Mo Prabhu Jagannath - Odia Bhajan ମୋ ପ୍ରଭୁ ଜଗନ୍ନାଥ | Santilata Barik | Sidharth Bhakti

แชร์
ฝัง
  • เผยแพร่เมื่อ 3 ก.พ. 2025

ความคิดเห็น • 1.7K

  • @Helllo199
    @Helllo199 10 หลายเดือนก่อน +610

    ଶାନ୍ତିଲତା ମାଡାମ୍ ଙ୍କ ଦେହାନ୍ତ ପରେ କିଏ ଆସିଛନ୍ତି ଏଇଠି ଏହି ଗୀତ ଶୁଣିବାକୁ ....

  • @ashutoshmishra939
    @ashutoshmishra939 6 หลายเดือนก่อน +20

    କିଛି ଶାରୀରିକ ଅକ୍ଷମତା ଥିବା ଦୃଷ୍ଟି ବାଧିତ ପିଲାମାନେ ଓ ବୟସ୍କ ବ୍ୟକ୍ତି ଏହି ଗୀତଟି ରଥ ଯାତ୍ରା ସମୟରେ ଗାଉ ଥିବାର ଦେଖିଲି। ମୋର ହୃଦୟ କରୁଣାରେ ଭରି ଗଲା। ମନ ଆନନ୍ଦରେ ପୁଲକିତ ହୋଇଗଲା। ମୁଁ ରାତିରେ ସୋଇ ପାରିଲିନି, ଅଭିଭୂତ ହୋଇଗଲି। ଆଖିରୁ ଅଶ୍ରୁ ଧାରା ଅବାରିତ ବହି ଚାଲିଲା ଯାହାକୁ ରୋକିବା ଅସମ୍ଭବ ହେଇ ପଡ଼ିଲା। ଧନ୍ୟ ସେ ପ୍ରଭୁ ଧନ୍ୟ ତୁମେ ଲୀଳା। ମାନନୀୟା ଶାନ୍ତି ଲତା ବାରିକ ଜଣେ ଅସାଧାରଣ ଗାୟିକା, ଯେମିତି ପ୍ରଭୁ ତାଙ୍କ କଣ୍ଠରେ ବିଜେ କରି ଏଭଳି ଗାଇବାକୁ ପ୍ରେରଣା ଦେଉଛନ୍ତି। କୋଟି କୋଟି ପ୍ରଣାମ 🙏

  • @padmanavdas2481
    @padmanavdas2481 10 หลายเดือนก่อน +108

    ଶାନ୍ତିଲତା ଦିଦିଙ୍କ ଯେତେକ ଭଜନ ସବୁ ଶୁଣିଲେ ସତରେ ମନକୁ ଶାନ୍ତି ଲାଗେ , ଆଜି ଏହି ଚିରନିଦ୍ରାରେ ଶୟନ କରିଛନ୍ତି ସେଥିଲାଗି ମୁଁ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ 🙏🙏🙏

  • @padmanabhapanigrahi3559
    @padmanabhapanigrahi3559 3 ปีที่แล้ว +11

    Santilata maa! khahinki mote kandauchha. Tuma bhajan re hrudaya tarali akhi bate bahi chalet.

  • @BhaktiKantha
    @BhaktiKantha 2 ปีที่แล้ว +10

    ଅତି ସୁନ୍ଦର ଗୀତ ବହୁତ ଭଲ ସୁନ୍ଦର ଭାବରେ ସୁମଧୁର କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ମହାଶୟା ଶ୍ରୀମତୀ ଶାନ୍ତିଲତା ବାରିକ୍ ଆପଣଂକୁ ସାଷ୍ଟାଙ୍ଗ ପ୍ରଣାମ ମୁଁ ଆନନ୍ଦ ଆପଣଂକୁ ଅନେକ ଅନେକ ଅଭିନନ୍ଦନ ଓ ଆନ୍ତରିକ ଶୁଭେଚ୍ଛା ଏବଂ ଶୁଭକାମନା I ଜୟ ଜଗନ୍ନାଥ II

  • @Biswa_atma
    @Biswa_atma 11 หลายเดือนก่อน +35

    ପ୍ରିୟ କଣ୍ଠଶୀଳ୍ପ ଆପଣଙ୍କୁ ସାଦର ପ୍ରଣାମ | ଆପଣଙ୍କ କଣ୍ଠ ରୁ ଅନେକ ଭକ୍ତି ଗୀତ ଶୁଣି ମୋର ଆତ୍ମ ସନ୍ତୋଷ ଲାଘବ ହୋଇଛି ଏବଂ ଭକ୍ତିର ଭାବପୂର୍ଣ୍ଣ ହୋଇ ବିଭର ହୋଇଛି ସେଥିପାଇଁ ଆପଣଙ୍କୁ ସାଧୁବାଦ ଜଣାଇଲି |

