News Fuse - A BJD Fan Like No Other

แชร์
ฝัง
  • เผยแพร่เมื่อ 30 ก.ย. 2024
  • News Fuse - A BJD Fan Like No Other
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishat...
    Android App: bit.ly/OTVAndr...
    iOS App: bit.ly/OTViOSApp
    TH-cam: goo.gl/Ehz6OP
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 1.1K

  • @milimallick5915
    @milimallick5915 3 ปีที่แล้ว +15

    ଆକୁ ପାଗେଳାମି ନୁହେଁ ସମ୍ମାନ ଓ ଭଲପାଇବା କୁହାଯାଏ ମିଡ଼ିଆ ଭାଇ ମାନେ ଖାଲି ଆକୁ ଖରାପ୍ ଦେଖାଇବା ପାଇଁ ପାଗଳ କହୁଛନ୍ତି ହେଲେ ସତ ଭଲପାଇବା ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆକୁ କୁହାଯାଏ👍
    Very good ଭାଇ 🙏

  • @Sher_Of_Hindustan
    @Sher_Of_Hindustan 3 ปีที่แล้ว +11

    ଲମ୍ବା କଦଳୀ ଗୋଟେ ଧରେଇଦେବେ ଆମ ମୁଖ୍ୟମନ୍ତ୍ରୀ...ଧରକିରି ଝୁଲୁଥୁବୁ....ଅଲାଜୁକିଆ ଅଇଁଠାଖିଆ

    • @sridharamohapatra5135
      @sridharamohapatra5135 3 ปีที่แล้ว

      😃😃😃କଣ କହିଲ ମୋ ଭାଇ

    • @Sher_Of_Hindustan
      @Sher_Of_Hindustan 3 ปีที่แล้ว

      @@sridharamohapatra5135 😃😃😃 ହା ହା ହା... ଆଉ କଣ କହିବି ଭାଇ...ଏ ମାଗିଆ ଯାକ ମଣିଷ ଜନ୍ମ ପାଇବା କଥା ନାହିଁ

  • @laxmidharswain4028
    @laxmidharswain4028 3 ปีที่แล้ว +76

    ଆରେ ପାଗଳ ଛାତିରେ ବାଜି ରାଉତ, ବକ୍ସି ଜଗବନ୍ଧୁ, ଜୈରାଜଗୁରୁ ଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ ଙ୍କ ଚିତ୍ର ଅଙ୍କିଥିଲେ ଲୋକେ ପୂଜା କରିଥାନ୍ତେ, ନିମକ ହରାମ ଙ୍କ ଚିତ୍ର ଆଙ୍କିଲେ ଲୋକହସା ହେବାକୁ ପଡିବ

  • @birensamal3449
    @birensamal3449 3 ปีที่แล้ว +138

    ଶଳା ଜୋଉଦିନ ବିଜେଡି ଖସିବ ତୋ ଚଡିଖୋଲିଦେବେ ବିରୋଧି ରହ

  • @sonusahoo3403
    @sonusahoo3403 3 ปีที่แล้ว +212

    ଆଠୁ ବଡ ପାଗଳ ବୋଧେ ରାଞ୍ଚୀ ରେ ବି ନଥିବେ🤔........

