ଧରା ପଡିଗଲେ ମୋହନ ମାଝୀ,ଯାଜପୁର ରେ ଖୋଲିଗଲା ସବୁ ଗୁମର || Odisha Poltics || Odisha Bjd ||

แชร์
ฝัง
  • เผยแพร่เมื่อ 6 ต.ค. 2024

ความคิดเห็น • 237

  • @brajasundarsahoo1590
    @brajasundarsahoo1590 6 วันที่ผ่านมา +15

    CM କିଛି ଜାଣି ପାରୁ ନାହାନ୍ତି । କିଏ ଗୋଟେ ରାଜ୍ୟଦ୍ରୋହି ଲେଖି ଦେଉଛି ସେ ଝାଳନାଳ ହୋଇ ପଢିକି ଶୁଣେଇ ଦେଉଛନ୍ତି । ଆଉ କିଛି ଅବାଞ୍ଛିତ ତାକୁ ସମର୍ଥନ କରୁଛନ୍ତି । ବିକାଶ କାହାକୁ କହନ୍ତି ଓଡ଼ିଶାବାସୀ ନବୀନବାବୁଙ୍କ ପାଖରୁ ଶିଖିଛନ୍ତି l

    • @chandrasekharbhoi935
      @chandrasekharbhoi935 5 วันที่ผ่านมา

      Tomuhan Ku lajanahi kire poda muhin

    • @Divyaofficial321
      @Divyaofficial321 5 วันที่ผ่านมา +1

      ହ 24 ବର୍ଷର ବାଣ ବିକାଶ ହେଇଛି ।

    • @brajasundarsahoo1590
      @brajasundarsahoo1590 5 วันที่ผ่านมา +1

      @@Divyaofficial321 24ବର୍ଷ ପୂର୍ବରୁ ଲୋକ ଖାଇବାକୁ ପାଉ ନଥିଲେ ଏବେ ପେଟ ପୁରା ଖାଉଛନ୍ତି, ଚାଲିବାକୁ ବାଟ ପାଉ ନଥିଲେ ଏବେ ଗାଡ଼ି ମୋଟର ଦୌଡୁଛି, ଯା ପାଖରେ ସାଇକଲ ନଥିଲା ତା ପାଖରେ ଦୁଇ ଚକିଆ ଚାରି ଚକିଆ ଗାଡି ଅଛି,ମୋବାଇଲ କଣ ଜାଣି ନଥିଲେ ଦାମୀ ମୋବାଇଲ ଧରି ବୁଲୁଛନ୍ତି, ଗାଁ ମାନଙ୍କରେ matriculate ଦୁଇ ଚାରିଟା ଦେଖl ଯାଉ ନଥିଲେ ଏବେ ଘରେ ଘରେ graduate ବାହାରିଲେଣି, ସାଧାରଣ ରୋଗରେ ଲୋକ ମରୁଥିଲେ ଏବେ ଉନ୍ନତ ସ୍ବାସ୍ଥ୍ୟସେବା ପାଉଛନ୍ତି, ଜଣେ ଚାଷୀ ଯେତିକି ଧାନ ପାଉଥିଲା ନିଜକୁ ନିଅଣ୍ଟ ହେଉଥିଲା ଏବେ ସେତିକି ଜମିରେ ଲକ୍ଷ ଲକ୍ଷ ଟଙ୍କା ଧାନ ବିକ୍ରି କରୁଛନ୍ତି l ବାତ୍ୟା ଗୋଟେ ଆସିଲେ ଅନେକ ଧନ ଜୀବନ କ୍ଷତି ହେଉଥିଲା ଏବେ zero casuality ହେଉଛି । ଏଗୁଡ଼ିକ ବିକାଶଧାରା ର ନମୁନା ନୁହେଁ କି ? ନୂଆ ସରକାର ଓଡିଶାକୁ ଆମେରିକା କରିବେ କି ସିଙ୍ଗାପୁର କରିବେ ପାଞ୍ଚ ବର୍ଷ ଭିତରେ ଜଣା ପଡ଼ିବ। ସେ ତ କହିଛନ୍ତି ପାଞ୍ଚ ବର୍ଷରେ ପଚାଶ ବର୍ଷର ବିକାଶ କରିବେ । ଦେଖାଯାଉ, ରଜ୍ୟବାସୀ ଅପେକ୍ଷାରେ ରହିଲେ।

