Excellent performance, carrying the fact of today's society, good message to the youth, we should not forget our ancient cultures, they have true meaning of life. Happy Raja to all
Bahuta Sundar Bhai.....bar bar dekhibaku echha haichhi ......last moment re bahuta bhala hela...mu bhuta khusi ... happy Raja Bhai &ur all team members..
Happy Raja deva hart touching vdo reality vdo ta samaya sha loka bi badali gla ni ou jiya jha duniyara basta Rahuchanti odia parba Ku kiya guruta dau Naha nti ❤❤❤
Sata kahuchhi Bhai tuma video dekhi satare laguchhi Gaan aau Gaan hei ki nahi Bahut Mana kasta hauchhi miss you my village, Thank you Bhai nice concept 😞😞😞
Muuchstac SL Combo (SLO+SLFF):
Amazon : bit.ly/c62310azsloslff
Flipkart : bit.ly/c62310fksloslff
Muuchstac Herbal skin lightening oil :
Amazon : bit.ly/c62317azslo
Flipkart : bit.ly/c62317fkslo
Muuchstac Herbal Skin Lightening Foam Face Wash :
Amazon : bit.ly/c62329azslff
Flipkart : bit.ly/c62329fkslff
Muuchstac Herbal Skin Lightening Serum :
Amazon : bit.ly/c62319azsls
Flipkart : bit.ly/c62319fksls
Order on WhatsApp : bit.ly/c62310wasloslff
Website: bit.ly/c62310Websloslff
Muuchstac Herbal skin lightening oil (Amazon Dubai) : bit.ly/c62317azdslo
Call Muuchstac customer care (9892599660)
Muuchstac Instagram: bit.ly/Muuchstac
Happy Raja
Super ❤️❤️ Video
Happy raja
Happy Raja
06
😍Happy Raja All🥰❤️
ଭାଇ ସତରେ ଗାଁ ଗହଳି ରେ ହଜି ଗଲାଣି ଆମ ଓଡ଼ିଆ ପରମ୍ପରା 🙏🙏🙏 ଅଲେଖ ମହିମା
Satre bhai...😭
Right
ଆମେ ଓଡ଼ିଆ ଭାରି ବଢିଆ, ଯିଏ ମଡର୍ନ ହଉକି ଯିଏ ସଡରନ ଆମେ ଖୁସିରେ ଉପଭୋଗ କରିବା ଆମ ବାରମାସରେ ତେର ପର୍ବକୁ 😊😊😊
ବହୁତ ସୁନ୍ଦର ହଇଛି ❤️ ସତ ରେ ଭାଇ ଗାଁ ରେ ଆଉ ଆଗ ଭଳି କିଛି ପୂଜା ପର୍ବ ପାଳନ ହେଉ ନାହିଁ 😓😓😓
Bhai satare aau se Purina Dina ki pheri ashiba😢😢😢😢😢
Right bro
ତୁ ପାଳୁନୁ
Tomar free fire ar I'd ta diba plz
14: 14:20 14:20 14:21
ଆମେ ଓଡ଼ିଆ ଭାରି ବଢିଆ। ଆମର ବାର ମାସରେ ତେର ପର୍ବ ବହୁତ ବଢିଆ।ସତରେ ବହୁତ ଭଲ vdo ହେଇଛି raja କୁ ନେଇକି। Happy raja to all ❤❤❤
ଅତି ସୁନ୍ଦର ଷ୍ଟୋରୀ ଭାଇ.. ମନ କୁ ପାଇଗଲା। ସତରେ ଆଜି ଆଉ ସେ ପଛ ଦିନ ଗୁଡା ଆଉ ନାହିଁ 😢 । ସତରେ ଗାଁ ଏବେ ସହର ସହର ବାସୁଛି 😢
ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎉🎉❤❤
Same to you❤
@@pinkyprettyshorts thank you
☺😢😍😭
ବହୁତ ଭଲ ଲାଗିଲା ଭାଇ.. ଗୋଟେ କଥା ଶିଖିବାକୁ ମିଳିଲା.. ଆମେ ଆମ ପର୍ବ ପର୍ବାଣୀକୁ ଭୁଲି ଯାଉଛେ.. ଆମେ ସମସ୍ତେ ଚେଷ୍ଟା କରିବା ଆମର ପରମ୍ପରା କୁ ଆଗକୁ ଆଗେଇ ନେବା.. Happy ରଜ ଭାଇ
ଏହି କାହାଣୀ ଯିଏ ଲେଖିଛି,ମୋ ତରଫରୁ ତାଙ୍କୁ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ବହୁତ ଧନ୍ୟବାଦ 🙏
ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ଜୟ ଜଗନ୍ନାଥ 🙏🏻🥰🌎🙏🏻
ସତ କଥା କୁ ନେଇ ହେଇଥିବା ଏଇ କାହାଣୀ ଖୁବ୍ ଭଲ ହେଇଛି 💞💫🙏🙏💫💞ରଜ ପର୍ବ ର ହାର୍ଦିକ ଶୁଭକାମନା 🙏🙏ଜୟ ଜଗନ୍ନାଥ 🙏🙏
Mind blowing dev bhai ସତରେ ଦିନ କୁ ଦିନ ଆମ ଓଡ଼ିଆ ପରମ୍ପରା ଲୋକ ମାନେ ଭୁଲି ଯାଉଛନ୍ତି ଏହି video ମାଧ୍ୟମ ରେ ପ୍ରକାଶ କରିଥିବାରୁ ତମ ବହୁତ ବହୁତ ଧନ୍ୟବାଦ dev bhai
ଦେବା ଓ ବିକି ରଖି ଭାଈର team କୁ Happy Raja....💞
ରଜ ପର୍ବ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା❤
I am from West Bengal (Contai)
But I love odia comedy 😂😂
Thanks for responding my comment ☺️
Thanks
Satare Bhai au gaon re parba boli kechi jiniss nahii video taa pura superb duper heichi ❤❤❤❤
Bhai literally 😢I'm very sad heart touching message for our generation 😢
Happy Raja Deva bhai & all of you ❤nice message for modern time❤
ଦେବ ଭାଇ ଭିଡିଓ ଦେଖିକି ମୋ ଆଖିରେ ଲୁହ ଆସିଗଲା 😢 ମୋ ଗାଁ କଥା ମନେ ପଡ଼ିଗଲା😢😢 Miss you my village
ଭାଈ video ଟି ବହୁତ୍ ଭଲ ଲାଗୁଛି। Comedy ସହିତ imotional mix ରହିଛି। ଆଗ ପରି ଗାଁ ଆଊ ନାହିଁ କି ସେ ରଜ ବି ନାହିଁ । ସମସ୍ତଙ୍କୁ ଏତିକି ଅନୁରୋଧ ନିଜର ଓଡ଼ିଆ ପର୍ବ କୁ ନିଜ ପରମ୍ପରା ଭାବି ପାଳନ କର । ରଜ ର ସମସ୍ତଙ୍କୁ ରଜ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤ ଜୟ ଜଗନ୍ନାଥ ❤❤
Tears 😢 in eyes,Good message to the new generation ❤from village
Such a great message to our new generation. ....😊happy rajo
Such a good message to our odisha bashi,Thank you for this and your team ,Happy Raja to all🎉
ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା 💐💐💐💐
ବିକି ଓ ରକି ଓ ଦେବ ଙ୍କୁ 💐💐💐💐🫂
7:55 Epic line 😅😅😅😅
This child going to upcoming star..Deva bhai if possible please give some chances to this boy😅!!!
