Jane Tume Feribani | Babul Supriya | Krushna Chandra | Somesh & Kajal | Silk Music

แชร์
ฝัง
  • เผยแพร่เมื่อ 16 ต.ค. 2024
  • *Song : Jane Tume Pheribani
    *Singer : Babul Supriya
    *Lyrics : Panchanana Nayak
    *Music : Krushna Chandra
    *Dop : Ajit
    Artst - Somesh & Kajol
    *Director : Sahil Swain (Chagala)
    *Video Studio - Silk Studio
    *Music Label : Silk Music
    *Silk Music
    Pranam Tv

ความคิดเห็น • 593

  • @Prem-w3h
    @Prem-w3h 2 หลายเดือนก่อน +59

    ୨୦୨୪ରେ ଆଜି କିଏ କିଏ ଶୁଣୁଛନ୍ତି ଭାଈ ମାନେ ଲାଈକ କର 👌👍🙏❤❤❤❤

  • @mrmiltankumarjena7910
    @mrmiltankumarjena7910 10 หลายเดือนก่อน +21

    ପ୍ରିୟା ଜାଣିଛି ଆଉ ତୁମେ ଆଉ ଫେରିବନି କିନ୍ତୁ ତୁମ ସ୍ମୃତି କୁ ସାଇତି ରଖି କି ତୁମକୁ ନିଜର ବୋଲି ମନେ କରୁଛି କିଛି ସମୟ ପାଇଁ ଜଳୁଛି 🔥🔥 ତୁମ ର ସେ ମିଛ ସ୍ମୃତି ରେ ।

  • @kunupatra2018
    @kunupatra2018 4 หลายเดือนก่อน +9

    ଏଇ ଗୀତରେ ମୋ ଅଭୁଲା ସ୍ମୃତି ରହିଛି ପ୍ରେମରେ ପ୍ରଥମ ଧୋକା ଖାଇ ବା ପରେ ଏଇ ଗୀତ ଶୁଣି ଥିଲି ❤ Lovely 🌹🌹 Song

  • @kureshpradhan8004
    @kureshpradhan8004 4 หลายเดือนก่อน +9

    ଏ ସବୁ ଗୀତ ମୋର ପ୍ରଥମ ଭଲ ପାଇବା ଭାରି ମନେ ପଡୁଛି। କଣ କରିବି ମୋର ଜୀବନର ଅମୂଲ୍ୟ ସମ୍ପର୍କ ଯାହାକି ଭଲ ପାଇବା ମୁ ହାରିଦେଇଛି । ସେ ଦିନଠୁ ମୁ ଦେଖିଚି ଆଉ heart କାମ କରୁନି । Heartily ଆଉ କିଛି ଭାବିପରୁନି ।

  • @Ramm_editzone
    @Ramm_editzone 9 หลายเดือนก่อน +22

    ଅଧା ରହିବା ଟା ହିଁ ତ ପ୍ରେମର ଭାଗ୍ୟ। ଏହା ହିଁ ନିୟତି , ୟାକୁ ଚୁପ୍ ଚାପ୍ ନୀରବରେ ସ୍ବୀକାର କରିନେବା ଉଚିତ୍ କାରଣ ଏହା ଆମ ହାତରେ ନାହିଁ।

  • @mrganulolodia1491
    @mrganulolodia1491 ปีที่แล้ว +7

    ଗୀତ ବୁଝିଲେ କଷ୍ଟ ଲାଗୁଚି 😭

  • @OdishaEntertainment1998
    @OdishaEntertainment1998 7 หลายเดือนก่อน +6

    ଏହି ଗୀତ ମୁଁ ସବୁବେଳେ ମନରେ ବୋଲେ ବି ମୋ ହୃଦୟରେ ଏ ଗୀତ love you ବାବୁଲ ସୁପ୍ରିୟୋ always ❤❤❤

