Achytananad Malika // ମାଳିକା କହେ // ଅଚ୍ୟୁତାନନ୍ଦ ଙ୍କ ବଟ ବୃକ୍ଷ ରୁ ପତର ଝଡ଼ିବା ଶୁଭ ଖବର...?

แชร์
ฝัง
  • เผยแพร่เมื่อ 6 ต.ค. 2024
  • #achyutananda
    #achyuta
    #achyutanandamalika
    #malikabachana
    #Malika

ความคิดเห็น • 83

  • @sharatkumar7381
    @sharatkumar7381 2 ปีที่แล้ว +19

    ଏକ୍‌ଦମ ଶତ କଥା କହିଛନ୍ତି । ମାଳିକାକୁ ଅପଭ୍ରଂସ କରି ନିଜର ଗାରୀମାକୁ ପ୍ରତିପାଦିତ କରୁଛନ୍ତି , ବିଭିନ୍ନ ଚ୍ୟାନେଲ ମାଧ୍ୟମରେ । ସେ ହି ଭାଷା ଗୁଡିକୁ ଟିକେ ଭଲଭାବେ ଅନୁକ୍ଷଣ କଲେ ଜାଣି ପାରିବେ ଯେ ଏହା କେବେ ବି ଅଚ୍ୟୁତଙ୍କ ଭାଷା ନୁହଁ । ପ୍ରକୃତ ମାଳିକାରେ ଜନସମାଜର ଉପକାର ପାଇଁ ବହୁତ କିଛି ଉପଦେଶ ଅଛି । ଆଜି କାଲି ତଥା କଥିତ ମାଳିକାରେ କେବଳ ଲୋକଙ୍କୁ ଭୟଭୀତ କରି ନିଜର ବାହାଦୂରୀ ନେବାର ବାର୍ତ୍ତା ଅଛି । ତେଣୁ ଆପଣ ଯାହା କହିଛନ୍ତି କଥା ଗୁଡିକ ମନକୁ ଗଲା । ଆଉ ବାସ୍ତବବାଦ କଥା କହିଛନ୍ତି । ଜୟ ଜଗନ୍ନାଥ , ଜୟ ଅଚ୍ୟୁତ ।

  • @durgamaharana2668
    @durgamaharana2668 2 ปีที่แล้ว +7

    🙏🏻🙏🏻ପ୍ରଭୁ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ 🙏🏻🙏🏻

  • @sulochanabarik7265
    @sulochanabarik7265 2 ปีที่แล้ว

    👣🙏ଜୟ ଜଗନ୍ନାଥ 🙏🌺💐 ଜୟ ପଞ୍ଚ ସଖା 🙏🌺🌹 ଧନ୍ୟବାଦ ମହାଶୟ ଖୁସି ‌ଲାଗୁଛି 👍🪔🎪🚩

  • @sanjuktabhuyan6507
    @sanjuktabhuyan6507 2 ปีที่แล้ว +1

    ବର୍ତମାନ ଯାହା ହେଉଛି ଭଲ ହେଉଛି, ଆଗକୁ ଯାହା ହେବ ଭଲ ହେବ । ଆପଣ ଅପ୍ରିୟ ସତକଥା କହିଛନ୍ତି। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ତ୍ରାହି ଅଚ୍ୟୁତ, ଜୟ କଳ୍କିରାମ୍ ଙ୍କ ଚରଣ ତଳେ ଅନନ୍ତ କୋଟି ପ୍ରଣାମ ।🙏🙏🙏🙏🙏❤️❤️🌺🌺🚩🚩

  • @bijaykumarmallik3729
    @bijaykumarmallik3729 2 ปีที่แล้ว +1

    Thik katha baba.Achutanand saranam.Jagannath saranam.

