Majhi’s pension politics turns out jumla, betrays over 6 million poor, widows, and disabled. || SPN

แชร์
ฝัง
  • เผยแพร่เมื่อ 21 ต.ค. 2024

ความคิดเห็น • 704

  • @kunu1213
    @kunu1213 2 หลายเดือนก่อน +70

    ଦିବ୍ୟାଙ୍ଗ ମାନଙ୍କୁ ୩୦୦୦ ଦେବି ବଲିକି ଭୋଟ ନେଲେ ଆଉ ଥକି ଦେଲେ ତାଙ୍କର ପିଠିରେ ଲାତ ମାରିକି ବାହାର କରିବୁ ଆସନ୍ତା ପଞ୍ଚାୟତ ନିର୍ବାଚନ ସମୟରେ ଆଉ 2029 ରେ ମଧ୍ୟ ବିଜେପି ପାର୍ଟିକୁ ଧକ୍କା ମାରିକି ବାହାର କରିବୁ

    • @godgift4711
      @godgift4711 2 หลายเดือนก่อน

      @@kunu1213 sete bele bjp lalosa dekhai vote nebo

    • @kunu1213
      @kunu1213 2 หลายเดือนก่อน

      @@godgift4711 jadi deba tahele hi aame vote demu

  • @roshnimohapatra2797
    @roshnimohapatra2797 2 หลายเดือนก่อน +84

    କଥା କହି କଥା ନ ରଖିଲେ ଲୋକ ମାନଙ୍କର ଆସ୍ଥା ହରେଇବା ସୁନିଶ୍ଚିତ .....ଜୟ ଶ୍ରୀ ଜଗନ୍ନାଥ...

    • @kulamanibhuyan5281
      @kulamanibhuyan5281 2 หลายเดือนก่อน

      40 bayasara vata 3500 deya tu tuma 4lakha dara. Ma naucha deya

  • @krushna65
    @krushna65 2 หลายเดือนก่อน +181

    ଏହି BJP ସରକାର ବୁଢ଼ା ବୁଢ଼ୀ ମାନଙ୍କୁ ଠକି ନାହାନ୍ତି। ନିଜର ମା ବାପା ଙ୍କୁ ଠକୁଛନ୍ତି। ଏ ସରକାର ଙ୍କୁ ପିତୃ ମାତୃ ହନ୍ତା ସରକାର।

    • @kiranbehera5413
      @kiranbehera5413 2 หลายเดือนก่อน +7

      Right

    • @ratnapravapanda8246
      @ratnapravapanda8246 2 หลายเดือนก่อน +5

      Right

    • @lilamayasahu6669
      @lilamayasahu6669 2 หลายเดือนก่อน +1

      Ma heba ki

    • @sukantadalapati3845
      @sukantadalapati3845 2 หลายเดือนก่อน

      Right 👍

    • @sakarsansarafsankar9235
      @sakarsansarafsankar9235 2 หลายเดือนก่อน

      ଦିନ ଆସୁଛି ସରକାର୍ ଆଉ ଜିତିବା ଲକ୍ଷ୍ୟରେ ନାହି ସୁଭଦ୍ରା ଯୋଜନା ଗୁଡିକ ହେବ ନାହିଁ ବେଶୀ ଦିନ ନୁହେଁ ଡବଲ ଇଞ୍ଜିନ

  • @suresuccess6313
    @suresuccess6313 2 หลายเดือนก่อน +36

    Odisha ra BJP Remote control government

  • @AlokMishra-w3e
    @AlokMishra-w3e 2 หลายเดือนก่อน +20

    Sir ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏ ଭତା ଉପରେ ସତ୍ୟ ପାଠରେ ପ୍ରକୃତ କଷ୍ଟ , ଅସୁବିଧା ରେ ଥିବା ଭିନ୍ନକ୍ଷମ, ବୃଦ୍ଧା ବୃଦ୍ଧି ଏବଂ ବିଧବା ମାନଙ୍କ ର ଦୁଃଖ ହୃଦୟଙ୍ଗମ କରି ସୁନ୍ଦର ଭାବେ ଆଲୋଚନା କରି ସରକାରଙ୍କ ଭୁଲ୍ କୁ ଚେତାଉ ଏହା ଆମେ କାମନା କରୁଛୁ। ଜୟ ଜଗନ୍ନାଥ।😢😢😢😢😢😢😢😢😢

