ବହୁ ଦିନ ପରେ ଯାତ୍ରା ପେଣ୍ଡାଲ ରେ singer ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ ଧୀରେ ଧୀରେ ଚାଲ ଗୋରୀ anchor Krishna Kumar
ฝัง
- เผยแพร่เมื่อ 29 มี.ค. 2024
- #anchorkrishnakumar #konarkgananatya #odiajatra
Hello friends I am Anchor Krishna Kumar ( konark gananatya )
ଆହୁରି ନୂଆ ନୂଆ ଅଧିକ ରୁ ଅଧିକ ଯାତ୍ରା କୁ ନେଇ ନୂଆ ନୂଆ ଭିଡ଼ିଓ ଦେଖନ୍ତୁ
for more video please visit
my web site 👇👇👇👇👇
anchorkrishna.blogspot.com/
My Instagram I'd 👇👇👇👇
anchorjrishnaku...
MY Facebook I'd 👇👇👇👇👇
/ dwitikrushna.jena.524
This channel is related about jatra.
Such like
Konark gananatya
Jollywood jatra
Odia new jatra
Jatra jatra
New odia jatra
Odia new jatra
newjatra
New jatra
Jatra blog
Next camp
Ajira jatra update
Daily jatra update
Jatra scene
Jatra comedy
2022 comedy
Jatra singer
Jatra song
Jatra love song
Anchoring
Jatra anchoring
new anchor
Odia sayari
Krishna anchoring
Jatravlogs
Odiajatrablogs
Jatratravelvlogs
hero heroine
Jatra khabar
THANKS a lot for visit....
Love u ❤️❤️❤️❤️❤️❤️❤️
may god bless you 🙏🙏🙏🙏🙏🙏🙏
Copyright Disclaimer under Section 107 of the copyright act 1976, allowance is made for fair use for purposes such as criticism, comment, news reporting, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.
ବହୁ ଦିନ ପରେ ଯାତ୍ରା ପେଣ୍ଡାଲ ରେ singer
ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ ଧୀରେ ଧୀରେ ଚାଲ ଗୋରୀ
anchor Krishna Kumar - บันเทิง
କଉଡ଼ି ଖେଳ, ବାକି ରହି ଗୋଲା ହାଟ ସଉଦା, ସିନ୍ଦୂର କହିବ ସ୍ବାମୀ କାହାର, ଦୁଃଖ ଦେଇ ଗୋଲା ଦୋରଦୀ ବନ୍ଧୁ, ଇତ୍ୟାଦି ଇତ୍ୟାଦି ବହୁତ ସୁନ୍ଦର ସୁନ୍ଦର ନାଟକ ସେ ସମୟରେ ଥିଲା ଏବେକାର ସମୟରେ ସେ ପୋରିକା ନାଟକ ଦେଖିବା ପାଇଁ ମିଳୁନି ,😢😢
The soulful voice he has .... ଜଣେ ନିଷ୍ଠାବାନ ନହେଲେ ଏତେ ବର୍ଷ ପରେ ବି ସେମିତି ସମାନ ସ୍ଵରରେ ଗୀତ ଗାଇ ପାରିବନି । It's really amazing to listen to him again.
