🔵 Exclusive:Aparajita Mohanty Went Against Her Son, Babushaan To Support Daughter-In-Law, Here's Why
ฝัง
- เผยแพร่เมื่อ 16 ต.ค. 2024
- Exclusive:Aparajita Mohanty Went Against Her Son, Babushaan To Support Daughter-In-Law, Here's Why
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Website :- kanaknews.com/
Instagram :- www.instagram....
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews
ଆନ୍ତରିକ ଧନ୍ଯବାଦ ଅପରାଜିତା ମ୍ୟାଡମ୍.
....🙏🙏🙏🙏ତମ ପରି ଶାଶୁ ସମସ୍ତଙ୍କୁ ମିଲୁ ଏତିକି ମୋର ପ୍ରାଥନା
What a wonderful lady !!
Very few Odia mother in law support their daughter in law to this extent . Bravo Aparajita madam. You are truly an icon . Immense love n respect to you n to your family .
Exactly ma'am she is an inspiration for all the mother in law's
Namaskar madam 🙏 I am your student ... And you are right madam she is Bravo leady
Immense love and respect to you madam. You are an inspiration of all mother in laws
ଅପରାଜିତା ମାଡାମ ଆଉ ଉତ୍ତମ ବାବୁ ତୁମେ ଦୁଇଜଣ ହେଉଛଓଡ଼ିଆ ସିନେମାର ରତ୍ନମଣି, ହେଲେ ବାବୁ ସାନ ଭାଇ ଯେଉଁ କାମଟା କଲେ ହେଲେ ସେଇଟା ଭଲ ଲାଗିଲାନି l🙏🙏🙏🙏🙏
Pppp
ଆଜି ଆପଣ ଙ୍କ ଏ interview ଶୁଣିକି ଆପଣ ଙ୍କ ପାଇଁ ମୋ ମନ ରେ ରେସପେକ୍ଟ ଆଉ ଭଲ ପାଇବା ବହୁତ ବଢି ଗଲା ❤ salute you
Right
ଅପରାଜିତା ମ୍ୟାମ ଆପଣ ହେଉଛନ୍ତି ଜଣେ ଅତି ସୁନ୍ଦର ମା ଆଉ ଶାଶୁ ,ଅପଣଙ୍କ ଏହି ଚିନ୍ତା ଧାରା କୁ ପ୍ରଣାମ କରୁଚି🙏
ଅପରାଜିତା ମେଡାମ୍ ଙ୍କୁ ମୋ ହୃଦୟ ରୁ ପ୍ରଣାମ ଜଣାଉଛି 🙏🙏
ଜଣେ ଶାଶୂ ଏମିତିଆ ପରିସ୍ଥିତିରେ ବୋହୂ ର ସାଥୀରେ ଅଛନ୍ତି । ଆଉ ଖୋଲିକି ନକହିଲେ ବି ହୃଦୟରେ ମାନିଛନ୍ତି ପୁଅ ଭୁଲ୍ ବୋଲି । ଏହା ସମାଜ ପାଇଁ ଏକ ଭଲ ଉଦାହରଣ
ହଁ ଭାଇ ଏକଦମ୍ ଠିକ୍ କହିଛ
Hm right
Right
Right 👍
RIGHT
She is honest and Truptee is saying truth, parents r totally helpless, I can't see such veteran actor Uttam mohanty and Aparajita mohanty in such condition 😭😭😭😭
Uttam Mohanty and Aparajita Mohanty Mam certainly deserve better than this
I can't control my tears after this video... You gave somany good msg to our society.. Wholehearted respect to you Madam🙏🙏
ବାବୁସାନ ତମେ ଯଦି ମଣିଷ ହେଇଥିବ ଖୁବ ଜଲଦି ବଦଳିଜାଅ।ତମ ମା ଆଖିରେ ଲୁହ ଆଉ ଛାତିରେ କଷ୍ଟକୁ ଦେଖିପାରୁନ,ତମେ କୋଉ ଜନ୍ମ ରେ କି ପୁଣ୍ୟ କରିଥିଲ କି ଟିକି ଅପା ଙ୍କୁ ମା ରୂପ ରେ ପାଇଛ
Such a nice comment 👏
👍👍
Mo akhi ru kuja asigala...mdm nka luha dekhiki....bcoz maa ra vl paeba agare sabu jinisa fica padijae....atiki request Babu vae...come back to home....maa wait karichhanti tmku...pls...come back....pua jad tk vul karuchhi...jauthi paen maa akhiru luha jharuchhi....se vul kahinki karuchha vae....sabu chhadidia au family ku vl pao...
Tikaa katha kahichanti...
Pura thik katha kahile apana thanks
ଆପଣଙ୍କୁ ଆନ୍ତରିକ ପ୍ରଣାମ ଅପରାଜିତା ମାଁ...🙏🙏🙏
ଏମିତି ଶାଶୁ ସମସ୍ତଙ୍କୁ ମିଳୁ ଭଗବାନ ଆପଣ ଆପଣଙ୍କର ପୁଅ ଜଲଦି ଆସିବେ ବାବୁ ମାଆଙ୍କର କଷ୍ଟ ଟିକେ ବୁଝ aapne to aapne hote he please ଫେରି ଆସ ବାବୁ
Samaya ku apkhya karantu sabu thik heba Babu San jone bahut bhala bas tanku trap kara jaichi
Tu Baha hoeja taku
Very emotional interview 😭
Hats off to the mother for confronting the truth of son and hats off the mother in law who is supporting her daughter in law. 🙏🙏
Aparajita Mam is really Great...Hats off to her ..
