କାହିଙ୍କି କାନ୍ଦିଲେ ମା / Rupa Pin2 Khushi

แชร์
ฝัง
  • เผยแพร่เมื่อ 30 ก.ย. 2024

ความคิดเห็น • 686

  • @prativabiswal326
    @prativabiswal326 5 ชั่วโมงที่ผ่านมา +111

    ସମସ୍ତେ ଭଲ ପାଉଥିବା ଏହି ଦୁଇ ପ୍ରେମ ପକ୍ଷୀ ଙ୍କୁ ଭଗବାନ ବହୁତ୍ ଶୀଘ୍ର ଭଲ କରି ଦିଅନ୍ତୁ ଭଗବାନ ଙ୍କ ପାଖରେ ଏତିକି ପ୍ରାର୍ଥନା ❤❤♥️

  • @rupalimalana8561
    @rupalimalana8561 6 ชั่วโมงที่ผ่านมา +48

    ସବୁ ବେଳେ ଏମିତି ଖୁସି ରୁହ ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ ଭାଇ ଭାଉଜ ସବୁ ବେଳେ ଏମିତି ଖୁସି ରୁହ ❤❤❤❤❤❤❤❤

  • @SM_music_vdeos
    @SM_music_vdeos 4 ชั่วโมงที่ผ่านมา +37

    ସମସ୍ତେ ପ୍ରୟାସ ଭାଇ ଙ୍କୁ ଆଶ୍ରିବାଦ କରନ୍ତୁ ତାଙ୍କ ପାଇଁ ପିଣ୍ଟୁ ଭାଇ ଆଜି ଟିକେ ଭଲ ହେଇ ଯାଇଛନ୍ତି ଭଗବାନ ପ୍ରୟାସ ଭାଇଙ୍କୁ ଘଣ୍ଟ ଘୋଡେଇକି ରଖନ୍ତୁ

    • @MathuraJana
      @MathuraJana ชั่วโมงที่ผ่านมา

      Satare

    • @RashmitaDas-h2n
      @RashmitaDas-h2n ชั่วโมงที่ผ่านมา

      Prayas good

  • @namitadora7146
    @namitadora7146 5 ชั่วโมงที่ผ่านมา +17

    ଭଗଵାନ କରନ୍ତୁ ସିଘ୍ର ଭଲ ହେଇକି ଆମ ଭାଇ ଭାଉଜ ଘରକୁ ପଳାନ୍ତୁ ଫୁଣି ଆଗ ଭଳି ଭିଡୁଓ କରନ୍ତୁ

  • @SunitaMohapatra-xs8st
    @SunitaMohapatra-xs8st 5 ชั่วโมงที่ผ่านมา +13

    ଭାଇ ମୁଁ ଚାହୁଁଛି ତୁମ ଦୁଇ ଜଣଙ୍କର ଦେହ ଭଲ ହୋଇଯାଉ 😢😢 ମୁଁ
    ତୁମ ମାନଙ୍କୁ ଦେଖା କରିବା କୁ ଯାଇ ପାରନ୍ତି କି ଖୁସି ହୋଇଥାନ୍ତି 😢😢 ❤ ଖୁସି ମା miss you ❤❤ u all family members ❤❤ Jay Jagannath 🙏🙏🙏🥺🥺🥺

  • @ODIA_JHIA_PUJA_9692
    @ODIA_JHIA_PUJA_9692 6 ชั่วโมงที่ผ่านมา +91

    4 days ହେଇଗଲାଣି ପିଣ୍ଟୁ ଭାଇ ଦେହ ଖରାପ୍ .... କୋଉ ମାନେ ଚାହୁଁଛ ପିଣ୍ଟୁ ଭାଇ ରୂପା ଭାଉଜ , ଖୁସି ମା ଆଉ ତାଙ୍କ ପରିବାର ସବୁବେଳେ ଭଲରେ ରୁହନ୍ତୁ ବୋଲି😊❤❤... ମୁଁ ବି ପ୍ରଭୁ ଜଗନ୍ନାଥଙ୍କ ପାଖରେ ଗୁହାରି କରୁଛି କି ଭଗବାନ୍ ଆମ ଓଡ଼ିଶା ବାସୀଙ୍କୁ ସଦା ସର୍ବଦା ଭଲରେ ରଖନ୍ତୁ🙏🏻🙏🏻🙏🏻... ଜୟ ଜଗନ୍ନାଥ ⭕‼️⭕

  • @ODIA_JHIA_PUJA_9692
    @ODIA_JHIA_PUJA_9692 6 ชั่วโมงที่ผ่านมา +274

    କୋଉ ମାନେ ଚାହୁଁଛ ପିଣ୍ଟୁ ଭାଇ ଙ୍କ ପରିବାର ଆଗରୁ ଯେମିତି ହସ ଖୁସିରେ ଥିଲେ ଏବେ ସେମିତି ହେଇଯାଉ ଆଉ ଆମ ମାନଙ୍କୁ ମଜାଳିଆ ଭିଡ଼ିଓ କରି ଦେଖାନ୍ତୁ 😊❤👍