  • @umakantaswain8290
    @umakantaswain8290 2 หลายเดือนก่อน +28

    ମତେ ଲାଗୁଛି ଓଡିଶା ର ନେତାମାନେ ବିନା ମା ବାପା ରେ ଜନ୍ମ ହୋଇଛନ୍ତି. ଓଡିଶା ର ନେତାମାନେ ମେସିନ ରୁ ଜନ୍ମ ସେଥିପାଇଁ ବୁଢା ବୁଢ଼ୀଙ୍କ ଅସୁବିଧା କୁ ବୁଝିପାରୁନାହାନ୍ତି. ବିକାଶ କହିଲେ ଏମାନେ କଣ ବୁଝନ୍ତି. ଯଦି ଜଣେ ବ୍ୟକ୍ତି ର ସାମାଜିକ ସୁରକ୍ଷା କଥା ବୁଝିପାରୁନାହାନ୍ତି, ପିଇବା ପାଇଁ ସ୍ଵଛ ପାଣି ନାହିଁ, ପିଲାଙ୍କୁ ସର୍ବନିମ୍ନ ଆବଶ୍ୟକତା ସ୍କୁଲ କୁ ଶିକ୍ଷକ ନାହାନ୍ତି, ସ୍ୱାସ୍ଥ୍ୟ ଭଳି ଗୋଟେ ସମ୍ବେଦନଶୀଳ ବିଷୟରେ ଡାକ୍ତର ନାହାନ୍ତି ତାହେଲେ ବିକାଶ କଣ ବୁଲେଟ ଟ୍ରେନ ରେ ଅଛି ନା ବିମାନ ବନ୍ଦର ରେ ଅଛି. କେବେ ବୁଝିବେ ଆମ ନେତାମାନେ କେବେ ବଦଳିବ ଆମ ଓଡ଼ିଆ ମାନଙ୍କ ଭାଗ୍ୟ. ଓଡ଼ିଆ ହୋଇ ଜନ୍ମ ନେବା ଭାଗ୍ୟର କଥା ଅସ୍ମିତା ର କଥା କିନ୍ତୁ ସତ୍ୟ ଭାଇ ଓଡ଼ିଆ ହୋଇ ବଞ୍ଚିବା ଦୁର୍ଭାଗ୍ୟ ର କଥା,

  • @kamalakantasing8084
    @kamalakantasing8084 2 หลายเดือนก่อน +37

    ସମସ୍ତଙ୍କ ଭତ୍ତା ଯଦି 3000 ନ ବଢେ ତାହେଲେ 200% ଗ୍ୟାରେଣ୍ଟି 2029 ରେ bjp ହାରିବ

    • @PurnachandraBarik-qt2ct
      @PurnachandraBarik-qt2ct 2 หลายเดือนก่อน +1

      Right କିନ୍ତୁ 2029 ନୁହେଁ, ଏବେ ହିଁ ତତ୍କାଳ ସରକାର ଭାଙ୍ଗି ଦେବା। ପୁନର୍ବାର ନିର୍ବାଚନ ହେବ।

    • @anuskasahu2754
      @anuskasahu2754 2 หลายเดือนก่อน +2

      ​@@PurnachandraBarik-qt2ctthik katha

    • @dhanaymurmu-kb7xl
      @dhanaymurmu-kb7xl 19 วันที่ผ่านมา

      Right

  • @NoDaddyIssues
    @NoDaddyIssues 2 หลายเดือนก่อน +83

    କେନ୍ଦ୍ର ରେ ଜୁମଲା, ଏଠି ବିଶେଷ ଉତ୍ସାହିତ ଯୁମଲା

    • @prax3630
      @prax3630 2 หลายเดือนก่อน +2

      ତୋ ମା ଘଇତା ନବୀନ କୁ ମାଗିବୁ ଯା 😂

    • @MonglalaSoren
      @MonglalaSoren 2 หลายเดือนก่อน

      Nobin.gandimara🎉

    • @SMITARAM-BABU
      @SMITARAM-BABU 2 หลายเดือนก่อน

      Jadi dabara natila ale kautile kahinki BJP michua

    • @Ranjanmallick1999-tr1ih
      @Ranjanmallick1999-tr1ih 2 หลายเดือนก่อน

      ​@@prax3630tu chhodipua kie re news first ru last dekhe vala se Jani paribu Navin sir vala na Modi vala...

  • @pintunayak1461
    @pintunayak1461 2 หลายเดือนก่อน +18

    100% Right sir

  • @Sharatpadhi-v3r
    @Sharatpadhi-v3r 2 หลายเดือนก่อน +26

    ଜନ ମାନସରେ ବିଶ୍ବାସ ହରାଇ ଏ ସରକାର କ'ଣ ପାଇଲା? ୟେ ଦେଲେ ଭି ଗଲା ନ ଦେଲେ ତ ଅଧ ବାଟରେ ମଲା। ଠକ ସରକାର ଟା। ଆପଣ ଠିକ୍ କହିଛନ୍ତି। ସୁ ସ୍ବାଗତମ୍।

  • @mihirkumishramishra3756
    @mihirkumishramishra3756 2 หลายเดือนก่อน +26

    Wrong disition of Mohan Government

  • @AlokMishra-w3e
    @AlokMishra-w3e 2 หลายเดือนก่อน +18

    50 % ରୁ 78% ଥିବା ଭିନ୍ନକ୍ଷମ । 60 ବର୍ଷ ବୟସର ବୃଦ୍ଧା ବୃଦ୍ଧି । ବିଧବା । ଏମାନେ ଯେଉଁସବୁ ରହିଲେ ସମସ୍ତଙ୍କ ଭତା 3000 ଟଙ୍କା କରାଯାଉ। ଜୟ ଜଗନ୍ନାଥ 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢

  • @KushaSingh-1234
    @KushaSingh-1234 2 หลายเดือนก่อน +67

    ହାତୀ ର ଖାଇବା ଦାନ୍ତ ଅଲଗା ଦେଖେଇବା ଦାନ୍ତ ଅଲଗା ସେମିତି ବିଜେପି ନିର୍ବାଚନ ପୂର୍ବ ରୁ ଜାହା କୁହେ ତାହା ପୂରଣ କରେନାହିଁ ଯେମିତି ବର୍ଷ କୁ 2କୋଟି ଚାକିରୀ।

    • @purnachandra1694
      @purnachandra1694 2 หลายเดือนก่อน +1

      ମହାଳିଙ୍ଗ କଲେଜ କଥା

    • @sukantadalapati3845
      @sukantadalapati3845 2 หลายเดือนก่อน +2

      Michhua No-1 BJP sarakara

  • @stvodia073
    @stvodia073 2 หลายเดือนก่อน +19

    ସତ୍ୟ ସାର ଆପଣ ଙ୍କୁ ଧନ୍ୟବାଦ । ମୋହନ ସରକାର କଣ ଠକ ସରକାର ପଞ୍ଚାୟତ ନିର୍ବାଚନ ରେ ହାରିବେ କଂଗ୍ରେସ ନେଇଜିବ ୩୦୦୦ ଉପରେ ଭାତା ଦବ କଂଗ୍ରେସ କହିଛନ୍ତି

  • @bimalkumar5793
    @bimalkumar5793 2 หลายเดือนก่อน +48

    ବହୁତ ଭଲ କଥା କହିଲ ଭାଇ

  • @arunakumarkata6903
    @arunakumarkata6903 2 หลายเดือนก่อน +21

    ଧନ୍ୟବାଦ ସତ୍ୟପାଠ ଗଣମାଧ୍ୟମ

  • @amulyakumarsahoo3896
    @amulyakumarsahoo3896 2 หลายเดือนก่อน +34

    ଭତ୍ତା ପାଉଥିବା ୮୦ ବର୍ଷ ର ହିତାଧିକାରୀ କିମ୍ବା ୮୦ % ବିକଳାଙ୍ଗ ଥିବା ହିତାଧିକାରୀ ପାଉଥିବା ଭତା ଟଙ୍କା ନିଜେ ପଞ୍ଚାୟତ ଅଫିସ୍ ଆସି ନେବାପାଇଁ ଅକ୍ଷମ, ତେଣୁ ସେ ଭତା ଟଙ୍କାକୁ ପରିବାରର ଅନ୍ୟ କୌଣସି ଲୋକ ନେଉ ଛନ୍ତି, ଫଳରେ ନିରୀହ ହିତାଧିକାରୀଟି ଏ ଯୋଜନାର ଉପକାର ପାଇବାରୁ ବଞ୍ଚିତ ହେଉଛି ।

  • @DrDhirendraMohanty
    @DrDhirendraMohanty 2 หลายเดือนก่อน +17

    ନିର୍ବାଚନ ପ୍ରତିଶୃତି 3000/-ଓ 80ବର୍ଷ ପରେ 3500/-ଦିଆଯାଇଥିଲା, କିନ୍ତୁ କାର୍ଯକାରୀ ଏକ ସଂଗେ ହେବା ଉଚିତି, ମୋହନ ସରକାର ପୁନଃ ବିଚାର କରିବାକୁ ଅନୁରୋଧ.

  • @imshree99
    @imshree99 2 หลายเดือนก่อน +62

    ଯୁଗେ ଯୁଗେ ମିଛୁଆ ଆଉ ଭଣ୍ଡ ମାନେ ହିଁ ବିଜୟ ଲାଭ କରନ୍ତି। ଆଉ ସତ୍ୟବାଦୀ ତଥା ସ୍ପଷ୍ଟ ଭାବରେ କାମ କରୁଥିବା ବ୍ୟକ୍ତି ନିନ୍ଦିତ ହୁଏ। ଲୋକ ମାନେ ମଧ୍ଯ କେତେ ଲୋଭୀ ତାହା ମଧ୍ୟ ଏହି ନିର୍ବାଚନ ରେ ପ୍ରମାଣିତ ହେଲା।

    • @dharanisahoo3644
      @dharanisahoo3644 2 หลายเดือนก่อน +3

      Right

    • @runupradhan2486
      @runupradhan2486 2 หลายเดือนก่อน

      Rajanaitika dala mana Kara bisesatwa . Sabu dala.

