ଆମର ଆଗରୁ କେବେ ଦେଖା ହୋଇନଥିଲା.. ଯେଉଁଦିନ ପ୍ରଥମ ଦେଖା ସେଇଦିନ ହିଁ ନେଇ ଆସିଲି

แชร์
ฝัง
  • เผยแพร่เมื่อ 2 ต.ค. 2023
  • Odisha Bhaskar is one of the leading Daily Newspaper and Digital Platforms of the state and is coming up with various objectives and issues of human interest for the last 18 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #BreakingNews #LatestNews

ความคิดเห็น • 1.4K

  • @dukhiatma6797
    @dukhiatma6797 9 หลายเดือนก่อน +322

    ମାନନୀୟ ଭାସ୍କର ନିୟୁଜ୍ ବଲା ଆପଣ ମାନଙ୍କୁ ମନେ ପକେଇବାର କାରଣ ଏହି କି ଯେ ଆମ ଗଳି ରେ ଗୋଟେ ମାଇ କୁକୁର ୬ ଟି ଛୁଆ ଦେଇଛି ଦୟାକରି ସେହି ନିୟୁଜ ଟିକୁ ବ୍ରେକିଂ ନୀୟୁଜ ରେ ପକେଇଲେ ଆମ କଲୋନୀ ଲୋକ ଚିର ଉପକୃତ ହେବେ🙏🙏🙏

    • @saradameher8402
      @saradameher8402 9 หลายเดือนก่อน +11

      😂😂😂😂😂

    • @mamalimandal779
      @mamalimandal779 9 หลายเดือนก่อน +12

      Satare hasi hasi peta katilani 😂😂 ki comment 😅

    • @narottamsenapaty4428
      @narottamsenapaty4428 9 หลายเดือนก่อน +25

      ଭାଇ ସେ 6ଟି ଛୁଆର ବାପା କିଏ ଆପଣ ଜାଣିନଥିବେ, ଏମାନଙ୍କ ନଜର ପଡିଲେ ନିଶ୍ଚୟ ଖୋଜି ବାହାର କରିବେ,100%

    • @bichitranandabhatta5268
      @bichitranandabhatta5268 9 หลายเดือนก่อน +8

      ଏଇ ଖବର କୁ ସେ ବି ଭଲ ଭାବେ ବନେଇ ଚୁନେଇ ଦେଇଦେବେ

    • @Bsb908
      @Bsb908 9 หลายเดือนก่อน +3

      ଧନ୍ୟବାଦ୍

  • @mantuvlogs94
    @mantuvlogs94 9 หลายเดือนก่อน +313

    ❤ଆସିଲାଣି ପାର୍ବଣ ମା ଦୁର୍ଗା ପୂଜା ❤
    କେଉଁ ମାନେ ମା ଙ୍କୁ ଦର୍ଶନ କରିବେ ପାଇଁ ଅପେକ୍ଷା କରିଛନ୍ତି....

    • @rajupatra815
      @rajupatra815 9 หลายเดือนก่อน +2

      Mental😂

    • @RasmitaJena-vx4bq
      @RasmitaJena-vx4bq 7 หลายเดือนก่อน

    • @sankaripanda1832
      @sankaripanda1832 4 หลายเดือนก่อน

      Mu ❤❤❤❤ also waiting for maa Kali danda yatra

    • @xavior2.0
      @xavior2.0 3 หลายเดือนก่อน

      Mu

  • @sunitabariki1633
    @sunitabariki1633 9 หลายเดือนก่อน +65

    ଇଶ୍ଵରଙ୍କ ଆଶୀର୍ବାଦ ସବୁବେଳେ
    ତୁମ ଦୁଇ ଜଣ ଏମିତି ହିଁ ଖୁସିରେ ରୁହ ❤❤❤❤❤

  • @bandhukrisani4298
    @bandhukrisani4298 6 หลายเดือนก่อน +16

    ଏହାକୁ ସଚ୍ଚା ପ୍ରେମ କୁହାଯାଏ। ପ୍ରେମରେ ଦୁଇ ଦୁହିଁଙ୍କୁ ବୁଝି ପାରିଛନ୍ତି, ସେଭଳି ବୁଝାମଣା ଦରକାର। ତେଣୁ ପ୍ରେମର ହେଉଛି ଜୟ। ଆଉ ସାରା ଜୀବନ ବି ଜୟ ହେଉ। Best of Luck👍

    • @user-pc6in9se2v
      @user-pc6in9se2v 4 หลายเดือนก่อน +1

      Au kichhi news miluni tamaku.eie sabu vala paiba news miluchi. Tamavali news reporter jadi rahibe samajaku bipathagami karidebe

  • @darshnaa2508
    @darshnaa2508 9 หลายเดือนก่อน +24

    କଣ ହବ ଏସବୁ ଜାଣିଲେ ଅନ୍ୟ ମାନେ ଏମିତି କରନ୍ତୁ ବୋଲି inspire କରୁଛ ନା କଣ

  • @rishikesh4340
    @rishikesh4340 9 หลายเดือนก่อน +44

    ଏମିତିଆ ସୁନ୍ଦରୀ ସ୍ତ୍ରୀ ବାହା ହେଲେ ଦିନ ବହୁତ୍ ବଡ଼ ଲାଗେ ଆଉ ରାତି ବହୁତ୍ ଛୋଟ ଲାଗେ ।

  • @babulap380
    @babulap380 9 หลายเดือนก่อน +12

    Toka katha kahibaku bhalare sikha hela hela word ku sunibaku bhala laguni but god blessing on both of u endlessly❤❤🎉🎉.

