''ନିଜ ରକ୍ତ ଦେଇ ଦେବୀଙ୍କୁ ପୂଜା କରୁ'' | EP 49 | Argus Podcast

แชร์
ฝัง
  • เผยแพร่เมื่อ 14 ต.ค. 2024
  • ପୀଠ ଓ ମଣ୍ଡପ ପୂଜା କେତେ ଭିନ୍ନ ?
    #argusdigitalshorts #arguspodcastwithsangram #SangramwithArgus #KichiKathaKichiBarta #Interviewwithmanojpanda #odiapodcast #cuttack #cuttackchanditemple
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    TH-cam- / @argusdigital.official
    Instagram: / argustvdigital

ความคิดเห็น •

  • @srmahalik
    @srmahalik 2 วันที่ผ่านมา +9

    Dear Team, Thank you for these kind of episodes. 🙏

  • @purnachandrakumbhar3550
    @purnachandrakumbhar3550 2 วันที่ผ่านมา +49

    Manoj sir ଙ୍କ ଶାଳୀନତା ନମ୍ରତା ଓ ଭଦ୍ରତା ହୃଦୟସ୍ପର୍ଶୀ l କହିବା ଶୈଳୀ ଶ୍ରୁତି ମଧୁର

    • @Sinusahoowd2dm
      @Sinusahoowd2dm 2 วันที่ผ่านมา

      Ekdam ସତ କହିଲେ ଆଜ୍ଞା

  • @Sinusahoowd2dm
    @Sinusahoowd2dm 2 วันที่ผ่านมา +120

    ଏମିତି ଅତିଥି ଆଉ ଏମିତି ଉପସ୍ଥାପକ ଥିଲେ ଆଖି mobile ର scren ଉପରୁ ହଟୁନି । ବହୁତ୍ ବହୁତ୍ ଧନ୍ୟବାଦ ମନୋଜ sir ଙ୍କୁ ଆଣିଥିବାରୁ । ସମସ୍ତଙ୍କୁ ଶୁଭ ଦଶହରା , ମା ସମସ୍ତଙ୍କୁ ନିଜର ପିଲା ଭଳିଆ ଖୁସି ରେ ରଖନ୍ତୁ 🙏🚩💐

    • @Argusdigital.official
      @Argusdigital.official  2 วันที่ผ่านมา +4

      Thank you

    • @Sinusahoowd2dm
      @Sinusahoowd2dm 2 วันที่ผ่านมา +5

      ​@@Argusdigital.officialଏମିତି podcast ଜାରି ରଖନ୍ତୁ ଜୟ ଜଗନ୍ନାଥ ମହାପ୍ରଭୁ 🙏🚩💐

    • @divyanshigahan9451
      @divyanshigahan9451 15 ชั่วโมงที่ผ่านมา

      True

  • @keepsmiling2847
    @keepsmiling2847 2 วันที่ผ่านมา +27

    ମୋ ଜୀବନର ପ୍ରଥମ ଏମିତି ଏକ ଉପସ୍ଥାପନା ଦେଖିଲି, ଯାହାର ପ୍ରଥମରୁ ଶେଷ ଯାଏ ଆଖି, ମନ, ଲାଖି ହୋଇ ରହିଥିଲା । ବହୁତ ବହୁତ ଧନ୍ୟବାଦ Argus Team ଙ୍କୁ ।

  • @singerjitujena3318
    @singerjitujena3318 19 ชั่วโมงที่ผ่านมา +9

    ଏତେ ସୁନ୍ଦର କମେଣ୍ଟ ଦେଉଛନ୍ତି. ମୋ ଭଳି କିଏ କିଏ କେବଳ କମେଣ୍ଟ ପଢୁଛନ୍ତି 🙏

  • @sambitdas5065
    @sambitdas5065 2 วันที่ผ่านมา +53

    ସବୁଠୁ ବଢିଆ episode ଥିଲା sir ମୋନୋଜ sir ଙ୍କ ବାର୍ତ୍ତା ମୁଁ ଭାବୁଛି ସମସ୍ତଙ୍କ ମନକୁ ଛୁଇଁ ଥିବ, ଜୟ ମା କଟକ ଚଣ୍ଡୀ 🙏