  • @odiagapapedi8664
    @odiagapapedi8664 ปีที่แล้ว +3

    ଓଁ ଶାନ୍ତି

  • @susantssahoo5269
    @susantssahoo5269 3 หลายเดือนก่อน +6

    ଶାନ୍ତି ଅପାଙ୍କ କଣ୍ଠ ରୁ ଭଜନ ଶୁଣିଲେ ଜଗନ୍ନାଥ ଠାକୁର ଭକ୍ତିରେ ଦ୍ୱିଗୁଣିତ ବଢିଯାଏ ,ଶାନ୍ତି ଆପା ଙ୍କ ମୋତେ ସବୁ ଭଜନ ଭଲ ଲାଗେ

  • @bijayaroy9097
    @bijayaroy9097 10 หลายเดือนก่อน +48

    କୋକିଳ କଣ୍ଠି , ଶାନ୍ତିଲତା ବାରିକ ଆଉ ନାହାନ୍ତି କିନ୍ତୁ ତାଙ୍କର କଣ୍ଠ ସ୍ୱର କୋଟି କୋଟି ଓଡ଼ିଆଙ୍କ ହୃଦୟ ରେ ରହିଥିବ
    ଆମର ଆତ୍ମା ଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳୀ 🙏🙏🙏

  • @RajanikantaPattnaik-z9i
    @RajanikantaPattnaik-z9i 10 หลายเดือนก่อน +44

    ତାଙ୍କ ନାଁଟି ଯେମିତି ଶାନ୍ତି ତାଙ୍କ ଭଜନ ଶୁଣିଲେବି ଲାଗେ ଶାନ୍ତି

  • @ସାଧନା-ଞ5ଷ
    @ସାଧନା-ଞ5ଷ 10 หลายเดือนก่อน +43

    ଆପଣଙ୍କ ଦିନ ଜଗାର ନାମ ଧରି ଚାଲିଗଲା ଦିଦି ଭାଷା ପାଉନୁ ଲୁହ ଆସୁଛି ଆଜି

  • @abhirammallik8940
    @abhirammallik8940 10 หลายเดือนก่อน +8

    Mahaprabhu may blessed her soul and she may get eternal Peace. This is our hearty prayer at MAHAPRABHU JAGANATH. JAYA JAGANATH, JAYA JAGANATH, JAYA JAGANATH.

  • @jaranamahati9951
    @jaranamahati9951 หลายเดือนก่อน +1

    ଶାନ୍ତି ମାମ୍ ଙ୍କ ଭଜନ ପରିବେଷଣ ଅତ୍ୟନ୍ତ ଲୋକପ୍ରିୟ ବିଶେଷ କରି ମୋ ପାଇଁ ମନଛୁଆଁ।

  • @chittaranjansahu8159
    @chittaranjansahu8159 5 หลายเดือนก่อน +6

    ଆପଣଙ୍କର ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ସହ ଭାବଭରା କଣ୍ଠସ୍ୱର ....👏👏👏👏💐💐💐🌼🌼🌼🥲🥲🥲💐💐💐💐

  • @harekrushnapattanayak5331
    @harekrushnapattanayak5331 2 ปีที่แล้ว +11

    ଆଃହା ,ଅତି ,ଅତି ,ଅତି ସୁନ୍ଦର ଭଜନ । ସୁନ୍ଦର କଣ୍ଠ ।

  • @ramachandrapanipani7424
    @ramachandrapanipani7424 3 หลายเดือนก่อน +1

    ଜୟ ଜଗନ୍ନାଥ !
    ଶାନ୍ତିଲତା ବାରିକଙ୍କ କଣ୍ଠରେ ଏଇ ଜଗନ୍ନାଥ ଜଣାଣଟି ଖୁବ୍ ଭଲ ଲାଗେ ଶୁଣିବାକୁ ବାରଂବାର ।
    ଧନ୍ୟବାଦ ।

