛଳନାରେ ପୂର୍ଣ୍ଣ
କରନ୍ତି କାହିଁକି ସତେ ଏତେ ଅଭିନୟ
ବିଳାସ ବେସନେ କାଟନ୍ତି ଦିନ
ଜାଣିକି ପାରନ୍ତି ନାହିଁ ଆୟୁ ପରିମାଣ
ଯୀଶୁ ହିଁ ପଥ ଯୀଶୁ ହିଁ ସତ୍ୟ
ସେ ହିଁ କରିବେ ଏଠି ସବୁରି ବିଚାର
ଏଠି କହି ଚାଲନ୍ତି ଖାଲି ତୋ ନିଜର
ଯୀଶୁ ବିନା ନାହିଁ କେହି ଆପଣାର
ଏଠି କେହି ନୁହନ୍ତି ମୋ ଆପଣାର
ଯୀଶୁ ଏକା ଅଟନ୍ତି ଅତି ନିଜର !! ୧ !!
ସବୁ ମିଛମାୟା ମାୟାରେ ତୋ ବାୟା
ଫିକା ଫିକା ଲାଗେ ଏଠି ଅଶାନ୍ତ ଦୁନିଆ
କେମିତି ଦୁନିଆ ନାହିଁ କେହି ସାହା
ଡାକୁ ଛନ୍ତି ଯୀଶୁ ମୋତେ ହେବାକୁ ସାହା
ନିଜ ଲୋକଠୁ ଘୃଣିତ ହେଲି
ସମ୍ପର୍କଠାରୁ ଦୁରିତ ହେଲି
ଏଠି କେହି ନୁହନ୍ତି ମୋ ଆପଣାର
ଯୀଶୁ ଏକା ଅଟନ୍ତି ଅତି ନିଜର
ଏଠି ଠକି ଚାଲନ୍ତି ସବୁ ବାରମ୍ବାର
ଯୀଶୁ ଏକା ଅଟନ୍ତି ସତ୍ୟ ଈଶ୍ୱର। !! ୨ !!
jagan mohan nag song/odiya christian song/odiyadevotional song/ Jagan Mohan nag Worship Song/ Latest Odiya Devotional Song/ Jagan Mohan Nag Latest Jesus Odiya Song/ Jagan Mohan Nag Official Song/ Aradhana Song/Odiya Jesus Song/Jagan Mohan Nag Favourate Song/Odiya Superhit Christian Song /
#odiyachristiansongjukebox
#jaganmohannagodiyadevotionalsong
#toptenodiyagospelsong
#jaganmohannagofficial
#latestodiyachristiansong
#odiyajesussong
#ketebhalo
#papomayomorichika
#batoi
#kiapochidebo
#dukhobele
#abhimano
#jagatemokeochi
#hesadaprabhu
#biswasoroneta
Jagan Mohan Nag Official Productions All Right Reserved Any unauthorised broadcasting,copying or recording this video without prior written permission from Jagan Mohan Nag Official Production will constitute and infringement of copyright and serious legal action will be taken against individuals or organisations who do not have the right to do so.
କିଛି ସୁନ୍ଦର ଅଡିଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଲିଂକ BEST LINK OF SOME SONG
ନିର୍ମାଣ କାରି • ନିର୍ମାଣ କାରୀ Nirmanoka...
ଗୋଲଗାଥା • ଗଲଗଥାରେ || Gal gathar...
Best odiya Song : • Jagan Mohan Nag | Audi...
ତାଡ଼ନା • ତାଡ଼ନା Tadana || Jagan...
ଧନ୍ୟବାଦ • || ଧନ୍ୟବାଦ || ଓଡ଼ିଆ ଆର...
ଏ କି ପ୍ରେମ • Ye Ki Prema |ଏ କି ପ୍ରେ...
ବାଟୋଇ • BATOI || ବାଟୋଇ || JAGA...
ନିବେଦନ • ନିବେଦନ |Nibedono |Odiy...
କେଡେ ସୁନ୍ଦର ଲାଗେ • କେଡ଼େସୁନ୍ଦର || KEDE SUN...
କେତେ ଭଲ ମୋର ଯୀଶୁ • || KETE BHALA MORO JIS...
କରିଛି ପାପ • କରିିିଛି ପାପ | ODIA CHR...
ଜୀବନ ଜୀବନ • NEW LATEST || 2020 || ...
ମକେ ଶାନ୍ତି ମିଲି ଗଲା • ମକେ ଶାନ୍ତିମିଲିଗଲା | MO...
ଯୀଶୁମର ପ୍ରାଣ ଧନ • JISUMORO PRANO DHONO [...