Yup it's really appreciate...
@ Lina satapathy tame babu shan sahita film kariba.?
Je thik taku support kariba katha na jhia hau ba bahu ba pua
Maam you are the only one who support her daughter-in-law and face the media confidentaly hats off maam..Babushan you are very lucky person who have this type of family
ଆପଣ ଙ୍କ ପାଖକୁ ବାବୁ ସାନ ଆସିବେ ଆପଣ ଙ୍କ ପରି ମା କୁ ଶାଶୁ କୁ କିଏ ଛାଡିକି ରହିପାରିବ love you maa
ମା ଆପଣଙ୍କ ପୁଅ ଆପଣଙ୍କ ପାଖକୁ ଫେରିଆସିବ....
ଜଗନ୍ନାଥ ଙ୍କ ଫାଖରେ ପ୍ରାର୍ଥନା କରୁଛି... 🙏🙏🙏
ବର୍ଷା ର ଅନୁଭବ କୁ ଜାଗ୍ରତ କଲେ ଜାଗୃତି
ତୃପ୍ତି ଙ୍କର ବାବୁ ସୋନା ଙ୍କୁ ନିଜର କଲେ ପ୍ରକୃତି
ଏଇ ପ୍ରକୃତି ଆଉ ଜାଗୃତି ଦୁଇ ନାରୀ ପରି ଘରଭଙ୍ଗୀ ନାରୀ
ବର୍ଷା ର ତୃପ୍ତି କୁ ଅନୁଭବ ନ କରି ବାବୁ ସୋନା ଙ୍କୁ
ଅନୁଭବ କଲେ କିନ୍ତୁ ପରିବାର ର ସର୍ବୋଚ୍ଚ ନ୍ୟାୟାଳୟ କେବେ ପରାଜିତ
ହେଇ ନ ପାରେ କାଇଁକି ନା ସେ ଅପରାଜିତା.... 🙏
That's why she is not only heroine in movie but also in real life...How she supported her daughter -in-law...She is 💗
O
Tqs sister
Bala support kala se
@@preetmohanty3587 ...
My
Salute to Aparajita, salute to her motherhood, who stands for her daughter-in-law instead of her own son. An ideal example to today's society where person always busy for his self-interest.
#b2motivationbybiswajitbehera
th-cam.com/video/JuSJNR_5g50/w-d-xo.html
Right mom 🙏🏻
@@jagyansenipal6106 #b2motivationbybiswajitbehera
th-cam.com/video/JuSJNR_5g50/w-d-xo.html
Right mam
Madam, ଏହା ଏକ ସାମୟିକ ଦୁର୍ଘଟଣା, ସମୟଚକ୍ରରେ ସବୁ ସମାଧାନ ହୋଇଯିବ। ଜଗନ୍ନାଥ ସମସ୍ତଙ୍କୁ ସୁଖରେ ରଖନ୍ତୁ।
Babu shan right man 👍
Jai jagannath Apna Apna hota hai great mother
Yes bro 👍
ଭଗବାନ କରନ୍ତୁ ଆପଣଙ୍କ ପରିବାର ପୁଣି ହସିଉଠୁ 🙏🌺🌺 ଜୟ ଜଗନ୍ନାଥ 🙏
ବାବୁଶାନ୍, ନିଜ ମାଆ ଙ୍କ କଥା ରୁ କିଛି ଶିଖନ୍ତୁ, ଆଉ ନିଜ Life ଆଉ family ଙ୍କ ପାଖକୁ ଫେରି ଆସ...Bajarangbali ସବୁ ଠିକ୍ କରିଦେବେ।
ଗୋଟେ ସଚ୍ଚୋଟ ହୃଦୟର କଥା ଜାଣି ହୁଏ, feel କରି ହୁଏ......she is honest .....
Hero habaku ghavitahela
Babu bhai a miti bhul karani Tama maa kukasta hau chi
ଅପରାଜିତା ମାଆ ଙ୍କ କଥା ଶୁଣି ମୁଁ ଯେତିକି ଭାବ ଅନୁଭବ କରି ପାରିଲି..... ମନ୍ମଥ ବାବୁଙ୍କ କଥା ଶୁଣି ମୋତେ ଚିଡି ଲାଗୁଥିଲା କାହିଁକି
@@Twins_Lifestyle Han mam thik kahile
She is an honest
ଏମିତି ମା ସମସ୍ତଙ୍କୁ ମିଳିବା ଆବଶ୍ୟକ
Great lady🙏🙏🙏
Immense respect to our great odia actress, mother & a woman who actually proved that trupti isn't her daughter in law ,rather a daughter in true sense. It's a learning and great lesson to every mother who is biased and do not stand by when needed. Without disturbing the harmony of the family . Inspirational 🙏
ଅପା ଆପଣ great... ଏମିତି ପାରିବାରିକ ଅଭିଜ୍ଞତା ଦୁନିଆରେ ଜାଣିବା କଷ୍ଟ... ଆପଣ ମହାନ ମା ଆପଣ ଜଣେ ମହିୟସୀ ମହିଳା... Great 👌🙏🙏🙏🙏
ମା ପରି କିଏ ହେବ 🙏🙏 ଏମିତି ମାଆ କୋଟିଏ ରେ ଗୋଟିଏ 🙏🙏 ଅଭିନୟ ରେ ଯେମିତି ସୁନ୍ଦର ମାଆ ଆଉ ଶାଶୁ ହିସାବରେ ସେ ମହାନ 🙏 ବାବୁଶାନ୍ ତାଙ୍କ ପରିବାର କୁ ଫେରିବା ସହ ତାଙ୍କର ସୁନାର ସଂସାର ପୁଣିଥରେ ହସି ଉଠୁ ଏତିକି ଭଗବାନ ଙ୍କ ପାଖରେ ପ୍ରାର୍ଥନା 🙏
Right
Same here yaar sabu thik heijau
Ameen
Good
X
ଅପରାଜିତା mam ସତ ରେ କେତେ humble, କେତେ honest ,କେତେ matured , she has dignity, ...... she deserves a huge respect....I always respect n love her personality...❤️❤️❤️❤️❤️.... how pure soul...
