କେବେ ହେବ Joining ? କଣ ରହିଲା ଆଲୋଚନା ?
ฝัง
- เผยแพร่เมื่อ 16 ก.ย. 2024
- #jts2023 #jtrecruitment2023 #juniorteacherrecruitment #juniorteacherrecruitment2023odisha #primaryvacancy #exam #jtcutoff #otetanswerkey #jts #otetgracemark
To get authentic and quick info. About the jts matter and future updates kindly join STATE JTS 2023
t.me/+w8tzhAW4...
Online counseling ହେଲା କିନ୍ତୁ ଦୁଃଖ, ପରିତାପର ବିଷୟ ଆଶାୟୀ ପ୍ରାଥୀ,ପ୍ରାଥୀନି ମାନେ ଅନଲାଇନ ରେ ଜାଣିଲେ ନାହିଁ ସେମାନଙ୍କ ର କେଉଁ ବିଦ୍ୟାଳୟ ହେଲା.... ଡିଇଓ/ଡିପିସି ଅଫିସ ରେ ଯାହା ଖେଳ ହେବା କଥା ହେବ ସ୍କୁଲ ଅଦଳ ବଦଳ ....OCAC ଯେଉଁ ତାଲିକା District point କୁ ପଠେଇଛି ତାହାର ନକଲ ଦରକାର ତେବେ ଜାଣିବୁ ସ୍ୱଚ୍ଛତା ରେ ସବୁ କିଛି ହେଲା...ଅନଲାଇନ ନାଁ ରେ ଏମିତି ପ୍ରହସନ କଣ ପାଇଁ.....
ଆରେ, ହଁ ରେ, ଏମିତି ବି ହେଉଥିବ, ଆମେ ଏକଥା ଭାବିବା ଉଚିତ୍ ।
Yes golmal haba eta hin sure sethipain List delenahi
God upare biswas achi..
Jaha pi bhul heithiba,sabu tik heba...
ବାଳ ମୁଁ ଆଗରୁ କହିଛି କେତେକ ଖୋଳ ପ୍ରବୃତି ଖେଳ ଆଗରୁ କରିଥିଲେ ଏବେବି କରିବେ.. କାରଣ ସେମାନେ 60/70/80 ରଖି list ରେ ଅଛନ୍ତି....
@@c.prasad3064 semane bhala mark rakhichanti..
Semane meritious..
Ebe bhul katha kn pai kahucha .
Jadi dam achi ORV act ,jadi bhul achi ,tebe tik karibaku agei asa..
ଭାଇ କିଛି ୟୁଟୁବ କହୁଛନ୍ତି କି September 12 ପରେ joining ହେବ, ତା ପୂର୍ବରୁ ନୂଁହେ
2021 ORV act Guideline ର 4 number point ଶେଷ କୁ ଦେଖନ୍ତୁ ଲେଖା ଅଛି କେବଳ SC, ST, SEBC (VERTICAL ) reservation ରେ ହିଁ Totaly post ରେ 33% ladies count ହେବ ଯଦି 33% ଅଛି ଆଉ Count ହେବ ନାହିଁ କିନ୍ତୁ UR, UR (W) ପାଇଁ ନାହିଁ ସେଥିପାଇଁ UR ରେ 33% ladies ଥିଲେ ବି ପୁଣି UR(W) ରେ 33% woman reserve ରହୁଛି.. OPSC, OSSC, OSSSC ରେ ବି ଏମିତି ପୋଷ୍ଟିଙ୍ଗ ହେଉଛି...ସେଥିପାଇଁ କିଛି ଅସୁବିଧା ହେବ ନାହିଁ ପୋଷ୍ଟିଙ୍ଗ ହେବ. ଜୟ ଭୋଳାନାଥ 🙏🏻🙏🏻
ଭାଇ ବହୁତ panic ଲାଗୁଛି, କାହିଁକି ନା ORV act ଶନି ଗ୍ରହ ପରି ଘୂରି ଘୂରି double benchରେ ପହଞ୍ଚି ସାରିଲାଣି
@@hemantabhatara191 right
Don't worry
ORV act kichhi hebani OSEPA
Jadi process wrong heithiba
Double bench pare S.C. achi..
@@Hhuhvihbhibhillformer OSEPA director kete micha kahithile manenanhi..
