5T Chairman and BJD Leader Kartik Pandian hits election campaign trail in Barchana || Kalinga TV

แชร์
ฝัง
  • เผยแพร่เมื่อ 17 ธ.ค. 2024

ความคิดเห็น • 111

  • @NityanandaJena-d1q
    @NityanandaJena-d1q 6 หลายเดือนก่อน +5

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @BijayPatra-n4z
    @BijayPatra-n4z 6 หลายเดือนก่อน +5

    ବିକାଶ ହିଁ ଏକ ମାତ୍ର ମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ। ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @ilukumar579
    @ilukumar579 6 หลายเดือนก่อน +3

    Jay Jagannath ❤️❤️❤️❤️❤️❤️❤️❤️

  • @NityanandaJena-d1q
    @NityanandaJena-d1q 6 หลายเดือนก่อน +2

    ଶିକ୍ଷା ର ମୂଲ୍ୟ ସଠିକ ଭାବେ ବୁଝି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବ ସ୍କୁଲ କୁ ଆଧୁନିକିକରଣ କରୁଛନ୍ତି

  • @BijayPatra-n4z
    @BijayPatra-n4z 6 หลายเดือนก่อน +2

    ଛୋଟ ବେଳୁ ଆଜି ଯାଏଁ ନବୀନ ବାବୁଙ୍କ ଶାସନ ଦେଖି ଆସିଅଛି ,ସେ ଓଡିଶା ଓ ଓଡିଶାବାସୀଙ୍କ ପାଇଁ ନିଃସ୍ୱାର୍ଥପର ଭାବେ ସେବା କରିଆସିଛନ୍ତି l ତାଙ୍କର ସ୍ୱଚ୍ଛ ରାଜନୀତି,କାର୍ଯ୍ୟନିଷ୍ଠତା ଓ ମହାନ ନୀତି ଆଦର୍ଶ ପାଇଁ ଆଜି ସେ ସମସ୍ତଙ୍କର ଲୋକପ୍ରିୟ ଶାସନ କର୍ତ୍ତା ହେଇପାରିଛନ୍ତି l

  • @LDAS-rj3ys
    @LDAS-rj3ys 6 หลายเดือนก่อน +2

    ଓଡ଼ିଶା ବାସୀଙ୍କ ଆଶୀର୍ବାଦରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଏହା ଅତ୍ୟନ୍ତ ଖୁସିର କଥା!

  • @manasranjan723
    @manasranjan723 6 หลายเดือนก่อน

    ଯେତେ ଛାତି ଫଟେଇ କାନ୍ଦିଲେ ବି କିଛି ଲାଭ ହେବନି l ଓଡ଼ିଶା ରେ କେବଳ ନବୀନ ଶଙ୍ଖ ହିଁ ବାଜିବ ଏହା ହିଁ ସତ୍ୟ ସମୟକୁ ଅପେକ୍ଷା କର ଭାଇ ମାନେ....
    ଗରଜିଲା ମେଘ କେବେ ବରଷେ ନାହିଁ । ଠିକ୍ ଜୁନ 4 ତାରିଖ ରେ ବର୍ଶିବ ମେଘ । ଶଙ୍ଖ ଧ୍ୟୋନି ରେ ପ୍ରକମ୍ପିତ ହବ ସହର ବଜାର । ଜୟ ବିଜେଡ଼ି 💚 ଜୟ ଜଗନାଥ 🙏🙏🙏🙏🙏

  • @NityanandaJena-d1q
    @NityanandaJena-d1q 6 หลายเดือนก่อน +1

    5T ପରଠୁ ରାଜ୍ୟରେ ସରକାରୀ ସ୍କୁଲ ଉଜ୍ଜ୍ୱଳ ଦିଶୁଛି|ଏହି ସବୁ ଆମ ମୁଖ୍ୟ ମନ୍ତ୍ରୀଙ୍କ ପାଇଁ |

  • @manasranjan723
    @manasranjan723 6 หลายเดือนก่อน

    ବିଜୁଳି ବିଲ୍ କୁ କରନ୍ତୁ ବାଏ ବାଏ। ଜୁଲାଇ ମାସରୁ ଆଉ ଦେବାକୁ ପଡ଼ିବନି ବିଲ୍। ଉପକୃତ ହେବେ ଓଡ଼ିଶାର ସାଧାରଣ ବର୍ଗର ପରିବାର। ମାଗଣା ବିଜୁଳି ପାଇଁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।

  • @runirana5596
    @runirana5596 6 หลายเดือนก่อน +1

    Barsha ❤❤❤❤

  • @NDas-p4u
    @NDas-p4u 6 หลายเดือนก่อน

    ଓଡ଼ିଶା ବାସୀଙ୍କ ବିକାଶ ଓ ଓଡ଼ିଶା ବାସୀଙ୍କୁ ଖୁସି କରାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁ ବେଳେ ଗୁରୁତ୍ୱ ଦେଇ ଆସିଛନ୍ତି!