    • @pratapjena2654
      @pratapjena2654 3 ปีที่แล้ว +1

      🤣🤣🤣😂

    • @Rajmotiveworld
      @Rajmotiveworld 3 ปีที่แล้ว +1

      ତୁ କଣ ଭାଇ ଭକ୍ତ କି

    • @sonusahoo3403
      @sonusahoo3403 3 ปีที่แล้ว

      @@Rajmotiveworld ????? Kn

    • @Rajmotiveworld
      @Rajmotiveworld 3 ปีที่แล้ว

      @@sonusahoo3403
      ଭକ୍ତ କି ଓଡ଼ିଆ ରେ ପଚାରୁଛି

    • @sonusahoo3403
      @sonusahoo3403 3 ปีที่แล้ว

      @@Rajmotiveworld Han se pagala loka ta nabin ra pagala bhakta

  • @sanatanabehera1985
    @sanatanabehera1985 3 ปีที่แล้ว +175

    ସଳା କେଡେ ବେକାର ଲୋକ ନିଜ ବାପା ମା'ଙ୍କୁ ଟିକିଏ ସମୟ ଦେଇ ଥାନ୍ତା

    • @birjusahani4575
      @birjusahani4575 3 ปีที่แล้ว +1

      ମୁଁ ତତେ ସମୟ ଦେବି କି

    • @Mejj08
      @Mejj08 3 ปีที่แล้ว

      @@birjusahani4575 kemitia nugunda ta be

    • @kanhucharanpadhy143
      @kanhucharanpadhy143 3 ปีที่แล้ว

      @@birjusahani4575 bhasha thik kar

    • @a.rallatoz.2054
      @a.rallatoz.2054 3 ปีที่แล้ว

      Tu dauchhu ta

    • @badboyskb5985
      @badboyskb5985 2 ปีที่แล้ว

      @@birjusahani4575 to bapa sea ki taku tu samaya debu

  • @mrturuguru
    @mrturuguru 3 ปีที่แล้ว +55

    ନବୀନ ଫ୍ୟାନ ଙ୍କ ସବୁ ଜାଗା ଦେଖାଇଲେ
    ହେଲେ ଅସଲି ଜାଗାଟା କାଇଁ ଦେଖେଇଲେନି 🤔
    ସେଠି କଣ ଅସଲି ନବୀନଙ୍କ ଚିତ୍ର ଅଛି କି ?😜😜🤪😅😆😁😃

  • @goodartitude.9917
    @goodartitude.9917 2 ปีที่แล้ว +58

    ପ୍ରକୃତ ରେ ୟେ ପାଗଳ ନୁହେଁ CM ଙ୍କ ଭାବ ପ୍ରେମ ରେ ବଶୀଭୂତ ହୋଇ ଥିବା ଏକ ଜୀବ ଟିଏ.. ☝️☝️👽🥰

  • @kalyanisahoo9963
    @kalyanisahoo9963 3 ปีที่แล้ว +224

    ଓ ମାଗୋ ଟୁରୁ ଲବ୍..😅

  • @divergentthinker143
    @divergentthinker143 3 ปีที่แล้ว +17

    ଆଉ ଗାଡ଼ି seize ହେଲା ପରେ କିଏ ଦେଖୁଚ😂😂😂😂

  • @dds8244
    @dds8244 3 ปีที่แล้ว +9

    ଏ ପାଗଳକୁ ଦେଖି ଲାଗୁଛି ତା ଭଳି ବେଶ କରି ବୁଲିଲେ ଗାଡିର କାଗଜ ପତ୍ର ହେଲେଁମେଣ୍ଟେ କିଛି ଦରକାର ହେବନି

  • @prasantapanda1703
    @prasantapanda1703 3 ปีที่แล้ว +114

    ୟାକୁ ପୋଲିସ କାହିଁକି ଧରୁନି, କାରଣ ବିଜେଡି ଲୋକ

    • @birjusahani4575
      @birjusahani4575 3 ปีที่แล้ว +3

      ତୋ ଦୁଧ ଯୋଡ଼ାକ ସହିତ ଜଡିତ ହେବ ୟେ ରସାଳ ଲୋକ

    • @prasantapanda1703
      @prasantapanda1703 3 ปีที่แล้ว

      @@birjusahani4575 ତୋରି ଦୁଧରେ

    • @abhinnamahanta4655
      @abhinnamahanta4655 3 ปีที่แล้ว

      Tu bi ja

    • @sradharamvlogs3806
      @sradharamvlogs3806 3 ปีที่แล้ว

      @@birjusahani4575 kn kahucha njie janiparucha?

  • @ganusamanta6832
    @ganusamanta6832 3 ปีที่แล้ว +17

    ଯାହା ହଉ ନବୀନ ବାବୁ ଙ୍କ ଶକ୍ତି ରେ ଭକ୍ତ ର ନିଷ୍ଠାପର ସେବା 😂 କୁ ଦେଖି ଜୀବନ ଧନ୍ୟ ହୋଇଗଲା🙏🙏😀😀😂😂

