Jibana Do Chhakire Ashara Alok Ep 386, 21 OCT 2023
ฝัง
- เผยแพร่เมื่อ 22 ต.ค. 2023
- This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Sukant Rath anchors the show and makes sure to get justice to the people involved and resolve real life issues
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 386#OdishaTV #OTV
ଏ ଯୋଉ ପୁଅର ଭାଇ ଯାତ୍ରା ପାର୍ଟି ଭଳି ଚିଲ୍ଲେଇକି କହୁଛି ,ହଁ ସେ ମଦ ପିଏ ..ହଁ ସେ ପଇସା ମାଗେ ,ଭାଉଜ ର ଭୁଲ .. ଆରେ ଶଳା ତୋ ଭାଇକୁ ବୁଝାଉନୁ ଆଗ ,ପୁରୁଷ ପିଲା ପରିଶ୍ରମ କରି ଘର ଚଳେଇବ । ଲଜ୍ଜା ଲାଗୁନି ଟିକିଏ ...ଖାଲି ଏ ଦୁଇ ଭାଇଙ୍କୁ ମାଡ଼ ଦରକାର ।
ଆଉ ,ଏ ଝିଅ ହେଉ କି କୋଉ ବି ଝିଅ ହେଉ .. ଏମିତି 15 ବର୍ଷରେ କ'ଣ ଚଙ୍ଗଚଙ୍ଗ ହେଇକି ପଳେଇଆସୁଛ ରେ ,ଏମିତି ହିଁ ଭୋଗିବାକୁ ପଡିବ ନା ,ଆରେ ପାଠ ପଢ଼ିକି ନିଜ ଗୋଡ଼ରେ ଛିଡ଼ା ହେଉନ ।
ଆଉ ଏ ଟୋକାକୁ ଖାଲି କୁରୁଛତ୍ର ମାଡ଼ ଦରକାର ,ଚୋର ଭଳିଆ ଚାହୁଁଛି ଶଳା ... ଆଶାର ଆଲୋକ ଏ ପ୍ରତ୍ୟେକ ଏପିଷୋଡ଼ ରେ କିଛି ନା କିଛି ସାମାଜିକ ମେସେଜ ରହୁଛି । ସମାଜ ସୁଧୁରିବା ଦରକାର ।
Right 👍
ହଁ ତମେ ଠିକ କହିଛ 👍
ଏ ପିଲା ଦେଖିବାକୁ ଚୋର.. ଭଳିଆ ଦେଖାଯାଉଛି 😄😄ଆଉ ତା ଭାଇ ସିଏ ବଡଗୁଣ୍ଡା.କ୍ରିମିନାଲ ଭଳିଆ ଦେଖାଯାଉଛି 😄😄😄😄
Right
ଗୌରୀ ବହୁତ ଭଲ ଝିଅ ଟିଏ . ଭଗବାନ ତମେ ଦୁଇ ଜଣଙ୍କର ମଙ୍ଗଳ କରନ୍ତୁ..
ଗୋପବନ୍ଧୁ ବାବୁ ଆପଣ କଥା ଗୁଡ଼ିକ ଏତେ ଦମ୍ ଲାଗୁନି ଆଉ ଟିକେ ଜୋର ଦେଇ କୁହନ୍ତୁ ସାର
ମିହିର ସାର ଥିଲେ ବହୁତ ଭଲ କହି ଥାନ୍ତେ ଆଉ ଗୋପବନ୍ଧୁ ସାର କହିବା ଦରକାର
ଏ ପିଲା ଙ୍କୁ ପ୍ରବଳ ମାଡ଼ ଦରକାର। ଯେମିତି ଲାଗୁଛି ଝିଅ ଠିକ୍ ଅଛି। ଅଭଦ୍ର ପିଲା।
ଭାଇ ଝିଅ ମନ ଇଛା ଯିବା ଟା ହି ଭୂଲ୍ କାରଣ
Aau kn taaku jibanaru mariba jaae apekhya karithanta😀
Bhai khali se pila ku nuhe ta sanga ku vi stage upare jemiti kathabarta karuchii laguchii ghara vangiba pachare yara vi pura vumika achii..
