Natia Comedy Part 293 || Bhuta Bangala Part 03

แชร์
ฝัง
  • เผยแพร่เมื่อ 5 ก.ย. 2024

ความคิดเห็น • 1.8K

  • @utkalcartoonworld
    @utkalcartoonworld  ปีที่แล้ว +518

    Join now to get free 101 ↓
    lihi1.cc/r2SLz
    Turn small money into big money

  • @ommprakash2044
    @ommprakash2044 ปีที่แล้ว +49

    ଏତେ ଏତେ ସୁନ୍ଦର ଭାବେ ମୁଁ କହିପାରୁନି thanks utkal cartoon 😍😍🔥

  • @prananath118
    @prananath118 ปีที่แล้ว +36

    Jay Shree Ram 🙏🏻
    ଯାହା ହେଉ ଆଜି ସକାଳୁ ସକାଳୁ ହନୁମାନ ଚାଳିଶା ଟିକେ ମିଳିଲା 🙏🏻😂

  • @sr_sandhya1689
    @sr_sandhya1689 ปีที่แล้ว +32

    Finally aji bhuta bangala part 3 asigala 😊😊😊 i am so happy

  • @narendramanasivlogs1198
    @narendramanasivlogs1198 ปีที่แล้ว +17

    ଜୟ ଜଗନ୍ନାଥ 🙏🙏 ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ 🙏🙏

  • @beherarailway9996
    @beherarailway9996 ปีที่แล้ว +65

    ଏ episode ଦେଖି କେତେ ଜଣ ଖୁସି ହେଲ ଦେଖିବା👍👍👍♥️♥️♥️♥️

  • @bkdroyalclub7771
    @bkdroyalclub7771 ปีที่แล้ว +16

    ସକାଳ ସକାଳ ନଟିଆ ଦେଖି ମୋତେ ବାରି ଭଲ ଲାଗିଲା ଜୟ ଜଗନ୍ନାଥ

  • @sridharsahoo6328
    @sridharsahoo6328 ปีที่แล้ว +23

    ଏହି story ଶୁଣି ପିଲାଦିନେ ଶୁଣିଥିବା ଭୂତ ଗପ କଥା ମନେପଡିଲା thanks utkala cartoon team ମୋ ପିଲା ଦିନର ସ୍ମୃତି କୁ ମନେ ପକାଇଥିବା ରୁ

  • @yash_raj0228
    @yash_raj0228 ปีที่แล้ว +54

    ସତରେ ଯେତେ ଭଲ ଲାଗିବ ଭାବୁ ଥିଲି ସେତା ରୁ ଅଧିକ ଭଲ ଲାଗିଲା 😌
    Thanks natia ❤️ and utkal babu ❤️

  • @Madhaba_Dora
    @Madhaba_Dora ปีที่แล้ว +41

    ଏହି ପରିକା horror Story Comedy ଦେଖିବାକୁ ମୋତେ ବହୁତ ଭଲ ଲାଗେ 🤩 ଧନ୍ୟବାଦ Utkal Babu ଏପରି ଏକ ସୁନ୍ଦର horror story Comedy Upload କରିଥିବାରୁ 🙏❤️👍

  • @yash_raj0228
    @yash_raj0228 ปีที่แล้ว +8

    ମଜା ଲାଗିବ 😍😍😍😍😃
    ବହୁତ୍ ଦିନ ରୁ wait କରି ଥିଲି

  • @Ommprakash368
    @Ommprakash368 ปีที่แล้ว +27

    ମନ ଦୁଃଖଥିଲେ ନଟିଆ କମେଡି ଦେଖିଲେ ଖୁଷି ଲାଗେ👌👌👌👍👍👍

  • @prstmpatra1521
    @prstmpatra1521 ปีที่แล้ว +239

    Wow 😳 ଆଜି ସକାଳୁ ସକାଳୁ ଆସିଗଲା ମୁଁ ବହୁତ ଖୁସି ଆସିଥିବାରୁ କେତେ ଦିନରୁ ଅପେକ୍ଷା କରି ରହିଥିଲି ଖାସ୍ କରି ଆସିଗଲା ବହୁତ ବଢ଼ିଆ ହୋଇଛି ଏହି episode ଟା ଧନ୍ୟବାଦ ଭାଇ ଏହି part ଛାଡିଥିବା ରୁ