  • @binitnabanitrout9715
    @binitnabanitrout9715 2 ปีที่แล้ว +1

    କିଛି ଘୋଡ଼ାମୁହାଁ ଏମିତି ବି... 🤦🏻‍♂️🤦🏻‍♂️🤦🏻‍♂️

  • @devilpintu2152
    @devilpintu2152 3 ปีที่แล้ว +49

    ଏ ମଣିଷ ଠୁ ବଡ଼ ପାଗଳ ଏ ଦୁନିଆରେ କେହି ନାହାନ୍ତି, ୟାକୁ କିଏ ପାଗଳ ଖାନା କୁ ନିଅରେ 😂😂😂😂😂🙏🙏🙏

  • @snayak5711
    @snayak5711 3 ปีที่แล้ว +35

    Mo marijauthaen loo... Ki prema tumara 😂😂😂😂😂

    • @Mejj08
      @Mejj08 3 ปีที่แล้ว +1

      OOO maa go turu luv

    • @sudipta562
      @sudipta562 3 ปีที่แล้ว +1

      😂

    • @snayak5711
      @snayak5711 3 ปีที่แล้ว

      @@Mejj08 😆😆

    • @jitendrabaliarsingh2164
      @jitendrabaliarsingh2164 3 ปีที่แล้ว

      I love you suja

    • @snayak5711
      @snayak5711 3 ปีที่แล้ว

      @@jitendrabaliarsingh2164 🤔🤔kie bandhu apana

  • @ajentertainment972
    @ajentertainment972 3 ปีที่แล้ว +212

    ମୋ ଜୀବନ ପଛେ ଷଡ଼େକେ ପଡିଥାଉ ନବୀନ ବାବୁ ଉଦ୍ଧାର ହେଉ 😜😜😜🙏🙏🙏

    • @basantadas4730
      @basantadas4730 3 ปีที่แล้ว +3

      ,😁😁😁😁😁😁😁😁😁😁😁😁

    • @rajapadhi6225
      @rajapadhi6225 3 ปีที่แล้ว +4

      Nokri nahi mil raha jese b kaam karke ghar chala na hy😲

    • @odiamusical
      @odiamusical 3 ปีที่แล้ว +10

      ଆହେ ଦୟାମୟ ବିଶ୍ବବିହାରୀ, ମୋତେ କରିଦିଅ ଗୋଟେ ମନ୍ତ୍ରୀ , ଜଳ ସ୍ଥଳ ବନଗିରି ଆକାଶ ଖୋଲ କରିଦେବି ପାଞ୍ଚବର୍ଷ , ତୁମ ଚରଣରେ ମୋର ଭକତି , କଳା ଟଙ୍କାରେ ବଢୁ ମୋ ସମ୍ପତ୍ତି , କୁଟ କପଟ ସ୍ଵଭାବ ଯାହାର ତାଙ୍କୁ କରିଦିଏ ମୋର ନିଜର , ଦୟାବିନୟ ନାହେୟୁ ମୋ ଭୂଷଣ ,ମୋର କାମ ଶୂନ୍ୟ ସିନା ବେଶୀ ଭାଷଣ , ସତ କହିବାକୁ ସଦା ଡରିବି ମିଛ କ ହି ପଛେ ଛୁରୀ ଧରିବି, ,,
      It's..... Aji Kali ka prathana ...

    • @sanjaynaik4711
      @sanjaynaik4711 3 ปีที่แล้ว +1

      Your right 👉🙏🙏

    • @susantakumarnahak548
      @susantakumarnahak548 3 ปีที่แล้ว

      @@rajapadhi6225p
      Pl
      P

  • @umeshmajhi7891
    @umeshmajhi7891 3 ปีที่แล้ว +18

    BJDର ପାଗଳ କୁକୁର ଇୟ।

    • @satyabanpujari97
      @satyabanpujari97 2 ปีที่แล้ว

      ଜଣଙ୍କ ଭଲପାଇବାକୁ ଯଦି ପାଗଳ କ‌ଉଚ,ସେ ଭାଇଙ୍କ ନବିନ ପ୍ରତି ଥିବା ସ୍ନେହଶ୍ରଦ୍ଧା କୁ ଯଦି ବୁଝିପାରୁନ। ଶୋଳା ତମଠୁ ବଡ ଆରାମି ଦୁନିଆରେ କିଏନଥିବେ। ତମବଳିଆ ଚୋରମାନେ ଖାଲି ଲୋକଙ୍କୁ ବଦନାମ କରିବା ହିଁ ଜାଣିଛ।😡😡😡😡😡😡😡 ସେ ଯାହାବି କଲା ତାର ଇଚ୍ଛା,ତମର ଗାଣ୍ଡି କ'ଣ ପାଇଁ କୁଳୁକୁଳୁ ହେଉଛି।