  • @panchananamallick5109
    @panchananamallick5109 ปีที่แล้ว +13

    Best song.Jay ମାଆ ମଙ୍ଗଳା. ତୋ ପାଦ ତଳେ ମୋର କୋଟି ନମସ୍କାର,

  • @santoshbehera5044
    @santoshbehera5044 หลายเดือนก่อน +1

    ଆତ୍ମା ଶାନ୍ତି ❤❤❤

  • @baidyanathpanda3490
    @baidyanathpanda3490 10 หลายเดือนก่อน +4

    ସାନ୍ତିଲତା ବାରିକଙ୍କ ଆତ୍ମାର ସଦ୍ଗତି ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାବୀନ୍ଦରେ ଏତିକି ନିବେଦନ କରୁଛି

  • @kartikchandramunda1510
    @kartikchandramunda1510 ปีที่แล้ว +1

    ସାଇନା ଦାସ କୁ ଧନ୍ୟବାଦ୍, ସୁନ୍ଦର କଣ୍ଠ ସ୍ୱର। ଜୟ ଜଗନ୍ନାଥ। ସୁନାର ଭଜନ।

  • @Preetithetraveller
    @Preetithetraveller 3 ปีที่แล้ว +13

    ଏ ଭଜନ ମୁଁ ନିଦରେ ଥିଲେ ବି ମୋ କାନ ରେ ବାଜୂଛି । ଗୀତିକାର ଗାୟିକା ଓ ସଙ୍ଗୀତକାର ଙ୍କୁ ଧନ୍ୟବାଦ।

  • @gyanabratamohanty4219
    @gyanabratamohanty4219 4 หลายเดือนก่อน +2

    ନୂତନ ପିଢ଼ିର ଗାୟକ ମାନେ ଗୀତର ପ୍ରତି ଶବ୍ଦର ସ୍ପଷ୍ଟ ଉଚ୍ଚାରଣ ଓ ମଧୁର କଣ୍ଠରେ ହୃଦୟ ଦେଇ ଭାବ ପୂର୍ଣ୍ଣ ଗାୟନ - ଶାନ୍ତିଲତା ଓ ସୁବାସ ଦାଶଙ୍କ ଗୀତ ରୁ ଶିକ୍ଷା କରିବା ଉଚିତ | ଅନନ୍ୟ ପ୍ରତିଭା, କୋଟି ପ୍ରଣାମ 🙏🙏🙏

  • @saswati231
    @saswati231 ปีที่แล้ว +10

    ହେ ପ୍ରଭୁ ପୁରୁଷତ୍ତମ କ୍ଷେତ୍ରବାସି ମୋ ସମସ୍ୟା ର ସମାଧାନ ପାଇଁ କିଛି ତ ରାସ୍ତା ଦେଖାଅ ପ୍ରଭୁ 🙏

  • @bhramarbarjena
    @bhramarbarjena 7 หลายเดือนก่อน +1

    ବହୁତ ସୁନ୍ଦର ଭଜନ ❤ଜୟ ଜଗନ୍ନାଥ ❤❤ ଶାନ୍ତିଲତା ବାରିକ ଜଣେ ସୁନ୍ଦର କଣ୍ଠ ଶିଳ୍ପୀ😢 ଓଃ ଶାନ୍ତି

  • @manoramasatapathy8400
    @manoramasatapathy8400 ปีที่แล้ว +13

    ଜଗନ୍ନାଥ ସ୍ବାମୀ 🙏🙏🙏❤ ବହୁତ ହୃଦୟସ୍ପର୍ଶୀ ଭଜନ ❤ ଶାନ୍ତି ଅପା ଙ୍କ ଭଜନ ବହୁତ ଆତ୍ମଶାନ୍ତି ହୋଇଯାଏ ❤ଜୟ ଜଗନ୍ନାଥ 🙏

  • @chinmayasahu3164
    @chinmayasahu3164 10 หลายเดือนก่อน +1

    ଅତି ସୁନ୍ଦର ଭାବ ପୂର୍ଣ୍ଣ ସଂଗୀତ
    ଶାନ୍ତି ଲତା ବାରିକ୍ ମ୍ୟାଡ଼ାମ୍ ଙ୍କ ଆତ୍ମା ସଦ୍ଗତି ହେଉ ।🙏🙏🙏😭😭😭😊