  • @Mr.AkAlok
    @Mr.AkAlok ปีที่แล้ว +296

    ଏହି massage ଯିଏ ପଢ଼ୁଛ ତାଙ୍କର ଆଜି ଦିନଟି ମଙ୍ଗଳମୟ ହେଉ 🥰🥰 ଜୟ ଜଗନ୍ନାଥ 🥰🥰

  • @Abhi-panda
    @Abhi-panda ปีที่แล้ว +5

    ଆଜି ସକାଳ ଟା ଜମିଗଲା, ଧନ୍ୟବାଦ୍ ଉତ୍କଳଗୌରବ ବାବୁ।।

  • @bhumi7005
    @bhumi7005 ปีที่แล้ว +10

    ନଟିଆ ଘରେ ଗୁରୁବାର ମାଣବସା ପୂଜା ବିଷୟ ରେ ଗୁଟେ ଇପିସୋଡ ହଉ💥💥💥

  • @sumeetkumarnayak6277
    @sumeetkumarnayak6277 ปีที่แล้ว +24

    ସକାଳୁ ବହୁତ ଭଲ ଲାଗିଲା ..ଜୟ ଜଗନ୍ନାଥ ଶୁଭ ସକାଳ ସମସ୍ତଙ୍କୁ and ନଟିଆ all team member ଙ୍କୁ 💖🔥

  • @SanjayaRailway
    @SanjayaRailway ปีที่แล้ว +6

    ଉତ୍କଳ ଭାଇ ଖୁସି ର କାର୍ଟୁନ character ଟା ଯିଏ ବନେଇଛି ବହୁତ ସୁନ୍ଦର କରିକି ବନେଇଛି, ମୋତେ ବହୁତ ଭଲଲାଗେ, ମୋ ଛୋଟ ଭଉଣି ପରି 😘😍

  • @LOHIT_07-nze
    @LOHIT_07-nze ปีที่แล้ว +8

    ସତ କହିବାକୁ ଗଲେ ନଟିଆ କାନ୍ଦିବା ରୁ ମୋ ଆଖିରୁ ଲୁହ ବାହାରି ଗଲା ।।।
    VERY INTERESTING STORY
    THANKS, UTAKAL CARTOON CHANNEL

  • @Chikiechno508
    @Chikiechno508 ปีที่แล้ว +12

    Finally natia comedy asigala mu bohut khusi🥰🥰

  • @birajpattanayak
    @birajpattanayak ปีที่แล้ว +16

    ମୁଁ ଟ୍ରେନ ରେ ପୁନେ ରୁ ଭୁବନେଶ୍ୱର ଯାଉଛି, ଯାହା ହଉ ବହୁତ୍ ବଢିଆ ଟାଇମ୍ ରେ ଭିଡିଓ ଟି ଛାଡ଼ିଲେ। ଆପଣ ଙ୍କୁ ଅଶେଷ ଧନ୍ୟବାଦ୍।

  • @Krishnadasbls180
    @Krishnadasbls180 ปีที่แล้ว +21

    ଷ୍ଟୋରୀର last 6min ବହୁତ emotional ଥିଲା ଆଉ last ଆଡେ ବହୁତ ଭଲ ଲାଗିଲା 👍👍👍👍

  • @subhadra_123
    @subhadra_123 ปีที่แล้ว +95

    ଯା ହଉ ଏ ଶୀତୁଆ ସକାଳକୁ ନଟିଆ କମେଡି ପୂରା ଜମି ଗଲା😁ମଜା ଆସିଗଲା🥰ମୋତେ ତ ବହୁତ ଭଲ ଲାଗିଲା👍ଆଉ କେଉଁମାନଙ୍କୁ ଭଲ ଲାଗିଲା ଏହି ଏପିସୋଡ୍ ଟି ଜଣାନ୍ତୁ🙏ଜୟ ଜଗନ୍ନାଥ🙏