J
@@The_fact98Thik kahile A pila upare padi kahuchi mane ie bi sikhei thiba
ଭଉଣୀ ତୁମକୁ ଧନ୍ୟବାଦ ଆଉ ତୁମକୁ ଭଗବାନ ଭଲରେ ରଖିନ୍ତୁ
ଆରେ ଏ ସାଙ୍ଗସାଥି ହୋଇଆସିଛିନ୍ତି ଏଭଳି ଲୋକଙ୍କୁ ଜମାରୁ driving କରିବାଲାଗି ଦିଅନ୍ତୁ ନାହିଁ ଆଉ A ହିରର ସାଙ୍ଗ ସ୍ତ୍ରୀଙ୍କୁ କହୁଛି ବେଳଅଛି ଜୀବନ ରକ୍ଷାକରି ପଳେଇ ଯା ଆଉ ଏ ଯୌତୁକ କାଙ୍ଗାଳ ପୁଅ ତା ମା ବାପା ଗାଣ୍ଡିରେ ଗେହୁଁ
ଆଶାର ଆଲୋକ ସମସ୍ତ ଗୁରୁଜନ ମାନକୁ ଅନୁରୋଧ ଆପଣ ଜଉଟା otv ଦେଖାଇଚନି, ଆଉ ସେମାନଙ୍କ ପରିବାର କେମିତି ଅଛନ୍ତି, ଆଉ ପରିବାର କିଛି ଜୁଡିଛି, ଆଉ କିଛି ପରିବାର ଛିଡିଚି ତାର ତଦାରଖ କରନ୍ତୁ, ଭଲହବ , ଜୟ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ,
ଏ ଯେଉଁ ଶଳା ଦୁଇଟା ବସି ଛନ୍ତି ତାଙ୍କୁ ଖାଲି ମାଡ଼ି ଦର୍ କର
ଶଳାର ମୁହଁ ଦେଖି ଜଣାପଡୁଛି ସବୁଦିନ ମଦ ପିଉଥିବ ଆଉ
ganjei .daily 4 times
ଏମିତି ଭାଇ ସମତ୍ସ କୁ ଭଗବାନ ଦିଅନ୍ତୁ 🙏🙏🙏
ପୁଅଟା ଜବର ବେଧ ଅଛି, ଭଲ ବାଟକୁ ପଳେଇ ଆ ଖୁସି ରେ ଜିବନ କଟିବ, ଜୟ ଜଗନ୍ନାଥ,
ଆରେ ଝିଅମାନେ ଯିଏସବୁ ଭଲପାଇ ପଳେଉଛ ଟିକେ ଏହି episode ଟା ଦେଖ .....
ଦିଦି ତମେ ସ୍ତ୍ରୀ ମାନ ଙ୍କ ଭିତରେ 1ନମ୍ବର 👌👌👌👌
ଆଶାର ଆଲୋକ ଶେଷ ଦୃଶ୍ୟଟି ଦେଖିବାକୁ ଭାରି ଭଲଲାଗେ🥰🥰🤗
ଭାଇ ପୁଅ ବହୁତ ମିଛ କହୁଛି ଝିହ ଠୀକି ଅଛି ଝିହ ର ଭାଇ କୁ ଧାନବାଦ ତାର ଭଉନି କି ପାଖରେ ରହି ବଡା ଭଲ
ଭାଗ୍ୟ ରେ ଥିଲେ ଏମିତି ଶଳା ମିଳେ ❤❤ ମନେ ଝିଅ ର ଭାଇ
ଏହି ପିଲାଟି କୁ ଗୁଡ଼ାଏ ଗୁଡ଼ାଏ ପିଟିବା ଦରକାର , ପ୍ରେମରେ ମନେ ଏ ପିଲା ବୁଝି ପାରିଲା ନାହିଁ ,ଏହି ଭାଳି ପିଲା ମାନଙ୍କ ଯୁଗରୁ ଅନ୍ୟ ମାନଙ୍କ ପାଇଁ ଚିନ୍ତାରେ କାରଣ
Bedhe e
ଆରେ ଭାଇ ଭାଗ୍ୟ ରେ ଥିଲେ ଏମିତି କା ସ୍ତ୍ରୀ ମିଳେ ଭଲ ଝିଅ ଟା ତମ କୁ କ୍ଷମା କରିଦେଲା ଜ ଭଲ ରେ ରୁହ ଆଉ ସେ ଝିଅ କୁ ଦୁଃଖ ଦିଅ ନିଁ