🙏🌹ଜୟ ଜଗନ୍ନାଥ 🌹🙏
ଟିକେ ମା ଙ୍କ ଦୁଃଖ ବୁଝ ବାବୁସାନ, ତମ ପାଇଁ ସମଗ୍ର ଓଡିଶା ବସି ଅଛନ୍ତି 👍
ଏମିତି ଶାଶୁ ସମସ୍ତଙ୍କୁ ମିଳୁ ହୃଦୟରୁ ପ୍ରଣାମ କରୁଛି🙏❤️
ମୋ ମନରେ ଆପଣଙ୍କ ପାଇଁ ଯୋଉ ଭଲ ପାଇବା ଥିଲା ସେ ଆଜି ୨ ଗୁଣା ହେଇଗଲା ,live you maa
Thanks bro
Right bro
@@ashimapriyadarshini5760 ya
Thik kahila Bahi
@@ashimapriyadarshini5760 due to defamation case mam
ବାବୁ ରେ ମାଁ ପାଇଁ ଫେରି ଆସେ ଏ ଦୁନିଆ ରେ ମାଁ ବାପା ଠୁ ବଳି କେହି ନାହିଁ।ହେ ଜଗନ୍ନାଥ ସେ ମା ର ପ୍ରାର୍ଥନା ଶୁଣେ🙏🏻।
Babu kouthi acchi kii
@CREATOR+ Pakistan re kn karuchi
Babu re 😅😅
ae bhai kan ... Tame pura maa bhalia dakucha...
Bahut bahut dhanyawad vai🙏🙏
@@rajendrajena1110 👌
Wah... you r a great lady...I solute you...and every girl should have a mother-in-law like you...
Can't see Aparajita mam like this...its heartbreaking 💔😢 Babushan please come back to your family and Odia industry needs you...🙏🙏😓
ଯାହାଉ ଦିଦି. ଆପଣ ନିଜ ପୁଅର ଦୋଷ ସ୍ୱୀକାର କଲେ. ପ୍ରକୃତରେ ତମେ ଓ ତମ ପରିବାର ଭଦ୍ର. ଆଉ ଶିକ୍ଷିତ. ସେପଟେ ମନ୍ମଥ ବାବୁ ନିଜ ଝିଅର ଦୋଷ ନ ମାନି ବିରୋଧ କରୁଛନ୍ତି.. ମୁଁ ଏତିକି କହିବି. ମନ୍ମଥ ବାବୁ ଜଣେ. ଭାଡୁଆ ଠାରୁ କୋଉଥିରେ କମ ନୁହନ୍ତି..
Bhai true ek dum
ଭାଇ ବହୁତ ଭଲ point କହିଚ
Right kahichan..parajieta. mam
ଭାଇ ଏକଦମ ଠିକ. ବାବୁସାନ ଭାଇ ବହୁତ ଭଲ. ହେଲେ ସେ ପୋଚରୀ ପ୍ରକୃତି ଆଉ ତା ବାପା ବହୁତ ଅଭଦ୍ର
@@raznsamantaray4833 tume sala ganjedia fans sala kahibani kemithi sala Madhua Ra fans Magia madhua
ମା ପରି କିଏହେବ ଯସୋଦା ର ସ୍ନେହ ଦେବ ବସୁଧା ଠୁ ସହୁଥିବ ମା ପରି କିଏ ହେବ ସିନେମା ମନେପକାଇ ଦେଲ
Maa
Se chicken pakoda daba bajara bulei naba 😂
Maa pari kia haba
Yes great mother
You are great both mother and mother in law.... I respect to you mam... In this situation all are support to her son but you managed to both sides equally.... Thank you mam you are inspiration of all mother- in -laws... I also thanks to uttam sir...
