‘ଚାକିରି ନଥିଲେ କେହି ଶୁଙ୍ଘିବେନି ଆମକୁ’ | OSSSC Job Aspirants Protest in Bhubaneswar | RI Exam Scam | OR

แชร์
ฝัง
  • เผยแพร่เมื่อ 10 ต.ค. 2024
  • ‘ଚାକିରି ନଥିଲେ କେହି ଶୁଙ୍ଘିବେନି ଆମକୁ’ | OSSSC Job Aspirants Protest in Bhubaneswar | RI Exam Scam | OR
    OSSSC ବିରୋଧରେ ଗର୍ଜନ; RI, ARI, ଅମିନ, ICDS ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ। ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। OSSSCର ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ଅଭିଯୋଗ ନୂଆ ନୁହେଁ । ଗତ ସେପଟେମ୍ବରରେ ସରକାରୀ ଚାକିରି ବିକ୍ରି ଅଭିଯୋଗ ଆଣି ଗର୍ଜିଥିଲେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭଷ୍ଟକ ଇନସ୍ପେକ୍ଟର ପରୀକ୍ଷାର୍ଥୀ । ଆଉ ଏବେ RI ଅମିନ ପରୀକ୍ଷାରେ ବିଭ୍ରାଟ ସହ ଅନିୟମିତତା ଅଭିଯୋଗ ଉଠିଛି। ଶୁଣନ୍ତୁ କ'ଣ କହୁଛନ୍ତି ଆଶାୟୀ...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #ri #amin #Protest #OSSSC #bhubaneswar #odisha #OdishaReporter

ความคิดเห็น • 59