    • @swetashnaswain3436
      @swetashnaswain3436 2 ปีที่แล้ว

      Au tu kn BJP ra domestic animal 🦮

  • @madansahu9329
    @madansahu9329 3 ปีที่แล้ว +17

    କି ପ୍ରକାର ମତାମତ ଦେବୀ ଭାଷା ପାଉନି

  • @pintumadhuexpress5890
    @pintumadhuexpress5890 2 ปีที่แล้ว +2

    ପାଗଲ ମାଗିହା କେ କିଏ ଧରବା,ତୁଇ ବୁଲୁ ଥିବୁ ତୋର ଘରେ ପସି କି ନବିନ ଗେହିବା,ହେନତା ମାଗିହା ଆଏ

    • @satyabanpujari97
      @satyabanpujari97 2 ปีที่แล้ว

      ଜଣଙ୍କ ଭଲପାଇବାକୁ ଯଦି ପାଗଳ କ‌ଉଚ,ସେ ଭାଇଙ୍କ ନବିନ ପ୍ରତି ଥିବା ସ୍ନେହଶ୍ରଦ୍ଧା କୁ ଯଦି ବୁଝିପାରୁନ। ଶୋଳା ତମଠୁ ବଡ ଆରାମି ଦୁନିଆରେ କିଏନଥିବେ। ତମବଳିଆ ଚୋରମାନେ ଖାଲି ଲୋକଙ୍କୁ ବଦନାମ କରିବା ହିଁ ଜାଣିଛ।😡😡😡😡😡😡😡 ସେ ଯାହାବି କଲା ତାର ଇଚ୍ଛା,ତମର ଗାଣ୍ଡି କ'ଣ ପାଇଁ କୁଳୁକୁଳୁ ହେଉଛି।

  • @umeshmajhi7891
    @umeshmajhi7891 3 ปีที่แล้ว +53

    ଏମିତିୟା ପାଗଳ ଓଡିଶା ରେ ନ ଥିବେ ଷଳା କୁକୁର ଲାଜ ଲାଗୁନି ବୁଲା କୁକୁର। ନିଜ ର ଇଜ୍ୱତ ରଖେ ଷଳା ତୁତୁତୁ।

    • @thimpu123
      @thimpu123 3 ปีที่แล้ว +1

      Balana

    • @satyabanpujari97
      @satyabanpujari97 2 ปีที่แล้ว +1

      ଜଣଙ୍କ ଭଲପାଇବାକୁ ଯଦି ପାଗଳ କ‌ଉଚ,ସେ ଭାଇଙ୍କ ନବିନ ପ୍ରତି ଥିବା ସ୍ନେହଶ୍ରଦ୍ଧା କୁ ଯଦି ବୁଝିପାରୁନ। ଶୋଳା ତମଠୁ ବଡ ଆରାମି ଦୁନିଆରେ କିଏନଥିବେ। ତମବଳିଆ ଚୋରମାନେ ଖାଲି ଲୋକଙ୍କୁ ବଦନାମ କରିବା ହିଁ ଜାଣିଛ।😡😡😡😡😡😡😡 ସେ ଯାହାବି କଲା ତାର ଇଚ୍ଛା,ତମର ଗାଣ୍ଡି କ'ଣ ପାଇଁ କୁଳୁକୁଳୁ ହେଉଛି।

  • @ranjankumarmohanta2003
    @ranjankumarmohanta2003 3 ปีที่แล้ว +1

    Actually ଏ ଗୋଟେ ବଡ଼ ଗଞ୍ଜେଇ ପାଗଳ ଟା , ୟାଙ୍କୁ ଖୁବ୍ ଶୀଘ୍ର ରାଞ୍ଚି ନିଆଯାଉ ନ ହେଲେ ଲଙ୍କା ଧୂଆଁ ଦିଆଯାଉ .....ଲାଗୁଛି ନବୀନା ମରି ଗଲେ ଏ ଆତ୍ମହତ୍ୟା କରିବ ....

  • @dilkaraju241
    @dilkaraju241 3 ปีที่แล้ว +8

    ତା ପଛପଟ ହେୟାର ସ୍ଟାଇଲ ଟା ବିଆ ପରିକା
    ଦେଖାଯାଉଛି ଟିକିଏ ଧ୍ଯାନରେ ଦେଖ
    କେହି ରାଗିବନି ରାଗିଲେ ମୋ ବାଣ୍ଡ ଛୁଡିବ

  • @ladimandangi1114
    @ladimandangi1114 3 ปีที่แล้ว +1

    ରେ otv chanal ତମେ ଏହି ପ୍ରକାର news କାହିଁକି ଛାଡୁଚମ?କି ମୂର୍ଖ ବୁଦ୍ଧି ଲ ମା!

  • @munamohanta7101
    @munamohanta7101 3 ปีที่แล้ว +8

    ଶଳା କୁ ଆମ ଅଞ୍ଚଳ ରେ ଦେଖିଲେ ଧନୁ ତୀର ରେ ବିନ୍ଧି ଦେବି ଯାହା ହେବ ଦେଖା ଯିବ,,,,,,,,,ନିହାତି ପାଗଳ ଟା

  • @bimbadharpatra3463
    @bimbadharpatra3463 3 ปีที่แล้ว +11

    ପେଟରୁ ମସାଣି ଯାଏ ଯୁଜନା କହି ବାକୁ ଲଜ୍ୟା ଲାଗୁନି ଅଲଜ୍ୟା କଉ ଠିକାର ତୁମ ଯୁଜନା ପରା ଚୁଲୀକୁ ଗଲାଣି

  • @maheshkumar-fn4gc
    @maheshkumar-fn4gc 3 ปีที่แล้ว +8

    Tama otv bala Ra kain ଗାଣ୍ଡି ଫାଟୁଛି

    • @KINGSFARRY
      @KINGSFARRY 3 ปีที่แล้ว +1

      OTV hauchi BJP ra so......

