ନୃସିଂହ ଚରଣ ହୋତାଙ୍କ ଲଢେଇ ପାଲା ବିଲ୍ଵମଙ୍ଗଳ (ସମ୍ପୂର୍ଣ୍ଣ ଭାଗ) Full Pala By Gayak Nrusingh Charan Hota
ฝัง
- เผยแพร่เมื่อ 10 ต.ค. 2023
- ★ ଲଢେଇ ପାଲା
★ ବିଷୟ- ବିଲ୍ଵ ମଙ୍ଗଳ (ସମ୍ପୂର୍ଣ୍ଣ ଭାଗ)
★ ଗାୟକ-(ଯୁବ ସମ୍ରାଟ) ଶ୍ରୀ ନୃସିଂହ ଚରଣ ହୋତା
★ ସଂସ୍କାର ଓଡ଼ିଆ
*****************************************************************
★ Ladhei Pala
★ Tital- Bilwa Mangala (Full Pala)
★ Gayak-Nrusingh Charan Hota
★ Sanskar Odia
**************************************************************
କଳାକାରଙ୍କ ନାମ :-
ଗାୟକ : (ଯୁବ ସମ୍ରାଟ) ଶ୍ରୀ ନୃସିଂହ ଚରଣ ହୋତା
ବାୟକ :
ଶ୍ରୀପାଳିଆ :
ସହଯୋଗୀ ପାଳିଆ :
:
:
ଠିକଣା- ଆଠଗଡ଼, କଟକ
***********************************************************************
★ Camera Man : Akshaya Behera
★ Editor : Binaya
★ Design By : Ajaya
★ Upload & Published By : Sanjaya
★ Post Production : Studio Sai Creatives
★ Produced By : SANSKAR ODIA
**********************************************************************
Following .....
Subscribe : http // www.youtube.com / sanskar odia
odia pala : http // www. facebook.com / sanskar Odia
Copyrights reserved with SANSKAR ODIA
ସଂସ୍କାର ଓଡ଼ିଆ youtube channel ର ଏହି ପାଲା ସବୁ ଯଦି ଆପଣ ମାନଙ୍କୁ ଭଲ ଲାଗୁଥାଏ ତେବେ ଆମ Channel କୁ Like କରନ୍ତୁ ଏବଂ Share କରନ୍ତୁ I ଆମ ସହ ଯୋଡ଼ିହେଇ ରହିବା ପାଇଁ ଏବଂ ସବୁବେଳେ କିଛନା କିଛି ନୂଆ ପାଲା ଏବଂ ଭିର୍ଣ୍ଣ ଭିର୍ଣ୍ଣ ପାଲା ଗୀତ କଣ୍ଟେଣ୍ଟ ର notification ପାଇବା ପାଇଁ ସଂସ୍କାର ଓଡ଼ିଆ କୁ ନିଶ୍ଚୟ Subscribe କରନ୍ତୁ I ହଁ bell button କୁ press କରିବାକୁ ଭୁଲିବେନି I
Thanks.........
***********************************************************************************************************************
★ ବିଷୟ- ବିଲ୍ଵ ମଙ୍ଗଳ
★ ଗାୟକ-(ଯୁବ ସମ୍ରାଟ) ଶ୍ରୀ ନୃସିଂହ ଚରଣ ହୋତା
**********************************************************************
#sanskarodia
#palabilwamangala #bilwamangalanatakpala
#gayaknrusinghacharanahota
#nrusinghacharanahotapala #ladheipala
#odiapalabilwamangala #badipalanrusinghcharanhota
#sanskarodiapala #ladheipalanrusinghcharanhota
#nrusinghcharanhotaladheipalabilwamangala
#palasingernrusinghcharanhota #badipala - บันเทิง
ଓଡିଶାର ଗାୟକ ମହାବଳ ପାଲାଜଗତପାଇଁ
, କୁମାର ସମ୍ଭବ, ନୈଶଧ କାବ୍ୟ, ନଳଦମୟନ୍ତୀ ବନବାସ, ଅଶ୍ଵମେଧ ଯଜ୍ଞ,
Jay. Jagnath
ପରିବେଷଣ ଶୈଳୀ ଭଲ ଲାଗିଲା ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
Sundar pala paribesan hota sir
ନୟନ ବାଣ ହାଣି ଦେଲାରେ
ଏ ଗୀତ ଟି ବହୁତ ଭଲ ଲାଗିଲା
ଗୀତ ଟି କୋଉ ବହିରେ ଅଛି
କୁହନ୍ତୁ ଆଜ୍ଞା 🙏🙏
ଦୁର୍ଘଟଣାରେ ଆହତ ଶୁଣି ଦୁଃଖ ଲାଗିଲା ପ୍ରଭୁ ଶୀଘ୍ର ଆରୋଗ୍ୟ କରନ୍ତୁ
ଗାୟକ, ଧର୍ମାନନ୍ଦ ଦିକ୍ଷୀତ, ଉଦୟନାଥ ନାଥ ଶର୍ମା , ବିନାୟକ ମିଶ୍ର,
Jay jaganath Swami
No words to say anything. ( bada guruji) p. Patra.