  • @sasmitamohanty1970
    @sasmitamohanty1970 9 หลายเดือนก่อน +24

    ଭାସ୍କର ନିୟୁଜ ଚାନେଲ ପାଖରେ ଆଉ କିଛି ନିୟୁଜ ନାହିଁ 😂ଏମିତି ସବୁ ପ୍ରେମିକ ପ୍ରେମିକା ଙ୍କୁ ନ ଭେଟି ବରଂ ସହୀଦ ବୀର ଯବାନ କିମ୍ବା ଦେଶ ର ଭଲ ଲେଖକ ଲେଖିକା ଙ୍କୁ ଭେଟନ୍ତୁ, ସମସ୍ତ ଙ୍କୁ ପ୍ରେରଣା ମିଳିବ...

    • @Mu-Bhograi-Chhua
      @Mu-Bhograi-Chhua 9 หลายเดือนก่อน

      I also appreciate you.
      Mo channel re video dekhhantu Bhaskar channel ku roast heichi 😂

    • @AdityagroupindustriesMD
      @AdityagroupindustriesMD 9 หลายเดือนก่อน

      Very good massage to Bhaskar news...

  • @arpitadash7438
    @arpitadash7438 9 หลายเดือนก่อน +111

    ନିଜ ଜୀବନ କୁ ବାଜି ଲଗେଇ ନିୟୁଜ କରୁଛ ଧନ୍ଯବାଦ

    • @bandanasahoo1838
      @bandanasahoo1838 9 หลายเดือนก่อน +1

      😂😢😅

    • @user-yl1yw4ue9x
      @user-yl1yw4ue9x 9 หลายเดือนก่อน +7

      ହଁ madam ବହୁତ କଷ୍ଟ କରିଛନ୍ତି କାଣୀ ରିପୋର୍ଟର ମହାଶୟା......

    • @user-yl1yw4ue9x
      @user-yl1yw4ue9x 9 หลายเดือนก่อน +3

      ରାଣ୍ଡି ବେଧେଇ..... ରଣ୍ଡୁଆ ଯଉଠି ଭାସ୍କର news ସେଇଠି

    • @jitendramalik5010
      @jitendramalik5010 21 วันที่ผ่านมา

      ​@@user-yl1yw4ue9x bhai tike commonncees Rakha

    • @nitishkumarsahoonitish5987
      @nitishkumarsahoonitish5987 9 วันที่ผ่านมา

      😂😂😂😂😂😂

  • @bichar5086
    @bichar5086 9 หลายเดือนก่อน +7

    ଗଣମାଧ୍ୟମ ର କାର୍ଯ୍ୟ ଗଣ ତଥା ଜନତାଙ୍କ ମାଧ୍ୟମ ରୂପେ କାର୍ଯ୍ୟ କରିବା। ସେମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣି ସୁବିଧା ସୁଯୋଗ ର ପଥକଢେଇବା। କିନ୍ତୁ ଏଠି ତ ଗଣମାଧ୍ୟମର ନାଁ ନେଇ ନେତା, ମନ୍ତ୍ରୀ, ରାଜନୈତିକ ଦଳର ମାଧ୍ୟମ ସାଜି କାମ କରୁଛି ଗଣମାଧ୍ୟମ । ସାଧାରଣ ଜନତାଙ୍କ ଅସୁବିଧା, ଅଭିଯୋଗ କିଛି କମ୍ ନାହିଁ ଆମ ରାଜ୍ୟ ତଥା ଦେଶରେ। କିନ୍ତୁ କେତେ ପରିମାଣରେ ସାଧାରଣ ଲୋକଙ୍କ ସମସ୍ୟାଲୋକଲୋଚନକୁ ଆସିପାରୁନି ବାହାରକୁ କେତେ ଦଳିତ ଜନସାଧାରଣଙ୍କୁ ସାହାଯ୍ୟ, ସୁବିଧା ମିଳିପାରୁନି ଗୋଟିଏ ଗଣମାଧ୍ୟମ ଅନ୍ୟ ଗଣମାଧ୍ୟମ କୁ ବନ୍ଦ୍ କରିବାକୁ ତୁଲିପଡିଛନ୍ତି। ଜନସାଧାରଣ ଙ୍କ ସ୍ବାର୍ଥ ପୂରଣର ଉଦ୍ଦେଶ୍ୟ ରେ ନୁହେଁ ବରଂ ନିଜ ନିଜ ଚ୍ୟାନେଲ ରଟି.ଆର୍.ପି. ବଢେଇବା ଉଦ୍ଦେଶ୍ୟରେ ଖବର ପ୍ରସାରଣ ହେଉଛି। ହେଲେ ପ୍ରକୃତରେ ଗଣ ମାଧ୍ୟମର ଯାହା ଦାୟିତ୍ବ, କର୍ତ୍ତବ୍ୟ, ଯାହା ତାର କାର୍ଯ୍ୟ, ସତରେ କଣ ତାହା ସୂଚାର ରୂପେ ପରିଚାଳିତ ହେଉଛି?
    ଏମିତି ନେତା ମନ୍ତ୍ରୀ ଙ୍କ ପାଖେ ବିକ୍ରି ହୋଇ କେତେଦିନ ଅନ୍ୟାୟ, ଦୁର୍ନୀତି କୁ ଦେଖୁ ବି ଅଣଦେଖା କରିବ! ତାହା ପୁଣି ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ ର ମାନ୍ୟତା ପାଇ। ଆଜି ଚିତ୍କାର କରି ପଚାରୁଛି ସାଧାରଣ ଜନତାଙ୍କ ସ୍ବର। ଭଉଣୀ ଆମର ମୂଲ୍ୟବାନ ସମୟ ଦେଇ ଏହି ଭିଡ଼ିଓଟିରେ କଣ ଜଣାଇବାପାଇଁ ଚାହୁଁଛନ୍ତି ଦୟାକରି ଏଥିରେ ଉଲେଖ କରିବେ