    • @purnachandra1694
      @purnachandra1694 2 หลายเดือนก่อน +1

      ନବୀନ ଚୁର

    • @Taaucreation
      @Taaucreation 2 หลายเดือนก่อน +2

      ​@@purnachandra1694 ଘରେ ତାଲା ମାର 😝😹

    • @study2.099
      @study2.099 2 หลายเดือนก่อน +3

      ​@@purnachandra1694andhabhakta ta kire😂

  • @learntogether8344
    @learntogether8344 2 หลายเดือนก่อน +17

    1000% crct

  • @bhaktisuman9628
    @bhaktisuman9628 2 หลายเดือนก่อน +47

    Reporter ମାନେ ଏଇ କଥାକୁ highlight କରିବା ଉଚିତ୍ ।

    • @Lily123-p
      @Lily123-p 2 หลายเดือนก่อน +1

      ଆମ ବ୍ଲକ ରେ ମୋତେ କହିଲେ 80 ବର୍ଷ ରୁ ଅଧିକ ସହିତ 80% ବିକଳାଙ୍ଗ ହେଲେ 3500 ଟଙ୍କା ମିଳିବ। ଯାହାକି ଆମ ବ୍ଲକ କେବଳ ମାତ୍ର ଗୋଟିଏ ଲୋକ ହିଁ ଅଛି । ଏମିତି ଲୋକଙ୍କୁ ଠକାମୀ ର ସ୍ବୀକାର ହେଲେ ଆଉ ପରବର୍ତ୍ତୀ ନିର୍ବାଚନ ରେ ବାଏ ବାଏ। ମୋଦି ଓଡ଼ିଆ ଙ୍କ ସହ ଖେଳୁଛି ।

  • @ranjesichhura4465
    @ranjesichhura4465 2 หลายเดือนก่อน +14

    Right sir

  • @dolamanipodh6329
    @dolamanipodh6329 2 หลายเดือนก่อน +31

    ହାରାମି କାମ ,ହାରାମି ନେତୃତ୍ୱ ,ଯଦି ତାଙ୍କ ପ୍ରତିଶୃତି ର ପାଳନ କରୁନାହାଁନ୍ତି ସେମାନେ ତାଙ୍କ ଦରମା ମଧ୍ୟ ନନେବା ଉଚିତ୍।।