Ati sundar pala❤❤❤❤
❤❤
Hota sir very knowledgeous person
କଣ ଆଉ ଅଧିକ କହିବି ଆପଣଂକ ଵିଷୟରେ, ,ଖାଲି ଏତିକି କହିବି ତୁମପାଦ ତଳେ କୋଟି କୋଟି ପ୍ରାଣମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
jay Bajrangi krupa karantu
🎉Bahuta sunder pala
Bahuuuut sunder pala parbesana Hotta sir nku dhanyabad
ଆମ ଅଞ୍ଚଳକୁ ଆଣି ବା ପାଇଁ ଚାହୁଚୁ କଣ କରିଲେ ମିଳିବେ ଆପଣ କୁହନ୍ତୁ ❤❤❤
Ati sundar apankara Pala paribesana. Thanks so much.
Bahuta sundar laguchhi🙏🙏
ବାଦକ ଓ ସାଥୀ ଙ୍କ ସହଯୋଗ ଅତି ଉଚ୍ଚ କୋଟୀର
Good performance
ହୋତା ସାର ଙ୍କୁ ପ୍ରଣାମ ବହୁତ ସୁନ୍ଦର ପରିବେଷଣ ଅଶେଷ ଧନ୍ୟବାଦ 🙏🙏🙏
😢
,😅 me.
Ba,
Bhala thila au tike bhala heithai parithanta
Hota sir is best❤❤❤❤ apan samastanka pain udaharana jogya🎉🎉🎉🎉🎉
ଜ୍ଞାନ ଅଛି କିନ୍ତୁ ଆତ୍ମଗର୍ବି ଗାୟକ।
Nice, jagannath mangala karantu 🎉
Bahut bhala.manalova. excellent
Good bless you sir
Jay Jagannath 🌺🙏🏻 Abudhabi 🙏🏻🙏🏻🙏🏻🙏🏻🙏🏻🙏🙏🏻🙏🏻🙏🏻🙏🙏🏻🙏🏻🙏🏻🙏🙏🏻🙏🌺🌺. Nurshingha HOTA🙏🙏🙏🙏🙏🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺belamagla Pala. Namaskar
Bahut sundar❤
Hota sir ❤❤❤❤❤❤
Mr.Pradhan, Culture,Song,Action, (Not over action like Mr.Hota) and Gentle ness is the four remarkable quality will having each Palagayak. The pala of Mr.hota is just like Dandanacha and Ghodanacha.
Super 🎉🎉🎉🎉
Gorgeous voice
Very nice
Nice pala hota sir
ଅତି ସୁଦର ପାଲା
ଯୁବ ସମ୍ରାଟ ଉପାଧି ଠିକ୍
Lq
ଅତି ସୁନ୍ଦର🙏🙏🙏🙏
ହୋତା ସାର୍ ଆପଣଙ୍କ ପୌରାଣିକ ପାଲା ସାହିତ୍ୟ୍ ରେ aghadya ଜ୍ଞାନ ଆହରଣ କରିଛନ୍ତି ଆପଣଁକୁ ସତ ସଲାମ୍ , ଆପଣଙ୍କ ପରି କେହି ଏମିତି ପାଲା ପରିବେଷଣ କରିପାରିବେ ନାହିଁ ❤❤❤❤❤❤❤
😂❤ 1:56:26 1:56:27 1:56:28
ସୁନ୍ଦର ଉପସ୍ଥାପନ
Accurate quotations.However it becomes a bit mellow due to overaction
Nice pala
❤Nice
Good pala
Nice
Thanks
Excellent pala
Nursingha babu, Namaskar.