  • @kalapalatanaik3381
    @kalapalatanaik3381 9 หลายเดือนก่อน +5

    Bhai bi bahuta handsome au bauja bahuta cute au tanka smile na so beautiful ❤️♥️

  • @ramakantmallik7985
    @ramakantmallik7985 9 หลายเดือนก่อน +6

    ଜୟ ଜଗନ୍ନାଥ 🙏🥰🥰🥰🥰 ଭଗବାନ ତମର ମଙ୍ଗଳ କରନ୍ତୁ 🙏 ବହୁତ ସୁନ୍ଦର ଭଲପାଇବା 🥰🥰🥰🥰❤️❤️❤️❤️👍👍👍👍

  • @gyanabratajena4427
    @gyanabratajena4427 9 หลายเดือนก่อน +60

    ଯଦି କଳଙ୍କ ଏକ ମଣିଷ ହୁଏ ତେବେ ତାର ମୁହଁ ଭାସ୍କର ପରି ଦେଖା ଯିବ କାରଣ ସେ ନ୍ୟୁଜ ନାମ ରେ କଳା କଳଙ୍କର ପାଷାଣ

    • @sasmidigal6730
      @sasmidigal6730 9 หลายเดือนก่อน +1

      😂😂😂😂😂😂

  • @dibyaranjandalai7937
    @dibyaranjandalai7937 9 หลายเดือนก่อน +100

    ଏଇ news ପାଇଁ ଅଶେଷ ଅଶେଷ ଧନ୍ୟବାଦ ଭାସ୍କର କୁ 🎉🎉🎉🎉

  • @gangamaniSing-rs5ox
    @gangamaniSing-rs5ox 9 หลายเดือนก่อน +4

    Vai love re emiti hni hue yaar kehi kaha thu dureiki rohi parontini😂❤ Tumo 2 jonko jodi bohut sundor🥰 Sobubele emiti hi volore thao😊

  • @antuasamal7446
    @antuasamal7446 9 หลายเดือนก่อน +24

    ମନେ ରଖ ଭାଇ ଏ ହସଟା ସବୁ ଦିନ ରହିଲେ ହେଲା ଆଉ ଏ ଜୋଉ ଭାସିଆ ଦିଦିର ମନର କଥା କେହି ଜଣେ ବୁଝରେ ନ ହେଲେ କଳି ଜୁଗ ସେସ ହେବ

  • @odiyalifestylemedia4864
    @odiyalifestylemedia4864 9 หลายเดือนก่อน +11

    ସମଗ୍ର ଯିବ ଜଗତ କୁ ଜଗନ୍ନାଥ କୃପା ରୁ ଏ ଭଳି ଲୋକ ଙ୍କୁ ଭାସ୍କର news ଆଣିଥିବାରୁ ଭାସ୍କର news ଧନ୍ୟ ମନେ କରୁଛି