  • @abhayamothanty5578
    @abhayamothanty5578 2 ปีที่แล้ว +5

    ଆପଣଙ୍କ ବାତା ଭଲ ଲାଗୁଛି , ମୁଳ କଥା ପ୍ରଭୁ

  • @hariharbehera1941
    @hariharbehera1941 2 ปีที่แล้ว +2

    ଯାହା ହେବ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା।

  • @aswinkumarrauta2024
    @aswinkumarrauta2024 2 ปีที่แล้ว +1

    କାହା କଥା ସତ୍ୟ? କିଛି ମାଳିକା ପ୍ରବଚକ କହୁଛନ୍ତି ଅକାଳେ ପତ୍ର ଝଡା ଦେବା ଯୁଗ ପାଇଁ ଅଶୁଭ |

  • @nareshdash3796
    @nareshdash3796 2 ปีที่แล้ว +2

    ଜୟ ଜୟ ଜଗନ୍ନାଥ

  • @manoranjansenapati3394
    @manoranjansenapati3394 2 ปีที่แล้ว +1

    jai Jagannath jai panchasakha Jai Satya sanatan dharma

  • @shrabankumar4695
    @shrabankumar4695 2 ปีที่แล้ว +5

    ସମସ୍ତେ ନିଜକୁ ମହାପୁରୁଷ ଭାବୁଛନ୍ତି ଜାଜପୁର ବାଗଂରା

  • @sabitanayak4716
    @sabitanayak4716 2 ปีที่แล้ว +7

    ଆପଣ ଠିକ କହୁଛନ୍ତି

  • @sibadehury573
    @sibadehury573 2 ปีที่แล้ว

    Trahi achyuta saranam saranam saranam jay panchasakha saranam baba nka charana re ananta koti pranam

  • @Patitapa_paban_neta_Krupa
    @Patitapa_paban_neta_Krupa 2 ปีที่แล้ว

    🚩ଜୟ ଜଗନ୍ନାଥ 🪔🙏🙏🙏
    🙏📿 ଓଁ ଶ୍ରୀ ପୁର୍ଣ୍ଣ ବ୍ରହ୍ମ ସରଣ📿🙏
    🙏 🙏 🙏ଜୟେ ପଞ୍ଚସଖା🙏🙏
    🥀ବାବା ଙ୍କୁ କୋଟି ପ୍ରଣାମ🙏
    ସତ୍ୟ ନିଷ୍ଠା ଓ ପ୍ରକୃତ ମାଳିକା ବଚନ ବାବା ସୁଣା ଇଲେ
    🚩ଜୟ ଜଗନ୍ନାଥ 🪔🙏🙏🙏

  • @adityaprasad1673
    @adityaprasad1673 2 ปีที่แล้ว +2

    Beautiful presentation

  • @skpandasaroj4877
    @skpandasaroj4877 2 ปีที่แล้ว +1

    ଜୟ ଜଗନ୍ନାଥ 🙏🙏🙏🙏🙏🌹🌹🌹🌹🌹

  • @anjanpallai5646
    @anjanpallai5646 2 ปีที่แล้ว

    ଓଁ ଶ୍ରୀ ଗୁରୁ ଦେବାୟ ନମଃ।ଜୟ ଗୁରୁ ଜୟ ଜଗନ୍ନାଥ ଜୟ ପଞ୍ଚ ସଖା 🙏🙏🙏

  • @kailashswainkailashswain6878
    @kailashswainkailashswain6878 2 ปีที่แล้ว

    ରାଧେରାଧେ।

  • @premanandaswain5388
    @premanandaswain5388 2 ปีที่แล้ว

    jai jaganath swami, jai sri ram narayan raghaba, sri Krushna narayan keshab, sri kalki narayan darubrahma.