  • @ugtechnical5534
    @ugtechnical5534 6 หลายเดือนก่อน +1

    Jay BJD 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @NityanandaJena-d1q
    @NityanandaJena-d1q 6 หลายเดือนก่อน

    ପ୍ରତିଟି କ୍ଷେତ୍ରର 5t ରୂପାନ୍ତର ସହିତ ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ

  • @manasranjan723
    @manasranjan723 6 หลายเดือนก่อน

    ଆମ ବିଜେଡି ଦଳର ବିଜୟ ସବୁବେଳେ ସୁନିଶ୍ଚିତ କାରଣ ଜନସାଧାରଣଙ୍କୁ ଜଣା ପଡି ଗଲାଣି ଯେ ନବୀନ ବାବୁ ସେମାନଙ୍କ ପାଇଁ ସବୁବେଳେ ସୁବିଧା ସୁଯୋଗ ପ୍ରସ୍ତୁତ କରନ୍ତି ।

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    ବିଜୁ ଜନତା ଦଳର ପ୍ରକୃତ ଉଦ୍ଦେଶ୍ୟ ଓଡ଼ିଶାରେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ପାନୀୟ ଜଳ ଏବଂ ବିଜୁଳି ଆଦିର ବିକାଶ କରି ଓଡ଼ିଶାବାସୀଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇବା ।

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ସାଢେ ଚାରିକୋଟି ଓଡିଶା ବାସୀଙ୍କ ହୃଦୟରେ ବସିବା ସହ ଭଲ ପାଇବା ପାଇ ସାରିଛନ୍ତି।

  • @BijayPatra-n4z
    @BijayPatra-n4z 6 หลายเดือนก่อน

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଏକ ସ୍ବଚ୍ଛ ଶାସନର ମୂଳଲକ୍ଷ୍ୟ ରହିଛି ସେଥିପାଇଁ ହିଁ ଓଡ଼ିଶା ବାସୀଙ୍କ ପ୍ରଥମ ପସନ୍ଦ ବିଜେଡି ଦଳ।

  • @LDAS-rj3ys
    @LDAS-rj3ys 6 หลายเดือนก่อน

    ଓଡ଼ିଶା ବାସୀଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିସ୍ଵାର୍ଥ ପର ସେବା ଓ ନିଜର କାର୍ଯ୍ୟ ଦକ୍ଷତା ପାଇଁ ଓଡ଼ିଶାରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ!

  • @BijayPatra-n4z
    @BijayPatra-n4z 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସରଳତା ନିସ୍ୱାର୍ଥପରତା ଏବଂ ଲୋକ ମାନଙ୍କ ପ୍ରତି ସେବା ମନୋଭାବ ତାଙ୍କୁ ଶ୍ରେଷ୍ଟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ କରିପାରିଛି l

  • @PDAS-i8r
    @PDAS-i8r 6 หลายเดือนก่อน

    ସାରା ଓଡ଼ିଶାବାସୀ ଜଣିଗଲେଣି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖରେ ଶପଥ ନେବେ ବୋଲି |

  • @BijayPatra-n4z
    @BijayPatra-n4z 6 หลายเดือนก่อน

    ବିଜୁ ଜନତା ଦଳ କେବେହେଲେ ନିଜ ଦଳର ସ୍ୱାର୍ଥପାଇଁ ରାଜନୀତି କରିନଥାଏ ସବୁବେଳେ ଓଡ଼ିଶାର ବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ ଯୋଗାଇଦେଇଥାଏ ।

  • @LDAS-rj3ys
    @LDAS-rj3ys 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ବିକାଶ ର ବିନ୍ଧାଣି ସାଜିଛନ୍ତି ଓ ବିଭିନ୍ନ ଯୋଜନା ଯୋଗାଇ ଦେଇ ଛନ୍ତି ମମତା ଯୋଜନା, ମଧୁବାବୁ ଭତ୍ତା, କାଳିଆ ଯୋଜନା, ମିଶନ ଶକ୍ତି ମା ମାନଙ୍କୁ ପେନସନ ଓ ନୂଆ ଛାତ୍ର ବୃତ୍ତି ଏହି ସବୁ ସହାୟତା ପ୍ରଦାନ କରିଛନ୍ତି!

  • @NityanandaJena-d1q
    @NityanandaJena-d1q 6 หลายเดือนก่อน

    BJD ସରକାର ସବୁଠାରୁ ଲୋକପ୍ରିୟ ଅଟେ ସେଥି ପାଇଁ ସବୁବେଳେ ଓଡ଼ିଶା ବାସୀଙ୍କୁ ସବୁଠାରୁ ଲୋକପ୍ରିୟ ସରକାର l

  • @BijayPatra-n4z
    @BijayPatra-n4z 6 หลายเดือนก่อน +1

    ଵିପର୍ଯୟଠୁ ଆରମ୍ଭ କରି ରାସ୍ତା, ପାନିଅ ଜଳ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସବୁ କ୍ଷେତ୍ର ରେ ଓଡିଶା ଆଜି ଆଗରେ ଏହା କେବଳ ନବୀନ ବାବୁଙ୍କ ପାଇଁ ସମ୍ଭବ ହୋଇଛି l