  • @jibansharma2271
    @jibansharma2271 3 ปีที่แล้ว +69

    ତମେ ଚାଲି ଗଲ ଜଦି ଚାଲିଜାଅ । ଦୁଃଖେ ସୁଖେ ମୁଁ ବଞ୍ଚିଯିବି ,ଆମ ସମ୍ପର୍କ ସବୁଦିନ ପାଇଁ ଏମିତି ଅଧାରେ ରହିଜାଉ,ମୁଁ ହିଁ ଅଯୋଗ୍ୟ ଯାହା ପାଖକୁ ବି ଯିବ ଭଲସେ ରହିବ ମୋ ତରଫରୁ ତମ ଦି ଜଣକୁ ଅଭିନନ୍ଦନ ସବୁବେଳେ ଖୁସିରେ ରହିବ। ଆଜିବି ଚାହିଁ ବସିଛି କାଳେ ଫେରିଆସିବ । ❤❤❤🥺

    • @daktarhembram7751
      @daktarhembram7751 2 ปีที่แล้ว +1

      ❤️

    • @pravatbiswal1529
      @pravatbiswal1529 2 ปีที่แล้ว +6

      Jia once gala sia au feribani re bhai 🙄

    • @sameerpatra345
      @sameerpatra345 2 ปีที่แล้ว +8

      Imagine dunia ru bahara ku asa bhai ..
      mu b dhoka khaichi ....aeithi kie kahara ..
      Mu bahut bada dhoka khaichi bhai 😀

    • @santoshdas4293
      @santoshdas4293 ปีที่แล้ว +2

      Right bro😭😭😭

    • @sunalinayaknayak697
      @sunalinayaknayak697 ปีที่แล้ว +2

      Bai mo love seipari

  • @SadasivaDsah-ky3db
    @SadasivaDsah-ky3db 11 หลายเดือนก่อน +7

    ବହୁତ୍ ସୁନ୍ଦର୍ ହେଇଛି ହେ ଗୀତ

  • @pandabasahoo8343
    @pandabasahoo8343 3 ปีที่แล้ว +15

    My fev song।।।।my life 🙏♥️🙏♥️⭕❗⭕ ଜୟ ଜଗନ୍ନାଥ

  • @rasmitameher7599
    @rasmitameher7599 ปีที่แล้ว +8

    Ehi song mo clg time fav thila clg jau thila time re sabu dina suniki jau thili ♥️♥️♥️

  • @prasantakumarnaik6258
    @prasantakumarnaik6258 3 หลายเดือนก่อน +4

    କାହିଁକି କେଜାଣି , ଏ ଗୀତ ଗୁଡିକ ସେଇ ପୁରୁଣା ଦିନ ଗୁଡିକୁ ଆଖି ଆଗରେ ଝଲସାଇ ଦେଉଛି । 😢😢😢

  • @rjmkrishnavlog
    @rjmkrishnavlog 3 หลายเดือนก่อน +2

    😔ଗୀତ ନୁହେଁ କିଛି ଅତୀତ ଗାଥା No Word 😢କିଛି ସମୟ ପାଇଁ ପଛ ଦିନ ମନେ ପଡ଼ିଗଲା.........