ପ୍ରସଂଶା ନିବାସୀ • ପ୍ରସଂଶା ନିଵାସୀ || PRAS...
ତୁମ ବିନା ବଞ୍ଚି ପାରେନା • ତୁମବିନାବଞ୍ଚିପାରେନା ||...
କିଏ ପଛି ଦେବ • KIAPOCHIDEBO || କିଏ ପୋ...
ଅଭିମାନ • ଅଭିମାନ || ABHIMANO ||...
ଯୀଶୁରାଜା ଦାକ୍ସି ଆଚେ • JISURAJA DAKSI ACHE ||...
ହେ ସଦା ପ୍ରଭୁ youtu.be
ସତରେ ଏଠି କେହି କାହାର ନୁହନ୍ତି ମୁଁ ନିଜେ ଅନୁଭବି।ମୋର ଦୁର୍ଘଟଣା ହେଇଛି ମୋର ବିଶ୍ୱାସ ଥିଲା ସଦାପ୍ରଭୁଙ୍କ ଆଶିର୍ବାଦ ରୁ ଏବଂ ଆପଣଙ୍କ ଗୀତ ରେ ମୁଁ ସୁସ୍ଥ ହେବି ବର୍ତ୍ତମାନ ମୁଁ ସୁସ୍ଥ ଅଛି । ଆପଣ ମୋ ପାଇଁ ପ୍ରାର୍ଥନା କରିଦିଅନ୍ତୁ ଯେମିତି ପୁରା ସୁସ୍ଥ ହେବି। ଆପଣଙ୍କ ଗୀତ ଲେଖା ଆପଣଙ୍କ କଣ୍ଟ ହୃଦୟସ୍ପର୍ଶୀ ଆପଣଙ୍କ ଗୀତ ମୋର ମନ ପରିବର୍ତ୍ତନ କରିଛି । ଆପଣଙ୍କ ବିଷୟରେ ଯେତେ ଲେଖିଲେ ବି କମ୍ ହେବ । ସଦାପ୍ରଭୁ ଆପଣଙ୍କ ଗିତ ମାଧ୍ୟମରେ ସଦାପ୍ରଭୁ ଗୋୖରବ ପାଆନ୍ତୁ। 🙏 ❤❤❤❤
Praise the Lord ✝️✝️🎉
ବହୁତ ସୁନ୍ଦର ଓ ଭାବପୂର୍ଣ୍ଣ ଗୀତ ଅତି ସୁନ୍ଦର ପ୍ରଭୁଯୀଶୁଙ୍କର ଗୌରବ ହେଉ।
Amen Amen
ବହୁତ Meaningful ହେଈଛି ଆଜ୍ଞା
ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ Team କୁ ଆଶୀର୍ବାଦ କରି ଆହୁରି ଆଗକୁ ବଢ଼ାନ୍ତୁ କେବଳ ତାହାଙ୍କ ଗୌରବ ନିମନ୍ତେ❤
Praise the lord bro, 🙏,ଏହି ଗୀତ ଦ୍ଵାରା ଅନେକଙ୍କ ହ୍ରୁଦୟ ପରିବର୍ତ୍ତନ ହେବ ❤❤❤
Very nice ,heart touching song,god bls u,sir
Prabhunka aasirbadra aau bahuth bhala bhala Geeta gaontu sir
Praise The Lord bhai ,ବହୁତ ସୁନ୍ଦର ଗୀତ
ଗର୍ଭରୁ ଜାତ ସନ୍ତାନ କୁ ଆପଣା ମାତା ଭୁଲି ପାରେ କିନ୍ତୁ ସଦାପ୍ରଭୁ ଆମକୁ ଭୁଲିବେ ନାହିଁ ଯିଶାୟ-49:15 ପ୍ରଭୁଙ୍କ ମହିମା ହେଉ 🙏
ବହୁତ ସୁନ୍ଦର ଗିତଟିଏ, ମନକୁ ଛୁଇଁଗଲା ❤❤❤❤🎉🎉🎉🎉🎉🎉🎉🎉🎉🎉 Premkumar
Praise the lord ✝️
ଅତି ସୁନ୍ଦର ହେଇଛି ଖ୍ରୀଷ୍ଟିୟ ଭକ୍ତି ମୂଳକ ସଂଗୀତ
ଈଶ୍ୱର ହିଁ ଆମ ନିଜର ଏ କଥା ଜାଣିବା ନିହାତି ଦରକାର
praise The Lord mohan bhai Prabhu apanku asirbad karantu amen
Bahut bhala heichi again Praise the lord
ହୃଦୟ ଛୁଆଁ ଗୀତ ଜଗନ sir...
