ବିଦେଶୀ ମାନେ କରିଲେ ବିଲକାମ / INDONESIA RICE TERRACES

แชร์
ฝัง
  • เผยแพร่เมื่อ 29 พ.ย. 2024

ความคิดเห็น • 2.5K

  • @MuTraveller
    @MuTraveller  ปีที่แล้ว +1459

    ଝିଅ SUBSCRIBERମାନେ ସେ ଜାଗା ଦେଖି କେମିତି ଲାଗିଲା ?😃

    • @porimurmu2931
      @porimurmu2931 ปีที่แล้ว +29

      Bahut bhala lagila bhai 😊😊

    • @OdiaBhaiPK
      @OdiaBhaiPK ปีที่แล้ว +21

      Nice ଭିଡିଓ ଭାଈ ❤❤❤❤

    • @Tikilifestyle
      @Tikilifestyle ปีที่แล้ว +26

      Bhai mana rahigala ki ସୁନ୍ଦର place ❤️❤️❤️❤️

    • @djchandankumar5950
      @djchandankumar5950 ปีที่แล้ว +9

      ଝିଆ ନୁହେଁ ଲବ ଭାଇ ଝିଅ ଲେଖ ହା ହା ହା😂😂😂

    • @rabindarbarad925
      @rabindarbarad925 ปีที่แล้ว +8

      Super heichi 😮😮😮😮

  • @cutemanishka
    @cutemanishka ปีที่แล้ว +345

    କିଏ କିଏ ଚାଷୀ ଘରେ ଜନ୍ମ ବୋଲି ନିଜ କୁ ଗର୍ବିତ ଅନୁଭବ କରୁଛନ୍ତି।ଚାଷୀ ଘର ପିଲା ହୋଇଥିଲେ Like 👍❤🇮🇳 🙏
    Jai kisan Jai Jawan

  • @Tikilifestyle
    @Tikilifestyle ปีที่แล้ว +2799

    ଆଜି ମୋର ଜନ୍ମଦିନ ସମସ୍ତେ ମୋତେ ଆଶୀର୍ବାଦ କରନ୍ତୁ ମୋ ପାଇଁ ଆଜି ଠାରୁ ଆରମ୍ଭ ହେଉଥିବା ନୂତନ ବର୍ଷ ଟି ଭଲ ରେ କଟୁ ଏଇ ଅଭାଗିନୀ ଭଉଣୀ ର ଏତିକି ମିନତୀ 🙏🙏🙏

  • @dusmantanayak8304
    @dusmantanayak8304 ปีที่แล้ว +34

    "ସୁନ୍ଦର ତ୍ରୂପ୍ତି ର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ। "
    ବହୁତ ବଢିଆ ପରିବେଶ, ଲବ ଭାଇ ❤ , ବହୁତ ବହୁତ ଧନ୍ଯବାଦ ଭାଇ, ❤ from ଦୁଷ୍ମନ୍ତ ନାୟକ, ନିଳଗିରି, ବାଲେଶ୍ୱର

  • @Agniff84
    @Agniff84 7 หลายเดือนก่อน +1

    ବହୁତ୍ ସୁନ୍ଦର୍ ହୋଇଛି

  • @itssangramvlogs952
    @itssangramvlogs952 ปีที่แล้ว +171

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.

    • @radhika2094
      @radhika2094 ปีที่แล้ว +1

      Mu,....

    • @radhika2094
      @radhika2094 ปีที่แล้ว +1

      Ame santala boli kehi samman diyan to nahi ame kintu ambhe mane bada badiya babunku samman dau