  • @anjalirout6185
    @anjalirout6185 11 ชั่วโมงที่ผ่านมา +3

    ଏକାଧାରରେ ମା ଙ୍କ ପୂଜକ,ଉପସ୍ଥାପକ,ସମ୍ବାଦ ପାଠକ, ଅଭିନେତା।ଜ୍ଞାନୀ ଅଥଚ ନମ୍ର, ବିନୟୀ ମଣିଷ।

  • @mrroutrout600
    @mrroutrout600 2 วันที่ผ่านมา +11

    ମନୋଜ ବାବୁ ଙ୍କୁ ଆଣିଥିବାରୁ ଧନ୍ୟବାଦ୍।ପୁରା podcast ବୋହୁତ ସୁନ୍ଦର।ମା ଙ୍କୁ ଅନୁଭବ କରିହେଉଥିଲା ମନୋଜ ବାବୁ ଙ୍କ କଥାରେ।

  • @jeeneshranjansoy787
    @jeeneshranjansoy787 2 วันที่ผ่านมา +8

    ବହୁତ ସୁନ୍ଦର ଆଲୋଚନା।ପୂଜକ ମହୋଦୟ ଜଣକ ଏକାଧାରରେ ଜଣେ ପୂଜକ, ଉପସ୍ଥାପକ , ଅଭିନେତା ଏବଂ ଶିକ୍ଷାବିତ...ଏ ପରି ଜଣେ ପ୍ରତିଭାକୁ ଲୋକଲୋଚନକୁ ଆଣିଥିବାରୁ ଏ ଚ୍ୟାନେଲକୁ ଶତଧନ୍ଯବାଦ।

  • @pattnayak157
    @pattnayak157 2 วันที่ผ่านมา +32

    ବହୁତ୍ ସୁନ୍ଦର୍ ବାର୍ତ୍ତାଳାପ , ଉପସ୍ଥାପକଙ୍କ ସହିତ, ଅତିଥି ଏବଂ ଅର୍ଗସ୍ ମିଡ଼ିଆ ର ସମସ୍ତ କର୍ମକର୍ତ୍ତା ଏବଂ ସମଗ୍ର ବିଶ୍ୱବାସୀଙ୍କୁ ମୋ'ର ପ୍ରଣାମ ଏବଂ ଶାରଦୀୟ ଦୁର୍ଗାପୂଜା ର ହାର୍ଦିକ ଅଭିନନ୍ଦନ ଜଣାଉଛି।

    • @Argusdigital.official
      @Argusdigital.official  2 วันที่ผ่านมา

      Thank you

    • @papundandasena7901
      @papundandasena7901 21 ชั่วโมงที่ผ่านมา

      ​@@Argusdigital.officialତମେ ପରା ବିଜେପି ର ଚାଟୁକାରୀ ଦେଶ ର ତୁମେ ପୁଣି ଚତୁର୍ଥ ସ୍ତମ୍ଭ ଛି ତୁମକୁ ଟିକିଏ ଲଜ୍ଜ୍ୟା ଲାଗୁ ନାହିଁ ଛି ତୁମ 😅😅😅😅😅😅

  • @Truptimayee_Ruby
    @Truptimayee_Ruby 2 วันที่ผ่านมา +10

    ମୋତେ ବହୁତ୍ ହି ପସନ୍ଦ ଲାଗନ୍ତି ମନୋଜ ମିଶ୍ର ସାର୍,,great personality 😊

  • @silentframe2065
    @silentframe2065 2 วันที่ผ่านมา +33

    ଏତେ podcast ଦେଖିଚି କିନ୍ତୁ ଏହି podcast ଏତେ ସୁନ୍ଦର ଥିଲା ❤ ସଂଗ୍ରାମ ଭାଇ ଆଉ ମନୋଜ sir ଦୁଇ ଜଣକ କଥା ଶୈଳୀ ଏତେ ସୁନ୍ଦର ଏତେ ବଢିଆ ଯେ 38 mins ra podcast ଜଣା ପଡିଲାନି ଏତେ ସମୟ ବିତିଗଲା ବୋଲି ❤

