ଭାଙ୍ଗିବ ବେଆଇନ ଆପାର୍ଟମେଣ୍ଟ ! ସାବଧାନ, ଏଠି ନାହିଁ ତ ଆପଣଙ୍କ ଫ୍ଳାଟ୍ ? Illegal apartment ! Dinanka Tv |

แชร์
ฝัง
  • เผยแพร่เมื่อ 16 ก.ย. 2024
  • ଠିକ୍ ଏମିତି କୋଠା ଭାଙ୍ଗିବ ବୁଲଡୋଜର୍ | ଠିକ୍ ଏମିତି ପଦା ହୋଇଯିବ ବିଲ୍ଡିଂ ! ଠିକ୍ ଏମିତି ଉଡ଼ାଇ ଦିଆଯିବ ଆପାର୍ଟମେଣ୍ଟ୍ ! ନା କେହି ଶୁଣିବେ କାନ୍ଦ, ନା ରୋକିପାରିବ ଆଇନ ! ଆପଣଙ୍କ ଆପାର୍ଟମେଣ୍ଟ୍ ବେଆଇନ୍ ନୁହେଁ ତ ? କାରଣ ଆସୁଛି ବିଏମସି, ଭାଙ୍ଗିଦେବ ବେଆଇନ ବିଲ୍ଡିଂ ! ଭାଙ୍ଗିବା ପାଇଁ ସରକାରଙ୍କୁ ଟଙ୍କା ମାଗିଲେ ମେୟର୍ ! #illegal #apartment #bmc #dinankatv #bda #mayer #sulochanadas #odishagovt #bhubaneswar #building #illegalconstruction #courtorder #demolish #housing #house #buldozer #bbsr #cmoodisha #mohanmajhi #naveenpatnaik #krushnachandra #muncipalcorporation #construction #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

ความคิดเห็น • 156

  • @prafullanayak9729
    @prafullanayak9729 หลายเดือนก่อน +12

    ଭାଷଣ ନୁହେଁ, କାମକରିଦେଖାଉ ବିଜେପି, ଜନସାଧାରଣ ବହୁତଖୁସି,

  • @basudev999t
    @basudev999t หลายเดือนก่อน +10

    ଏମାନେ ଜମା ଭୋଟ ଦେଇନାହାନ୍ତି . ତାଙ୍କ କଥା ସୁଣନି ଭାଙ୍ଗିଚାଲ . ଏ ସବୁ ବିଜେଡି ବାଲା କିଛି ମାନନା

  • @managobindapatra4764
    @managobindapatra4764 หลายเดือนก่อน +8

    ଓଡ଼ିଶାକୁ ବଞ୍ଚାଇବାକୁ ହେଲେ ଵେ ଆଇନ୍ କୁହଟାଯାଊ

  • @Adinamaasound
    @Adinamaasound หลายเดือนก่อน +13

    ଭଙ୍ଗା ଯାଉ

  • @santoshineekarmi6805
    @santoshineekarmi6805 หลายเดือนก่อน +22

    ପ୍ରଥମେ ପାଣ୍ଡିଆନ କୁ ଗିରଫ କର ଦମ ଅଛି ତ

    • @nirmalbehera523
      @nirmalbehera523 หลายเดือนก่อน

      😂😂😂😂 good guy Mr. Pandian

    • @nilakanthasahoo8101
      @nilakanthasahoo8101 หลายเดือนก่อน

      ପାଣ୍ଡିଆ ତତେ ଭଲ ଲାଗିଲା ବାରେ ବା ଓଡ଼ିଶା କୁ ଖାଇଦେଲା

  • @bijayasahoo6259
    @bijayasahoo6259 หลายเดือนก่อน +15

    ଜଉ ବିଲଡର ଘର ବିକିଲା ଯିଏ କିଣିଲା, ଯିଏ ତାକୁ ପ୍ରଶୟ ଦେଲା ତାକୁ ଯିଏ ସରକାର ପ୍ରସୟ ଦେଲା ତାଠୁ ଆଦାୟ କରାଯାଉ, ଲୋକ ମାନଙ୍କ ଟେକ୍ସ ଟଙ୍କା ଶେମାନ ଙ୍କୁ ଦିଆ ନ ଯାଉ,

