Apananku koti koti pranam. A upaya mu no jhia pain Karu thili, Ajiku 7 Dina hela, aji hin Tara job hoe gala. Bahut darakari upaya, Jadu ahi upaya ku nistha re karajae tahale success sunischita.
Jay maa mangala 🙏🙏🙏 Namaskar 🙏 sir apana nka sabu video bahut bhala laguchi jemiti ki Mana ku santi deba saha manaku nua asha ra sanchara milila pari mane hue 🙏🙏👍👍
ଅତି ଚମତ୍କାର ପ୍ରତିକାର,
ଆପଣଙ୍କୁ ଅନେକ ଅନେକ ଧନ୍ଯବାଦ
ଧନ୍ୟବାଦ ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ।🙏🏼🙏🏼🙏🏼🙏🏼
ଆପଣଙ୍କ ଉପସ୍ଥାପନା ଶୈଳୀ ଅତୀବ ଚମତ୍କାର,
ଆଜିର ବିଷୟ ମଧ୍ୟ ଅତି ମହତ୍ତ୍ୱପୂର୍ଣ୍ଣ
2
Thankyou sir bahut bhala lagila joy jagannath 🙏🙏🙏
ଏମିତି ସୁନ୍ଦର ସୁନ୍ଦର ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
Bahuta bhala upaya thank q guruji
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଉପସ୍ଥାପନା
t TV tccf f c
Karini Helen Kochi janiparrni
ESABU KARILI HELE KICHI JANIPARILINI
Khub sundar bartta ti deichhanti
Anek anek dhanyavaad
ବହୁତ ସୁନ୍ଦର ତଥା ଉପାଦେୟ କଥା।
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ,
ସାର୍ ବାସ୍ତବରେ ଏଇ ମହାଉପାୟଟି ସ୍ବାଗତଯୋଗ୍ୟ । ଧନ୍ୟବାଦ୍
Amazing remedy
Outstanding presentation
Jay ma laxmi Thanks you Sar
Thank you very much sir for this kind informatin
Thank you very good bichar
ନମସ୍ତେ ସାର୍ , ଏହି ମହା ଉପାୟ ଅବଲମ୍ବନ କରିକରିଲେ ପିଲାମାନଙ୍କ ମଧ୍ୟରେ ଉତ୍ତମ ଫଳ ପ୍ରାପ୍ତ ହୋଇ ପାରିବ । ମାତ୍ର ମୋ ଜାଣିବା ପାଇଁ ଚାହୁଁଛି ଯେ ଏକ ମାଳା କେତେ ସଂଖ୍ୟା ବିଶିଷ୍ଟ ହେବା ଦରକାର । ଏହା ଜାଣି ପାରିଲେ ମୁଁ ବିଶେଷ ଉପକୃତ ହୋଇ ପାରନ୍ତି । ଦୟାକରି ଜଣାଇବେ ।
ଏକ ମାଳା ୧୦୮ ଥର
@@AstroParadise ବହୁତ ବହୁତ ଧନ୍ୟବାଦ ସାର୍
ଏଟି ଉପାଦେୟ ପ୍ରସଙ୍ଗ। ଧନ୍ୟବାଦ୍।
Nice topic and powerful presentation
Jay Jagannath
Nice & valuable information
Tremendous information
Apananku koti koti pranam.
A upaya mu no jhia pain Karu thili, Ajiku 7 Dina hela, aji hin Tara job hoe gala.
Bahut darakari upaya,
Jadu ahi upaya ku nistha re karajae tahale success sunischita.
God bless your family
Sir,
Amiti valuable information dei thibaru apananku dhanyabad
Useful information to all
ଅଶେଷ ଧନ୍ୟବାଦ ସାର୍।
ଜୟ ଜଗଜ୍ଜନନୀ ମା ଶାରଳା ......
Thank you sir 🙏
Apanku mora hrudaya ru dhanyabad sir ye Maha upaya paien
This is the world's best memorable prediction.