Jt chakiri ra anya nama dharya ,ki chakiri mo bapa sala anei anei pani malani akhiru ...sethire puni 11000 sala jemiti 111000 douchanti
129 ରଖି ଚାକିରୀ ପାଇ ପାରିବ, କିନ୍ତୁ 160,155,162 ରଖିଥିବା ପ୍ରାଥୀ ଅଯୋଗ୍ୟ ଛି ଛି ଏ ବ୍ୟବସ୍ଥା କୁ ଛି ଛି ଏ ସରକାର ଙ୍କର ବ୍ୟବସ୍ଥା କୂ, sc, st, general, obc ଆଢୁଆଳ ରେ ଭବିଷ୍ୟତ ସହ ଖେଳିବା ର ପରିଣାମ, ଏଥିରୁ ସୃଷ୍ଟି ଚୋରି ଡକାୟତି ଆଓ ମାଓବାଦୀ ଭଳି କଥା, ସତ ନୁହେଁ କି ଭାଈ
Kn kariparibi mu bhai
2nd merit list kemit asiba
Bhai 129category kan arts na science.
129 ST ହେଇଥିବ ସେ କଥା କୁହନ୍ତୁ 🙏🏻
@@Xuy788 ଭାଈ ସଂସ୍ଥା ସରକାର ସବୁ ଅସହାୟ
Jts ku dekhi କେବଳ ଏତିକି କୁହାଯାଇ ପାରେ - ବହୁ ଆଡମ୍ବର ଲଘୁ କ୍ରିୟା
ବହୁ ଲୋକରେ ମୂଷା ମରେନି 😂😂😂
Process etiki complete hela pare b yadi ORV case kicchi problem create kare tebe bahut kharap heba.....jete jaldi heba joining diajau with increase salary....do regular as soon as possible.....
2021 ORV act Guideline ର 4 number point ଶେଷ କୁ ଦେଖନ୍ତୁ ଲେଖା ଅଛି କେବଳ SC, ST, SEBC (VERTICAL ) reservation ରେ ହିଁ Totaly post ରେ 33% ladies count ହେବ ଯଦି 33% ଅଛି ଆଉ Count ହେବ ନାହିଁ କିନ୍ତୁ UR, UR (W) ପାଇଁ ନାହିଁ ସେଥିପାଇଁ UR ରେ 33% ladies ଥିଲେ ବି ପୁଣି UR(W) ରେ 33% woman reserve ରହୁଛି.. OPSC, OSSC, OSSSC ରେ ବି ଏମିତି ପୋଷ୍ଟିଙ୍ଗ ହେଉଛି...ସେଥିପାଇଁ କିଛି ଅସୁବିଧା ହେବ ନାହିଁ ପୋଷ୍ଟିଙ୍ଗ ହେବ. ଜୟ ଭୋଳାନାଥ 🙏🏻🙏🏻
Patience 😭😭😭 test karuchhanti... official and govt...chakiri dauchha ki bhig dauchhan ......bodhe 50 yrs lagi jiba ...mo chhuaa mo job kariba mu au na thibi
DEO DPC office re Place epat sepat haba eta hin 💯% sure sethipain List publish karagala nahi😢😢
Online nataka kan pain kale kjani😢😢
ପୋଷ୍ଟିଙ୍ଗ ପାଆନ୍ତୁ ତାପରେ ଦେଖିବା
Offline Counciling bhala hei tantaa 😢
Satare bahut bholo heithanta ... Auo jaldi bi heithanta ....
Offline heithile bahut jaldi heithanta au pura thik heithanta
Online re kemiti janila bhula achi
ସାର୍, ଚୋର ମାନଙ୍କୁ ଏଯାଏଁ କଉଠି ମଉକା ମିଳିଲାନି ହେରଫେର କରିବା ପାଇଁ ସେଥିପାଇଁ ଏଠି କାମଟିକୁ ଚାପିରଖି କିଛି ଓଲଟ ପାଲଟ କରିବାକୁ ପୁରା ଚେଷ୍ଟା ଚଲେଇଛନ୍ତି
Sabu tik hauchi
Tuma pakhare kemiti bhul hela
1st joining ହେଉ ତାପରେ ଦେଖିବା
Sept 12 pare....puni agaku 7 days vitere joining heba?