  • @srikantaharichandan1464
    @srikantaharichandan1464 หลายเดือนก่อน +4

    କିଛି ବି relaxation ଦରକାର ନାହିଁ। ଏମିତି ସର୍ବକ୍ଷମା କରି କରି bhubaneswar ପାଣିରେ ବୁଡୁଚି।

  • @RajeshNath-s8m
    @RajeshNath-s8m หลายเดือนก่อน +10

    ତୁରନ୍ତ କାର୍ଜ ଅନୁଷ୍ଠାନ କରନ୍ତୁ

  • @sauravraul2012
    @sauravraul2012 หลายเดือนก่อน +32

    ଯେତେ ବେଳେ ତିଆରି ହେଲା ସେତେ ବେଳେ BMC ଶୋଇଥିଲା କି?

    • @SarojJena-m5c
      @SarojJena-m5c หลายเดือนก่อน

      Bjd sasan thila

    • @Dhonimusic-l1g
      @Dhonimusic-l1g หลายเดือนก่อน

      Bjd kan karuthiba setebele

    • @Dhonimusic-l1g
      @Dhonimusic-l1g หลายเดือนก่อน

      News kan kahuchi Suna

    • @dnandadinesh
      @dnandadinesh หลายเดือนก่อน

      BMC enforcement Team କଣ କରୁଥିଲେ ଓ କଣ କରୁଛନ୍ତି ଏବେ ଖାଲି ବୁଲି ବୁଲି ରାସ୍ତା ରୁ ହୋଡିଙ୍ଗ ବାହାର କରିବ ଓ ନିଜ ପକେଟ୍ ଗରମ କରିବ | ପ୍ରଥମେ ସେ ଅଞ୍ଚଳର କର୍ପୋରେଟର କୁ ପଚରାଯାଉ | ବାହାରୁ ଆସୁଥିବା ଲୋକେ କେମିତି ଆଧାର କାର୍ଡ ପାଇଲେ ଓ ବସ୍ତି ବନାଇଲେ ?

  • @chandiprasadsamant66
    @chandiprasadsamant66 หลายเดือนก่อน +56

    ବେଆଇନ ଆପାର୍ଟମେଣ୍ଟ ଗଢ଼ି ତୋଳିବାରେ ଯେଉଁ ସରକାରୀ କର୍ମଚାରୀ,ବିଭାଗୀୟ ମନ୍ତ୍ରୀ ଓ ବିଲଡର ଦାଇ ସେମାନଙ୍କର ସମ୍ପତ୍ତିକୁ ବ୍ୟାଯାପ୍ତି କରି ସେହି ଅର୍ଥକୁ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତଙ୍କୁ ଦିଆଯିବାକୁ ସରକାରଙ୍କୁ ଅନୁରୋଧ ।

    • @odishatourist523
      @odishatourist523 หลายเดือนก่อน +4

      100%right

    • @aloksahoo3874
      @aloksahoo3874 หลายเดือนก่อน +2

      Right

    • @shinquanone8714
      @shinquanone8714 หลายเดือนก่อน

      ଠିକ୍ ଏମିତି କରିବା କଥା।😅😅😅😅😅

    • @rajeshkumardas168
      @rajeshkumardas168 หลายเดือนก่อน

      ନିଜ ଘର ଭାଙ୍ଗିଲେ ଜାଣିପାରିବ କାହାର ଘର ଭାଙ୍ଗିଲେ କେତେ କଷ୍ଟ ହୁଏ ​@@shinquanone8714

    • @karamjitsatpathy5404
      @karamjitsatpathy5404 หลายเดือนก่อน +1

      Bhubaneswar Niladri vihar sec 2 ku asantu. Side ghara sabu kemiti dakhal kari bhada dei loka nka bata band karichanti dekhibe. Rasta re chaliba kasta. Gadi kemiti sabu jiba. Bhanga sabu.