    • @BiswabhusanNayak-ov5cn
      @BiswabhusanNayak-ov5cn 6 ชั่วโมงที่ผ่านมา +4

      I love you my janu 😊

    • @kumargauravmohapatra7694
      @kumargauravmohapatra7694 4 ชั่วโมงที่ผ่านมา +3

      EBA KAU KHARAP RA ACHANTI KI KAU ABHABA RA ACHANTI KI

    • @susantadas8256
      @susantadas8256 3 ชั่วโมงที่ผ่านมา

      ​@@kumargauravmohapatra7694seeewwww

    • @mangulugouda7015
      @mangulugouda7015 3 ชั่วโมงที่ผ่านมา

      Se bhala re rahile ki kharap re rahile amara kn farak padiba

    • @SaritaPadhan-xr8tq
      @SaritaPadhan-xr8tq ชั่วโมงที่ผ่านมา

      Pintu bhainkara paribarku dayakara prabhu agaru jemiti hasakhusi thile semiti ruhantu

  • @Rishikbiswal
    @Rishikbiswal 6 ชั่วโมงที่ผ่านมา +38

    ରୂପା ଭାଉଜ ଓ ପିନ୍ଟୁ ଭାଇ କୁ ଜଲ୍ଦି ଭଲ କରି ଦିଅ ଭଗବାନ❤❤❤ ତୁମ ପାଖରେ ଏତିକି ମୋର ପ୍ରାର୍ଥନା❤❤❤ love you bhai bhauja❤❤❤❤❤❤❤❤❤❤❤

  • @santasinisahoo6520
    @santasinisahoo6520 5 ชั่วโมงที่ผ่านมา +11

    ଜୟ ଜଗନ୍ନାଥ ଭାଇ ❤❤ ଆଜି ଭିଡିଓଟି ବହୁତ ଭଲ ଲାଗିଲା ଭାଇ ❤❤ ଆପଣଙ୍କୁ ଭଲ ହେବା ଦେଖି ବହୁତ ଖୁସି ଲାଗିଲା ଭାଇ ଏମିତି ଖୁସିରେ ରୁହ ଭାଇ ❤❤❤

  • @nilamsahoo305
    @nilamsahoo305 6 ชั่วโมงที่ผ่านมา +15

    ପିଣ୍ଟୁ ଆଉ ରୂପା ତମେ ଭଲ ହେଇଜିବ ତମେ ସାହସ ରଖ

  • @Bablucreation112
    @Bablucreation112 7 ชั่วโมงที่ผ่านมา +20

    Mu sabubele prabhunku dakuchi mo bhai au bhaujanku jaldi recovery karidia 😊😊
    Happy family ❤❤
    All family members Mane sabubele eimiti khusire au bhalare ruhantu ☺️😊
    Jay maa tarini 🙏🙏

  • @pankajinisahoo1415
    @pankajinisahoo1415 6 ชั่วโมงที่ผ่านมา +8

    ବର୍ତ୍ତମାନ ସମୟ ଏମିତି ହେଲାଣି ଜ୍ଵର ହେଲାମାତ୍ରେ blood test କରି ଡେଙ୍ଗୁ କିମ୍ବା ମ୍ୟାଲେରିଆ medicine ସଂଗେ ସଂଗେ ଖାଇବା ଉଚିତ । ଭୁବନେଶ୍ୱରରେ ଘରେ ରହି ରହି ମରିଯାଉଛନ୍ତି । ଭଗବାନ ଆପଣଙ୍କୁ ଏବଂ ଆପଣ familyକୁ ଘଣ୍ଟ ଘୋଡେଇ ରଖିଥାଆନ୍ତୁ ।🙏❤️🙏

  • @daspratingya5390
    @daspratingya5390 7 ชั่วโมงที่ผ่านมา +20

    ଜୟ ଜଗନ୍ନାଥ ❤

  • @rajeshpatra12
    @rajeshpatra12 6 ชั่วโมงที่ผ่านมา +18

    Satare Bhai aji prayash pain tame recovery heiparila thanks prayash

  • @Bravegirlkhushi
    @Bravegirlkhushi 5 ชั่วโมงที่ผ่านมา +7

    ଜୟ ଜଗନ୍ନାଥ ଭାଇ ଆଜିର ଭିଡିଓ ଦେଖି ବୋହୁତ ଭଲ ଲାଗିଲା ଭାଇ ଆପଣ ଟିକେ ଭଲ ହେବାର ଦେଖି ବୋହୁତ ଖୁସି ଲାଗିଲା ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି କାମନା ଜଲଦି ଭଲ କରିଦିଅନ୍ତୁ ସବୁବେଳେ ଏମିତି ହସ ଖୁସିରେ ରଖନ୍ତୁ Love you Bhai Bhauja ❤❤❤❤

  • @user-rashmi-c91
    @user-rashmi-c91 7 ชั่วโมงที่ผ่านมา +12

    Bhagwan ka lakh lakh shukr bhaiya Ji thoda sa theek hai bahar ghumne ke liye thoda aaye AC repair bhi bahut jaldi theek ho jaenge aap donon ki Jodi sabse best jodi Bhai aap bahut jaldi ghar bhi Chali jaaungi love u Khushi ma mamma Papa ka Bina akele ghar mein bahut jaldi aap apni family ke pass se chal jaaoge Bhagwan aapke sath hai 🙏🙏🙏♥️♥️