  • @atithimediacreations7791
    @atithimediacreations7791 2 วันที่ผ่านมา +56

    ସଂଗ୍ରାମବାବୁ ସୁନ୍ଦର ବ୍ୟକ୍ତିତ୍ୱଙ୍କୁ ଆଜି ଭେଟିଦେଲେ ଅର୍ଗସ tv ରେ ବହୁତ ଭଲ ଲାଗିଲା କିଛି ଅଭିଜ୍ଞତା ଲୋକମାନଙ୍କୁ ସୁନ୍ଦର ଭାବରେ ବର୍ଣ୍ଣନା କଲେ ମନୋଜ ବାବୁ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ 🙏🙏🙏

  • @sasmitapattanayak2544
    @sasmitapattanayak2544 6 ชั่วโมงที่ผ่านมา +1

    Bahut sundar bartalapa👍🙏

  • @chinmayaranjanswain5019
    @chinmayaranjanswain5019 2 วันที่ผ่านมา +6

    ବହୁତ ସୁନ୍ଦର ଆଲୋଚନା କଲେ ସଂଗ୍ରାମ ଏବଂ ମନୋଜ ବାବୁ, ଆମେ ଛୋଟ ବେଳୁ ମନୋଜ ପଣ୍ଡା ଙ୍କୁ ଟିଭି ରେ ଦେଖୁଥିଲୁ ବହୁତ ଭଲ ଲାଗେ ତାଙ୍କ ବ୍ୟକ୍ତିତ୍ୱ 🙏🙏ମା ଙ୍କ ବିଷୟରେ ଏତେ କଥା ଜଣେଇଲେ ବହୁତ ବହୁତ ଧନ୍ୟବାଦ, ଜୟ ମା କଟକ ଚଣ୍ଡୀ 🙏🙏

  • @sasmitadatta8819
    @sasmitadatta8819 15 ชั่วโมงที่ผ่านมา +1

    ବହୁତ ଭଲ ଲାଗିଲା ମନୋଜ ବାବୁଙ୍କ କଥା ଶୁଣି।। ଜୟ ଜଗନ୍ନାଥ 🙏

  • @debabratamishra9633
    @debabratamishra9633 2 วันที่ผ่านมา +6

    ମନୋଜ ପଣ୍ଡା ଜଣେ ସୁନ୍ଦର ବ୍ୟକ୍ତିତ୍ଵର ଅଧିକାରୀ ❣️🌹🙏👌👏

  • @bibhisanmali7446
    @bibhisanmali7446 2 วันที่ผ่านมา +12

    Bahut sundhar alochana jai maa Cuttack chandi

  • @singerjitujena3318
    @singerjitujena3318 19 ชั่วโมงที่ผ่านมา +3

    ଏତେ ସୁମଧୁର ବାର୍ତ୍ତାଳାପ. ମୁଁ କେବେ ବି ଶୁଣିନଥିଲି. ମୋତେ ବହୁତ ଭଲ ଲାଗୁଛି. ସବୁଦିନ ଏମିତି ଶୁଣିବାକୁ ମିଳନ୍ତା କି.. ଜୟ ମା ଦୁର୍ଗା 🙏

  • @purnimanayak5157
    @purnimanayak5157 6 ชั่วโมงที่ผ่านมา

    Ki sundar bartalapo,mono ku chhin gola ,akhi hatuni mobile ru bhabuchi kete joldi sarigola au tike huontani mo life re 1st time pain full video ta dekhili jay maa Cuttack chandi 🙏🙏🙏

  • @suvadas502
    @suvadas502 2 วันที่ผ่านมา +7

    You are very clever
    Right time re Manoj Babu nku Anithibaru bahut Dhanyavaad
    Jay maa🙏🙏🙏

  • @laxmidhar628
    @laxmidhar628 2 วันที่ผ่านมา +43

    Ehi bhali guest aau host rahile
    Video ru bahut sikhibaku mille.