  • @HemantBehera-ve7mu
    @HemantBehera-ve7mu หลายเดือนก่อน +8

    ନିୟମ ସମସ୍ତଙ୍କ ପାଇଁ ସମାନ ହେଉ।

  • @HemantBehera-ve7mu
    @HemantBehera-ve7mu หลายเดือนก่อน +9

    ଜମି ଚୋରଙ୍କୁ ମାଫ କରନି

  • @SumitKumarPrusty-b1p
    @SumitKumarPrusty-b1p หลายเดือนก่อน +7

    ମେଫେୟାର hotel କେଭେ vangiba

  • @harekrishnatripathy7344
    @harekrishnatripathy7344 หลายเดือนก่อน +2

    ଯାହା ହେଲେ ବି builder କୁ କଡା fine କରି regularise କରିଦେବା katha

  • @RajeshDas-ym4xp
    @RajeshDas-ym4xp 22 วันที่ผ่านมา

    Right decision

  • @arjunkumarsahoo5768
    @arjunkumarsahoo5768 หลายเดือนก่อน +4

    Right

  • @bhanumatirana7531
    @bhanumatirana7531 24 วันที่ผ่านมา

    Good morning sir super pic video news respect 🇮🇳🌷👏

  • @niharpalai3774
    @niharpalai3774 หลายเดือนก่อน +3

    No relaxation only punishment, Kahaku ଛଡ଼ା ନଯାଇ ଉଚିତ୍ ନ୍ୟାୟ ହେଉ🙏

    • @gsmahapatra2709
      @gsmahapatra2709 หลายเดือนก่อน

      Nyaa samastanka pain saman heba darkar.

  • @user-cc5rn8ot2o
    @user-cc5rn8ot2o หลายเดือนก่อน +1

    BMC ଆଜିପଯଂନଂକଣକରୁଥିଲା

  • @pradeepmanhira8641
    @pradeepmanhira8641 หลายเดือนก่อน

    Ek number

  • @nilakanthasahoo8101
    @nilakanthasahoo8101 หลายเดือนก่อน +1

    କଳ୍ପନା ଛକ ଗ୍ୟାଲେରୀଆ ମଲ ଦେଖ ନ୍ତୁ ମୁ ଗୋଟେ 2ଚକିଆ ଗାଡି ର ଗ୍ୟାରେଜ କରିଥିଲି ପେଟ ପୋସୁଥିଲି ଏ ଶଳା ପାଣ୍ଡିଆ bmc କୁକୁର ଲଗେଇ ଦେଲା ପର୍କିଗ କଲା ସରକାରୀ ଜମି ଉପରେ ବଗିଚା କଲା ସନ୍ଧ୍ୟ ସମୟରେ ରୋଡ ଏପଖରୁ ସେ ପାଖ ଯିବା କଷ୍ଟ

  • @littlequeenrakhi
    @littlequeenrakhi 24 วันที่ผ่านมา

    ଯେମିତୀ ରୋହିଙ୍ଗିଆ ଓଡ଼ିଶାରେ ଗୋଚର ଭୂମି କଲେ ସେପରି ଜଣେ ଅନୁମତି ଦେବେ ଜଣେ ଭାଙ୍ଗିବେ

  • @prakashchandrarana5095
    @prakashchandrarana5095 หลายเดือนก่อน +3

    ବିଜେଡ଼ି ସରକାର ଙ୍କ ବବି ଦାସ କେମିତି ଘର ଭାଙ୍ଗି ଥିଲେ

  • @dillipsahoo7921
    @dillipsahoo7921 หลายเดือนก่อน

    ସାଧାରଣ ଲୋକ ମାନଙ୍କୁ କୌଣସି ହଇରାଣ କରା ନ ଯାଉ। ବିଲଡର ମାନଙ୍କ ବିରୁଦ୍ଧ ରେ ଜୋରିମାନା ଆଦାୟ ହେଉ।

  • @ranjankumarmalla8406
    @ranjankumarmalla8406 หลายเดือนก่อน +3

    ଯେଉଁ ମାନଂକ ଫଟୋ ଦେଖାଇଛ ସେମାନେ କଣ ଆପାର୍ଟମେଣ୍ଟ କିଣିଛନ୍ତି।

  • @patitapabanpanda446
    @patitapabanpanda446 หลายเดือนก่อน +3

    Jai bjp

  • @tapankumar2468
    @tapankumar2468 หลายเดือนก่อน +2

    Why not publish a list of such unauthorized apartment for public to know so that a new purchaser won't pay advanced to purchase alleged property