  • @AustinSiha
    @AustinSiha 10 หลายเดือนก่อน +3

    ସୁନ୍ଦର ଭାବ ମୂର୍ତ୍ତି ଯାହାକୁ ଦେଖିଲେ ଭକ୍ତି ଆସିଯାଉଛି

  • @MadanBehera-by7hy
    @MadanBehera-by7hy ปีที่แล้ว +9

    ଜୀବନ ଧନ୍ୟ ହେଇଗଲା ବହୁତ୍ ହି ସୁନ୍ଦର ଭଜନ ଟି ପ୍ରଭୁ ଜଗନ୍ନାଥ ⭕‼️⭕🙏

  • @mamatadevi6253
    @mamatadevi6253 3 ปีที่แล้ว +16

    ବହୁତ ସୁନ୍ଦର ଭାବର ଭଜନ ଟିଏ ...ଭାବରେ ଗାଇଲ ଅପା ...ମନକୁ ଛୁଇଁଲା 👌 ଜଗନ୍ନାଥ ତୁମକୁ ସୁସ୍ଥ ଓ ଦୀର୍ଘାୟୁ ରଖିଥାଆନ୍ତୁ ଏମିତି ଜାଗା ଭଜନ ଗାଉଥାଅ 😀😀

  • @kariamarandi9397
    @kariamarandi9397 7 หลายเดือนก่อน +2

    ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
    ପୁରୁଷୋତ୍ତମ କ୍ଷେତ୍ରବାସୀ। ଜୟ ଶ୍ରୀ ଜଗନ୍ନାଥଙ୍କୁ ମୋର କୋଟି କୋଟି ଦଣ୍ଡବତ ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Pratimasahoodurugudakoraput
    @Pratimasahoodurugudakoraput ปีที่แล้ว +3

    🕉️🙏🙏🙏🕉️ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ Pravu Good Afternoon All the best Thanks Nana ଙ୍କୁ ମୋର ପ୍ରଣାମ ଜୟ ଶ୍ରୀ ଗୁରୁଦେବ ଜୟ ମା ଲକ୍ଷ୍ମୀନାରାୟଣ 💐💐🙏ତୁମ ପାଦ ତଳେ କୋଟି କୋଟି ପ୍ରଣାମ Pravu 🌸🙏🙏🙏🌸🌏🇮🇳🇮🇳👍

  • @Anil234
    @Anil234 10 หลายเดือนก่อน +24

    ମୁଁ ଆସିଛି ତାଙ୍କର ଭଜନ ଶୁଣି ବାକୁ 😢😢

  • @pabitraojha4397
    @pabitraojha4397 2 วันที่ผ่านมา

    Jay jay sri Jagannath Swami Nayan patha gami vava tume manimaanka jay hau mo mahaprabhu nka jay hau 🙏💐🙏🙏🙏🙏🙏🙏🙏🙏🙏

  • @guguexpress1436
    @guguexpress1436 10 หลายเดือนก่อน +6

    I LOVE ❤❤❤❤❤❤❤ JAGANNATH SWAMI NAYAN PATH GAMI BHAB TUME....SANTI APA .....RIP

  • @brajabandhusethi6544
    @brajabandhusethi6544 2 ปีที่แล้ว +7

    Bahut Sundar o hrudayasparshi, sumadhur. Jay Jagannath

  • @saimeerameera8513
    @saimeerameera8513 10 หลายเดือนก่อน +2

    Mu kebe suninathili,but ebe suniki atma ku gote santi laguchi, amazing voice

  • @devexssamal8315
    @devexssamal8315 10 หลายเดือนก่อน +5

    ଆପଣଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା 🙏🏽

  • @SubhashreeLenka-ui8bd
    @SubhashreeLenka-ui8bd ปีที่แล้ว +3

    Satare ae bhajana sunila pare mana re alaga prakara ra ananda asuchhi satare aeta bahut sundar rachana ate.... Jai JAGANNATH 🙏

  • @jadunathdas9706
    @jadunathdas9706 ปีที่แล้ว +5

    Jay Jagannath 🌹🌹🌹.Adaraniya bhauni pranam.Ati sunder bhajan.

