Satare kete mahan actors.goda chhuin pranam karibaku ichha haucghi.old odia story & actors r real great actors..aajikali Ra actors odia industry Ra fame ku barbad karidele....
THik katha kahile aji kali odia cenema re amr sankruti ku chadi baki sabu achi south film dubb karuchanty kintu seithiru kichi Sanskar sikhu nahanty semane kemti tanka culture ku bhala pauchanty
There is no alternative of My dear acter Hemant Das.purely motivational tele film. And special thanks for Acharya sir and all participants of this film. 🙏🙏
dukhiram swain, hemant das, saroj das, mihir das, top level actors of odia industry.. pure odia culture based story... thanks DD odia for these type of stories....
ସେ ସମୟର ଓଡିଆ ଚଳଚ୍ଚିତ୍ର ରେ ବାସ୍ତବିକତା ଥିଲା । ବହୁତ ହୃଦୟସ୍ପର୍ଶୀ ଚଳଚ୍ଚିତ୍ର
ବା...ବା....
ଅତି ନିଷ୍ପାପ, ନିଶ୍ଚଳ ଓ ହୃଦସ୍ପର୍ଶୀ କାହାଣୀ ଟିଏ
ଆଉ ଆମ ମାନଙ୍କର ଚିରଞ୍ଜିବୀ ଅଭିନେତା ମାନେ
👏👏👏👏👏👏👏👏👏👏👏👏
ମଥା ନଇଁ ଯାଉଛି,,, କି ସୁନ୍ଦର ଅଭିନୟ ହେମନ୍ତ ଦାସ ସାର୍ ଙ୍କର
ସ୍ୱର୍ଗତଃ ହେମନ୍ତ ସାର, ଦୁଃଖୀରାମ ସାର,ମିହିର ସାର,ଝରଣା ମାଡ଼ମ,ଅନ୍ୟ କଳାକାର ଙ୍କ ଅଭିନୟ କୁ କେବେ ଭୁଲି ହେବ ନାହିଁ।ଆଜିର ଯୁବପିଢି କଳାକାର ମାନେ ଅଭିନୟ ଏମାନଙ୍କ ଠାରୁ ଶିଖନ୍ତୁ।
@@rabindradash6381 hemant sir my favourite actor.
ମହାନ କଳାକାର ହେମନ୍ତ ଦାସ ସାର .... LOVE YOU MY REAL BEST ACTOR🙏🏻🙏🏻🙏🏻🙏🏻
ଜିବନ୍ତ ଅଭିନୟ। ହେମନ୍ତ ଦାଶ ମହାନ୍ କଳାକାର। ମୁଣ୍ଡ ନଇଁ ଯାଉଛି। ଆପଣ ମାନକଁ ଅଭିନୟ ଆଗରେ। 😭😭😭😭
Nice
@@jyotsnabaral9593 Thank you❤❤
Satare kete mahan actors.goda chhuin pranam karibaku ichha haucghi.old odia story & actors r real great actors..aajikali Ra actors odia industry Ra fame ku barbad karidele....
ହଁ ରେ ମୋ ଭାଇ 😢🙏
bartanman khali nisa maharana o rani panda
ହେମନ୍ତ ଦାସଙ୍କ ଅକଟିଂଗ ଓହଃ କି ସୁନ୍ଦର ଅକଟିଂଗ ମୋ ମନକୁ ଛୁଇଁ ଗଲା
କାହାଣୀ ର ଚରିତ୍ର ସବୁ ଖୁବ୍ ସୁନ୍ଦର ଅଭିନୟ କରିଲେ। ଆଉ ଲେଖା ତ ଆହୁରି ସୁନ୍ଦର। ସମାଜ କୁ ଅନେକ ଶିକ୍ଷା ଦେଇଛି ଏହି କାହାଣୀ। 🙏🙏🙏
