'ଅ' ଅକ୍ଷର ବିମାର୍ଜିତ.. ସିଏ କହିବେ ଓଡ଼ିଆ ଅସ୍ମିତା କଥା: Sulata Deo || BJD Leader || Mohan Charan Majhi

แชร์
ฝัง
  • เผยแพร่เมื่อ 10 ก.ย. 2024
  • #sulatadeo #bjdleader #bjdodisha #odishapolitics #mohancharanmajhi #bjd #cmmohanmajhi #bjpodisha #odiaasmita
    'ଅ' ଅକ୍ଷର ବିମାର୍ଜିତ.. ସିଏ କହିବେ ଓଡ଼ିଆ ଅସ୍ମିତା କଥା: Sulata Deo || BJD Leader || Mohan Charan Majhi
    News95 Odia is one of the leading news hub that provides you with comprehensive up-to-date Odia news coverage from all over Odisha and India. We provide here 24/7 latest Odia top Stories, Politics News in Odia, Odia Breaking Stories, Odia live news, Current Affairs News in Odia, Sports News in Odia, Business News in Odia, Entertainment News in Odia, Astrology News in Odia, Spirituality News in Odia, and many more here only on #news95odia
    II LIKE II
    II SHARE II
    II SUBSCRIBE II
    Follow us on:-
    Instagram :- / news95odia
    Facebook:- / news95odia
    Twitter :- / news95odia
    ==============================================
    #news95odia #odisha #odishanews #odianews #breakingnews #politics #government

ความคิดเห็น • 361

  • @Baby33824
    @Baby33824 27 วันที่ผ่านมา +68

    Madam ଆପଣ ବହୁତ ବଢିଆ କଥା କହୁଛନ୍ତି
    ବେଲଜ୍ୟା ବିଜେପି ସରକାର ।

  • @sagardas3777
    @sagardas3777 26 วันที่ผ่านมา +25

    ବଡ଼ ଦୁଃଖ ର,, ବିଷୟ ଜଣେ ମନ୍ତ୍ରୀ,,,
    ଭାରତ,, ଠିକି ସେ ଲେଖିପାରୁନାହାନ୍ତି
    ଧନ୍ୟ ଧନ୍ୟ ରେ,,, ଛି,,, ଛି

  • @hiranyasahoo3548
    @hiranyasahoo3548 26 วันที่ผ่านมา +30

    କଣ ବିଜେପି ଭାଇ ମାନେ ଓଡ଼ିଆ ଅସ୍ମିତା ଦେଖୁଛ ବିଜେପି ଭାଇ ମାନେ ବର୍ଣ୍ଣ ବୋଧ ପଢ଼

  • @Khatarnaaksound1405
    @Khatarnaaksound1405 27 วันที่ผ่านมา +69

    ଠିକ୍ ଯାଗାରେ ମାଡ଼ ଟା ବାଜିଲା ଅନ୍ଧ ଭକ୍ତ ମାନେ ଚୁପ୍ 😂

  • @Rinukumarisahu
    @Rinukumarisahu 26 วันที่ผ่านมา +29

    ଦିଦି ଆପଣ ଯାହା କହୁଛନ୍ତି ବହୁତ ଭଲ କଥା କହୁଛନ୍ତି ଶିକ୍ଷା ବି ଦେଉଛନ୍ତି ।ବୁଝିବା ଲୋକ ମାନେ ଠିକ୍ ବୁଝିପାରିବେ ❤❤❤❤❤❤

    • @baikunthamajhi3416
      @baikunthamajhi3416 24 วันที่ผ่านมา

      @@Rinukumarisahu ମାଗଣା ଦରକାର

    • @Rinukumarisahu
      @Rinukumarisahu 24 วันที่ผ่านมา

      @@baikunthamajhi3416 କଣ

    • @deepess_deepu83
      @deepess_deepu83 19 วันที่ผ่านมา

      ​@@baikunthamajhi3416gujrati chamcha andha bhakt Narendra khan beef supply karuchi abe odisha ru Beef supply heba