  • @gourishankarghadei1039
    @gourishankarghadei1039 8 หลายเดือนก่อน +26

    ଶାନ୍ତିଲତା ମାଁ ଙ୍କୁ ମୋର କୋଟି କୋଟି ଭୂମିଷ୍ଠ ପ୍ରଣାମ 🙏

  • @biswajitbarik8817
    @biswajitbarik8817 4 ปีที่แล้ว +30

    କେଉଁଠୁ ଆସୁଛନ୍ତି ଏ ଲୋକ ଯିଏ ଏଭଳି ସୁନ୍ଦର ଗୀତକୁ ଡିସ୍ ଲାଇକ କରୁଛନ୍ତି। ସେ ତ ଜମା ହିନ୍ଦୁ ହୋଇନଥିବେ ୧୦୦%ସତ

    • @jayganeshmahakhuda9123
      @jayganeshmahakhuda9123 3 ปีที่แล้ว +6

      ଆପଣ କହିଲେ ସେମାନେ ନିଶ୍ଚୟ ହିନ୍ଦୁ ହୋଇନଥିବେ , କିନ୍ତୁ ମୋତେ ଲାଗୁଚି ସେମାନେ ନିଶ୍ଚିତ ନାସ୍ତିକ ହୋଇଥିବେ । କାରଣ ଜଗନ୍ନାଥ କେବଳ ହିନ୍ଦୁଙ୍କ ଦେବତା ନୁହନ୍ତି , ସେ ସମଗ୍ର ବିଶ୍ୱର , ସବୁ ଧର୍ମର ଦେବତା ।

    • @chandnamohapatra3001
      @chandnamohapatra3001 3 ปีที่แล้ว +2

      Right

  • @s_kumar6934
    @s_kumar6934 10 หลายเดือนก่อน +10

    A voice au sunibaku milibani.... Omm shanti🙏🙏🙏🙏

    • @anilsahoo1622
      @anilsahoo1622 9 หลายเดือนก่อน

      Omm shanti🙏🙏🙏🙏🙏

  • @lokanathjena-lc8po
    @lokanathjena-lc8po 10 หลายเดือนก่อน +3

    A song sinila pare ape ape akhiru luha bohi asuchi ama priya gaika santilata barik,(chottray)auu ama gahala re nahanti omm santi jagannath tankara aatma ku baikunthgami karantu🙏

  • @Sreyansharts
    @Sreyansharts หลายเดือนก่อน +1

    He prabhu 😢😢😢😢😢

  • @theukrider000
    @theukrider000 ปีที่แล้ว +4

    ହୂର୍ଦୟ ସ୍ପଶୀ ସଂଗୀତ 💫 ଅତ୍ୟନ୍ତ ମନକୁ ଛୁଇଁଲା ଭଳି ଗୀତ 💫 ଜୟ ଜଗନ୍ନାଥ 🙏🏻

  • @sanjayakumarboitai3099
    @sanjayakumarboitai3099 2 ปีที่แล้ว +2

    Jay jagannath swami
    nayan patha gaming bhaba tumay.
    Really very nice song jagannath bhajan 🙏🙏🙏

  • @BeatsofBandu
    @BeatsofBandu 10 หลายเดือนก่อน +6

    ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ସେହି ମହାନ୍ ଆତ୍ମା ଙ୍କ ସଦ୍ଗତି କାମନା କରୁଛି।🙏🏻🙏🏻

  • @binayakishornaik6078
    @binayakishornaik6078 ปีที่แล้ว +2

    ମୋ ପ୍ରାଣ ତାଙ୍କୁ ସମର୍ପିଛି । ଭରସି . ଵାସୀ ଭଳି ସମର୍ପିଛିରେ ବି ସି ଲାଗିଲା ଶଦ୍ଦ ଟିଏ ହେଇଥିଲେ ବହୁତ ଵହୁତ ବହୁତ ସୁନ୍ଦର ହେଇଥାନ୍ତା । 🙏

  • @nilambarsahoo6974
    @nilambarsahoo6974 4 ปีที่แล้ว +10

    ବହୁତ ସୁନ୍ଦର ଜଗନ୍ନାଥ ଭଜନ ଜୟ ଜଗନ୍ନାଥ ସ୍ବାମୀ

  • @Archanalifestyle63
    @Archanalifestyle63 10 หลายเดือนก่อน +3

    Ama college ku aasithile mam 🥺🥺🥺🙏🙏❤️❤️ really life re mu dekhichhi mamnku ❤️❤️jay shree jagannath 🙏 Om shanti 🙏

  • @minakshibiswal4434
    @minakshibiswal4434 3 ปีที่แล้ว +4

    Jai Jagannath Swami Nayana Pathagami Bhabatume.