  • @ayushnayaktukunu6787
    @ayushnayaktukunu6787 ปีที่แล้ว +65

    ଯାହାକୁ ଭିଡ଼ିଓ ସହିତ Background Music ଭଲ ଲାଗିଲା Like କରନ୍ତୁ ❤️

  • @chandrbabur5767
    @chandrbabur5767 ปีที่แล้ว +26

    କାହାକୁ କାହାକୁ ଏହି ଜାଗା ଭଲ ଲାଗିଲା 👍👍👍👍👍କର

  • @soubhagyasingh7409
    @soubhagyasingh7409 ปีที่แล้ว +1

    Sara vidio vala lagila🎉🎉

  • @mamalikadraka8580
    @mamalikadraka8580 ปีที่แล้ว +5

    ସତରେ ଭାଇ ସବୁଠାରୁ ଏହି ଜାଗା କୁ ମୋତେ ବହୁତ ଭଲ ଲାଗିଲା ❤👌👍

  • @neelxofficial8496
    @neelxofficial8496 ปีที่แล้ว +380

    ଆଜି ମା ଲଷ୍ମୀ ଙ୍କ ବାର ରେ ଆମ ଲବ ଭାଇ ଙ୍କ ର ଶୁଭମୟ ହଉ... ଜୟ ଜଗନ୍ନାଥ 🙏🏻☺️❤️❤️❤️❤️

    • @DEKNEWS10
      @DEKNEWS10 ปีที่แล้ว

      th-cam.com/video/mmRBk_cl2UE/w-d-xo.htmlsi=hufhqIrNIjTtmiv0

    • @gajendraprasadsahu703
      @gajendraprasadsahu703 9 หลายเดือนก่อน

      🙏🙏🙏🙏🙏

  • @Missmplifestyle
    @Missmplifestyle ปีที่แล้ว +37

    କେଉଁମାନେ ଚାହୁଁଛ ବହୁତ ଜଲ୍ଦି ଲବ ଭାଇଙ୍କର 1 million subscribe ହେଇଯିବ କମେଣ୍ଟ ରେ ନିଶ୍ଚୟ କହିବେ❤❤❤🎉love you so much ଲବ ଭାଇ🎉🎉🎉🎉🎉

  • @bisujena9224
    @bisujena9224 ปีที่แล้ว +264

    କେଉଁ ମାନେ ଚାହୁଁଚ 2024 ପୁର୍ବରୁ ଲବ ଭାଇ ଙ୍କର 1 million Subscribers ହେଇଯାଉ ❤❤❤

  • @jotin_kumar
    @jotin_kumar ปีที่แล้ว +12

    ଯାହା ହଉ ଭାଇ....ବାହାର ଦେଶ ଲୋକଙ୍କର HUMANITY ବୋଲି ଗୋଟେ ଜିନଷ ଅଛି...🙏🏻 ସବୁ ସେଇ ମହାପ୍ରଭୁ ଙ୍କ ଲୀଳା 🙏🏻 ଜୟ ଜଗନ୍ନାଥ🚩

  • @BasantiMajhi-tj3pd
    @BasantiMajhi-tj3pd ปีที่แล้ว +5

    ଭାଇ ତମେ ବହୁତ୍ ଭାଗ୍ୟ ବାନ୍ ଏମିତି ତମସହିତ ସବୁ ବେଳେ ଭାଗ୍ୟ ସାଥୀ ଦେଇ ଥାଉ ❤❤❤❤❤

  • @OPGAMER-vx8fi
    @OPGAMER-vx8fi ปีที่แล้ว +89

    ବହୁତ ସୁନ୍ଦର ହେଇଛି ଧାନ ଚାଷ ହୋଇଛି ❤❤❤

  • @phinyalatabhuyan789
    @phinyalatabhuyan789 ปีที่แล้ว +51

    ସୁବ ସକାଳ । ଆଜିର ଏପିସୋଡ ଦେଖିକି ବହୁତ ଭଲ ଲାଗିଲା, ଏପରି ଦୃଷ୍ୟ ଦେଖି ବହୁତ ଆନନ୍ଦ କରିଛି ଧନ୍ୟବାଦ ଲବ ଭାଇ ଆପଣଙ୍କ ପାଇ ଏହି ସମସ୍ତ ଦେଖିବାକୁ ପାଉଛୁ ❤❤

  • @bisujena9224
    @bisujena9224 ปีที่แล้ว +42

    କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤❤❤

  • @sibaswain8406
    @sibaswain8406 9 หลายเดือนก่อน +1

    Bhai tme Jo video chhaduchha ame se jagaku no jae parile bi dekhi paruchhu ae video duyara....me very happy for video.... Sorry thanks for video..❤😘🤗