    • @Argusdigital.official
      @Argusdigital.official  วันที่ผ่านมา +7

      Thank you

    • @prasannkumardash1951
      @prasannkumardash1951 16 ชั่วโมงที่ผ่านมา +3

      କୋଟି କୋଟି ପ୍ରଣାମ ମନୋଜ ନନା। ବହୁତ ଭଲ ଲାଗିଲା ସାକ୍ଷାତ କାର ଅନେକେ ଉଚ କୋଟି ର ମୂଲ୍ୟ ବାନ ପ୍ରଶ୍ନ ଉତ୍ତର ଥିଲା
      ମୁଁ ଜଣେ ପୂଜକ ଏକ ରାଧା କୃଷ୍ଣଙ୍କ ମନ୍ଦିରର ମୋରପିଲାବେଳ ପ୍ୟାରୀ ମୋହନ ଏକାଡେମୀ ସ୍କୁଲ୍ ଥିଲା ଏବେ ଗାଁ ପାଟକୁରା (ବେଡାରି)
      ପ୍ରଣାମ ନନା

  • @sandhyaranisahu8637
    @sandhyaranisahu8637 8 ชั่วโมงที่ผ่านมา

    ସାର୍ ଆପଣ ଦୁହିଁ ଙ୍କୁ ଅନ୍ତରିକ ପ୍ରଣାମ ଏବଂ ଶାରଦୀୟ ଦୁର୍ଗାପୂଜା ର ଅଭିନନ୍ଦନ ବହୁତ ସୁନ୍ଦର ଅତିଥିଙ୍କ ସହ ଉପସ୍ଥାପନ ଟି ମଧ୍ୟ ବହୁତ୍ ଭଲ

  • @odianihatarandhaCN
    @odianihatarandhaCN 4 ชั่วโมงที่ผ่านมา

    ମନ ପୁରୀ ଗଲା ଏତେ ସୁନ୍ଦର୍ କଥା manoj sir nka ର 🙏

  • @kumudinimohapatraHEHE
    @kumudinimohapatraHEHE 2 วันที่ผ่านมา +5

    Jay Maa Cuttack Chandi 🌷 🙏

  • @srustimishra7346
    @srustimishra7346 2 วันที่ผ่านมา +7

    Such a polished,well behaved, multi talented man,Manoj sir is!!🙏

  • @jyostnamohapatra8839
    @jyostnamohapatra8839 19 ชั่วโมงที่ผ่านมา +2

    Dhanyabad Arugs team jibanta pratibhaku anithibaru
    Maa Cuttack chandi bisayare bahut kichi pailu🙏🙏

  • @sabitarani6363
    @sabitarani6363 2 วันที่ผ่านมา +4

    ଧନ୍ୟବାଦ ଆପଣଦୁଇଜଣକୁ, ଅନେକ ତଥ୍ୟ ପ୍ରଦାନ କରି ଅଛନ୍ତି ।

  • @DeepakRout-z6h
    @DeepakRout-z6h 7 ชั่วโมงที่ผ่านมา

    ଅତି ଚମତ୍କାର episode ❤ one of my ଫେବ୍ରଟ 😊

  • @bankanidhipaikaray9502
    @bankanidhipaikaray9502 20 ชั่วโมงที่ผ่านมา +1

    Argus TV ra e prodcast sabuthu best .pranama Manoj bhaina and sangram sir emiti athithi sabu bele neiki asantu plz❤❤❤

  • @sunshinemeryrashmi3738
    @sunshinemeryrashmi3738 2 วันที่ผ่านมา +3

    ଦୁଇ ସାର୍ ଙ୍କର ବାର୍ତ୍ତାଳପ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା ।ଆଉ ମା'ଙ୍କର ଉପସ୍ଥିତି ବି ଅନୁଭବ ହେଲା ।ଜୟ ମା' ଦୁର୍ଗା🙏🙏🙏

  • @somyanetrajena9087
    @somyanetrajena9087 2 วันที่ผ่านมา +13

    Very talented person❤Manoj panda

  • @srk4004
    @srk4004 18 ชั่วโมงที่ผ่านมา +1

    ସତରେ ସଂଗ୍ରାମ ସାର ଏଇ ପୋଡକାସ ଟି ହୃଦୟ କୁ ଛୁଇଁ ଲା

  • @anupamakar129
    @anupamakar129 2 วันที่ผ่านมา +6

    Sir,Apananku moro koti pranam.....maa apananku sabubele bholo re rakhi thantu....