  • @SURENDRAKUMARMAJHI-u3h
    @SURENDRAKUMARMAJHI-u3h 20 วันที่ผ่านมา +4

    ଆପଣ ନିଜେ ତ୍ରିରଙ୍ଗା ବଦଳରେ ତିରଙ୍ଗା ଉଚ୍ଚାରଣ କରୁଛନ୍ତି ଆଉ ଅନ୍ୟକୁ କହୁଛନ୍ତି ।

  • @rubyswain5115
    @rubyswain5115 26 วันที่ผ่านมา +19

    Thik madam 👍jagare bajiba right ✅

  • @gobindachandramohanty8439
    @gobindachandramohanty8439 26 วันที่ผ่านมา +21

    ସୁଲତା ମାଡାମ ନବିନ ବାବୁ ଓଡ଼ିଆ ରେ କେତେ ଭୁଲ୍ କଥା କହନ୍ତି ଟିକେ କହିବେ କି

    • @pradeepsahoo6484
      @pradeepsahoo6484 24 วันที่ผ่านมา +2

      Se para bahare thile emane ta Odisha re thile

    • @soudaminiswain7045
      @soudaminiswain7045 24 วันที่ผ่านมา +2

      Tike Nabin Babu nka odia gnyana bisayare kuhante nahi

    • @deepess_deepu83
      @deepess_deepu83 19 วันที่ผ่านมา

      ​@@soudaminiswain7045gujrati chamcha andha bhakt, Naveen Pattnaik bhasan dekhinu ki hockey India player saha kemiti confident ,.....bhaire video dekha..... Naveen Pattnaik english medium re padhuthile, Naveen Pattnaik jadi odia kahi parunahi se ta harila BJP ta bada bada bhasan deuthile odia CM karibe, mohan majhi kan odia au hindi english kahi paruni ki lekhiparuni

  • @jaladharbehera736
    @jaladharbehera736 26 วันที่ผ่านมา +8

    ଏଭଳି ଦୁଇ ତିନିଥର କାଉଣ୍ଟର କଲେ ଏ ଟାଉଟର ଗୁଡାକ ଆଉ ମେଡ଼ିଆ ସାମ୍ନା କୁ ଆସିବେ ନାହିଁ

  • @gitanjalidalabehera7114
    @gitanjalidalabehera7114 21 วันที่ผ่านมา +6

    Bjd didi tame 24 barsa re jaha କଲ ଓଡ଼ିଶା ବାସୀ ଜାଣି ଛନ୍ତି ଏବେ 5 ବର୍ଷ silent ruha bahut କରିଚ rest nia ଗେଣ୍ଡା ଦଳ

    • @AkhyayaMohanty
      @AkhyayaMohanty 19 วันที่ผ่านมา

      Odisha kebala andhabhaktamanankara nuhne,anyamane madhya taar bhala manda re bhagidari.

  • @kamalakantanayak9989
    @kamalakantanayak9989 26 วันที่ผ่านมา +8

    ଧନ୍ୟବାଦ ଦିଦି

  • @user-jn6qj7nc6h
    @user-jn6qj7nc6h 26 วันที่ผ่านมา +15

    Dhanyabad

  • @saraswatisahoo5171
    @saraswatisahoo5171 25 วันที่ผ่านมา +8

    ମାଡାମ ଭଲ କଥା କହିଛନ୍ତି ଆପଣଙ୍କୁ ଧନ୍ୟବାଦ। ଏ ମୋଦି କୁ ମୋହନ ଚୁଡା କୁ ଗୁଡ଼ । ଜଣେ ପାଠ ପଢିଚିକି ନାଇଁ ସଂଦେହ ଆଉ ଜଣେ ହାଣ୍ଡିଆ ପିଆ ମୂଖିଆ ହେଇଚି।

