ବାବୁ ମହଲ: 'ଆଳୁ ଚାଟ୍' | Babu Mahal # 247 : Alu Chat | Odia Cartoon Comedy
ฝัง
- เผยแพร่เมื่อ 9 ก.พ. 2025
- ପଶ୍ଚିମବଙ୍ଗ ଆଳୁ ଗାଡି ନ ଛାଡିବା ଦ୍ଵାରା ବଜାରରେ ଏବେ ଘୋର ଆଳୁ ସଙ୍କଟ ପରିଲିକ୍ଷିତ ହଉଛି, ଯାହାଦ୍ଵାରା ଗୁପ୍ଚୁପ, ଚାଟ୍ ଆଦି ବିକୁଥିବା ଛୋଟ ବ୍ୟବସାୟୀ ମାନେ ଅନେକ ହଇରାଣରେ ପଡୁଛନ୍ତି । ଏମିତି କିଛି କାହାଣୀକୁ ନେଇ ଏଥର ବାବୁ ମହଲରେ 'ଆଳୁ ଚାଟ୍ '।
ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
Babu Mahal # 247 : ଆଳୁ ଚାଟ୍ ( A funny odia animated cartoon web series from Dharitri Live )
This video is not allowed for reuse/ redistribution in any form and manner on any source. Copyright owner : Dharitri Live
LIKE | SHARE | SUBSCRIBE
Also Watch:
👉 Special Episodes : • Special Videos
👉 'Fun with Public' all episodes: • Fun With Public | ଫନ୍ ...
👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
👉 Health Tips: • Health Tips | ହେଲ୍ଥ୍...
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : • Delicious momos in Bhu...
👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
For more updates please visit us:
👉 Website: www.dharitri.com
👉 Facebook: / dharitrinews
👉 Twitter: / dharitrilive1
👉 TH-cam: / dharitrilive
👉 Instagram: / dharitrilive
#BabuMahal #OdiaCartoon #OdiaComedy #Odisha #PotatoCrisis
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏
Jay jagannath 🙏❣️❤
He Prabhu 🙏🙏🙏🙊🙊🙊🙏🙏🌹🌹🌹
❤❤❤❤❤bahut maja lagila
ଜୟ ଜଗନ୍ନାଥ ଜୟ ମା ଲଷ୍ମୀ 😍🙂🥰💗
Wow. 🔥🔥❤️🔥🔥🔥🔥❤️❤️🔥🔥❤️
First comment ❤🎉
🇮🇳🇮🇳🇮🇳🇮🇳❤❤❤❤ I love my india
I love my India 🙏🙏♥️♥️♥️♥️♥️♥️
Balasore bhai and bhauni sabu like kara😮😮😮❤❤
Jai jaban jai kisan 🐅🐅🐅🐅
Jai jaban jai kisan
ଜୟ ମା ଆଳୁ😂😅😊
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏ଆଳୁ ରେଟ ଶୀଘ୍ର କମିଯାଉ, ସନିଆ ଭାଇର ବେପାର ବଢିଚାଲୁ 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
Jay jagannath
Very nice comedy❤❤😂😂
Ama bada thakur Jagannath nka paike like gote haijau 🙏🙏🙏
Jay jagannath 🙏
Ilovemyln
କୋଉ ମାନେ ମୋ ପରି ବଡ଼ ହୋଇ କିବି cartoon ଦେଖୁଛ like karo ❤😊❤
Mu 😅😅
Hera sanya bhai ❤❤😂😅
Jai Hindi,all 🎉🎉🎉🎉🎉🎉
Friends all 😊 Sania is tha best 😊❤ Jay jagannatha ⭕‼️⭕🛕🚩🙏
ଜୟ ଜଗନ୍ନାଥ ସାଙ୍ଗମାନେ ସନିଆ ଭାଈ ଆମକୁ କହୁନ ଆମେ ଚାଟ ଖାଇବାକୁ ଜିବୁଜେ ❤❤❤👌👌👌👌
ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗ ନିଜ ମାତୃଭାଷା ।
ସନିଆ ଭଳି କୋଉ ମାନେ କାମ କରନ୍ତି semane 👍🏻 kare 🥰❤️ ... Happy indian day 🇮🇳🇮🇳🇮🇳🥳🙏🏻 ____
Jay hind❤❤🇮🇳🇮🇳🇮🇳🇮🇳🙏🙏🙏
Happy Independence day 💐💐💐
Happy independence all of you 🇮🇳🥰
Sai 😂
Jou mane sania ku Bhala pauchha like kara❤👍 please
Best comedy’s channel ever Sonia bhai❤
ହେରା ସନିଆ ଭାଈ ସକାଳୁ ସକାଳୁ ତୁମ ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା ଯେ😅❤
😂😂
Hn
Hi...sonali
Hn je😅😅
@@Subhashree0987 WhatsApp...?
