ଜୋର ଧରିଲା ବିଜେଡି କନ୍ଦଳ | Debashish Samantray ବଡ଼ ବୟାନ | Pravat Biswal | BJD | Odisha Politics N18V
ฝัง
- เผยแพร่เมื่อ 5 ต.ค. 2024
- ଜୋର ଧରିଲା ବିଜେଡି କନ୍ଦଳ | Debashish Samantray ବଡ଼ ବୟାନ | Pravat Biswal | BJA | Odisha Politics N18V
Anti-Incumbency Led To BJD’s Poll Debacle In Odisha: Ex-MLA Pravat Biswal
#debasishsamantray #bjd #pravatranjanbiswal #naveenpatnaik
#OdiaNews #ଆଜିରନ୍ୟୁଜ #odishanews #oriyanews #news18odialive
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...
ଆଜ୍ଞା ପ୍ରଭାତ ବିଶ୍ୱାଳ ଠିକ କହିଛନ୍ତି. ପାଣ୍ଡିଆନ ଯୋଗୁ BJD ନିଶ୍ଚୟ ହାରିଛି, ଆପଣ ଟିକେ ତର୍ଜମା କରନ୍ତୁ, ଜାଣିପାରିବେ.. ସବୁବେଳେ ତାଙ୍କୁ ନିନ୍ଦା କରାଯାଇଛି, ଏଥର bjd ଜିତିଥିଲେ ପାଣ୍ଡିଆନ ରାଜ୍ୟକୁ ଖାଇଯାଇଥାନ୍ତା, କାହାକୁ ନବୀନ ବାବୁ ପଚାରିନଥାନ୍ତେ. ଜଣେ ତାମିଲ କାହିଁକି ମୁଖ୍ୟ ହେଲେ, ଆପଣ କୁହନ୍ତୁ ତ, ତାହା ଠିକ ତ?.
ଏଇଟା ହେଉଛି ବେପାରୀ ସାମନ୍ତରା କଂଗ୍ରେସିଆ ରୁ ପାଣ୍ଡୁ ର ଚେଲା ଇଏ କେବେ ବିଜେଡି କୁ ଆସିଲା ତାକୁ ଟିକେ ପଚାର
ଗୋଟାଏ ଗୋଟାଏ MLA ଙ୍କୁ ବଦଳଉ ବଦଳଉ ସରକାର ବଦଳିଯିବ ବୋଲି କେହି ଜାଣିନଥିଲେ । ଥରେ ଗଭୀର ଭାବରେ ଚିନ୍ତା କରନ୍ତୁ ।
ଯେତେ କେଳେଙ୍କାରୀ ଙ୍କୁ ସିବିଆଇ ଲାଗିବ, ସମୟ ଙ୍କୁ ଅପେକ୍ଷା କର, ସରକାର ଏକ ମାସ ପୂରିନି, ଅପେକ୍ଷାର 👍
ଆଜି ମଧ୍ୟ ସତ୍ ସାହସ ଯୁଟାଇ ପାରୁ ନାହାଁନ୍ତି କେଉଁ factor ପାଇଁ ଏ ପରାଜୟ।
ଭଲ କଥା ପଦେ କହିଲେ। ପ୍ରଭାତ ବିଶ୍ୱାଳଂକ ପୁଅ ଦଳୀୟ ଟିକେଟରୁ ଜିତିଛି ବୋଲି ସେ ତମ ପରି ଚାଟୁକ୍ତି କରିବା କଥା।
ଏହା ପୂର୍ବରୁ ନିର୍ବାଚନ ସମୟରେ ମଧ୍ୟ ଭର୍ତ୍ତୃବାବୁ ଯେତେବେଳେ ଦଳରୁ ଇସ୍ତଫା ଦେଲେ ତୁମରି ତୁଣ୍ଡ ଦ୍ୱାରା କୁହାଯାଇଥିଲା ଯେ ଭର୍ତ୍ତୃବାବୁ ଦଳ ଛାଡି ଦେଲେ ଦଳକୁ କିଛି ଫରକ୍ ପଡିବନି। ତାଙ୍କ ହାତରେ କିଛି ଭୋଟ ନ ଥାଏ, ତାଙ୍କ ଭୋଟ ବିଧାୟକମାନେ କରେଇ ଦିଅନ୍ତି। ଫଳାଫଳ କ'ଣ ହେଲା ଦେଖିବା ପରେ ଆଉ ଥରେ ସେହିପରି ଉକ୍ତି ବାଢନ୍ତୁ ନାହିଁ। ଅତ୍ୟଧିକ ଲଜ୍ଜିତ କ'ଣ ଭଲ ଲାଗିବ। ଯଦି ବିଜେଡି ଦଳକୁ ପୁ୍ନଶ୍ଚ ସଂଗଠିତ କରି ଛିଡ଼ା କରିବାକୁ ଚାହୁଁଛନ୍ତି, ତା'ହେଲେ ନିରପେକ୍ଷ ଭାବରେ ବିଚାର ଓ ତର୍ଜମା କରି କାମ କରନ୍ତୁ। ନଚେତ୍ ତିନିପାଞିରୁ ଯିବ ଓ ଶେଷରେ ବାର ଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡ଼ିବ।