  • @user-vb4qf8ti1p
    @user-vb4qf8ti1p 26 วันที่ผ่านมา +23

    Didi good

  • @santoshjena5811
    @santoshjena5811 27 วันที่ผ่านมา +30

    ମାଡାମ୍ ଆପଣ ବୋହୁତ ଭଲକଥା କହିଛନ୍ତି,, ଜୟ ନବୀନ ପଟ୍ଟନାୟକ❤

  • @ganeshbehera5490
    @ganeshbehera5490 27 วันที่ผ่านมา +13

    ପାଣି ବିନା ମାଛ ଯେଭଳି ତମର ଅବସ୍ଥା ସେଇଭଳି, ଦୁଃଖ ଲାଗୁଛି

    • @sanjayanayak-vt8xx
      @sanjayanayak-vt8xx 26 วันที่ผ่านมา

      Bhala hela mundupota kela sir ama mukhya mantri hele

  • @kakarot5232
    @kakarot5232 27 วันที่ผ่านมา +23

    Tq mam tq so much nabin sir

  • @dipfragnant
    @dipfragnant 21 วันที่ผ่านมา +4

    ବିଲକୁଲ୍ ଓଡ଼ିଆ କହି ପାରୁ ନ ଥିବା ମୁଖ୍ୟମନ୍ତ୍ରୀ ଅପେକ୍ଷା କିଛି ମାତ୍ରାରେ ଓଡ଼ିଆ କହି ପାରୁ ଥିବା ମୁଖ୍ୟ ମନ୍ତ୍ରୀ ଭଲ। ନବୀନ ସରକାର ବେଳେ କେତେ କେତେ ଲେଖାରେ ଓ କହିବାରେ ଭୁଲ୍ ଥିଲା ତାର ହିସାବ ଟିକେ ଦିଅ। ବାରମ୍ବାର ତିରଙ୍ଗା କହିବା ପରେ ପୁଣି ସୁଧାରି ତ୍ରିରଙ୍ଗା କହୁ ଥିବା ମହିଳା ପୁଣି ଜ୍ଞାନ ଦଉଛି। ଲଜ୍ଜ୍ୟା ଘୋର ଅପମାନ।

  • @brundabanrout9655
    @brundabanrout9655 23 วันที่ผ่านมา +4

    ଧନ୍ୟବାଦ ମାଡାମ

  • @dambarudharnaik4428
    @dambarudharnaik4428 24 วันที่ผ่านมา +5

    ଆପଣ ନବୀନ ସାରଙ୍କ ଓଡ଼ିଆ ଭାଷଣ ଶୁଣି
    ନାହାନ୍ତି ବୋଧେ ।ଏତେ ଶୀଘ୍ର ଭୁଲି ଗଲେ ।

    • @deepess_deepu83
      @deepess_deepu83 19 วันที่ผ่านมา +1

      Tumaku darkar thila pa odia mukha mantri, kan pai odia lekhi paruni mahuli handia mara mahon majhi..... aita kan odia asmita.....

  • @rudrapratapnayak-tq5sy
    @rudrapratapnayak-tq5sy 27 วันที่ผ่านมา +20

    Thankyou didi tuma kthar damachhi

  • @gobindachandramohanty8439
    @gobindachandramohanty8439 26 วันที่ผ่านมา +9

    ପାଣ୍ଡିଆନ ବାବୁ କଉ ଭାଷାରେ କଥା ବାର୍ତ୍ତା ହୁଅନ୍ତି। ଟିକେ କହିବେ କି

    • @SnShine-ul7uc
      @SnShine-ul7uc 25 วันที่ผ่านมา +2

      Pandiyan ta tamil ra hele bhi se odia kahu thele hele mohan babu ta kanti odia se odia asimit kan karuchanti

    • @user-bw3bg1yf8u
      @user-bw3bg1yf8u 24 วันที่ผ่านมา

      @@gobindachandramohanty8439 ମନୋଜ ଆହୁଜା କୀଏକି ପାଣ୍ଡିଆନ ଗଲା ପରେ ପୁଣି ଅଣ ଓଡ଼ିଆ

    • @princerajesh475
      @princerajesh475 23 วันที่ผ่านมา

      Kain jane ias officers au Kain se shishu mandira guruji😅😂😎

  • @sasmitateaandvarietystore8013
    @sasmitateaandvarietystore8013 27 วันที่ผ่านมา +12

    Good maam

  • @punkajbehera2209
    @punkajbehera2209 27 วันที่ผ่านมา +8

    Seitthi pain nabin babu 24 barsa re odia sikhi parile nanhi ,jahaku Jane 5 barsa r pila3 masa resesa karuchi

  • @dhananjaysahoo4579
    @dhananjaysahoo4579 26 วันที่ผ่านมา +10

    ଆଜ୍ଞା,ଆପଣ ଟିକେ ଟିଭି debate କୁ ଯାଉନାହାନ୍ତି। ସେଇଠି ବିଜେପି ର ଅନିଲ ବିଶ୍ଵାଳ,ଗୋଲକ ବିଶ୍ଵାଳ,ବିରଞ୍ଚି ତ୍ରିପାଠୀ ଥିବେ,ତମର ସବୁ ପ୍ରଶ୍ନ ର ଉତ୍ତର ଦେଇଦିଅନ୍ତେ।ଆପଣ ପୁରା ମୁଗ୍ଧ ହୋଇଯାଆନ୍ତେ।

