Sir Pahela apananku juhar..🙏🙏 Pahela muin redio thi apankar kishan bani Sunu thili Ahade muin tite redio lagi time tike nain bahar kari parbar to mate ehade apnkar Chanale miligala... Thank you sir...❤❤❤
Sar namaskar meri kripa kapas ka fulfal bahut kam a raha hai to main Kaun sa dawai lagaun to achcha fal fal aaye Mera bed bed 6 foot Kareeb ho chuka hai lekin colorful nahin a raha hai kam a raha hai main kaun sa dawai lagaun to achcha ful fula hai nauven din ho chuka hai mera Papa ka Jay Hind sar Jay kasol
ବହୁତ ସୁନ୍ଦର ପ୍ରଣାଳୀ କପା ଚାଷ ଲାଗି
ନମସ୍କାର ଆଜ୍ଞା
Sir
Pahela apananku juhar..🙏🙏
Pahela muin redio thi apankar kishan bani Sunu thili
Ahade muin tite redio lagi time tike nain bahar kari parbar to mate ehade apnkar Chanale miligala... Thank you sir...❤❤❤
Very nice good advice sir
Thanks and welcome
Bahut sundar sar🙏👍
ଜୁହାର ଆଜ୍ଞା, ଜୁହାର ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
Good job brother...keep growing!!!
Thank you, I will
ଆଜ୍ଞା କେ ବହୁତ ବହୁତ ଧନ୍ୟବାଦ 💐💐
Very nice ❤️❤️❤️❤️
Thank you so much sir 🙏😊
Most welcome
Dhanya bad sir
Bahut bhal Katha Mane angya
ଧନ୍ୟବାଦ ଆଜ୍ଞା
Good night sir❤❤❤
Thank you sir
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Spary ta shadule hesa be agaru dele heba kn ? Mane Rog lagbar agaru
ଦେଇ ପାରିଲେ ଭଲ
@@Kurefultv dhanyawad 😍
Dhanyvad sar
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Thank you sir 🙏👍👌
Most welcome
Dhanyvad aagyan
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Thank you sir.
ଧନ୍ୟବାଦ ଆଜ୍ଞା
Fantac plus
Thanks so much
Thanku sir 🙏
ଧନ୍ୟବାଦ ଆଜ୍ଞା
Nice job sir
ଧନ୍ୟବାଦ
Thanks you sar
ଧନ୍ୟବାଦ ଆଜ୍ଞା
Sir gute medicine dokan bala kahela je profenofas/sifarmethin use kale patar mota hoi jaesi ke
ସେମିତି କିଛି ନାହିଁ
Sir namaskar, amr kapa r Patra re lakhu kit lagi rahuchhi, keu pesticides dele bhal kapa gachha
ପ୍ରୋଫେନ୍ ଫସ୍ ଦିଅନ୍ତୁ
Sir namaskar. Phul phala nai jhad lagi hele ken mayara spray karba katha
ନମସ୍କାର ଆଜ୍ଞା
ଫେଣ୍ଟାପ୍ଳସ ହରମୋନ୍ ଦିଅନ୍ତୁ
Thanks sir
Welcome
Godrej ra Vipul fertilizer flower time ne dele chalba k ?