  • @NityanandaJena-d1q
    @NityanandaJena-d1q 6 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5T ଏକ ଉଚ୍ଚକୋଟୀର ଚିନ୍ତାଧାରା ଏବଂ ଓଡ଼ିଶାର ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ ପରବର୍ତ୍ତୀ ପିଢ଼ି ପାଇଁ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ।

  • @BijayPatra-n4z
    @BijayPatra-n4z 6 หลายเดือนก่อน

    ବିଜେଡି ଦଳର ଜଣେ ଲୋକ ପ୍ରିୟ ସଦସ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଭି କେ ପଣ୍ଡିଆନ ସାର. ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶରେ ଓଡିଶା ଆଜି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି.

  • @saiprasadsahu2005
    @saiprasadsahu2005 6 หลายเดือนก่อน

    ଯାଜପୁର ଜିଲ୍ଲା ବଡ଼ଚଣା ରେ vk pandian sir ନିର୍ବାଚନ ପ୍ରଚାର କରିଛନ୍ତି ଯାଜପୁର ଜିଲ୍ଲା ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଙ୍କ ଅବଦାନ ବହୁତ୍ ରହିଛି ସେ ଯାଜପୁର ପାଇ ମଧ୍ୟ ବହୁତ୍ କଷ୍ଟ କରିଛନ୍ତି

  • @saiprasadsahu2005
    @saiprasadsahu2005 6 หลายเดือนก่อน

    ଆମର ଓଡ଼ିଶା ବସି ଙ୍କ ବିଶ୍ୱାସ ଭରସା ର କେନ୍ଦ୍ର ଶ୍ରୀ ଜଗନ୍ନାଥ ଙ୍କ ଅଶ୍ରିବାଦ୍ଡ ରୁ ଆମ ମୁଖ୍ୟମନ୍ତ୍ରୀ ଓଡ଼ିଶା ବସି ଙ୍କ ହୃଦୟ କୁ ଜୟ କରିଛନ୍ତି

  • @NityanandaJena-d1q
    @NityanandaJena-d1q 6 หลายเดือนก่อน

    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ଉତ୍ତମ ସ୍ୱାସ୍ଥ୍ୟ ସେବା ସହିତ ଗରିବ ପିଲାମାନେ ପାଠପଡି ନିଜର ଭବିଷ୍ୟତ ଉଜ୍ଜଳ କରିବେ ସେଥି ପ୍ରତି ଦୃଷ୍ଟି ରଖି ଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ l

  • @manasranjan723
    @manasranjan723 6 หลายเดือนก่อน

    ଓଡ଼ିଶାବାସୀ ଜାଣିଛନ୍ତି ଯେପର୍ଯ୍ୟନ୍ତ ବିଜେଡି ଅଛି ଓଡ଼ିଶା ବଞ୍ଚିକି ଅଛି ଏବଂ ବିକଶିତ ଅଛି ।

  • @NityanandaJena-d1q
    @NityanandaJena-d1q 6 หลายเดือนก่อน

    ରାଜ୍ୟ ସରକାର ନିଷ୍ଠା ସହକାରେ ଜନତାଙ୍କ ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିପାଇଁ ଓଡିଶା ରେ ବିକାଶ ପଥ ଆଗେଇ ଚାଲିଛି

  • @BijayPatra-n4z
    @BijayPatra-n4z 6 หลายเดือนก่อน

    ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।

  • @LDAS-rj3ys
    @LDAS-rj3ys 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ମନ୍ଦିର ଓ ଲୋକଙ୍କ ପାଇଁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି!

  • @manasranjan723
    @manasranjan723 6 หลายเดือนก่อน

    ରାଜ୍ୟ ସରକାର 5T ମାଧ୍ୟମରେ ସ୍କୁଲ ଗୁଡିକର ରୂପାନ୍ତରଣ କରାଇ ଉନ୍ନତ ଶିକ୍ଷା ପଦ୍ଧତିରେ ଶିକ୍ଷା ଦାନର ବ୍ୟବସ୍ଥା କରିଛନ୍ତି l

  • @LDAS-rj3ys
    @LDAS-rj3ys 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ସବୁ ଲୋକଙ୍କ ପାଇଁ BSKY କାର୍ଡ଼ ପ୍ରଦାନ କରିଛନ୍ତି!

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଲୋକଙ୍କ ସୁବିଧା ପାଇଁ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, କୃଷି ଓ ରାସ୍ତାଘାଟ ସବୁ କ୍ଷେତ୍ରରେ ସୁବିଧା କରିଛନ୍ତି!