It is called a heart touching vdo❤😊❤
Happy Raja all of you ❤❤❤
Same 2 you
❤❤
Happy raja❤️❤️❤️
Same 2 u
Sem 2 you
ଛୋଟ ପିଲା ଟିର act ବହୁତ ସୁନ୍ଦର ଥିଲା 👌👌
Happy Raja ❤️💖❤️
All team members 💖
Bahut vala story Deva bhai
ବହୁତ ବଢିଆ ସଚେତନତାର ବାର୍ତ୍ତା ଦେଇଛନ୍ତି ଭାଇ 🙏 ଯେଉଁ ସଂସ୍କୃତି ପରମ୍ପରା ପାଇଁ ଆମେ ସବୁଠାରୁ ଭିନ୍ନ ଆଉ ଅନନ୍ୟ ସେଇଟାକୁ ଛାଡିଦେଲେ ଆମର ଆଉ ସ୍ୱତନ୍ତ୍ରତା କଣ ରହିବ ବିଶ୍ୱ ଦରବାରରେ ଓଡ଼ିଆ ହେବାର ପରିଚୟ କଣ ଦେବା ଆମେ | ଉଚ୍ଚାରଣ ସହ ଆଚରଣ ର ମଧ୍ୟ ଆବଶ୍ୟକତା ରହିଛି 👍 ବହୁତ ଭଲ ଲାଗିଲା ❤❤❤
ଆରେ ଦେବା ଭାଇ ଆପଣ ଯେତେ ଶିକ୍ଷା ଦେଲେବି ଗାଁ ବଦଳି ଯାଇଛି😭 ଆଉ ପୂର୍ବବସ୍ଥା କୁ ଫେରି ବନି 🙏
ଯିଏ ଦେବା ଭାଇ କୁ ଭଲ ପାଅ LIKE କର❤ Happy Raja all of you
Love you Deva bhai ❤❤❤
Happy roja
Deba bhai kn kahucha ଫାଡଆ bhai କୁହ
Odisha's no 1 comedy Deva, biki, raki and all team.
❤❤👍👍
Supper acting 👍👌 small boy expression is so sweet.. happy rojo to all 🎉🎉
ପରମ୍ପରା ଓ ଆନଂଦ ର ପର୍ବ ରଜ❤❤❤
Raja ra gote bhala message dela Samaj pain .....Love 😘 You Deva Bro
ଜୟ ଜଗନ୍ନାଥ ରସଗୋଲା ଆମର❤❤❤
Excellent message for our traditional and culture.
Bhai tuma last moment re Imotional karidela😢😢
Happy raja🎉❤
ହଉ Happy ରଜ ସମସ୍ତଙ୍କୁ ଅଭିନନ୍ଦନ 🎉🎉
ଭାଇ ଭିଡିଓ ଟି ହୃଦୟ କୁ ଛୁଇଁ ଗଲା ❤
Excellent performance, carrying the fact of today's society, good message to the youth, we should not forget our ancient cultures, they have true meaning of life. Happy Raja to all
Amaku bi English ase
It's not a reel it's reality.
Good Job Deva bhai❤
True video
Legendary acting of Chhota bachha 🤣🤣🤣🤣
Happy Raja ❤❤❤ଗାଁ ର ରଜ ସବୁଠୁ ସୁନ୍ଦର ❤❤❤
ହାର୍ଟ touch performance..love from army soldiers
ବହୁତ ସୁନ୍ଦର ହେଇଛି 🙏🙏🙏🙏🙏🙏🙏🙏
ସମାଜରେ ଏମିତି ହିଁ ଚାଲିଛି 😒 ଧୀରେ ଧୀରେ ସବୁ ଲୋପ ପାଇଯିବ ବୋଧେ 😔 Happy Rajo all of you 🥰
Happy Raja deba Bhai and all of you ❤ nice message for modern time ❤❤
Happy Raja Deba Bhai and all team.❤❤😂😂😂
So nice ସତରେ ଗାଁ ଆଉ ଗାଁ ଭଲିଆନାହି
I miss you my Village
ବହୁତ ବଢିଆ
ଜୟ ଜଗନ୍ନାଥ ❤🙏
Dekhu dekhu 4 year heigala ni mo odisha ku mu bohut Miss karuchhi 😢😢🇺🇸🇺🇸
Kouti acha bhai au kj karucha
@@jibanthemadness USA electrician 6years agreement
ସତରେ ଭାଇ ଗାଁ ଆଉ ଗାଁ ହେଇ ନାହିଁ। ଏ ଭିଡିଓ ଦେଖି ବହୁତ ଦୁଖ ଲାଗୁଛି 😢😢😢😢
Right
Mote bi dukha laguchi
@@kkkkkkkkk7740l
@@kkkkkkkkk7740ll
@@kkkkkkkkk7740lll
ପୁରା ସତ କଥା ଭାଇ ❤❤❤❤❤❤ Happy ରଜ
deva bhai pura heart touching thile
happy raja bhai 😍😍😍😍😍😍😍
Bhai pura original story mind blowing 👌👌👌story..
