Role and Responsibility Of Anganwadi Helper (ଅଙ୍ଗନୱାଡି ସହାୟିକାକଂ କାର୍ଯ୍ୟ କଣ ?) |Anganwadi Helper|

แชร์
ฝัง
  • เผยแพร่เมื่อ 21 พ.ย. 2024
  • Role and Responsibility Of Anganwadi Helper (ଅଙ୍ଗନୱାଡି ସହାୟିକାକଂ କାର୍ଯ୍ୟ କଣ ?) |Anganwadi Helper|
    =====================================================
    Need YOUR Support
    SUBSCRIBE to my channel below link.
    👇Click here to Subscribe👇
    bit.ly/38tXddx
    Your one subscription motivate me to upload a new video.
    ====================================================
    I am Ranjita Patra working as an instructor at OSCCW(Odisha State Council For Child Welfare), AWTC(Anganwadi Worker Training Center). AWTC is a branch of WCD & MS (Department of Women & Child Development and Mission Shakti)
    ++++++++++++++++++++++++++++++++++++++++++++++++++
    ଅଙ୍ଗନୱାଡି ସହାୟିକାକଂ ଭୂମିକା
    ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା କର୍ମୀଙ୍କୁ ନିମ୍ନଲିଖିତ ସାଧାରଣ କାର୍ଯ୍ୟକରିବା ସାହାର୍ଯ୍ୟ କରିଥାନ୍ତି .
    ୧-ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମ ପରିଚାଳନା କରିବା |
    ୨-ମା ମାନଙ୍କୁ ତଥା ପିଲାମଙ୍କର ଯେଉଁମାନେ ଯତ୍ନ ନେଉଥିବେ ସେମାନଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦେବା |
    ୩-ପିଲାମଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ,ଓଜନ ,ଶିଶୁ ତଥା ମା ମାନଙ୍କୁ ପ୍ରତିଷେଧକ ଟୀକା ଦେବା ସମୟରେ |
    ୪-ମା ମାନକର ତଥା ଗୋଷ୍ଠିରେ ସଭା କରିବା |
    ନିର୍ଦିଷ୍ଟ କାର୍ଯ୍ୟକ୍ରମ
    ୧-ଅଙ୍ଗନୱାଡି କେନ୍ଦ୍ର ତଥା କେନ୍ଦ୍ର ପରିସରକୁ ସଫାସୁତୁରା ରଖିବା |
    ୨-ପରିପୂରକ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବା ଓ ହିତାଦିକାରୀମାନଙ୍କୁ ବଣ୍ଟନ କରିବା |
    ୩-ପିଲାମାନଙ୍କୁ ଅଙ୍ଗନୱାଡି କେନ୍ଦ୍ରକୁ ଡାକିବା ଓ ଛାଡିବା |
    ୪-ହିତାଦିକାରୀମାନଙ୍କୁ ଓ ଗୋଷ୍ଟିର ଅନ୍ୟାନ୍ୟ କର୍ମକର୍ତ୍ତାକୁ ସଭା ସମିତିକୁ ଡାକିବା |
    ୫-ଅଙ୍ଗନୱାଡି କର୍ମୀ ସହ ମିଶି ପ୍ରକବିଦ୍ୟାଳୟ ଉପକରଣ ତିଆରି କରିବା |
    ୬-ଅଙ୍ଗନୱାଡି କାର୍ମିକଂର ଅସୁସ୍ଥ ସମୟରେ କିମ୍ବା କର୍ମୀ ଛୁଟିରେ ଥିଲେ ଅଙ୍ଗନୱାଡି କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ଦାଇତ୍ୱ ତୁଲାଇବା |
    =====================================================
    👇 CONNECT WITH RANJITA PATRA 👇
    Facebook-RanjitaPatraPage
    Instagram-RanjitaPatraInsta
    Thank You
    Ranjita Patra
    OSCCW,INSTRUCTOR
    +++++++++++++++++++++++++++++++++++++++++++++++++++
    This video is about : Role and Responsibility Of Anganwadi Helper (ଅଙ୍ଗନୱାଡି ସହାୟିକାକଂ କାର୍ଯ୍ୟ କଣ ?) |Anganwadi Helper|
    #ranjitapatra #anganwadihelper #anganwaditraining
    • Role and Responsibilit...
    • Role and Responsibilit...

ความคิดเห็น •