ଆରାମରେ ଦେଇ ପାରିବେ
Kenbihan. Kapa jagale 14/15quintal. Kapa. Heuchhe. Sar🙏tike kahebe
ସାଲିମାର୍ ଭେରାଇଟି ସବୁଠୁ ଅଧିକ
ଲଖଣ ଦାଦା ଜୁହାର 🙏🙏🙏
ଜୁହାର ଆଜ୍ଞା ଜୁହାର
ଆଗରୁ ମୁଇଁ ଆପଣଙ୍କୁ ରେଡିଓରେ ସୁଣୁଥିଲୀ
Right sir
ଧନ୍ୟବାଦ ଆଜ୍ଞା
Chamatkaar au phenta plus dui litar anibara achhi apana pathei paribe ki
ଆମାଜନ ଲିଙ୍କ୍ ଦିଆଯାଇଛି କିଣି ପାରିବେ
Chamatkar pgr link-640/-
amzn.to/3XrSxh4
Fenta plus hormon 1 ltr link 2310
amzn.to/4ga9ios
Jai kisaan
ଧନ୍ୟବାଦ ଆଜ୍ଞା ନମସ୍କାର
Sir flonikamait gachhar Patra ke mata karidesi ken sir
ନୁହେଁ, ଗଛର ପତ୍ର ରୋଗ ହୁଏ ନାହିଁ
କପା ଳୀଡାଳା ବେଳେ କେନ କେନ ସାର୍ ଦେମା
ୟୁରିଆ ସାର ସହିତ ଭିଟାମିନ ଦେଇ ପାରିବେ
Agiaa tk sunita amar kapa gachhara phul phal bahut jhaduchhe j kenta kale nijhade kahunta
ନମସ୍କାର ଆଜ୍ଞା
ଫେଣ୍ଟା ପ୍ଳସ୍ ହରମୋନ୍ ଦିଅନ୍ତୁ
Nano uria video pathaa o👍👌🙏
ଆଗକୁ ଦେଖି ପାରିବେ
Kapa re20.20.0.13gromor dele kan ta he ba
Thanks
ଧନ୍ୟବାଦ ଆଜ୍ଞା
Pani subidha nai thile b kapa kari heba k sir..?
ହୋଇ ପାରିବ, କମ୍ ପାଣି ରେ ହୁଏ। ବର୍ଷା ଦିନିଆ କରି ପାରିବେ।
Sarken. Chasi. 10ru15q bahar karba acadpichha. Angya se chasi. Adres. T k. Debe ta
ପ୍ରଧାନ ଆଜ୍ଞା ନମସ୍କାର
ଏସବୁ ବୈଜ୍ଞାନିକ ପଦ୍ଧତିରେ ସମ୍ଭବ ହୋଇ ପାରିବ।
ଅନେକ ଚାଷୀ ଏହା କରି ଦେଖାଇ ଦେଇ ପାରିଛନ୍ତି।
Mango 🥭 chasa bathe bujhai kaibe?
ନମସ୍କାର ଆଜ୍ଞା
ଆଗକୁ ଦେଖି ପାରିବେ ନିଶ୍ଚୟ
Ji sir
Balia aat thi kenta kapa bha heba batabe tike sir
ଆଗକୁ
Sar. Ken manji. Jagale acade k. 15q. Heuchhe
ଭଲ ପ୍ରଶ୍ନ ପଚାରିଲା ଆ
Kahile jen phul phal ra medicine rate kete padba
ନମସ୍କାର ଆଜ୍ଞା
୪୦୦-୫୦୦ ପଡେ
kapa chasa ne kenta kari kam kharcha ne kariheba sir aau adhika lava heba tk vdo bana sir
ନିଶ୍ଚୟ ଆଗକୁ ଦେଖି ପାରିବେ
agya itar description acche kae jodi acche deun
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
1 accord jami thi kete Quintal baharba
ପ୍ରଣାଲି ରେ କଲେ ଏକର ପ୍ରତି ୧୦-୧୨ କୁଇଣ୍ଟାଲ
sir gar delabele Kain sir dema
ମୂଲ ସାର
1packet ne kete debar padiba sir