  • @RATIKANTAPRO
    @RATIKANTAPRO 2 ปีที่แล้ว +4

    ବାବା କଣ ମିଛ ଆହୁରି ମାଳିକା ମିଛ କିନ୍ତୁ ତୁମ ବ୍ଲୁ ଟୁଠୁ ମାଳି ଟା ପୁରା ସତ୍ୟ 🙏

    • @ସତସଙ୍ଗହିଁଜୀବନ
      @ସତସଙ୍ଗହିଁଜୀବନ 2 ปีที่แล้ว

      ଟେକ୍ନୋଲୋଜି ଦୁନିଆରେ କଳି ତାର କାୟା ବିସ୍ତାର କରିଛି, ସବୁଠାରୁ ବଡ଼ ପାପ ହେଲା କାମ ବାସନା।
      ଅନୁଭବି ଜଣେ କେତେ କଷ୍ଟ।
      ତଥାପି ପ୍ରଭୁ ଙ୍କ ପାଖରେ ଶରଣାପନ୍ନ
      ହେ ଭଗବାନ ହେ ମାଧବ ହେ ମଧୁସୂଦନ ରକ୍ଷାକର 😭
      ସାଧୁ ଏସବୁ ଠାରୁ ବହୁତ ଦୂରରେ
      କହିବା କରିବାରେ ବଡ଼ ଅନ୍ତର

    • @gurucharansingh9172
      @gurucharansingh9172 2 ปีที่แล้ว

      😀😀😀 right

  • @surjayamanipanda3030
    @surjayamanipanda3030 2 ปีที่แล้ว

    ଠିକ୍ କହୁଛ ମହାଶୟ ଧନ୍ୟବାଦ

  • @asitrout7659
    @asitrout7659 2 ปีที่แล้ว

    🙏🙏🌹ପ୍ରଣାମ. ଜୟ ଜଗନ୍ନାଥ

  • @rashmiranjan5680
    @rashmiranjan5680 2 ปีที่แล้ว

    MY LOVE AND HONOUR FOR THE DEVOTEE AND BEST WORDS FOR YOU ALL VIEWERS.....

  • @rashmisahoo291
    @rashmisahoo291 2 ปีที่แล้ว +2

    Apananku dhanyabad .

  • @silikoncreation822
    @silikoncreation822 2 ปีที่แล้ว

    ଜୟ ଜଗନ୍ନାଥ 🙏🙏🙏

  • @bijayamallik4294
    @bijayamallik4294 2 ปีที่แล้ว

    Jay Jagannath 🙏🙏🙏🙏🙏🙏

  • @ajitnarayanmahalik89
    @ajitnarayanmahalik89 2 ปีที่แล้ว

    ଗୁରୁ ସ୍ୱାମୀ ସରଣଂ

  • @ranjitbarad4738
    @ranjitbarad4738 2 ปีที่แล้ว

    Jay jagannath

  • @chitrarekhabeura7487
    @chitrarekhabeura7487 2 ปีที่แล้ว

    Thik.katha.kahichhanti👌👌👌

  • @smrutimuduli7700
    @smrutimuduli7700 2 ปีที่แล้ว

    ଜୟ ଅଚ୍ୟୁତମ 🙏🙏

  • @laxmipriyasutar9898
    @laxmipriyasutar9898 2 ปีที่แล้ว

    Radha Radha Baba thik kahichcnti

  • @puspalatasahoo8069
    @puspalatasahoo8069 2 ปีที่แล้ว +1

    Right.

  • @pranatimohanty8409
    @pranatimohanty8409 2 ปีที่แล้ว

    Right, jahara jeu drusti

  • @jagannathdas7714
    @jagannathdas7714 2 ปีที่แล้ว +2

    Yes ,Correct .

  • @sisubhue804
    @sisubhue804 2 ปีที่แล้ว

    Jay jagannath jay panchasakba👍👍👍

  • @satyabratsahoo9484
    @satyabratsahoo9484 2 ปีที่แล้ว +2

    Good👍

  • @binodbiharinayak54
    @binodbiharinayak54 2 ปีที่แล้ว

    jay jagannath swami nayan path gami bhaba tume apan jaha kahile thick kahichanti ❤🙏

  • @suvakantasethy8814
    @suvakantasethy8814 2 ปีที่แล้ว

    Bhai..dayakari shooting time re mobile silent kale mu vabuchhi vala huanta...

  • @harekrushnasahu3173
    @harekrushnasahu3173 2 ปีที่แล้ว

    All correct.