Tumaku sata koti prrannam...
ଭାଇ ଦୁନିଆ ଯେତେ ଆଗେଇ ଲେ ବି ଆମେ ଆମ sankruti ଆଉ ପରମ୍ପରା କୁ ଭୁଲିବା କଥା ନୁହେଁ 😞😞😞😞
❤
Happy Raja to all ❤ really heart touchng video
Happy Raja Deva bhai n all members ❤❤❤❤❤
ବହୁତ ସୁନ୍ଦର ❤ହେଇଥିବାରୁ ଧନ୍ୟବାଦ ସତରେ ଦେବା ଭାଇ ଗାଁ ରେ ଆଉ ଆଗ ଭଳି କିଛି ପୂଜା ପର୍ବ ପାଳନ ହେଉନାହିଁ ଦେବା ଭାଇ କୁ ଯିଏ ଭଲ ପାଉଛ Like comment share କର
ଓ ...କି ସୁନ୍ଦର କାହାଣୀ,,,,ଆଖିରେ ଲୁହ ବାହାରି ଆସିଲା,,,ନିଛୁକ କାହାଣୀଟିଏ,,,, ପ୍ରସଂଶା କରିବାକୁ ମୁଁ ଶବ୍ଦହିନ ❤❤❤❤❤
Happy Raja MR DEVA Team ❤ Seriously Heart Touching Concept 🥰 Superb ❤ , May God Blessed You And Your Team 🙏 Always Stay Blessed ❤️
77ik
8iii6i⅞7 i 7yards ⁶
I7ùùùu7ii⅞i
ସତରେ ଆମଗାଆଁ ଲୁକ ମାନେ ଆଉ ପ୍ରବ ପ୍ରବାଣି,ମାନୁନାହାନ୍ତି 👍
Kan heichi tama gan ree
It's not only our festival, it's our emotions 😊😊🥰🥰
ଭାଇ ବହୁତ ସୁନ୍ଦର ଭିଡିଓ ହୋଇଛି ମନ କୁ ଛୁଇଁ ଗଲା ସତ କଥା ଆମ ଗାଁ ଏବେ ସହର ହୋଇ ଯାଇଛି ପୁରୁଣା ଗାଁ ଆଉ ନାହିଁ 😢😢
Sata katha gaon re au aga bhali Raja nahi i miss you my child time
Satare Bhai ଗାଁ ta khali Sahara Sahara basuchhi 😢
Happy Raja Deva vai ❤❤
ରଜର ପର୍ବ ର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ ଭାଇ❤
Bahuta Sundar Bhai.....bar bar dekhibaku echha haichhi ......last moment re bahuta bhala hela...mu bhuta khusi
... happy Raja Bhai &ur all team members..