Dukha Dei gala Daradi Bandhu.... Excellent 👌👍 Beautiful fantastic... Hrudaya Sparshi. Jay Jagannatha Prabhu bless You Respected Singer
ଆହାଃ କି ସୁନ୍ଦର କଣ୍ଠ..... ସିଧା ଛାତିକୁ ଲାଗୁଛି 🙏🙏🙏 ଯଦି ଭବିଷ୍ୟତରେ ଏ ମହାଶୟ କଉଠି ଦେଖା ହୁଅନ୍ତି ତାହେଲେ ତାଙ୍କ ପାଦ ଛୁଇଁବି ନିଶ୍ଚୟ..... ଭଗବାନଙ୍କୁ ବହୁତ ଧନ୍ୟବାଦ ଆମ ଓଡ଼ିଶାରେ ଏଇଭଳି ପ୍ରତିଭାଙ୍କୁ ଜନ୍ମ ଦେଇଛନ୍ତି 🙏🙏
ଆମ ଗାଁ କୁ ଆସିଥିଲେ ପୀତବାସ ସର୍ । ଆମ ଡ୍ରାମା ରେ ଗାୟକ ଆପଣ ମାନେ ଦେଖି ପାରିବେ ମୋ channel ରେ
ମନକୁ ଛୁଇଁଲା ପରି ଗୀତ।।
ବହୁତ୍ ଖୁସି ଲାଗିଲା ଆଜି ଏ ଗୀତ ସୁଣିକି
Old is gold
କ୍ରିଷ୍ଣା ଭାଈ ଆପଣ ଙ୍କୁ ମୋର ମଥା ନୂଆଁ ନମସ୍କାର ଏ ଗୀତ ଶୁଣିଲେ କେଜାଣି ମୋ ଦେହରେ ଶିହରଣ ଖେଳିଯାଏ ବାର ବାର ଶୁଣି ବାକୁ ମନ ହୁଏ ଶୋଇବା ବେଳେ ବେଡ଼ରେ ପ୍ରତେକ୍ ଦୀନ ଗୀତ ଶୁଣେ ❤❤
Ok*vaee
Thank u
Proud for jajpur singer pitabash kar vainka pain🚩🚩🚩🥰🥰🥰💐💐💐💐💐💐💐💐💐💐💐💐💐
Really right bro
Moro b bhai
ଏଇ ନାଟକ ପୁନର୍ବାର ହେଲେ ବି ଦର୍ଶକ ଙ୍କ ମନ କୁ ଛୁଇଁ ପାରନ୍ତା ବୋଲି ମନରେ ଆଶା ଅଛି.. 👍🙏
Han hele sei actor mane kale besi bhala lagiba
ପିତବାସ ବାବୁ ଙ୍କୁ ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖି ଥାନ୍ତୁ ❤
More pila dinara sabu nataka konakrk ganantya ra dekhichhi . Really heart touching story .. Specially mindblowing team thila...
Mor fvt Sng Pitabas kar...Tankara voice swatantra Niara and jatra voice......swatatra..........❤❤❤ooohooooo...............❤
ସୁପର Sunday morning କରୁଣା କର ଭାଈ ଙ୍କ ସୁମଧୁର କଣ୍ଠ ସ୍ବର ଯାଦୁ ରେ ସମସ୍ତ ଯାତ୍ରା ପ୍ରେମୀ ମାନଙ୍କୁ ସତେଜ୍ କରିଥିବ ନିଚିନ୍ତ jolly wood legend voice of କରୁଣା କର ଭାଈ ସତରେ ଗୀତ ଶୁଣି ଅଜି ବି ମୋ ଦେହରୁ ଲୋମ ଟାଙ୍ଗୁରୀ ଗଲା ❤❤
Jaha kuha bhai very unique voice. Very talented ❤❤. Vida vitaru vinrna voice ❤❤
ମନକୁ ଛୁଇଁଲା ଭଳି ଗୀତ 👌👌👌
Thank u
Jibanara nichhak sata gita...❤❤❤dukha deigala daradi bandhu..love KRISHNA bhaai ...jay Jagannath 🎉🎉🎉🎉🎉🎉🎉
ସେତେବେଳର ଏସବୁ ନାଟକର ବହୁତ ଦମ ଥିଲା.