    • @princerajesh475
      @princerajesh475 23 วันที่ผ่านมา

      Se jane mp nuhne spokesperson 😂

  • @dhananjaysahoo4579
    @dhananjaysahoo4579 26 วันที่ผ่านมา +6

    ଆପଣ ଇଲେକ୍ସନ ବେଳକୁ ଲେଖାଶ୍ରି madam ଙ୍କ ଭଳିଆ ଦଳ ଦେଇବେନି ତ।କାରଣ ସିଏ ବି ଏମିତି ବିଜେଡି କୁ ଗାଳି କରୁଥିଲେ।

  • @KirstenYoup
    @KirstenYoup 26 วันที่ผ่านมา +6

    You are right

  • @bijayalaxmidas152
    @bijayalaxmidas152 18 วันที่ผ่านมา +1

    ମହାଶୟା
    ଓଡ଼ିଆ ଅଭିଧାନ ରେ ''ଅସ୍ମିତା '' ଶବ୍ଦ ଅଛି...
    ଓଡ଼ିଆ ଅଭିଧାନ ର ଏକ ଶହ ଏଗାର ପୃଷ୍ଠା ଦୟାକରି ଦେଖନ୍ତୁ..
    କବିବର ରାଧାନାଥ ଚିଲିକା କାବ୍ୟରେ ଅସ୍ମିତା ଶବ୍ଦ ଉଲ୍ଲେଖ କରିଛନ୍ତି

  • @rabindranathpati305
    @rabindranathpati305 20 วันที่ผ่านมา +2

    କ'ଣ ଚାଲୁଣୀ କହୁଛି ଛୁଞ୍ଚି କୁ , ଟିକେ ବିଗତ ଦିନର କଥା ମନେପକାଇଲେ ଭଲ ହୁଅନ୍ତା । ଉଦାହରଣ ସ୍ୱରୂପ ଚଣ୍ଡିଖୋଲ ନା ଚଡିଖୋଲ ।

  • @ramachandradas7875
    @ramachandradas7875 27 วันที่ผ่านมา +6

    ମାଡାମ ତାରିଖ କୁ ଦେଖନ୍ତୁ କଣ ଲେଖା ହୋଇଛି

  • @user-ry7qd9zl8i
    @user-ry7qd9zl8i 18 วันที่ผ่านมา +2

    Super mind blowing excellent❤❤😂 you are absolutely madam

  • @anilkumarsethi1765
    @anilkumarsethi1765 21 วันที่ผ่านมา +2

    ତୁ ତୋ ଜୀବନରେ କେବେ ୱାର୍ଡ ମେମ୍ବର ବି ଜିତି ପାରିବୁନି

  • @dwijarajpati1138
    @dwijarajpati1138 27 วันที่ผ่านมา +11

    Very good comments thanks ma'am.

  • @rajeshkumarsing4384
    @rajeshkumarsing4384 21 วันที่ผ่านมา +1

    ପୂର୍ବ ସରକାର ର ଭୁଲତ ଜଣାଥିବା ମହାଶୟା ଇଏତ କିଛି ନୁହଁ ।

    • @AkhyayaMohanty
      @AkhyayaMohanty 19 วันที่ผ่านมา

      Tahele ame kaan sikhile?