  • @milubagarti1604
    @milubagarti1604 3 ปีที่แล้ว +16

    ସତରେ ଭାଇ ଭଉଣୀମାନଙ୍କ ଜୀବନରେ ଏପରି ହୃଦୟ ଅଛି ଅଲଗା ଅଲଗା ହୋଇ ଯାଆନ୍ତି

  • @chittaranjansahu8159
    @chittaranjansahu8159 3 หลายเดือนก่อน +1

    ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତଟି ସେ ସମୟର ଗୀତ 👌👌👌🥰🥰💐💐👍👍

  • @biswaranjannayak2532
    @biswaranjannayak2532 ปีที่แล้ว +19

    ଗିତ ଶୁଣିଲା ପରେ ସବୁ ପୁରୁଣା ସ୍ମୃତି ମନେ ପଡିଗଲା 😢😢😢

  • @user-qn9yz3sk3m
    @user-qn9yz3sk3m 3 ปีที่แล้ว +14

    ସତ ରେ ମୋତେ ବହୁତ୍ ମନେ ପଡେ 💘♥️

  • @saumyaranjansethi628
    @saumyaranjansethi628 ปีที่แล้ว +17

    ମୁଁ ଜାଣେ ତୁ ବି ଏ ଗୀତ ସବୁ ବେଳେ ଶୁଣୁଥିବୁ...
    ତୁ ଯାଇଛୁ ଯେ ଯାଇଛୁ

    • @haktistudio4496
      @haktistudio4496 9 หลายเดือนก่อน

      youtube.com/@crazyboyripu4496?si=omXCovLEh5e3fY9U

  • @PaagalKhopdi
    @PaagalKhopdi 4 ปีที่แล้ว +66

    ହୃଦୟ କୁ ଚିରିବାକୁ କୌଣସି ଅସ୍ତ୍ର ର ଆବଶ୍ୟକତା କଣ ବନ୍ଧୁ
    ଯେବେ ନଈକୂଳେ ଏକାଏକା ବସିଥିବ ଆଉ ପୁନେଇ ଜହ୍ନ ହସୁଥିବ 😟

  • @jaymatadi3303
    @jaymatadi3303 2 ปีที่แล้ว +39

    ମୋ ପିଲାଦିନ ର କିଛି ଅଭୁଲା ସ୍ମୃତି ମନେ ପକାଇ ଦିଏ,ବହୁତ ବଢିଆ ଗୀତ,Thanks

  • @mrmohanbag4524
    @mrmohanbag4524 ปีที่แล้ว +64

    ବହୁତ ପୁରୁଣା ସୃତି ମନେ ପଡ଼ି ଯାଏ ଏ ଗୀତ ଶୁଣି ପିଲା ଦିନର କଥା ମନେ ପଡେ

  • @Legendgamer-ry5iy
    @Legendgamer-ry5iy 2 หลายเดือนก่อน +1

    ସେଦିନ ଆଉ ନାହିଁ ........ଚାଲିଯାଇଛ❤❤❤❤❤❤

  • @ranjankumarbiswal6994
    @ranjankumarbiswal6994 3 ปีที่แล้ว +14

    ପିଲାଦିନର କଥା ମନେପଡ଼ିଗଲା 💗💗💗💗❤❤💓💓💖💖💖

    • @bapinasahoo55
      @bapinasahoo55 3 ปีที่แล้ว

      Mor....bi....mana.....padigala

  • @dileswarbagh1918
    @dileswarbagh1918 2 ปีที่แล้ว +6

    ଗିତ ଶୁଣିଲେ ଲୋମ ଟାଙ୍ଗୁରି ଉଠୁଚି ଆଜି ବୀ ନୁଆ ଲାଗୁଛି

  • @anilkumarbhoikumarbhoi7256
    @anilkumarbhoikumarbhoi7256 ปีที่แล้ว +4

    ପୁଣି ସେ ପିଲା ଦିନ ମନେ ପଡେ ❤

  • @jyosnamayeenaik8188
    @jyosnamayeenaik8188 3 ปีที่แล้ว +172

    ପୁରୁଣା ହେଲେବି ବହୁତ ଭଲ ଲାଗୁଛି।ଯେତେ ପୁରୁଣା ସେତେ ନୂଆ।

  • @japeshwarchhuria7773
    @japeshwarchhuria7773 6 หลายเดือนก่อน +8

    ମୋ ପସନ୍ଦ ର ଗୀତ‌ ଏଇଟା ୨୦୧୦ ରେ ଶୁଣିଥିଳି I miss you 😂

  • @PradeepNaik-bw4zu
    @PradeepNaik-bw4zu 6 หลายเดือนก่อน +1

    ଅର୍ଲଡ ଇସଃ ଗୋଲଡି

  • @JunushBanra123
    @JunushBanra123 3 หลายเดือนก่อน +1

    ଏହି ଗୀତ ପିଲାଟି ଦିନର କଥା ମୋତେ ମନେପଡେ ସାରା ଓଡ଼ିଶା କୁ ମନ କୁ ଛୁଇଁ ଦେଲା

  • @Prem-w3h
    @Prem-w3h 2 หลายเดือนก่อน +1

    ଏଇ ଗୀତ ଟା ଶୁଣିଦେଲ ମୋର ଛାତି ଫାଟିଯାଏ ଭାଇ ଭଉଣୀ ମାନେ

  • @bhagirathisahoojaga.garadh498
    @bhagirathisahoojaga.garadh498 4 ปีที่แล้ว +27