  • @sagarikaacharya5193
    @sagarikaacharya5193 3 ปีที่แล้ว +3

    ଗୀତ ବହୁତ ସୁନ୍ଦର। ମ୍ୟୁଜିକ୍ ମଧ୍ୟ ଆହୁରି ସୁନ୍ଦର। ଲେଖକ, ଗୀତିକାର ଓ ବଦ୍ୟକାରଙ୍କୁ ମଧ୍ୟ ଧନ୍ୟବାଦ।

  • @nirakarmallik2768
    @nirakarmallik2768 3 ปีที่แล้ว +3

    Santhi appa nic song🙅👌👌👌

  • @santoshkumarrath855
    @santoshkumarrath855 ปีที่แล้ว +1

    ଭଜନ ଟି ଖୁବ୍ ଭଲ କାରଣ ଭକ୍ତ ର ଭକ୍ତି ପୂର୍ଣ୍ଣ ପ୍ରଭୁ ଙ୍କ ନିକଟରେ ସସମ୍ରପିତ।

  • @pallavisahoo3724
    @pallavisahoo3724 ปีที่แล้ว +3

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ ପ୍ରଭୁ ଶାନ୍ତି ମାଡାମ୍ ଙ୍କୁ ମୋର ପ୍ରଣାମ 🙏 ପ୍ରଭୁ 🌸🙏🙏🙏🌸💐💐🙏

  • @sambumalik6027
    @sambumalik6027 10 หลายเดือนก่อน +2

    Santi Madam ama hrudayare thile a6anti au sada rahibe.. 🙏🙏🙏 tanku koti pranam..😢

  • @ahalyaranidip6931
    @ahalyaranidip6931 2 ปีที่แล้ว +10

    🙏madom. ବହୁତ ହୃଦୟଭରା ଗୀତ।ଆପଣଙ୍କୁ ଓ ଲେଖକଙ୍କୁ ଅସରନ୍ତି ଧନ୍ୟବାଦ ଓ ନମସ୍କାର🙏

  • @DiptiranjanBiswal-lj6qx
    @DiptiranjanBiswal-lj6qx ปีที่แล้ว

    Old is gold bahut sunder Gita

  • @guguexpress1436
    @guguexpress1436 10 หลายเดือนก่อน +3

    Omm Santi

  • @mr360liveevents
    @mr360liveevents 3 ปีที่แล้ว +2

    ହେ ବିଶ୍ଵ ବିଧାତା, ସମସ୍ତଙ୍କର ଦୁଃଖ ଦୂର କର ମହାବାହୁ, ଏତିକି ତୁମ ଚରଣରେ ପ୍ରାର୍ଥନା ।

  • @nagendrapradhan8123
    @nagendrapradhan8123 10 หลายเดือนก่อน +4

    ଶାନ୍ତି ଅପା ଙ୍କର ସବୁ ଭଜନ ବହୁତ ସୁନ୍ଦର ଲାଗୁଛି

  • @kokanbehera8173
    @kokanbehera8173 ปีที่แล้ว +2

    Bahut sundar Bhajan Beautiful God bless you

  • @jalandhargouda9728
    @jalandhargouda9728 10 หลายเดือนก่อน +6

    ଅତି ସୁନ୍ଦର

  • @bishnuprasad3097
    @bishnuprasad3097 9 หลายเดือนก่อน +2

    ବହୁତ ସୁନ୍ଦର ହେଇଛି।

  • @bhagabanpradhan4787
    @bhagabanpradhan4787 2 ปีที่แล้ว +1

    Jai shree Ram

  • @KanhuNaik-r2q
    @KanhuNaik-r2q 10 หลายเดือนก่อน +15

    ଓଡ଼ିଶା ର ଅନୁରାଧା ପୌଦ୍ୱଲ୍ ଶାନ୍ତି ଲତା ବାରିକ

  • @jhansimallick1435
    @jhansimallick1435 ปีที่แล้ว +3

    ଯେତେ ଶୁଣିଲେବି ଏ ଭଜନ ଶାନ୍ତି madam ଙ୍କର ବହୁତ ଭଲ ଲାଗେ

  • @lifesaver5373
    @lifesaver5373 8 หลายเดือนก่อน +1

    He jgannath 😢😢😢
    Bhala loka nku kahiki apanaka pakha ku nei jauchanti
    Mu bi kebe apananka
    Pakha ku jibi😢😢😢❤❤❤
    Kuhantu pradhu😊

  • @p.praliptapriyadarshnee
    @p.praliptapriyadarshnee 2 ปีที่แล้ว +5

    MO pravhu jagannath Om Jay jagannath swami 🚩🙏...