  • @MunaBhai-qh9fl
    @MunaBhai-qh9fl 7 วันที่ผ่านมา +30

    ଜୟ ଜଗନ୍ନାଥ 🙏🏻 ଜୟ ନବୀନ ପଟ୍ଟନାୟକ ସାର୍ ପରୀ କେହି ହେବେନି ସେ ମହାନ ବନ୍ଦେ ଉତ୍କଳ ଜନନୀ 🙏🏻

    • @Rakesh_androider
      @Rakesh_androider 5 วันที่ผ่านมา +1

      24 ବର୍ଷ ତୋ ଖାଇଗଲା ନବିନ ସରକାର ଏବେ ବିଜେପି କୁ ଖାଈବାକୁ ଦିଅ 😡

    • @kartiksoren3711
      @kartiksoren3711 5 วันที่ผ่านมา

      Balo nabin

  • @sakuntalanundruka4991
    @sakuntalanundruka4991 วันที่ผ่านมา +3

    🙏👍❤Right madam Jay BJD Jay Naveen Jay jagannath

  • @dharmendrasahu6008
    @dharmendrasahu6008 5 วันที่ผ่านมา +4

    କେତେ ନବୀନ ଗଲେଣି ସେଇ ଓଡିଶା ବିଧାନସଭା ପଡିଚି। ସେଇ ଲୋକ ଅଛନ୍ତି ଆଗାମୀ ପିଢ଼ି ମଧ୍ୟ ଥିବେ। ରାଜଧାନୀ ଆଜିବି ବିଦ୍ୟମାନ ❤❤❤❤।

  • @saratchandranayak2512
    @saratchandranayak2512 7 วันที่ผ่านมา +15

    Sulata madam is right. Bjd jindabad.

  • @laxmidharapatra4861
    @laxmidharapatra4861 6 วันที่ผ่านมา +6

    ମୋହନ ମାଝିର ଜ୍ଞାନ ତ ପରିବା ବେପାରୀତାରୁ କମ l କଣ କରିବ ସିଏ l

  • @AswaniSahoo-q9y
    @AswaniSahoo-q9y 5 วันที่ผ่านมา +3

    Naveen sir jindabad

  • @pranabaswain9900
    @pranabaswain9900 7 วันที่ผ่านมา +13

    Super michhuya BJP sarakar
    Naveen Sir Great CM ❤️🙏

  • @dillipbehera4215
    @dillipbehera4215 วันที่ผ่านมา +1

    ନବୀନ ପଟନାୟକ real hiro

  • @PriyabrataPanda-vf6kd
    @PriyabrataPanda-vf6kd วันที่ผ่านมา +1

    Nabin Babu is the great.