  • @sambitkumar628
    @sambitkumar628 ปีที่แล้ว +1

    Beautiful Dekhajauchhi Dhana Bila

  • @babunamallick5594
    @babunamallick5594 ปีที่แล้ว +30

    ବୋହୁତ୍ ସୁନ୍ଦର୍ ଜାଗା, ମନଲୋଭା ଦ୍ରୁଶ୍ୟ, ଲବ୍ ଭାଇଙ୍କ ସବୁ ବ୍ଲକ୍ ପରି ଏ ବ୍ଲଗ୍ ମଧ୍ୟ ମନକୁ ଛୁଇଁଲା 👌❤️❤️👍

  • @odiamotivation22
    @odiamotivation22 ปีที่แล้ว +141

    ଲବ ଭାଇଙ୍କ ପାଇଁ ଆମେ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ ସବୁବେଳେ ଭଲରେ ରୁହନ୍ତୁ

  • @devilsdevils4576
    @devilsdevils4576 ปีที่แล้ว +116

    ଭଗବାନ ଆପଣଙ୍କୁ ସବୁବେଳେ ଭଲରେ ରଖିଥାନ୍ତୁ ଆଉ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ କରନ୍ତୁ.... ଜୟ ମା ମାଣିକେଶ୍ବରୀ

    • @DEKNEWS10
      @DEKNEWS10 ปีที่แล้ว

      th-cam.com/video/mmRBk_cl2UE/w-d-xo.htmlsi=hufhqIrNIjTtmiv0

  • @debashishparida7288
    @debashishparida7288 ปีที่แล้ว +3

    ଭାଇ ବହୁତ ସୁନ୍ଦର ଜାଗା ଦେଖିକି ମନ ଖୁସି ହେଇଗଲା ❤❤

  • @lekhankishan6020
    @lekhankishan6020 ปีที่แล้ว +1

    ବହୁତ୍ ଭଲ ଲାଗିଲା ❤

  • @Dsrrsren7184
    @Dsrrsren7184 ปีที่แล้ว +12

    ବହୁତ୍ ସୁନ୍ଦର ହେଇଛି ଧାନବିଲ ଗୁଡା ତେଣୁ ଦେଖିକି ବହୁତ୍ ବଢିଆ ଏବଂ ଲାଗୁଛି so impress to see this video . Really awesome and beautiful pictures. ଜୟ ଜଗନ୍ନାଥ ❤❤❤

  • @ajayaho8045
    @ajayaho8045 ปีที่แล้ว +52

    ଜୟ ଜଗନ୍ନାଥ ଲବ ଦାଦା ,place is very nice ❤❤❤

  • @SHREYAGURUNG123
    @SHREYAGURUNG123 ปีที่แล้ว +42

    beautiful place🤩awesome view

  • @niashasahoo2562
    @niashasahoo2562 7 หลายเดือนก่อน

    ବହୁତ ସୁନ୍ଦର ହୋଇଛି । ତୁମ ଚଲାପଥ ଶୁଭମୟ ହେଉ । ଜୟ ଜଗନ୍ନାଥ 🙏

  • @djodisha90
    @djodisha90 ปีที่แล้ว +1

    Bahut sundar vedio ❤❤

  • @Tribal_IndiaTraveler
    @Tribal_IndiaTraveler ปีที่แล้ว +6

    ଲବ ଭାଇ ତମର ବ୍ଲଗିଂ ଅତୁଳନୀୟ, ଆଗକୁ ଆଗକୁ ମାଡ଼ି ଚାଲ , live and follow your passion and entertain the Nation .

  • @prakashyoutube2138
    @prakashyoutube2138 ปีที่แล้ว +41

    ଜୟ ଜଗନ୍ନାଥ ଓଡ଼ିଶା ଲବ ଭାଇ ଙ୍କ ପାଇଁ ଗୋଟେ like, ହେଇଯାଉ ଭାଇ ଭଉଣୀ ମାନେ

  • @golakjambeka3090
    @golakjambeka3090 ปีที่แล้ว +14

    ଜାଗା ବହୁତ ସୁନ୍ଦର ହେଇଛି ❤❤

  • @happyboy9412
    @happyboy9412 ปีที่แล้ว +3

    Nature with background music combination totally fantastic ❤

  • @trilochananayak2590
    @trilochananayak2590 ปีที่แล้ว +1

    🙏ଜୟ ଜଗନ୍ନାଥ 🙏
    ବହୁତ ଖୁସି ଲାଗିଲା ଇଣ୍ଡୋନେସିଆ ର ଚାଷବାସ, ସେଠାକାର ଦୃଶ୍ୟ ବହୁତ ମନଲୋଭା ହୋଇଛି, ଏ ଜାଗା ଦେଖିଲେ ପେଟ ପୂରିଯାଉଛି ❤️❤️❤️
    ବହୁତ ବହୁତ ଧନ୍ୟବାଦ ଲବ ଭାଇ ❤️❤️❤️❤️❤️❤️