  • @gklitu8807
    @gklitu8807 3 ปีที่แล้ว +1

    Jetiki pagala, murkha, madua, gunda, berojgari Sabu tama fan hai naveen babu. Satare emiti loka hin desha ku banchei rakhichanti au agaku madhya teki dharibe😂 , 1 tankia chaula.. mada maunsa au ta saha 100 tankia note gote dharei dele emane sabu tama sankha phunkibe. Sethi pain aji odisha sabuthu agare nuhe ki😂🤦‍♂️🤦‍♂️🤦‍♂️

  • @srikrushnabehera888
    @srikrushnabehera888 3 ปีที่แล้ว +54

    ବିଜେଡ଼ି ର‌ ଚେଲା କୁ ପୋଲିସ କୁକୁର ଧରୁନି

  • @swarajsinghdeo105
    @swarajsinghdeo105 ปีที่แล้ว +1

    ଭାଇ ଆମର କଳିଙ୍ଗ ଷଣ୍ଢ 🐄🐄🐄

  • @ashirbad_mallik
    @ashirbad_mallik 3 ปีที่แล้ว +5

    ତମର କାଇଁ ଫାଟୁଛି

  • @Entertenment...Pravat
    @Entertenment...Pravat 3 ปีที่แล้ว +2

    ଶଳା ପାଗଳ cm କୁ ପାଗଳ ତା ଫ୍ୟାନ

    • @rajendra12345
      @rajendra12345 3 ปีที่แล้ว

      😅😅😅😄😄😄

  • @ratankumarmahapatra7086
    @ratankumarmahapatra7086 2 ปีที่แล้ว +4

    ତମ ପାଇଁ ଗୋଟେ ❤️ heart ଯୋଜନା ହେଉ

  • @kalyanpanda5885
    @kalyanpanda5885 2 ปีที่แล้ว +1

    ଅଲାଜୁକ ମାନେ ଗଛରେ ଫଳନ୍ତିନି, ଆମ ଭିତରେ ଅଛନ୍ତି

  • @santoshichinara750
    @santoshichinara750 3 ปีที่แล้ว +10

    Bapa maa nka pain bi emiti karinathibe Pagala jie 1st ae dunia ku anichanti tanka fan age hua ... Tanka tatoo kale Lava achi..... Murkha

  • @santoshkumsr.ralraula4946
    @santoshkumsr.ralraula4946 2 ปีที่แล้ว +1

    ବାପାମାଆ ରନା ନଥିବ ବାଳଲେଖୁନୁ

  • @narayanaraula5540
    @narayanaraula5540 3 ปีที่แล้ว +49

    ପଦ୍ମଶ୍ରୀ ପୁରଷ୍କାର ମିଲିବା ଦରକାର

  • @abhimanyurout4574
    @abhimanyurout4574 2 ปีที่แล้ว

    ଏଭଳିପାଗଳାମି।ପାଇଁ।ଦେଣରେ।ଗଣତନ୍ତ୍ର।ଭୂସୁଡୁଛି

  • @pcedit2.094
    @pcedit2.094 3 ปีที่แล้ว +9

    Bala Sarkar

  • @papakipari.4522
    @papakipari.4522 3 ปีที่แล้ว

    Bjdକୁକେହି,ହରେଇପାରିଵେନାହି,କୁକୁରକୁବିଛିଡ଼।,କଲେbjdଜିତିବ

  • @Entertenment...Pravat
    @Entertenment...Pravat 3 ปีที่แล้ว +10

    ନବିନା ର ନାତି

  • @Bolo.Jay_shree_Ram.
    @Bolo.Jay_shree_Ram. 2 ปีที่แล้ว

    ଇଏଗୋଟାଏ ବଡ କୋଢିଆ କାମକରିବାକୁ ପଡିବବୋଲି ସ,,ବୁଲୁଚିଆଉକଣ,,,

  • @kumarpapun2588
    @kumarpapun2588 3 ปีที่แล้ว +27

    ତମ ବାପା ମା ଙ୍କର୍ tato କର ମୁଖ୍ୟ ମନ୍ତ୍ରୀ ର tato କଲେ କଣ ହେବ ନବୀନ ବିଜୁ ପଟ୍ଟନାୟକ ର tatto କରି ନାହିଁ ଦେଖ