  • @BijayPatra-n4z
    @BijayPatra-n4z 6 หลายเดือนก่อน

    ଓଡ଼ିଶାରେପର୍ଯ୍ୟଟନ କ୍ଷେତ୍ରଠାରୁ ଆରମ୍ଭ କରି ପ୍ରାକୃତିୟ ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟନ୍ତ୍ର ଏବଂ ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ଓଡିଶା ଆଜି ବିକାଶର ଆଗ ଧାଡ଼ିରେ ପହଞ୍ଚିଛି ପାରିଛି ।

  • @LDAS-rj3ys
    @LDAS-rj3ys 6 หลายเดือนก่อน

    ଓଡ଼ିଶା ବାସୀଙ୍କ ଆଶୀର୍ବାଦ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଷଷ୍ଠ ଥରମୁଖ୍ୟମନ୍ତ୍ରୀ ଭାବେ ଜୁନ ନଅ ତାରିଖରେ ଶପଥ ଗ୍ରହଣ କରିବେ!

  • @PDAS-i8r
    @PDAS-i8r 6 หลายเดือนก่อน

    ଆମ ନବୀନ ବାବୁଙ୍କୁ ବିଜେପି ଯେତେ ଅପଚେଷ୍ଟା କଲେ ମଧ୍ୟ ହଟାଇପାରିବେ ନାହିଁ |

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    ନବୀନ ବାବୁଙ୍କ ଶାସନରେ ଓଡ଼ିଶାର ବିକାଶ ଶୀର୍ଷକ ଛୁଇଁଛି ସବୁ କ୍ଷେତ୍ରରେ ବିକାଶ ହିଁ ବିକାଶ ଲୋକେ ଓଡିଶାରେ କେବଳ ନବୀନ ବାବୁ କୁ ହିଁ ଚାହାଁନ୍ତି ଆଉ କାହାକୁ ନୁହେଁ l

  • @NDas-p4u
    @NDas-p4u 6 หลายเดือนก่อน

    5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବଡ଼ ଚଣା ରେ ନିର୍ବାଚନୀ ପ୍ରଚାର ରେ ଆସିଛନ୍ତି ଓ ବଡ଼ ଚଣା ରେ ଏତେ ଲୋକ ଦେଖି ଧନ୍ୟବାଦ ଜଣାଇ ଛନ୍ତି!

  • @PDAS-i8r
    @PDAS-i8r 6 หลายเดือนก่อน

    ଆମ ନବୀନ ବାବୁ ପ୍ରତିଶୃତି ରକ୍ଷା କରନ୍ତି |ତେଣୁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ହିଁ 3ଟି ଗୁରୁତ୍ୱ ପୂର୍ଣ୍ଣ କଥାରେ ଦସ୍ତଖତ କରିବେ |

  • @manasranjan723
    @manasranjan723 6 หลายเดือนก่อน

    ବିକଶିତ ଓଡ଼ିଶା ଗଠନ ପଛରେ ଥ‌ିବା ନବୀନ ବାବୁଙ୍କ ନିଆରା ଦୃଷ୍ଟିଭଙ୍ଗୀ ପ୍ରତି ଓଡ଼ିଶା ବାସି ଙ୍କ ପୂର୍ଣ୍ଣ ସମର୍ଥନ ରହିଛି, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

  • @BijayPatra-n4z
    @BijayPatra-n4z 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ଚିନ୍ତା ଧାରା ପାଇଁ ଓଡିଶା ଆସି ପ୍ରତି କ୍ଷେତ୍ରରେ ବିଜୟ ଲାଭ କରିପାରିଛି ଏବଂ ସଫଳତାର ଶୀର୍ଷରେ ପହଞ୍ଚିଵାରେ ସକ୍ଷମ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କୁ ମହିଳା ମାନେ ଧନ୍ୟବାଦ ଜଣାଇଛନ୍ତି ।

  • @NDas-p4u
    @NDas-p4u 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି ଓଡ଼ିଶା ବାସୀ ଙ୍କ ପାଇଁ ନୂଆ ଭେଟି ଦେବା ଙ୍କୁ ଯାଉଛନ୍ତି ଜୁଲାଇ ମାସ ଠୁଁ ଆଉ ଶହେ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ଦେବାକୁ ପଡ଼ିବ ନାହିଁ ଏହା ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର!

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    ମହିଳା ମାନଙ୍କ ପାଇଁ ୫ ଟଙ୍କାରେ ଲକ୍ଷ୍ମୀ ବସ୍ ର ସୁବିଧା କରୁଛନ୍ତି ଯାହା ଫଳରେ ମହିଳାମାନେ ଅତି ସହଜରେ ଏବଂ ଅତିଶିଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁଛନ୍ତି ।

  • @BijayPatra-n4z
    @BijayPatra-n4z 6 หลายเดือนก่อน

    ଓଡିଶା ବାସୀଙ୍କ ବିକାଶ ଓ ଖୁସି କୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!ଓଡିଶା ର ବିକାଶ ରେ ନିଜକୁ ସମର୍ପଣ କରି ଦେଇଛନ୍ତି!