  • @pramitamohanty5047
    @pramitamohanty5047 6 ชั่วโมงที่ผ่านมา +16

    Kali prayash ra Kanda re satare akhi re luha ashigala.🤞🤞

  • @SubhamNayak-o8i
    @SubhamNayak-o8i 6 ชั่วโมงที่ผ่านมา +7

    ଭଗବାନ କରନ୍ତୁ ଆପଣଙ୍କ ଦେହ ବହୁତ୍ ଜଲଦି ଭଲ ହୋଇଯାଉ ଜୟ ଜଗନ୍ନାଥ

  • @mamalidas
    @mamalidas 6 ชั่วโมงที่ผ่านมา +49

    ପ୍ରୟାସ ଭାଈ ଯେତିକି ଖାଇଥିଲେ. ସବୁ ସୁଜିଗଲା

    • @prasantapati288
      @prasantapati288 6 ชั่วโมงที่ผ่านมา +1

      No

    • @prasantapati288
      @prasantapati288 6 ชั่วโมงที่ผ่านมา +2

      Bahi Bahu ❤❤ Love U To All

    • @anandagouda2801
      @anandagouda2801 6 ชั่วโมงที่ผ่านมา +1

      😂😂😂

    • @SiluBarik-db3hv
      @SiluBarik-db3hv 5 ชั่วโมงที่ผ่านมา +1

      🎉

  • @snehalatasahoosnehalatasah8333
    @snehalatasahoosnehalatasah8333 6 ชั่วโมงที่ผ่านมา +5

    ସମସ୍ତଙ୍କ ଆଃ ପଦରେ ତୁମେ ଦୁଇଜଣ ନିଶ୍ଚିତ ଭଲ ହୋଇ ଯିବ। କାରଣ ତୁମେ ଦୁଇଜଣ ବହୁତ ଭଲ। 😊😊😊😊😊😊

  • @puspapalai8260
    @puspapalai8260 6 ชั่วโมงที่ผ่านมา +8

    Jagannath nka kruparu sabudina valare thao ahuri agaku agaku jao ❤❤ pintu tumaku bahare bulibare dekhi bahut vala llagila

  • @snigdharanibehera9867
    @snigdharanibehera9867 3 ชั่วโมงที่ผ่านมา +4

    ପିଣ୍ଟୁ ରୂପା ମାଙ୍କ କୂପାରୁ ଶ୍ରୀଘ୍ର ଭଲ ହୋଇଯାଅ ଆମ ସମସ୍ତଙ୍କ ଆଶ୍ରିବାଦ୍ ତୁମ ଉପରେ ଅଛି

  • @SushantSahoo-t9y
    @SushantSahoo-t9y 5 ชั่วโมงที่ผ่านมา +5

    ରୂପା ଭାଉଜ ଆଉ ପିଟୁ ଭାଈ କୁ ଭଗବାନ ଭଲ କରିଦିଅନ୍ତୁ

  • @PujaraniJena-e2e
    @PujaraniJena-e2e 5 ชั่วโมงที่ผ่านมา +27

    ଭାଇ ବିଶୁଆସେ କରି ପାରିବେନି ମୁ ଗୋଟେ ଦିନ ଖାଇନି, ଆଉ ଗୋଟେ ଦିନ ଠାକୁର ଙ୍କ ପାଖରେ, ଦ୍ଵୀପ ଯାରିଚି

    • @SubhalaxmiBarik-u2g
      @SubhalaxmiBarik-u2g 2 ชั่วโมงที่ผ่านมา

      Tama bapa maa nka pai kebe dipa jalicha na sister

    • @kunmunk8371
      @kunmunk8371 ชั่วโมงที่ผ่านมา +1

      Se majare video kari Paisa kamauchanti tume tanka paini Dipa jalucha 😅

    • @SubhalaxmiBarik-u2g
      @SubhalaxmiBarik-u2g ชั่วโมงที่ผ่านมา +1

      @@kunmunk8371 right

    • @debasmitadas135
      @debasmitadas135 56 นาทีที่ผ่านมา

      Right

    • @kdsanjay4120
      @kdsanjay4120 7 นาทีที่ผ่านมา

      Right bhai​@@kunmunk8371

  • @ssgreallifevlogs6957
    @ssgreallifevlogs6957 6 ชั่วโมงที่ผ่านมา +6

    Jay Shree Jagannath 🙏 tuma dui janku sighra sustha karidiantu ❤❤❤

  • @Krb296
    @Krb296 5 ชั่วโมงที่ผ่านมา +6

    Bhai please tuma goda dharuchi kiwi 🥝🥝 fruits aniki khantu

  • @AlivaPradhan-l5j
    @AlivaPradhan-l5j 6 ชั่วโมงที่ผ่านมา +12

    ଭାଇ ଭାଉଜ ଶିଘ୍ର ଭଲ ହେଇ ଘର କୁ ଆସ ତମେ ମେଡିକାଲ ରେ ଅଛ ଆମକୁ କିଛି ଭଲ ଲାଗୁନି ମାଁ ମନ ଦୁଃଖ ବେସି ହେଉଛି ମାଁ କୁ ଦେଖି ଲେ ବି ବହୁତ କଷ୍ଟ ଲାଗୁଛି ସମସ୍ତ ଲୋକ କୁ ଖୁସିରେ ‌ରଖିବା ‌ମଣିଷ ଚୁପଚାପ୍ ମେଡିକାଲ ରହିଲେ। ଭଲ ଲାଗୁନି