ଦୁନିଆରେ ଏମିତି ଶାଶୁ ପ୍ରତ୍ୟେକ ଘରେ ରହିବା ଅତ୍ୟନ୍ତ ଆବଶ୍ୟକ। ବହୁତ ଶାଶୁ ଅଛନ୍ତି ସେମାନେ କେବଳ ତାଙ୍କର ପୁଅ ସପକ୍ଷ ନିଅନ୍ତି , କିନ୍ତୁ ଅପରାଜିତା ମ୍ୟାମ୍ ତ ଉଭୟ ସପକ୍ଷରେ ଅଛନ୍ତି । ଆଜି କାଲି ର ପିଲାମାନେ ତ ବଡ଼ ହେଲେ ବାପା ମାଆ ଙ୍କୁ ପାରୁନାହାନ୍ତି ହେଲେ ବାବୁଶାନ୍ ତ ବାପା ମାଆ ପାଖରେ ପିଲା ପରି ହେଉଛନ୍ତି ବହୁତ ଖୁସି ଲାଗୁଛି। ଭଗବାନ ମଙ୍ଗଳ କରନ୍ତୁ ଯେ ସବୁ ପିଲା ତାଙ୍କ ବାପା ମାଆ ଙ୍କ ପାଖରେ ଏମିତି ଖୁସି ରେ ଥାଆନ୍ତୁ ଆଉ ବାବୁଶାନ୍ ତାଙ୍କ ବାପା ମାଆ ଙ୍କ ପାଖକୁ ଫେରିଆସନ୍ତୁ । ଜୟ ଜଗନ୍ନାଥ 🙏
Sabutharu kharap sasu hela kain agaruta babu ku sudharunathila se jadi na manuthila police ra complin karunathili abe jana padigalje bakhanuchi wife support re
@@rajendraprsadlenka9166 seita Tama vabana re thik hele semane bi step neithile na nai both family discussion karithile . Au gote katha family ra sabu katha re kn police step neba thik 1st ta nije nije bujhabana thik karibaku try karanti tapare alaga katha , apana nija situation ku neiki tk vabile bodhe vala huanta plz 🙏
Màa'm🙏 ଆପଣ ଙ୍କ ଭଳି ମାଆ ସବୁ ପୁଅ ଙ୍କୁ ମିଳୁ! ବାବୁସାନ୍ ଓଡ଼ିଆ ଫିଲ୍ମ ଜଗତ ର ଗର୍ବ ଆଉ ଗୌରବ
Save babusan save ollywod
Yes bro
ଇଏ ହେଉଛନ୍ତି ପ୍ରକୃତ ମାଆ ♥️
Samastanka maa samastka pain bada
A great personality of odia industry.One of the best mother and mother-in-law of the society.Really inspirable for everyone.We all r with u Aparajita mam.
ପ୍ରଭୁ ହେ ଭଗବାନ Plz ଅପରଜିତା ମା ଙ୍କ ଆଖିର ଲୁହ ପୋଛି ଦିଅ
Truely I knew Your statement will be like this.After it,my respect increased for you again.You are truely a great woman ever.My good wishes always with your family 🙏🙏🙏🙏🙏
ସତେ ମା ର ସ୍ନେହ କେତେ ଅନନ୍ୟ । ଯିଏ ବୋହୁ କୁ ଝିଅ କରି ପାରେ, ସେହିଁ ପ୍ରକୄତ "ମା" ।
She is one of my favorite actress in Odia Movies. My respect for her increased exponentially after watching this. Feeling bad that she has to go through this situation in life.
Who prakruti?
ଏତେ ସୁନ୍ଦର ପରିବାର ଉପରେ କାହାର ନଜର ନ ଲାଗୁ ପୁଣି ସବୁ ଠିକ୍ ହେଇ ଜଉ
Yes bro
Bilkul sahi 👍
ମଣିଷ ମାତ୍ରେ ଭୁଲ୍... ରକ୍ତ ହାଡ଼ ମାଂସ ରେ ଗଢା ମଣିଷ ଜୀବନରେ ବହୁତ୍ ଭୁଲ୍ କର୍ମ ଜାଣତରେ କିମ୍ବା ଅଜାଣତରେ ହେଇଯାଏ... ଏତେ ନିଶା ରେ ଯଦି ଜଣେ ରହିବ ,ତେବେ ଭୁଲ୍ ହୋଇଯିବା ଅବସମ୍ଭାବି ନୁହେଁ ... ଜାଣତରେ ହଉ ପଛେ ଯଦି ଭୁଲ୍ କରିଛ ତେବେ ଦରକାର ପଡ଼ିଲେ blackmail ର ମଧ୍ୟ ଶିକାର ହେବାକୁ ପଡ଼େ .... ହୁଏତ ଉଭୟ ଦୋଷୀ ହେଇପାରନ୍ତି କିନ୍ତୁ ଏତେ ଭଲ ସ୍ତ୍ରୀ, ଦେବୀ ପାରି ମା ଆଜି ବି ତୁମକୁ ଭଲ ପାଉଛନ୍ତି ... ତୃପ୍ତି ତୁମକୁ ରାସ୍ତା ରେ ବାଡେଇଲେ କାରଣ ତୁମେ ତାଙ୍କ ଶତ୍ରୁ ନୁହେଁ,ତୁମେ ତାଙ୍କ ସ୍ବାମୀ - ସେ ବି ଚାହାନ୍ତି ତୁମେ ଭଲ ବାଟକୁ ଆସ ... ପ୍ରକୃତି ତ ତୃତୀୟ ଲୋକ ,ନିଜ ପାରିବାରିକ ଜୀବନରେ ତୃତୀୟ ଲୋକ ହସ୍ତକ୍ଷେପ ଠାରୁ ଯେତିକି ଦୂରରେ ରହିବା ସେତିକି ଭଲ.....ନିଜର ଭୁଲ ସ୍ୱୀକାର କର , ଆସ ନିଜ ପରିବାର ସହ ଖୁସି ରେ ରୁହ,ନିଜ କ୍ୟାରିୟର ପ୍ରତି ଧ୍ୟାନ ଦିଅ... ଲୋକ ତ କହିବେ ତ ବୋଲି କଣ ଦୋଷ ବାର ବାର କରିବା.... ବାକି ରହିଲା ଆଇନ୍ ଗତ ଦିଗ..... ଆଇନ ତା ବାଟରେ ଯିବ.... hope for the best
Yes your right 👍
Right
Thik se bujhaecchanti apana 🙏
Nice thinking👌
ଗୋଟେ ବହୁତ ଭଲ କଥା କହିଲେ ପ୍ରକୃତ ବନ୍ଧୁ କାହାକୁ କୁହାଯାଏ,ମୁଁ ସମସ୍ତ ବନ୍ଧୁ ଭୂମିକା ଲିଭଉଥିବା ମଣିଷ ମାନଙ୍କୁ ଅନୁରୋଧ କରୁଛି ବନ୍ଧୁ କାହାକୁ କୁହାଯାଏ ଏ vedio ଦେଖନ୍ତୁ
She never did name calling anyone yet she informed who is the culprit. Hats off to you Ma'am. Takes lot of courage to take this stand and support your daughter in law.