  • @ଓଡ଼ିଆପୁଅ-ଠ7ମ
    @ଓଡ଼ିଆପୁଅ-ଠ7ମ 15 ชั่วโมงที่ผ่านมา +1

    ମୁ ଏତେ guest ଦେଖିଛି l କିନ୍ତୁ ଏମିତି ଏତେ ସୁନ୍ଦର guest କେବେ ଦେଖିନି l ବହୁତ ବହୁତ ସୁନ୍ଦର 🙏🙏🙏

  • @sudhansusekharnayak78
    @sudhansusekharnayak78 2 วันที่ผ่านมา +26

    ଏଇଠୁ ଥାଇ ମା କଟକ ଚଣ୍ଡୀ ଙ୍କ ସହିତ ଗୁରୁ sj ମନୋଜ ପଣ୍ଡା ଙ୍କୁ ପ୍ରଣାମ କରୁଛି

  • @ramachandramishra8377
    @ramachandramishra8377 วันที่ผ่านมา +2

    Very nice and gentle conversation between two far better than valgur news of o tv , jay maa cuttack Chandi

  • @prafullakumarmallik7515
    @prafullakumarmallik7515 2 วันที่ผ่านมา +3

    ବହୁତ ସୁନ୍ଦର ସାକ୍ଷାତକାର। ସାକ୍ଷାତକାର ନୁହେଁ ତ ଜୀବନୀୟ ଆଲୋଚନା। ସଂଗ୍ରାମ ବାବୁ ଆପଣଙ୍କର ପ୍ରତିଟି ଉପସ୍ଥାପନା ବିଲକୁଲ ନିଆରା। ଢେର୍ ସାରା ବଧାଇ।

  • @dalibehera1111
    @dalibehera1111 2 วันที่ผ่านมา +3

    Jay maa cuttack chandi🙏🙏🙏💖💖💖

  • @puspamohanty3973
    @puspamohanty3973 12 ชั่วโมงที่ผ่านมา

    ବହୁତ୍ ବହୁତ୍ ଧନ୍ୟବାଦ୍ ସଂଗ୍ରାମ ବାବୁ ଏଭଳି ଅତିଥି ଙ୍କୁ ଆଣି ଆମ ମନ୍ ଭିତରେ ଥିବା ଅନେକ ପ୍ରଶ୍ନ ଉତ୍ତର ସମାଧାନ କରିପାରେଇଥିବାରୁ ,ଆପଣଙ୍କ ପାଖରେ କୃତଜ୍ଞ।🙏

  • @deepakkumarsahoo5597
    @deepakkumarsahoo5597 2 วันที่ผ่านมา +2

    Bahut bhala lagila, l loved it, JAi MAA CUTTACK CHANDI.

  • @tulsithecutegirl2391
    @tulsithecutegirl2391 วันที่ผ่านมา +1

    Maa Cuttack Chandi nka ra ama family upare b blessings achi so our native is Cuttack ❤jai maa Cuttack Chandi

  • @adfilm_creators
    @adfilm_creators 2 วันที่ผ่านมา +6

    I've had the pleasure of knowing him for years, and I can confidently attest that he's an exceptional individual with a remarkable personality. He's a man of his word, renowned for his dedication, honesty, and inspiring demeanor. His exceptional character and thoughtful words have made a lasting impact on those around him.

  • @LidorathaNew
    @LidorathaNew 6 ชั่วโมงที่ผ่านมา

    Bahut sundar upastapana .(Sangrambabu).

  • @SanjayMahakul-k5n
    @SanjayMahakul-k5n 2 วันที่ผ่านมา +2

    🙏🙏🙏-ଅତି ସୁନ୍ଦର ମୁହୂର୍ତ

  • @biswaranjanbehera8187
    @biswaranjanbehera8187 วันที่ผ่านมา +2

    It's superb...bahut bhala lagila, Jay maa katak chandi.....