  • @debiprasadmishra2699
    @debiprasadmishra2699 หลายเดือนก่อน +2

    ଆପ୍ରୁଭଡ୍ ବିଲ୍ଡିଂ ପ୍ଲାନ ଭାଏଲେସନ୍ ଅଛି।
    ଗଭୀର ବୋରୱେଲ୍ ଖୋଳିବାର ସେଣ୍ଟ୍ରଲ୍ ଗ୍ରାଉଁଡ୍ ୱାଟର ଜିପାର୍ଟମେଣ୍ଟ ରୁ ଅନୁମତି ନିଆଯାଇନାହିଁ।
    ଲାଗିଥିବା ଲିଫିଟ୍ ର ସେଫଟି ବ୍ଯବସ୍ଥା ଥିବାର ଇଲେକ୍ଟ୍ରି ଡିପାର୍ଟମେଣ୍ଟ ରୁ ଯାଞ୍ଚ ସାର୍ଟିଫିକେଟ୍ ନାହିଁ।
    ସ୍ୱେରେଜ୍ ଟ୍ରିଟମେଣ୍ଟ ଓ ଗାର୍ବେଜ୍ ଡିସ୍ପୋଜାଲ ସର୍ତାବଳୀ ଅନୁପାଳନ ହୋଇଥିବା ନେଇ ପଲ୍ୱୁସନ୍ କଣ୍ଟ୍ରୋଲ ବୋର୍ଡ ର ସାର୍ଟିଫିକେଟ୍ ନାହିଁ।
    ଆକସ୍ମିକ ନିଆଁ ଲାଗିବା ( ସଟ୍ ସର୍କିଟ୍/ ରନ୍ଧନ ଗ୍ଯାସ୍ ଲିକ୍ / ବଜ୍ରପାତ ଓ ଅନ୍ଯାନ୍ଯ କାରଣ ହେତୁ) ଦୁର୍ଘଟଣା ରୁ ଧନ ଜୀବନ ସୁରକ୍ଷା ପାଇଁ ବ୍ଯବସ୍ଥା( ଫାୟାର ସେଫ୍ଟି ମେଜରସ୍) ରଖାଯାଇଥିବାର ଫାୟାର ସେଫ୍ଟି ସାର୍ଟିଫିକେଟ୍ ଅଗ୍ନିଶ୍ରମ ବିଭାଗରୁ ନିଆଯାଇନାହିଁ।
    ଏହି ଅସୁବିଧା ଥିବା ଆପାର୍ଟମେଣ୍ଟ ,ଗୋଟିଏ ଗୋଟିଏ ମରଣ ଯନ୍ତା।
    ପ୍ରୋଜେକ୍ଟ ବିଲ୍ଡର ଏ ସବୁର କମ୍ପିଆନସ୍ କରିବା ଅତି ଆବଶ୍ଯକ ଯାହା ସେମାନେ ଜାଣି ଜାଣି କରୁନାହାନ୍ତି।
    ଏ ଆପାର୍ଟମୋଣ୍ଟ କୁ ଭାଙ୍ଗି ଦିଆଯିବା ଜନତାଙ୍କ ହିତରେ।
    ଏ ଯେଉଁ ୭୧୭ କି ୭୮୯‌ ବେଆଇନ୍ ଆପର୍ଟମେଣ୍ଟ ଚିହ୍ନ କରାଯାଇଛି,ସେମାନେ ରେରା ନୀୟମର ଅନୁପାଳନ କରନ୍ତୁ।
    ରେନ୍ ୱାଟର ହାର୍ଭେଷ୍ଟ ବ୍ଯବସ୍ଥା ନାହିଁ।
    ବଜ୍ରପାତ ପ୍ରତିହତ ପାଇଁ ବ୍ଯବସ୍ଥା

  • @moviee884
    @moviee884 หลายเดือนก่อน +1

    Good work🎉🎉🎉

  • @gorachandmohanty9806
    @gorachandmohanty9806 หลายเดือนก่อน +1

    Judicial enquiry of BDA's activities in sanctioning and allowing violations of rules

  • @sunilsahoo7434
    @sunilsahoo7434 หลายเดือนก่อน +2

    When will you remove all illegal slums from Bhubaneswar

  • @DjpabitraMallick
    @DjpabitraMallick 25 วันที่ผ่านมา

    ଆମ ଭଗବାନ ମୋହନ ବାବୁ

  • @patitakumarchoudhury9855
    @patitakumarchoudhury9855 หลายเดือนก่อน +1

    ଯଦି ସରକାରୀ ଜମିରେ ଅଛି ତାହାହେଲେ ବେଆଇନ, ଘରୋଇ ଜମି ରେ ଥିଲେ କିପରି ବେ ଆଇନ ??