Such a down to earth person...so humble n brave lady ...🙏
U r ri8
ଅତି ଦୁଃଖର କଥା ଅପରାଜିତାଙ୍କ ପରି ମାଙ୍କୁ କନ୍ଦାଉଛ , ବାବୁସାନ ତୁମେ ମାଙ୍କୁ ଭୁଲ ମାଗ ଏବଂ ଘରକୁ ଫେରିଯାଅ. ମାଆ ତୁମକୁ କ୍ଷମା କରିଦେବେ.
ପୃଥିବୀ ପୃଷ୍ଠରୁ ବର୍ଷା ର ପ୍ରଭାବ ନ ସରୁଣୁ ପ୍ରକୃତି ର ପ୍ରକୋପ ଶୁଭାରମ୍ଭ...
Salute Trupti Madam 🙏🙏🙏
କେଉଁ ବର୍ଷା ଟୁଙ୍ଗୁରୁ ନା ଅନୁଭବ
@@chaitanyakumar7452 anubhab
2 jana jaaka
But aithi film actor katha padichi so anubhab ra barsha
@@subhashreemohanty39 okk
ଅପରାଜିତା ମେଡାମ ଆପଣଙ୍କୁ ମୋତରଫରୁ କୋଟି କୋଟି 🙏🙏🙏🙏 ଆପଣ କନ୍ଦନ୍ତୁନି ଦୁଃଖ କରନ୍ତିନି ସବୁ ଠିକ ହୋଇ ଯିବ
Best Mother Ever@Aparajita Ma'am🙏🏻🙏🏻🙏🏻🙏🏻.......
Aparajita Mam mentioning her Daughter in law as "Jhio". This is her greatness. That's kind of personality she is. In this situation She is with her daughter in law. This is a great message from her, from a Odia family & culture
ଆପଣଙ୍କ କଥାରେ ଆଖିରୁ ଲୁହ ଆସିଗଲା ମାଆ😭ଭଗବାନ କରନ୍ତୁ🙏 ଆପଣଙ୍କ ସଂସାର ସୁଖସମୃଦ୍ଧି ରେ ରହୁ ପୂର୍ବରୁ ଯେମିତି ଥିଲା।
ସବୁ ଗାଞ୍ଜା ଡ୍ରଗ୍ ଆଉ ପ୍ରକୃତି ବେଧ ର କମାଲ ।
ଘରଭଙ୍ଗା ନାରୀ ମାନଙ୍କୁ ଅନୁରୋଧ ସେମାନେ ନିଜ ଘରେ ରହି ନିଜ ପରିବାର କଥା ବୁଝନ୍ତତୁ 🤗🤗
ଆପଣଙ୍କ କଥା ଭୁଲ ଆଜ୍ଞା l ବରଂ ସେ ତୃପ୍ତି ପରି ହାରାମି ଲେଡି ମାନଙ୍କୁ କୁହନ୍ତୁ କି ସେମାନେ ଏଭଳି ଆଇନିକୁ ହାତ ମୁଠାକୁ ନେଇ ବିଚ୍ ବଜାର ଉପରେ ଗୁଣ୍ଡାଗିରି ନକରି ଥାନା କୋର୍ଟ କଚେରୀର ବା ଆଇନର ସହାୟତା ନେବେ
@@Way2Quickjobs Apana badhe sei abhadra Prakrutinka bhauni atanti ...
@@priyansupradhan3984 🤣
@@Way2Quickjobs tu bedhi ki be
@@arc2985 🤣🤣🤣🤣
ଜୀବନ ର ପ୍ରଥମ ଗୁରୁ ମା ହେଇଥାଏ... ଆଉ କାହା କଥା ନ ଶୁଣିଲେ ବି ନିଜ ମା ଆଖି ର ଲୁହ ର ମୂଲ୍ୟ ଟିକେ ବୁଝ@ ଭାଇ (ବାବୁସାନ୍ ମହାନ୍ତି) .ଦେଖିବ ନିଶ୍ଚିତ ଜୀବନ ଭଲ ଆଡକୁ ପରିବର୍ତ୍ତନ ହେଇଯିବ.