  • @chinmayaranjanswain5019
    @chinmayaranjanswain5019 2 วันที่ผ่านมา +2

    ଧନ୍ୟବାଦ argus ଟିଭି🙏🙏

  • @Babulabehera
    @Babulabehera 2 วันที่ผ่านมา +10

    Best actor for Lord Rama Character,Request Odia producers to make a movie on Lord Rama and take Manoj Babu as lead character….hope the film will definitely run successfully

  • @SukantiDash-j8k
    @SukantiDash-j8k 13 ชั่วโมงที่ผ่านมา

    Maa koti koti pranam tuma charana re🙏

  • @mamatamama7556
    @mamatamama7556 8 ชั่วโมงที่ผ่านมา

    Khub sundar episode

  • @priyatamasahoo6587
    @priyatamasahoo6587 16 ชั่วโมงที่ผ่านมา

    One of legend of odissa....Manoj Nana nka way of talking ru janihauthila ....se maa nku kete bhala panti....mu b bahut khusi heigali ...jay maa samastanku bhalare rakha 🙏🙏🙏🙏

  • @santoshkumarnayak2143
    @santoshkumarnayak2143 วันที่ผ่านมา +1

    ବହୁତ ସୁନ୍ଦର 🎉🎉

  • @Bangtan_Armys_Official
    @Bangtan_Armys_Official 7 ชั่วโมงที่ผ่านมา

    Bahut bahut bahut sundar lagila

  • @SwapnamanjariDash
    @SwapnamanjariDash 10 ชั่วโมงที่ผ่านมา

    Jay mata di Monoj Sir and Sangram Sir

  • @Nkalyani5518
    @Nkalyani5518 วันที่ผ่านมา +2

    Bahut decent and honest person really great episode

  • @jyotshnamayeenag5064
    @jyotshnamayeenag5064 วันที่ผ่านมา +1

    Bahut badhia sir🙏🙏🙏🙏

  • @saratmishra7100
    @saratmishra7100 10 ชั่วโมงที่ผ่านมา

    The best podcast we've ever seen.

  • @BASUDEVPARIDA-yg3hb
    @BASUDEVPARIDA-yg3hb 14 ชั่วโมงที่ผ่านมา

    Episode's ti bahut Vala lagila. Thank you Manoj Nana&Sangram sir

  • @daitarisahoo2358
    @daitarisahoo2358 วันที่ผ่านมา

    ବହୁତ ବଢିଆ👌
    ବହୁତ ବହୁତ ଧନ୍ଯବାଦ ଏବଂ ଶାରଦୀୟ ଶୁଭେଚ୍ଛା ସଂଗ୍ରାମ ବାବୁ। ପ୍ରଣାମ ମନୋଜ ପଣ୍ଡା ମହୋଦୟ।
    🌺🌺🙏🏻🌺🙏🏻🌺🙏🏻🌺🌺
    🌸🌼🌸🌼🌸🌼🌸🌼🌸

  • @sumatihembram8911
    @sumatihembram8911 2 วันที่ผ่านมา +16

    Jay MAA Cuttack Chandi 🙏🙏🙏🙏

  • @tapanpanda5870
    @tapanpanda5870 2 วันที่ผ่านมา +3

    ...ସାର୍ଥକ ଅଧ୍ୟାୟ 🎉❤🎉

  • @srinivaschoudhury7988
    @srinivaschoudhury7988 19 ชั่วโมงที่ผ่านมา +1

    ଶାରଦୀୟ ଶୁଭେଚ୍ଛା ସଂଗ୍ରାମ ବାବୁ। ମନୋଜ ଭାଇନାଙ୍କ ବ୍ୟକ୍ତିତ୍ଵ ଓ ତାଙ୍କ ଜୀବନଶୈଳୀ ସମାଜ ପାଇଁ ଦୃଷ୍ଟାନ୍ତ। ମାଁ କଟକ ଚଣ୍ଡୀଙ୍କ ପ୍ରମୁଖ ପୂଜକ ଭାବେ ସକଳ ଜନମାନସର ନିତ୍ୟ କଲ୍ୟାଣ ପ୍ରାର୍ଥନା କରୁଥିବା ମନୋଜ ଭାଇନାଙ୍କୁ ଅନେକ ଅନେକେ ନମସ୍କାର ଓ ଶାରଦୀୟ ଶୁଭେଚ୍ଛା। ଜୟ ମାଁ କଟକ ଚଣ୍ଡୀ

  • @sandhyaranidash2527
    @sandhyaranidash2527 วันที่ผ่านมา

    Maa Jagajjanani Durgatinasinee samastanku Krupa karantu 🙏 Mahan Sebayata Manoj Bhaina Hrudayaru pranama karuchi🙏