  • @rider_0796
    @rider_0796 ปีที่แล้ว +17

    ଭାଇ ଙ୍କୁ ଆହୁରି ଆଗୋକୁ ନିଅ ଭାଇ ଓ ଭଉଣୀ ମାନେ 🙏🙏🙏🙏🙏🙏🙏

  • @uditkumarmajhi4754
    @uditkumarmajhi4754 ปีที่แล้ว +14

    It is very beautiful place and amazing 🎉

  • @gitasarangi5980
    @gitasarangi5980 ปีที่แล้ว +35

    ଲବ ଭାଇ ଙ୍କ ପାଇଁ ସମସ୍ତ ଜିଲ୍ଲା ରୁ ଗୋଟିଏ ଗୋଟିଏ ଲାଇକ୍ ହେଇଯାଉ ।

  • @utkalkumarrautaray6938
    @utkalkumarrautaray6938 ปีที่แล้ว +1

    Wow fantastic amazing ❤❤❤

  • @phulamurmur6355
    @phulamurmur6355 ปีที่แล้ว +1

    Sooo Beautiful 😍 🤩 👌🏻 😊

  • @ranjankanhar682
    @ranjankanhar682 ปีที่แล้ว +58

    ବହୁତ ସୁନ୍ଦର 🎉 ଜୟ ଜଗନ୍ନାଥ ଜୟ ଓଡିଶା

    • @DEKNEWS10
      @DEKNEWS10 ปีที่แล้ว

      th-cam.com/video/mmRBk_cl2UE/w-d-xo.htmlsi=hufhqIrNIjTtmiv0

  • @hrudanandasankhua5824
    @hrudanandasankhua5824 ปีที่แล้ว +5

    ଲବ ଭାଇ ଭିଡ଼ିଓ ଦେଖି ଭଲ ଲାଗିଲା ଲବ ଭାଇ ସତରେ ବହୁତୁ ସୁନ୍ଦର ଜାଗା ଦେଖି ବହୁତୁ ଖୁସି ଲାଗିଲା Love you Lada Bhai ❤️❤️❤️
    ଜୟ ଜଗନ୍ନାଥ 🙏 Good bless you 👍

  • @ManasKumarGiri-c7u
    @ManasKumarGiri-c7u ปีที่แล้ว +17

    So beautiful place

  • @Ranamusic.CRvlog
    @Ranamusic.CRvlog ปีที่แล้ว +1

    Beautiful ❤️ place bhai

  • @puspanjalinaik164
    @puspanjalinaik164 ปีที่แล้ว

    ବହୁତ୍ ସୁନ୍ଦର ଜାଗା l ଚମତ୍କାର l ଧନ୍ୟବାଦ ଭାଇ l ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ l ଜୟ ଜଗନ୍ନାଥ 🙏🙏🙏🙏

  • @ABSExpressodia
    @ABSExpressodia ปีที่แล้ว +21

    ବହୁତ ସୁନ୍ଦର ଧାନ ଚାଷ ହୋଇଛି ଆମ ଓଡ଼ିଶା ରେ ମରୁଡି ❤❤ଜୟ ଜଗନ୍ନାଥ 🙏🙏🙏ଲବ ଭାଈ ପାଇଁ ଗୋଟିଏ like ଟେ ହେଉ 😮😮

  • @MrAshok07655
    @MrAshok07655 ปีที่แล้ว +38

    Very interesting beautiful traditional place ❤ respect button for laba Hansda ❤️ Jay Jagannath 🙏🙏