  • @soumyaranjandas8641
    @soumyaranjandas8641 27 วันที่ผ่านมา +15

    Mam 🙏🙏🙏🙏🙏🙏🙏

  • @kanchankhemundu5832
    @kanchankhemundu5832 14 วันที่ผ่านมา

    ମେଡମ୍ ମୋହନ ସାର ଅଙ୍ଗନବାଡି ସ୍କୁଲ ରେ ପାଠପଡି ଛନ୍ତି ସେଥିପାଇଁ ତୋ ବହୁତ ସୁନ୍ଦର ଲେଖୁଛନ୍ତି

  • @prakashkumarpattnayak5911
    @prakashkumarpattnayak5911 27 วันที่ผ่านมา +7

    Mam right kahicha

  • @sudarsanpani2771
    @sudarsanpani2771 27 วันที่ผ่านมา +5

    Jai BJD

  • @pradeepkumarnaik7025
    @pradeepkumarnaik7025 26 วันที่ผ่านมา +1

    ମାଙ୍କଡ ହାତରେ ଶାଳ ଗ୍ରାମ

  • @baikunthamajhi3416
    @baikunthamajhi3416 24 วันที่ผ่านมา +3

    କହିଚାଲ କିଛି ଲାଭ ହେବନାହିଁ 😂😂😂 ହାରିଲା ଖେଳାଳି ସହିତ ଏହା ହୁଏ 😂😂😂

  • @binodbiharisahoo612
    @binodbiharisahoo612 26 วันที่ผ่านมา +3

    Very good Madam.... Very nice word to BJP

  • @laxmikumarihota3636
    @laxmikumarihota3636 26 วันที่ผ่านมา +2

    Madam. Excellent. Utkal. Gourab. Madhusuda n. Das

  • @abhayasahoo8794
    @abhayasahoo8794 24 วันที่ผ่านมา +6

    ସେ ଯାହାହେଉ। ତୁମେ କିନ୍ତୁ ଗୋଟିଏ ରୀତିମତ ପ୍ରହସନ କରିବାକୁ ବାଟ ପାଇଗଲ।୨୪ ବର୍ଷ ଶାସନ ମଧ୍ୟରେ ଗୋଦରୀଲୋ ନିଜ ଗୋଡ଼କୁ ଅନା। ତୁମେ ଯାହା ସବୁ କହୁଛ ଅପ୍ରିୟ ହେଲେ ବି ସତ୍ୟ। କିନ୍ତୁ ଏସବୁ କହିବାର ତୁମର ନୈତିକ ଅଧିକାର ନାହିଁ।

  • @gautamsahoo559
    @gautamsahoo559 26 วันที่ผ่านมา +2

    ମୋଦି ଦେଶର ପ୍ରଧାନ ମନ୍ତ୍ରୀ ହଉ ହଉ ଦେଶର ଅର୍ଦ୍ଧାଧିକ ସମ୍ବାଦ ସଂସ୍ଥା କୁ କିଣି ଦେଲେ। ତାଙ୍କ ଜରୀଆରେ ପ୍ରଚାର୍ କଲେ ହିନ୍ଦୁ ଖତ୍ରେ ମେ ହେ। ସେମିତି ଓଡ଼ିଶାରେ ଓଡ଼ିଆ ଅସ୍ମିତା ବିପଦରେ କହି ଭୋଟ ନେଇଗଲେ। କିନ୍ତୁ ଏବେ ପ୍ରକୃତରେ ଓଡ଼ିଆ ବିପଦରେ। ଏବେଠୁ ସଚେତନ ନହେଲେ ଏମାନେ ଦେଶ ଓ ରାଜ୍ୟର ସର୍ବନାଶ କରିଦେବ।

  • @MitaliBal-gb5lc
    @MitaliBal-gb5lc 27 วันที่ผ่านมา +5

    Jay Naveen Jay BJD

  • @Sitalhansdaofficialchanel2024
    @Sitalhansdaofficialchanel2024 22 วันที่ผ่านมา +1