ଭିଡିଓ ରେ ଡିଟେଲ୍ ଦିଆଯାଇଛି
Patra.modi.hele.ken.ousadh.sinchan.karibaku.padiba
ଓଵେରନ୍ ନହେଲେ ରୋଗର୍
Sir put marila time ne ken DAP dele bhal
୧୮/୪୬
Sir tumar namba tk daun🙏🏻🙏🏻
ଭିଡିଓ ରେ ଦିଆଯାଇଛି
କପା ଆଣ୍ଟ କେନ୍ତା କରି ପ୍ରସ୍ତୁତ କରମା
ପୁରା ଭିଡିଓ ଅଛି ଦୟାକରି ଦେଖିବାକୁ ଅନୁରୋଧ
Gute paket ra total kharcha kete heba e hisabe kale
୮-୧୧ କୁଇଣ୍ଟାଲ୍
Sir kapa phul phutla bele kana hela je patra budha hauchhe please sir
ଏନ୍ ପି କେ 18:18:18 ଦେଇ ପାରିବେ
latamara kana dema sir
ପେଣ୍ଡିମିଥାଲିନ୍
Kete tanka total kharcha heba angya
ଅଧା ବଜେଟ୍ ରେ କରନ୍ତୁ
Angya
Phal asbarta kete dine marma
ଫୁଲ ସମୟରେ
Kapa gacha kana Dele growth heba sir
22 din hai 6e
ମୂଳ ସାର ଦେଇଥିଲେ,୩୫-୪୦ ଦିନ ରେ ପହେଲା ଡୋଜ୍ ଦିଅନ୍ତୁ
Jun,july hele jakir barasa heuchhe
ନିଶ୍ଚୟ, ଠିକ୍ କଥା
ମଞ୍ଜି ଜହ ଆସୁଚେ ଆଜ୍ଞା
ଖାଏ ସାର ଦେଲେ ମଞ୍ଜି ଦବା ଆଜ୍ଞା
Tk କହୁନ
ଆପଣଙ୍କର ମତାମତ ଅପେକ୍ଷା ରେ ରହିନି
ଜୁହାର
ଦୟାକରି tk କହୁନ ଆଜ୍ଞା
Hello sir tamar voice sunla bagir laguche
Ganti binda pokalagle ken medicin dema sir
ନମସ୍କାର ଆଜ୍ଞା
ଉଲାଲା ଔଷଧ ଦିଅନ୍ତୁ
Kapa kenti kale tike badba sir
ପ୍ରଣାଳୀ ଅନୁସାରେ ସାର ଖତ ଦିଅନ୍ତୁ
Namaskar
ଜୁହାର ଆଜ୍ଞା ଜୁହାର, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
kapa ra patra poda rog pai medicine kana sri
ଫଙ୍ଗସ୍ ଜନିତ ରୋଗ ପାଇଁ ଆମିଷ୍ଟାର ଟପ୍ ଔଷଧ ଦେଇ ପାରିବେ।
ଧନ୍ୟ ବାଦ୍ ଦାଦା।।।।
ଇ ଜେନ କହିଲେ 65 ରୁ 70 ଦିନ ସାର ପ୍ରୟୋଗ
କେନ୍ତା ଦେବାର ଟେ।।
କପା ଗଛ ର ବୁନ୍ଧେ କେତେ ଗ୍ରାମ ଲେଖେ ଦେବାର ଟେ
୫୦ ଗ୍ରାମ, ଲେଖାଏଁ ଦେଇ ପାରିବେ, ତିନି ସାର କୁ ଗୋଟିଏ ଜାଗାରେ ମିଶାଇ ।
Juhar agyan kapa Rui Kari tindine latamara naidei tarpare ken latamara demu tike kahebe
ନମସ୍କାର ଆଜ୍ଞା
ଆପଣ ସାଥୀ ଘାସମରା କୁ ରୁଆ ର ପାଞ୍ଚ ଦିନ ପଯ୍ୟନ୍ତ ଦେଇ ପାରିବେ।
Pooda roga hele kana medicine deba sir
କପର ଅକ୍ସିକ୍ଳୋରାଡ୍ ଓ ଷ୍ଟ୍ରେପଟୋସାଇକ୍ଳିନ୍ ମିଶାଇ ଦିଅନ୍ତୁ
ନେପଥେଲିକ୍ ଏସିଟିକ୍ 4-5percent sl 3-4 ml/1dram ପାଣିରେ ଏହି spray କପା ରପି କରି କେତେ ଦିନ ରେ ଦିଆଯେସି ନେଇ କହେଲେ ଯେ
ଫୁଲ ଆସିବା ସମୟରେ କିମ୍ବା ଆଗରୁ