  • @dasarathimohapatra618
    @dasarathimohapatra618 ปีที่แล้ว +5

    ବହୁତ ସୁନ୍ଦର ଧାନ ବିଲ ହେଇଛି,ଜୟ ଜଗନ୍ନାଥ,

  • @subhransugouda2912
    @subhransugouda2912 ปีที่แล้ว +1

    Bhai bahut hi badhia place love from malkangiri❤

  • @axs.i
    @axs.i ปีที่แล้ว +2

    7:53 What A View!! 🌿
    And The Background Music Is 🩶🎼
    #DivineFeelings

  • @debabratadigal9171
    @debabratadigal9171 ปีที่แล้ว +13

    Very beautiful places 👌👌

  • @chandrbabur5767
    @chandrbabur5767 ปีที่แล้ว +7

    ଜାଗା ଟା ପୁରା ମନ କିଣିନେଲା ବହୁତ ଭଲ ଜାଗା 👍👍👍ବହୁତ ସୁନ୍ଦର ଭାଇ ❤❤❤❤

  • @bkn2396
    @bkn2396 ปีที่แล้ว +34

    Geography Notes for Students::-.
    1:- Laba bhai Presenting us Tegallalang Rice Terrace in Bali
    2:- terrace is a leveled section of a hilly cultivated area , designed as a method of soil conservation to slow or prevent the rapid surface runoff.
    2:- in our india Uttarakhand most famous for this cultivation
    3:- More Notes you can add...

  • @baburammunduya1882
    @baburammunduya1882 ปีที่แล้ว

    Khub sundar natural scene....dekhile mana puri jauchi Bhai 👍👍👍👍💐💐💐💐

  • @AnchorSubham1
    @AnchorSubham1 ปีที่แล้ว +2

    bahut sundar brother , the efforts you are putting to create such magic magic just treat to eyes.. keep up the good work ..

    • @MuTraveller
      @MuTraveller  ปีที่แล้ว

      Thank you so much 😀

    • @MuTraveller
      @MuTraveller  ปีที่แล้ว

      Napal kamite lagu chi bhai❤️

  • @harsharathvlogs2962
    @harsharathvlogs2962 ปีที่แล้ว +14

    Beautiful landscape❤❤❤

  • @duryokumar4236
    @duryokumar4236 ปีที่แล้ว +3

    What a greeny view bro 💚awesome place 🥰🥰

  • @pintuvillagetour
    @pintuvillagetour ปีที่แล้ว +6

    ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଲବ ଭାଇ 💐💐❤❤
    ଲବ ଭାଇଙ୍କ ପାଇଁ ଏଭଳି blog video ରେ ସୁନ୍ଦର ସୁନ୍ଦର ଜାଗା ଦେଖି ହେଉଛି ....
    ❤❤❤❤❤

  • @basantarout7488
    @basantarout7488 ปีที่แล้ว +1

    Congratulations laba bhai madi chala

  • @anupamanayak8568
    @anupamanayak8568 ปีที่แล้ว +1

    ଅନେକ ଅନେକ ଶୁଭେଚ୍ଛା ଲବ ଓ ଧନ୍ୟବାଦ ।ଓ କି ମସ୍ତ ଜାଗା ଭାଇ ବହୁତ ଭଲ ଲାଗିଲା ।ଜୟ ଜଗନ୍ନାଥ ।

  • @sewaniguria7332
    @sewaniguria7332 ปีที่แล้ว +23

    Glad to see about Indonesian crops #very beautiful places r there.... Keep showing us this types of places bro... ##stay blessed and stay safe....❤❤❤❤❤

  • @umakantsahoo313
    @umakantsahoo313 ปีที่แล้ว +15

    Your presentation style & cinematic view is superb.Making all this requires lot of hard work & skill.Keep enjoying 👍👍