  • @JagamohanJena-l3p
    @JagamohanJena-l3p 10 หลายเดือนก่อน +3

    ହେ ମହାପ୍ରଭୂ ଆପଣ ବିଶ୍ଵ ର ମଙ୍ଗଳ କରନ୍ତୁ.... ଏ ରୋଗ କାହାକୁ କେବେ ନ ଆସୁ....

  • @Bulu123-uy6qs
    @Bulu123-uy6qs 4 หลายเดือนก่อน +1

    Musunchi,ganjam,Nettanga

  • @kartikchandrabarik525
    @kartikchandrabarik525 10 หลายเดือนก่อน +6

    ଏ ଭଳି କୋକିଳ କଣ୍ଠି ଓଡ଼ିଶା ରେ ବିରଳ 🙏🙏🙏🙏🙏

  • @Indiradehury-fm8kt
    @Indiradehury-fm8kt ปีที่แล้ว +1

    ଜଗନ୍ନାଥ ଭଜନ କଣ୍ଠଶୋର ସୁନ୍ଦର 🙏 ଜଗନ୍ନାଥଙ୍କୁ ମର🙏 ଶାନ୍ତି ଅପା 🙏♥️💚💙💜🤎

  • @manamohansahoo4693
    @manamohansahoo4693 ปีที่แล้ว +5

    Great pravu valare rakhantu

  • @suchismitamishra2907
    @suchismitamishra2907 2 หลายเดือนก่อน

    Se Maha Prabhu kna charan kamal re sabu dina pani palei gale. Jay Jagannath. ❤❤🙏🙏🙏🌹🌹🌹🌹

  • @anildehri9160
    @anildehri9160 4 ปีที่แล้ว +16

    जय जगन्नाथ! बहुत ही अच्छी आवाज है।

  • @toixcgameryt143
    @toixcgameryt143 4 หลายเดือนก่อน +1

    Jai shree jagannth❤❤❤‼️⭕🙌🙌🙌🙏🏻🙏🏻🙏🏻

  • @ramachandra14
    @ramachandra14 4 ปีที่แล้ว +66

    ହୃଦୟ କୁ ଛୁଇଁଲା ପରି ଭଜନ,ଭଗବାନ ଆପଣଙ୍କୁ ଦୀର୍ଘାୟୁ ଦିଅନ୍ତୁ

  • @ajayanayak5749
    @ajayanayak5749 3 ปีที่แล้ว +2

    Sundar bhajan

  • @barshamuduli168
    @barshamuduli168 2 ปีที่แล้ว +5

    ହୃୟସ୍ପର୍ଶୀ ଗୀତ jay jagarnath swami 🙏🙏🙏

  • @nukulchandrasahoo9318
    @nukulchandrasahoo9318 8 หลายเดือนก่อน

    ଅତ୍ୟନ୍ତ ସୁନ୍ଦର ଭଜନ ।
    କୋକିଳକଣ୍ଠୀ ଗାୟିକା ଶାନ୍ତିଲତା ବାରିକ ଶ୍ରୋତାଙ୍କ ଗହଣରେ ସର୍ବଦା ଅବିସ୍ମରଣୀୟ ।

  • @ajayjena3490
    @ajayjena3490 ปีที่แล้ว +4

    🙏🙏🙏🙏ହେ ବାବା କାଳିଆ ସାଆନ୍ତେ ମୋ ଡାକ ଶୁଣ ପ୍ରଭୁ 🙏🙏🙏🙏

  • @aaojiyeaise932
    @aaojiyeaise932 8 หลายเดือนก่อน

    Main cg se hu but jitni bar bhi ye bhajan sunta hu to mn ko shanti milti h ❤jai gagannath🙏🙏

  • @rashmiranjantripathy482
    @rashmiranjantripathy482 3 ปีที่แล้ว +11

    ୧୦୦ ଥର ରୁ ଅଧିକ ଥର ଶୁଣିବା ପରେ ମଧ୍ୟ ପ୍ରଥମେ ଶୁଣିବା ପରି ମନେ ହୁଏ ।
    ଅତୁଳନୀୟ ସୁଲଳିତ କଣ୍ଠ , ଶତକୋଟି ପ୍ରଣାମ ଶାନ୍ତିଲତା ମ୍ୟାଡମ୍ ଙ୍କୁ , ଗୀତିକାର ଓ ସଙ୍ଗୀତକାର ମହୋଦୟାଙ୍କୁ ଅଜସ୍ର ଧନ୍ୟବାଦ ଏ ଭଳି ଅତୁଳନୀୟ ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ପାଇଁ । 🙏🙏🙏