  • @BijayPatra-n4z
    @BijayPatra-n4z 6 หลายเดือนก่อน

    ଓଡିଶା ର ନେତୃତ୍ୱ ନେବା ପାଇଁ ନବୀନ ବାବୁ ଅଛନ୍ତି ବିକାଶ କୁ ଆଗେଇ ନେବା ପାଇଁ ନବୀନ ପଟ୍ଟନାୟକ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଓଡିଶା ବାସୀ ଙ୍କ ଦ୍ୱାରା ସ୍ୱାଗତ କରାଯାଉଛି, ଓଡ଼ିଶାରେ ବିଜେପି ସରକାର ହେବାର ଆବଶ୍ୟକ ନାହିଁ l

  • @manasranjan723
    @manasranjan723 6 หลายเดือนก่อน

    ନବୀନ ବାବୁ ହେଉଛନ୍ତି ଆମ ଗରୀବ ଜନତା ଙ୍କ ସାଥୀ। ଗାଁ ରୁ ସହର ସବୁଠି ନବୀନ ବାବୁ ଙ୍କ ଚର୍ଚ୍ଚା ହେଉଛି କାରଣ ସେ ଥିବା ପଯ୍ୟନ୍ତ ଆମ ଦେଶ ବାସୀଙ୍କର କୌଣସି ଅସୁବିଧା ହୋଇନାହିଁ କି ଆଗକୁ ମଧ୍ୟ ହେବନାହିଁ।

  • @LDAS-rj3ys
    @LDAS-rj3ys 6 หลายเดือนก่อน

    ବଡ଼ ଚଣା ରେ ଏହି ଦୁଇ ଭଉଣୀ ଙ୍କୁ 50ହଜାର ଭୋଟର ରେ ଜିତାଇବା ପାଇଁ କାର୍ତ୍ତିକ ପାଣ୍ଡିଆନ ଲୋକଙ୍କୁ ଅନୁରୋଧ କରିଛନ୍ତି ଏହି ଦୁଇ ପ୍ରାର୍ଥୀଙ୍କ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆଶୀର୍ବାଦ ରହିଛି!

  • @PDAS-i8r
    @PDAS-i8r 6 หลายเดือนก่อน

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କ ସ୍ୱାସ୍ଥ୍ୟ କୁ ସୁରକ୍ଷିତ କରିବା ପାଇଁ BSKY କାର୍ଡ଼ ପ୍ରଚଳନ କରିଛନ୍ତି ଯାହା ଦ୍ୱାରା ଲୋକମାନେ ତାଙ୍କ ର ଦୁରାରଗ୍ୟ ରୋଗରୁ ଭଲ ହୋଇପାରୁଛନ୍ତି କିନ୍ତୁ କୁଚକ୍ରୀ ବିଜେପି ଏହାକୁ ବନ୍ଦ କରିବା ପାଇଁ ଯୋଜନା କରୁଛି ତେଣୁ ଓଡ଼ିଶା ବାସୀ ସାବଧାନ ଏ କୁଚକ୍ରୀ ବିଜେପି ନେତା ଙ୍କୁ |

  • @PDAS-i8r
    @PDAS-i8r 6 หลายเดือนก่อน

    ମିଶନ ଶକ୍ତି ର ମା ମାନଙ୍କୁ ନବୀନ ସାରକାର ପେନସନ ଦେବାକୁ ସ୍ଥିର କରିଛନ୍ତି କିନ୍ତୁ ବିଜେପି ଦଳ ମିଶନ ଶକ୍ତି କୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କରୁଛି |

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ଅଧିକ ବିଶ୍ୱାସ କରନ୍ତି, ସେଥିପାଇଁ ଓଡ଼ିଶାବାସୀ ତାଙ୍କୁ ଭଲ ପାଆନ୍ତି.

  • @NDas-p4u
    @NDas-p4u 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ସବୁ ଲୋକ ଙ୍କ ପାଇଁ ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି ସବୁ ସମସ୍ତ ଲୋକମାନେ BSKY କାର୍ଡ଼ ପ୍ରଦାନ କରିଛନ୍ତି!

  • @PDAS-i8r
    @PDAS-i8r 6 หลายเดือนก่อน

    କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଙ୍କ ଯୋଜନା ଗୁଡ଼ିକ ବିଷୟରେ ଲୋକଙ୍କୁ ଅବଗତ କରିଛନ୍ତି |ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କ ପାଇଁ ବିଭିନ୍ନ ଯୋଜନା ମାନ କରି ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ କରିଛନ୍ତି |

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    ଓଡିଶାର ଲୋକମାନଙ୍କ ପାଇଁ ସବୁବେଳେ କାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପୋଟନାୟକ l ଲୋକମାନଙ୍କ ଜୀବନକୁ ସୁନ୍ଦର କରିବାରେ ରହିଛି ତାଙ୍କର ପ୍ରମୁଖ ଭୂମିକା l ତାଙ୍କ ଶାସନ କାଳରେ ଓଡିଶାରେ ହଟିଛି ଦୁର୍ନୀତି l