  • @Arnava_creation
    @Arnava_creation ปีที่แล้ว +8

    ସତରେ ନଟିଆ ଆଉ ଖୁସି ଭାଇ ଭଉଣୀ ଙ୍କ ସ୍ନେହ ଭଲ ପାଇବା ଦେଖି ମୋତେ ବହୁତ ଖୁସି ଏବଂ ଦୁଃଖ ବି ଲାଗିଲା last ta heart touching ମନକୁ ଛୁଇଁଲା 😭😭😭

  • @babitajena9231
    @babitajena9231 ปีที่แล้ว +10

    Good morning and thank you sooooo much natia...sakalu sakalu pura mind fresh hei gala...🥰😘

  • @sasankasekharnayak0
    @sasankasekharnayak0 ปีที่แล้ว +9

    ନିଦ ସରୁ ସରୁ ସକାଳୁ ଉଠିଲି ଆଉ ନିଜର ପ୍ରଥମ ମୁହଁ ଦେଖିବାକୁ ଫୋନ୍ କୁ ଦେଖୁ ଦେଖୁ ଆସିଗଲା ଉତ୍କଳ Cartoon world ର ନୋଟିଫିକେସନ ମନ ପୁରା ଖୁସି 💗💗💗

  • @HrudayaraGito
    @HrudayaraGito ปีที่แล้ว +28

    Utkala Cartoon ଗୋଟେ ଏମିତିକା Platform ଯାହା ସହ ଆମ ସ୍ନେହ ଭଲପାଇବା ଆଉ Feelings ବି ଯୋଡିକି ରହିଛି ଏମିତିକା Video ଦେଖି ଗୋଟେ ଭଲ ଉପଦେଶ ମିଳିଲା ଭଳି ଲାଗିଲା,,,, ଧନ୍ୟବାଦ to all team members 💞🥰

  • @rinkylulu6371
    @rinkylulu6371 ปีที่แล้ว +8

    ବହୁତ ଭଲ ଲାଗିଲା, ଧନ୍ୟବାଦ ଉତ୍କଳ କାର୍ଟୁନ ର ସଦସ୍ୟ ମାନଙ୍କୁ.

  • @smtoonworld
    @smtoonworld ปีที่แล้ว +9

    *Beautiful episode ❤*

  • @rathasinghsingh5885
    @rathasinghsingh5885 ปีที่แล้ว +3

    ଅତି ସୁନ୍ଦର ଲାଗିଲା
    ❤️❤️❤️

  • @sibuperei5296
    @sibuperei5296 ปีที่แล้ว +990

    ସକାଳୁ ସକାଳୁ କିଏ କିଏ utkal cartoon ଦେଖୁଚି କହିଲ ସାଙ୍ଗ ମାନେ .... 🤔❤️🧡❤️🧡

  • @RUKSING
    @RUKSING ปีที่แล้ว +6

    Thank you all the teams 🙏🙏
    Heart touching story ♥️♥️♥️

  • @sasmitapatra1803
    @sasmitapatra1803 ปีที่แล้ว +4

    ମୋନ ଖୁସି ହୋଇ ଗଲା vdo ଦେଖିକି ବହୁତ ସୁନ୍ଦର କରି ଛନ୍ତି 😊👍👌

  • @MRchandan580
    @MRchandan580 ปีที่แล้ว +8

    ଜେଉ last ରେ ଥିବା ମାଟିରୁ ଭାହାରିବା ହାତ ହେଟା କେଭେ ଭାରିବ please ଜଲଦି ବାନାଉ ମୁ ଦେଖିବାକୁ ଓପେଖାୟ କରିଛି
    😭😭😭😭😭😱