    • @nilendrisahoovlogs312
      @nilendrisahoovlogs312 3 ปีที่แล้ว

      Per day 350 miluchhi ethi paii... it’s one of the job 👍

  • @dibya63
    @dibya63 3 ปีที่แล้ว +1

    ଏଇଟା ଗୋଟେ ବଧ ପାଗଳ

  • @niharranjanbehera4465
    @niharranjanbehera4465 3 ปีที่แล้ว +5

    ଜୟ ନବୀନ୍
    ଜୟ ବିଜେଡି

  • @shuvenduprusty7173
    @shuvenduprusty7173 ปีที่แล้ว +1

    Naveen Patnaik Odisha Re Jete pajant CM achanti odisha loka other state kama karibaku asu thibae

  • @GURESSUTAR
    @GURESSUTAR 3 ปีที่แล้ว +26

    Sala ku pahara darkar

  • @santoshkumsr.ralraula4946
    @santoshkumsr.ralraula4946 2 ปีที่แล้ว +1

    ତତେବାଳଚିନା

  • @smartphonefixer9497
    @smartphonefixer9497 3 ปีที่แล้ว +4

    Madua sarakar 😂😂😂😂
    Samastanku nku madua karideba

  • @vdoonanything6948
    @vdoonanything6948 2 ปีที่แล้ว +1

    Tame eta ku only news fuse re hin dekheipariba...tamara kalija nahin praise kariba pain..bujhila gi..bjd..bjd❤️❤️❤️Naveen Babu ame tuma fan 🤗😎

  • @koraputiastatus8278
    @koraputiastatus8278 3 ปีที่แล้ว +44

    Chenagudo miliba CM ro teki dhoritha

  • @biprapriya
    @biprapriya 3 ปีที่แล้ว +1

    ପାଗଳ ।

  • @sandeepmohanty5078
    @sandeepmohanty5078 3 ปีที่แล้ว +20

    Open person clean heart ♥ good

  • @sahadevnaik8944
    @sahadevnaik8944 3 ปีที่แล้ว +1

    Helmet kuade gala re narana

  • @jogeshpadhan1366
    @jogeshpadhan1366 3 ปีที่แล้ว +6

    Bjd fan omg app log aise karte go🤭🤭🤭🤪🤪

  • @kanhusir2899
    @kanhusir2899 3 ปีที่แล้ว +1

    Tttttttttuuuuuuuuuuuurrrrrrrrrrrrruuuuuuuuuulllllllllllllooooooooovvvvvvvvvvvvveeeeeeeee................

  • @aryanalok9517
    @aryanalok9517 3 ปีที่แล้ว +5

    Otv wala nkara phatuchi

  • @Kunal._.Editor
    @Kunal._.Editor 3 ปีที่แล้ว +1

    Ta bou ku magana rice miluchi

  • @soumyasahoo2329
    @soumyasahoo2329 3 ปีที่แล้ว +3

    Magiha 500 tankia munda emana nka ra ..petrol darkar and alchol darkar..au 500 darkar dina ku

  • @madhugoud1331
    @madhugoud1331 3 ปีที่แล้ว +1

    ନବୀନ ଟଙ୍କା ଦେଉଛି

  • @srajeshkumar1832
    @srajeshkumar1832 3 ปีที่แล้ว +13

    ଆରେ କେତେବେଳେ ଚାଲିଯିବରେ ବୁଢା କଣ କରିବୁ ତୁ ନାରଣ 🤣🤣🤣

  • @supravapk2957
    @supravapk2957 2 ปีที่แล้ว +2

    ଯଦି ଭକ୍ତ ହେବାର ଅଛି ଭଗବାନ ଙ୍କ ଭକ୍ତ ହୁଅ,,,

  • @sangrammallick7255
    @sangrammallick7255 2 ปีที่แล้ว +5

    Please Don't make fun with anyone's emotion

  • @sunil7070
    @sunil7070 3 ปีที่แล้ว +1

    Bhai amo odisha re bahut problem ,amti lokonku dekheiki time nasta karani. Police Kani dharibo se pa balunga prani Au Dala Power re achi Kichi heboni....