  • @maheswarkadraka143
    @maheswarkadraka143 2 หลายเดือนก่อน +13

    Very good news sir

  • @manoranjantripathy8578
    @manoranjantripathy8578 2 หลายเดือนก่อน +19

    ବହୁତ ବହୁତ ଧନ୍ୟଵାଦ ଭାଇ ଆପଣ ପୂରା ମନର କଥା କୁ ପରିପ୍ରକଶ କରିଛନ୍ତି

  • @bhaskarchandrakhara
    @bhaskarchandrakhara 2 หลายเดือนก่อน +3

    Thank u your commitment

  • @eadankumarsuna4660
    @eadankumarsuna4660 2 หลายเดือนก่อน +1

    You are right sir🙏

  • @duryodhanbehera5224
    @duryodhanbehera5224 15 วันที่ผ่านมา +1

    Good say

  • @jogendrapande8762
    @jogendrapande8762 2 หลายเดือนก่อน +3

    Right sir
    ଭଲ ଉଦାହରଣ ଦେଇଚନ୍ତି ଲଙ୍କର ରାବଣ ଉପରେ
    ସୁନିଶ୍ଚିତ ବୁଝିବେ great 👍

  • @ranjitbehera6939
    @ranjitbehera6939 2 หลายเดือนก่อน +81

    ବିଜେପି ସରକାର ର ନେତା ମାନେ ଚୁର, ବିଜେପି ସରକାର 2029 ହାରିବେ l

    • @Funny_odiahub32
      @Funny_odiahub32 2 หลายเดือนก่อน +2

      Right

    • @kabitatoika
      @kabitatoika 2 หลายเดือนก่อน +3

      କଥା ଦେଇ କଥା ନ ରଖିଲେ ବିଜେପି ର ହାରିବା ସୁନିଶ୍ଚିତ

    • @sukantadalapati3845
      @sukantadalapati3845 2 หลายเดือนก่อน +1

      Right

    • @nabakishoremajhi9186
      @nabakishoremajhi9186 2 หลายเดือนก่อน +1

      Right

    • @sagarmondal7897
      @sagarmondal7897 2 หลายเดือนก่อน

      Right

  • @baikunthabaral418
    @baikunthabaral418 2 หลายเดือนก่อน +10

    Perfect kahicha

  • @AlokMishra-w3e
    @AlokMishra-w3e 2 หลายเดือนก่อน +10

    Sir ଆପଣ ଠିକ୍ କହୁଛନ୍ତି । ସବୁଠାରୁ ଅଧିକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏମାନେ ଯଥା ଭିନ୍ନକ୍ଷମ , ବୃଦ୍ଧା ବୃଦ୍ଧି, ବିଧବା ମାନେ । କାରଣ 50 % ରୁ 78% ଥିବା ବହୁତ ଭିନ୍ନକ୍ଷମ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ଛନ୍ତି ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ । 60 ବର୍ଷ ବୟସର ବୃଦ୍ଧା ବୃଦ୍ଧି ବହୁତ ଅଛନ୍ତି ଦିନ ମଜୁରିଆ ଯେଉଁମାନେ ବୟସ ହେଇଗଲା ପରେ ବସି ଯାଉଛନ୍ତି ଆଉ କିଛି କରି ପାରୁନଥିବା ରୁ ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ । ବିଧବା ମାନେ ମଧ୍ୟ ଅଛନ୍ତି କମ୍ ବୟସରେ ବିଧବା ହୋଇଯାଉଛନ୍ତି ସ୍ବାମୀ ନ ଥିବାରୁ ରୋଜଗାର ବନ୍ଦ୍ ହେଇ ଯାଉଛି। ତେଣୁ ସମାଜରେ ସବୁଠାରୁ ଅଧିକ ଦୁଃଖ କଷ୍ଟ ରେ ଅଛନ୍ତି ଚଳିବା ପାଇଁ ପର ଉପରେ ନିର୍ଭର କରୁଛନ୍ତି ଯେତିକି ଭତା ମିଳୁଛି ସେଥିରେ ବଞ୍ଚିବା କଷ୍ଟକର ତେଣୁ ଭତା 3000 ଟଙ୍କା କଲେ ଶୀଘ୍ର ଏମାନେ ଟିକେ ଉପକୃତ ହୋଇପାରନ୍ତେ । ଜୟ ଜଗନ୍ନାଥ। ଜୟ ଓଡ଼ିଶା ସରକାର। 😢😢😢😢😢😢😢😢😢😢😢😢😢😢😢😢😢😢

  • @NeheruBhitria
    @NeheruBhitria 2 หลายเดือนก่อน +1

    Your advice is right

  • @rabiraaz5282
    @rabiraaz5282 2 หลายเดือนก่อน +3

    Thank you satya sir ❤

  • @debasishnayak916
    @debasishnayak916 2 หลายเดือนก่อน +3

    ଭାଇ ଧନ୍ୟବାଦ

  • @madhusudanparida4161
    @madhusudanparida4161 2 หลายเดือนก่อน +1

    Absolutely correct & appropriate comments.

  • @PrakashBehera-n5m
    @PrakashBehera-n5m 2 หลายเดือนก่อน +7

    Right khata kahile ❤

  • @gadadharpattanaik4983
    @gadadharpattanaik4983 2 หลายเดือนก่อน +10

    Aji satya katha kahile sir

  • @AnilKumarBehera-o8g
    @AnilKumarBehera-o8g 2 หลายเดือนก่อน +1

    Right 👍

  • @jivanswarupberdhan6410
    @jivanswarupberdhan6410 2 หลายเดือนก่อน +3

    Satya sir apanaku dhanyawad

  • @Ambassador_Christ
    @Ambassador_Christ 2 หลายเดือนก่อน +7

    ଆପଣ ଆଉ କିଛି କୁହନ୍ତିନି ଆମେ ଜାଣିଗଲୁଣି ସବୁ ଝୁମଲା ଥିଲା ଯେମିତି ତାଙ୍କର ଓଡ଼ିଆ ଅସ୍ମିତା କଥା ଝୁମଲା ଥିଲା. 2029 ରେ ଆମେ ଦେଖେଇବୁ

  • @pramodbehera607
    @pramodbehera607 2 หลายเดือนก่อน +33

    ମୋହନ ମାଝୀ ସରକାର ହେଉଛି ବାଳ ଦେବେ

    • @purnachandra1694
      @purnachandra1694 2 หลายเดือนก่อน

      ନବୀନ ପାଗଳ ତୁ ପାଗଳ ତୁ କଣ ଜାଣିଚୁ

    • @Rajsahoo-q3r
      @Rajsahoo-q3r 2 หลายเดือนก่อน +2

      ​@@purnachandra1694tu nahele mo pela ta janhichu bjp aau modi Banda chuchuma kukura tu😮

    • @lilamayasahu6669
      @lilamayasahu6669 2 หลายเดือนก่อน

      ​@@purnachandra1694vote ta deina କାଇଁ ଗାଇ ହଉଚ

    • @Rajsahoo-q3r
      @Rajsahoo-q3r 2 หลายเดือนก่อน +1

      @@thunderstorm5362 maa Ghia toh bopa ku pachare 2000masiha purbaru odisha kan thila aji ka date re kan achi

    • @Rajsahoo-q3r
      @Rajsahoo-q3r 2 หลายเดือนก่อน

      @@thunderstorm5362 maa Ghia nabin odisha ra runha ku sujhi gala ..a maa Ghia toh bopa sarkar asi a 2mase vitare kete runha kalanhi seita kan toh bopa sujhiba odisha loka hin sujhibe tikasa dei dei

  • @ajaypatra9996
    @ajaypatra9996 2 หลายเดือนก่อน +2

    This is real news channel in Odisha

  • @godgift4711
    @godgift4711 2 หลายเดือนก่อน +10

    ଏମାନେ ପୁଣି କୁହୋନ୍ତି ନବୀନ ସରକାର ଲୁଟି ଚି ଓଡ଼ିଶା କୁ... ଚୋର ଚୋର କୁ କୋହୁଚି ତୁ ଚୋର...