ଏବେବି ଏସବୁ ଗୀତ ଶୁଣିଲା ବେଳକୁ ବହୁତ ସୁନ୍ଦର ଲାଗୁଛି. ଏବେବି ଆମ ଏରିଆ ରେ ଯେତେବେଳେ ପ୍ରୋଗ୍ରାମ ହୁଏ ଭାଇ ଏହିସବୁ ଗୀତଗୁଡିକୁ ଦର୍ଶକ ମାନଙ୍କୁ ଶୁଣିବାର ସୁଯୋଗ ଦିଅନ୍ତି. ପୀତବାସ ଭାଇ ଆମ ବାରବାଟୀ ଏରିଆ ର
ବନ୍ଧୁ ଙ୍କ ଗୀତ ମୋତେ ଅଧୀର କରେ। ସେ ଜଣେ ଆଗ ଧାଡ଼ି ର ଗାୟକ। ଆମେ କଲେଜ୍ ରେ ପଢିଲା ବେଳେ ଏଇ ଯେ ପାହାଡ଼ ସେପାଖେ ମୋ ପ୍ରିୟା ର ଗାଁ ଗୀତ ଗାଈ ସମସ୍ତ ଙ୍କୁ ବିମୋହିତ କରିଦେଇଥିଲେ। ତାଙ୍କ ଏଇଟା ସହଜାତ ଗୁଣ।
Last one is my favourite song ❤
କ୍ରିଷ୍ଣା ଭାଇ ଏ ଗୀତ ଶୁଣି ମୋ ମନରେ କଣ ଭାବନା ଆସୁଛି ମୁଁ ତ କହିପାରିବିନି କିନ୍ତୁ ଏତିକି କହିବି , ଲୋମ ଟାଙ୍କୁରୀ ଉଠୁଛି ଶରୀରରେ ରକ୍ତ ର ଗତି ପ୍ରଭାବ ବହୁତ ବଢିଯାଉଛି ଆଉ କଣ କହିବି ମୁଁ ଜାଣିପାରୁନି, ମୁଁ ବି ଜଣେ ଯାତ୍ରାର ବଡ ରୁ ଅତି ବଡ ଦର୍ଶକ ଯାତ୍ରାକୁ ମୁଁ ଏତେ ଭଲ ପାଏ ଯେ ଯଦି ମୋତେ କାଟିବେ ବି ମୋ ରକ୍ତ ରେ ଯାତ୍ରା ହିଁ ଯାତ୍ରା ବାହାରିବ 🙏ଆଉ ଆପଣଂକୁ ଏତିକି ଧନ୍ୟବାଦ ଦେବି ସବୁ ମୁହୂର୍ତ ରେ କିଛି ନା କିଛି ଯାତ୍ରା ଖବର ପହଞ୍ଚେଇବା ପାଇଁ 🙏ଜଗନ୍ନାଥ ଆପଣଂକୁ ଭଲରେ ରଖନ୍ତୁ 🙏ଜୟ ଜଗନ୍ନାଥ 🙏🙏 ଆଉ ମୋ ଫନ କଲ ରିସିଭ କରିବେ ଟିକେ 🙏
Mora pilabela, feverit song,and
Mora pratham jatra,,dekhiba ra
,Tq so much sir, nice song
❤ jane kalakara kalaa chhadi rahiparibani. Kalaa ra khusi service ru milibani. Singing continue karantu ,sir.Thank you. God bless you.
Krishna Bhai bobal kala
Very nice voice
Singer number 1
Voice pura heart ku touch karuchi❤❤❤
ଯାତ୍ରା ର no 1 ଗାୟକ 🙏❤️
Thank u
@@pitabashkarofficial9563 jay Jagannath pitabash babu
Sir please came back jatra
Sir love you
Wow 🎉🎉🎉❤❤❤.
Jagatara nath Jagannath apnanku bhala re rakhantu
ଧନ୍ୟବାଦ Krishna Bhai love you
ଅତି ସୁନ୍ଦର ସୂର ଭାଇ ପ୍ରଣାମ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୋଟି କୋଟି ପ୍ରଣାମ ସମସ୍ତଙ୍କର ମଙ୍ଗକରନ୍ତୁ ଜୟ ଜଗନ୍ନାଥ ସ୍ବାମୀ
Odisa ra top singer
କୋଣାର୍କ କୁ ଜିଏ ଖରାପ ଭାବୁଛି ଭାବୁ କୋଣାର୍କ କୋଣାର୍କ❤
Bahut sunder Gita ti khali babina apa binoda bhai nahanti🙏🌹🙏🌹
Thank you Krishna Bhai Remember one viral song in the jatra industry.