    BJD ର ଗାଣ୍ତି ଫାଟୁଛି ଏବେ

  • @niranjansahoo3751
    @niranjansahoo3751 22 วันที่ผ่านมา +2

    ତୁ ବିଜେଡି ନେନ୍ତାଙ୍କର କେତେ ନମ୍ବର ରାତିର ସାଥି।

  • @prasantakumarnayak2543
    @prasantakumarnayak2543 25 วันที่ผ่านมา +2

    Madam thik katha kahicha

  • @bijayparida8085
    @bijayparida8085 26 วันที่ผ่านมา +6

    ଠିକ୍ କଥା କହୁଛି ମୋ ଭଉଣୀ ସୁଲତା ଦେଓ ସାଂସଦ

  • @SasmitaSamantray-gk4rn
    @SasmitaSamantray-gk4rn 26 วันที่ผ่านมา +3

    Thanks didi

  • @sudarsanpani2771
    @sudarsanpani2771 27 วันที่ผ่านมา +4

    Jai Naveen

  • @nidhiramjena2398
    @nidhiramjena2398 27 วันที่ผ่านมา +16

    ଅଳ୍ପ ବିଦ୍ୟା ଭୟଙ୍କରୀ।

  • @saratkumarsahoo1595
    @saratkumarsahoo1595 20 วันที่ผ่านมา

    ମାଡାମ ଟିକେ ପଚାରନ୍ତୁ ଓଡ଼ିଆ ଅସ୍ମିତା କଣ... କାହାକୁ ନେଇ ଏ ଅସ୍ମିତା ଉଠେଇଛନ୍ତି

  • @pradeepnayak4511
    @pradeepnayak4511 27 วันที่ผ่านมา +8

    Tume thik kahicha madam bjp go back

  • @dambarudharnaik4428
    @dambarudharnaik4428 24 วันที่ผ่านมา +7

    ଓଡ଼ିଆ ଅଭିଧାନରେ ଅସ୍ମିତା ଶବ୍ଦ ଅଛି ଅସ୍ମିତା ଅର୍ଥ ମୁଁ ଅଛି,ଓଡ଼ିଆ ଅସ୍ମିତା ଅର୍ଥ
    ମୁଁ ଓଡ଼ିଆ ଅଛି । ଆପଣ ମୂଖ୍ୟମନ୍ତ୍ରୀ ଙ୍କ କଥାକୁ କ'ଣ ଭୁଲ୍ ଦେଖୁଛନ୍ତି।ଆପଣ ନିଜେ
    ସ୍କୁଲରେ ନାମ ଲେଖାଇ ଆଉ ଥରେ ପାଠ ପଢନ୍ତୁ ନ ହେଲେ ଲୋକ ହସିବେ ।

    • @elizabehera6454
      @elizabehera6454 22 วันที่ผ่านมา

      Ea ba gote bada gyani.

    • @bibhutiranjanrout826
      @bibhutiranjanrout826 21 วันที่ผ่านมา +1

      ମାଡାମ୍ ନମସ୍ତେ, ଆପଣ ମୋହନ ବାବୁଙ୍କର ଛୋଟ ମୋଟ ଭୁଲ ଧରି ଠିକ୍ କରିଛନ୍ତି lଏହାଦ୍ୱାରା ସେ ସୁଧାରି ହୋଇ ଯିବେ କାରଣ ଓଡ଼ିଆ ଭାଷା ପ୍ରତି ତାଙ୍କର ମମତା, ସମ୍ମାନ ଓ ଆନ୍ତରିକତା ଅଛି l ହେଲେ ଗତ 24 ବର୍ଷରେ ତ ହେଲାନାହିଁ, ଆଉ ପାଞ୍ଚ ବର୍ଷ ସୁଲତା ମାଡାମ୍ ଦାୟିତ୍ଵ ନେଇ ନବୀନ୍ ବାବୁଙ୍କୁ ଯଦି ଛବିଳ ମଧୁ ବର୍ଣ୍ଣବୋଧ ଶିଖାଇ ଦେବେ ତେବେ ଓଡିଶାବାସୀ ଆପଣଙ୍କ କଥାକୁ ଗ୍ରହଣ କରିବେ l

  • @mahendramohanty4983
    @mahendramohanty4983 21 วันที่ผ่านมา

    Madame Sulata Deo, the honorable M.P., your analysis is correct & appropriate. Hats up to you..

  • @satyabratajena3327
    @satyabratajena3327 26 วันที่ผ่านมา +4

    Jay jagannath Jay Naveen

  • @rajkumartandi5605
    @rajkumartandi5605 24 วันที่ผ่านมา +2

    ତୁ ଗୁଟେ ହାରାମି ମେଡମ ତୁ ତୋର ପାଟି ହାରିଲା ବଲ୍ଲୀ ଏବେ ତୁମକୁ ବାଧୁଛି ହରାମି

  • @ganeswarpapu2424
    @ganeswarpapu2424 25 วันที่ผ่านมา +1

    ଠିକ୍ କହିଛନ୍ତି ଦିଦି👍👍

  • @balaramnanda9224
    @balaramnanda9224 27 วันที่ผ่านมา +2

    ବେଲଜ୍ୟା ବିଜେଡି

  • @kaibalyaparida6374
    @kaibalyaparida6374 26 วันที่ผ่านมา +3

    Rightly said, it's really a offensive thing for Odia

  • @user-yg7tx2ux7c
    @user-yg7tx2ux7c 25 วันที่ผ่านมา +2

    thanks mam

    • @AkhyayaMohanty
      @AkhyayaMohanty 19 วันที่ผ่านมา

      Tame bhul Mane mubi bhulkaribi

  • @blackhacker9998
    @blackhacker9998 25 วันที่ผ่านมา +2

    Madam aapanku koti koti namaskar mu tike apanku bhetibaku chahunchi mo hrudayaru kahuchi na hele ph re katha tike hebaku itcha hauci

  • @rajibdas495
    @rajibdas495 21 วันที่ผ่านมา

    ସାଂସଦ। ଜୁଏଲ ଓରାମ କହିଲେଣୀ ଦେଶ 1975 ମସିହାରେ ସ୍ବଧୀନ୍ ହେଲା ଏହାକୁ କହନ୍ତି ଗୁଜରାଟୀ ଅସ୍ମିତା