  • @laxmipriya3847
    @laxmipriya3847 ปีที่แล้ว +11

    Wow nice😍😍😍😍😍 tnx to upload this part❤❤❤❤❤..... Good morning all of you😊.... East or west natia comedy is best😍🤞✨

    • @Meru855
      @Meru855 ปีที่แล้ว

      Hello 🖐️

  • @ishanidaslifestyle2206
    @ishanidaslifestyle2206 ปีที่แล้ว +20

    I love ❤️ this episode ♥️ thank you so much upload this episode 🤗🥰

  • @dudulmamaknowledgetv2502
    @dudulmamaknowledgetv2502 ปีที่แล้ว +9

    Concept ଟା ଭଲ ହୋଇଛି. 👌ହେଲେ ଏତେ horror କଲେ ପିଲା ଡରି ଯାଉଛନ୍ତି ଯେ.

  • @youtubeduniya2023
    @youtubeduniya2023 ปีที่แล้ว +4

    Waiting for bhuta bangala part 4...

  • @study_with_kiran
    @study_with_kiran ปีที่แล้ว +4

    Such a nice one👌🏻👌🏻

  • @chinmayeeparida8585
    @chinmayeeparida8585 ปีที่แล้ว +3

    Val heichi ❤️❤️

  • @Cartoon0170
    @Cartoon0170 ปีที่แล้ว +8

    Natia comedy is the best comedy 😍😍

  • @subhashree9286
    @subhashree9286 ปีที่แล้ว +5

    Finally aasigala part 3 kete apeksha karithili part 3 pain Thank you so much

  • @pratimabhoi1209
    @pratimabhoi1209 ปีที่แล้ว +20

    ବହୁତ ଭଲ ହୋଇଛି 😍😍😍

  • @Ruvan_
    @Ruvan_ ปีที่แล้ว +8

    Best scene 7:32 What a cenematography !

  • @munakrishna
    @munakrishna ปีที่แล้ว +11

    ନଟିଆ ଓ ଖୁସି ଙ୍କ ଭଲପାଇବା ଦେଖି ଆଜି ଅଖିରେ ଲୁହ ଆସିଗଲା ଧନ୍ୟବାଦ ଉତ୍କଳ କାର୍ଟୁନ ୱାର୍ଲ୍ଡ

  • @rutupravapal9173
    @rutupravapal9173 ปีที่แล้ว +34

    Last scene was very emotional 😥😢😢 but last re khusi ku dekhi bahut khusi lagila🥰🥰🥰 thank you so much utkal cartoonworld mo request rakhithibaru 🥰👍

  • @Pinkynayak002
    @Pinkynayak002 ปีที่แล้ว +25

    Love this episode 😍💫🥀

  • @suchitradash3772
    @suchitradash3772 ปีที่แล้ว +3

    Kebethu wait karithili, finally asigaaaaalaaaaaaaa.

  • @cutest_candy_miss1079
    @cutest_candy_miss1079 ปีที่แล้ว +113

    Sakalu salaku mind fresh hei gala 😌 but very very heart touching episode 🥺😭 love you natia 🥺😽