  • @khabarlive7318
    @khabarlive7318 2 ปีที่แล้ว

    🙏🏻🙏🏻🙏🏻🙏🏻🙏🏻

  • @biswabhusanrath2814
    @biswabhusanrath2814 2 ปีที่แล้ว

    Jay Jagannath. 🙏

  • @prativabhuyan337
    @prativabhuyan337 2 ปีที่แล้ว +1

    Patra jhadila kali sarila Patra asile satiya asiba, Jay achuta🎉🙏

  • @manaskumarb552
    @manaskumarb552 2 ปีที่แล้ว

    Kaha କଥା ବିଶ୍ୱାସ kariba. ମଣିଷ ମାନେ

  • @mamisahu6116
    @mamisahu6116 2 ปีที่แล้ว

    Jaya shree Krishna

  • @bikaskandi5622
    @bikaskandi5622 2 ปีที่แล้ว

    🙏🙏🙏🙏🙏🙏🙏🙏

  • @sulochanapradhan9432
    @sulochanapradhan9432 2 ปีที่แล้ว

    Right sir🙏

  • @rantitamirdha519
    @rantitamirdha519 2 ปีที่แล้ว +1

    Kaliyugara Paramayu kete

  • @arundhatibiswal8460
    @arundhatibiswal8460 2 ปีที่แล้ว

    jay jagannatha ❤🙏

    • @Bandeutkaljanani
      @Bandeutkaljanani 2 ปีที่แล้ว

      ଜୟ ଜଗନ୍ନାଥ ⚫❗⚫

  • @tulukandi2680
    @tulukandi2680 2 ปีที่แล้ว +2

    ମଣିସ ତ କମ୍ ଖାଲୀ ପାପୀ ଲୋକ ଦୟା ମାୟା ନାହିଁ ଅହଙ୍କାର ଲୋଭରେ ସବୁ ଲୋକ ହୋଇବେ ଖଳ ବଳ ନାସିବେ ଭୁବନ ମଣ୍ତଳ ,, । ତୁମେ ଅହଙ୍କାର କରି କହୁଛ ତୁ ମେ ଗୋଟେ ମହାଗ୍ୟନି ଛି ମୁ ପ୍ରଭୁଙ୍କୁ ଡାକୁଛି ଗ୍ରବି ଅହଁ କାର ଲୋକ ପାପୀ ମରନ୍ତୁ ,। ତୁମେ ଯେଉଁଗୁଡିକ କହିଲ ସାଟ୍ ମଈଳା ହୋଇଗଲେ ଯେମୀତି ଫୋପଡା ଯାଏ ସେମୀତୀ ତୁମେ ମହା ଜ୍ଞାନୀ ଥିଲ କୋଉଠି ମରଣକାଳେ ବୀପରୀତ ବୁଧି ଛୀ ସୁଧୁରୀ ଯାଅ ଏଥର ଖାଲି ଅଛୀ ବା କି ଭୁମୀ କମ୍ପ

  • @st.xavierhighschoolmandasa140
    @st.xavierhighschoolmandasa140 2 ปีที่แล้ว

    Maha jnani.

  • @sandiprout6231
    @sandiprout6231 2 ปีที่แล้ว

    🙏 thik kahichanti

  • @joginathbehera9436
    @joginathbehera9436 2 ปีที่แล้ว +1

    Malika upare apana nuhanti। Malika kathaku apana biswas karantu।

  • @santoshpani4780
    @santoshpani4780 9 หลายเดือนก่อน

    Daya kari sadhu mane chhatia bataku dekhantu
    Dana karantu

  • @adityananda1218
    @adityananda1218 2 ปีที่แล้ว

    Patra jhadiba satya jugara agaman.patra jhadiba pari ama vitaru papa hinsa krodha ku jhadie dei sat marga Anu sarana kariba Prabhu nka Adesh.2020 para thu bahut loka sat marga ku asileni.Aga ku bahut paribartan heba.jay Jagannath 🙏 jay pancha sakha 🙏🙏🙏🙏🙏.