  • @rupashree6515
    @rupashree6515 20 วันที่ผ่านมา

    ଆପଣ ମାଡାମ୍ ପୁରା ପୁରି ଠିକ କଥା କହିଲେ🙏
    ସରକାର କଣ ଭାବି ମୋହନ ମାଝୀ ଙ୍କୁ ମୁଖ୍ୟମନ୍ତ୍ରୀ କରିଲେ କେଜାଣି।ଆଉ ମୋଦୀ ଙ୍କ କଥା ତ ସବୁବେଳେ ପାଣି ର ଗାର।

  • @binodinipatro1135
    @binodinipatro1135 25 วันที่ผ่านมา +5

    24 year rahiparilu ebe 2masha re asambhala

  • @gobindasahoo3222
    @gobindasahoo3222 27 วันที่ผ่านมา +3

    ବାଳ ସରକାର

  • @mrutyunjayaacharya
    @mrutyunjayaacharya 17 วันที่ผ่านมา +1

    ମ‌ହାମୂର୍ଖ

  • @kalyanpanda5885
    @kalyanpanda5885 26 วันที่ผ่านมา +9

    ପାଣ୍ଡୁ ଏକାଦଶୀ 21 ଥର ପାଳ, ଗାଦି କୁ ଫେରିବ

  • @LiLi-5h
    @LiLi-5h 26 วันที่ผ่านมา +1

    ମେଣ୍ଢା ବଗାଳିୟା ମନ୍ତ୍ରୀ

  • @kameshsahu9770
    @kameshsahu9770 27 วันที่ผ่านมา +3

    Bjp go back from odisha

  • @ranajit5773
    @ranajit5773 26 วันที่ผ่านมา +3

    ତମ ଜିଲ୍ଲାର କ୍ୟାପିଟାଲ ନାଁ ଆଗ କୁହ

  • @subhamgameing2219
    @subhamgameing2219 11 วันที่ผ่านมา

    Thanks madam,, u are great 🙏🙏🙏🙏🙏🙏🙏🙏

  • @kalyanpanda5885
    @kalyanpanda5885 26 วันที่ผ่านมา +2

    ନବୀନ ସୁଆଣ୍ଡୋ କୁ ଷଣ୍ଢ, ଚୁଡା କୁ ଛୋ..., ଆଉ ଚଣ୍ଡିଖୋଲ ରେ ଚଡି ଖୋଲି ବୁଲୁ ଥିଲେ...

    • @sanjayanayak-vt8xx
      @sanjayanayak-vt8xx 26 วันที่ผ่านมา

      Ja hau kela samaja ru mukhya mantri bachhi thibaru tumaku dhanyawad,tuma gachharu,chadhei mariba ku dakiba

  • @pradeepjena3595
    @pradeepjena3595 20 วันที่ผ่านมา

    ଏକଦମ୍ ଠିକ୍ କଥା କହିଲେ ମାଡାମ୍ ji 🙏

  • @NilamaniSahu-bi6pp
    @NilamaniSahu-bi6pp 19 วันที่ผ่านมา

    ନବୀନ ଓଡିଆ ଭାଷା କେମିତି କହେ କହ ତତେ ଲଜ୍ଜା ଲାଗୁନି

  • @satyapriyamohanty7052
    @satyapriyamohanty7052 10 วันที่ผ่านมา

    ଆପଣ ତାମିଲ୍ ଲୋକ ର ଦାସତ୍ୱ ଗ୍ରହଣ କରିବେ କିନ୍ତୁ ଓଡ଼ିଆ ପୁଅ ର କଥା କହିବା ଶୈଳୀ ଆପଣ ଙ୍କୁ ପସନ୍ଦ ନୁହେଁ। ଆପଣ ଜଣେ ରାଜ୍ୟ ସଭା ସାଂସଦ ଆପଣ ଙ୍କୁ ଏଭଳି ନୀଚ୍ଚ କଥା କଳୀ ହୁଡ଼ି ଭଳି ଆଚରଣ ଗ୍ରହଣ ଯୋଗ୍ୟ ନୁହେଁ।

  • @susantakumar4602
    @susantakumar4602 25 วันที่ผ่านมา +1

    Correct

  • @dukhishyampradhandukhishya3024
    @dukhishyampradhandukhishya3024 27 วันที่ผ่านมา +2

    Apan hundred percent right katha rakhichhanti, Jay Jagannath Jay Nabin sir bande utkal janani.