  • @ranjitarath1351
    @ranjitarath1351 วันที่ผ่านมา

    Bahut sundar. 🙏🙏

  • @paramanandaswain2562
    @paramanandaswain2562 วันที่ผ่านมา +1

    Jay maa🙏🏻🙏🏻🙏🏻

  • @BiswajitNayak-c4d
    @BiswajitNayak-c4d 2 วันที่ผ่านมา +13

    ଚଣ୍ଡୀ ମନ୍ଦିର ରେ ସେବକ ମାନେ ବହୁତ ଭଲ but ଭୋଗ ଦୋକାନୀ ଙ୍କ ରେଟ minimum ଭୋଗ RS=100 ସବୁ ଲୋକ 100 ଟଙ୍କାରେ ଭୋଗ କିଣି କରିପାରିବେ... ୟା ଉପରେ ବିଚାର କରାଯାଉ

  • @rudrakshthelittlestar
    @rudrakshthelittlestar วันที่ผ่านมา +1

    Jai Maa Durga🙏🙏🙏

  • @pradiptakumarkar-bp2ty
    @pradiptakumarkar-bp2ty วันที่ผ่านมา +1

    Jaya maa ❤

  • @asutoshbiswal7173
    @asutoshbiswal7173 2 วันที่ผ่านมา +1

    ଜୟ ମା 👏👏

  • @lawnyray-gi6ox
    @lawnyray-gi6ox 2 วันที่ผ่านมา +1

    Bahut sundar upadeya katha sunilu, sangram Bhai thanks

  • @HrushikeshaKar4553
    @HrushikeshaKar4553 7 ชั่วโมงที่ผ่านมา

    Nice conversation 🙏. We need this type of episode.

  • @haribhaktisebadas3242
    @haribhaktisebadas3242 วันที่ผ่านมา +1

    Great interview

  • @BBSR.Madhu-
    @BBSR.Madhu- วันที่ผ่านมา

    Samay pai nathili a episode dekhiba pai aji dekhi atma Santi laguchi majhi re majhi re jadi adhatima episode karante bhal laganta❤❤❤❤❤

  • @ChirasmitaSahoo-h6q
    @ChirasmitaSahoo-h6q 3 ชั่วโมงที่ผ่านมา

    Good dharm discuss.

  • @subasiniparida2023
    @subasiniparida2023 วันที่ผ่านมา

    ଧନ୍ୟବାଦ ଆପଣଙ୍କୁ 🙏
    ମାଆଙ୍କ ବିଷୟରେ ଅନେକ କିଛି ଜାଣିବାକୁ ମିଳିଲା 😊

  • @RajaBabu-jj8ri
    @RajaBabu-jj8ri 2 วันที่ผ่านมา +1

    ଅତିସୁନ୍ଦର କଥା ଆଜିର ଆଲୋଚନା 🚩🚩🚩🙏🙏🙏

  • @sprituallearner7430
    @sprituallearner7430 2 วันที่ผ่านมา

    My personal nd most fav manoj sir.. Kai sabu barsha parvana rutu re tanku dekhibar sujog mile tv scrn hau k amti show re.. 🙏🙏

  • @Ssss34948
    @Ssss34948 11 ชั่วโมงที่ผ่านมา

    Mu 2 thara dekhi sarilini...bahut badhia...jay maa Cuttack chandi🙏🙏

  • @rjsahoo5919
    @rjsahoo5919 วันที่ผ่านมา +1

    Beautiful word❤

  • @sahoochittaranjan5973
    @sahoochittaranjan5973 2 วันที่ผ่านมา +1

    ଶାରଦୀୟ ଅଭିନନ୍ଦନ ଆଜିର ଏହି ପାର୍ବଣ ର ମହାନ ଅବସର ରେ ସୁନ୍ଦର ଭାବପୂର୍ଣ୍ଣ podcast ଟି ହୃଦୟ କୁ ଛୁଇଁଗଲା ବିଶେଷ ଧନ୍ୟବାଦ୍ ସଂଗ୍ରାମ ସାର ଙ୍କୁଏତେ ସୁନ୍ଦର ପ୍ରଶ୍ନ ପଚାରିଲେ ଯାହାକି ଜଣେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଥାଏ