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    କଥାରେ ନୁହଁ କାମରେ ବିଶ୍ୱାସ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ କରି ସାରା ଦେଶରେ ଏକ ନମ୍ବର ସରକାରଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି l

  • @manasranjan723
    @manasranjan723 6 หลายเดือนก่อน

    ଓଡିଶାବାସୀଙ୍କ ଚିହ୍ନ ଶଙ୍ଖ ଚିହ୍ନ... ଓଡିଶାର ଜଣେ ହିଁ ନେତା କେବଳ ନବୀନ
    #BJDDigitalWing #NaveenOdisha

  • @LDAS-rj3ys
    @LDAS-rj3ys 6 หลายเดือนก่อน

    ବଡ଼ ଚଣା ରେ ଯଯାତି କେଶରୀ ମେଡିକାଲ କଲେକ୍ଟର ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି ଓ NAC କରିଛନ୍ତି!

  • @NDas-p4u
    @NDas-p4u 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଖାଲି ବଡ଼ ଚଣା ରେ ନୁହେଁ ସାରା ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ମନ୍ଦିରଓ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି!

  • @PDAS-i8r
    @PDAS-i8r 6 หลายเดือนก่อน

    ବିଯୁଜନତା ଦଳ ର ନେତା, କର୍ମୀ ମାନେ ଲୋକଙ୍କ ସେବା କରିଥାନ୍ତି ଶାସନ ନୁହଁ |

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    ବିକାଶ ହିଁ ଏକମାତ୍ର ମୂଳ ଲକ୍ଷ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ମୂଳ ଉଦେଶ୍ୟ!

  • @manasranjan723
    @manasranjan723 6 หลายเดือนก่อน

    ଆମ ସରକାର ନବୀନ ସରକାରଙ୍କୁ ଓଡିଶା ରାଜନୀତିରୁ କେହି ହଟାଇ ପାରିବେ ନାହିଁ କାହିଁକି ନା ସେ ଲୋକ ମାନଙ୍କ ପାଇଁ ସବୁବେଳେ କାର୍ଯ୍ୟ କରନ୍ତି ।

  • @manasranjan723
    @manasranjan723 6 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟ କାର୍ଡ଼ ଯୋଗାଇଦେଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ।

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    ନବୀନ ବାବୁ କୋଠିନ ପରିଶମ ଫଳରେ ଓଡିଶା ଆଣୁଛି ବିକାଶ କ୍ଷେତ୍ରରେ ନିରନ୍ତର ସଫଳତା l ଏଥିରେ ଧର୍ମେନ୍ଦ ବାବୁ ଭାଷଣ ଦେଉଛନ୍ତି ଓ ବିକାଶକୁ ବିରୋଧ କରୁଛି l

  • @NDas-p4u
    @NDas-p4u 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ଗର୍ବ ଓ ଗୌରବ!

  • @ganeshsing5580
    @ganeshsing5580 6 หลายเดือนก่อน

    ବିଜେଡି 👍

  • @LDAS-rj3ys
    @LDAS-rj3ys 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି କାମ ଉପରେ ବେଶୀ ଗୁରୁତ୍ୱ ଦେଇଥାନ୍ତି!

  • @NityanandaJena-d1q
    @NityanandaJena-d1q 6 หลายเดือนก่อน

    ଯୁବ ପିଡି ମାନଙ୍କୁ ନିଯୁକ୍ତି ପ୍ରଦାନ କରି ଓଡ଼ିଶା ର ଛବି କୁ ବିକଶିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ଅଟେ।

  • @NDas-p4u
    @NDas-p4u 6 หลายเดือนก่อน

    ବଡ଼ ଚଣା ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ର ବିକାଶ ବିଷୟରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନୀ ସଭାରେ ଆଲୋଚନା କରିଛନ୍ତି!

  • @saiprasadsahu2005
    @saiprasadsahu2005 6 หลายเดือนก่อน

    ପୁଣି ଥରେ ଓଡ଼ିଶା ରେ ଆମର କେବଳ ଗୋଟିଏ ଚିହ୍ନ କେବଳ ଶଙ୍ଖ ଚିହ୍ନ ଓଡ଼ିଶା ରେ କେବଳ ଜଣେ ହିଁ ନେତା ନବୀନ ବାବୁ

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    5t ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବଡ଼ଚଣା ଗସ୍ତ କରି ଜନତାଙ୍କୁ ଭେଟି ଜିଲ୍ଲାର ବିକାଶ ସମ୍ପର୍କରେ ପଚାରି ଥିଲେ।

  • @NDas-p4u
    @NDas-p4u 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ଗର୍ବ ଓ ଗୌରବ!ମାନ୍ୟବର ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି କାମ ଉପରେ ବେଶୀ ଗୁରୁତ୍ୱ ଦେଇ ଥାଆନ୍ତି!