  • @hasinaniyali-wy7ny
    @hasinaniyali-wy7ny 5 วันที่ผ่านมา +3

    Thank you very much information madam ❤🎉

  • @tapanmaharana-gq9vl
    @tapanmaharana-gq9vl 6 วันที่ผ่านมา +1

    Bjd Bjd Bjd ra jay Heu

  • @SujitMohanty-kr2ks
    @SujitMohanty-kr2ks 5 วันที่ผ่านมา +1

    Jay Naveen sir 💚🙏

  • @sanatansahoo8683
    @sanatansahoo8683 3 วันที่ผ่านมา +1

    Naveen sir Jay hind

  • @ritaranidas9951
    @ritaranidas9951 7 วันที่ผ่านมา +1

    Best mam your talking

  • @gobindamurmu-ci3ni
    @gobindamurmu-ci3ni 7 วันที่ผ่านมา +9

    ମାଡାମ ଆପଣ ଜାଇଛନ୍ତିକି। ନଗଡା

  • @BikuCreations972
    @BikuCreations972 6 วันที่ผ่านมา +2

    ପ୍ରକୃତ କଥା ହେଲା କୋଉ ରାଜନୈତିକ ଦଳ ଭଲ ନୁହେଁ,ଆଉ କୋଉ ଦଳ ବି ନିଜ ରାଜ୍ୟର କି ରାଜ୍ୟ ବାସୀଙ୍କର ସ୍ବାର୍ଥ ଚାହାନ୍ତି ନାହିଁ । କେବଳ ନେତାମାନେ ନିଜ ସ୍ବାର୍ଥ ଦେଖନ୍ତି । ଆଉ ଖାଲି ମିଡିଆ ଆଗରେ ଯାହା ଭାଲେଇ ହବା କଥା ।

    • @Zyx8172
      @Zyx8172 3 ชั่วโมงที่ผ่านมา

      10000000000%right

  • @nakulabehera8456
    @nakulabehera8456 6 วันที่ผ่านมา +1

    କୋଲ କନ୍ଧ ମୁଖ୍ୟମନ୍ତ୍ରୀ

  • @hansdahcreation4k849
    @hansdahcreation4k849 5 วันที่ผ่านมา

    Odisha ro cm mohan sir best❣️

  • @goutamkaran7863
    @goutamkaran7863 7 วันที่ผ่านมา +4

    ଯଦି କମ ଅଛି ସେଥିପାଇଁ ନବୀନ ସରକାର ଦାୟ

  • @_bapi___303
    @_bapi___303 7 วันที่ผ่านมา +1

    Bjd💪🏾💪🏾💪🏾

  • @laxmikumarihota3636
    @laxmikumarihota3636 7 วันที่ผ่านมา +10

    Jay. Nabin.

  • @ramachandrabehera4696
    @ramachandrabehera4696 7 วันที่ผ่านมา +1

    ❤ ଆମ ଓଡ଼ିଶା ନବୀନ ଓଡ଼ିଶା

  • @antaryamidas1784
    @antaryamidas1784 6 วันที่ผ่านมา +9

    ତୋ ଭଳିଆ ନିଲଠି ଜଗତରେ ନାହିଁ

    • @manashnayak2794
      @manashnayak2794 5 วันที่ผ่านมา

      ତୁ ଆଜିକା ଦିନରେ ଖାଇ ପିଇ ବଂଚିଛୁ ତୋ ଫ୍ୟାମିଲି ବଂଚି ଛତି କେବଳ ବିଜେଡି ମାଗେଣା ଯୋଜନା ଖାଇ, 24,ବର୍ଷ ର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଓଡିଶା ଚାଲିଛି ଆଜିକା ମୁଖ୍ୟମନ୍ତ୍ରୀ ବୋପା ପଳ କରିଛି

    • @roulvillagfarm
      @roulvillagfarm 5 วันที่ผ่านมา

      ବାଧିଲା କି ,,,
      ସତ କହିଲେ ଭାରି ବାଧେ ,,,,
      ଏ କଳି ଯୁଗ ସତକୁ କେହି କାହିଁ ହଜମ କରିପାରନ୍ତି ନାହିଁ ,,,

  • @RashmitaSahoo-om9zw
    @RashmitaSahoo-om9zw 2 วันที่ผ่านมา

    Thank s mam

  • @biswajithappysahoo1794
    @biswajithappysahoo1794 6 วันที่ผ่านมา +5

    Ketebele Kendrapara ghara kahuchanty aau ketebele jajpur kahuchanty,actually aapananka ghara kouthi.....