  • @deepakkumarpatra3638
    @deepakkumarpatra3638 6 ชั่วโมงที่ผ่านมา +3

    ହେ ଜଗନ୍ନାଥ ତୁମ ଦୁଇଜଣଙ୍କୁ ଶୀଘ୍ର ଭଲ କରି ଦିଅନ୍ତୁ ଆମର ଭଲ ପାଇବା ସବୁ ବେଳେ ତୁମ ଉପରେ ଅଛି ଯଦି ପାଖରେ ଥାଆନ୍ତି ତାହାଲେ ଦେଖା କରିଥାଆନ୍ତି love you bro ❤❤

  • @prajnapriyadarsini1455
    @prajnapriyadarsini1455 5 ชั่วโมงที่ผ่านมา +3

    ଭଗବାନଙ୍କୁ ପ୍ରାର୍ଥନା କରୁଛି ଆପଣ ଦୁଇ ଜଣଙ୍କ ଶରୀର ସୁସ୍ଥ ହେଇଯାଉ ।ମୋ ବୋଉ ପ୍ରତିଦିନ ଠାକୁରଙ୍କୁ ଆପଣଙ୍କ ପାଇଁ ପ୍ରାର୍ଥନା କରେ ।ସମସ୍ତଙ୍କ ଭଲ ପାଇବା ଆପଣଙ୍କ ସହ ଅଛି ।

  • @shubhranshusahoolifestyle9646
    @shubhranshusahoolifestyle9646 6 ชั่วโมงที่ผ่านมา +8

    Pintu bhai and rupa bhauja kna deha bhala kari diea prbhu samaste bhagwaan knu pray karantu ki jaldi discharge heai kari ghara ku asantu

  • @AditiAnindita-xx4vj
    @AditiAnindita-xx4vj 5 ชั่วโมงที่ผ่านมา +8

    Kaba bahi bachja discharge kaba haba

  • @satyanayak153
    @satyanayak153 5 ชั่วโมงที่ผ่านมา +5

    ଭାଇ ତମେ ବହୁତ ଶୀଘ୍ର ଭଲ ହେବ ଏବଂ ଭାଉଜ

  • @chinmayabarik3310
    @chinmayabarik3310 7 ชั่วโมงที่ผ่านมา +13

    First like bro Aamara bdk dist amara network aasuni but mu network jagaku jaiki vdo Download kariki ratire dekhuchi

  • @mishragaming716
    @mishragaming716 7 ชั่วโมงที่ผ่านมา +5

    I pry god apana and didi jaldi bhala hajaar.... You both are Very Good in soul 😊❤❤😊❤

  • @Surendra-mq3wd
    @Surendra-mq3wd 5 ชั่วโมงที่ผ่านมา +5

    ମୁଁ ତୁମକୁ ଭଲପାଏ କେବେ ତେଖାହେବ

  • @adityakumarnayak5568
    @adityakumarnayak5568 3 ชั่วโมงที่ผ่านมา +2

    ❤ଭାଇଆପଣଙ୍କ ଆଉ ଭାଉଜଙ୍କ ଏପ୍ରକାର ପରିସ୍ତିତି ଦେଖିକି ବହୁତ ଦୁଖ ଲାଗୁଛି ଭାଇ ଭଗବାନଙ୍କୁ ପ୍ରାଥନାଜଲଦି ସୁସୁକରିଦିଅନ୍ତୁ❤❤❤❤

  • @cute__gelhi__00
    @cute__gelhi__00 6 ชั่วโมงที่ผ่านมา +6

    ପପେୟା,ପତ୍ର,ରସଖାଅ

  • @sangitakarna2602
    @sangitakarna2602 4 ชั่วโมงที่ผ่านมา +4

    Bhagwan karantu jaldi bhala heijaa emiti abastare dekhi bahut dukha laguchhi bhagaban sabubele apanaka Paribar ku khushire rakhantu love you all family members ❤️❤️❤️❤️

  • @Ritikasubhashfen
    @Ritikasubhashfen 4 ชั่วโมงที่ผ่านมา +2

    ମହା ପ୍ରଭୁ ଜଗନ୍ନାଥ ତମକୁ ସବୁ ବେଳେ ଘଣ୍ଟ ଘୋଡେ଼ଇ ରଖନ୍ତୁ 😩😩😭😭🙏🏻🙏🏻🙏🏻♥️♥️♥️

  • @supravanayak5982
    @supravanayak5982 7 ชั่วโมงที่ผ่านมา +5

    Bhai nd bhauja amrutabhanda patra ra rasa piantu jaldi recovery heba❤

  • @rajnandinipradhan4216
    @rajnandinipradhan4216 5 ชั่วโมงที่ผ่านมา +4

    Bhagaban apanku bahut jaldi bhala karidebe ...Jay jaganath

  • @Ayushlifestyle0
    @Ayushlifestyle0 4 ชั่วโมงที่ผ่านมา +4

    Tu surtha para manisa mu video karuchi mamekarani😮😮😮😮😮

  • @sulekhapradhan1166
    @sulekhapradhan1166 6 ชั่วโมงที่ผ่านมา +2

    ଭଗବାନ ତୁମ ଦୁଇ ଜଣଙ୍କୁ ସିଘ୍ର ଭଲ କରିଦିଅନ୍ତୁ....ଏତିକି ପ୍ରାର୍ଥନା....