ଏ ଜଜୀବନ୍ତ ଅଭିନୟ ଦେଖୀ ଦେହ ସିତେଇ ଗଲା।ମା ଲୋ।
ବହୁତ ଭଲ ଲାଗିଲା ଚଳଚ୍ଚିତ୍ରଟି ଜୟଶ୍ରୀ କଳା ଜୟ 🙏🙏🥀🌹🥀🌹🥀🌹
ପିଲାଦିନର ଫିଲ୍ମ ବହୁତ ସୁନ୍ଦର
ଗତକାଲି ଯେତେବେଳେ ଏହି tele film ଟି ଦେଖିଲି ଆଉଥରେ ଦେଖିବାକୁ ନିଜକୁ ଅଟକେଇବା କଷ୍ଟ କରହେଲା ସତରେ ଆପଣଙ୍କ ଅଭିନୟ ମନଛୁଆଁ ଅଟେ.😢😊
ଆଉ ସେ ଦିନ କେବେବି ଜୀବନ ର ଆସିବ ନାହିଁ
ବହୁତ ସୁନ୍ଦର ଲାଗିଲା। ସମସ୍ତ କଳାକାର ମାନଙ୍କୁ ମା ମଙ୍ଗଳା
ଭଲରେ ରଖନ୍ତୁ। ମୋର ଏତିକି ମିନତି ମା'ଙ୍କ ପାଖରେ। ଜୟ ମା ମଙ୍ଗଳା।
ହେମନ୍ତ ଦାସଙ୍କ ପରି ମଣିଷ ଗୁଡ଼ା ତାଙ୍କ ପ୍ରତି ଟି ଅଭିନୟରେ କନ୍ଦାଇ ପକାନ୍ତି
ଏତିକି ତ ସେମାନଙ୍କ ମହାନତା 🙏
ବହୁତ୍ ସୁନ୍ଦର୍ କାହାଣୀ ଟି। ହେମନ୍ତ ଦାସ ଙ୍କ ଅଭିନୟ ଟି 🙏🏻
ଜୟ ମା ମଙ୍ଗଳା 🌺🌺🙏🏻।
ବହୁତ ସୁନ୍ଦର ଲାଗିଲା ବହୁତ ବହୁତ ଧନ୍ୟବାଦ ଏହି film ରେ ଅଭିନୟ କରିଥିବା ସମସ୍ତଙ୍କୁ...
ଓଁ ନମଃ ଶ୍ରୀ ମା ମଙ୍ଗଳା ଦେବୀ ନମଃ
🙏🕉️🙏🕉️🙏🕉️🙏🕉️🙏🕉️🌺🌺💐🪷🍁🍁🏵️🫒🍌🍌🌻🥀🪔🌿🌿🌸🌷🔱🪻🌹🌾🌾⭕‼️⭕
ଏହି କଳାକାର ମାନଙ୍କ ପାଇଁ ଦିନେ ଓଡ଼ିଆ ସିନେ ଜଗତ ବହୁତ ଉଚ୍ଚରେ ଥିଲା ଆଉ ଏବେକାର କଥା ନ କହିଲେ ଭଲ।
THik katha kahile aji kali odia cenema re amr sankruti ku chadi baki sabu achi south film dubb karuchanty kintu seithiru kichi Sanskar sikhu nahanty semane kemti tanka culture ku bhala pauchanty
😆😆😆😆
Sata kahichha
Jaha kahila bhai....satare bhari dukha laguchi..keun ade gale legendary actors ...unforgettable experience with my Childhood
ବର୍ତମାନ କଳା କାର କଳା କାର ହେଇ ନାହାନ୍ତି ? ପୋଡ଼ା ମୁହଁ ମାଙ୍କଡ ସବୁ , କି ପ୍ରକାର ଉତ୍ପାତ ହେଉଛନ୍ତି ଦେଖୁ ନାହାନ୍ତି 🤔
ଏହି କଳାକାର ଙ୍କ ପାଇଁ ମୋ ପାଖରେ କିଛି ବି ଭାଷା ନାହିଁ। କେବଳ ହାତ ଯୋଡ଼ି ପ୍ରଣାମ କରୁଚି ଏହି ଦେବ ତୁଲ୍ୟ କଳାକାର ମାନଙ୍କୁ 🙏🙏🙏🙏🙏
ଆଖି ଦୁଇଟି। ଲୁହରେ। ଭିଜି ଗଲା ସେତେବେଳର ସମାଜ ଏଇ ଭଳି ଚାଲୁ ଥିଲା। ସତରେ ଯେବେ ମାଆ ତାଙ୍କ କରୁଣା ବଳରେ ସବୁ ପରିବର୍ତ୍ତନ କରି ଦେଲେ ତବେ। ଆଜି ସେଇ ମାଆଙ୍କ ଚରଣରେ ମୋର ପ୍ରାର୍ଥନା ଆଜି ଏ ସମାଜରେ। ଯାହା ଏ ଗରିବ। ଅସହାୟଙ୍କ। ଜୀବନରେ। ଘଟୁଛି। ତାହା। ହୃଦୟ ବିଦାରକ। ତାଙ୍କୁ। ସହାୟ। ହୁଅ।
ଧନ୍ୟ ହେଇ ଗଲା ଏଇ ଜୀବନ। ଅତି ସୁନ୍ଦର ଭାବରେ ଅଭନୟ କରିଛନ୍ତି।❤