  • @rajendramuduli3320
    @rajendramuduli3320 2 ปีที่แล้ว

    ଯଦି ପରିବତରନ କଣ ଅସମୟରେ

  • @bibhuprasadpanda8134
    @bibhuprasadpanda8134 2 ปีที่แล้ว

    Tick guruji sarana prana hua

  • @sabitamishra3678
    @sabitamishra3678 2 ปีที่แล้ว

    Dibakara jagasingh puria besi katha kahuchi sabjanta bhali

  • @dmahapatra1816
    @dmahapatra1816 2 ปีที่แล้ว

    Bhala katha thaka marucha

  • @bichitrajena5870
    @bichitrajena5870 2 ปีที่แล้ว

    Apan prabachan diantu vala heba, Malika ku kebal iswarnku vala pauthiba lok hin janipariba ,apan sebali nuha

  • @malaydash3533
    @malaydash3533 2 ปีที่แล้ว

    Sabu tankari ichha

  • @Chandalmandal7837
    @Chandalmandal7837 2 ปีที่แล้ว

    This is not right season to fall leaves on tree,

  • @nirmalbehera3026
    @nirmalbehera3026 2 ปีที่แล้ว

    Aapan thike kahuchante sir

  • @suchismitajena5642
    @suchismitajena5642 2 ปีที่แล้ว

    Gote jugara abasana ebam aau gote jugara prarambha haba tahele prabhu dukha kemiti karibe khusi khusi hin nutana srusti karibe na

  • @dayasagardayasagar755
    @dayasagardayasagar755 2 ปีที่แล้ว

    ଆପଣ ଏକଦମ ମଞ୍ଜି କଥା କହିଛନ୍ତି ମହାତ୍ମନ ..
    ଏମାନେ ଗୋଟେ ଗୋଟେ ମାଣିଆ ଲୋଭୀ ବୋବାଳିଆ ..
    ମୂଳ ମାଳିକା ଗ୍ରନ୍ଥ ବିଷୟ ରେ କିଛି ବି ଜାଣନ୍ତି ନାହିଁ ..
    ମାର୍କେଟ ରୁ ସଂଗ୍ରହ ଚଟି ବହି ପଢି କାହାକୁ କଳ୍କୀ ଅବତାର , ଅବ୍ୟକ୍ତ ପୁରୁଷ ,କି କି ନାଥ କହି ଯେମିତି ଚିକ୍ତାର୍ କରୁଛନ୍ତି ... ସତରେ
    ଏମାନେ ସବୁ ମାଳିକା ଗ୍ରନ୍ଥ ବିଷୟ ରେ ଜାଣି
    ପକାଇଛନ୍ତି ....
    ଯେତେବେଳେ ସତ୍ୟ ପ୍ରକାଶିତ ହବ ...
    ଏ ବୋବାଳିଆ ଗୁଡ଼ାକ କୁଆଡେ ହଜି ଯିବେ .
    ଆଉ କିଛିଦିନ ଅପେକ୍ଷା କରିବା କୁ ପଡିପାରେ ....

  • @harprasadsenapati3945
    @harprasadsenapati3945 2 ปีที่แล้ว

    Jaha kahuchanti thik katha kahuchanti nije bicharapati hebata adau thik nuhe.samaste nujaku guru bolauchanti seita madha thik nuhe.

  • @bibhuprasadpanda8134
    @bibhuprasadpanda8134 2 ปีที่แล้ว

    Baba apana tick kahichhanti

  • @amarendra29
    @amarendra29 2 ปีที่แล้ว

    ALL ARE MICHUA

  • @gurucharansingh9172
    @gurucharansingh9172 2 ปีที่แล้ว

    Buluthutu pakae style re ranga dhanga a sabu kn gote saniyasi ra Rupa naa tume aaga sudhurijao ta pare prabachan daba

  • @sulochanabarik7265
    @sulochanabarik7265 2 ปีที่แล้ว

    👣🙏ଜୟ ଜଗନ୍ନାଥ 🙏🌺💐 ଜୟ ପଞ୍ଚ ସଖା 🙏🌺🌹 ଧନ୍ୟବାଦ ମହାଶୟ ଖୁସି ‌ଲାଗୁଛି 👍🪔🎪🚩

  • @shreejagannathmahimastudio5115
    @shreejagannathmahimastudio5115 2 ปีที่แล้ว

    Jay Jagannath baba 🙏🙏🙏🙏