ଭାଇ ଭିଡିଓ ପୁରା ହୃଦୟ କୁ ଛୁଇଁଗଲା। ପିଲା ଦିନ ରଜ ପର୍ବ ଆଉ ନାହିଁ 😢😢 ।ଏ ବର୍ଷ ମୁଁ ବି ଦୋଳି ଖେଳି ନି😢। କିନ୍ତୁ ରଥଯାତ୍ରା ଟା ଆମ ପାଇଁ ରଜପର୍ବ ସେ ସମୁଦ୍ର କୂଳ ; ଆଉ କାଳିଆ ଠାକୁର। ରଥ ଯାତ୍ରା ରେ ବହୁତ ମଜା ଆସିଲା।
Happy Rajo to u Mr. Deva including ur family🎉🎉🎉
So heart touching story 🎉
Happy Rajo all 🎉🎉🎉
Great msg for our new generation 👍👍
ଭାଇ, ରଜ ପର୍ବର ଅନେକ ଅନେକ ଶୁଭକାମନା । ଏପିଶୋଡ ଟି ବହୁତ୍ ଭଲ ଲାଗିଲା । ଆଖିରେ ଲୁହ ଆସିଗଲା ।
ବହୁତ ସୁନ୍ଦର ହେଇଛି 🙏🙏🙏
Happy Raja all of you may lord brings lots of more than more happiness 😊
Happy raja Deva bhai ❤❤❤❤ ଯିଏ ବି ଦେବା ଭାଇ କୁ ଭଲ ପାଅ ଲାଇକ୍ କର😍😍😍😍😍🙏
ସମସ୍ତଙ୍କୁ ହାପି ରଜ 🤴🤴🤴🤴
ଭାଇ ଭିଡ଼ିଓ ବହୁତ ଭଲ heichhi. ଶେଷ ସୀନ ଟା ପୁରା ହୃଦୟ ସ୍ପର୍ଶୀ. ସତରେ ଆମ ଗାଁ ଆମ ରଜ ଆଉ ଆମ ବୋଉ ହାତର ପୋଡପିଠା ଏକଦମ ନିଆରା.❤
Bhai acting pura jabardast heichi...🤭 Love uhh bhai 💜
A great message to all odisha people
Bhai tu nije age change hai kam se kam coment ta odia re kar nine badale goan ape badalijiba
Good Morning Everyone 🌞🌻🌅🏜️🙏
Jay Shree Jagannath Swamy 📿⭕❗⭕🚩🙏
🤷👫Happy Raja 🍱🍬🍪🍻🙏
ସତରେ ମୋ ଗାଁ ଆଜି ସହର ସହର ସହର ବାସୁଚି 😢😢😢
Happy Raja deva hart touching vdo reality vdo ta samaya sha loka bi badali gla ni ou jiya jha duniyara basta Rahuchanti odia parba Ku kiya guruta dau Naha nti ❤❤❤
Happy raja bhai❤❤❤❤
Happy Raja to all. 😇🥰
Happy RAJA 🎉🎉🎉
Excellent performance by all team members ❤
Sata kahuchhi Bhai tuma video dekhi satare laguchhi Gaan aau Gaan hei ki nahi Bahut Mana kasta hauchhi miss you my village, Thank you Bhai nice concept 😞😞😞
ସତରେ... ଭିଡ଼ିଓ ଟି ଖୁବ୍ ସୁନ୍ଦର ହୋଇଛି ।❤❤
ହୃଦୟକୁ ଛୁଇଁଗଲା 🥰🥰🥰🥰🥰
Actually mun 3 yrs helani Raja bahut miss karuchhi😢
AWESOME CONCEPT ☺️
REALLY HEART TOUCHING ❤️
The child part was epic... What a talented actor.... Superb
Very heart touching video bro ❤❤❤ Happy rajo all of you 🥰🥰🥰
Jay Jagannath Swami 🙏 ♥️
Nice comedy ❤ happy rajo 💐❤
Nice comedy❤❤❤❤❤❤
Really deba bhai heart touching satare aouu nahi se raja 😢😢 whish you Happy raja
Bahut bhala lagila . (Hrudaya sparsy)... RAJA ra hardik abhinandan .