Happy Independence Day❤❤🇮🇳🇮🇳
Amaku chat dia ❤
Love from salepur nischintakoili CTC ❤
ହେରା ସାନିଆ ଭାଇ ଚା ଦୋକାନ ଗୋଟେ କରିବା କି 😅😅❤
କିଏ କିଏ Cuttack ra ଦେଖୁଚ Like kara 🙏👌👌
Yes
Tuma ghara kouthi 🎉
Totally jagatsinghpur ❤
My House cuttck mar
Nice story 👌👌👍👍
I love you ❤️
Tommrrow is very special day for every india Wishes happy independence day ❤️
Ban de mataram❤❤❤❤😂🎉🎉
Jay jagannath ସମସ୍ତେ ଓଡ଼ିଆ ଭାଷା ପାଇଁ ଗର୍ବ ❤❤❤
କାଲି independence day 🇮🇳🇮🇳🇮🇳🇮🇳 କାଲି ସମସ୍ତେ କାଉଁବଳି ଭାବରେ ଏଇ ଦିନ ଟିକୁ ସ୍ମରଣ କରିବେ,,,like ❤❤❤❤ କରିବେ Jay Bharat Mata ki,,,Jay Hind
😊
ଜୟ ଭାରତ ମାତା କି ଜୟ
Kali ku independence day❤❤❤
Same setution Mora 😢😢
Tomorrow is independence day of our country who is ready for 78th independence day of india
Bhala laguchhi
Good morning all of you
Jay hind Bharat 🇮🇳🇮🇳🇮🇳🇮🇳🇮🇳
ଅଗଷ୍ଟ 15 ପାଇଁ ଗୋଟେ ଲାଇକ ହଉ😅😅🇮🇳🇮🇳🇮🇳
ଓଗଷ୍ଟ 15 ସାରଳା na
Beautiful ❤️ laguchi video
Jay Tridevi 🙏🏻 Jay Tridev 🙏🏻
ହେରା ସନିଆ ଭାଇ ବହୁତ ସୁନ୍ଦର ଭିଡିଓ 😊😅
ଆଜିର ଭିଡିଓ ଟି ବହୁତ୍ ଭଲ ଲାଗୁଛି ❤ 😊😊 ଜୟ ଜଗନ୍ନାଥ 🙏🏻 🙌 ବାବୁ ମହଲ
Jay jagannath
ଆଜିର ଭିଡିଓ ଟି ବହୁତ୍ ଭଲ ଲାଗିଲା❤କାଲି ବି ସ୍ଵାଧୀନତା ଦିବସ ଆସୁଛି ସେଥିପାଇଁ ଆପଣ କାଲି ଯାହାବି ହେଲେ ଆମ ଭାରତ ମାତା ର ସ୍ଵାଧୀନ ଭାରତ ର ଭିଡିଓ ଆଣି ଆମ ମାନଙ୍କ ପାଖରେ ପହଞ୍ଚେଇବା ପାଇଁ ଅନୁରୋଧ 🙏🏻
ଜୟ ଭାରତ ମାତା କି --' ଜୟ '🇮🇳🇮🇳🙏
Love from Boudh ♥️
Sm 😊
Jay jagannath
Chat with pillar potato is an innovative idea. Very funny.
Advance happy independence day🫡🇮🇳🇮🇳
❤️jay hind🫡❤️
Happy independence day 🇮🇳🇮🇳🇮🇳🇮🇳
ଚାଟ୍ କାହାକୁ ଭଲ ଲାଗେ like କର❤
Independence day 🇮🇳🇮🇳🇮🇳🇮🇳🇮🇳🇮🇳🇮🇳
Any one from angul❤❤❤❤
Kia kia bls ru dekhu cha like tika hau ❤
ଖୁବ ସୁନ୍ଦର😄
PsemceEk😃😫😫😫
Pwah😙
Kali asiba vdio❤❤
Sania comedy re sabu episode mun dekhe mate bhari badhiya lage...plz select my comment
Video ta bahut bhala lagila❤
ସନିଆ ଭାଇ
ଖୁବ୍ ଭଲ ହେଇଛି
ଭାଇ ହାତକୁ ଦି ହାତ ହେଇ pada ଯେ
ଆଉ ଭାଗ୍ୟ ବଦଳି ଯିବ ଯେ
😮
କିଏ କିଏ boudh ରୁ ଦେଖୁଛନ୍ତି
Mu
Mu
Mu bi❤