    • @surendranaik2862
      @surendranaik2862 9 หลายเดือนก่อน

      Bhaba ta ati sundar a miti heba uchit

  • @budhadebpradhanpradhan4088
    @budhadebpradhanpradhan4088 6 หลายเดือนก่อน

    ଶାନ୍ତି ଦିଦିଙ୍କ ଭଜନ ଉଚ୍ଚକୋଟୀର ଓ ହୃଦୟସ୍ପର୍ଶୀ l

  • @lipunbarik2425
    @lipunbarik2425 3 ปีที่แล้ว +6

    ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ 🙏🙏🙏🙏

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ହେ ଜଗନ୍ନାଥ ତୁମେ ମୋର ସୃଷ୍ଟି ସ୍ରଷ୍ଟା ପ୍ରଲୟ।

  • @nirupamasahoo6117
    @nirupamasahoo6117 3 ปีที่แล้ว +5

    🙏🙏❤️ Radhe Krishna Radhe Radhe Krishna krishna krishna hare hare

  • @hemantamalla5538
    @hemantamalla5538 3 ปีที่แล้ว +6

    ହୃଦୟ ତରଳି ଗଲା ଭଳି ଭଜନ।ପ୍ରଭୁ ଦୀର୍ଘାୟୁ କରନ୍ତୁ।ଜୟ ଜଗନ୍ନାଥ।

  • @bharatRout-bz8zd
    @bharatRout-bz8zd 3 หลายเดือนก่อน

    ଶାନ୍ତି ର ଅନ୍ୟ ନାମ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକ....
    .

  • @ranjitapusty6308
    @ranjitapusty6308 ปีที่แล้ว +20

    ଜଗତର ନାଥ ତୁମେ ଆହେ ଜଗନ୍ନାଥ..
    ତୁମକୁ ପ୍ରଣାମ ଜଣାଏ ଏଇ ତ ଅନାଥ।। 🙏🏻🙏🏻
    ତୁମରି ଆଶିଷ ଲଭି ପାଇଛି ମନୁଷ୍ଯ ଜନମ..
    ନାମ ସଦା ଥାଉ ମନରେ, ସୁଲଭ ହେଉ ଏ ଜନ୍ମ 🙏🏻🙏🏻

  • @pritamroutra4821
    @pritamroutra4821 2 ปีที่แล้ว

    🙏 Jai Shree Gopinathaya Namah 🙏 Jai Jagannath Swami Nayana Patha Gami Bhaba Tume 🙏 Jai Maa Rani Laxmi 🙏🎊🎉🍛💐🪔

  • @BidyaRauth-ll5mz
    @BidyaRauth-ll5mz 10 หลายเดือนก่อน +3

    ଏଇ ଗୀତ ଯୁଗେ ଯୁଗେ ପର୍ଯ୍ୟନ୍ତ ରହିବ

  • @suvashchandraswain391
    @suvashchandraswain391 ปีที่แล้ว +1

    Excellent

  • @rabindaradash6067
    @rabindaradash6067 4 ปีที่แล้ว +19

    Bahuta sundra gita jay jagannatha

  • @rudrarana5973
    @rudrarana5973 3 ปีที่แล้ว +1

    Jai Jagannath Swami nayana patha gami bhaba tume

  • @roupyajayanti1482
    @roupyajayanti1482 ปีที่แล้ว +4

    Nice Shanti apa

  • @SitakantaSahoo-zz8ew
    @SitakantaSahoo-zz8ew 9 หลายเดือนก่อน

    Very nice Bhajan 🎉❤

  • @radhakrushnapanigrahy7729
    @radhakrushnapanigrahy7729 4 ปีที่แล้ว +27

    Jay Jagannath.
    Jay Jagannath.
    a heart touching devotional odia bhajan.
    voice.......
    shantilata barik.
    conclusion... ....
    remember in early days it was a super hit odia bhajan.
    as an odia i.m very proud of the bhajan.
    jay jagannath swami.
    jay jagannath swami.
    found good voice of shantilata barik.

  • @NarottamSahu-i8d
    @NarottamSahu-i8d 3 หลายเดือนก่อน

    Jay sri Jagannatha Maha Prabhu❤Tume Hin Saha varasa prabhu.... Samastanku ghanta ghidei ki Rakhi tha prabhu 🙏Prabhu mo Jagannatha 🙏prabhu mo Jagannatha🙏 prabhu mo Jagannatha🙏