    ମୋ ପସନ୍ଦ ର ଗୀତ ସଂଗୀତ ନିର୍ଦ୍ଦେଶକ ଗୀତିକାର କଣ୍ଠଶିଳ୍ପୀ ଙ୍କୁ ମୋ ତରଫରୁ ଧନ୍ଯ ବାଦ୍ ସାର୍ ବାବୁଲି ସୁପ୍ରିୟ ମୋ ମନ ପସନ୍ଦର କଣ୍ଠ ଶିଳ୍ପୀ ଓଡ଼ିଆ ଗୀତ ଦମ୍ ଦାର ଗୀତ ଗାଉଛନ୍ତି ହୃଦୟ ର ଗୀତ ଦୁଖଭରା ଗୀତ

    • @patupradhan7460
      @patupradhan7460 ปีที่แล้ว

      Xvdvb

    • @patupradhan7460
      @patupradhan7460 ปีที่แล้ว

      Xzfk my

    • @Manishkumar-vf3ue
      @Manishkumar-vf3ue ปีที่แล้ว +3

      Mu bi

    • @bhagirathisahoojaga.garadh498
      @bhagirathisahoojaga.garadh498 ปีที่แล้ว

      @@Manishkumar-vf3ue ଧନ୍ଯ ବାଦ୍

    • @Manishkumar-vf3ue
      @Manishkumar-vf3ue ปีที่แล้ว +2

      ଏଇ ଭଳି ଗିତ ଆଉ ଓଡ଼ିଶାରେ ଶୁଣିବାକୁ ମିଳୁନି ସତରେ କେତେ ସୁନ୍ଦର ଗିତ ମୁଁ ଆଶା କରୁଛି ଏଇ ଦରଦୀ ଗୀତଟି ସମସ୍ତଙ୍କ ହୃଦୟ କୁ ନିଛୟ ଛୁଇଥିବ dhaniyabad ❤️❤️❤️❤️❤️❤️❤️❤️❤️

  • @aswinimahakud2723
    @aswinimahakud2723 10 หลายเดือนก่อน +2

    Aji b ei gita sunile mo piladina katha Bahut mane pade ❤❤❤❤🌻🌻🌻🌻💌💌💌💌

  • @BismayaSahu-m8u
    @BismayaSahu-m8u 6 วันที่ผ่านมา +1

    Beutiful song ❤❤❤

  • @subashnayak4611
    @subashnayak4611 2 ปีที่แล้ว +4

    ସତରେ ବୋହୁତ ଭଲ ଥିଲା ସେ ପିଲାଦିନ। 😭😭😭😭

  • @jyotsnasabar6825
    @jyotsnasabar6825 3 ปีที่แล้ว +5

    Very nice song

  • @nandkishorsona8715
    @nandkishorsona8715 ปีที่แล้ว +1

    Mujhe ye song Bhut acha laga hai😊

  • @JitendraPradhan-r5p
    @JitendraPradhan-r5p หลายเดือนก่อน

    ଏହି ଗୀତ ଶୁଣିଲେ ବହୁତ ଦୁଃଖ ଲାଗୁଛି ସେ ଦିନର କଥା ମନେ ପକେଇ ମୁଁ ଆଜି କାନ୍ଦୁଛି 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @ashtagilljens5215
    @ashtagilljens5215 4 ปีที่แล้ว +23