Thank you so much
@@AstroParadise ohh thanks sir
Thanks sir.Grand salute
Thank you very much sir.🙏🏻🙏🏻🙏🏻🙏🏻
Thank you sir
pila pakhare na thile kemiti kariba, hostel re rahuchhi
Jay maa mangala 🙏🙏🙏
Namaskar 🙏 sir apana nka sabu video bahut bhala laguchi jemiti ki
Mana ku santi deba saha manaku nua asha ra sanchara milila pari mane hue 🙏🙏👍👍
ॐ ଗଂ ଗଣପତୟେ ନମଂ
🙏🙏🙏🙏🙏🙏🙏
Apananka upasthapana bahut helpful
Topic is very memorable
Thank you, ବହୁତ ଉପକାରୀ ଔଷଧୀୟ କଥା 👌👌👌👌👌👌
ଧନ୍ୟବାଦ ସାର
X NJ ki ki
Heart touching topic sir verry nice
ସାର୍ ପିଲାମାନେଵାହାରେ ରହୁଥିଲେ ଢାଳର ପାଣିକୁ କିପରି କି ଉପାୟରେପିଆଇଵ।ଦୟାକରି ଜଣାନ୍ତୁ।
Awesome information,
Really you are great sir,
ବହୁତ୍ ସୁନ୍ଦର୍ ପ୍ରତିକାର🙏🏻 ହେଲେ ଗୋଟେ କଥା ବୁଝି ହେଲାନି ହାତରେ ଯୋଉ ଫୁଲ ଅକ୍ଷତ ଧରିଥିବ କଣ କରିବ?
Jala re bisarjan karibe
Bahut sundar Katha Bahut sundar Katha in
Jay Jagannat Guruji 🙏🏻🙏🏻🙏🏻🙏🏻
Jaymaa Saraland.jay jagannatha.❤
Powerful and knowledgeable information
🙏🏻 Very very very helpful vidio.... Thanks
ଧନ୍ୟବାଦ ସାର୍
Joy jaganatha.very nice gyan .Harekrishna pravuji.
Waawoo
Excellent topic sir
Mother's bless is the best and powerful medicine of all problems of her child .
Absolutely right
Wonderful 👌
Thank you so much for valuable information.
Heart touching topic 🙏🙏 thank you sir 🙏🙏🙏
Bahut sundar kathatia sabu maa mane pila pain byasta
Thanks sir, please tell me what should do this rice and flower
You should Relinguishing in flow water
bahut bahut dhanyabad guruji🙏🏻🙏🏻
Mother is very very beautiful flower for her child's garden .
You are right,
Sir sanklp 7din jaka kariba ku padiba na kebal first.din Heba
ଖାଲି ପ୍ରଥମ ଦିନ କରିବେ
Sar sankalpatiku satadina jaye rakhibaku heba na prathama dinare bisarjana karibaku heba plz kuhatu
Bahuta sundar tapic thank u guruji
Very special and so beautiful lesson , It's a right and real lesson . Thank you very much sir, for this valuable information .
Thank you so much for your valuable comment
Bohut bholo kothata janili
ସଙ୍କଳ୍ପ ଚାଉଳ କେଉଁ ଠାରେ ରଖାଯିବ। ପିଲା ପାଖରେ ନଥିଲେ କଣ କରିବ।
Mo ro mana rahunahi patha kn kale patha mana rahiba
Athi pain special video upload achhi
Good imformation guruji pranam
ବାମ ହାତରେ ରଖିଥିବା ସଂକଳ୍ପ ଅରୁଆ ଚାଉଳ ଓ ନାଲି ଫୁଲ କୁ କଣ କରାଯିବ ଓ ଆପଣ କହିଥିବା ଗଣେଶ ଙ୍କ ଜପ ମାଳ ସିଏ କେଉଁ ମାଳି ଓ କେଉଁଠା ରେ ମିଳିବ ଆପଣ ଆମାନଙ୍କୁ ଜଲଦି ଜଣାନ୍ତୁ ଦୟା କରି ଆମେ ଆପଣ ଙ୍କ ଅପେକ୍ଷା ରେ ରହିଲୁ
ସଙ୍କଳ୍ପରେ ଥିବା ସାମଗ୍ରୀକୁ ଜଳାଶାୟୀ କରିବେ,
ରୁଦ୍ରାକ୍ଷ ,ସ୍ପଟିକ, ପଦ୍ମବୀଜ, ମାଳାରେ ଜପ କରିପାରିବେ,
@@AstroParadise llll la l1 AA
Thanks u sir God bless you 🙏
ଯଦି ପିଲା ପାଖରେ ନଥାନ୍ତି ତେବେ ପାଣିକୁ କଣ କରିବା
Pila pakhare rahiba nihati darkar
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍ ,ହେଲେ ଯଦି ମା ଏ ପୂଜା କରିବାକୁ ପିଲାଙ୍କ ଲାଗି ଚାହିଁଲା ଏବଂ ପିଲାଟି ଦୂରରେ ରହିଛି ସେ ପରିସ୍ଥିତିରେ କେମିତି କରିବା ଜଣେଇବେ,🙏
ପିଲା ପାଖରେ ଥିବା ନିହାତି ଆବଶ୍ୟକ,
ଯେଉଁ ମନ୍ତ୍ର ସିଦ୍ଧ ଜଳ ରହିବ ପିଲା ତାକୁ ପିଇବା ଦରକାର
Pila durere rahuchi ,tahele jala kemiti pipariba , samadhana janantu
Pila pakhare thiba samayare hin a upaya karantu.