ସାର ଆପଣ ଜାହାକହିଲେ ପୁରା ଠିକ
Pravat biswal correct
pravat bhai thik kahichhanti
ପ୍ରଭାତ ଭାଇ ଠିକ୍ କାହିଁ ଛନ୍ତି । Pandian ଯୋଗୁ BJD ହାରିଲା
ପାଣ୍ଡିଆନ ଓଡ଼ିଶାରୁ କେତେ ହଜାର କୋଟି ମାରି କି ରଖିଛି ସେ କଥା କହୁନ
ଆଜ୍ଞା ୨୪ ବର୍ଷ ବିଜେଡି ସରକାର ଶାସନ କରୁଥିଲେ କ'ଣ କଲା ଆମ ଓଡ଼ିଶା କୁ ଦୃନିଥି ଚଳାଇଥିଲ pm ବିଜେପି ସରକାର ନରେନ୍ଦ୍ର ମୋଦୀ ଦେଉଥିଲେ ସୋବୁ bjd ସରକାର ନାଁରେ ଚଳାଉଥିଲ ଏବେ କ'ଣ ହୋଇଛି bjp ସରକାର ନରେନ୍ଦ୍ର ମୋଦୀ cm ମୋହନ ମାଝି ବିଜେପିର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆମକୁ କ'ଣ କରିବେ ଦେଖିବା 🙎 ଆଜ୍ଞା ନମସ୍କାର 🙏🙏🙏
Absolutely correct statement by Debasish babu.
ତତେ ରାଜ୍ୟସଭା ଟିକେଟ ମିଳିଗଲା ତ କେତେ କଥା କହିବୁ ପାୱାର ଲୋଭି
ଏତେ କଥା କହୁଥିଲ କଣ କରିପାରିଲ ଓଡିଶା ରେ.
କେତେ ପଇସା ଖାଇଛ ତମେ ଆଉ ତମ ସୋ କଲ ତାମିଲ
ପ୍ରଭାତ ବିଶ୍ୱାଳ ଠିକ୍ କହିଛନ୍ତି
ଜୟ ବିଜେଡି ଜୟ ନବିନୀ
କେହି ଦାୟୀ ନୁହେଁ କେବଳ ପାଣ୍ଡୁ. Don't support that fellow for whom BJD lost,Leader like Naveen lost.
ଅତ୍ୟନ୍ତ ଦୁଃଖର ବିଷୟ
Debasis you r right
Honest person
Right.. Pandian ଯୋଗୁ loss ହୋଇନି.. Pandian has done many development work.
Right debasi babu
କଣ କନ୍ଦଳ ବଢେଇ ଚଢ଼େଇ କଥା କହିବା ତମ ଭଳିଆ କେତେଟା news channel nkara abhyas heigalani
ପାଣ୍ଡିଆନ ତ ସବୁକଲେ ବୋଲି ଆପଣମାନେ କଣ କରୁଥିଲେ ଖାଲି ପାଣ୍ଡୁର ପାଦ ଚାଟୁଥିଲା ଧିକ ତମେମାନେ ଓଡିଶା ଓ ଆମ ଓଡ଼ିଆଙ୍କ ନେତା ବୋଲିଯୋ କହୁଚ
ଗାଲୁଆ ଟା
Vk pandian visionary person
Pravat Bjp machine re pasibaku ichha kaleni. Gote Khusi Au kn
Debasish Babu again MLA hei paribe ?