ପୁରା ଜୀବନ୍ତ ଅଭିନୟ। ବହୁତ୍ ଭଲ ଲାଗିଲା। ଆଜିକାଲି ଓଡ଼ିଆ ଫିଲ୍ମ ରେ ଏମିତି ଅଭିନୟ ସାତ ସପନ ହେଇଛି। ଆଜିକାଲି କଳା କାର ମାନେ ଏମିତି ଅଭିନୟ କରିବାରେ ଅକ୍ଷମ। ଯଦି ଅଛନ୍ତି ତାହାଲେ ନିର୍ଦେଶନା ଉଚ୍ଚ କୋଟୀର ହୋଇପାରୁନି
There is no alternative of My dear acter Hemant Das.purely motivational tele film. And special thanks for Acharya sir and all participants of this film. 🙏🙏
ଅତି ସୁନ୍ଦର ଜୀବନ୍ତ ଅଭିନୟ ଦେଖିବା ସହ ସ୍ବର୍ଗତ କଳାକାର ଙ୍କ ଅଭିନୟ ର ସ୍ମୃତି ପଟରେ ରହିଗଲା ।
ଜୟ ଜଗନ୍ନାଥ 🙏
ଚମତ୍କାର ଅଭିନୟ ସାଙ୍ଗକୁ ବାସ୍ତବତା ର ଚିତ୍ରଣ ଅତି ସୁନ୍ଦର ହୋଇଛି
ନିଚ୍ଛକ ଅଭିନୟ. ସୁନ୍ଦର ବିଷୟ ବସ୍ତୁ 🙏
ବହୁତ ସୁନ୍ଦର
ଓଡ଼ିଆ ସିନେମା ଜଗତର ଏମାନେ ଥିଲେ ସବୁ ଚଳନ୍ତି ବିଶ୍ଵକର୍ମା , ଦୁଃଖ ଲାଗୁଛି ଯେ ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତ ମାଟି ରେ ମିଶିବାକୁ ଯାଉଛି , ସିନେମା ଜଗତର ନିର୍ଦ୍ଦେଶକ ପ୍ରଯୋଜକ, ଅଭିନେତା ମାନେ ସବୁ ପୋଡ଼ି ଖାଇ ଗଲେ ।
ବହୁତ ସୁନ୍ଦର ଲେଖା ଏବଂ ସୁନ୍ଦର ଅଭିନୟ ❤
ଜୟ ମା ମଙ୍ଗଳା ମାଗୋ ଆଦିଶକ୍ତି ତୁ ହି ମା ଜଗତଜନନୀ ମା.. ମୋ ପରିବାରର ସମସ୍ତଙ୍କୁ ଭଲରେ ରଖେ ଲୋ ମା ମଙ୍ଗଳା 😭🙏🙏🙏🙏🙏🙏ତୋ ପାଦ ତଳେ ଶରଣ ଟିକେ ଦେ ମତେ ଲୋ ମା 🙏🙏🙏🙏🙏🙏🙏
ଏ କୌଣସି ଅଭିନୟ ନୁହେଁ ଅତୀତର କିଛି ଘଟୁଥିବା ମୁହୂର୍ତ୍ତ ,ଅଭିନୟ ପରି ଲାଗୁନି ପୁରା ଜୀବନ୍ତ
Thanks DD Odia to gave us our culture ,nature ,childhood etc again and we are all will eagerly waiting for your this type of diamonds .
ସେତେବେଳ ର କଳାକାର ମାନଙ୍କ ର ଅଭିନୟ ସତରେ ଜୀବନ୍ତ, ଏ ସବୁ ଦେଖିଲେ ପିଲା ଦିନ କଥା ମନେ ପଡିଯାଉଛି😢😢, ଏବେକାର କଥା ନ କହିଲେ ଭଲ,କି ସୁନ୍ଦର୍ ଅଭିନୟ,,,ମୁ ପିଲାଦିନେ ସ୍କୁଲ ରୁ ଆସି ଏହି ଗପ ସବୁ ଦେଖେ
ହଁ ଭାଇ ଏ କାହାଣୀ ଦେଖିଲେ ଆଖିରୁ ଲୁହ ଆସି ଯାଉଛି 😢😢
Hemant sir nka acting wahhh
Pure pure pure natural 🙏
Sate jemiti Niti Dinia jeevan ra chala prachala pari laguchi 🙏
ଏହି ସରଳ ଓ ନିସ୍ପାପ ହୃଦୟ ର ବ୍ୟକ୍ତି ଆଉ ନାହାନ୍ତି ।
dukhiram swain, hemant das, saroj das, mihir das, top level actors of odia industry..
pure odia culture based story...
thanks DD odia for these type of stories....