    ବୟସ ର ଅବସାନ ପରେ ଆଜି ବି ତୁମେ ସାଇତି ଅଛ ପିଲା ଦିନର ଅଭୁଲା ଗୀତ

  • @sumantapatel5007
    @sumantapatel5007 ปีที่แล้ว +1

    2023 re aa Gita kea kea sunuchha comment karo

  • @Rskanhaa783
    @Rskanhaa783 2 หลายเดือนก่อน +1

    ତୁମେ ଯଦି ଅଧାରୁ ଯିବାରଥିଲା କାହିଁକି ମୋ ଜୀବନେ ଆସୁଥିଲ....ତମେ ନୁଆଁ ରାସ୍ତା ରେ ଚାଲିଗଲ ମୁ ସେଇ ପୁରୁଣା ବାଟ କୁ ଚାହିଁ ବସିଛି 😢

  • @ashwininath3477
    @ashwininath3477 2 ปีที่แล้ว +1

    Very.good.babul.da.supper.ur.a.my.febret.singer.babul.supriyo.thanxs

  • @munarana5685
    @munarana5685 15 ชั่วโมงที่ผ่านมา

    😭😢😭
    ବାଟ ତ ଲମ୍ବିଛି କାହିଁ କେତେ ଦୂର
    ଚାଲିବାକୁ ଅଛି ଏକା,
    କାହିଁକି ଖୋଜିବି ସାଥିଟିଏ ଏଠି
    ନିଜ ଛାଇ ଦିଏ ଧୋକା ........

  • @jyotiranjanjb3204
    @jyotiranjanjb3204 4 ปีที่แล้ว +22

    This song remembered me my childhood days 😭😭😭😭😭... What a nice song.

  • @urbasisethi4184
    @urbasisethi4184 3 ปีที่แล้ว +44

    I remember child hood time. Miss u very much 😭I really miss you 😭😭😭😭

  • @rabindrabehera9057
    @rabindrabehera9057 4 ปีที่แล้ว +10

    ପିଲା ଦିନର ସବୁ ଗୀତ ବହୁତ ଭଲ ଲାଗେ। ସ୍ମୃତି ଏକ ଜନହ ରାତି।

  • @KUMARKUNA23
    @KUMARKUNA23 4 ปีที่แล้ว +54

    ସତରେ ପ୍ରେମିକା ଧୋକା ଦେଲେ ସବୁ ଓଡ଼ିଆ ପ୍ରେମିକ ଓଠରେ ଏଇ ଗୀତ ଥିଲା ଯାହା ଆପେ ଆପେ ଆଖିରୁ ଲୁହ ଆସି ଯାଇଥିଲା

  • @manojbabu6690
    @manojbabu6690 ปีที่แล้ว +1

    Dil tuch vedio❤️

  • @saradaswain7600
    @saradaswain7600 ปีที่แล้ว +10

    Love is so Heavenly that cant found in marriage certificate, Insurance Bond,marriage anniversary or even in childs birth certificate.....Love is beyond these found only in Heaven ❤

  • @luckyraita3313
    @luckyraita3313 7 หลายเดือนก่อน +1

    Shatare hei gita sunile mo puruna shati mane padijahe

  • @tunakandagori9430
    @tunakandagori9430 7 หลายเดือนก่อน

    ସମୟ ସାଥିରେ ଚାଲ ମୋ ବନ୍ଧୁମାନେ ସମୟ ହିଁ ସବୁକିଛି ଶିଖେଇବ ପୁରୁଣା ସ୍ମୃତି ସବୁ ମନେ ପଡିବ

  • @akshyaachariya1301
    @akshyaachariya1301 ปีที่แล้ว

    Tq so much sir mo mana pasanda Ra song sunibaku miluchi bahuta bhala laguchi apanka voice

  • @ChandanKumar-xs7wf
    @ChandanKumar-xs7wf 3 ปีที่แล้ว +16

    Old is gold song 😭💕💕

  • @diptikantamishra6863
    @diptikantamishra6863 4 ปีที่แล้ว +47

    ସତରେ ପୁରୁଣା ଗୀତ ଭାରି ମନେ ପଡେ

  • @kunalkunal7187
    @kunalkunal7187 2 ปีที่แล้ว +7

    Old is always gold🥺🥺❤❤❤

  • @karanjit10
    @karanjit10 2 ปีที่แล้ว +31

    “The saddest part of life is when someone who gave you good memories becomes a memory.”