  • @amarnathpalxg135
    @amarnathpalxg135 17 วันที่ผ่านมา

    Bda ବାବୁ ମାନଙ୍କୁ ଧରାଯାଉ

  • @thehealthfarm6614
    @thehealthfarm6614 หลายเดือนก่อน

    Ati Sundar 🌹🌹

  • @dnandadinesh
    @dnandadinesh หลายเดือนก่อน

    ସରକାରୀ ଜାଗାରେ ଘର ତିଆରି କରି ସର୍ବକ୍ଷମା ପାଇଁ ଆବେଦନ ହା ହା ଭଲ କଥାଟିଏ, ଭୁବନେଶ୍ଵରରେ ଜାଗାଟିଏ ପାଇବା ସୁବିଧା ଉପାୟ | ପ୍ରଥମେ ସରକାରୀ ଜାଗାରେ ଘରକର ଓ ତାପରେ ନିଜ ନାମରେ କରାଇ ନିଅ | ଭଲ ଉପାୟ

  • @RajendraBehera-u5l
    @RajendraBehera-u5l หลายเดือนก่อน +2

    Illegal BJD govt, Jai BJP

    • @rajeshkumardas168
      @rajeshkumardas168 หลายเดือนก่อน

      2029 ପରେ ହାୟ BJP ହୋଇଯିବ

  • @trilochanpradhan1033
    @trilochanpradhan1033 หลายเดือนก่อน +1

    Bas okil Bhai nku tanka milib na.😂

  • @jivanpanda2869
    @jivanpanda2869 หลายเดือนก่อน +1

    Bjp promises to arrest v.k.pandian first arrest v.k.pandian & all coal mafia , instead of hitting pandian property, bjp is hitting inocent odisha people property.

  • @bimachronicle7347
    @bimachronicle7347 หลายเดือนก่อน +1

    BDA has dengerously dragged all 35 years of housing for family demanding multiple affidavit from buyer has traumatised people.

  • @himansubhusanatripathy1469
    @himansubhusanatripathy1469 หลายเดือนก่อน

    ଆଗ ଓଡ଼ିଶା ରେ କିଛି ଉନ୍ନୟନ ମୂଳକ କାର୍ଯ କରାଯାଉ

  • @user-of4br7mo2h
    @user-of4br7mo2h 27 วันที่ผ่านมา +1

    Bikas asiba

  • @bimachronicle7347
    @bimachronicle7347 หลายเดือนก่อน +1

    Builder must demand Indemnity bond and affidavit from BDA soon or might plan escape route as Taradutta Silently traumatised each smal Mig, land holder, with multiple land for social Security for family.

  • @gaganbehera5412
    @gaganbehera5412 หลายเดือนก่อน +2

    ଆରେ ଆରେ, ଏଇଟା ପରା ମଣିଷ ମରା ସରକାର II

  • @basantibalapanigrahi5289
    @basantibalapanigrahi5289 หลายเดือนก่อน

    Take action against the concerned officers ,clerks, Sos,and builders and make rules for fine against the Builder s and make rules for society, so that the secretary and presidents will not do autocracy.