    • @abinashtarai6067
      @abinashtarai6067 2 หลายเดือนก่อน +2

      Agaku Adani asiba au sabu lootiba Odisha ru

  • @upendrabiswal6953
    @upendrabiswal6953 2 หลายเดือนก่อน +6

    ଆମ ଓଡ଼ିଶା ମନ୍ତ୍ରୀ ମାନଙ୍କୁ ଆନ୍ଦ୍ର ପଠାଇ। ଚନ୍ଦ୍ରଵାଵୁନାଇଡୁ ଙ୍କୁ ତାଳିମ ଦେବାପାଇଁ ଅନୂରୋଧ କରିଵା

  • @badalcreation204
    @badalcreation204 2 หลายเดือนก่อน

    Thank you satyapatha jay jagannath

  • @KishoreBalofficial7910
    @KishoreBalofficial7910 2 หลายเดือนก่อน +1

    I salute sir. namaskar 🙏

  • @KuntalaBehera-k3s
    @KuntalaBehera-k3s 2 หลายเดือนก่อน +1

    ଧନ୍ୟବାଦ ଧନ୍ୟବାଦ sir, ନମସ୍କାର, 🙏🙏

  • @UmapatiNath-mz6ve
    @UmapatiNath-mz6ve 2 หลายเดือนก่อน +2

    Very Nice satyapatha News

  • @rameshdumal9386
    @rameshdumal9386 2 หลายเดือนก่อน +1

    Right

  • @manishapattanayak2152
    @manishapattanayak2152 2 หลายเดือนก่อน +6

    ବିଜେପି ସରକାର ର ଝୁମ୍ଲା ବାଜି ପାଇଁ ଆଜି
    ଦେଶ ତଳି ତାଳାନ୍ତ ହେବାକୁ ବସିଲାଣି👍
    ତେଣୁ ସବୁ ସାମ୍ବଡିକ ମାନେ ଲୋକଙ୍କୁ ଜାଗୃତ କରି ଏହି ଝୁମ୍ଲା ଆଉ କଳଙ୍କିତ ଶାସନର ମୁଖା ଖୋଲି ଦେଶ ଆଉ ରାଜ୍ୟ କୁ
    ବଞ୍ଚାନ୍ତୁ ନହେଲେ ଦେଶ ରାଜ୍ୟ ମାତୃଭୂମି
    ଜଗନ୍ନାଥ କେବେ ହେଲେ ତୁମ ମାନଙ୍କୁ
    ଛାଡ଼ିବେ ନାହିଁ ତେଣୁ ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ଵଳନ କରି ଆମ ଦେଶ ଆଉ ରାଜ୍ୟକୁ ଏହି ରାକ୍ଷସ ସରକାର ମୁହଁରୁ
    ବଞ୍ଚାଅ 👍

  • @binodkumarsahoo7355
    @binodkumarsahoo7355 11 วันที่ผ่านมา

    Very sencitive thims for legal right human 's & Leaveing oldage
    Thanks

  • @UpendraDebata-mn2bc
    @UpendraDebata-mn2bc 2 หลายเดือนก่อน +3

    Right sar

  • @ranjitmishra4620
    @ranjitmishra4620 2 หลายเดือนก่อน +3

    ଏ ସରକାର ଯଦି ନିଷ୍ପତି ରେ ପରିବର୍ତନ ନକରନ୍ତି ତାହେଲେ ଖୁବଶିଘ୍ର ତାର ପରିଣାମ ଭୋଗିବାକୁ ପ୍ରସ୍ତୁତ ଥାଆନ୍ତୁ।

  • @SarojSahu-mk7op
    @SarojSahu-mk7op 2 หลายเดือนก่อน +2

    Right sar🙏🙏

  • @mrsahuhk1972
    @mrsahuhk1972 2 หลายเดือนก่อน +4

    ସାମ୍ବାଦିକ ମାନଙ୍କୁ ନବୀନ ଶାସନ ଗନ୍ଧାଉ ଥିଲା । ଏବେ ଓଡ଼ିଶାର ଗରିବ ଲୋକ ନାମ ନେଉଛନ୍ତି, କିଏ ତାଙ୍କ ପିଠିରେ ପଡ଼ିବ । ଏବେ ନୂଆ ସରକାରଙ୍କୁ ପତ୍ରକାରିତା ମାଧ୍ୟମରେ ସମାଲୋଚନା କଲେ କଣ ହେବ । ଜୟ ଜଗନ୍ନାଥ ।

  • @siu1986-yv5kp
    @siu1986-yv5kp 2 หลายเดือนก่อน +5

    #ସତ୍ୟପ୍ରକାଶ sir ଆପଣ ପୁରାତନ, ନୂତନ ସରକାର ଙ୍କ ଅସଲି ମୁଖା ଖୋଲିଛନ୍ତି..ପୁରାତନ ସରକାର ଦଳ ଆଧାରରେ ପେନ୍ସନ ଦେଉଥିଲା..