Dabashis Babu thik kahechanti
BJP ର ମନଲୋଭା ପ୍ରତିଶ୍ରୁତି ଯଥା, 31oo ଧାନ କୁଇଣ୍ଟାଲ, 3000 ଭତ୍ତା, 50000ଟଙ୍କା ସୁଭଦ୍ରା ଯୋଜନା, ତାପରେ24 ବର୍ଷର ପୁରୁଣା ସରକାର କୁ ଲୋକମାନେ ବଦଳାଇବାକୁ ଚାହିଁଲେ, ଏଥିରେ କାହାର କିଛି ଦୋଷ ନାହିଁ, ଇଆଡୁ ସିଆଡୁ କହିବା ଟା ପୁରା ଫାଲତୁ
ତ ଭଳିଆ ଚାଟୁକାର ଆଉ କଣ କହିବେ ରେ ଦେବାଶିଶି
Right sar jay bjd jay nabini babu
Bjp ra wishing machine ta bhala. Gote khushi Au kn
Tama dal re hi choro bharti kahiki, seita kaha
Debasis babu pandian nku clincheat deuchanti
Sir.nuaatokanku nei .bjd sangathana karantu
Rt
Pending jadi sabu Kartika Tameka karu thil
ତୁ BJD ଦଲାଲ୍
JAY BJP.
Pravat biswal is afraiding CBI for his ghotala
କପି ମଲା ବେଳେ ସତ କହେ
Rusi babu thiki kahichhanti
Perfactt kahechanti
bhai laguni sei katha cbi dara
Chhetfund chora❤❤❤❤❤❤
Cuttack chowdar basinkara tikia bi sa hrudaya rahibakatha
Pandu neglected to odia leaders,pandu destroyed odia culture, pandu controlled to naveen pattanaik indirectly....so great naveen lost everything
To valia tamil ra pada chata Gyan deba
People of the state handed. Over the state to Naveenji again and again. He in turn handed it to someone else. It was a breach of trust. People took it back!
Prior to pandian moment what bjd govt. doing? so govt have done nothing and the grievance (abhijoga) collected by pandian against the government and the second thing is that why pandian collected grievance when mla of said constituency is there why he goes there by incurring huge money of odisha govt to collect abhijoga.
Prabht biswal chitfund chora
But you bada chora debasis samatra y
Odisha basinka gote vaya thilla kale pandiyan cm hoi jibe Sethi pain samaste pandya ku harei lu
Pandura Chamàcha
Ye houchi sei loko jiye ki 2019 pulwama attack re amara jane Odisha ra Niali ra CRPF jawan Saheed Manoj Behera nka ra samparkiya loko nku dhaka marithila.Aau ei dhaka maribara news pakistan channel re prasarana heithila
Aei bhalia lokananka pain BJD harichi
paravat biswal pandian ghara ku bahut daudeithila mu dekhichi.
Aji Apanmananka bhali kichhi khosamadia neta ,mantri paine BJD patan heichi ,Jeunta Satya sabubele Satya ,Michha kahi ketedin taku ghontaghodei rakhibe ,Prabhat babunku dhanyabad se bastaba Apriya Satya kathati kahichanti ,Au Abe bi manerakhibe BJD Sabudin paine Pandu ,Bobby ,Manas ,Sasmit ,Lelin ,Ahuri bahut neta paine Odisha ru Sabudin paine biday neijiba ,Abe jeun Nutana sangathana karichanti ,sehi sangathana BJD paine patanara Karan heba ,
ପାଣ୍ଡୁ ର ଚମଚା
pandian. Chamchha
Pandu mind
Pandian mane kana Nabin Pattnaik
Kahinki Babu bau haucha ki Babu ki Bala bau sabu tame muhanki Tamara laja nahi
Tu haribu boli delhi paleilu 😂
ତମ ଭଳିଆ ବିଜେଡି ମାଗିହା ମାନଙ୍କ ପାଇଁ ଠିକ୍ ବିଜେପି ଶଳେ ଯୁଟିଛନ୍ତି 🖕👎😭🤪🤣😂
Pandian nk samarthka 😢
Mp babu barbati re bjd kahinki harila. Tame bjd ku Barbati & paradip re haraie dele.😢
Aji BJD Tamil mania ku change Kar 😢
Michha katha kahuchha
Debasis Babu apana Pandian chora ra fans bodhe
Ye pura micha kahuchu
Bala kari chhi paschimi odisa rea kamanahi
Na pandu ku darunahanti.......Cuttack to bapa ra mala....pandu ku chati ba chada.
B j d. Ru. Ha tao. Mutuku pandian. Ku kura ku
Tui bhil sapha haijibu rasta dekh
A sabu kamare kete khaitccha kahilanahi sabu ମିଶିକି khaila ଦୋଷ ଧରେଇଲ ଆମ ବବି ଭାଇଙ୍କ ଉପରେ