ଗୀତ ବହୁତ ଭଲ ହେଇଛି
ସତରେ ଏହି ଦୁନିଆରେ ଆମର କେହିବି ନିଜର ନୁହଁନ୍ତି.......
କେବଳ ଯୀଶୁଖ୍ରୀଷ୍ଟ ଆମର ନିଜର 🙏🏻🙏🏻🙏🏻🙏🏻🙏🏻ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ 🙏🏻🙏🏻🙏🏻....... ଏହି ଗୀତରେ ଯାହା ଲେଖା ଅଛି ସବୁ ସତ........
ବହୁତ୍ ସୁନ୍ଦର୍ ହେଇଛି । ପ୍ରଭୁଙ୍କ ନାମ ମହିମା ହେଉ ।
Praise the lord 🙏ଅତି ସୁନ୍ଦର୍ ଗୀତ ପ୍ରଭୁ ଆପଣଙ୍କୁ ଆର୍ଶୀବାଦ କରନ୍ତୁ ।
Hallelujah.. praise the Lord, 🙏bahut Sundar Gita ❤️
Praise the Lord....very meaningful and heart touching God bless you
Praise the lord 🙏 Bhai apodonku au apodonkoro samasta teamanku prabhu anugraha dan karantu amen
Praise the Lord brother, it's very nice song.
Mind-blowing to God be the glory ❤❤
God bless you Bhai 👍
Praise the Lord 🙏ବହୁତ ଭଲ ହେଇଛି ଗୀତ ର ସବୁ part.....God bless you ଭାଇନା
Praise god
Praise the lord 🙏 very nice song jiju
Praise the lord,
Nice song babu
Praise the Lord🙏 Very nice song
Very nice song Sir Praise The Lord ✝️✝️🙏🙏👌👌
Amen paras the Lord May God bless you bhai
ବହୁତ ସୁନ୍ଦର ହେଇଛି ଗୀତ ଗଗନ ଭାଇ। ପ୍ରଭୁଙ୍କ ମହତ୍ ନାମର ମହିମା ହେଉ।
ବହୁତ ଭଲ ଏହିଛି ସାର୍ ପ୍ରଭୁ ଆପଣଙ୍କୁ ବହୁତ ଆଶ୍ରିବାଦ କରନ୍ତୁ ଅମେନ୍
Amen praise the Lord
Nice song ❤.. Praise the Lord 🙏🙏🙏
God bless you bro with your family
Nice,songs,ବହୁତ୍, ବଡିଆ, ହେଇଛି,songs,ସାର୍,ଆପଣଙ୍କୁ, ଯୀଶୁ, ଭଲରେ,ରଖନ୍ତୁ, thank you Jesus
Very heart touching song god bless you sir
ଅତି ସୁନ୍ଦର୍ ଗୀତ ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶ୍ରିବାଦା କରନ୍ତୁ। ଅମେନ୍ 🎉❤🙏
Praise god
Praise the lord bhai.
Heart touching song
Glory Praise the lord 🙏 super beautifully song god bless you Bhai your every choice god gift for you 👍👌..
Prabhunka mahima heu Amen. Beautiful song Praise the lord Jogan Sir 🙏❤️✝️💯
Jesus Christ bless you ✝️
Very nice song Jagan brother 🎉❤
Nice song sir praise the lord
Praise the Lord bhai 🎉🎉it's really heart touching song 🥳🥳👍
Emiti sabubele Prabhunkara mahima karuthantu aau aambamananku Sangeeta madhamare chetana aau paramarsa deuthantu Prabhu aapananku aatharu odhika matrare byabahara karantu,,,, aameen 🙏🙏🙏
Amen hallelujah hallelujah thank you jesus hallelujah God bless you sir 🙏
Wao very nice song
Heart Touching Brother...
Praise to God
ବହୁତ ସୁନ୍ଦର ଗୀତ❤❤ ଧନ୍ୟବାଦ
Praise the.... Amen
Very nice song... God bless you abundantly
Praise the lord 🙏 wonderful song ❤️
Praise god
Ver nice gospel song prabhu aashish de bhaiya aapko jai yesu mashih ❤
Amen Praise the lord 🙏
Amen
🙏
ଯୀଶୁ ହିଁ ଅତି ନିଜର ❤ ପ୍ରଭୁଙ୍କର ଗୈାରବ ହେଉ ।
Beautiful song bro...May God bless you more and more...
Bahut sundar gita te hochhi
Praise the Lord 🙏. Meaningful song.