  • @asokajena956
    @asokajena956 7 วันที่ผ่านมา +1

    ଜୟ ନବୀନ ଜୟ ଓଡିଶା

  • @patelxxxmohanta9474
    @patelxxxmohanta9474 7 วันที่ผ่านมา +6

    Rohija mausi 5barsaku baki ochhi…

  • @gyanaranjan4828
    @gyanaranjan4828 6 วันที่ผ่านมา

    Didi Right 👍👍👍👍👍👍👍 BJD

  • @BudhiaHansdah-c8r
    @BudhiaHansdah-c8r 5 วันที่ผ่านมา +4

    ରଂଗ ମାରି 5ଟି କଲ ସେ କଥା ତ କାଇଁ କହୁନ ଏବେ କ'ଣ ବାଧୁଛି

  • @LaluPradhan-rp8yn
    @LaluPradhan-rp8yn 2 วันที่ผ่านมา

    Mohanmajhi best cm

  • @SubashBehera-i1s
    @SubashBehera-i1s 7 วันที่ผ่านมา

    Bjd good mam ritght

  • @PravakarParamanik-u9k
    @PravakarParamanik-u9k วันที่ผ่านมา

    ❤Jay Jagannath Jay nabin babu Jay BJD Jay ❤

  • @sibasankarsahu1284
    @sibasankarsahu1284 2 วันที่ผ่านมา

    Naveen sir we want again...

  • @UdhabBehera-x9k
    @UdhabBehera-x9k 5 วันที่ผ่านมา

    Bjd ଓଡିଶା କୁ ଛୁଡ଼ି ଛତା କରିଦେଇଛି ତୁ ଏଠି ଭାଷଣ ମାରୁଛି

  • @sunilrauto5923
    @sunilrauto5923 5 วันที่ผ่านมา +4

    2027 ବେଳକୁ ଓଡ଼ିଶାରେ bjd ଲୋପ ହୋଇଯିବ

    • @roulvillagfarm
      @roulvillagfarm 5 วันที่ผ่านมา

      ସୋପ୍ନ ଦେଖିବା ଭଲ କିନ୍ତୁ ଦିବା ସ୍ୱପ୍ନ ଦେଖ ନାହିଁ

  • @chaturamahanta013
    @chaturamahanta013 5 วันที่ผ่านมา

    ଏଟା ପରବଳ ପାଗଳୀ ଟା। କିଛି ଜାଣନ୍ତି ନାହିଁ। ଯିଏ ଭଲ ଲୋକ ସେ କଦାପି ବିଜେଡି ରେ ମିଶିବା ନାହିଁ। କାରଣ ନବୀନ ସରକାର ୫୦/୭୦ ପରିବାରର ନାୟ ଦେଇନାହାନ୍ତି ବିଜେଡି ସରକାର।

  • @prabhucharandas1433
    @prabhucharandas1433 5 วันที่ผ่านมา +3

    ବିଜେପି ମିଛ ବିନା ସତ କହି ଜାଣିନି ଆଉ ମୋହନ ନୂଆଁ କଣ କହିଲେ ।

  • @JayantaRoute
    @JayantaRoute 5 วันที่ผ่านมา

    ଏଗୁଡାକ ବିଜେଡି ଚିଠା ସବୁ ମିଛଗୁଡିକ ପାଣ୍ଡିଆ ଡାଟା ମିଛୁଆ ରାଧେଇ। ମହନ ମାଝୀ ଠିକ ନିର୍ଭୁଲ କହିଛନ୍ତି।

  • @KajalRout-q8h
    @KajalRout-q8h 7 วันที่ผ่านมา +1

    Jay bjd

  • @susantapradhan3350
    @susantapradhan3350 7 วันที่ผ่านมา +4

    BJP jindabad Mohan Majhi jindabad❤❤❤❤

  • @surendrasahoo1363
    @surendrasahoo1363 2 วันที่ผ่านมา

    ଜେତେ ଟାଉଟର ମରୀ ଥିଲେ ଏଟାଉଟରଣୀ ଆସିଥିଲା

  • @MukundaShoo
    @MukundaShoo 3 วันที่ผ่านมา

    Nabin ର ତଳ ମୁହାଁ ପାଚିଲା ମିଛ,ଆଉଶୁଲତାଦେଇ ଙ୍କ ଏସତୀଶିରୋମଣି ଫାଲତୁ କଥା, କାଇଁ ବିକଳ ହେଉଛ ? ଯେଉଁ କର୍ମକରିଛ ଲୋକସଭାରେ ଶୂନ୍ୟ, ଆଉ ଟିକେ ରହିଗଲା ବିଧାନସଭା ୨୦୨୯ରେ ପୋଛି ହେଇଯିବା