ଜଣେ ଅଦ୍ୱିତୀୟ ନାୟକ ହେମନ୍ତ ଦାସ ଓ ନାୟିକା ଝରଣା ଦାସ
ଅତି ସୁନ୍ଦର ହୃଦୟସ୍ପର୍ଶୀ କାହାଣୀ ଟିଏ ଅତି ସୁନ୍ଦର୍ କଳାକାର ସମସ୍ତେ
ହେମନ୍ତ ଦାସ ଆମ ଓଡିଶା ଚଳଚିତ୍ର ଜଗତର ଅମ୍ଲାନ ପ୍ରତିଭା.... 👌
ଏବେ ବି ଆମ ଗାଁ ଗଳିରେ ଜାତି ଧର୍ମ ଲାଗିରହିଛି, ଶଳା ବଡଯତିଆ ମା କୁ ବି ଛାଡ଼ିଲେଣି ଜୟ ମା ବିରଜା🙏🏻🙏🏻 କିନ୍ତୁ ଏବେ ସେଇ ବଡ଼ଯତିଆ ଚନ୍ଦ୍ର ଗ୍ରହଣରେ ଆମିଷ ଖାଇ ହେତୁବାଡ଼ି କୋଉଛନ୍ତି 😅🤣😂🤣 ଶଳା ବଦଯାତିଆ ଜୟ ହରିଜନ ଜୟ ସମ୍ବିଧାନ🇮🇳🇮🇳🇮🇳
ନା ଭାଇ ଜୟ ସର୍ବଦା ମାନବିକତାର ହେଉ, ତେବେ ଯାଇ ସମାଜରୁ ଜାତିଆଣ ଭାବ ଦୂରେଇବ ।
Ati sundar 🙏🥰🙏💐💐💐💕
Jai Maa Mangala🙏🥰🙏💐💐💐💕
HEMANTA DAS, DUKHIRAM SWAI AND JHARANAA DAS ACT WAS HEART TOUCHING ACT.
Bahut Sundar lagla.......dilse salute for all versatile actors🙏🙏🙏🙏
ବତୁତ୍ ଭଲ ଜୟ ମା ମଙ୍ଗଳା
Satare kete sundar e kahani😊
ଆପଣ ମୋ ପିଲାଦିନ ମନେ ପକେଇ ଦେଲ। thank u DD National.
What an acting level of Hemant Das n supporting actor....... No word to describe.
🙏🏽🙏🏽🙏🏽🙏🏽🙏🏽
ଅତି ସୁନ୍ଦର କାହାଣୀ ଏବଂ ଅଭିନୟ ❤
ସେ ଦିନ ସବୁ କୁଆଡେ ହଜିଗଲା ରେ।ଲୁହ ରୋକି ହୁଏନି ବୋଲି ଏଭଳି ଫିଲ୍ମ ଦେଖି ବାକୁ ଇଛା କରେନି।ଯେତେ ଅତୀତ ସେତେ ମିଠା
ମତେ ବି କୋରିଆ ହେଇଗଲା ପରି ଲାଗେ😭😭😭😭
From my childhood it's my favourite telefilm ever. Thanks God and DD Odia to provide us this telefilm again in youtube.
Thank again.