  • @All_Rounder_Gamer545
    @All_Rounder_Gamer545 2 วันที่ผ่านมา +1

    ବହୁତ୍ ସୁନ୍ଦର ବାର୍ତ୍ତାଳାପ ଓ ଉପସ୍ଥାପନା

  • @baimukhi3660
    @baimukhi3660 วันที่ผ่านมา +1

    କଥା ଗୁଡିକ ବହୁତ ସୁନ୍ଦର। ସମ୍ବାଦ ବା କଥୋପକଥନ ରେ ଟିକିଏ ବି ବିଭ୍ରାଟ ନାହଁ। ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ଦୁଇ ଜଣଙ୍କ ର ତାଳମେଳ କିପରି ରହିଛି

  • @ManoramaSethi-yw1si
    @ManoramaSethi-yw1si วันที่ผ่านมา

    Thank u sangrm babu namskr Manoj nanaa apnka lagi maa nka rapuja bisayare kichi Jani parilu

  • @bicitranandamuduli8991
    @bicitranandamuduli8991 วันที่ผ่านมา

    Jay maa Cuttack chandi Manoj Nana pranam

  • @subhalaxmibarik3786
    @subhalaxmibarik3786 วันที่ผ่านมา

    Jay maa Cuttack chandi.maa bless us alots.nice episode feeling's blessings

  • @dibakarkhuntia4939
    @dibakarkhuntia4939 2 วันที่ผ่านมา +1

    Ate sundar katha bahut sundar

  • @SarojiniRadhe
    @SarojiniRadhe วันที่ผ่านมา

    Bahut sundar episode ete sundar j bar bar dekhile mana varuni I'm very happy for Manoj panda sir thank you argus tv & Happy Dasahara 🙏🙏🙏🙏🙏🙏

  • @dipikabehera698
    @dipikabehera698 13 ชั่วโมงที่ผ่านมา

    Maa apan dui janaku ashirbad karantu......

  • @sachidanandamishra7089
    @sachidanandamishra7089 2 วันที่ผ่านมา +2

    Jay mata pranam

  • @Soumykrishna
    @Soumykrishna 14 ชั่วโมงที่ผ่านมา

    Thank you Manoj sir for your best advice

  • @Supi-soul
    @Supi-soul วันที่ผ่านมา

    Really bahut bhala lagila au bht kichi maa nka bisayre janiparili,beautiful podcast.🎉...maa sabubele upare❤

  • @madhusmitasahoo3221
    @madhusmitasahoo3221 2 วันที่ผ่านมา

    ବହୁତ ସୁନ୍ଦର 🙏 ଜୟ ଜଗନ୍ନାଥ 🙏

  • @pramodakumardash2286
    @pramodakumardash2286 2 วันที่ผ่านมา +1

    Jai shree jagannath

  • @laxmipriyadasdas9031
    @laxmipriyadasdas9031 วันที่ผ่านมา

    Thanku sir Manoj sir ku ଆଣିଥିବାରୁ

  • @SaiJena-o4m
    @SaiJena-o4m 15 ชั่วโมงที่ผ่านมา

    Jay maa Cuttack chandi....🙏🙏🙏🙏🙏🙏🙏🙏🙏🙏🙏

  • @sanjuktasatapthy3622
    @sanjuktasatapthy3622 วันที่ผ่านมา

    Ati sundar ajira sakhyatkar sangram babunka upasthapana chamtkar au monoj panda sirnka maa chandinka bisayare bhaba bihola katha khub hrudayasparsi thila epari atithinku daki jadi odishara prati saktipitha bisayare janante khub bhala huanta

  • @divyaranjanbarik3631
    @divyaranjanbarik3631 2 วันที่ผ่านมา +2

    Happy dasahara ❤

  • @KabitaMaharatha-k3n
    @KabitaMaharatha-k3n 14 ชั่วโมงที่ผ่านมา

    Thank you very much Manoj sir

  • @madhusudanbehera1677
    @madhusudanbehera1677 7 ชั่วโมงที่ผ่านมา

    Very interesting interview and go to learn a lot ❤❤

  • @pradipsahu2763
    @pradipsahu2763 2 วันที่ผ่านมา

    Jay maa Cuttack chandi maa, maa samastanka manoskamana purana karantu , maa samastankara sarba mangala karantu maa , samastankara sariria arogya rakha maa🙏🙏🙏