  • @sameerpatra345
    @sameerpatra345 4 ปีที่แล้ว +4

    Hit like for silk music. .
    Superb

  • @rameshmohanta2265
    @rameshmohanta2265 8 หลายเดือนก่อน

    aie gito ta sangre moro jibo no soho bohut mese oche mo pore aou kaha soho nohou bhogoban ku atke guhare 🙏🙏

  • @gaganpanda1249
    @gaganpanda1249 2 วันที่ผ่านมา

    ବହୁତ ସୁନ୍ଦର ଗୀତ

  • @aaryancreation4122
    @aaryancreation4122 3 ปีที่แล้ว +2

    Atleast dinare thare ta mun e song ku dekhe........lov it...feel it.......my alltym fv song....😭💞

  • @kumartanmoy7734
    @kumartanmoy7734 2 ปีที่แล้ว +9

    Memories never die...where ever you are you will always in my heart

    • @prasantdhal3939
      @prasantdhal3939 ปีที่แล้ว

      😂😅😊😊😊😊😅😅😢❤

  • @shradhanjalirout551
    @shradhanjalirout551 ปีที่แล้ว +1

    ❤♥️

  • @Rohit_Patel-143.
    @Rohit_Patel-143. 4 ปีที่แล้ว +5

    My favorite song 2020 kiya kiye sunichha like karo

  • @hrushikeshbebartta4178
    @hrushikeshbebartta4178 หลายเดือนก่อน

    ଭାଇ ମୁଁ ସୁଣୁଛି ସବୁଦିନ ବହୁତ୍ ଭଲଲାଗେ ପୁରୁଣା ଗୀତ

  • @sureshtechworld0735
    @sureshtechworld0735 ปีที่แล้ว +1

    Legend are watching in 2023😇😇

  • @dilipmahanta6189
    @dilipmahanta6189 5 หลายเดือนก่อน +1

    Aaji mo pila dino bhala pai ba bahut Mane paduchhi Gita suniki hele kon kribi sei to nahi

  • @RajendraDas90
    @RajendraDas90 4 ปีที่แล้ว +9

    My favorite singer Babul supriya sir

  • @bidyashreedas7809
    @bidyashreedas7809 2 ปีที่แล้ว +2

    😭I love you .......pintu kasa pachha dina feriasanta ki

  • @phoenix22x88
    @phoenix22x88 7 หลายเดือนก่อน

    dil ko chu jata hai bhai
    vibe to hai wese

  • @bindunial4609
    @bindunial4609 ปีที่แล้ว

    ବହୁତ ସୁନ୍ଦର ବାବୁଲ ସୁପ୍ରିୟୋ

  • @parameswarmajhi544
    @parameswarmajhi544 ปีที่แล้ว +1

    Super se bhiii upar babul suprio voice

  • @baradaprasannabhuyan4723
    @baradaprasannabhuyan4723 2 ปีที่แล้ว +2

    ମୋ ପିଲା ଦିନ କଥା ଆଜି ଆଉ ଥରେ ମନେ ପଡ଼ିଗଲା 😭😭😭😭😭

  • @trilochanmahanta1500
    @trilochanmahanta1500 3 ปีที่แล้ว +6

    ମୋର ବହୁତ ପସନ୍ଦ

  • @sureshchandrajena9134
    @sureshchandrajena9134 3 ปีที่แล้ว +1

    Karol we all like you so much. May God bless you abundantly and save you from dangerous corona virus. All the best.

