ଲୁହା କଡେଇରେ ମହାପ୍ରସାଦ ରନ୍ଧନ ପରମ୍ପରା ବିରୋଧୀ || Srimandira Mahaprasad || Puri || Odisha Reporter

แชร์
ฝัง
  • เผยแพร่เมื่อ 16 ก.ย. 2024
  • ଲୁହା କଡେଇରେ ମହାପ୍ରସାଦ ରନ୍ଧନ ପରମ୍ପରା ବିରୋଧୀ। କରୋନା ସମୟରେ କୁଡୁଆ ଅଭାବ ଯୋଗୁଁ କିଛି ସୁଆର ମହାସୁଆର ସେବକ ଲୁହା କଡେଇରେ ଅନ୍ନ ମହାପ୍ରସାଦ ରନ୍ଧନ କରୁଥିଲେ। ଲୁହା କଡେଇରେ ରାନ୍ଧିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ବାରଣ କରାଯାଇଛି। ଲୁହା କଡେଇରେ ନରାନ୍ଧିବାକୁ କଡା ନିର୍ଦ୍ଧେଶ ଦିଆଯିବା ସହ ଶ୍ରୀ ମନ୍ଦିର ପ୍ରଶାସନକୁ ଲୁହା କଡେଇ ରନ୍ଧନରୁ ବିରତ ରହିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ନିବେଦନ କରାଯାଇଛି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #mahaprasad #Puri #srimandirpuri

ความคิดเห็น • 5

  • @kailashchandramohanty4776
    @kailashchandramohanty4776 5 วันที่ผ่านมา

    ଠାକୁର କହିଛନ୍ତି ମୋତେ ନିନ୍ଦାକରିପାର କିନ୍ତୁ ମୋ ମହାପ୍ରସାଦ କୁ ନୁହେଁ ତେଣୁ ସୁଆର ମହାସୁଆର ମାନଙ୍କୁ ବିନମ୍ର ଅନୁରୋଧ ଆମ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିକୁ ପ୍ରାଧାନ୍ୟ ଦିଅନ୍ତୁ l

  • @pradiptakumarmuduli331
    @pradiptakumarmuduli331 5 วันที่ผ่านมา

    ସରକାର ପଳେଇବ

  • @SwatishreMohanty
    @SwatishreMohanty 5 วันที่ผ่านมา

    Bjd.kou.vala..bjp.kou.vala..sei.thakkurakka.pai.sabu.vala..manda.rati.dina.chalichi

  • @rabindrananda943
    @rabindrananda943 5 วันที่ผ่านมา

    Pitala Kadaire Randhuna .