  • @anubeautylifevlog
    @anubeautylifevlog ปีที่แล้ว +5

    Woow so beautiful place 😘👌👌❤️❤️

  • @tapankumarmuduli3353
    @tapankumarmuduli3353 ปีที่แล้ว

    ଆଜିର ଭିଡ଼ିଓ ଅତି ସୁନ୍ଦର ହେଇଛି thanks ଲବ ଭାଇ

  • @sasmitapanda3688
    @sasmitapanda3688 ปีที่แล้ว +1

    Beautiful scenic view...mastt😊😊

  • @biswamohannaik5050
    @biswamohannaik5050 ปีที่แล้ว +9

    So beautifull place

  • @kamyamarkam6435
    @kamyamarkam6435 ปีที่แล้ว +6

    Wow❤Very very beautiful place🥰🥰😍
    Thank you so much Lava bhaii🤗

  • @uttammurmu2730
    @uttammurmu2730 ปีที่แล้ว +5

    Beautiful place ❤❤

  • @BhimaSoren-mw7yk
    @BhimaSoren-mw7yk ปีที่แล้ว +1

    Bahut sunder heichhi Bhai Indonesia bahut sunder dekha jauchhi 😍😍😍😍😍

  • @madhusudandash8048
    @madhusudandash8048 ปีที่แล้ว

    ଜୟଶ୍ରୀ କ୍ରୀଷ୍ଣ। ବହୁତ ବଢ଼ିଆ ଭିଡିଓ। ଜୟଶ୍ରୀ କ୍ରୀଷ୍ଣ

  • @exploretheworld8680
    @exploretheworld8680 ปีที่แล้ว +5

    Laba hansda one of the best International vlogger✊✊✊

  • @sanakkishorgope2999
    @sanakkishorgope2999 ปีที่แล้ว +13

    Awesome place..... beautiful view

  • @rajeshhembram9231
    @rajeshhembram9231 ปีที่แล้ว +13

    Amazing cultivation

  • @silusanwiyan4173
    @silusanwiyan4173 ปีที่แล้ว +2

    I can't imagine about this place. Wonderful place ❤❤❤❤❤❤❤

  • @gajendrasaygajendrasay429
    @gajendrasaygajendrasay429 ปีที่แล้ว

    ଅତି ସୁନ୍ଦର ଧାନ ଫସଲ ଭଲ ଦେଖାଯାଉଛି ହାସାଦ଼ା ଭାଇ,🌾🌾🌾🌾🌾🌾

  • @ChhabilaMunda
    @ChhabilaMunda ปีที่แล้ว +21

    ପୁଅ Subscriber ମାନେ ସେ ଜାଗା ଦେଖି କେମିତି ଲାଗିଲା Comment କର 😊
    ଜୟ ଜଗନ୍ନାଥ 🙏
    ଭାଇ ତୁମେ ଏତେ ପରିଶ୍ରମ କରୁଛ ତୁମ୍ଭେ ସଦା ସର୍ବଦା ଖୁସିରେ ଥାଅ

  • @DuliHembram-kx2gs
    @DuliHembram-kx2gs ปีที่แล้ว +4

    Very beautiful place 👍👍👌🙂🙂

  • @pravathiguntha9744
    @pravathiguntha9744 ปีที่แล้ว +5

    Wow beautiful place bro❤️❤️❤️❤️❤️

  • @anishak..7347
    @anishak..7347 ปีที่แล้ว +1

    Beautiful 🤩🤩🤩🤩🤩❤️❤️❤️❤️

  • @goutamjena2917
    @goutamjena2917 ปีที่แล้ว

    Right love Bhai ଆଜି ଜଦି ସରକାର ଏତିକି ଧାନ ଦିଅନ୍ତେ ବହୁତ ଶ୍ରମିକ କାମ ମଧ୍ୟ ପାଇଜାଆନ୍ତେ ଭଦ୍ରକ ଜିଲ୍ଲାର

  • @balamukundasahu4091
    @balamukundasahu4091 ปีที่แล้ว +7

    Wow beautiful place ❤❤❤

  • @swarnalatasamal8326
    @swarnalatasamal8326 ปีที่แล้ว +4

    ଭାଈ ଆପଣଙ୍କ ପାଇଁ ଆମେ ବାସ୍ତବତା ଜାଣିପାରୁଛୁ । ବହୁତ ସୁନ୍ଦର ପ୍ରକୃତି। ଆପଣ ଏମିତି ଆଗେଇଯାନ୍ତୁ ଆଉ ଆମକୁ ଏମିତି ବାସ୍ତବିକ ଦେଖଉଥାଆନ୍ତୁ ।😊

  • @technicalmajhi2140
    @technicalmajhi2140 ปีที่แล้ว +26

    Vlogger of the year in Odisha goes to Mr. Laba Hansdah❤. Kou mane Agree koru6

    • @Mk_malay
      @Mk_malay ปีที่แล้ว +1

      Vlogger of the year in India ❤ kuha bhai becoz sourav Joshi ta jiban ra emti vlog keba banaini like combination of footage+BGM+coolorgradding+and many more