  • @Kishan-vi6yj
    @Kishan-vi6yj 3 ปีที่แล้ว +6

    Berojgari ro porinamo😂

  • @MGNewsLive
    @MGNewsLive ปีที่แล้ว +1

    ମଦୁଆ ଭକ୍ତ 😅

  • @anilbahubalendra1640
    @anilbahubalendra1640 3 ปีที่แล้ว +3

    Yaku kan RTO permission daeiche bike ku green colour kareche

  • @YT-MANOJ
    @YT-MANOJ 3 ปีที่แล้ว +1

    Salaku langala kariki pitiba katha mg

  • @bholanathmallick5168
    @bholanathmallick5168 3 ปีที่แล้ว +8

    ନିରିହ ଲୋକକୁ ଭଲ ଉପହାସ କରୁଛ otv

  • @deepakkjyotsna
    @deepakkjyotsna 2 ปีที่แล้ว

    ନବୀନ ପଟ୍ଟନାୟକଙ୍କ ନାମରେ କେହି ଶୌଚାଳୟ ବନେଇବନାହି

  • @ashwinibehera743
    @ashwinibehera743 3 ปีที่แล้ว +3

    ମାର ସଳାକୁ

  • @arabindasahoo4063
    @arabindasahoo4063 ปีที่แล้ว

    Hlo Hy ଛାଡ଼ନ୍ତୁ Naveen ବାବୁ କୁହନ୍ତୁ 🤓😆

  • @tapannayak4187
    @tapannayak4187 3 ปีที่แล้ว +6

    ଏଭଳି ଲୋକଙ୍କୁ ସମାଲୋଚନା ନକରିବା ଆବଶ୍ୟକ ସତରେ ତୁମେ ଥୋବରା ଭଳି ତାଙ୍କୁ ସମାଲୋଚନା କରୁଛ

  • @biwajitviswajeet
    @biwajitviswajeet ปีที่แล้ว

    Mgh ଯେଉଁ ସରକାର୍ ଚାକିରି ବିକୁଛି ତୁ ତାର Agent , mgh ଯେଉଁଦିନ ମୋ ହବୁଡ ରେ ପଡ଼ିବୁ ତୋତେ ମାରିଦେବୁ

  • @SingingBirds-tk8zi
    @SingingBirds-tk8zi 3 ปีที่แล้ว +3

    Fine kia daba ,,bina helmet re

  • @Rudra-qo8dx
    @Rudra-qo8dx 2 ปีที่แล้ว

    ତୋତେ ଲଜ୍ୟା ଲାଗୁନି। କାହିଁକି ରେ ଏମିତି ମୁଲ୍ୟ ହିନ ଜୀବନ କାଟୁଛୁ। ଶଳା କଉ ମନ୍ଦିରରେ ବସି ଭିକ ମାଗି ଶଙ୍ଖ ଫୁଙ୍କି ଫୁଙ୍କି ବସିଲେ କିଛିଟା ପାଇ ଥାଆନ୍ତୁ।

  • @legendgamer994
    @legendgamer994 3 ปีที่แล้ว +9

    Magia ta

    • @SubasNagPD
      @SubasNagPD 3 ปีที่แล้ว

      😄😄😄😄😄

  • @OdishavillageAspirantSangharsh
    @OdishavillageAspirantSangharsh 3 ปีที่แล้ว

    ପୋଲିସ ମାନେ ଶଙ୍ଖ ପତାକା ଦେଖିଲେ କିଛି documents ଦରକାର ନାହିଁ, ନା ହେଲମେଟ, ନା DL, ନା INSURANCE, ଏଇତ ଓଡିଶା, ନିର୍ବାଚନ ପ୍ରଚାର ରେ କହିବେ ଆମେ ଓଡ଼ିଶା କୁ USA ଠୁ ଅଧିକ Development କରିଛୁ, ଆଉ ଯୁବକଙ୍କ ନିଯୁକ୍ତି କଥା ଉଠିଲେ, ସରକାର ନଶୁଣିଲା ପରି ମୁହଁ ମୋଡି ଚାଲିଯାଉଛନ୍ତି 🤔🤔

  • @Bikash192
    @Bikash192 3 ปีที่แล้ว +6

    Wow 😲 Brand Fan.......

    • @sibudas2480
      @sibudas2480 3 ปีที่แล้ว

      Wow 🖕🖕🖕🖕🖕🖕fan

  • @Creator-y8y
    @Creator-y8y 3 ปีที่แล้ว

    ଆମେ ଜାଣିଛୁ ତୁ ବିଜେପି ଲୋକ ବିଜେଡି ର ଅପମାନ କରିକି news ବନାଉଛୁ

  • @debaprasadmohanty4836
    @debaprasadmohanty4836 3 ปีที่แล้ว +33

    Interesting Naveen fan, an innocent person.