    • @NilambarJena-ru2iq
      @NilambarJena-ru2iq 9 หลายเดือนก่อน +1

      Bhai news na milile Bhaskar au kn kariba ei pari time pass news kariba na

  • @anjananayak747
    @anjananayak747 9 หลายเดือนก่อน +16

    ଭାସ୍କର ନିୟୁଜ ଏଇ ଭଳିଆ ନିୟୁଜ ଆଣିକି ଦେଖେଇ ଦେଖେଇ ଖାଲି ସମାଜ କୁ କଳୁଷିତ କରନି

  • @godbasantayt6632
    @godbasantayt6632 7 หลายเดือนก่อน +8

    Good bless you soumya daa and Muni bhauja.... 🙏🙏

  • @ashishranjandhungia6288
    @ashishranjandhungia6288 9 หลายเดือนก่อน +17

    ଧନ୍ୟ ତମ ଭଲ ପାଇବା ଆଉ ଧନ୍ୟ ତମେ।।।

  • @bablunayak6050
    @bablunayak6050 9 หลายเดือนก่อน +391

    ଭାଇ କଳି ଯୁଗ ଶେଷ ହବ ଆଉ ଭାସ୍କର news ବନେଇବ

    • @Tulubhai275
      @Tulubhai275 9 หลายเดือนก่อน +7

      U r right

    • @bhagirathaopanigrahi8641
      @bhagirathaopanigrahi8641 9 หลายเดือนก่อน +4

      ମଡି ଚେମିଡ଼ି

    • @gayatrirautray2855
      @gayatrirautray2855 9 หลายเดือนก่อน +1

      TamarA Kichidi asubidha achi ki

    • @ajaypadhi2308
      @ajaypadhi2308 9 หลายเดือนก่อน

      Rite 22400

    • @ajuaran
      @ajuaran 9 หลายเดือนก่อน

      Real bro

  • @durgeshpatra4498
    @durgeshpatra4498 9 หลายเดือนก่อน +24

    ତୁମ ନିଉଜ୍ ପାଇଁ ଏ ମାନେ ଏମିତି ହେଉଛନ୍ତି

  • @princeglessy8358
    @princeglessy8358 9 หลายเดือนก่อน +122

    ଈଶ୍ୱରଙ୍କ ଆଶୀର୍ବାଦ ସବୁବେଳେ ତୁମୋ ଦୁଇଜଣଙ୍କୁ ମିଳୁ ଏମିତି ଖୁସିରେ ରୁହ 👍🏼🙌😊

  • @kalucharanjena9830
    @kalucharanjena9830 9 หลายเดือนก่อน +85

    ସବୁ ରାଣ୍ଡି ରାଣ୍ଡୁଆ ଯୋଉଠେ ଭାସ୍କର news ସେଇଠେ😂

  • @monalisamonalisa5165
    @monalisamonalisa5165 9 หลายเดือนก่อน +12

    ମୁଁ ଭିଡିଓ ଦେଖୁଚି ହେଲା ।ମୁ ଲାଇକ୍ କଲି ହେଲା ।😆😄😄😊😊😊 ।
    ବହୁତ୍ ସୁନ୍ଦର ଯୋଡ଼ି 😊😊😊😊

  • @sagarsahu5937
    @sagarsahu5937 9 หลายเดือนก่อน +23

    ଆଶାର ଆଲୋକ ରେ ଦେଖିବୁ ପୁଣି ତୁମକୁ.....😂😂😂😂

  • @sumantakumarpradhan2319
    @sumantakumarpradhan2319 9 หลายเดือนก่อน +51

    ଭିଡିଓ ଦେଖିଲୁ ଆଉ ଆମ ଜୀବନ ଧନ୍ୟ ହେଇଗଲା.!

    • @rasmibidika
      @rasmibidika 8 หลายเดือนก่อน +1

      good emiti haba kotha

  • @twinkle_0116
    @twinkle_0116 9 หลายเดือนก่อน +11

    ହେ ଭଗବାନ , ଶେଷରେ ଏମାନଙ୍କର interview ଦେଖିବାର ଥିଲା

    • @Suraj_Mohanty
      @Suraj_Mohanty 6 หลายเดือนก่อน

      😂 😂 😂 news dekhi apan mane khusi ta...

  • @bichitranandabhatta5268
    @bichitranandabhatta5268 9 หลายเดือนก่อน +362

    ଭାସ୍କର ବାଲା ଙ୍କୁ କଣ ଆଉ କିଛି ମିଳୁନି 😂😂😂

    • @baliacreations5055
      @baliacreations5055 9 หลายเดือนก่อน +16

      ନାଇ ପା କିଛି ମିଳୁନି

    • @defencearmyboysantosh
      @defencearmyboysantosh 9 หลายเดือนก่อน +2

      I support you

    • @jyotrimayeesahoo8347
      @jyotrimayeesahoo8347 9 หลายเดือนก่อน +5

      Thk kahicha vai new generation ku a mane hni spoil karidebe

    • @jyotrimayeesahoo8347
      @jyotrimayeesahoo8347 9 หลายเดือนก่อน +3

      Kete kete national international news achi tanku kebala a faltu matter dekha jaychi

    • @baliacreations5055
      @baliacreations5055 9 หลายเดือนก่อน

      @@jyotrimayeesahoo8347 😁😁😁

  • @rajeshmaharana-xe4li
    @rajeshmaharana-xe4li 8 หลายเดือนก่อน +6

    ଭାଇ ମାନେ ଜାଣି ଛ ମୁଁ ହଗି ତେ ବସିଥିଲି ଭାସ୍କର ବାଲା ମୋତେ ଯାଇକି ପଚାରୁ ଛନ୍ତି ତମେ କାହିଁକି ହ🤭😂😂😂😂

  • @sunilcreation02
    @sunilcreation02 6 หลายเดือนก่อน +2

    Wow ଭାସ୍କର news ବହୁତ ଭଲ ଖବର ନେଇ କି ଆସୁଛ 👍

  • @kirtirout
    @kirtirout 2 หลายเดือนก่อน +2

    Bhai God bless you tama bhali pua sabu jhia ku milu🙏

  • @soumyaranjanswain8339
    @soumyaranjanswain8339 9 หลายเดือนก่อน +7

    God bless uh both

  • @abhiramkadraka4324
    @abhiramkadraka4324 9 หลายเดือนก่อน +9

    ବୁହତ ବୁହତ ଧନ୍ୟ ବାଦ ଭାସ୍କର ନିୟୁଜ,ସ୍ପଟ କରି ଥିବାରୁ,🙏🙏🙏❤️❤️

  • @user-yl1yw4ue9x
    @user-yl1yw4ue9x 9 หลายเดือนก่อน +8

    ଭାସ୍କର news ରିପୋର୍ଟର କୁ ଯଉଠି ଦେଖିବ ଭାଇ ମାନେ ଗୋଡ଼ାଇ ଗୋଡ଼ାଇ ବାଡ଼....... ତାହାଲେ ସେମାନେ ଜାଣିବେ #boycott Bhaskar news#