  • @Gobindaroul8983
    @Gobindaroul8983 ปีที่แล้ว

    2023 re kie kie aeii Gita sunucha coment kara

    • @rakeshbarik246
      @rakeshbarik246 11 หลายเดือนก่อน

      Mun bi daily sune

  • @adityacreative1005
    @adityacreative1005 3 หลายเดือนก่อน

    ❤to day is my 10th mrg aniversary.love you dhana

  • @dilsebiju
    @dilsebiju 8 หลายเดือนก่อน

    Bhitare kn kn hei jauchi yaar ae gita sunile
    Heart touching lines ❤️🥰

  • @ajittandi2713
    @ajittandi2713 10 หลายเดือนก่อน

    ଗୀତ ଯେତେ ପୁରୁଣା ହେଉଛି ହୃଦୟ କୁ ସେତେ ବେଶୀ ଛିଉଛି

  • @MiraBai.812
    @MiraBai.812 11 หลายเดือนก่อน +1

    2023 re kie sunucha like kara....

  • @niradas3354
    @niradas3354 2 ปีที่แล้ว

    ପୁରୁଣା ଗୀତ ମନକୁ ଛୁଇଁ ଜାଉଚି

  • @sinuviir8901
    @sinuviir8901 3 ปีที่แล้ว +1

    A wesome song ...my fvrt singer ..babul supriya ..thank u so mach

  • @indrajitbehera7957
    @indrajitbehera7957 ปีที่แล้ว +1

    Love you kandhei rani

  • @classicsunil4333
    @classicsunil4333 3 ปีที่แล้ว +2

    Jeun mane 2021 re dekhila like kara

  • @parameswarmajhi544
    @parameswarmajhi544 ปีที่แล้ว +1

    Old is gold ,,,,old remember all heartless thing

  • @anilmaharana1811
    @anilmaharana1811 ปีที่แล้ว

    Jibana re. .......Dina ku dina...Haji Jauthiba.....kichhi Smruti......😌😌😌😌

  • @geligeli6749
    @geligeli6749 ปีที่แล้ว

    Jete sunilebi ahuri sunibaku ichha hauchi😢😢😢 really miss u mo pila dina

  • @SantoshPradhan-u5l
    @SantoshPradhan-u5l 8 หลายเดือนก่อน

    ❤ yeita Mora favourite song ❤

  • @ankitmohanty8190
    @ankitmohanty8190 7 หลายเดือนก่อน

    Puruna Dina ra se puruna gita bahut sundar thila,old always gold

  • @rohitamanahira5600
    @rohitamanahira5600 3 ปีที่แล้ว +6

    Nice song 💯 old is gold

  • @badboyrock8603
    @badboyrock8603 3 ปีที่แล้ว +5

    Heart touching song ❤️

  • @Tech143bro
    @Tech143bro 10 หลายเดือนก่อน

    Old is gold ଭାଇ

  • @susantaputel2873
    @susantaputel2873 ปีที่แล้ว

    Bahut hi sundar song babul supriyo sir jay shree ram

  • @babulmohantynankar9009
    @babulmohantynankar9009 2 ปีที่แล้ว +1

    Song sunila pare akhiru ape ape luha asijauchi

  • @SarangaGartia
    @SarangaGartia ปีที่แล้ว

    ଏନତା ଗୀତ ବହୁତ ଭଲ

  • @MinakshiPurty-fj3iv
    @MinakshiPurty-fj3iv 5 หลายเดือนก่อน

    Nice song

  • @devd1548
    @devd1548 4 ปีที่แล้ว +3

    Sei niriha manare kete asaa dei thaki dei chaligala 😭😭😭😭

  • @شلفي-ت4د
    @شلفي-ت4د ปีที่แล้ว

    পূজা 👌👌👌👌❤️❤️❤️❤️❤️

  • @Mrkharuatm
    @Mrkharuatm 8 หลายเดือนก่อน

    Piladina katha mane padiga love you babol supriyo

  • @takshyakagiri909
    @takshyakagiri909 2 ปีที่แล้ว +6

    People were leave alone but their memories r stayed for ever in our heart why .....😭

  • @mixstatus7921
    @mixstatus7921 4 ปีที่แล้ว +2

    ସୋମେଶ, କାଜଲ ଅଭିନୟ କରିଛନ୍ତି। ଭୁଲ୍ ଲେଖିଛ।।।

  • @hasantamajhi4095
    @hasantamajhi4095 3 ปีที่แล้ว +1

    Old song is 24 carret gold really very nice