Au e bhalia sanga bhagya kharap thile mile😂
ଦୁନିଆର ମୁର୍ଖ ସ୍ବାମୀ
ଏ ସଳାକୁ ଭୂହେ ଛେଚିବା କଥା ଏ ସଳା ଏମାନଙ୍କ ପାଇଁ ଆଜି ଦୂନିଆରେ ଘୁଣ ହତ୍ଯା କରୁଛନ୍ତି
ଏ ସଳାକୁ ମାଡ ଦରକାର ( ଏ ଝିଅକୁ ନିଶ୍ଚିତ ଭଗବାନ ସାହା ହେବେ )ଜୟ ଜଗନ୍ନାଥ
ମୋତେ ଲାଗୁଚି ପିଲା ବହୁତ ଦାୟିତ୍ୱହୀନ ଅଭଦ୍ର... ସେଥିପାଇଁ ମୁଁ ଅନୁରୋଧ କରୁଛି ଆଶାରଆଲୋକ ଟିମର ସମସ୍ତ ମେମ୍ବର କୁ ଏ ଝିଅଉପରେ ଟିକେ ଧ୍ୟାନରଖିବେ....ଜୟ ଜଗନ୍ନାଥ 🙏🙏🙏
ତା ସାଙ୍ଗରେ ଯୋଉ ଭାଇ ଟା ଆସିଛି ସେଇଟା ଶଳା ବି ମଦୁଆ
ବସନ୍ତ ଗୋଟିଏ ଅଳସୁଆ ଓ କୋଡ଼ିଆ, ସେଥି ପାଇଁ,ଏତେ ଭଲ ସ୍ତ୍ରୀ କୁ ହଇରାଣ କରୁଥିଲା
ଝିଅ ଙ୍କ ଭାଇ ବହୁତ ଭଲ ଭାଇ ଟି ଝିଅ ଙ୍କୁ କେମିତି ସୁଖ ଆଉ ସଂସାର ଭଲ ପାଇବା ମିଳିବ ମୋର ପ୍ରଭୁ ଙ୍କ ପାଖରେ ଏତିକି ପ୍ରାଥନା କରୁଛି 🙏ଜୟ ଜଗନ୍ନାଥ
ଏ ପିଲା କୁ କିଛି ନାହିଁ ଜେଲ କୁ ଗଲେ ଯାଇ ବଦଳିବ ୧ବର୍ଷ ଜେଲ ରେ ରହିଗଲେ ଜାଣିପାରିବ।
Ete episode dekhichi kintu emiti bujhilla bhali jhia te dekhi nathili jai jagannath 🙏 tumaku bhala re rakhantu sister
This lady is great ... Really appreciable
ବାହା ହେବା ପୂର୍ବରୁ 10ଥର ଭାବିବା ଦରକାର ନହେଲେ କିଳା ନେବାକୁ ପଡେ
Dhanyawad sister'. Tumaku bhagaban Saha huantu.jai jagannath 🙏🙏🙏🙏
God bless you amiti sabubele smile dia samasta paribarku Jay jagannath 🙏🙏🙏🙏🙏
Ai episode dekhi satare akhire luha asigala.bhagawan tuma dui jananku bhala re rakhantu
ଏ ଟୋକାଟା ମାଗଣା ଖିଆ ଟା
God bless u gauri....bhagavan bahut khusi re rakhantu ...bhagaban pua taku bhala pila karidiantu
ସମସ୍ତଙ୍କୁ ଧନ୍ୟବାଦ 🙏🙏🙏🙏
Best episode 😁😀
Presentation style of Sukanta sir is exellent.