ଆଜ୍ଞା ଫଳ ବେଶୀ ଧରୁଥିବା ଭଲ ମଞ୍ଜି ମାନେ କେନ୍ କେନ୍ ଟା ଅଛେ କାହୁଁ ଟିକେ ।
ପ୍ରତି ଗଛ ରେ ହାରା ହାରି କେତେଟା ଲେଖାନ ଫଳ ଧରଶି ।
୨୦-୪୦
୪୦-୬୦
୬୦-୮୦
Khali ghas mara re kana misama ki6i nai misale kana heba mate tk kahun
କିଛି ନ ମିଶାଇଲେ ଭି କାମ କରେ, ମିଶାଇ ପାରିବେ
ପ୍ଲାନୋଫିକ୍ସ କେତେ ଲିଟର ରେ କେତେ ml ଦିଆଯିବା ସାର କପା ଚାଷ ରେ
ନମସ୍କାର
୨-୩ ଏମ୍ ଏଲ୍, ଲିଟର ପିଛା, ଦେଇ ପାରିବେ
କେଉଁ କେଉଁ ଶାର ଦେବାକୁ ପଡିବ ଆରମ୍ଭ ଟୁ ତାହା କୁଅ
Mula,Kanda au dala kana dele mota haba
ଫସ୍ ଫରସ୍ ଓ ପଟାସ୍ ସାର ଦେବେ
Sir sabukahele .panikatha kichinahi kahele
କମ୍ ପାଣି ଦରକାର କରିଥାଏ
,. Fula.Asibarta.ketaklemi ba.tkekah..AAgiA
Medicine kena milba
ବଡ଼ ବିହନ ଦୋକାନ ରେ ପାଇ ପାରିବେ
Prathame kana dei manji laga heba
ଡିଏପି ପଟାସ ଦିଅନ୍ତୁ
Kou Dina huye khara Dina na barsha dina
ଵର୍ଷାଦିନିଆ ସବୁଠୁ ଭଲ
Ajir video kana nei kana lagla , Thenks
Thanks so much
Kahali poka lagale kenta karmu
ଆଜ୍ଞା 🙏🏽🙏🏽🙏🏽🙏🏽 କପା ଫଳୁଛେ ଆରୁ ପତର haldia ହେଇକରି ଶୁଖି ଯାଉଛେ , ଝରି ପଡୁଛେ ନୂଆ ଫୁଲ ଅର୍ ନାଇ ଫୁଟି ପର୍ ବାର , ତାର ପ୍ରତିକାର kahun please sir
ନମସ୍କାର ଆଜ୍ଞା
ଏକ ଡ୍ରାମ୍ ପାଣି ରେ ଏନ୍ ପି କେ ୧୯:୧୯:୧୯ -୧୦୦ ଗ୍ରାମ ସିଞ୍ଚନ କରିପାରିବେ। ଏହା ସହିତ ୨ କେଜି ଦାନା ଦାର ଆଇରନ୍ ଓ ୨ କେଜି ମ୍ଯାଗ୍ନେସିୟମ ଦେଇ ପାରିବେ।
Kapa besi ful fala asiba medicine gute kahun dir
ଫେଣ୍ଟା ପ୍ଳସ୍ ହରମୋନ୍ ଦିଅନ୍ତୁ
Sar namaskar meri kripa kapas ka fulfal bahut kam a raha hai to main Kaun sa dawai lagaun to achcha fal fal aaye Mera bed bed 6 foot Kareeb ho chuka hai lekin colorful nahin a raha hai kam a raha hai main kaun sa dawai lagaun to achcha ful fula hai nauven din ho chuka hai mera Papa ka Jay Hind sar Jay kasol
ନମସ୍କାର ଆଜ୍ଞା
କପା ର ଅନୁମୋଦିତ ପ୍ରଣାଳୀ ଅନୁସରଣ କରି ଯଦି ଚାଷ କରୁଛନ୍ତି, ତେବେ ସାର ଔଷଧ ଦେଇ ପାରିବେ।ତାସହ ଅଧିକ ଫୁଲ ଫଳ ଆସିବା ପାଇଁ ଫେଣ୍ଟା ପ୍ଳସ୍ ହରମୋନ୍ ଦିଅନ୍ତୁ। ନହେଲେ ପୋସକ ସୁପର ହରମୋନ୍ ମଧ୍ୟ ଦେଇ ପାରିବେ।
Kapa ra patar lal tk jana paduchhe
Au gute gachha tk ni butabar
ନମସ୍କାର ଆଜ୍ଞା, ଆଗକୁ ଏହି ବିଷୟରେ ଦେଖି ପାରିବେ
Kappa gar kenta karma se..