  • @alloffyou4995
    @alloffyou4995 2 หลายเดือนก่อน +2

    100% correct

  • @dharmarajudurkulia1841
    @dharmarajudurkulia1841 หลายเดือนก่อน

    Right spich sir

  • @sudhirchandradalai
    @sudhirchandradalai 2 หลายเดือนก่อน

    Thank you satyapath news.

  • @dhaneswardas7823
    @dhaneswardas7823 2 หลายเดือนก่อน +5

    ଏ ସରକାରକୁ ରାସ୍ତା କଡ଼ରୁ ଗରିବ ଉଠା ଦୋକାନୀଙ୍କୁ ଉଠାଇ ସେମାନଙ୍କ ଜିନିଷପତ୍ର ଫିଙ୍ଗିବାକୁ ଅଧିକାର କିଏ ଦେଲା? ଏ ସରକାର ଆସୁଆସୁ ବଡ଼ ବଡ଼ ଦୁର୍ନୀତି, ଚିଟଫଣ୍ଡ, ଖଣି, ଜମି ଓ ୫ଟି ଓ ହତ୍ୟା, ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସବୁ କାଟିବାକୁ ଆସିଛି। ପ୍ରଥମେ ରାସ୍ତା କଡ଼ରୁ ସାଧାରଣ ଲୋକଙ୍କୁ ହଟାଇ ରାସନ୍ କାର୍ଡ କାଟିବା ଓ ସ୍ବାସ୍ଥ୍ୟ କାର୍ଡ କାଟିବା ଓ ହେଲମେଟ ନଥିଲେ ମୁଠା ଅଙ୍କରେ ଲାଇନ କାଟିବାରେ ବ୍ୟସ୍ତ।
    ଭୁବନେଶ୍ଵରରେ ୮୦ ବର୍ଷ ବୁଢ଼ା ବୁଢୀଙ୍କୁ ଡାକ୍ତର ଖାନା ନେବାକୁ ହେଲେ ତାଙ୍କ ମୁଣ୍ଡରେ ଗୋଟିଏ ହେଲମେଟ ଦେବା ଅତ୍ୟନ୍ତ ଜରୁରୀ, ମନ୍ତ୍ରୀମାନେ ସରକାରୀ ଗାଡ଼ିରେ ଏମାନେ ବିନା ହେଲମେଟରେ ବୁଲିବେ।
    ରୋହିଙ୍ଗିଆ, ବାଙ୍ଗାଲାଦେଶୀ ଉପକୁଳ ଠାରୁ ଆରମ୍ଭ କରି ସମଗ୍ର ଓଡ଼ିଶାରେ ଭରି ଗଲେଣି ସେସବୁ ଦେଖା ଯାଉନାହିଁ।

  • @priyabratabiswal927
    @priyabratabiswal927 2 หลายเดือนก่อน +2

    Kete thara dala badalaibe. Odisha loka tuma channel ku like karantini

  • @talindrasunyani2336
    @talindrasunyani2336 2 หลายเดือนก่อน

    Thank you your advise

  • @LalitaBariha-n3p
    @LalitaBariha-n3p 2 หลายเดือนก่อน

    Thank you sir

  • @electrocod1270
    @electrocod1270 2 หลายเดือนก่อน

    Very Nice Analysis ❤ keep working sir❤

  • @bipinamallik2803
    @bipinamallik2803 2 หลายเดือนก่อน

    Sir 100% Parsent Right, Appananku Asesh Asesh Dhanyabad

  • @sorotoka9717
    @sorotoka9717 2 หลายเดือนก่อน +4

    ସବୁ ଜାଗା ର ଜୁମଲା 😂😂😂

  • @narottamjena1150
    @narottamjena1150 2 หลายเดือนก่อน

    Good argument by you sir

  • @keshrihans
    @keshrihans 2 หลายเดือนก่อน

    Your right sir

  • @balaramsabar4944
    @balaramsabar4944 2 หลายเดือนก่อน

    Satyapatha news Good chanel❤

  • @mepapabhai5756
    @mepapabhai5756 2 หลายเดือนก่อน

    Very good katha kahi6n sir

  • @sudhirchandradalai
    @sudhirchandradalai 2 หลายเดือนก่อน

    Right sir.

  • @nabakishoresamal7085
    @nabakishoresamal7085 2 หลายเดือนก่อน

    excellent excellent discussion

  • @meerabatijena6497
    @meerabatijena6497 2 หลายเดือนก่อน

    Salute sir

  • @SundarkumbharChandrika
    @SundarkumbharChandrika 2 หลายเดือนก่อน

    You are right sir

  • @barshadash2230
    @barshadash2230 2 หลายเดือนก่อน

    Thank you

  • @mamataparida2685
    @mamataparida2685 2 หลายเดือนก่อน

    Excellent 👌

  • @HiranBhatra-e5p
    @HiranBhatra-e5p 2 หลายเดือนก่อน

    Sat katha bhai

  • @jagannathdash9385
    @jagannathdash9385 2 หลายเดือนก่อน

    Thank you very much satyapath Chanel

  • @technogeek8006
    @technogeek8006 2 หลายเดือนก่อน

    Very good desison

  • @ghasiramsing4216
    @ghasiramsing4216 2 หลายเดือนก่อน

    Corect 100%

  • @pratapmishra5935
    @pratapmishra5935 2 หลายเดือนก่อน

    Thank u very much

  • @HEMANTAPARIDA-so6ml
    @HEMANTAPARIDA-so6ml 2 หลายเดือนก่อน

    Right question.