    • @technicalmajhi2140
      @technicalmajhi2140 ปีที่แล้ว +1

      @@Mk_malay ❤️👍

  • @biswajit_888
    @biswajit_888 ปีที่แล้ว +1

    Maza asigala morning ru ete sundar vlog dekhiki❤

  • @gajendraprasadsahu703
    @gajendraprasadsahu703 9 หลายเดือนก่อน

    Very beautiful scenes.. bahut bhala lagila video thank you loba..❤️❤️❤️❤️

  • @DUDUM12442
    @DUDUM12442 ปีที่แล้ว +5

    Beautiful places ❤❤❤❤

  • @DeepakBiswal-zr3cf
    @DeepakBiswal-zr3cf ปีที่แล้ว +9

    ମୁଁ ଚାହୁଁ ଛି 2024ବେଳକୁ 1ମିଲି ୟନ ହେଇ ଯାଉ ଲବ ଭାଇ ପାଇଁ ଗୋଟେ ଲାଇକି 👍

  • @RamsinghHaiburu-c6u
    @RamsinghHaiburu-c6u ปีที่แล้ว +46

    ଲବ ଭାଇକୁ କିଏ କିଏ ଭଲ ପାଉଛନ୍ତି ହୃଦୟର ସହ like କର

  • @nakuladehuri9718
    @nakuladehuri9718 ปีที่แล้ว

    Behtiful video🎥 bahaut bholo lagila
    emiti Entresting video🎥 bholo
    bholo karichalitha

  • @binodkumar8632
    @binodkumar8632 ปีที่แล้ว +1

    Bhai mate a video ra sabuthu last 12:20 second ta doli ta mast Lagila ❤bro Jai Jagannath 🙏🙏

  • @alliswell4252
    @alliswell4252 ปีที่แล้ว +32

    ସେ returns ଆସିଲେ କିଏ କିଏ ସ୍ୱାଗତ କରିବାକୁ
    Airport କୁ ଜୀବାକୁ ଇଛୁକ

  • @narendrameher9673
    @narendrameher9673 ปีที่แล้ว +5

    ଲବ ଭାଇ ପାଇଁ ଗୋଟେ like ❤

  • @Krishnamusic112
    @Krishnamusic112 ปีที่แล้ว +16

    ଖୋର୍ଦ୍ଧା ଜିଲ୍ଲାରୁ କିଏ ଦେଖୁଛ ଲାଇକ୍ କର ❤❤❤

  • @Sriman___Ranne100K
    @Sriman___Ranne100K ปีที่แล้ว +1

    ଲଭ ଭାଇ ଭଣ୍ଡନେସିଆ ରୋ ଚାଷ ବିଲ ବହୁତ ସୁନ୍ଦର ଦେଖା ଯାଉଚି । Big fan bro my from koraput ❤️🔥🔥

  • @raghunathsahoo179
    @raghunathsahoo179 ปีที่แล้ว

    ଜୟ ଜଗନ୍ନାଥ
    ଆଜିର video ଟି ପୁରାପୁରି ସିନେମା ପରିକା ଲାଗିଲା

  • @KoraputiaTribalCulture
    @KoraputiaTribalCulture ปีที่แล้ว +10

    ଲବ ଭାଇଙ୍କୁ ଗୋଟିଏ like କର ❤❤❤

  • @itssangramvlogs952
    @itssangramvlogs952 ปีที่แล้ว +7

    ଓଡ଼ିଶା ରୁ କିଏ କୋଉ ଜିଲ୍ଲା ରୁ ଦେଖୁଛ Comment ରେ କୁହ. 👍🏻

  • @itssangramvlogs952
    @itssangramvlogs952 ปีที่แล้ว +8

    କିଏ କାହାର କେତେ Likes ଆସିଛି ଦେଖିବାକୁ ଆସିଛ କୁହ. 👍🏻❤

  • @ManojR9
    @ManojR9 ปีที่แล้ว

    ଲବ ଭାଇ ଙ୍କ ଯୋଗୁଁ ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖି ବହୁତ ସୁନ୍ଦର ଲାଗୁଛି,❤❤❤ଲବ ଭାଇ ଙ୍କୁ 👍👍👍🥰🥰🙏 ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @AbinashOjha.07
    @AbinashOjha.07 ปีที่แล้ว

    🚩ଜୟ ମାଆ କଟକଚଣ୍ଡୀ ଭାଇ🥰❤️🙏Love From Cuttack❤️