ବେଲ ଜିଆ ଶଳା ଅଝରାଟା
Very thanks, may God bless you such social programme,
This is what happens when you ran away from home without any education and employment Good lesson the people thinking to do this kind of mistake You reap what you sow Good lesson
ଭଲ ପାଇ ବାହାହେଲେ ଏମିତି ହିଁ ହୁଏ
Sei. Salaku maddarkar.....😮😮😮
Great work Srikanth Bhai, judge sir and Reena madam
Jhia ti au jhia ra family bahut bhala
ଗୌରୀ ଙ୍କ ଭାଇ ମୁଁ କହିବି i love you ଭାଇ ନିଜ ରକ୍ତ ର ଭଉଣୀ ଯଦି ଭାଇ ଆଗରେ ଲୁହ ଝରାଏ ନା ସେ କଷ୍ଟ କେବଳ ଗୋଟେ ଭାଇ ହିଁ ବୁଝିପାରିବ ମୁଁ କେବଳ ଏତିକି କହିବି ଗୌରୀ ଭଉଣୀ ଙ୍କୁ କେମିତି ତାଙ୍କ ସୁଖ ର ସଂସାର ଫେରି ପାନ୍ତୁ 🙏
Jhia thik achhi.... E pua mada darkar only.... Jhia bhaii ta bahut bhadra au namra..... So e toko ku only secret mada darkar.
ଶଳା ଏବେ ବି ମାଲ ମାରି ଦେଇ ବସିଛି 😅😅
😂😂😂😂
You guys are doing great job ❤
Danayabad Bhai o bhouniku au ❤ashar alok ra membarnu Danayabad
Sabutharu jhiara bhaiku dhanyvad emiti Bhai jagate nihi
Agyan, bicharak mananku mora anurodha turanta e lokaku dawary case dei diantu, e loka manasika starare dauri lobhi, ଏପରି ଅପଦାର୍ଥ ଲୋକକୁ କେମିତି ପ୍ରେମ କରୁଥିଲ ଝିଅ?
❤❤ଭଲ ଝିଅଟିଏ
Jhia bahut Mature 💕
Last jaa ଦେଖି ଆଖିରୁ ପାଣି ବାହାରିଗଲା 😢😢😢😢😢😢😢 ଯୋଡି ଏମିତି ରହି ଥାଉ❤❤❤ ଗୋଡ଼ ବ୍ଳେସ you
ଝିଅଟିର ବେଲା ଖରାପ 😢😢😢
Gauri is best jhia ❤
ଗଲା ବେଳେ କିଛି ହୋଇନଥିଲା ଏବେ ସବୁ ହୋଉଚି ଏ ଝିଅର ଘରେ ବେସିଅଛି ତାକୁ ପୋସୁଛନ୍ତି ଆହୁରି ଦୀୟ
Didi Ra Bahi Ku bahuti bahuti thanks you 🙏🙏🙏🙏
A jhia ku dhanyabad 🙏 Jagannath yanku au yanka jhianku bhalare rakhantu🙏🙏🌹
Bhauni.. Tumanku.. Sahe.. Salam
Heart touching ❤💝👌
ପୁଅ ଘର ଲୋକ ହାରାମି ଗୁଡାକ
Vahut sweet jhia te cmnt n dei rahiparilini se jhia ra katha ate vla laguchi khali sunibaku echha heuchi
Bahut bhala re ruha jai shree krishna 🙏
Bhagay re thile Amiti bhai bahut bhalo❤❤❤
God bless you sister
Sir ତାଙ୍କୁ ଆଉ ୫୦ ହଜାର ଦିଅନ୍ତୁ ନାହିଁ କାରଣ ଏଇ ୫୦ହଜାର ଟଙ୍କା ରେ ପୁଣି ମଦ ପିଇ ଦେବ। ପୁଣୀ ଆଶାର ଆଲୋକ ଆସିବେ 😅