Hope you are all well with family and friends. May God grant you a very good healthy long life. Wish you all round development not only to you but to your family also. You are the stalwart fighter in the art of ancient Pala presentation. Your name indicate like a roaring Lion in the jungle. Means a Living Lion among Pala community. ନୃସିଂହ ଅର୍ଥ (ନୃ-ନର ସିଂହ - ରାଜା )ନର ରୁପକ ସିଂହ । so you need not fear any body (Pala fatal) There is a great significance of your name that almighty God has given to you as a blessing at the time of your birth. As the stage is yours you are free to do any action and use any words you like to please the audience . You are a great scholar in Pala culture. You are worthy son of worthy parents. Always praise the Lord with all your heart and soul for the success of Pala as one of the oldest divine art out of 64 arts. We salute your knowledge and literature. Your in service,
Suresh and family. Balichandra pur, Jajpur.
ଆପଣ ଓ ଆପଣଙ୍କ ଦଳକୁ ଧନ୍ଯବାଦ ଖାସ୍ କରି ଭିମ ଭାଈ
Sundari bisya pala
ପାଲା ଜଗତର ଉଜ୍ଜ୍ୱଳ ତାରକା ପ୍ରଭୁକଲ୍ୟାଣ କରନ୍ତୁ
Apanank aghad Gyan ku 100 salam,bhagban apananku dirghayu karantu,tumar ehi kala paribeshan jiban Sara loka mananku sata Gyan dei chalithau etiki maa sarala nk nikatare parthana,
❤
Sir, bohut sundar paribasana
ସୁନ୍ଦର ତୃପ୍ତିର ଅବସାଦ ନାହିଁ
ଯେତେ ଦେଖୁଥିଲେ ନୂଆ ଦିଶୁଥାଇ
ଧନ୍ୟବାଦ 🙏 🙏 🙏
Jay shree Jagannath 🙏🙏🙏 bhai 🙏🙏🙏🙏
🙏🙏🙏🙏👍
Jay Jagannath sir
Jay Sri Ram..
ବହୁତ୍ ବଢିଆ
Hrudayaku touch Kala
ହୋତା ସାର୍ ଆପଣ ପାଲା ଜଗତରେ ଜଣେ ଉଚ୍ଚକୋଟୀର ଗାୟକ
Jay shree Ram sir
Beautiful
ହୋତା ବାବୁ କେଉଁଠି କି ଯିବ ପର୍ଗ୍ରାମ କରିବାକୁ କାହିଁକି ଏ ପାଲା ମାଧ୍ୟମରେ କୁହ ଏଇଟା ଆପଣଙ୍କ ର ଭୁଲ୍ ଯିଏ ଆପଣଙ୍କ ର ପାଲା ଦେଖୁଛି ସିଏ ଭାବରେ ରହି ଯାଉଛି ତ ଆପଣ କାହିଁ
Badi pal as od oo a
😊😊
Ati sunder sir
ଧନ୍ୟବାଦ, ଜୟ ଜଗନ୍ନାଥ 🙏
My favourite pala
ଅତି ସୁନ୍ଦର ପରିବେଷଣ
Super
ବହୁତ୍ ଟିକେ ଦେଖାଇ ହେଲା ଭଳିଆ ଲାଗୁଛି
Sir nrusinha number 1