  • @bhagyalaxmimohapatra556
    @bhagyalaxmimohapatra556 ปีที่แล้ว +1

    Bhala lagila. Hrudayasparshi kahani. Bahut sundar heichi. Thanks utkal team🙏

  • @Krishnadasbls180
    @Krishnadasbls180 ปีที่แล้ว +18

    ଏଥିରୁ ଜଣାପଡିଲା ନଟିଆ କୁ ପ୍ରେମଜ୍ୱର ହେଇଛି😂😂😂😂😂

  • @amitankita143
    @amitankita143 ปีที่แล้ว +1

    Love you episode ❣️❣️❣️❣️

  • @RajaRam-rz2ho
    @RajaRam-rz2ho ปีที่แล้ว +7

    Video jia dekhuchhi ta Maa. bapa ku jaganath Bhala rakhibe ,Jay jaganath

  • @ag.creator1997
    @ag.creator1997 ปีที่แล้ว +1

    Really great story

  • @hinduodia5440
    @hinduodia5440 ปีที่แล้ว +32

    ଏହିepisode କୁ ଅପେକ୍ଷାକାରୀ ଅପେକ୍ଷା କରିଥିଲି ଧନ୍ୟ ବାଦ uttkal cartoon❤️

    • @amarkumarpal5340
      @amarkumarpal5340 ปีที่แล้ว +2

      ଅତି ସୁନ୍ଦର ଭାବରେ ଲେଖିଛନ୍ତି ଏ ବିଷୟରେ

  • @reyansh870
    @reyansh870 ปีที่แล้ว +6

    ସକାଳୁ ସକାଳୁ ନଟିଆ କମେଡି ଦେଖିଲେ ମାଇଣ୍ଡ ଖୁସ୍ ହେଇଯାଏ

  • @puspanjalisahoo2816
    @puspanjalisahoo2816 ปีที่แล้ว +14

    Natia ra ei episode pain kete apekhya karithili finally asigala aau bahut bhala lagila😄😄

  • @Akvlogs2395
    @Akvlogs2395 ปีที่แล้ว +18

    Can't wait for part 4
    Love u Utkal cartoon world family ❤️

  • @chandanpatraepsita8335
    @chandanpatraepsita8335 ปีที่แล้ว +164

    ଯଉ ମାନେ COMMENT ପଡ଼ିବାକୁ ଆସିଛ ପଢୁଛ ପ୍ରଭୁ ତମକୁ ଖୁସିରେ ରଖତୁ ଆଉ ପରିବାରକୁ ମୁଁ 🙏🙏 ଜୟ ଜଗନ୍ନାଥ 🙏🙏ଠାକୁରକୁ ଗୁହାରି କରୁଛି 🙏🙏ଜୟ🙏🙏 ଜଗନ୍ନାଥ 🙏🙏

    • @khemudumenaka7672
      @khemudumenaka7672 ปีที่แล้ว +2

      Jai jagannath 🙏🙏🙏🙏🌺🥰

    • @sumeetkumarnayak6277
      @sumeetkumarnayak6277 ปีที่แล้ว +2

      Au jeun mane comment padhibaku asinahanti tanka bapa maa kharap rahibe ki

    • @chandanpatraepsita8335
      @chandanpatraepsita8335 ปีที่แล้ว +1

      @@sumeetkumarnayak6277
      ଆରେ ଭାଇ ସେମିତି କାହିଁକି କହୁଚ

    • @chandanpatraepsita8335
      @chandanpatraepsita8335 ปีที่แล้ว +1

      @@khemudumenaka7672
      ଜୟ ଜଗନ୍ନାଥ 🙏🙏🙏

    • @bharatdeepa9097
      @bharatdeepa9097 ปีที่แล้ว +1

      @@sahooo349 p ok p to

  • @coderpawn
    @coderpawn ปีที่แล้ว +4

    Good skill of animation and story telling
    ଓଡ଼ିଶା ର ଗୌରବ " ଉତ୍କଳ ଗୌରବ "
    ଜୟ ଜଗନ୍ନାଥ

  • @rajendramallick7554
    @rajendramallick7554 ปีที่แล้ว +10

    Really heart touching video ଆଖିରେ ଲୁହ ଆସିଗଲା 👌👌😔🥺❤️❤️❤️❤️

  • @biswaranjan1999
    @biswaranjan1999 ปีที่แล้ว +106

    ଏଇ କମେଣ୍ଟ ଟିକୁ ଯିଏ ପଢୁଛି ଭଗବାନ ତାଙ୍କ ର ସବୁ ଇଛା ପୂରଣ କରନ୍ତୁ ଏବଂ ତାଙ୍କୁ ଖୁସି ରେ ରଖନ୍ତୁ 🙏🙏🙏