ବସନ୍ତକୁ ଆଗ ଜେଲରେ ପୁରା ଗୋଟିଏ ନାବାଳିକା ଝିଅକୁ ନେଇ ଯାଇଥିଲା,ବର୍ତମାନ ସମୟରେ ବସନ୍ତ ପରି ଅଯୋଗ୍ୟ ଲୋକ ହାତରେ ଝିଅକୁ ଟେକିଦେବା ଉଚିତ ନୁହେଁ
Maha prabhu jagatara natha jaganatha tuma manaku bhala re rakhantu
God bless you
That's why education is important😢
Bhaunhi tatedhanybad
ଏ ଶଶୁର ପୁଅକୁ। ଖାଲି ମାଡ଼ ଦରକାର ଆଉ କୁଛି ନୁହେ
ଅତି ଅଳସୁଆ ଅପାରଗ ଲୋକ ଆରେ ଭାଇ ପୁରୁଷ ପୁଅ ଯୋଉ ପୁରୁଷ ପଣିଆ ଦେଖେଇ ଏତେ ଛୋଟ ଝିଅକୁ ନେଇ ପଳେଇ ଵାହା ହେଲ ସେମିତି ରୋଜଗାର କରି ତାକୁ ଭଲରେ ରଖିବା ତମର ଦାୟିତ୍ବ ପୁଣି ଛୁଆଟେ ଅଛି ଏ ଭାଇ ସୁଧୁରି ଯାଅ ତୁମେ ବହୁତ ଭାଗ୍ୟବାନ ଭଲ ଝିଅକୁ ସ୍ତ୍ରୀ ରୂପେ ପାଇଛ ନିଜ ଶ୍ବଶୁର ଘର ଉପରେ ନିର୍ଭର ନ କରି ରୋଜଗାର କରି ଭଲରେ ରୁହ ଓ ସ୍ତ୍ରୀ ନିଜ ଛୁଆକୁ ଭଲରେ ରଖନ୍ତୁ ମୁଁ ଅନୁରୋଧ କରୁଛି ନିଜ ଗ୍ରୃହସ୍ତ ଧର୍ମକୁ ଠିକ୍ ଭାବେ ପାଳନ କରିବ ଏହି ମୋର ଆଶା ଓ ଅନୁରୋଧ 🙏🙏🙏🙏
Jhia bhai ku mani baku padhiba thanks❤ brother👌👌👌
Sebhaunira kathabarta bahut sundar niriha jhiati fhasigala
Thanks Aasara Aloka. God bless 🙏. Many thanks to you (Entire team members)
Best episode 👌👌👌👌👌
Ma akhiru 😢😢😢luha asigala bhouni god bless you bhouni
ଏ ପିଲା ଟା ମଣିଷ ନୁହ ଇଏ ହଉଚି ଗୋଟେ କୁକୁର ସମାନ ଏ ଭଳିଆ ମଣିଷ
toka ku bahut checha darkar
ଏଇ ଝିଅ ଟାର ହୃଦୟ ବଡ ବୋଲି ତୋତେ ସଳା କ୍ଷମା କରିଦେଲା ପିଲାଟିର ମୁଁହ କୁ ଚାହିଁ ନ ହେଲେ ଏସଳାକୁ ଥାନାରେ ଦେବା ଦରକାର
ଏହି ପରି ଝିଅ କେଉଁ ଜନ୍ମରେ ପୂନ୍ୟ କରି ଥିଲେ ଭାଗ୍ୟରେ ମିଳେ
Very nice
Very good aasaraalaka
Jay Jagannath 🙏🙏🙏🙏🙏🙏🙏🙏🙏🙏
Satokakumadadarakar
Jay Jagannath
Sir mane apanamananku anurodha ete sundar jhia ku se pila pakhaku pathantu nahin
Good luck🎉🎉🎉🎉🎉
Jay jaganatha
Jhiarabhaiku namaskar
Asara aloka dhnya bad amaku bi kandei daucha bahut bhala laguchi apanamanaka kama
God bless u sister ur heart is greatest ❤❤
Ei gote kahani dekhiki ba suniki mu bhabuchi bahuta pila change heijibe
🙏🙏🙏🙏🙏 Very good at you
Ye lokotaku bahut mado darkar
👌👌
Vulre kahasangare palei jibani ata vadrakia loka semiti
ଏବେ ଶଳା ପିଲାଟି ଚୁପ୍ ଅଛି ବୋଲି ଦେଇଛି କହୁଛ