  • @new_updates23
    @new_updates23 หลายเดือนก่อน

    Bahut badhia padakhepa

  • @technogeek8006
    @technogeek8006 หลายเดือนก่อน +1

    Ok right bildar sampatideajau

  • @pradeepkumarnanda7090
    @pradeepkumarnanda7090 หลายเดือนก่อน

    No action done କରାଯାଉ

  • @vickygroupers5266
    @vickygroupers5266 หลายเดือนก่อน

    Very nice jaldi karo

  • @tapaswiniacharya783
    @tapaswiniacharya783 21 วันที่ผ่านมา

    🖐🖐🖐

  • @user-gq9tp2sg1m
    @user-gq9tp2sg1m หลายเดือนก่อน +1

    ପ୍ରଥମେ ସୁଦକ୍ଷ ସରକାର ସରକାରୀ ଜମି ,ଜଙ୍ଗଲ ଜମି, ଜଗନ୍ନାଥଙ୍କ ଅମୃତ ମଣୋହି ଗୁଡିକ ଜମି ମାଫିଆ ତଥା ଭ୍ରଷ୍ଟ ରାଜନେତାମାନଙ୍କର କବଳରୁ ଉଦ୍ଧାର କରନ୍ତୁ। ତା'ପରେ ସହର ଅଞ୍ଚଳର ଅନଧିକୃତ କଲୋନୀର ସମିତି ସଦସ୍ୟ ମାନଙ୍କୁ ଡକାଇ, କଲୋନୀ ଗୁଡିକ ନିୟମିତ କରାଇବା ସାର୍ଥକ ପ୍ରୟାସ କରନ୍ତୁ। ଘର ଗୁଡିକ ଭାଙ୍ଗି ଦେଲେ ସର୍ବସାଧାରଣଙ୍କର କ୍ଷତି ଦୁଃଖ ଦାୟୀ ହେବ।

  • @sudhansumishra6986
    @sudhansumishra6986 หลายเดือนก่อน

    BMC n BDA official n Govt of Odisha will responsible. For some money the corrupted official and ministers give approval. What common people will do. How they give approval to build appartment. Sabu chora ethi

  • @gurucharanbarik7817
    @gurucharanbarik7817 หลายเดือนก่อน

    ଫ୍ଲାଟ୍ କିଣିବା ରେ ଲ୍ୟାଣ୍ଡ ଏଗ୍ରୀମେଣ୍ଟ, ବିଲଡର ଏଗ୍ରୀମେଣ୍ଟ, ପ୍ରମୋଟର ଏଗ୍ରୀମେଣ୍ଟର ଡିଡ ଦରକାର, ଅର୍ଥ କଳା ଟଙ୍କା 40% ଧଳା ଟଙ୍କା 60 %. ଲିଜ୍ 99 ବର୍ଷ. 🤔🤔🤔🤔🤔😂😂😂😂😂😂😂😂

  • @GouriPrasadSatapathy-yv9my
    @GouriPrasadSatapathy-yv9my หลายเดือนก่อน

    Aapatment re jia achhanti semane gariba nunhanti

  • @sunilpadhan9025
    @sunilpadhan9025 หลายเดือนก่อน

    Bango Sabu bhango bhango

  • @MMedia-xg4qb
    @MMedia-xg4qb หลายเดือนก่อน

    ସେ ବେଆଇନ ଆପାର୍ଟମେଣ୍ଟରେ ସବୁ ଦଳ ନିତା ଙ୍କ ଘର ଅଛି ତାଙ୍କର ଖାଲି ପାଟି ଖଲ ଖଲ ହଉଚି ନୂଆ ନୂଆ ଶାସନ ଗାଦି ରେ ତ

  • @krutibassahu6943
    @krutibassahu6943 หลายเดือนก่อน

    Ame madhya iligal armbha karibuki,

  • @amarsharma7354
    @amarsharma7354 หลายเดือนก่อน

    Don't harash home buyers. They are innocent

  • @gouraharidash5452
    @gouraharidash5452 หลายเดือนก่อน

    Take immediate steps

  • @pramodkumarkar9039
    @pramodkumarkar9039 หลายเดือนก่อน

    Stringent action must be taken against the irregular Apartments. Nothing will happen.

  • @im_jeet
    @im_jeet หลายเดือนก่อน

    କୁଆଡେ଼ ଗଲେ ଗେଣ୍ଡାଦଳ 😂😂
    "ଗାଈ ମାଳ ମାଳ ଷଣ୍ଢ ଦୁର୍ବଳ" ବିଜେଡ଼ିର ଏଇ ଅବସ୍ଥା
    (ଏଠାରେ ଷଣ୍ଢ ବିଜେଡ଼ି ମୁଖିଆ ଆଉ ଗାଈ ବିଜେଡ଼ି କର୍ମୀଙ୍କୁ ବୁଝାଉଛି)

  • @suryanarayanrath1561
    @suryanarayanrath1561 21 วันที่ผ่านมา

    Nabina jaha karichi sabu balajya

  • @prasantpradhan3925
    @prasantpradhan3925 หลายเดือนก่อน +1

    🤣🤣🤣 ସବୁ ଗପ... କିଛି ହବନି... କିଛି କରିପାରିବେନି...