  • @rashmirekhavlogs1092
    @rashmirekhavlogs1092 5 ชั่วโมงที่ผ่านมา +4

    ହଁ ପିଣ୍ଟୁ ଆଜି ସବୁ ଶୁଣି କି ଟିକେ ଭଲ ଲାଗୁଚି

  • @sagardas1026
    @sagardas1026 5 ชั่วโมงที่ผ่านมา +2

    ପିଂଟୁଭାଇ ରୁପା ଦିଦି ଆପଣଙ୍କ ର କିଛି ହବନି ଆପଣ ଖୁବ ଶୀଘ୍ର ଭଲ ହଇଯିବେ ଲଭ ୟୁ ପିଂଟୁ ଭାଇ ରୂପା ଦିଦି

  • @AffectionateAtom-kz1dp
    @AffectionateAtom-kz1dp 5 ชั่วโมงที่ผ่านมา +2

    ପିଣ୍ଟୁ ଭାଇ ଆଉ ରୂପା ଭାଉଜ ତମେ ଏତେ ଭଲ ଯେ ତମକୁ କିଏ ବା ଭଲ ନପାଇବା ତମେ ଜଲଦି ଭଲ ହୋଇଯାଅ

  • @laxminaik-nb1uw
    @laxminaik-nb1uw 5 ชั่วโมงที่ผ่านมา +4

    Hey Maa Tarini Jaldi jaldi bhala kari dio Bhai Bhauja nku Mo Akhire Bi Luha Bahari Gola ❤❤❤❤❤

  • @gelhabatiswain7676
    @gelhabatiswain7676 5 ชั่วโมงที่ผ่านมา +2

    ଭାଇ ଭାଉଜ କଂ ର କିଛି ହେବନାହିଁ ଆମେ ମାନେ ବହୁତ ଭଲ ପାଉ ଜୟ ଜଗନ୍ନାଥ ❤❤❤❤❤❤

  • @sbarik386
    @sbarik386 5 ชั่วโมงที่ผ่านมา +3

    Bhai amiti moment kehi paibeni jia relate kari paruthibe ...akhi chal chal haba sure.....aeee ta bhala paiba ...teniki jia jaha kahu pache

  • @Bobuluvlog84
    @Bobuluvlog84 6 ชั่วโมงที่ผ่านมา +3

    Pintu rupa tume duijana bohut bhala manisa. Samaj payin tume duijana idol.

  • @UramilaMohanta
    @UramilaMohanta 2 ชั่วโมงที่ผ่านมา +1

    ଭାଇଆଉ,ଭାଉଜ,କୁ କାହାର,ନଜର,ଲାଗିଯାଇଛି,ଭାଇ,ତୁମର,ଏମିତୀ,ଅବସ୍ଥା,ଦେଖୀ,ଆମକୁ,ବି,ବହୁତ ଦୁଃଖ,ଲାଗୁଛି ଭାଇ,ଶିଗିରଭଲହେଇଯାଅଭାଇ,

  • @gitanjalibehera7069
    @gitanjalibehera7069 6 ชั่วโมงที่ผ่านมา +4

    Maa apanku koti koti pranam aji apankara ete bhal paiba dekhi bahut khusi lagila

  • @ManiniBehera-ds5dp
    @ManiniBehera-ds5dp 2 ชั่วโมงที่ผ่านมา +1

    ହଁ ଭାଇ ମୁଁ ସବୁ ଦିନ ରାତି ରେ ଭିଡ଼ିଓ ଦେଖେ କାରଣ ମୋତେ ରାତି ରେ ଦେଖିଲେ ଭଲ ଲାଗେ ❤ ଜଉ ଦିନ ଭିଡ଼ିଓ ଆସି ନ ଥାଏ ସେ ଦିନ ମୁଁ ଫୋନ୍ dekhenni ମୋତେ କିଛି ଭଲ ଲାଗେନି ❤ ମା ତାରିଣୀ ମା ମଙ୍ଗଳା ଭାଇ ଭାଉଜ ଙ୍କୁ ଭଲ କରି ଦେବ 🌺🌺🌺❤️❤️🙏🙏

  • @bigdaddy3803
    @bigdaddy3803 5 ชั่วโมงที่ผ่านมา +3

    Samstika asribad tuma manak upare acchi jaldi thiki hai gharku asa❤

  • @raghvikhyata9540
    @raghvikhyata9540 5 ชั่วโมงที่ผ่านมา +2

    Aji se maa nku dekhi ki lagila kale Sethi mu bhi thanti kichhi seba Kari paranti.jaldi thik hei jao sai prabhu tumaku jaldi thik Kari diantu❤❤.love you Rupa pintu