  • @rajanikantarajani2768
    @rajanikantarajani2768 ปีที่แล้ว +17

    Jahaku natia comedy bhala Lage se like hau.... Jay Jagannath 🙏

  • @AXID_SURAJ
    @AXID_SURAJ ปีที่แล้ว +10

    ଭାଇ ସକାଳୁ ସକାଳୁ ଦିଲ ଟା ପୁରା ଗାର୍ଡେନ ଗାର୍ଡେନ କରିଦେଲା ❣️

  • @mrshreemanvlogs
    @mrshreemanvlogs ปีที่แล้ว +11

    Heart❤ Touch This Story Love you To All || Jay Jagannath🙏

  • @rintusahoo6275
    @rintusahoo6275 ปีที่แล้ว +2

    Love this episode 🥰 utkal cartoon is best 😍🥰

  • @biswakalpitasahoo6092
    @biswakalpitasahoo6092 ปีที่แล้ว +7

    Mind blowing episode 🥰 wow awesome 🥰🥰

  • @supertiger7334
    @supertiger7334 ปีที่แล้ว +8

    ବଢିଆ ଲାଗିଲା👻

  • @khemudumenaka7672
    @khemudumenaka7672 ปีที่แล้ว +1

    Mu sabu episode dekuchi natia comedy 🥰😘😘😘ilove you natia Tim

  • @gamersanju7193
    @gamersanju7193 ปีที่แล้ว +75

    ଏହି episode ଟି ପୁରା ହୃଦୟକୁ ଛୁଇଁ ଗଲା 🥰

  • @bhumi7005
    @bhumi7005 ปีที่แล้ว +4

    Bahut maza aasigala🤣
    Episode ta jadi rati aasithanta aau maza lagithanta🤣🤣🤣🤣🤣

  • @purusottamsahoo6037
    @purusottamsahoo6037 ปีที่แล้ว +10

    Love this episode 😍😍😍

  • @swarnasahu455
    @swarnasahu455 ปีที่แล้ว +2

    Natia comedy super 👌❤️

  • @mantubaba7780
    @mantubaba7780 ปีที่แล้ว +13

    Waiting for next horror episode ...❤️👍

  • @kalubhai4806
    @kalubhai4806 ปีที่แล้ว +10

    ଯେଉଁମାନେ ନଟିଆ କମେଡି ଫିଲ୍ମ ( movie) ଦେଖିବାକୁ ଚାହୁଁଚ 👍 like କରନ୍ତୁ। ❤️

    • @soumyaranjanmohapatra7933
      @soumyaranjanmohapatra7933 ปีที่แล้ว

      ତମେ ଶଳେ ମାଘିଏ କିଛି ଅଛ ଯେଉଁମାନେ ଖାଲି ସବୁ ବେଳେ like ମାଗୁଛନ୍ତି ଭିକାରୀ ଭଳିଆ।। ଆରେ ବେଧ ପିଲେ ଚୁପ୍ ଚାପ୍ ଭିଡିଓ ଦେଖିକି ଯାଆ, କାଇଁ ଏମିତି ଭିକାରୀଙ୍କ ଭଳିଆ like ମାଗୁଛୁ