  • @biswabhusannanda8664
    @biswabhusannanda8664 หลายเดือนก่อน

    When will be the Metro City Phase Two Behera Sahi Nuapalli Bhubaneswar Odisha Pin code 751012 pulled down? The Hon' Court (s) have also observed that the said 50 flats have been constructed with out any sanction of Building plan, without any approved Public approach road, forcefully encroached the natural drain behind the block number seven there creating flood like situation every year. Fire department have not given any NOC, There is no sanction of Occupancy Certificate etc. by BDA, BMC,Rera etc.

  • @jagdishpradhan9785
    @jagdishpradhan9785 26 วันที่ผ่านมา

    Honourable odisha CM, better heba, if you can focus on the illegal Muslim migrants who all are in kharabela Nagar...
    It is becoming Bangladesh, mini pakistan in Odisha. Be aware and ask our dearest defence team to save our state from these Jihadis...

  • @prasantasatapathy
    @prasantasatapathy หลายเดือนก่อน

    Odia re gote katha achhi
    ରାଣ୍ଡ ଧମକାଣ। ପଇସା collection ର ଏଟା ଗୋଟିଏ ଫନ୍ଦି।

  • @mohammedhifzul8180
    @mohammedhifzul8180 หลายเดือนก่อน

    Sabu bhanga jau...loke sabu road re soibe.
    Au Mohan majhi ku handia dia jau😅.

  • @ganapatimajhi3556
    @ganapatimajhi3556 หลายเดือนก่อน

    Bahut jaruri

  • @subratmohanty4932
    @subratmohanty4932 หลายเดือนก่อน

    Bhangiki labha kana....loka asubidhare padibe..Barag fine nei ki regular karidia...
    Loke loan nei ghara kinithibe.

  • @blackhacker9998
    @blackhacker9998 หลายเดือนก่อน +1

    Sabu bhangantu court kankariba

  • @Truth789
    @Truth789 หลายเดือนก่อน

    Sabu thaka kelenkari BJD ra hata

  • @gopalbehara6044
    @gopalbehara6044 หลายเดือนก่อน

    Govt can destroy poor people house but can not apartments of builders

  • @aryabhat_online
    @aryabhat_online หลายเดือนก่อน

    Buyers should not face loss due to destruction of these apartments.

  • @lalitmohanmohapatra8761
    @lalitmohanmohapatra8761 หลายเดือนก่อน +1

    Aga sarakari jagare karithiba ghara bhangajau.

  • @Alexmunaparida897
    @Alexmunaparida897 หลายเดือนก่อน

    Tanka dia jibani jaga kini ghara Kalani Tama pakhare besi tanka achhi seithipain pain ta abhali rajakia ghara kini thila jaha b hauchi sabuthik

  • @shinquanone8714
    @shinquanone8714 หลายเดือนก่อน

    BMC ଅଫିସର୍ ମାନେ ଟଙ୍କା ନେଇ ଏସବୁ କରିଛନ୍ତି। ଭାଙ୍ଗ ସବୁ କୁ।😅😅😅😅

  • @swatiprabhaswain516
    @swatiprabhaswain516 หลายเดือนก่อน

    Builders nku arrest kari recovery kara jau

  • @kanhubadra3116
    @kanhubadra3116 หลายเดือนก่อน

    Court order neiki bhanga no hele hairana heba

  • @srinibassamal604
    @srinibassamal604 หลายเดือนก่อน

    The persons involved in the construction. Who pocketed the profit and the middlemen who are advocating for them should not be heard. The profit pocketed Iby the persons should be strictly dealt with and the revenue collected from them only to be given as compensation to the common people who have purchased the flats in the illegal construction.

  • @vickygroupers5266
    @vickygroupers5266 หลายเดือนก่อน

    Jadi gariba ghara bhani pariba bhala hela jaldi kara

  • @bimachronicle7347
    @bimachronicle7347 หลายเดือนก่อน

    BDA 35 barsha hela, Housing house kreta nku dei nahanti free hold kari. Mala pare maguchanti, Affidavit, Indemnity bond. Bhayankar. Bikri artha nei, soi padithile. Nija paribar surakhya dei nahanti. Taradutta na re, ankusha re akramana karuchanti.