  • @Balia.kaliarajarpaja
    @Balia.kaliarajarpaja 7 ชั่วโมงที่ผ่านมา +3

    ⭕‼️⭕ଜୟ ଜଗନ୍ନାଥ 🙏🏻🙏🏻
    👍🏻👍🏻👍🏻👍🏻👍🏻

  • @padmabatisahu4966
    @padmabatisahu4966 3 ชั่วโมงที่ผ่านมา +1

    ଭାଇ ତମେ ଦୁଇଜଣ ଜଦି ଭଲ ହେଇଜାଅ ଘକେଆଲେ ଜେକେଆାମୁ ଭଲଲାଗାବତମର ଭିଡିଓ ଦେଖେବାକେ ଟକିଥିସୁ ଭାଇ❤❤❤❤❤❤❤❤❤

  • @mantubehera2370
    @mantubehera2370 4 ชั่วโมงที่ผ่านมา +1

    Jay jagannath 🙏ଭାଇ ଭାଉଜ ଏମିତି ହସ ଖୁସିରେ ଥାନ୍ତୁ ଭାଇ ସମସ୍ତେ ହସ ଖୁସିରେ ଥାନ୍ତୁ lovu all family all tha best 👍

  • @subhacreation.7552
    @subhacreation.7552 3 ชั่วโมงที่ผ่านมา +1

    ମହାପ୍ରଭୁ ତୁମର ମଙ୍ଗଳ କରନ୍ତୁ 🙏🏻ତୁମେ ଦୁଇଜଣ ଜଲଦି ଭଲ ହୋଇଯାଅ.. ପ୍ରଭୁ ଙ୍କ ପାଖରେ ଏତିକି ଗୁହାରି କରୁଛି 🙏🏻😢ବହୁତ ଭଲ ଲାଗିଲା ଭିଡିଓ ❤️ତୁମେ ଦୁଇ ଜଣ ବହୁତ ଭଲ ସମସ୍ତେ ତମକୁ ନିଶ୍ଚିତ ଭଲ ପାଇବେ ❤️God bless u both❤️❤️

  • @1x-abinash-07
    @1x-abinash-07 ชั่วโมงที่ผ่านมา +1

    ଯାହା ହେଉ ତୁମର ଦେହ ଭଲ ହେଇଯାଇଛି ଦେଖି ବହୁତ୍ ଖୁସି ଲାଗିଲା ଏମିତି ସବୁବେଳେ ଖୁସୀରେ ରୁହନ୍ତୁ ଜୟ ଜଗନ୍ନାଥ

  • @KiranBaby92
    @KiranBaby92 4 ชั่วโมงที่ผ่านมา +1

    ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଦୁଇ ଜଣଙ୍କର ଦେହ ଭଲ ହୋଇଛି ସେଥି ପାଇଁ ମୁଁ ବହୁତ ଖୁସି ଜୟ ଜଗନ୍ନାଥ 🙏❤️

  • @srikantakumarsahoo4875
    @srikantakumarsahoo4875 2 ชั่วโมงที่ผ่านมา +1

    ମା ରତ୍ନ ଜାଗୁଳେଇ ପିଣ୍ଟୁ ଓ ରୂପା କୁ ମିସ କରୁଛନ୍ତି, ତେଣୁ ଶୀଘ୍ର ସୁସ୍ଥ ହେଇକି ଆସ ଆଉ ମା ଙ୍କ ଦର୍ଶନ କର 🙏

  • @sasmitapatrasai
    @sasmitapatrasai 6 ชั่วโมงที่ผ่านมา +2

    Samastanka aasriwad tuma duijanka upare rahichi.....💝Tenu tume duijana jaldi vala hei gharaku feri aasa Maa Tarini nku etiki moro prathanaa🙏🙏🙏🙏

  • @mathuramahakur5994
    @mathuramahakur5994 3 ชั่วโมงที่ผ่านมา +1

    ଭାଇ ମୁଁ ଭଗବାନ ଙ୍କ ଠାରେ ପ୍ରାଥନା କରୁଛି ଶିଘ୍ର ଭଲ ହେଇ ଯାଆନ୍ତୁ ଜୟ ଜଗନ୍ନାଥ ଭାଇ ଭାଉଜ ⭕‼️⭕🙏

  • @galurambaskey3968
    @galurambaskey3968 3 ชั่วโมงที่ผ่านมา +3

    Bhai bestahsbarakichhinanhi bhagaban achhanti

  • @rashmitamaharana2016
    @rashmitamaharana2016 3 ชั่วโมงที่ผ่านมา +1

    ଜୟ ଜଗନ୍ନାଥ 🙏ମହାପ୍ରଭୁ ଭାଇ ଆଉ ଭାଉଜଙ୍କୁ ଶୀଘ୍ର ଭଲ କରିଦିଅନ୍ତୁ 🙏🙏

  • @Manojrout-e7e
    @Manojrout-e7e ชั่วโมงที่ผ่านมา +1

    ସରୀ ପିଣ୍ଟୁ ଭାଇ ମୁ ଆପଣଙ୍କୁ ଦେଖି ବାକୁ ଯାଇ ପାରୁନି ମୁ ଏବେ ସମ୍ ରେ ଟିଟିମେଣ୍ଟ ହଉଚି

  • @manjulatasenapati5650
    @manjulatasenapati5650 6 ชั่วโมงที่ผ่านมา +2

    Tame dui Jana setiki bhala boli tamanku loka bahuta bhala pauchanti .hele mubi bahuta bhala pae. Love you Rupa pintu ❤❤❤❤❤