ଓଡିଆ ସିନେମା ଶିଳ୍ପର ମୃଗ ନୟନିଙ୍କ ନୟନରେ ଅଶ୍ରୁ, ଚକା ନୟନ ଦେଖି ପାରିବେ ନାହିଁ। ଆପଣଙ୍କର ଦୁଃଖ ମହାପ୍ରଭୁ ନିଶ୍ଚୟ ଦୂର କରିବେ । ଜୟ ଜଗନ୍ନାଥ ।
Bahut dukha laguchi😭😭
ତୋର ତ ଭାରି ଦରଦ,ଆଗ ନିଜ ମା ର କଷ୍ଟ ବୁଝେ, ତା ପରେ ମୃଗ ନୟନୀ ମା କଥା ବୁଝିବୁ
@@sujeetswain9621 ତମର ବାପା ଓ ମାଆଙ୍କର କଥା ଭଲରେ ବୁଝୁଛ ତ? ଅନ୍ୟ କିଏ ବୁଝୁଛି କି ନାହିଁ . . . 😭❤️
ପିଲାଦିନୁ ଆପଣଙ୍କ ସିନେମା ଦେଖି ବଡ଼ ହୋଇଚୁ ।ଓଡ଼ିଆ ଚଳଚିତ୍ରର ଆପଣ ଜଣେ ସୁନାମଧନ୍ୟା ଅଭିନେତ୍ରୀ । ଆପଣଙ୍କ ଲାଗି ଆମ ହୃଦୟରେ ଅଜସ୍ର ଭଲପାଇବା ଓ ସମ୍ମାନ ଭରି ରହିଚି । ବାବୁ ସାନ୍ ଲାଗି ଆପଣଙ୍କ ମନରେ କଷ୍ଟଦେଖି ଆମେ ମର୍ମାହତ । ଆଜି ପର୍ଯ୍ୟନ୍ତ ଉତ୍ତମ ଭାଇ ଓ ଆପଣଙ୍କ ମଧ୍ୟରେ କେବେ ଏପରି ବିବାଦ ହୋଇଥିବାର ଗଣମାଧ୍ୟମକୁ ଆସିନାହିଁ । ଅାପଣ ଜଣେ ଭଲ କଳାକାର କେବଳ ନୁହଁନ୍ତି ଆପଣ ଜଣେ ଉତ୍ତମ ବ୍ୟକ୍ତିତ୍ବ । ଭଲ ସ୍ତ୍ରୀ ,ଭଲ ମା ହେବା ସହିତ ,ଭଲ ଶାଶୁ ହେବା ଏତେ ସହଜ ମଧ୍ୟ ନୁହେଁ । କିନ୍ତୁ ଆପଣ ଏହାର ଉଦାହରଣ ହୋଇ ରହିବେ । ମୁଁ ତ ଈଶ୍ବର ବିଶ୍ବାସୀ ନୁହେଁ କିନ୍ତୁ ହଁ ଏତିକି କହିବି ଜୀବନରେ ଏମିତି ବହୁତ୍ କିଛି ହୋଇଯାଏ ଯାହା ମଣିଷକୁ ଭାଙ୍ଗିଦିଏ,ବିଚଳିତ କରିଦିଏ । ନିର୍ଭୟରେ ଏହାର ମୁକାବିଲା କରନ୍ତୁ । ଆମେ ସମସ୍ତେ ଆପଣଙ୍କ ସହ ଅଛୁ । କିଛି ଖରାପ ଚରିତ୍ରର ଝିଅଙ୍କ ଯୋଗୁଁ ଓଡ଼ିଆ ଚଳଚିତ୍ର ଜଗତ କେବଳ ନୁହେଁ ଓଡ଼ିଶାର ମାଟି ଆଜି କଳୁଷିତ । ଦୁଃଖର ବିଷୟ ଏହି ଯେ ସେହି ଭଳି ଝିଅକୁ ତାର ବାପା ମଧ୍ୟ ସହଯୋଗ କରୁଚନ୍ତି । ଅପରାଧିକୁ ସାହାଯ୍ୟ କରୁଥିବା ବ୍ୟକ୍ତି ବି ଜଣେ ଅପରାଧି ଅଟେ । ଆମ ମନରେ ଥିବା ତାଙ୍କଲାଗି ସମ୍ମାନକୁ ସେ ହରେଇ ଦେଇଚନ୍ତି । ବାବୁସାନ୍ ର ଅଦୌ ଭୁଲ୍ ନାହିଁ କହିବାଟା ମଧ୍ୟ ଭୁଲ୍ ହେବ । ହଁ ସେ ଭୁଲ୍ ର ପ୍ରାୟଶ୍ଚିତ ବି ଅଛି । ନିଜ ପରିବାରକୁ ଭୁଲ୍ ମାଗି ଜଣେ ଉତ୍ତମ ପତି,ଉତ୍ତମ ପିତା ଓ ଉତ୍ତମ ପୁତ୍ର ହବାକୁ ଚେଷ୍ଟା କରନ୍ତୁ । ନହେଲେ ସବୁ କିଛି ହରେଇବାକୁ ପ୍ରସ୍ତୁତ୍ ରୁହନ୍ତୁ । ମୁଁ ଆପଣଙ୍କଠୁ ବୟସରେ ଖୁବ୍ ସାନ ଓ ଆପଣଙ୍କର ଜଣେ ଶୁଭଚିନ୍ତକ । ଦୟାକରି ଠିକ୍ ବାଟକୁ ଫେରିଆସ । ଶେଷରେ ଏତିକି କହିବି U r really great Aparajita mam.