Super song my fav... Krisna
Bhai
Sensitivity song excellent composition
Beautiful video Krishna bhai ❤
Konark all staff always best in jollywood industry
ଏ ଗିତ ମୋ ଜୀବନର ଗତି ପଥ ବଦଳାଇ ଦେଇଛି । ଧନ୍ଯ ବାଦ ପିତବାସ ବାବୁ ।
Kn heithila ki
Come back Pitabas Bro.... Really you are a legendary singer..... ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤..
Most Talented singer. 💯💯💯
Pride of Bhadrak college. Thanks for giving so beautiful song.
My favourite song ete barsa pare bi same voice great sir...
Superb mind-blowing fantastic
Love you krishna sir, No1 singer pitabasha sir
Same voice bhai jagannath tumaku bhala re rakhantu
Badhia singer. Love 💕💕💕
Tama prayas bahuta sundar
ପିତବାସ କର ଦୁଃଖ ଦେଇଗଲା ଦରଦୀ ବନ୍ଧୁ ଏ ଯାତ୍ରା ଗୀତ ସେ ଗାଈ ସେ ତ ଧନ୍ୟ ଆମେ ସେ ଗୀତ ସୁନି କି ଆମେ ବି ଧନ୍ୟ ❤
ଭଗବାନ ଭଲରେ ରଖନ୍ତୁ
Mahima alekha Prabhu 🙏 Bhai very excellent voice
Khub sundar
No 1 singar pitabas bhai
Mo bapa 🌍😘❤️...
Krishna babu aapanku aanek aanek dhanyawad j pitabasa sirnku aauthare utube video madhaymare represent karithibaru....sirnka voice suni nijaku dhanya mane kalu
ସୁନ୍ଦର
From Paradeep, JAGATSINGHAPUR ❤❤❤❤❤❤heartly die hard fans your's ❤❤❤❤❤❤
Bhai manaku pura chuni gala ❤❤❤
love you Krishna Babu and pitabas sir ❤❤❤
No 1 singger , always ever green
Purba gita ku mane pakei sakalu pura dilkhush karidele bhai pura mind blowing singer& song many many thanks bhai ❤❤❤
Great singer and great writer
My favourite song
Pitabaas bhaai you are my favorite singer ♥ ❤ 💕
Krishna Bhai dukha deigala daradi bandhu singer nka interview nia jau
So sweet voice ❤❤❤
Public demand pitabas kar return to konark gananatya...❤
Super ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Bhala lagila pura dekhi
Super👌👌👌👌👌 saga
Thy best singer with song
Jay jagannath 🙏
OLD IS GOLD
Jay Jagannath 🙏🙏🙏
Bhainkar sabu Gita hit
Jay Jagannath Swami 🙏🙏🙏
Sir please com to konark jatra
❤❤❤❤❤ HART my life
Really miss you vai
Very nice singer
Pitabas sir nka life story ku gute vlog re anantu bhai
Super Singer
Excellent voice
Jay jagannath
Mind blowing songs
Amazing voice
God gifted pitabash bhai
Beutiful song ❤❤❤
My all time favourite songs
Sir nku auu thare anajau Konark jatra anushtan ku bahut badhia singer mono ku chuinla bhali gita
Ever green 💚 heart touching ❣️
Sei voice
ମୋ ଗାଁ ର ଗୌରବ
ଆମ ଅଞ୍ଚଳ ରେ କୋଣାର୍କ ଯାତ୍ରା ପରିବେଷଣ କରୁଥିଲାବେଳେ ନାଟକ ସହିତ ଗିତ ମନରେ ରୋମାଞ୍ଚିତ କରୁଥିଲା ଆଜି ସେମିତି ଲାଗିଲା
Super singer Bhai
Kete bhadra loka mu bhala se janichi superb men
🎉🎉🎉🎉bahut sundar bhai
No 1 singer bhai
Old is gold
Super,hit
2005 nice memories
So sweet voice
❤best song &best singer of Odia jatra industries