  • @LipikamahantyLipikamahanty
    @LipikamahantyLipikamahanty 5 ชั่วโมงที่ผ่านมา +3

    Bhai bhauja ku Bhala karidiy bhai bhauja bahutu bhala Jay Jagannath 🙏🙏♥️♥️

  • @raghvikhyata9540
    @raghvikhyata9540 5 ชั่วโมงที่ผ่านมา +2

    Tumaku dekhile lage Mora Chhota Bhai bhauja pari God bless you❤️❤️

  • @trinathnayak9979
    @trinathnayak9979 5 ชั่วโมงที่ผ่านมา +3

    Mu chahuchi pintu bhai,Rupa bhauja,bhalaheijantu, jayajaganath,

  • @ziaullhakhan
    @ziaullhakhan 2 ชั่วโมงที่ผ่านมา +2

    Pintu bhai awo bhauja bhagban apnakun jaldi thik karidebe gud bless you toghether bahut badhiya family tumara mu sabu vlog dekhe miss kareni bahut bhala

  • @soudaminidalpat3895
    @soudaminidalpat3895 5 ชั่วโมงที่ผ่านมา +2

    Pintu Babu bhal hoijiba maa samaleswari nku dakuchi mu sambal pur ru kahuchi Babu god bless u ❤❤

  • @sunilsenapati4666
    @sunilsenapati4666 3 ชั่วโมงที่ผ่านมา +2

    Jay Jagannath bhai & bhauja jaldi bhala hejao shreeja hospital omp square gurkha coloney ❤❤❤

  • @barshasahuexpress3539
    @barshasahuexpress3539 7 ชั่วโมงที่ผ่านมา +3

    God bless you Bhai & bhauja 🙏🙏 get well soon 🙏🙏.

  • @silpasethy817
    @silpasethy817 7 ชั่วโมงที่ผ่านมา +5

    1st❤

  • @bhumi7005
    @bhumi7005 6 ชั่วโมงที่ผ่านมา +5

    ଆସୁଛନ୍ତି ମାଁ ଦୁରଗା ସମସ୍ତଙ୍କୁ ଭଲ ରେ ରଖନ୍ତୁ ଖୁସି ରେ ରଖନ୍ତୁ । ଜୟ ମା ଦୁରଗା⭕‼️⭕

  • @puspanjalibarik7774
    @puspanjalibarik7774 5 ชั่วโมงที่ผ่านมา +2

    Maha pravu jaldi vala kari diantu gharuku jai vlok kara ame puni pura femily ku dekhibu mamuni khushi maa nku miss karuchu❤❤❤❤❤

  • @lovelysubhi2478
    @lovelysubhi2478 5 ชั่วโมงที่ผ่านมา +1

    Tama manak deha kharap dekhi Akhire loha asijauchhi jaha heu vagaban vala karideichhanti vala re ruha ❤❤❤❤❤

  • @pratimapani1705
    @pratimapani1705 2 ชั่วโมงที่ผ่านมา +1

    ଭଗବାନ ତୁମ କୁ ଶୀଘ୍ର ଭଲ କରିଦିଅନ୍ତୁ ଜୟ ଜଗନ୍ନାଥ

  • @amulya2013
    @amulya2013 2 ชั่วโมงที่ผ่านมา +1

    Jay Jagannath ବହୁତ ଶୀଘ୍ର ଭଲ ହୋଇ ଯିବ

  • @jaladharpalai327
    @jaladharpalai327 5 ชั่วโมงที่ผ่านมา +7

    Bhai nd Bhauja nka kichhi habani basudeba bhala karidebe❤❤❤❤❤

  • @renukapanda9228
    @renukapanda9228 6 ชั่วโมงที่ผ่านมา +1

    Tum deha kharap motye bhal laguni.Babs nku dakuchi sigra bhal gaaa. Aji tuma na re akhanda dipa jalichi. Mon ta tuma pakhre achi.

  • @supravasini1237
    @supravasini1237 6 ชั่วโมงที่ผ่านมา +1

    Jay jagannath prabhu tama ku bahut jaldi bhala karidebe.. Vlog dekhi bahut khusi lagila.. Odisha basi nka bhala paiba, aasrivhad sabu bele khushi re rakhiba😊

  • @amiyab3189
    @amiyab3189 5 ชั่วโมงที่ผ่านมา +6

    Maa samaleswari nkar ashirbad ru bhai bhauja pura jaldi bhala heijiba 🙏🙏🙏🙏🙏🙏

  • @soumya_star7588
    @soumya_star7588 6 ชั่วโมงที่ผ่านมา +6

    Apana dunhe jaldi bhala heiki gharaku aasantu 😊😊😊❤ love you all members Jay Jagannath 🙏🏻🙏🏻🙏🏻🥰