Bahut sundar lagila ❤satare puruna film bahut sundar
What an acting level of hemant das sir banki ra na uchha karidele hemant sir
Hemant das such a great actor to our ollywood industry 🙏🙏
Bhai aau nahanti ଏପରି actor actress ama odia industry jau pari devlop kariba katha kari ପାରିଲାନି ସେଥି ଲାଗି ସବୁ କଳାକାର ଛାଡ଼ି ଚାଲି ଗଲେ
We lost such a greatest actor like hemanta das sir🙏🙏🙏🙏🙏
ଓଡ଼ିଆ ଜାତିର ଆବେଗର କଥାଚିତ୍ର 💖
ସେତେବେଳେ ଜାତି ବର୍ଣ୍ଣ ର ବିଭିସମା ଥିଲା। ଅତି ସୁନ୍ଦର acting।
🙏🙏🙏🙏🙏 ଚମତ୍କାର ଅଭିନୟ ଜୀବନ୍ତ ଲାଗେ 🙏🙏🙏🙏💐💐👍👍
Two drops of tear came from my eyes at last.....😢 for Such talented actors
ଖୁବ୍ ସୁନ୍ଦର ଅଭିନୟ ଏହି କଳାକାର ମାନଙ୍କୁ ମୋର କୋଟି ପୁନାମ
Hemanta das such a great actor in our Odia industry
Very rich acting
hemanta das jane ati uchokotira kalakara❤
Bohuto sundaro story
Great kolakaro
Handsaw great great great
ସତରେ......ଜୀବନ୍ତ ଅଭିନୟ
ବହୁତ ଉଚ୍ଚ କୋଟିର ଅଭିନୟ 👍
🙏🙏🙏🙏🙏ସଦା ସର୍ବଦା ଆପଣ ମାନେ ଆମ ମାନଙ୍କ ହୃଦୟରେ ରହିଥିବେ 🙏🙏🙏ଜୟ ଜଗନ୍ନାଥ 🙏🙏
ହୃଦୟସ୍ପର୍ଶୀ ଓ ଭାବ ଭକତ ର ଅଭୂତ ଦୃଶ୍ୟ🙏🏼💚😌
Bahuta vagya se vaiga vair .Jaya maa mangala
Bharat mata ki jai 🚩🚩🚩🇮🇳🇮🇳🇮🇳🇮🇳
Jay Jagannath 🚩🇮🇳🙏🚩
Bahut sundar amo odia culture 🚩🚩🇮🇳
ସୁନ୍ଦର କାହାଣୀ/ଅଭିନୟ 👌
Excellent acting.a request to DD odia to create such serial.
Sundar avinaya video heart touching
ଜୟ ମା ମଙ୍ଗଳା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଅଭିନୟ , କଳାକାର, ସବୁକିଛି ଭଲ ମାତ୍ର ଜାତିଆଣ ଭାବ ଆଜିର ସମାଜ ପାଇଁ କ୍ଷତିକାରକ।
Excellent performance Hemanta sir🙏🙏👍
🙏🙏🙏 Maa nkara e vdo ti khub realistic ebang heart touching hoichhi. E film re role karithiba pratyeka nkara action bahut hi badhia hoichhi.❤
A abhinaya re kichhi bi chhalana nahi...
Pura jibanta abhinaya 🙏🚩🇮🇳
ପୁରୁଣା ଚଳଚ୍ଚିତ୍ର ଅଭିନେତ୍ରୀ ଅଭିନେତା ❤❤❤
Herman dash Jane barshiyan actor
ଜୟ ମା ମଗଂଳା 🙏🙏🙏🙏🙏
Such a great lively acting by all the actors specially Hemanta Das 🙏🙏🙏🙏🙏
ଅତି ସୁନ୍ଦର
ପିଲାଦିନ ମନ ପଡ଼ିଗଲା 😔😔
ମୋ ପିଲା ଦିନର ଭିଡ଼ିଓ
Sundar story.. Thanks for upload
ମା ମଙ୍ଗଳା ସର୍ବ ଦୁଃଖ ହାରିଣୀ ସମସ୍ତଙ୍କୁ ଖୁସିରେ ରଖନ୍ତୁ,, ଏହି କଳାକାର ମାନଙ୍କ ଉଜ୍ୱଳ ଶିଖାକୁ ଉ୍ଜୀବିତ କରି ଅମର ରଖନ୍ତୁ,
Jai Maa Mangala. Bahut heart touching story. Very nice n simple n innocent person ❤❤❤
ଅତି ସୁନ୍ଦର ଅଭିନୟ।
JAI MAA MANGALA🙏
ଜୀବନ୍ତ ଅଭିନୟ
Jay maa Mangala maa tote koti koti pranam lo maa
ଏମିତିକା ଜୀବନ୍ତ ଚରିତ୍ର ଆଉ ଘଟଣା ଆଉ ନାହିଁ ଏବେ। ସେଇ ମାନ ଙ୍କୁ ପ୍ରଣାମ🙏
ଧନ୍ୟବାଦ
Excellent and pragmatic acting by Hemant Das sir.
Hemant das ohh ki actor bahut upre jete tarif kale bhi kam...
ମା ମଙ୍ଗଳା ସମସ୍ତଙ୍କୁ ଭଲରେ ରଖନ୍ତୁ 🙏🙏🙏🙏🙏🙏🙏
All great actors are in one show! ❤️
ଜୟ ମାଆ ମଙ୍ଗଳା
Nostalgia 😌😌😌😌 emanko purun Dina serial dekhile bhut khusi laguchi ..story line bhut sundar nahele aji kali ... Chakuli pitha
He bhagan amamananka khusire emiti tk tk khusi bharidia
Ete sunder kahani,dekhiki mo deha sihari gala😭,maa lo ei ki to bichara..🙏🏻
Hemant Das is a great actor. His acting is very natural.