  • @sandhyatara1993
    @sandhyatara1993 หลายเดือนก่อน +3

    ଭାସ୍କର ନିଉଜ ର ଏ ଝିଅ କୁ ଏଇ କାମ ମିଳୁଛି.. ଧନ୍ୟ ଲୋ ଝିଅ. ଓଡିଶା ର କେତେ ଉନ୍ନତି କରୁଚୁ ଏମିତି ନିଉଜ ଦେଖେଇ... ତତେ ପୁରସ୍କାର ମିଳିଲାଣି ନା ନାହିଁ.. 😃

  • @Getipradhan
    @Getipradhan 9 หลายเดือนก่อน +7

    ଯୋଗ୍ୟ ବାପ ର ଦୁଇ ଅଯୋଗ୍ୟ ସନ୍ତାନ ଓ ତାହା ସହ ଓଡ଼ିଶା ଗlଣ୍ଡୁୁ ପତ୍ରକାରି ନାରୀ ।

  • @Priti-sh9vj
    @Priti-sh9vj 9 หลายเดือนก่อน +4

    So beautiful 💕💕 cute didi and Bhai super ❤❤❤❤

  • @Srusti.Shrujanika.143
    @Srusti.Shrujanika.143 9 หลายเดือนก่อน +4

    Seriously bhala pila bahut rare milijaanti. Same mu b Facebook re bhala paiki 8days re asiki ame mrg karyki bahut bhala se achhu ❤❤

    • @Chinuhuawongku
      @Chinuhuawongku 3 หลายเดือนก่อน

      ମତେ ଗୋଟେ ସେଟିଂ କରିଦଵ

  • @rukminirath3607
    @rukminirath3607 9 หลายเดือนก่อน +10

    Hv a bright future always stay together

  • @user-uk1tj8sv8l
    @user-uk1tj8sv8l 9 หลายเดือนก่อน +9

    ଭାଇ ତମ ଭଲପାଇବା କୁ ସେଲୁଟ ମାରୁଛି ମୁ ବି ମୋ ମା ବାପା ବହୁତ ଭଲ ପାଏ ଏମିତି ଭଲପାଇବା ସବୁବେଳେ ଥାଉ ଜୟ ଜଗନ୍ନାଥ

  • @Ajcreation04
    @Ajcreation04 8 หลายเดือนก่อน +1

    ବାଳ ମୋତେ ଲାଗୁଛି ଏ ନ୍ୟୁଜ ବାଲାଙ୍କୁ କାମ ମିଳୁନାହିଁ ଏ ସମାଜରେ ଆଉ କଣକ କୌଣସୀ ପ୍ରକାରର ଖବର ନାହିଁ କେତେ କଣ ଅସୁବିଧା ଚାଲିଛି ତାକୁ ଦେଖାଅ ଆମ ଓଡିଶାରେ ବହୁତ ଛୋଟ ଛୋଟ ପିଲା ଏହି ନ୍ୟୁଜ ଟିକୁ ଦେଖୁଥିବେ ସେମାନେ କଣ ଶିକ୍ଷା ପାଇବେ ଭବିଷ୍ୟତରେ ସେମାନେ କଣ ଏମିତି କିଛି କରିବେ କି 🤔 ମୁଁ ବୁଝି ପାରୁନାହିଁ ଏହା କଣ କିଏ ଗୋଟିଏ ଝିଅକୁ ନେଇ ପଳେଇ ଆସିଲା କିଏ ନେଇ ବାହା ହେଲା ତାହା ଆମ ସମାଜରେ ବଡ ଖବରର ରୂପ ନେଉଛି ହେଲେ ଗୋଟିଏ ଗରିବ ଘର ପିଲା କଷ୍ଟ ଚେଷ୍ଟା ବଳରେ କିଛି କରି ଦେଖାଉଛି ତାକୁ ଏହି ସମାଜ ଲୁଚେଇ ରଖୁଛି ଏବଂ ସେହି ଗରିବ ପିଲାଟି ସବୁ ଛୋଟ ପିଲାଙ୍କ ପାଇଁ ଗୋଟିଏ ପ୍ରେରଣା ଦେଇପାରିବ ହେଲେ ଆମର ଏହି ମିଡିଆ ଭାଇ ଭଉଣୀ ମାନେ ଏହି ସବୁ ଦେଖେଇ ବହୁତ ପିଲାଙ୍କର ପଥ ଭ୍ରଷ୍ଟ କରୁଅଛନ୍ତି 🙏ଏ ସବୁ ବନ୍ଦ କର ଯଦି ନ୍ୟୁଜ ଦରକାର ମୋ ନମ୍ବର ଏବଂ ଆ ଡି ମାଗ ଦେବି କେତେ ନ୍ୟୁଜ୍ ଦରକାର ଗୋଟିଏ ଜିଲ୍ଲାର ନ୍ୟୁଜ୍ ତୁମକୁ ଭାରି ପଡିବ 🙏