  • @SumiM-s7h
    @SumiM-s7h 6 ชั่วโมงที่ผ่านมา +1

    Bhagabanka pakhare atik kamana rupa bhauja ❤pintu bhai nku jaldi bhalkarideo❤❤❤❤❤🙏🙏🙏🙏

  • @truptirajalife
    @truptirajalife 5 ชั่วโมงที่ผ่านมา +6

    Apana di jana jaka jaldi susta hei jaa ,,mora bi bhagabana nka pakhare prarthana karuchhi

  • @pramitamohanty5047
    @pramitamohanty5047 6 ชั่วโมงที่ผ่านมา +1

    Mu dekhi ki jani jaithili.karona time re Jane family member ku 50ta lagithila.taku dekhi bahut dara lagijaithila.aji bahut khusi lagila.God bless both of you ❤❤

  • @papubhoi3569
    @papubhoi3569 2 ชั่วโมงที่ผ่านมา +1

    Pintu Bhai Rupa bhaoja 🙏🙏 jaldi val hei jaya.jay Jagannath ⭕ ‼️ ⭕ ku mu prathana karuchi

  • @pkjenapkjena8284
    @pkjenapkjena8284 2 ชั่วโมงที่ผ่านมา +1

    ଭଗବାନ ଶୀଘ୍ର ଭଲ କରିଦିଅନ୍ତୁ

  • @DipteemayeeBehera-pp8ts
    @DipteemayeeBehera-pp8ts 6 ชั่วโมงที่ผ่านมา +1

    Love you bhai and bhaujo jagannath pakhore pathona koruchi joji bholo hohijaho 🥲❤🥰

  • @Sujithati-s5h
    @Sujithati-s5h 5 ชั่วโมงที่ผ่านมา +1

    Rupa pintu khusi express family member amo pain sobu kichi

  • @Twins_Lifestyle
    @Twins_Lifestyle 5 ชั่วโมงที่ผ่านมา +1

    ଶୀଘ୍ର ଭଲ କରିଦିଅ ପ୍ରଭୁ ତାଙ୍କୁ 🙏🙏🙏🙏🙏

  • @truptirajalife
    @truptirajalife 5 ชั่วโมงที่ผ่านมา +1

    Ete bhala katha apana gote samstanka fv boli kahuchanti se nurse mane,,,vdo re asiba pain semane ete bhala bhala katha kahuchanti,,,au baki pesent manaki jau byabahara dianti Sethi rogi tanku dekhi marijiba,,,,apaana kahantu bhai se sister manaki sabu pecent ku tumaku jemiti byabahara dauchanti semiti sabu pecent ku debe,,,tahale jai samaste se nurse didi manku bhala paibe

  • @prabhakarakhatuaprabhaka-yy9wk
    @prabhakarakhatuaprabhaka-yy9wk 2 ชั่วโมงที่ผ่านมา +2

    Bhai didi jaladi bhal heba jay jagannath

  • @hrudanandasankhua5824
    @hrudanandasankhua5824 56 นาทีที่ผ่านมา

    ଭଗବାନ ଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ମୋ ଭାଇ ଭାଉଜ ଙ୍କ ଦେହ ଶିଘ୍ର ଭଲ ହେଇଯାଉ 🙏ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ଭଲ ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ରୁନା ଦିଦି ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି ‌Mo Cute Khusimaa😘Love you Bhai Bhauja Khusimaa Runa Didee and all Family members💞❤️❤️❤️❤️❤️❤
    ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️

  • @Smileykingsuren
    @Smileykingsuren 6 ชั่วโมงที่ผ่านมา +1

    ଜଗତ ନାଥ 🙌ଜଗନ୍ନାଥ ତୁମ ଙ୍କୁ ଭଲ ରେ ରଖନ୍ତୁ ମହା ପ୍ରଭୁ 🙏

  • @DE__MUSIC__PRESENT
    @DE__MUSIC__PRESENT 40 นาทีที่ผ่านมา

    ପିଣ୍ଟୁ ଭାଇ ରୂପା ଭାଉଜ ସତରେ ଆଜିର vlog ଦେଖି ବହୁତ ସୁନ୍ଦର ଲାଗିଲା ଆଉ ଭାଇ ଆଜି ଯୋଉ ମାଆ ଆସିଥିେଲ ଦେଖିକି ବହୁତ ଖୁସି ଲାଗିଲା ସିଏ ତମକୁ ଏତେ ଭଲ ପାଆନ୍ତି ଦେଖିକି ବହୁତ ଖୁସି ଲାଗିଲା ଆଉ ଠାକୁରଙ୍କ ପାଖରେ ବାସ ଏତିକି ପ୍ରାର୍ଥନା ସିଏ ତମକୁ ଆଉ ରୂପା ଭାଉଜଙ୍କୁ ଜଲ୍ଦି ଠିକ କରି ଦିଅନ୍ତୁ ❤❤❤❤❤❤❤❤❤❤❤❤❤❤❤❤❤❤❤
    ଜୟ ଜଗନ୍ନାଥ 🙏

  • @shabarsahu5262
    @shabarsahu5262 5 ชั่วโมงที่ผ่านมา +1

    ପିଣ୍ଡୁଭାଇରୁପାଭାଉଜ କୁକିଏକିଏଭଲପାଅ