E janama re jt joining nai lo 😢😂😂😂
@@Naturelover2123 tahale......mu chalili.... Puni dekha heba ara janama re..... 😔
Just wait till September end.then you will go @@Pihoo___
Sir kindly reply,
2nd merit list asiba na nahin
Last date sept 12..se jaen samaste soepada😂😂😂😂😂
Joining pai kete dina time debe
ତୁମେ ଖାଲି video ବନେଇବା ଛଡା ଆଉ କିଛି ଜାଣିନ ? ଏତେ ତ କହୁଛ ଆମେ osepa ଯାଇ ସବୁ ସମାଧାନ କରୁଛୁ ତେବେ କୁହ
1) joining ର fix date କୋଉଦିନ
2 ) jt second list ଆସିବ ନା ନାଇଁ
3 ) jt 2nd phrase କେବେ ଆଉ କେତେ post ଆସିବ ।
ଏମିତି ଉତ୍ତର ଦେବନି ବହୁତ ଜଲ୍ଦି । ଯଦି fix date କହି ପାରିବନି ତେବେ ତୁମେ ସମସ୍ତଙ୍କ ଠାରୁ ଆଉ କୋଉ ଅଧିକ information ଜାଣିଛ ।
Correct, କଣ ନକହିଲେ ଆପଣ
Kahaku kou school milila kebe jana padiba ? Other dist re allocate hoithiba pilanku mentally ready heithante.
List ta cancel haba confirm
Se swapna re ebe bi acha dhanya tuma patha padha ku
@@meetmyeducation9343right is always right..
Au tm kan bhabucha joining paijiba wait and watch sep 13 bhitre tmra ahuri aghatana ghatuchi@@meetmyeducation9343
2021 ORV act Guideline ର 4 number point ଶେଷ କୁ ଦେଖନ୍ତୁ ଲେଖା ଅଛି କେବଳ SC, ST, SEBC (VERTICAL ) reservation ରେ ହିଁ Totaly post ରେ 33% ladies count ହେବ ଯଦି 33% ଅଛି ଆଉ Count ହେବ ନାହିଁ କିନ୍ତୁ UR, UR (W) ପାଇଁ ନାହିଁ ସେଥିପାଇଁ UR ରେ 33% ladies ଥିଲେ ବି ପୁଣି UR(W) ରେ 33% woman reserve ରହୁଛି.. OPSC, OSSC, OSSSC ରେ ବି ଏମିତି ପୋଷ୍ଟିଙ୍ଗ ହେଉଛି..ସେ ହିସାବରେ JTS ପୋଷ୍ଟିଙ୍ଗ ହେଇଛି..ସେଥିପାଇଁ କିଛି ଅସୁବିଧା ହେବ ନାହିଁ ପୋଷ୍ଟିଙ୍ଗ ହେବ. ଜୟ ଭୋଳାନାଥ 🙏🏻🙏🏻
JTS ku wait nalari RI Ari Amin pain prepare huantu
Stay cool
Have a Happy Future
Sir Cuttack dist re kebe meeting houchhi
P1 science
SEBC
Allotted - KEONJHAR
Want to go - Bhadrak, Jajpur, Balasore.....
1st ପୋଷ୍ଟିଙ୍ଗ ହୁଅ ତାପରେ mutual କଥା 🙏🏻
Joining September 15 Ru 25 bhitare
Kau September 2024 or 2025
Jaya jagannath jaga bhai.
Aare bhai comments ra reply tk dio
12 bhitare joining heba na 12 pare
Seita approval miliba 12 vitare,, joining pata nahi kab
@@NarottamDigal😭😭
waiting for this
Sir 2nd list asiba ki replay please
❤❤❤❤
JTS re study leave miliba ki
Jt second phase kete post asiab?
31000
@@pravuduttabhatta9731 kan sata?
40k
କାଇଁ ଏମତି ହାଉଁ ହାଉଁ ହେଉଛ ରେ।
Handsome kalu
Jaldi 2 kahi gote khela chaleichanti
School name ta joining pare jana padiba na agaru tk kahibe
Joining mase pare jana padiba
Pwd pilanka medical heba ki please kahibe
One month pare
Plz tame au kichhi video banantuni
Are futania ete gapilu hele information kahin . Khali pabana katha kahuchhu
Tume teacher haba ku jogya ki seta tuma behaviour kahuchi
ତୁ କାଇଁ ଆସୁଛୁ ଭିଡିଓ ଦେଖିବାକୁ ତୋତେ କିଏ ଡାକୁଚି କି କୋଉଠୁ କୋଉଠୁ ସବୁ ଆସୁଛ କେଜାଣି👎👎👎👎
ସୌରଭ ଭାଇ ଙ୍କୁ behave ଠିକ୍ କର ନ ହେଲେ ପଦ୍ମତୋଲା ଶୁଣିବୁ