  • @SarojKumar-ef8nd
    @SarojKumar-ef8nd 5 วันที่ผ่านมา +1

    Jay jagannath

  • @Colgateicecream_
    @Colgateicecream_ 2 วันที่ผ่านมา +1

    25 ବର୍ଷ ଶାସନ ରେ ରହି ପ୍ରଭାବୀ କରି ନଥାନ୍ତେ ଆଉ କ ଣ ଅଣ୍ଡା ଉସୁମ କରିଥାନ୍ତେ

    • @tripatisabar3414
      @tripatisabar3414 ชั่วโมงที่ผ่านมา

      25 barsa re kn tame anda paina

    • @tripatisabar3414
      @tripatisabar3414 ชั่วโมงที่ผ่านมา

      100 dina re bade paicha

  • @bajunath3828
    @bajunath3828 2 วันที่ผ่านมา

    ସୁଲତା ମାଡାମ 24 ବରଷ କଣ କରିଛ ଓଡିଶା ବାସି ଠିକ୍ ଜ ବାବ ଦେଇଛନ୍ତି ଏବେ କୁକୁର ଭଳି ଭୂକିଲେ କଣ ହେବ ଛିଛିଛି

  • @dharmendrasahu6008
    @dharmendrasahu6008 5 วันที่ผ่านมา +3

    ନବୀନ ପଟ୍ଟନାୟକ ଗୋଟେ ବ୍ରହ୍ମ ପାଗଳ ଟା ମୁଣ୍ଡରେ ବୁଦ୍ଧି ଶୁଦ୍ଧି କିଛି ନାହଁ। ଚଠା ଚାମଚା ଯାହା କହୁଥିଲେ ଖାଲି approval signature ✅✅ ମାରୁଥିଲା। ବୟସ ହେଲାଣି ରାଜନୀତିରୁ ସନ୍ନ୍ୟାସ ନେବାକୁ ତାଙ୍କ ନାଁ ରେ ରାଜନୀତି ବନ୍ଦ କର।

  • @himansusekhar3325
    @himansusekhar3325 7 วันที่ผ่านมา +1

    Jay Naveen Patnaik

  • @jyotiranjandas2552
    @jyotiranjandas2552 5 วันที่ผ่านมา +1

    Madam why are you so worried give a chance BJP to continue 5yrs .Then people decide which govt is best.

  • @AsishMarndi1998
    @AsishMarndi1998 5 วันที่ผ่านมา +1

    Bjd kichhi bi koriparibo ni. Tanku kebebi vote diyoni.

  • @KartikPujari-rv2kx
    @KartikPujari-rv2kx 7 วันที่ผ่านมา +1

    B. J. D. Sarbanash

  • @SanjuKumar-mq6mc
    @SanjuKumar-mq6mc 4 ชั่วโมงที่ผ่านมา

    Sabu durniti neta achanti odisha re
    Only nabina sir is best CM of odisha

  • @BapiKumar-xu6lp
    @BapiKumar-xu6lp 6 วันที่ผ่านมา

    ଆଲୈମାଝାବେଡି,,, ମତେଲାଗୁଚି,,, ଝାବେଡିଛିଛି

  • @tripatisabar3414
    @tripatisabar3414 ชั่วโมงที่ผ่านมา

    Jay nabina babu

  • @bisantasoren2534
    @bisantasoren2534 7 วันที่ผ่านมา

    ତର କଣ ହେଲା ସିଏ ମ ଯୁଆଡେ ଗଲା ନଗଲା ତର ଫାଟୁଛି କଣ ପାଇଁ ତରତ, ଫାଟିକି ହାଉଡ଼ା, ପୁଲ ହେଇଚି ସରକାର କୁ କଣ ରୋଷ୍ଟ କରୁଚୁ ବେଧେଇ

  • @pitambrarout8724
    @pitambrarout8724 5 วันที่ผ่านมา +1

    Belongs କରୁଛି ନା belong କରୁଛି ?
    କାୟା କଳ୍ପ ପରିବର୍ତ୍ତନ ନା କାୟା ପରିବର୍ତ୍ତନ ?