  • @pradeepmanhira8641
    @pradeepmanhira8641 หลายเดือนก่อน

    Sarkai jaga bhanga

  • @zgged
    @zgged หลายเดือนก่อน

    Paisa kiye fhereibo?

  • @RabinarayanaSwain-jh9pf
    @RabinarayanaSwain-jh9pf หลายเดือนก่อน

    Bhangiba.darkar

  • @PkSingh-c4s
    @PkSingh-c4s หลายเดือนก่อน

    Bjp ku vote dei aame phasi galu.aai nuhen.

  • @SKumar-rb1tz
    @SKumar-rb1tz หลายเดือนก่อน

    Nabina ra zero tolerance, 100 percent tolerance hela kemiti????? 2 Masha bhitareyanek officers suspend, aneka illegal ghara bhanga galani . Ahuri anek officers arrest hebey, anek ghara bhanga heba.....

  • @bikramsingsing6792
    @bikramsingsing6792 หลายเดือนก่อน

    ଜଉ ସରକାର ସାଇଥିଲ ସେଇ ଗଲା

  • @manasranjansamal5171
    @manasranjansamal5171 หลายเดือนก่อน

    Nabina ghara toli ki deuthila au Majhi babu sabu ghara bhangibe sabu....

  • @swatipriya_7560
    @swatipriya_7560 หลายเดือนก่อน

    B M C bhangiba sikshichhi ,se apartment gudiku nija sarakari kotha Kari rakhile huanta
    .

  • @crazykids2018
    @crazykids2018 หลายเดือนก่อน

    Do not punish the public for fault of previous Govt and officials responsible for this act.you should punish the officials who have taken money and approved the illegal constructions. Why you are sleeping. general public has paid money and brought apartments. How they are in fault.

  • @gurucharanbarik7817
    @gurucharanbarik7817 หลายเดือนก่อน

    ବିଲଡର୍ସ କିଏ, ଲ୍ୟାଣ୍ଡ ଲର୍ଡ କିଏ, ପ୍ରମୋଟର କିଏ, ମେହର ଆଜ୍ଞା. ???? 🤔🤔🤔🤔🤔😂😂😂😂😂

  • @NaliniPrabhaMaharana
    @NaliniPrabhaMaharana 29 วันที่ผ่านมา

    Prathame 25 barsa ra bjd neta .pandian au bada badia adhikari nku dharantu tapare sadharana loka nka ghara vangiba

  • @Biswajit2019-n3y
    @Biswajit2019-n3y หลายเดือนก่อน

    Bhanga jau sabu flat natak chalichi gote.

  • @bimachronicle7347
    @bimachronicle7347 หลายเดือนก่อน

    Those silently planned After 35 years cancellation clause for self interest, how to get huge money from 35 years back purchased single or two from different intitution for future family risk.

  • @bibhutidas6785
    @bibhutidas6785 หลายเดือนก่อน

    Ye natak chalichi,Tame sabu free ghara aou Jaga paiba,Jeumane tanka Dei kinichanti semanaka ghara bhangiba.Bhala katha.

  • @amarbag5933
    @amarbag5933 หลายเดือนก่อน

    ବବି ଘର ଭାଙ୍ଗିବା ସିଖାଇଲା

  • @shantanyurout9445
    @shantanyurout9445 หลายเดือนก่อน

    Immediate bhanga.Kebala bbsr kan all odisha sara bhanga.

  • @amitkumarsahoo178
    @amitkumarsahoo178 หลายเดือนก่อน

    Tame kichi b kari paribani

  • @ManojMohanty-e8o
    @ManojMohanty-e8o หลายเดือนก่อน

    B j p ku vote dei thele lokamane. Ebe. Nam niantu lokamane.

    • @himanshumohapatra1714
      @himanshumohapatra1714 หลายเดือนก่อน

      Nebe nebe ahuri nebe agaku sala bjp asile odisha ra bhala kariba kahuthile abika kete bhala hauchi dekha jauchi

  • @niranjanrautara6944
    @niranjanrautara6944 หลายเดือนก่อน

    ବିଲଡର ଉପରେ କଣ ଆକ୍ସନ ନିଆଯିବ? ଖାଲି ସୋ ବାଜି,,,