  • @doreme08
    @doreme08 9 หลายเดือนก่อน +1

    Last re bhai right katha kahila kash tama pari samasta nka ra b mana ku amiti katha asanta ❤🥰🥰🥰

  • @user-lf5ky9pj5m
    @user-lf5ky9pj5m 9 หลายเดือนก่อน +10

    Lovely couple❤❤❤❤

  • @jerrygaming3713
    @jerrygaming3713 9 หลายเดือนก่อน +4

    Dhanya tome .bhal sikhya deucha.dhanya news channels

  • @shibanimeher6278
    @shibanimeher6278 9 หลายเดือนก่อน +1

    God bless you both yr dui jan bahut kushi achanti dekhi ki bahut vala lagilaa

  • @user-oq9hn7zp2o
    @user-oq9hn7zp2o 9 หลายเดือนก่อน +4

    ଭାସ୍କର ନିୟୁଜ ବାଲାଙ୍କୁ ଅନୁରୋଧ, ମୁଁ ବି ଲଭ ମ୍ୟାରେଜ କରିଛି ଆସ ଆମ ଘରେ ଆଡେ ଆସନ୍ତୁ , ଆମେ ବି ଟିକେ ଗପିବା କଣ ତୁମ ମାନଙ୍କୁ ଆଉ କିଛି ନିୟୁଜ ମିଳୁନି ନାଁ କଣ 😊😊

  • @narottamsenapaty4428
    @narottamsenapaty4428 9 หลายเดือนก่อน +13

    ଧନ୍ୟ ଏ ନିୟୁଜ ବାଲ୍ଲୀ ku

  • @ludupatra4466
    @ludupatra4466 9 หลายเดือนก่อน +2

    ତମ ଭାସ୍କର ନ୍ଯୁଜ୍ ବାଲାଙ୍କର ଧନ୍ଦା ତ କିଛି ନାହିଁ କିଏ କାହାକୁ ଭଲ ପାଇଲା କିଏ କାହାକୁ ନେଇଆସିଲା କିଏ ଦାରି ଲୀଳା କଲା ଏଇ ଖବର ଦେଖାଅ ବାଡିପଡା ଛତରଖିଆ ଦାରିଆ ନ୍ଯୁଜ୍

  • @user-qe9bv3fh3t
    @user-qe9bv3fh3t 7 หลายเดือนก่อน +1

    Bahut khushi dia bhai bhaujanku I love you bhai bhauj

  • @ayusmatiparida70
    @ayusmatiparida70 9 หลายเดือนก่อน +24

    ଭାସ୍କର news ବାଲା କୁ ଆଉ କିଛି news ମିଳୁନି କି

  • @Kishore_Comedy_Creation
    @Kishore_Comedy_Creation 9 หลายเดือนก่อน +15

    ମୁଁ ଏଇ ଭିଡିଓ ପୁରା ଦେଖିବିନି ହେଲା...
    ବାଳ କେତେଥର ହେଲା...ହେଲା...ହଉଛ।

  • @akashku10
    @akashku10 9 หลายเดือนก่อน +6

    So sweet ❤❤

  • @srikanta671
    @srikanta671 9 หลายเดือนก่อน +12

    ନୂଆ ନୂଆ ପ୍ରେମ ବିବାହ କୁତୁକୁତୁ ଲାଗିବ
    ଏବେ ମିଡ଼ିଆ ଆଗରେ ମଜା ଲାଗିବ
    ଅପେକ୍ଷା କର ,, ରସଗୋଲା ଖାଇବା
    ସମୟ ଆସିଲେ ଟିକେ କହିବୁ ମିଡିଆ
    ଆଗରେ,,କ୍ଷରେ

  • @suhashhembram906
    @suhashhembram906 9 หลายเดือนก่อน +10

    କଳି ଯୁଗ ହେଇଥିଲେ ମଧ୍ୟ ଆଜି ବି ଦୁନିଆର କିଛି କଣରେ ସତ ଭଲ ପାଇବା ବଞ୍ଚି ରହିଛି 🙏🙏

  • @padmabehera-jb1th
    @padmabehera-jb1th 4 หลายเดือนก่อน +3

    ମାନନୀୟ ଭାସ୍କର ନିୟୁଜ ଵାଲା ଆପଣଙ୍କୁ ମନେ ପକେଇ ବାର କାରଣ ଏହିକି ଯେ ଆମ ଏହିଠି ଦେଲି ଝିଅ ଧରି ଆସୁଛନ୍ତି ଦୟାକରି ସେହି ନିୟୁଜ କୁ ପ୍ରସିଦ୍ଧ କରିଦିଅ

  • @swagatikasahu2466
    @swagatikasahu2466 9 หลายเดือนก่อน +5

    Pura Kulu Kulu aau bahut bada proud feel kareichhanti odisha nku aapana di jana 🥱🥱