ଭାଇ ଓ ଭଉଣୀମାନେ ଆଚାର୍ଯ୍ୟ ଆଜ୍ଞା ଙ୍କର ଭିଡ଼ିଓମାନଙ୍କୁ like କରନ୍ତୁ ଫଳରେ ଆଜ୍ଞାଙ୍କୁ ଉତ୍ସାହିତ ଲାଗିବ ଧନ୍ୟବାଦ
ଆପଣଙ୍କ ଭଲପାଇବା ଏମିତି ସବୁବେଳେ ଥାଉ,
ମା ଶାରଳା ଆପଣଙ୍କୁ ଘଣ୍ଟ ଘୋଡେଇ ରଖନ୍ତୁ,
ଧନ୍ୟ ବାଦ 🙏🙏
Om Sai Ram ❤ Jay Jagannath ❤
Thank you so much Sir 🙏🙏🙏Apanka ashribada mo pilanka upare tk thaau🙏🙏
Thank You Sir
Baudh sundar upaay 👌👌
ନମସ୍ତେ ଗୁରୁ ଜୀ । ଆପଣ ଙ୍କ ଭୀଡି ଓ ଏବଂ ଟପିକ୍ ମୋତେ ସବୁଠୁ ବେସୀ ଭଲ ଲାଗେ । ସେ ଥିପାଇ ଶ୍ରଦ୍ଧା ଓ ବିସ୍ବାଶ ରଖି ଏମହାଉପାୟକୁ ଆୟୋଜନ କରୁଛି। ଏଇଠି ସାର୍ ଏତିକି ନିବେଦନ କରୁଛି କି , ବାମ ହାତରେ ସଙ୍କଳ୍ପ ଏବଂ ଅଖ୍ୟତ ଫୁଲକୁ କଣ କରାଯିବ ଧନ୍ୟବାଦ ସାର୍।
Panire bisarjana karibe
Super guruji
ଅତି ସୁନ୍ଦର କଥା ଆଜ୍ଞା
ଏହା ଜଣେ ବାପା ନିଜ ସନ୍ତାନଙ୍କ ପାଇଁ କରି ପାରିବେ କି ନାହିଁ 🙏🙏
ବାପାଙ୍କ ଅପେକ୍ଷା ମା'ଙ୍କ ପ୍ରତିକାରରେ ଅଧିକ ଶକ୍ତି ଥାଏ,
Tukuni sahoo ai video ti amo kuvall lagila
Pranam sir. You are really great sir
Na
God is great
Sir Namaste jadi pilati Pakhare na thaye. Jadi na Pieba or three day's hele chhaliba please kan karibi
Ati sunder Katha.
Baba pranam ,Jaya maa jagat janani🌺🔱🙏
Nice video jai jaganath🙏🙏🙏🙏🙏🙏🙏🙏😯
Dhanyvad sir
Jay ho....... Om gam ganapataye namah🌹🌹🌹🌹🌹🌹🌹🌹🌹🌹🌹
Very nice thank you
Best.sir 🙏🏻
Outstanding topic
Really amazing topic
Bahut bahut Sunder
Very nice video sir thank you very much
Tq sir
ଅତି ସୁନ୍ଦର
Prati pranama guruji
Very nice video Sir
You are right sir,
Maa bina a jiban brutha
Jay mangala
Thanks Sir
ଧନ୍ୟବାଦ ସାର
Thunks sir a lot.
ନମସ୍ତେ ଧନ୍ୟବାଦ
It is too valuable topic
Bahut dhanyabat
Thank you so much
Thank you sir
ପିଲା ପାଖରେ ନ ଥିଲେ କେମିତି ପାଣି ପିଇ ବାକୁ ଦେବି
ଏ ଉପାୟ କରିବାକୁ ହେଲେ ପିଲା ପାଖରେ ରହିବା ନିହାତି ଦରକାର
ଓମ୍ ଗଂ ବିଘ୍ନ ହର୍ତ୍ତାୟ ନମଃ
Guruji pranm japa pare bhog derly lagib
Thank you so much 🙏
Bahut vala upaya bataile ,
Excellent information
Dhhanybad apan nk khiba shayli bahut vhal🙏
ସାର୍, ପ୍ରଣାମ l ପିଲା ପାଠ ପଢିବା ପାଇଁ ବାହାରେ ରହୁଛି l ତେବେ ମା କିପରି ଏହା କରି ପାରିବ ଜଣାଇବେ l 🙏🙏
A upaya pain pila pakhare rahiba abasyaka