  • @anjaliray1011
    @anjaliray1011 21 วันที่ผ่านมา

    ଓଡ଼ିଆ ଅଭିଧାନ ଦେଖା ଅସ୍ମିତା ଅଛି କି ନାହିଁ

  • @user-nz8tg9jf9b
    @user-nz8tg9jf9b 26 วันที่ผ่านมา +2

    Jay Jagannath swami 🌸🌼📖🙏🙏 Apa

  • @amodnaik8163
    @amodnaik8163 22 วันที่ผ่านมา

    Excellent lesson to BJP

  • @JameshJameshmajhi
    @JameshJameshmajhi 27 วันที่ผ่านมา +3

    Jay Nabin pattnaik

  • @kalyanpanda5885
    @kalyanpanda5885 26 วันที่ผ่านมา +2

    ଆପଣ ନିଜେ କଣ ଟିକେ ବୁଝେଇ କୁହନ୍ତୁ

  • @rabindratriya8208
    @rabindratriya8208 27 วันที่ผ่านมา +3

    Madam 🙏

  • @hemantswain3964
    @hemantswain3964 26 วันที่ผ่านมา +2

    ହର ଘରମେ ତ୍ରିରଙ୍ଗା ରେ କେତେ ଖର୍ଚ ହେଲା ମୋହନ ବାବୁ....

  • @adikandasahoo5169
    @adikandasahoo5169 27 วันที่ผ่านมา +1

    ସବୁ କଣ ମୂର୍ଖ? କେହି ଦେଖି ପlରଲେ ନାହିଁ?

  • @budramadhi7996
    @budramadhi7996 26 วันที่ผ่านมา +1

    ତମର ମୁକିହା କେତେ ଓଡିହା କଉଚି ତାରଉତର ହାଗଦିହ ବ ବ ହବ ଲାଜଲାଗୁନି ବଲି ହେମିତି କଉଚି

  • @dukhishyampradhandukhishya3024
    @dukhishyampradhandukhishya3024 27 วันที่ผ่านมา +2

    Mahamichhua dhokabaj mafia Mahamanya Mohan Majhi apan Odia chhabil Madhu barnabodh book sheeghra kini padhantu.

  • @sanjayanayak-vt8xx
    @sanjayanayak-vt8xx 26 วันที่ผ่านมา +2

    Badhiya katha kahuchhanti madam

  • @HappyNayak-dx5qm
    @HappyNayak-dx5qm 26 วันที่ผ่านมา +1

    Right mam

  • @Mkgroyalffgamer
    @Mkgroyalffgamer 21 วันที่ผ่านมา

    ଜାଗା ଦେଖି ମାଡ଼ 👍👍

  • @ebanitadas7234
    @ebanitadas7234 14 วันที่ผ่านมา

    Bahuta sundar barta 🙏🙏🙏

  • @user-pv2eu4uq1r
    @user-pv2eu4uq1r 22 วันที่ผ่านมา

    ଅ ଅକ୍ଷର ବିମର୍ଜିତ ନୁହେଁ ଅ ଅକ୍ଷାର୍ବିବର୍ଜିତା

  • @sandhyaraninayak3094
    @sandhyaraninayak3094 26 วันที่ผ่านมา +1

    Mam salute to you

  • @hkmishramishra851
    @hkmishramishra851 27 วันที่ผ่านมา +4

    IRON LADY OF ODISHA SULATA MAM, TANKA SWARA DELHI PARLIAMENT SUNICHI PRATHAMA ODIA JIE SATAKU SAMASTANKA SAMNARE RAKHICHANTI PARLIAMENTRE FEKU BJP RA ASALI MUKHA PARLIAMENTRE KHOLICHANTI🙏

  • @gopinathbehera7632
    @gopinathbehera7632 20 วันที่ผ่านมา

    Many many Thanks

  • @user-hv3tn9tm1t
    @user-hv3tn9tm1t 26 วันที่ผ่านมา +11

    ତୁ ଘୋଡ଼ା ଗେହି କେତେ ଭଲ ଓଡ଼ିଶା ବାସୀ ସବୁ ଜାଣିଛନ୍ତି ! ସେ କିଛି ନ ଜାଣି ଆଜି ମୂଖ୍ୟମନ୍ତ୍ରୀ ତୋର କଥା ନିଜେ ଦେଖୁନୁ

  • @kshyamarajmahapatra2451
    @kshyamarajmahapatra2451 26 วันที่ผ่านมา +3

    Very Good

  • @user-jh8kx3lz3j
    @user-jh8kx3lz3j 21 วันที่ผ่านมา

    Thank you Didi