  • @saniagouda5986
    @saniagouda5986 9 หลายเดือนก่อน +4

    Favourite ❤️ couple

  • @BhikaJena-yx8lx
    @BhikaJena-yx8lx 8 หลายเดือนก่อน +5

    So cute jodi ❤❤

  • @Dogloversantosh
    @Dogloversantosh 4 หลายเดือนก่อน +1

    ଏ ସଳା ମିଡ଼ିଆ ବାଲାଙ୍କର କିଛି କାମ ଧନ୍ଦା ନାହିଁ

  • @user-ve8cw8ty6f
    @user-ve8cw8ty6f 3 หลายเดือนก่อน +1

    ଭଗବାନ ତୁମ ଦୁଇଜଣଙ୍କୁ ସେମିତି ଭଲରେ ରଖନ୍ତୁ

  • @Sasubohuodiavlogg
    @Sasubohuodiavlogg 9 หลายเดือนก่อน +12

    Bhai khali hela hela besi kohuchanti pade katha re hela😊😊😊

  • @allinonechannel9270
    @allinonechannel9270 9 หลายเดือนก่อน +6

    ଚଷମା ବାଲି କେତେ ଥର କହିବି କିଛି ଭଲ ଖବର ଦେଖେଇବା ପାଇଁ ତୁମେ କିନ୍ତୁ ମୋ କଥା ଟା ମୁଣ୍ଡ କୁ ନଉନ ମୋ ବଥ ଭିଡିଓ କେବେ ଆସିବ ଲୋକ ମାନଙ୍କୁ ଦେଖେଇବା ପାଇଁ

  • @silpadora6704
    @silpadora6704 9 หลายเดือนก่อน +1

    Au Bhai tome jaha kahila pura thik nija Bhagya nija hatare 🙏tome duijana sabu bele khusire ruha

  • @Aradhya884
    @Aradhya884 5 หลายเดือนก่อน +3

    Both are soo 🥰🥰🥰

  • @ShradhanjaliRout-bg1qs
    @ShradhanjaliRout-bg1qs 9 หลายเดือนก่อน +6

    A reporter kaudina oscar award paibe mu wait karichhi

  • @user-hb4gq9wp4m
    @user-hb4gq9wp4m 9 หลายเดือนก่อน +7

    God bless you

  • @lilimasahooodiavlogchannel1856
    @lilimasahooodiavlogchannel1856 7 หลายเดือนก่อน +1

    Sabu bele khusire ruha bhai au bhauja 😚😚❤❤❤

  • @bratatisahoo49
    @bratatisahoo49 7 หลายเดือนก่อน +1

    Bahut bhala Lage tuma 2 Jana nka vdo emiti vdo kara love you Muni bhauja

    • @Chinuhuawongku
      @Chinuhuawongku 3 หลายเดือนก่อน

      ମୋତେ ବି ଏମିତି ସ୍ତ୍ରୀ ଟେ ମିଳନ୍ତାକି

  • @subashchandradas7781
    @subashchandradas7781 9 หลายเดือนก่อน +4

    ଯଦି କିଛି ଭଲ କାମ କରିବ ଓଟିଭି ଚ୍ୟାନେଲ ପ୍ରସାରିତ ହେବ ଯଦି ଭାସ୍କର chennal tu ma news ଆସିଲା ତ ହେଲେ କିଛି problem achhi,

  • @mrjyotiyt9108
    @mrjyotiyt9108 9 หลายเดือนก่อน +5

    What an informative news 😮

  • @singhparesh8521
    @singhparesh8521 9 หลายเดือนก่อน +3

    ଓହ ସ୍ବାମୀ ପ୍ରେମ ଏତେ ଉଚ୍ଛୁଳି ପଡୁଛି
    ରହ 3.4 ବର୍ଷ ଯାଉ ତା ପରେ ଜାଣିବୁ
    ଏ ପ୍ରେମ ରହିଲେ ହେଲା
    ଜଉ ତ ମାଇପ ଟେ ପାଇଚ

  • @hemantahemanta7709
    @hemantahemanta7709 9 หลายเดือนก่อน

    Very nice 👍 happy family Jay Jagannath

  • @anuanuanuanu2190
    @anuanuanuanu2190 9 หลายเดือนก่อน +20

    Excellent god bless you both of you

  • @natureloverbiswa8265
    @natureloverbiswa8265 9 หลายเดือนก่อน +10

    Odisha ra Best Nillajj Award Nistichinta milliba.............

  • @jhunumadhei9750
    @jhunumadhei9750 7 หลายเดือนก่อน +1

    Tomo ❤ku mani Baku podibo😊😊 so cute 🥰

  • @santoshkumarsahoo8656
    @santoshkumarsahoo8656 9 หลายเดือนก่อน +3

    God bless you both, don't deprive eachother

  • @krupasindhubharati9034
    @krupasindhubharati9034 9 หลายเดือนก่อน +1

    God bless u।👍👍👍

  • @dharmendranial8663
    @dharmendranial8663 9 หลายเดือนก่อน +32

    Very innocent and cute couple.God bless you.If parents are not talking to you still their blessings will be with you.❤

  • @bhagirathipaitial1824
    @bhagirathipaitial1824 9 หลายเดือนก่อน +3

    ହଇରେ ଭାସ୍କରିଆ ତତେଆଉ କିଛି ନିୟୁଯୁ ମିଳୁନାହିଁ

  • @user-qv4uh3lj2e
    @user-qv4uh3lj2e 9 หลายเดือนก่อน +1

    So sweet bhai ❤❤❤

  • @user-iu8zy2po9p
    @user-iu8zy2po9p 9 หลายเดือนก่อน +2

    God bless you ❤

  • @siddharthsenapati1294
    @siddharthsenapati1294 9 หลายเดือนก่อน +10

    samyak wants to wrap a paper around a gift he has bought for his sister kushagra.what shape of paper should he use to cover the gift completly leaving only the top and bottom unwrapped