Sir, l. Love you very much, Mu Male. Mote tu paibu, Bhagbat bani,
ଏତିକି ନାଚ କୁଦ ଭିତରେ ପୁଣି, ଆପଣଙ୍କୁ diabetic ହଉଛି. ଅନିଦ୍ରା, ଅସମୟରେ ଖାଇବା ଏହାର କାରଣ ହୋଇପାରେ. ଆମିଷ ଛାଡ଼ନ୍ତୁ
Very nice 👌👌❤❤
Unique present
Beautiful ❤❤❤
Thank you! 😊
Madi chalo😊
Mo ଅଜା no 1
🙏🙏🙏🙏🙏🙏🙏🙏🙏
🙏🙏🙏🙏🙏🙏
ବହୁତ ଭଲ। ମୁଁ ତୁମର ଶ୍ରୋତା।
Pala jagatare shnihaa
ସ୍ଲୋକ ଗୁଡ଼ିକ ନିଜେ 3/4ଭାଗ ଗାଅ ଭଗେ ପାଳିଆ ପଳିଧରାନ୍ତୁ।ତାହେଲେ ତୁମ ସ୍ୱର ର
ମଧୁରିଆସିବ।ପାଲା ଭଲ ଲାଗିବ।
Bhala pala
Badhiya sound quality..... asesh asesh dhanyawad bhai mane besically sound team and editing team
Good sir,chamatkar ପରିବେଷଣ
ଓତା ସାରେ ଉଚ୍ଚକୋଟୀର ଗାୟକ କିନ୍ତୁ ନିଜକୁ o କରିଦିୟନ୍ତୁ ଦେଖିବେ ସେ ଦିନ ଠାରୁ ଗାୟକ ସମ୍ରାଟ ହୋଇଯିବେ 🙏
Ati Sundar bishleshana kintu kahaku akheyp Kariba uchit nuhe
ଜୟ ଶ୍ରୀ ନାରାୟଣ
ହୋତା ସାର୍ , ଆପଣଙ୍କ ଗୋଟେ ପାଲା ପରିବେଷଣ କରିଥିଲେ ରାମଚନ୍ଦ୍ର ଯେତେବେଳେ ରାଜସିଂହାସନ ଆରୋହଣ କରିବା ପାଇଁ ଯାଉଥିଲେ । ସେତେବେଳେ ସାତଟି ପାହାଚ ଅତିକ୍ରମ କରିବା ପୂର୍ବରୁ ,ସାତ ଜଣ ମାଆ ସାତଗୋଟି ପ୍ରଶ୍ନ ପଚାରିଥିଲେ । ଉତ୍ତର ଦେଲାପରେ ହିଁ ରାମଚନ୍ଦ୍ର ରାଜା ହେବ । ହେଲେ ସାର ଉତ୍ତର ଟା ଆଉ ପରିବେଷଣ କଲେ ନାହିଁ । ସେଥିପାଇଁ ମୋ ମନ ଦୁଃଖ । ଉତ୍ତର ଶୁଣିବା ପାଇଁ ମୋ ମନ ବ୍ୟାକୁଳ ।
Hota is not Prahallad Sahu Laxmidhar Rou Niranjan Bahinipati Chandrasekhar Padhy to solve the problem
Top pala
Jie pala bhujhi nahi tanku bhala lagiba.khali bramhan kahi ashirbad Kari lokanku thakei Paisa neu
chhanti.
Jay jagannath ନମସ୍ତେ ଭାଗବାନ ଆପଣଙ୍କ ପରି ଗାୟକ ମାନଙ୍କର ଆୟୁ ସତାଧିକ କରନ୍ତୁ ଏତିକି କାମନା ଆପଣଙ୍କର ପାଲା ଦେଖିବାକୁ କେବେ ସୁଯୋଗ ମିଳିବ ସେଇ ଦୟାମୟ ଙ୍କ ର ଇଚ୍ଛା
ଅତି ମନଲଭା ପାଲା
SRI SRI JAGARNATH NKA ASRIBAD THOU MISHRA BHAINA
ପାଲା ତୁମକୁ ଜଣା ନାହିଁ ।ନିଜ ପ୍ରଶଂସା ନିଜ ପକ୍ଷେ ଶୋଭନୀୟ ନୁହେଁ ।
Right
Tate pala Jana achi
Hota sir paliankugodamare balabisaya alochana karechanti
Fine
Pala is good. But I am excepting more from you Sir. As per my standard you are not Juba Samrat but Only Samrat.
Nice suyahi
Bhasa prati tk dhyan diantu sir, palia nku abhali bhasa kahile rasa vanga ebn sruti katu heuchi .