Aparajita ma’am is such a soft spoken celebrity … my regards 🙏
We respect to U Mam 🙏
Exactly
ବାବୁଶାନ୍ ଆମ ଓଲିଉର କାଲି ବି ହିରୋ ଥିଲେ ଆଉ ଆଜି ବି ଅଛନ୍ତି ଏମିତି ଭୁଲ ହୋଇଯାଇଛି ଯଦି ସେ ଭୁଲ ମାନିକି ନିଜ ସ୍ତ୍ରୀ ପାଖକୁ ଆସୁଛନ୍ତି ବହୁତ୍ ଭଲ ଲାଗିବ ସବୁ ଠିକ୍ ହୋଇଯିବ ମେମ୍ save babushan save ollywood
I totally agree with Aparajita Madan, totally fit to become a mother & motherinlaw
ଓଲିଉଡ଼ ପୋଖରୀ ପାଇଁ ଦୁଇ ପୋଚକା ମାଛ
ବାବୁସାନ ଆଉ ପ୍ରକୃତି
🙏🙏🙏ମା ଆପଣଙ୍କୁ ହୃଦୟରୁ ନମସ୍କାର 🙏🙏🙏
Thank u so much mam for supporting ur daughter-in-law in such difficult situation. Otherwise everyone is ready to blame the woman 1st. You hv given a great massage to the society . Whatever the situation stand with the right one.
Huge respect for Aparajita mam .... Great mother, greatest mother in law......
Highly appreciated Mam for supporting Daughter-in law..Very Few women do this!! God bless their Family!!
Mothers are inscrutable beings to their sons, always." There is an endearing tenderness in the love of a mother to a son that transcends all other affections of the heart.".... She is best mother in law.Please save her son and family also.🙏🙏🙏
Tamara pua na jhia
ବିଚାରି ମା ଟି, ମାର ଆଖିର ଲୁହ ପଡ଼ିଯିବ ଆଜ୍ଞା, ଗୋଟେ ପରିବାର ର ନିଶ୍ବାସ ପଡ଼ିଯିବ ଦୟାକରି ସମୟ ଥାଉ ଥାଉ ବୁଝି ଯାଓ। ଅପରାଜିତା ma'am your heart n thoughts are really deserving Respect.
Mr.Uttam Mahanty, Aparajita Madam and Mr.Babusan , are reputed Oriya Film Stars.People love them for their acting talents. They are good people, loved and respected by Oriya Cine lovers.They are non-controversial and well reciprocate the love and affection of their fans.This incident was quite unexpected and unfortunate. We all support them for their goodness and Lord Jagannath will definitely bless them for their wellness.
We respect to you ma'am 🙏
ପ୍ରକୃତି ର ଆଦୌ ଝିଅ ସାଙ୍ଗ ନାହିଁ
ବାବୁସାନ ର ଜଣେ ବି ଜଣେ ବି ପୁଅ ସାଙ୍ଗ ନାହିଁ. ସେଇଥି ପାଇଁ ଆଜି ସବୁ ଗଡବଡ.
Aparajita madam is the real mother of land and true mother-in-law of the universe. Nothing else
Its only babu who is at fault.. He played with so many lives altogether... If he was man of true character then nothing in the world could have made him do this... Cheating is not a mistake its a choice and he choose it nobody compelled him... It was and is his decision...
Exactly
Kebe kebe Jane intentionally babhitgae gote kama kariba pain thik kintu alcohol addiction e sabu adhika limit cross kareidianti and Sr jou samaga mane e sabu jinsa diantu semane bi faida uthanti unconsciousness ra . Ta Jane bhabithiba 10 kaiba boli kintu 500 level kama heijiba. Ta eta completely intentional nuhen eta manipulate kara heichi taku mu jaha bujhili
Completely agree with you
Babu shan is not wrong here. What if he is not happy with his wife . He also have a life . He is only wrong bcoz he didn't give his wife divorce first coz he knew how media will react if he give divorce to his wife. They are grown ups let them take their decisions. Don't make it a big issue. There is bigger things going on odisha.
Excellent human being. Excellent mother and excellent mother in law. Set an excellent example for the society.
Huge respect for Aparajita ma'am for her immense love for her son n daughter -in-law...you are an honest soul ma'am...we pray for ur family....we love you ❤️
We r proud of our odia culture where mother in law is supporting her daughter inlaw. Hats off to aparjita mam.