  • @AmitaMohanty-nv1cx
    @AmitaMohanty-nv1cx 9 หลายเดือนก่อน +14

    Cute n innocent couple,God bless both of u ❤❤❤

  • @user-tv4ck7dg2t
    @user-tv4ck7dg2t 15 วันที่ผ่านมา

    Sabubele khusi re ruha bhai & didi❤❤🎉

  • @chandrakanta0779
    @chandrakanta0779 9 หลายเดือนก่อน +1

    My fev Vaskar news.Jete dukha hele v Tama news kholiki dekeh

  • @dipabeheravoice2023
    @dipabeheravoice2023 9 หลายเดือนก่อน +4

    ହେଇ ଲୋ ଦେଖ,,,ଆଉ ଗୋଟେ ଯୋଡ଼ି,,,😂😂

  • @Srusti.Shrujanika.143
    @Srusti.Shrujanika.143 9 หลายเดือนก่อน +21

    Made for each other ❤ May God bless you 🙏💞

    • @user-jv8rw1jj8g
      @user-jv8rw1jj8g 7 หลายเดือนก่อน

      Maghia vaschr 😂😂😂

  • @BeheraHanhaga
    @BeheraHanhaga 8 หลายเดือนก่อน +1

    Same Bhai mo life re bi emiti heichhi mu bi aponanka pari love kariki marriage karichhi mora situation bi eabe Semiti heichhi , apona duei jananka bhala paiba dekhi bahut khusi laguchi bhagaban aponanku Sabu bele khusi rakhantu 👍👍👍🙏🙏🙏💞💞

  • @lochannaik900
    @lochannaik900 8 หลายเดือนก่อน +1

    Super se upar Jodi bhai or bhabhi real love 💕

  • @tofansahoo4085
    @tofansahoo4085 9 หลายเดือนก่อน +4

    ଭାସ୍କର ବେଲା ତୁମ କଣ ଆଉ ନିୟୁଜୁ କିଛି ନାହିଁ

  • @manoramarauta3822
    @manoramarauta3822 9 หลายเดือนก่อน +18

    ଭଗବାନ ମଙ୍ଗଳ କରନ୍ତୁ ଆହୁ ଜୀବନର ଶେଷ ପର୍ଯ୍ୟନ୍ତ ଏଇ ଭଲ ପାଇବା ରହିବାକୁ ଦିଅନ୍ତୁ

  • @Tanushreesahoo-vr1ts
    @Tanushreesahoo-vr1ts 6 หลายเดือนก่อน +2

    Real love ❤❤ osm god bless you ❤❤

  • @krishnabehera9867
    @krishnabehera9867 9 หลายเดือนก่อน +2

    Thank you so much

  • @LisaMonalisadas
    @LisaMonalisadas 9 หลายเดือนก่อน +3

    ଭାସ୍କର news ନାଁ କାଟିକି ବେଧ news name ରଖନ୍ତୁ 😁😁

  • @user-vp2tw1zy2r
    @user-vp2tw1zy2r 9 หลายเดือนก่อน +4

    ଭାଇ ଭାଉଜ ଭଲରେ ରୁହ

  • @chagulubehera1051
    @chagulubehera1051 9 หลายเดือนก่อน

    Beautiful jodi Achhi 2 janankara jaha helebi kebe bi tume 2 jana Alaga hebani bro 👍👌💖💖💖

  • @ashokmuduli5999
    @ashokmuduli5999 8 หลายเดือนก่อน +2

    I love you bhai dii ❤️❤️❤️❤️💕💕💕💕

  • @babunamallick5594
    @babunamallick5594 9 หลายเดือนก่อน +44

    ଏଇ ଶୁକୁଟି ରିପୋର୍ଟର ତମେ କେବେ ବାହା ହେବ, ସେକଥା ଟିକେ କୁହ, କିଏ କାହାକୁ ବାହା ହେଲା କାହାର ଛୁଆ ଜନ୍ମ ହେଲା, କିଏ କାହାକୁ ଧୋକା ଦେଲା ଏଇ ବାଳ ନ୍ୟୁଜ୍ ତମେ କାଇଁ ସବୁବେଳେ ରିପୋର୍ଟିଂ କରୁଛ, ଆଉ କଣ ଭଲ ନ୍ୟୁଜ୍ ତମେ କୋଉଠୁ ପାଉନା, ଛି ଛି ବେକାର ଭାସିଆ ଚ୍ୟାନେଲ, ଜେମିତି ତା ରିପୋର୍ଟର ମାନେ ମଧ୍ୟସେମିତି 🤭🤣🤣🤣

  • @tkbcreation2675
    @tkbcreation2675 9 หลายเดือนก่อน +5

    ଯୋଉ ଝିଅ ନିଯ ବାପା ମା ର ନୁହ ସେ ଝିଅ ତୋର କଣ ହେବରେ ଭାଇ
    ବାପା ମା ର ଇଜ୍ଜତ ଖାଇକି ଭାରି ଗର୍ବ ରେ ସହିତ ହସୁଛୁ।।।।।ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି( ଆଆ) ଥୂ ଥୁ ଥୂ z😡😡😡😡😡😡