  • @କଳ୍କୀ
    @କଳ୍କୀ 2 หลายเดือนก่อน +2

    ବୃଦ୍ଧା ମାନଙ୍କୁ ମାରି ଦେଲେ ମୋହନ ସରକାର

  • @subasinipradhan3345
    @subasinipradhan3345 2 หลายเดือนก่อน

    Thanks

  • @santoshkumarbehera2197
    @santoshkumarbehera2197 2 หลายเดือนก่อน +2

    40 persent ରୁ ଅଧିକ ଥିବା ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ସମାନ
    3000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ଓଡ଼ିଶା ଵାସି ଖୁସି ହେଵେ ସମସ୍ତ ହିତାଧିକାରୀ ମାନଙ୍କୁ ସମାନ ଭାବରେ ଭତା ବ୍ୟବସ୍ଥା ଓଡ଼ିଶା ସରକାର କରନ୍ତୁ

  • @simanchalbeherauu754
    @simanchalbeherauu754 2 หลายเดือนก่อน +2

    Thenkyou Satapathy aditor

  • @bmn2568
    @bmn2568 2 หลายเดือนก่อน +4

    କ୍ଷମତା ପାଇଁ bjp ଯାହା ବି କରିପାରେ ଆମେ ଜନସାଧାରଣ ଠିକସେ ବୁଝିବା ଦରକାର ସମସ୍ତଙ୍କୁ 3000ଟଙ୍କା ଭତା ନଦେଲେ ଆଗାମୀ ଦିନରେ ଉଚିତ ଦଣ୍ଡ ଭୋଗିବେ

  • @biranchinarayanmohanty4699
    @biranchinarayanmohanty4699 2 หลายเดือนก่อน +3

    ବିଜେପି ଦଳର ଏଇଟା ଚିରା ଚରିତ ଅଭ୍ୟାସ

  • @kanhucharanprusty1487
    @kanhucharanprusty1487 2 หลายเดือนก่อน +4

    ଖଟା ଖଟ କୁଆଡେ ଗଲା❓❓❓❓❓❓ଲଜ୍ଜା ହୀନ ତାର ଚରମ ସୀମା

  • @munasuna1025
    @munasuna1025 2 หลายเดือนก่อน

    Very nice sar ଯଦି 80 ବର୍ଷ ଲୋକ ଙ୍କୁ ମିଳିବ 300 ଏଇଟା ଭଲ କଲେ ନାହିଁ ସାର ଧନ୍ୟବାଦ

  • @pabitrapanda108
    @pabitrapanda108 2 หลายเดือนก่อน

    Sir apananku bahut dhanyabad, apana a jumla upastapana kale,sakaranku lajya thile tikie bhabantu, Dhanyabad,

  • @Nrusinghapati-o6l
    @Nrusinghapati-o6l 2 หลายเดือนก่อน

    Sir very good

  • @DILLIPBehera413
    @DILLIPBehera413 2 หลายเดือนก่อน

    Nice video sir

  • @Rameshbarikbhadrakodisha
    @Rameshbarikbhadrakodisha 2 หลายเดือนก่อน

    Good news 🎉

  • @qxztr
    @qxztr 2 หลายเดือนก่อน +4

    ଗଣ୍ଡ ଭଣ୍ଡ , ମନ୍ତ୍ରୀ ହଉ କି ଯନ୍ତ୍ରୀ ହଉ। ଓଡିଶାବାସୀ ବିଜେପିଠାରୁ ଅଧିକ ପାଇବା ଆଶାରେ ପାଟି ଆଁ କରି ଦେଖୁଛନ୍ତି । ୫ବର୍ଷ ପରେ ଏହି ଲୋକମାନେ ଭୂଲି ଯିବେ ପୁଣି ଭୋଟ ଦେବେ, ତ ଭୋଗିବ କିଏ?

  • @rajkishormohanty3243
    @rajkishormohanty3243 2 หลายเดือนก่อน

    100. %. Right

  • @bhagabansahu6811
    @bhagabansahu6811 2 หลายเดือนก่อน +1

    ଆସନ୍ତା ନିର୍ବାଚନ ରେ bjp କୁ ମୋଦି ଆଉ ମୋହନ ମାଝି ହିଁ ଭୋଟ ଦେବେ ଏହା ଆମର Full ଗ୍ୟାରେଣ୍ଟି

  • @odiamusiccare
    @odiamusiccare 2 หลายเดือนก่อน +4

    Bjp ସରକାର ମିଛ ସରକାର👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎

  • @aratipatra9211
    @aratipatra9211 2 หลายเดือนก่อน

    ଧନ୍ୟ ବାଦ