  • @NityanandaJena-d1q
    @NityanandaJena-d1q 6 หลายเดือนก่อน

    ବ୍ୟବସାୟ କ୍ଷେତ୍ରରେ ଯୁବ ସମାଜକୁ ସାମିଲ କରିବା ପାଇଁ ‘ସ୍ୱୟମ’ ଯୋଜାରେ ବିନା ସୁଧରେ ଋଣ ଦେବେ ରାଜ୍ୟ ସରକାର। ଆଉ ରଖିବାକୁ ପଡ଼ିବନି ବନ୍ଧକ, ଦେବାକୁ ପଡ଼ିବନି ପ୍ରୋସେସିଂ ଫି'।

  • @PDAS-i8r
    @PDAS-i8r 6 หลายเดือนก่อน

    ବିଜେପି ନେତାଙ୍କ ମିଛ ପ୍ରଳାପ ଓଡିଶାବାସୀଙ୍କୁ ବୋକା ବନାଇ ପାରିବ ନାହିଁ |

  • @BijayPatra-n4z
    @BijayPatra-n4z 6 หลายเดือนก่อน

    ପ୍ରକୃତରେ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରି ଦେଖାନ୍ତି ସମସ୍ତ ପ୍ରକାର କାର୍ଯ୍ୟକୁ ,ସେଥିପାଇଁ ସେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ହୋଇ ପାରିଛନ୍ତି ।

  • @NDas-p4u
    @NDas-p4u 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଚଣ୍ଡିଖୋଲ କୁ NAC, ମହା ବିନାୟକ ମନ୍ଦିର ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ସାତ କୋଟି ସତୁରୀ ଲକ୍ଷ ଟଙ୍କା ଦେଇଛନ୍ତିଓ ଯଯାତି କେଶରୀ ମେଡିକାଲ କଲେଲ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ବିକାଶ କାର୍ଯ୍ୟରେ ବଡ଼ ଚଣା ବାସୀ ଖୁସି ଅଛନ୍ତି!

  • @manasranjan723
    @manasranjan723 6 หลายเดือนก่อน

    ଦୁଃଖୀ ଦରିଦ୍ର, ମହିଳା, ବୃଦ୍ଧ ଏବଂ ସମସ୍ତ ଓଡ଼ିଆଙ୍କର ସାହସ ନବୀନ ସରକାର।

  • @NityanandaJena-d1q
    @NityanandaJena-d1q 6 หลายเดือนก่อน

    ବେକାରୀ ସମସ୍ୟାର ଦୂର କରିବା ପାଇଁ ଓଡିଶାସାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର

  • @NDas-p4u
    @NDas-p4u 6 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ସାରା ରାଜ୍ୟ ବାସୀଙ୍କ ପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରିଛନ୍ତି ମମତା ଯୋଜନା ନାଁରେ ମାଆ ମାନଙ୍କୁ 10ହଜାର ଟଙ୍କା, ମଧୁବାବୁ ଭତ୍ତା 1000ଟଙ୍କାକୁ ବୃଦ୍ଧି, ଚାଷୀ ମାନଙ୍କୁ କାଳିଆ ଯୋଜନା ଓ ଦୁଇ ଲକ୍ଷ ଟାଣ ବିନା ସୁଧରେ ଋଣ ପ୍ରଦାନ,ଲଷ୍ମୀ ବସ ସେବା, ମିଶନ ଶକ୍ତି ମାମାନଙ୍କୁ ପେନସନ ଓ ନୂଆ ଓ ଛାତ୍ର ବୃତ୍ତି ଏହିଭଳି ବିଭିନ୍ନ ଯୋଜନାମାଧ୍ୟମରେ ସହାୟତା ପ୍ରଦାନ କରିଛନ୍ତି!

  • @sureshbehera2870
    @sureshbehera2870 6 หลายเดือนก่อน

    Pandian sir 👍👍👍👍

  • @NDas-p4u
    @NDas-p4u 6 หลายเดือนก่อน

    ବଡ଼ ଚଣାରେ ଏହି ଦୁଇ ଭଉଣୀଙ୍କୁ 50ହଜାର ଭୋଟରେ ଜିତାଇବା ପାଇଁ ବିନମ୍ର ଅନୁରୋଧ କରିଛନ୍ତି ଓ ଏହି ଦୁଇ ପ୍ରାର୍ଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରେରଣାରେ ଭଲ କାର୍ଯ୍ୟ କରିବେ ବୋଲିକହିଛନ୍ତି!