  • @Officialshort300
    @Officialshort300 ปีที่แล้ว +2

    My heart cry😭😭😭 so intersting episode

  • @Krishnadasbls180
    @Krishnadasbls180 ปีที่แล้ว +12

    13:10 ଅଚାନକ ନଟିଆ ମା ଆଉ ଖୁସି ଆସିଗଲେ କାହାଣୀ ରେ ନୂଆ ମୋଡ଼ ଆସିବ 🙂

  • @dineshkumarsahoo8179
    @dineshkumarsahoo8179 ปีที่แล้ว +6

    Thanks for the beautiful episode 👍

  • @ankiteshdiaries3385
    @ankiteshdiaries3385 ปีที่แล้ว +15

    Wait for the twist now. The king is now alive. Part 4 coming soon . Eagerly waiting for the episode Utkal Bhai. 😎😘🤤🤓👻🔥🔥🔥💓

  • @manojsamad9863
    @manojsamad9863 ปีที่แล้ว +2

    ବର୍ତମାନ ତାଙ୍କ ସଉତୁଣୀ ଭୂତ ହେବେ ନା କଣ .......... 😂😂😂😂 Love you 😘 Natia and Gendu ❤️❤️✨💫🌍💞

  • @bibhutisahoo7182
    @bibhutisahoo7182 ปีที่แล้ว +7

    i love this episode

  • @Subratofficial-ky7et
    @Subratofficial-ky7et ปีที่แล้ว +2

    ବହୁତ ସୁନ୍ଦର ହେଇଛି 👍👌

  • @puspanjalisahoo6800
    @puspanjalisahoo6800 ปีที่แล้ว +4

    Best episode 🙏🏻

  • @priyankasethysethy
    @priyankasethysethy ปีที่แล้ว +1

    Mo best comedy👌👌 natia comedy....

  • @arundhatidas9218
    @arundhatidas9218 ปีที่แล้ว +3

    Eagerly waiting for this episode.👌👌💖💖

  • @alekhhaldar3516
    @alekhhaldar3516 ปีที่แล้ว +2

    Wow 😮🙁😮👽👻

  • @sarojinidas5612
    @sarojinidas5612 ปีที่แล้ว +1

    Very beautiful video ❤️❤️

  • @asutoshvolg2331
    @asutoshvolg2331 ปีที่แล้ว +3

    Love❤ This Episode🥰
    My Always😍 Favorite😍 Comedy🥰

  • @AjaySingh-ng4is
    @AjaySingh-ng4is ปีที่แล้ว +1

    Nice ending of bhut bangla 😀😀😀❤️❤️❤️❤️❤️

  • @sanjayakumarmansingh
    @sanjayakumarmansingh ปีที่แล้ว +3

    Bhuta ta mood change haegala last ku😜😜

  • @pinkeynajally1181
    @pinkeynajally1181 ปีที่แล้ว

    Very heart touching story..

  • @rudrapratapdash9537
    @rudrapratapdash9537 ปีที่แล้ว +6

    Nice content 👍

  • @jyotisabarjyotisabar2000
    @jyotisabarjyotisabar2000 ปีที่แล้ว +2

    Mind -bloing episode in best Comedy ....NATIA.....😘

  • @Growing_up_life
    @Growing_up_life ปีที่แล้ว +33

    I think the last scene is the sign of part 4 of this episode

  • @rakeshpradhan4440
    @rakeshpradhan4440 ปีที่แล้ว +2

    ବହୁତ୍ ବଢିଆ ଲାଗିଲା 😉

  • @rudrayt9910
    @rudrayt9910 ปีที่แล้ว +7

    Plz ଧର୍ମା ର ନୂଆ PART ଆସୁ (I AM WATING..........)

  • @barsharout688
    @barsharout688 ปีที่แล้ว +1

    I like utkal cartoon world..... Natiaa comedy my fav...

  • @swarupsampadsahoo3906
    @swarupsampadsahoo3906 ปีที่แล้ว +5

    Wow ... there are also more episodes of this .. Natia comedy is marvellous ..

  • @saicreation1795
    @saicreation1795 ปีที่แล้ว +1

    Last ku shin bhala lagila all the best Mo tarafaru Tama team pain 👍

  • @sushantsahoo8002
    @sushantsahoo8002 ปีที่แล้ว +7

    Really heart touching 😭