  • @BALARAMMANDI-sz1zj
    @BALARAMMANDI-sz1zj 7 วันที่ผ่านมา

    Right mama

  • @technicalashish2810
    @technicalashish2810 7 วันที่ผ่านมา

    BJD 💚✊🏻

  • @Rockstarbibhuti
    @Rockstarbibhuti 5 วันที่ผ่านมา

    ମୁଖ୍ୟମନ୍ତ୍ରୀ ନୁହେ ମୂର୍ଖମନ୍ତ୍ରୀ ଟା

  • @ghasirammajhi9222
    @ghasirammajhi9222 7 วันที่ผ่านมา +4

    Mohon majhi Great cm.

    • @satyabanaSethy-m3s
      @satyabanaSethy-m3s 7 วันที่ผ่านมา +1

      Pion posta miliba

    • @BrundabanPujari-k2h
      @BrundabanPujari-k2h 5 วันที่ผ่านมา

      ୱାର୍ଡ ମେମ୍ବର ହେଲେ ଚଳିବ 😂😂

  • @KulamaniBehera-y7h
    @KulamaniBehera-y7h 5 วันที่ผ่านมา

    Sulata madam you are very good to manife ststatus of orissa on yhe basis of nutrition.

  • @GaneshChandraDehuri-bo6ou
    @GaneshChandraDehuri-bo6ou 4 วันที่ผ่านมา

    ମାଉମ କେଢେ ଟଂକା ନେଲ

  • @haraprasadkheti9391
    @haraprasadkheti9391 7 วันที่ผ่านมา

    ବେଶ୍ୟ ର କଥା କେତେ ଶୁଣିବା

  • @bisantasoren2534
    @bisantasoren2534 7 วันที่ผ่านมา +4

    ଏମିତି କହି କହି ମରିବୁ କିଛି କରିପାରିବୁନି ଲାଷ୍ଟରେ party ଛାଡି ଜିବୁ ସୁନାଗଛି ବେଙ୍ଗଲ କୁ

  • @ranjanmallick6797
    @ranjanmallick6797 7 วันที่ผ่านมา +1

    ଆପଣଙ୍କ ପାଠ ଠିକ ବିଜେପି ମୁଣ୍ଡରେ କିଛି ଭେଜା ନାହିଁ

  • @RenuMalik-tl3gl
    @RenuMalik-tl3gl 6 วันที่ผ่านมา +2

    Oh sabuta phatila aau,.....

  • @debasishpatra1366
    @debasishpatra1366 4 วันที่ผ่านมา

    Respected BJP CM Mr Mohan is discharging his duties under able Guidance Centre.

  • @subhashrout99371
    @subhashrout99371 6 วันที่ผ่านมา +1

    Mohan. Cm pakhare. Tume. Kichi. Nuha. B j d budiba

  • @Mamalinayak-iy5ui
    @Mamalinayak-iy5ui 7 วันที่ผ่านมา +1

    ସେଈଥି ପାଇଁ ତୁମକୁ ଜନତା ଜିତେଇ ଦେଲେ ଲାଜ ଲାଗୁନି

    • @Seshadev-p1k
      @Seshadev-p1k 6 วันที่ผ่านมา

      To te geele

  • @sadanandkhamari5011
    @sadanandkhamari5011 7 วันที่ผ่านมา

    Dhara padigala Naveen babu

  • @diptisatpathy2799
    @diptisatpathy2799 7 วันที่ผ่านมา +2

    Right Nabin Pattnaik best

  • @asishkumarmall585
    @asishkumarmall585 5 วันที่ผ่านมา

    👌

  • @subashdas5516
    @subashdas5516 7 วันที่ผ่านมา

    ୫ ବର୍ଷ ଟିକିଏ କାଠେଇ ଯାଅ 😊😊😊😊😊

  • @MangalHembram-v9p
    @MangalHembram-v9p 6 วันที่ผ่านมา

    ସରକାର ସରକାର ସରକାର,
    ସବୁହିଁ ସରକାର, ହେଲେ ନିସ୍କାମ ଭାବରେ କେହିବି ଶାସନ କରୁନାହାନ୍ତି, ସମସ୍ତେ ହିଁ ସାର୍ଥନେଇ ରାଜ୍ୟତ୍ୱ କରୁଛନ୍ତି, ସବୁ ସରକାର ସମାନ ଏବଂ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳିଆ ସବୁ ଲୁଟି ନେଉଛନ୍ତି , ଆଉ ନିରିହଁ ଜନତା ବେକାର ଟାରେ ଶସଣ ହେଉଛନ୍ତି ତା ଛଡା ଆଉ କିଛି ହାେଉନି,