  • @SUJALAMOHANTY-qt1wr
    @SUJALAMOHANTY-qt1wr 6 หลายเดือนก่อน

    Jai Jagannath

  • @SatramGond
    @SatramGond 6 หลายเดือนก่อน

    Jay nabin Jay b j d. Jai jagannath. ❤

  • @dillipsahoo7921
    @dillipsahoo7921 6 หลายเดือนก่อน +1

    Bjd clean sweep kariba and Nabin babu will be cm for 6th time

  • @PDAS-i8r
    @PDAS-i8r 6 หลายเดือนก่อน

    ବଡ଼ଚଣା ରେ କାର୍ତ୍ତିକ ପାଣ୍ଡିଆନ ଙ୍କ ନିର୍ବାଚନ ର ମାରାଥନ ପ୍ରଚାର |

  • @Rasmi--alonegirl
    @Rasmi--alonegirl 6 หลายเดือนก่อน

    ଓଡିଶାବାସୀଙ୍କ ପାଇଁ ଫଳ ପ୍ରଦ ହୋଇନାହିଁ l ଧର୍ମେନ୍ଦ୍ର ବାବୁଙ୍କର କାମ କମ କଥାରେ ବେଶୀ ସେଥିପାଇଁ ତ ତାଙ୍କର ସବୁ ଯୋଜନା କଥାରେ ରହି ଯାଏ l ଧର୍ମେନ୍ଦ୍ର ବାବୁ କେବଳ କଥାରେ ଲୋକଙ୍କୁ ଭକୁଆ ବଣାଇ ଜାଣିଛନ୍ତି l ବିକାଶ କେବଳ ଗୋଟିଏ ଚିହ୍ନ ସେ ହେଉଛି ସଙ୍ଖ l

  • @PDAS-i8r
    @PDAS-i8r 6 หลายเดือนก่อน

    ଓଡ଼ିଶାର ଘରେ ଘରେ ଶଙ୍ଖ ନାଦ ଶୁଭିବାରେ ଲାଗିଲାଣି |ଲୋକେ କହିଲେଣି ବିଜେପି ହଟାଓ ଓଡ଼ିଶା ବଞ୍ଚାଓ |

  • @OdishaYouTuber7268
    @OdishaYouTuber7268 6 หลายเดือนก่อน

    କାଇଁ ପାଣ୍ଡିଆନ୍ sir କଣ ଆମ ଅଞ୍ଚଳ ରେ ଆଉ କେହି ଭଉଣୀ ନଥିଲେ ନା ଆଉ କେହି ଭାଇ ନଥିଲେ ଆପଣ କହି ପାରିବେକି ଆପଣ କଣ ପାଇଁ ଅନ୍ୟ ଅଞ୍ଚଳ ର ଭଉଣୀ ଙ୍କୁ ଏ ଅଞ୍ଚଳ ରେ ପ୍ରାଥୀ କଲେ............?
    ଆମ ଅଞ୍ଚଳ ର ନେତା ଙ୍କ ନାମ କଣ ପାଇଁ କାଟିଲେ....?
    ଆପଣ କଣ ପାଇଁ ପ୍ରାଥୀ ହେଇ election ରେ ଠିଆ ହେଲେ ନାହିଁ ଜବାବ୍ ଦିଅନ୍ତୁ....?
    ଉତ୍ତର ପାଣ୍ଡିଆନ୍ sir ଦିଅନ୍ତୁ କିମ୍ବା ନେତା ଗିରି କରୁଥିବା ଦଳ ର କର୍ମୀ ମାନେ ଦିଅନ୍ତୁ ଚଳିବ..........?

  • @LDAS-rj3ys
    @LDAS-rj3ys 6 หลายเดือนก่อน

    ବଡ଼ ଚଣାରେ ଏହି ଦୁଇ ପ୍ରାର୍ଥୀ ଙ୍କୁ ଯୋଡ଼ି ଶଙ୍ଖ ଚିହରେ ଆଶୀର୍ବାଦ କରିବେ ଓ ବିପୁଳ ସଂଖ୍ୟାରେ ଜିତାଇବେ!

  • @sanjuktamohanty3650
    @sanjuktamohanty3650 6 หลายเดือนก่อน

    Only BJD zindabad

  • @Krishnaaaa0007
    @Krishnaaaa0007 6 หลายเดือนก่อน

    88 + ହେଇଗଲାଣି ଆଗକୁ ଯାହା ହବ

  • @sanjuktamohanty3650
    @sanjuktamohanty3650 6 หลายเดือนก่อน

    Jay BJD zindabad

  • @DeepakkumarMohantyDipu
    @DeepakkumarMohantyDipu 6 หลายเดือนก่อน

    Jay bjd

  • @ashokjena2151
    @ashokjena2151 5 หลายเดือนก่อน

    💚💚💚🐚🐚🐚🙏🙏🙏👍👍

  • @Hemanta9178
    @Hemanta9178 6 หลายเดือนก่อน

    Ration kiye dau6i seta nei kahele j

  • @upenderdas1309
    @upenderdas1309 6 หลายเดือนก่อน +1

    Jay nabin Jay bjd jay barchana bjd

  • @rinamantri2469
    @rinamantri2469 6 หลายเดือนก่อน

    Only BJD jitib Ghare Ghare SANKHA subhiba Jay jagannath Jay BJD Jay nabin Jay

  • @Public_foundation
    @Public_foundation 6 หลายเดือนก่อน

    Kan Tama gharu aniki deicha ki

  • @rajkumarbehera4743
    @rajkumarbehera4743 6 หลายเดือนก่อน

    Toa bou karichi sabu