ପଶ୍ଚିମବଙ୍ଗ ଆଳୁ ଗାଡି ନ ଛାଡିବା ଦ୍ବାରା ବଜାରରେ ଏବେ ଘୋର ଆଳୁ ସଙ୍କଟ ପରିଲିକ୍ଷିତ ହଉଛି, ଯାହାଦ୍ବାରା ଗୁପ୍ତ ପ, ଚାଟ୍ ଆଦି ବିକୁଥୁବା ଛୋଟ ବ୍ୟବସାୟୀ ମାନେ ଅନେକ ହଇରାଣରେ ପଡୁଛନ୍ତି । ଆମେ ମଧ୍ୟ ନିତି ଦିନ ବହୁତ ହଇରାଣ ରେ ପଡୁଛୁ !!!👍👍👍👍👍👍👍👍👍
Ama desha kebe swadin hei tu thila coment like Kara ❤
Kali❤❤❤
କାଲିକି ହବ 😂
@@chaitanyapujari-km7jq hm
1947 August 15😂😂
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଏ ଦେଶ ସ୍ବାଧୀନ ହୋଇଥିଲା ସତ, ହେଲେ ତମେ ଝାଡ଼ା/ପରିସ୍ରା କରି comment ଲେଖିବାକୁ ଆସିଥିଲେ ଭଲ ହେଇଥାନ୍ତା ।
😂😂😂😅
Good morning Sania vai
Jay hind
All time fav cartoon ❤❤
ସନିଆ ହେରା କାଇଁ ଜେ ଏତେ ହୋଇରାଣ ହେଉଛ, ଯେଉଁ ଡାଳ ଧରୁଚ ସେଇ ଡାଳ ଭାଙ୍ଗୁଛି 😂😂😂😂😂😂
❤
Kendrapara pila like kara❤
Sania bhai kya bad hai ❤❤❤❤❤
Thank you 🙏
Helo Majhi babu ❤
*ଧନ୍ୟବାଦ ସନିଆ ଭାଇ😊 ଚାଟ୍ ଦୋକାନ ପାଇଁ କିନ୍ତୁ କ'ଣ କରିବା ଆଳୁ ଦାମ୍ ରେଟ ଶୁଣିଲା ପରେ କିଣିବା ପାଇଁ ଓ ଖାଇବାକୁ ଡର ଲାଗୁଛି😳ଆମ ପୁଣେ ସହରରେ ଆଳୁ ୧କେଜି ୫୦/- ଅଛି*
So funny 🎉🎉🎉😅😂
Best Comedy 😊😊😊😊😅😆🙄😉😉
ସନିଆ ଜମା କାମକୁ ନୁହେଁ
ଆମ ମୟୂରଭଞରୁ କିଏକିଏ ଦଖୁଛ ସନିଆ ଭାଇକୁ ଗୋଟେ👍କର😘❤️❤️❤️❤️❤️❤️❤️
Kie jajpur ru dekhucha like kara😅😅😅
Mat heichii video ❤
Sania is tha best 😊❤
😊😊😊😊
Sabu khusi to
Alu becho 😅😅😅
CSK lovers ❤❤❤ likes kara❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉
ସ୍ୱାଧୀନତା ଦିବସ ଭିଡିଓ ଦେଖିବା ପାଇଁ କିଏ କିଏ ଅପେଖା କରିଛ ?
1947august15
Mu wait karichi
ଭ୍ରମ: ଅପେଖା
ସଂଶୋଧନ: ଅପେକ୍ଷା
Love ❤😂😢😮😅😊 2:06 2:07
ଏ ସୋନିଆ ଦ୍ଵାରା କିଛି ଗୋଟେ ହେଇ ପାରିବ ନାହିଁ
🎉😅🎉🎉😅😅
ମୁଁ ❤
କାଲି ଅଗଷ୍ଟ 15🇮🇳🌸🌹କଉ ମାନେ
ତ୍ରିରଙ୍ଗା କୁ ଭଲ ପାଓ 👍 କର❤
🇮🇳
Bhai seita ତ୍ରିରଙ୍ଗା
ଭାଇ ଓଡ଼ିଆ ଟିକେ ଭଲରେ ଲେଖନ୍ତୁ
ଭାଇ ତ୍ରିରଙ୍ଗା ଲେଖିବା ଶିଖ
ମୁଁ
Bhadrak ruu kau kau Mane sania comedi dekhuchanti moo coment ree gote like hau plz 😘🥰🥰🥰🥰🥰 jay shree ram 🙏🙏🙏🙏🙏
Comedy and comment spelling mistake
Sania bhai ❤❤
❤😮😮
ସବୁଭଲ ହେଲେ କଣ ହବ ସନିଆ ର କିଛି କାମ ସଫଳ ହୋଇ ପାରୁନି. ସେଥିପାଇଁ ଭଲ ଲାଗୁନି
Current situation ku nei heichhi😂😅
😊😊😊 ସନିଆ ସବୁ ବେଳେ ମାଡ଼ କିଣି ଖାଉଛନ୍ତି
🇮🇳🇮🇳🇮🇳🇮🇳🇮🇳
କମେଡି ଟି ବହୁତ ଭଲ ଲାଗିଲା,, 😄👍👌 ପୁରା ସନିଆ ର ଯେମିତି ଲସି ବେପାର ଭଳି 👍👌😄🥰😊❤️💕