ଜରି ପକାଇ ପରିବା ଚାଷ (Poly mulching in vegetable farming)

แชร์
ฝัง
  • เผยแพร่เมื่อ 29 ก.ย. 2024
  • ପଲ୍ଲୀ ମଲ୍ଚିଂ - ମାନେ ଚାଷ ଜମିକୁ ଜରି ଘୋଡାଇ ପନିପରିବା ଚାଷ କରିବା। ଏଭଳି କରିବା ଦ୍ଵାରା
    ୧- ମାଟିରେ ଜଳିଆଂଶ ସଂରକ୍ଷିତ ହୋଇ ରହିଥାଏ ଯାହା ଫଳରେ ମାଟିରେ ଥିବା ଜୀବ ବହୁତ୍ ଭଲଭାବରେ ନିଜ କାମ କରିଥାଏ
    ୨- ମାଟି କ୍ଷୟ ହୁଏ ନାହିଁ
    ୩- ଅନାବନା ଘାସ ଉଠିବା ବନ୍ଦ ହୋଇଯାଏ

ความคิดเห็น • 6

  • @AdventurousLYF
    @AdventurousLYF 20 ชั่วโมงที่ผ่านมา +1

    Well done bro ❤

  • @MohanaShagadia
    @MohanaShagadia 16 ชั่วโมงที่ผ่านมา

    ସାର ପାଣି କେମିତି ଦେବା

    • @indigenousknowledge385
      @indigenousknowledge385  13 ชั่วโมงที่ผ่านมา

      ଦୁଇ ପ୍ରକାର ଉପାୟ ରେ ପାଣି ଦେଇପାରିବେ
      ୧. ଡ୍ରିପ ମାଧ୍ୟମ ରେ
      ଯଦି ଡ୍ରିପ୍ ମାଧ୍ୟମ ରେ ଦେବେ ତେବେ ପଲିଥିନ ପକେଇବା ପୂର୍ବରୁ ପ୍ରଥମେ ଡ୍ରିପ ଲାଇନ ପକାନ୍ତୁ ତା ପରେ ତା ଉପରେ ପଲିଥିନ ପକାନ୍ତୁ
      - ଆଉ ଚାରା ଲାଗିବା ପରେ ଚାରା ର ଦୂରତା ଅନୁଯାୟୀ ଡ୍ରିପ୍ ପାଇପ ରେ ଛିଦ୍ର କରନ୍ତୁ l
      ୨. ନହେଲେ ଫ୍ଲଡ୍ irrigation systems ଉପାୟ ରେ ଦୁଇଟି ପ୍ଲଟ ମଧ୍ୟରେ ଥିବା ପଟାଲି ରେ ପାଣି ଦେଇପାରିବେ

    • @indigenousknowledge385
      @indigenousknowledge385  13 ชั่วโมงที่ผ่านมา

      ଭିଡିଓ ରେ ଥିବା ଚାଷୀ ଫ୍ଲଡ irrigation system ଉପାୟ ରେ ପଟାଲୀ ରେ ପାଣି ଦିଅନ୍ତି

    • @indigenousknowledge385
      @indigenousknowledge385  13 ชั่วโมงที่ผ่านมา

      ଅଧିକ ବିବରଣୀ ପାଇଁ ଆପଣଙ୍କ ଯୋଗାଯୋଗ ନମ୍ବର emil ଜରିଆରେ ପଠାନ୍ତୁ nath37143@gmail.com