ନମସ୍କାର ଆଜ୍ଞା
କପା ରେ ରିଢା କରି ଗାର କରିଵେ
ଇ ପଦ୍ଧତି ରେ କେତେ ଗୋଟେ ଏକର ରେ ଖର୍ଚ୍ଚ ହଉଛେ ଯେ ନି କହିଲେ
ଖର୍ଚ୍ଚ ନିଜର ହିସାବରେ କରନ୍ତୁ
Sir Jin medicines Mane kahu6n
Seta dokan re milba to
Kalahandi junagarh
ଆରାମରେ ପାଇ ପାରିବେ। ଏସବୁ ସାଧାରଣ ଔଷଧ
Graffiting brinjal re kete kn fertizers lagiba sir
ଭର୍ମିକମ୍ପୋଷ୍ଟ
ଡିଏପି ଗଛ କୁ ୧୦-୨୦ ଗ୍ରାମ
ତ୍ରିଶୂଳ ଔଷଧ ୨ ଏମ୍ ଏଲ୍/ ଲିଟର ପାଣି
କପା ଚାଶ ର ଭଲ ଇଂଫ୍ରମିସନ ଦେଇଥିଲେ
ଧନ୍ୟବାଦ ଆଜ୍ଞା ନମସ୍କାର
ଆମର ଆଡ଼ ଇ ଔଷଧ ମାନେ ନି ମିଳବାର ଜେ
ବିଗ୍ ହାଟ୍ ଡଟ୍ କମ୍ ରେ ପାଇ ପାରିବେ
Tomato re vitamin and poison ken ta dea heba katha
ଟମାଟୋର ରେ ଫେଣ୍ଟା ପ୍ଳସ୍ ହରମୋନ୍ ଦିଅନ୍ତୁ ଓ ରୋଗର କୀଟନାଶକ ଦେଇ ପାରିବେ।
ଲଖଡା ଲାଗି ken midisin mar maa
ଏସିଟାମିପ୍ରିଟ୍ କମ୍ଫୋଜିସନ୍ ଥିବା ଔଷଧ
@@Kurefultv thanks you
B j d ra prachhar ni kara
ନମସ୍କାର ଆଜ୍ଞା
ଆମେ ରାଜନୈତିକ ଦଳ ଠାରୁ ବହୁ ଉର୍ଦ୍ଧରେ, ତଥାପି ଆହୁରି ଦୃଷ୍ଟି ଦେବୁ।
ଆଉ ଲଟା ଲୁଟି ର ବି ବିଷୟ ରେ କିଛି ନି କହିଲେ
ଲଟାମରା ଲାଗି,ପେଣ୍ଡିମେଥାଲିନ୍ ଔଷଧ କୁହାଯାଇଛି।
Sir pdf daun
ଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ
ମହାଶୟ ସାର ର ନା ଟା ଟିକେ ଭଲ କରି କହୁନ
ନମସ୍କାର ଆଜ୍ଞା
ଦୟାକରି ଭଲ କରି ସୁଣି ନିଅନ୍ତୁ
Iphj
ଧନ୍ୟବାଦ ଆଜ୍ଞା
Khali poka
ଉଲାଲା ଔଷଧ ଦିଅନ୍ତୁ,୨ଏମ୍ ଏଲ୍ /ଲିଟର ପିଛା