Praise god
Praise the lord 🙏🙏🙏👍👍👍
Praise the Lord sir ,
ପୁଣି ଆଗକୁ ଗାଇବାରେ ନୂତନ ସ୍ବର ସଦାପ୍ରଭୁ ଆପଣ ଙ୍କୁ ପ୍ରଦାନ କରନ୍ତୁ ଏହା ମୋର ଇଶ୍ୱରଙ୍କ ଟାରେ ପ୍ରାଥନା, may God bless you
Praise the Lord sir 🎉🎉
Praise god
Praise the lord 🙏 brother 🙏🙏 beautiful very nice song God bless you bro 🙏 beautiful
Verry nice song brother my god bless you🙏✝️✝️🛐🎊🎉
Very nice song and voice praise the lord sir Prabhu jisu ashirbaad karantu Amen
ଅତି ସୁନ୍ଦର ଗୀତ, praise the lord 🙏🏾. ମୋ ଜୀବନରେ ଏମିତି ହୋଇଛି , please pray for me ....
Praise the lord
Heart touching song. Keep up the amazing work dear Jagan brother. God bless the entire team.
Thank you sir lord bless you ehi song soon chadithibaru.. very beautiful heart touching meaningful song Jagan Mohan nag sir sweet voice..🙌🙌🙌🙌🙌🥰🥰🥰🥰👌👌👌👍👍👍🙏🙏🙏🙏🙏💖💖💖💖💖
Praise the lord 🙏🙏
Very practical issues you have mentioned in the song. And also Spirit Filled song Thank you,
ଅତି ସୁନ୍ଦର,songs
Thank you glory to Lord.Very beautiful song.Praisr the Lord amen 🙏🙏
Nic
Supar song bhai good bless you amen 🙏
Praise god
Praise God... Heart touch song.. God bless you...
This is a very beautiful song; the lyrics as well as the music arrangement.God bless you Br. Jagan
Thanks dear man of God
Praise the lord bhai ❤
Praise the lord beautiful song
Jagan bhai apananka sabu geeto bahut badhiya heuchi ❤❤ probhu amti asirwad karantu
Praise God
Praise the Lord Brother. Lyrics of the song so beautiful
ଆଉ ଭଲ ରେ ପ୍ରଭୁ ଗୀତ ଗାଓ ଭାଇ ପ୍ରଭୂ ଆପଣଙ୍କ ଆଶୀର୍ବାଦ କରନ୍ତୁ ଆଗ କୁ ବଡ଼... Mahulput ମଣ୍ଡଳୀ ପାଇଁ ପ୍ରାଥନା କରନ୍ତୁ..
Prabhu aasirbad karantu
Jay mashi ki
Wonderful with meaningful lyrics and nice composition and nice voice I wish to you God bless you thank you
Beautiful songs Thank you Jesus Raja
Praise god
Voice of Jesus ✝️
Praise the lord 🙏
God bless you all brothers 🙏❤️🌾❤️🌾🌾🌾🌾
ଭାଇ ପ୍ରଭୁ ଅନେକ ଆଶୀର୍ବାଦ କରନ୍ତୁ
ଧନ୍ୟବାଦ sir
So nice song
Glory to God👏👏👏👏 &
God bless you👌👍
Prairie the Lord 🙏👌 Beautiful song
Praise the lord 🙏🛐🛐🛐🙏⛪🙏❤❤
Praise god
Praise,the,lord
Praise god
Priase the lord brother .heart touching song God bless you abundantly dear brother 😊😊
Really love this song God bless you brother
ଏହି ଗୀତଟି ଏବେବି ମୋତେ ନୂଆ ଲାଗେ ଭାଇ
God bless you
Nice song bro ❤️🌷🌷🌹🥀
God blass you bhai very nice song🌹🌹🌹🙌✝️🛐
Nice song praise the Lord hallelujah
Praise God
ବୋହୁତ, ସୁନ୍ଦର, ଆରାଧନା,ଗୋ,ବ୍ଲେସ, ୟୁ ✝️🙏✋
Thanks
Praise the lord 🙌🏻🙏
Amen hallelujah hallelujah thank you jesus hallelujah 🙏
Amen
Super nice sweet ❤ songs
Praise God
ପ୍ରଭୁଙ୍କର ମହିମା ହେଉ, ଏହି ଗୀତ ଦ୍ୱାରା ଲୋକମାନେ ପରିବର୍ତ୍ତନ ହୁଅନ୍ତୁ 🙏🙏
Thank you jesuse God bless you brother🎉 really h❤touching song❤
Praise god