  • @SidheswarChampia
    @SidheswarChampia 6 วันที่ผ่านมา

    ଶିକ୍ଷା ଓ ଶିଳ୍ପ ନିଯୁକ୍ତି ରେ କେତେ ଅଛି ?

  • @niranjan8005
    @niranjan8005 5 วันที่ผ่านมา

    ତତେ କିଛି ଜଣା ନାହିଁ

  • @BishuBhoi-kb1ht
    @BishuBhoi-kb1ht 5 วันที่ผ่านมา

    Jay Naveen sir

  • @dharmendrasahu6008
    @dharmendrasahu6008 5 วันที่ผ่านมา

    ଘୋରାଇ ହିଁସା ଜଉଟାକ domestic violence ତାକୁ କଣ୍ଟ୍ରୋଲ କରିପରିବକି BJD party ଗାଣ୍ଡିରେ ଦାମ ଅଛି।

  • @ajayakumarsahoo4663
    @ajayakumarsahoo4663 7 วันที่ผ่านมา +1

    Nabin.chora.no..1.sulata.dani.michua.tautar

  • @pitamberparida8762
    @pitamberparida8762 6 วันที่ผ่านมา +2

    ଆପଣ ଆଉ ଟିକେ ଲିଫଟିକ ଲଗେଇ ଆସିଲେ ଭଲ ଦେଖାଯିବେ ,ହଁ ପାଉଡର ମଧ୍ୟ କମିଯାଇଛି ,

  • @santoshkumarmajhi-fl3tg
    @santoshkumarmajhi-fl3tg 5 วันที่ผ่านมา

    ତୁ କିଛି ଜାଣୁଁନୁ. କଣ ଗପୁଚୁ

  • @arabindamohanty835
    @arabindamohanty835 6 วันที่ผ่านมา

    BJD. Khune. Dalo 😮😮😮

  • @MitaliBal-gb5lc
    @MitaliBal-gb5lc 2 วันที่ผ่านมา

    Jay BJD Jay Naveen sir madam se bjp chora nka katha kuhani se vote chori kari sarkar ku aasi chanti tanku kichi jana nahin

  • @RadheshyamDharua-k7q
    @RadheshyamDharua-k7q 6 วันที่ผ่านมา

    ୨୪ବରସକେନଶୁଇଥିଳ

  • @prafullamohanta583
    @prafullamohanta583 5 วันที่ผ่านมา

    TU BEDHEI ଉଦ୍ଘାଟନ କରି ପୋକୌନୁ ହଷ୍ଟେଲ କୁ

  • @mamataparida2685
    @mamataparida2685 6 วันที่ผ่านมา

    In jajpur plants, companies how many local odia people are working when they're polluting jajpur air,water,lands and giving many diseases to people very sad