Not every mother in law is like that..my experience has been hell
Watching Aprajita Mohanty crying is sad thing. Legendary actress from Golden age of Ollywood crying for her son is heartbreaking
🥺
ବାବୁଶାନ ଫେରିଆ ଭାଇ.. ଆମେ ସମସ୍ତେ ଓଡିଶାବାସୀ ତମ ସହ ତମ ପରିବାର ସହ ଅଛୁ.. କିଛି କେଇ କରିପାରିବେନି
really we are with Babusan
@@hemantsamal1977 yes
Yes we are also with babusan
ଖାଲି ପେଲିବୁ । ସାଲା ତୋ ମାଇକିନା ର ଯାହା ଅଛି ପ୍ରକୃତି ମିଶ୍ର ର ଭି ସେଇଟା ଅଛି । ଏତେ ପୁରେଇ ବାକୁ ଇଛା କଣ ପାଇଁ । ନା ତୋ ମାଇକିନା ର ନାହିଁ ଆଉ ପ୍ରକୃତି ବେଧର କଣା ବଡ ଅଛି । ଏତେ ଯଦି ପୁରେଇ ବାକୁ ଇଛା । ମାଳିସାହି ଯାଓ ନ ହେଲେ କଦଳୀ ଗଛରେ ପୁରା 😀😀
Odisha ra Rhea Chakraborty .. Prakruthi Misra 🤣🥳👌😀
Perfecttt
Usse bhi bura.
Bass bass 😂
Don't judge so quickly. Decision most be taken after hearing both side
@@nikitasharma6088 one of the amongest nonsense lady artist in ollywood industry prakruti Mishra 😡😡😡
ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ମାଆ ଆପଣଙ୍କ ଦୁଃଖ ଦୂର ହେଇଯାଉ
You are very right ma'am. Truly a good mother and a good mother in law.
ଆପଣଙ୍କ କଥା ସୁଣି ବହୁତ ଦୁଃଖ ଲାଗିଲା😭😭😭 .I love you mother 👨👧👦
ମନ୍ମଥ ସାର୍ ଝିଅ ଦୋଷ ଲୁଚାଇ ରଖ. ଏପଟେ ବାବୁଶାନ୍ ଭୁଲ କରି ବି ତାର ପରିବାର କଥା ଶୁଣିଲା ପରେ.. ଓଡିଶା ସେମାନଙ୍କୁ ଆଦର କରିବ.. କିନ୍ତୁ ଆପଣ ଝିଅ ପାଇଁ ଯୋଉ ମିଛ କହୁଛନ୍ତି. ସେଇଟା କେବେ ଓଡିଶା ବାସୀ ଆପଣାଇବେ ନାହିଁ..
Right
Se prakriti mishra bedhei ta se mumbai re kete kete celebrity nka saha khela karichi au emiti kariba boli kie janithila
Prakruti ku maari Baku ichha hauchi.seita gote 3rd class jhia
Right
@@smitanjaliprusty5964 sata katha bhul ku lucheile se adhik bhul kariba
While my wife listen emotional, logical and impartial statement as a mother her eyes gave respect with tear to Aparijita mam. In fact she is great mother
Thanx madam...
Such a nice mother in law. Big salute to her. How she is supporting her daughter in law.
Hats off to the mother who support her daughter in law instead of her son and she know who is right
Tripti mam is so highly educated and she is speaking actually the truth.... I wish ki police bhai mane thick karjya anustana grahana karibe
Mam...as a mother I can feel her worries, pain,anguish ... plz God help the family and give them them the courage to fight..
Just unbelievable...our respect to you is multiplied by 100 times. Salute to you!!!
WHAT A MOTHER IN LAW SHE IS. SALUTE MAM.
ଏଭଳି ମା ସମସ୍ତଙ୍କୁ ଭଗବାନ ଦିଅନ୍ତୁ
ଆଉ ବାବୁଶାନ୍ କୁ କହିବି ତମେ ମଣିଷ ହେଇଯାଅ ଏସବୁ ଛାଡ଼ି ନିଜ ପରିବାର ସହିତ ଖୁସି ରେ ରୁହ
As a mother it has been really paining me since the day of advertisement of the film Damana having seen Babu's reduced health from a Fresh and Gulgulia boy to the present thin physic.My husband used to say he must be practising gym. I pray God for his mental and physical wellness 🙏🙏
Heart touchable interview Madam express every thing frankly and innocently pray near lord jagannath for to make everything normal.
Great mother,great human being.Salute to Aparajita Madam.
Salute to her motherhood.babushaan is lucky to have such a wonderful wife & mother.
What is the reason bro
Having such wonderful ladies in his life still he is craving for a bitch babu bhai mentaly unstable achanti tanku support diya jau
@@pavan6606 reason is the feelings they shared.....uh guys can't understand
Feeling very sad for Aparajita Mam...such a helpless Mother...shame on you Prakruti ...
ମା ସବୁ ବେଳେ ମା ହେଇଥାଏ ମା କେବେବି ପୁଅର ଅମଙ୍ଗଳ ଚିନ୍ତା କରେନି ମା ପରୀକି ଏ ହେବନି 🙏🙏🙏
What a understanding lady,mom & mother in law ,big example to our society especially odia samaj.Hats off you mam🙏 This is just for you
I love you maa
ଧର୍ମ ର ହିଁ ଜୟ
ପ୍ରକୁତି ମିଶ୍ର କୁ ସମସ୍ତେ ଜାଣିଥିଲେ but clear ହୋଇନଥିଲେ ଓଡିଶାବାସି
ଏବେ କ୍ଷୀର କ୍ଷୀର ପାଣି ପାଣି ହୋଇଯାଇଛି
ସବୁ ବେଳେ ଭଲ ସମୟ ବର୍ତମାନ ଠାରୁ ଆରମ୍ଭ ହୁଏ what nice word