  • @JagatanandaDhrupati
    @JagatanandaDhrupati 3 หลายเดือนก่อน +1

    Nabin grate Lider

  • @chandrashekhar2969
    @chandrashekhar2969 3 ปีที่แล้ว +13

    BJD SALARY PAID FAN(GEETING MONEY FROM BJD TO SHOW OFF AS BJD FAN)

  • @Rudra-qo8dx
    @Rudra-qo8dx 2 ปีที่แล้ว

    ତୁ ଶଳା ଏଠି ବେଶୀ ନବୀନ ପଟ୍ଟନାୟକ ଦେଖେଇ ହୋ ନାହିଁ।kerala ନାହିଁତ Andhra ଯାଇ କଉ ଗୋଟେ ଭଲ ହୋଟେଲ ରେ plet wash କରେ, ତେବେ ତୋ ପରିବାର ଚଳେଇ ପାରିବୁ। ଏମିତି ଛାତିରେ ନା ଲେଖି ଲେଖି ଓଡ଼ିଶାର 4/5 ଲକ୍ଷ ଲୋକ ଦାଦନ ଖଟୁଛନ୍ତି। ଶଳା ଚୁତୀଆ।

  • @channel-iw6re
    @channel-iw6re 3 ปีที่แล้ว +3

    ବାୟା ଲୋକ

  • @JagatanandaDhrupati
    @JagatanandaDhrupati 3 หลายเดือนก่อน +1

    Nabin grate cm

  • @sanjitbhokta2374
    @sanjitbhokta2374 3 ปีที่แล้ว +4

    Hari bol🙏🙏🙏🙏🙏🙏🙏

  • @gaganbihari-bm3bu
    @gaganbihari-bm3bu 3 หลายเดือนก่อน

    ତୁମେ ଦେଖିବ କେମିତି ତୁମର ସେମିତି ଭଲ ପାଇବା ନାହିଁ ଓଟିଭି ଵାଲା ସବୁ ଚୋର

  • @sailenchakrabor8096
    @sailenchakrabor8096 3 ปีที่แล้ว +4

    Jay navin ji. ✌✌✌💓💓

  • @kalicharanmahapatra885
    @kalicharanmahapatra885 ปีที่แล้ว

    ଭୁଲ କରିଛି ,ପୁଲିସ କାହିଁକି ଧରଵ ଏତେ b j d ଗୁଣ୍ଡ।

  • @bipinswain6848
    @bipinswain6848 3 ปีที่แล้ว +6

    Jai shree ram 🙏🏻🚩

  • @subratjana8563
    @subratjana8563 3 ปีที่แล้ว

    ଭାଇ କେତେ ଟାଉଟରି ପଇସା ଜମାକଲଣି, ତମକୁ ଯେ କଣ କୁହାଯିବ, ବେହିୟା ପଛରେ ବଥ ହେଲେ ଛାଉଣୀ ବୋଲି ଲାଗେ, ତମେ ସେହି ମାନକଂ ମଧ୍ଯ ରୁ ଜଣେ, ଛି ଛି ଛି ଛି ଛି ଛି ଛି ସମୟକୁ ଅପେକ୍ଷା କର ଏହାର ଏବଂ ୟାକଂ ବାବାଙ୍କ ପରିଣାମ ଦେଖିବାକୁ ମିଳିବ

  • @gopaldandasena6242
    @gopaldandasena6242 3 ปีที่แล้ว +32

    Open minded people... great fan of sai ram and Naveen Patnaik...

  • @BD-hi9nu
    @BD-hi9nu 3 ปีที่แล้ว +1

    Pagal giheli

  • @rojalinnayak9660
    @rojalinnayak9660 3 ปีที่แล้ว +18

    I have never seen such a mad person.

  • @lifestyleofficialsnabin9232
    @lifestyleofficialsnabin9232 3 ปีที่แล้ว +2

    Bhai bjd re bajayant Panda nahi ta. Seti pai otv ra kam kala v loke .... sabu janichhanti kemiti. Kahibi bhai Au kana kahibi bujhileni Au. Kana kahibi. Nije ta otv malik bjp

    • @sbeditingzone4829
      @sbeditingzone4829 3 ปีที่แล้ว

      Nabin kharap nuhe bhai sala Odisha loka goda Kharap 👍 😁😂

    • @lifestyleofficialsnabin9232
      @lifestyleofficialsnabin9232 3 ปีที่แล้ว

      @@sbeditingzone4829 janichhi bhai Nabin babu bhal. Sabu kam bhal. Jete dele kan heb manisa ku. Khaibe janakar. Gaibe janankar. Nabin is best

  • @Letsbecomehappy8890
    @Letsbecomehappy8890 3 ปีที่แล้ว +7

    He Navin Babu Ame Tama Fan😂😂😂

  • @pratappatra9032
    @pratappatra9032 3 ปีที่แล้ว +1

    C,m,no1naveen,,pat Naik

  • @m.tcreations552
    @m.tcreations552 3 ปีที่แล้ว +9

    Jay Bjd bhai good job 👍

  • @mr.sabya_0921
    @mr.sabya_0921 2 ปีที่แล้ว +1

    Tama gandi kain poduchi