  • @bimaldehury7119
    @bimaldehury7119 6 วันที่ผ่านมา +1

    Best cm Naveen patanaik

  • @GaneshChandraDehuri-bo6ou
    @GaneshChandraDehuri-bo6ou 4 วันที่ผ่านมา

    ତୁ ନିଜକୁ ଆଗରୁ୨୪ ଵଷ କଥା କୁହ ତୁମେ ତ cm Dm km ଵାଜେ କଥା ଆଗ ହିସାଵ ହିଅ

  • @ajayakumarrout3036
    @ajayakumarrout3036 5 วันที่ผ่านมา

    24 YEARS RE NABIN 100 RU 200
    SATA KAHUTHILE BUT MOHAN SARAKAR MICHHA KAHILE ,
    ALAJYA

  • @ManasiPanda-e9b
    @ManasiPanda-e9b 3 วันที่ผ่านมา

    Ec change karantu please didi kuhantu

  • @Seshadev-p1k
    @Seshadev-p1k 6 วันที่ผ่านมา

    Mo bala mantri

  • @FAKIRJENA-du2zs
    @FAKIRJENA-du2zs 7 วันที่ผ่านมา +4

    ଲତା ଦେଓ ଖାଲି ଗୋଟେ କଥା କହୁଛି। କିନ୍ତୁ ପାଣ୍ଡୁ ନବୀନ ଯୋଡ଼ି କେବେ ଗିରଫ ହେବେ ସେ କଥା ମୋଟେ କହୁନି।

  • @tariniprasadprusty2396
    @tariniprasadprusty2396 6 วันที่ผ่านมา

    A social media jagu odisha Hari chi....plz a social network don't do this .....bcoz we Orissa people suffer

  • @rajkishordas1396
    @rajkishordas1396 5 วันที่ผ่านมา

    CAG reports scam during BJD governance,so don't show your cleverness.

  • @FAKIRJENA-du2zs
    @FAKIRJENA-du2zs 7 วันที่ผ่านมา +7

    ଲତା ଦେଓ ର ଅଲୋଡ଼ା ଭାଷଣ କୁ ମୁଁ ଶୂନ ମାର୍କ ଦେଲି। ନବିନ ପାଇବ ଶୂନ ଓ ମୋହନ ସରକାର ଏବେ ସୁଦ୍ଧା ସତୁରି ମାର୍କ ପାଇଛନ୍ତି।OK ?

    • @MahendraBariha-tw2zh
      @MahendraBariha-tw2zh 7 วันที่ผ่านมา

      Momatare tuma bapa and maa marks feba apanka kama kana chac bearing mo sange vet.

  • @umakanthsahoo3874
    @umakanthsahoo3874 5 วันที่ผ่านมา

    Madam corporate Bjp I thing better for you.

  • @Bhuktumaji
    @Bhuktumaji 5 วันที่ผ่านมา

    Pandian jitna Tak rahega itna to Navin harega ok

  • @sagarnayak1601
    @sagarnayak1601 7 วันที่ผ่านมา

    ସବୁ ଠିକ୍ ଯେ , ଜୋଉ ଡାନି କହୁଥିଲା ନଗଡା ନଗଡା ଲୋକ ଏବେ ଭଲରେ ଅଛନ୍ତି ଖାଇବା ପିଇବା ସବୁ ଠିକ୍ ଅଛି , କିନ୍ତୁ ଦୁର୍ଗାଶିସ୍ ଲାଇଭ୍ ଜାଇକି ସବୁ ଓଡିଶାସାରା ଦେଖେଇଲାଲେ କି ଏବେ ବି ଲୋକ ଜଙ୍ଗଲର ଫଳ ସାଗ ସଂଗ୍ରହ କରିକି ଖାଉଛନ୍ତି ଏବେ ବି ଲୋକମାନଙ୍କ ପାଇଁ ରାସ୍ତା ନାହିଁ ଚାଲେଞ୍ଜ୍ କରିଲେ ଡ୍ୟାନି ର ଦମ୍ ଥିଲା ଜଦି ଯାଇକି ସାମନା କଲେନି?

  • @gitanjalidalabehera7114
    @gitanjalidalabehera7114 6 วันที่ผ่านมา

    ତୁ କେବେ ଠୁ ରଜ ନୀତି କଲୁଣି ତତେ କିଏ ଜାଣିଚି

    • @BrundabanPujari-k2h
      @BrundabanPujari-k2h 5 วันที่ผ่านมา

      ରାଜନୀତି କଲେଣି ବୋଲି ଆପଣ କେମିତି ଜାଣିଲେ ଲୋକ ସେମିତି ଜାଣି ଛନ୍ତି 😂😂

  • @nayakchandra1083
    @nayakchandra1083 5 วันที่ผ่านมา

    SD didi bhala kahile😅😅 M for Murkha, M for Mankada, M for …..😅 hata re salagrama 😅😅😅